< Matthew 22 >
1 Then Iesus answered, and spake vnto them againe in parables, saying,
୧ଜିସୁ ଆରିତରେକ୍ ଉଦାଅରଣ୍ ଦେଇ ଲକ୍ମନ୍କେ ସିକିଆ ଦେଲା ।
2 The kingdome of heauen is like vnto a certaine King which maried his sonne,
୨ପର୍ମେସରର୍ ସରଗ୍ ରାଇଜ୍ ଏନ୍ତାରି । ତରେକ୍ ଗଟେକ୍ ରାଜା ତାର୍ ପିଲାର୍ପାଇ ବଜି କରାଇଲା ।
3 And sent foorth his seruants, to call them that were bidde to the wedding, but they woulde not come.
୩ଜନ୍ ଲକ୍ମନ୍କେ ବିବା ବଜିଟାନେ କବର୍ ଦେଇରଇଲା, ସେମନ୍କେ ଡାକିଆନ୍ବାକେ ଦାଙ୍ଗ୍ଡାମନ୍କେ ପାଟାଇଲା । ମାତର୍ ସେମନ୍ ନିଚ୍ଲାଇ ।
4 Againe hee sent foorth other seruants, saying. Tell them which are bidden, Beholde, I haue prepared my dinner: mine oxen and my fatlings are killed, and all thinges are readie: come vnto the mariage.
୪ବିବାଟାନେ ଗାଗଡ୍ ଚେଲିମନ୍କେ ମାରି ବଜି ଅଇଲା ଆଚେ । ଦାପ୍ରେ ଆସା ବଲି ରାଜା ଆରି ତରେକ୍ ବିନ୍ ଦାଙ୍ଗ୍ଡାମନ୍କେ କଇପାଟାଇଲା ।
5 But they made light of it, and went their wayes, one to his farme, and another about his marchandise.
୫ମାତର୍ କବର୍ ପାଇରଇଲା ଲକ୍ମନ୍ ଏ କାତା ନ ମାନିକରି ନିଜର୍ ନିଜର୍ ପାଇଟି କର୍ବାର୍ ଦାର୍ଲାଇ । କେତେ ଲକ୍ ବାରଇକରି ପଦାଇ ଉଟିଗାଲାଇ । ଆରି କେତେକ୍ ଲକ୍ ତାକର୍ ଦୁକାନେ ଉଟିଗାଲାଇ ।
6 And the remnant tooke his seruants, and intreated them sharpely, and slewe them.
୬ଆରି କେତେ ଲକ୍ ରାଜାର୍ ଦାଙ୍ଗ୍ଡାମନ୍କେ ଦାରି ମାରି ମରାଇଲାଇ ।
7 But when the King heard it, he was wroth, and sent foorth his warriers, and destroyed those murtherers, and burnt vp their citie.
୭ରାଜା ରିସାଅଇଜାଇ କରି ସଇନମନ୍କେ ପାଟାଇଲା । ସଇନମନ୍ ଜାଇକରି ସେ ମାରୁମନ୍କେ ମରାଇ ପାକାଇଲାଇ ଆରି ସେମନ୍ ରଇଲା ସଅର୍ ପଡାଇ ପାକାଇଲାଇ ।
8 Then saide hee to his seruants, Truely the wedding is prepared: but they which were bidden, were not worthy.
୮ତାର୍ ପଚେ ରାଜା ଗତିଦାଙ୍ଗ୍ଡାମନ୍କେ ଡାକି କଇଲା, ବିବା ବଜିର୍ ରାନ୍ଦାବାଡା ସାର୍ଲାବେ ମାତର୍ ମୁଇ କବର୍ ଦେଇରଇଲା ଲକ୍ମନ୍ ଏ ବଜି କାଇବାକେ ବାଗ୍ ନାଇ ।
9 Go ye therefore out into the high wayes, and as many as ye finde, bid them to the mariage.
୯ଏବେ ତମେ ଜାଇକରି ଗାଉଁପାଲିର୍ ଗୁଡା ଆରି ପୁଟ୍ମନ୍କେ, ଜେତ୍କି ଲକ୍କେ ବେଟ୍ ଅଇସା ସେ ସବୁ ଲକ୍ମନ୍କେ ଆମର୍ ବଜିଟାନେ ଡାକିଆନା ।
10 So those seruantes went out into the hie wayes, and gathered together all that euer they found, both good and bad: so the wedding was furnished with ghestes.
