< Matthew 21 >
1 And when they drewe neere to Hierusalem, and were come to Bethphage, vnto the mount of the Oliues, then sent Iesus two disciples,
୧ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇ କଣ୍ଡେକ୍ ଦୁର୍ ଜାଇ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତିନିଆ ନାଉଁର୍ ଗାଏଁ କେଟ୍ଲାଇ । ତାର୍ ଦୁଇଟା ସିସ୍ମନ୍କେ ଆଦେସ୍ ଦେଇ କଇଲା,
2 Saying to them, Goe into the towne that is ouer against you, and anon yee shall finde an asse bounde, and a colt with her: loose them, and bring them vnto me.
୨“ତମେ ମୁଆଟେ ରଇଲା ସେ ଗାଏଁ ଜାଆ । ତେଇ କେଟ୍ଲା ଦାପ୍ରେ, ଗଟେକ୍ ଗଦ ବାନ୍ଦିଅଇ ରଇବାଟା ଦେକ୍ସା ଆରି ତାର୍ ଲଗେ ତାର୍ ପିଲା ଆଚେ । ସେମନ୍କେ ମେଲି ମର୍ଲଗେ ଦାରି ଆସା ।
3 And if any man say ought vnto you, say ye, that the Lord hath neede of them, and straightway he will let them goe.
୩କେ ଜଦି କାଇ ବଲି ପାଚାର୍ଲେ କଇସା, ‘ଏଟା ସାଉକାର୍କେ ଦର୍କାର୍ ଆଚେ ।’ ସେଡ୍କି ଦାପ୍ରେ ସେ ଗଦମନ୍କେ ଚାଡିଦେଇସି ।”
4 All this was done that it might be fulfilled, which was spoken by the Prophet, saying,
୪ଏ ଗଟ୍ନାଅନି ବାବବାଦିମନ୍ ଲେକି ରଇଲା କାତା ସିଦ୍ ଅଇଲା ।
5 Tell ye the daughter of Sion, Beholde, thy King commeth vnto thee, meeke and sitting vpon an asse, and a colte, the foale of an asse vsed to the yoke.
୫“ସିଅନ୍ ଗଡେ କୁଆ! ଦେକା, ତମର୍ ରାଜା ତମର୍ ଲଗେ ଆଇଲାନି, ସେ କେଡେ ସୁଆଲ୍ ଗଦପିଲାର୍ ପିଟିତେଇ ବସ୍ଲାଆଚେ ଦେକା, ସେ ଗଦପିଲା ଉପ୍ରେ ବସିଆଇଲାନି ।”
6 So the disciples went, and did as Iesus had commanded them,
୬ସିସ୍