୧୦ତେବେ ଦାଙ୍ଗ୍ଡାମନ୍ ଲଗର୍ ପାକର୍ ଗାଉଁମନ୍କେ ବୁଲି ନିକ ଲକ୍ ଅଅତ୍ କି ବାନିଆ ଲକ୍ ଅଅତ୍ ଜେତ୍କି ଲକ୍କେ ବେଟ୍ ଅଇଲାଇ, ସବୁକେ ଡାକି ଆନ୍ଲାଇ । ଆରି ବିବା ଗରେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇଗାଲାଇ ।
11 Then the King came in, to see the ghestes, and sawe there a man which had not on a wedding garment.
୧୧ପଚେ ରାଜା ଡାକାଇଲା ଲକ୍ମନ୍କେ ଦେକ୍ବାର୍ ଆଇଲା । ସେ ଲକ୍ମନର୍ ବିତ୍ରେ ଅନି ଗଟେକ୍ ଲକ୍ ତିଆର୍ପିଆର୍ ନ ଅଇକରି ନିକଟା ପିନ୍ଦି ନ ଆସିରଇଲାଟା ରାଜା ଦେକ୍ଲା ।
12 And he sayd vnto him, Friend, how camest thou in hither, and hast not on a wedding garment? And he was speachlesse.
୧୨ରାଜା ତାର୍ ଲଗେ ଜାଇ ପାଚାର୍ଲା, “ମଇତର୍, ତୁଇ ତିଆର୍ ପିଆର୍ ନ ଅଇତେ କେନ୍ତି ଏ ବଜିଟାନେ ଆଇଲୁସ୍” ସେ ଲକ୍ ଚିମ୍ରା ଅଇଦେଲା ।
13 Then sayd the King to the seruants, Binde him hand and foote: take him away, and cast him into vtter darkenes: there shalbe weeping and gnashing of teeth.
୧୩ରାଜା ଦାଙ୍ଗ୍ଡାମନ୍କେ କଇଲା, “ତାର୍ ଆତ୍ ଗଡ୍ ବାନ୍ଦି ବାଇରେ ନେଇ ଆନ୍ଦାରେ ପିଙ୍ଗିଦିଆସ୍ । ତେଇ ସେ ଦାଁତ୍ମୁଣ୍ଡ୍ କାତ୍ରିଅଇ କାନ୍ଦି କାନ୍ଦି ରଅ ।”
14 For many are called, but fewe chosen.
୧୪ଜିସୁ କାତାନି କଇସାରାଇ କଇଲା, ବେସି ଲକ୍କେ ଡାକ୍ବାଇ, ମାତର୍ ଉନାଲକ୍କେ ବାଚ୍ବାଇ ।
15 Then went the Pharises and tooke counsell how they might tangle him in talke.
୧୫କେତେଟା ପାରୁସିମନ୍ ଜାଇକରି ଜିସୁକେ ପର୍ସନ୍ ପାଚାରି ପାନ୍ଦେ ପାକାଉଁ ବଲି ବାବ୍ଲାଇ ।
16 And they sent vnto him their disciples with the Herodians, saying, Master, we knowe that thou art true, and teachest the way of God truely, neither carest for any man: for thou considerest not the person of men.
୧୬ସେମନ୍ ତାକର୍ କେତେଟା ସିସ୍ମନ୍କେ ଆରି ଏରଦର୍ ଦଲେଅନି କେତେଟା ଲକ୍ମନ୍କେ ଜିସୁର୍ ଲଗେ ପାଟାଇଲାଇ । ଏମନ୍ ଆସି ଜିସୁକେ ପାଚାର୍ଲାଇ, “ଗୁରୁ, ତମେ ସତ୍ କଇସା ଆରି ପର୍ମେସରର୍ ସତ୍ ବିସଇ ସିକିଆ ଦେବାଟା ଆମେ ଜାନୁ । ତମେ ମୁନୁସ୍ମନର୍ ମର୍ଜିତାକେ କାତୁର୍ କରାସ୍ ନାଇ । ଲକ୍ମନ୍ କାଇ ବଲି ବାବ୍ବାଇ ବଲି ଚିନ୍ତା କରାସ୍ ନାଇ ।
17 Tell vs therefore, how thinkest thou? Is it lawfull to giue tribute vnto Cesar, or not?
୧୭ତେବେ କଇଦେକା ପନି, ଏ ବିସଇ ତମେ କାଇବଲି କଇଲାସ୍ନି? ରମିୟ ସର୍କାର୍କେ ସିସ୍ତୁ ଦେବାଟା ଆମର୍ ଦରମ୍ ସାସ୍ତରର୍ ଇସାବେ ଟିକ୍ କି ନାଇ?”
18 But Iesus perceiued their wickednes, and sayd, Why tempt ye me, ye hypocrites?
୧୮ମାତର୍ ଜିସୁ ସେମନର୍ କୁଟ୍କାତା ଜାନି କରି କଇଲା, “ଏ କୁଟିଆଲ୍ମନ୍, କାଇକେ ମକେ ପାନ୍ଦେ ପାକାଇବାକେ ଚେସ୍ଟା କଲାସ୍ନି?
19 Shewe me the tribute money. And they brought him a peny.
୧୯ଜନ୍ ଅଦ୍ଲି ଡାବୁ ସିସ୍ତୁ ଦେଲାସ୍ନି, ତେଇଅନି ଗଟେକ୍ ଆନିକରି ମକେ ଦେକାଆ ।” ସେମନ୍ ଗଟେକ୍ ଅଦ୍ଲି ଆନି ତାକେ ଦେଲାଇ ।
20 And he sayde vnto them, Whose is this image and superscription?
୨୦ଜିସୁ ସେମନ୍କେ ପାଚାର୍ଲା “ଏ ଅଦ୍ଲି ଡାବୁଟାନେ କାର୍ ମୁଉ ଆରି ନାଉଁ ଆଚେ?”
21 They sayd vnto him, Cesars. Then sayd he vnto them, Giue therefore to Cesar, the things which are Cesars, and giue vnto God, those things which are Gods.
୨୧ସେମନ୍ କଇଲାଇ, “ରମିୟ ରାଜାର୍ ମୁଉ ଆରି ନାଉଁ ଆଚେ ।” ଜିସୁ ସେମନ୍କେ କଇଲା, “ତେବେ ଜନ୍ଟା ରମିୟ ରାଜାର୍ଟା, ସେଟା ତାକେ ଦିଆସ୍ ଆରି ଜନ୍ଟା ପରମେସରର୍ଟା, ସେଟା ପରମେସର୍କେ ଦିଆସ୍ ।”
22 And when they heard it, they marueiled, and left him, and went their way.
୨୨ଏ କାତା ସୁନି ସେମନ୍ କାବାଅଇଗାଲାଇ ଆରି ତେଇଅନି ଉଟିଗାଲାଇ ।
23 The same day the Sadduces came to him (which say that there is no resurrection) and asked him,
୨୩ସେ ଦିନେ ସାଦୁକି ଦଲର୍ କେତେ ଲକ୍ ଜିସୁର୍ ଲଗେ ଆଇଲାଇ । ସାଦୁକିମନ୍ ମରିଗାଲେ ଆରି ତରେକ୍ ଉଟି ନଏଁ ବଲି ବିସ୍ବାସ୍ କର୍ତେ ରଇଲାଇ ।
24 Saying, Master, Moses sayd, If a man die, hauing no children, his brother shall marie his wife by the right of alliance, and raise vp seede vnto his brother.
୨୪ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ଜଦି ଗଟେକ୍ ଲକ୍ ପିଲାଟକି ନ ଅଇତେ ମରିଜାଇସି, ତେବେ ମରିଜାଉର୍ ବାଇ ସେ ରାଣ୍ଡି ମାଇଜିକେ ସଙ୍ଗଇସି । ଆରି ତାକର୍ ଟାନେଅନି ଅଇଲା ପିଲାଜିଲା ସେ ମଲା ଲକର୍ପାଇ ଅଇସି ବଲି ମସା ନିୟମ୍ କଲା ଆଚେ ।
25 Nowe there were with vs seuen brethren, and the first maried a wife, and deceased: and hauing none yssue, left his wife vnto his brother.
୨୫ଗଟେକ୍ କାତା ସୁନା । ଇତି ଆମର୍ ବିତ୍ରେ ସାତ୍ବାଇ ରଇଲାଇ । ବଡ୍ ବାଇ ପିଲାଜିଲା ନ ଅଇତେ ମରିଗାଲାଜେ ତାର୍ ପିଟିର୍ ବାଇ ତାର୍ ବଉକେ ସଙ୍ଗଇଲା ।
26 Likewise also the second, and the third, vnto the seuenth.
୨୬ମାତର୍ ବଡ୍ମଜିଆ, ମଜିଆ, ସାନ୍ମଜିଆ ଏନ୍ତି ଅଇକରି ସାରାସାରି ସାନର୍ ଦସା ମିସା ଏନ୍ତି ଅଇଲା ।
27 And last of all the woman died also.
୨୭ସାରାସାରି ପଚେ ସେ ମାଇଜି ମିସା ମରିଗାଲା ।
28 Therefore in the resurrection, whose wife shall she be of the seuen? for all had her.
୨୮ଜେବେ ମଲା ଲକ୍ମନର୍ ଉଟ୍ବା ଦିନ୍ ଆଇସି, ତେବେ ଏ ମାଇଜି କାର୍ ମାଇଜି ଅଇସି? ସବୁ ଲକ୍ସେ ତାକେ ସଙ୍ଗଇ ରଇଲାଇ ।”
29 Then Iesus answered, and sayd vnto them, Ye are deceiued, not knowing the Scriptures, nor the power of God.
୨୯ଜିସୁ ସେମନ୍କେ କଇଲା, “ତମେ କେତେକ୍ ବୁଲ୍ ବିସଇ ବାବ୍ବା ଲକ୍ମନ୍! ଦରମ୍ ସାସ୍ତରେ ପର୍ମେସରର୍ ବପୁ ବିସଇ ସମାନ୍ ଇସାବେ ଚିନ୍ତା କରାସ୍ ନାଇଜେ, ତମେ ଏ କାତା ପାଚାର୍ଲାସ୍ନି ।”
30 For in the resurrection they neither marie wiues, nor wiues are bestowed in mariage, but are as the Angels of God in heauen.
୩୦ମରିକରି ଉଟ୍ଲା ପଚେ, ମଲା ଲକ୍ମନ୍ ସରଗର୍ ଦୁତ୍ମନର୍ ପାରା ଅଇଜିବାଇ । ସେମନ୍ ଆରି ବିବା ନ ଅଅତ୍ କି ନ କରତ୍ ।
31 And concerning the resurrection of the dead, haue ye not read what is spoken vuto you of God, saying,
୩୧ମଲା ଲକ୍ମନ୍ ଆରି ତରେକ୍ ଉଟ୍ବା ବିସଇ, ପରମେସର୍ ଜନ୍ଟା କଇଲା ଆଚେ, ତମେ କାଇ ସାସ୍ତରେ କେବେ ପଡାସ୍ ନାଇ କି?
32 I am the God of Abraham, and the God of Isaac, and the God of Iacob? God is not the God of the dead, but of the liuing.
୩୨ପର୍ମେସର୍ କଇଲା ଆଚେ “ଆମେ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ମାପ୍ରୁ ।” “ପର୍ମେସର୍ ତା ଜିବନ୍ ରଇଲା ଲକ୍ମନର୍ ମାପ୍ରୁ, ମଲା ଲକ୍ମନର୍ ଅଇନାପାରେ ।”
33 And when the multitude heard it, they were astonied at his doctrine.
୩୩ଲକ୍ମନ୍ ଜିସୁର୍ ସିକାଇବାଟା ସୁନିକରି କାବାଅଇଗାଲାଇ ।
34 But when the Pharises had heard, that he had put the Sadduces to silence, they assembled together.
୩୪ଜିସୁ ସାଦୁକିମନ୍କେ ଚୁପ୍କରାଇ ରଇବାଟା ଜାନିକରି ପାରୁସିମନ୍ ସବୁଲକ୍ ଗଟେକ୍ ଅଇ ତାର୍ ଲଗେ ଆଇଲାଇ ।
35 And one of them, which was an expounder of the Lawe, asked him a question, tempting him, and saying,
୩୫ଆରି ସେମନର୍ ବିତ୍ରେଅନି ଗଟେକ୍ ନିୟମ୍ ସିକାଇବା ଦରମ୍ ଗୁରୁ ଜିସୁକେ ପାନ୍ଦେ ପାକାଇବାକେ ଗଟେକ୍ ପର୍ସନ୍ ପାଚାର୍ଲା ।
36 Master, which is ye great commandement in the Lawe?
୩୬“ଏ ଗୁରୁ ମସାର୍ ଦରମ୍ ସାସ୍ତରର୍ ନିୟମ୍ ଇସାବେ ସବୁଟାନେଅନି କନ୍ ଆଦେସ୍ ମୁକିଅ?”
37 Iesus sayd to him, Thou shalt loue the Lord thy God with all thine heart, with all thy soule, and with all thy minde.
୩୭ଜିସୁ ତାକେ କଇଲା, “ତମର୍ ମାପ୍ରୁ, ପରମେସର୍କେ ପୁରାପୁରୁନ୍ ମନ୍ଦେଇ, ପୁରାପୁରୁନ୍ ଜିବନ୍ ଦେଇ, ପୁରାପୁରୁନ୍ ଚିନ୍ତା ସଙ୍ଗ୍ ତାକେ ମାନା ଆରି ଆଲାଦ୍ କରା ।
38 This is the first and the great commandement.
୩୮ଏଟା ଅଇଲାନି ସବୁର୍ଟାନେଅନି ଆଗତୁ ଆରି ମୁକିଅ ଆଦେସ୍ ।”
39 And the second is like vnto this, Thou shalt loue thy neighbour as thy selfe.
୩୯ତାର୍ ପଚର୍ ମୁକିଅ ଆଦେସ୍ ଅଇଲାନି, ତମର୍ ଲଗର୍ ପାକର୍ ଗରର୍ ଲକ୍ମନ୍କେ ନିଜ୍କେ ଆଲାଦ୍ କଲା ପାରା ଆଲାଦ୍ କରା ।
40 On these two commandements hangeth the whole Lawe, and the Prophets.
୪୦ଏ ଦୁଇଟା ଆଦେସ୍ ଆକା ମସା କରିରଇବା ସବୁ ରିତିନିତି ଆରି ବବିସତ୍ବକ୍ତାମନର୍ ସିକିଆ ଜାନାଇଲାନି ।
41 While the Pharises were gathered together, Iesus asked them,
୪୧କେତେଟା ପାରୁସିମନ୍ ଜିସୁର୍ ଲଗେ ରଇଲା ବେଲେ, ଜିସୁ ସେମନ୍କେ ପାଚାର୍ଲା ।
42 Saying, What thinke ye of Christ? whose sonne is he? They sayd vnto him, Dauids.
୪୨“କିରିସ୍ଟ ମସିଅର୍ ବିସଇ, ତମେ କାଇଟା ବାବ୍ଲାସ୍ନି? ସେ କାର୍ ପଅ?” ସେମନ୍ କଇଲାଇ, “ସେ ଦାଉଦର୍ ପଅ ।”
43 He sayd vnto them, How then doeth Dauid in spirit call him Lord, saying,
୪୩ଜିସୁ ପାଚାର୍ଲା, “ସେନ୍ତାର୍ ଆଲେ ଦାଉଦ୍ ମସିଅକେ ‘ମର୍ ମାପ୍ରୁ!’ ବଲି କାଇକେ ଜାନାଇ ଆଚେ?” କାଇକେବଇଲେ ଆତ୍ମା ଚାଲ୍ନା ଦେଲାକେ, ସେ ଲେକିଆଚେ,
44 The Lord sayd to my Lord, Sit at my right hand, till I make thine enemies thy footestoole?
୪୪ପର୍ମେସର୍ ମର୍ ମାପ୍ରୁକେ କଇଲା, “ଆମେ ତର୍ ସତ୍ରୁମନ୍କେ ତମର୍ ପାଦ୍ ତଲେ ନ ଆନ୍ବା ଜାକ ‘ତୁଇ ମର୍ ଉଜା ବାଟେ ବସି ରଅ ।’
45 If then Dauid call him Lord, howe is he his sonne?
୪୫“ଜଦି ଦାଉଦ୍ ମସିଅକେ ‘ମର୍ ମାପ୍ରୁ’ ବଲି ନାମି ଆଚେ, ତେବେ ମସିଅ କେନ୍ତି ତାର୍ ପଅ ଅଇପାର୍ସି?”
46 And none could answere him a worde, neither durst any from that day foorth aske him any moe questions.
୪୬ଜିସୁକେ ଇତିର୍ ଉତର୍ କେ ମିସା ଦେଇ ନାପାର୍ଲାଇ । ସେ ଦିନେଅନି, ଆରି ତାକେ କେ ମିସା କାଇ ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।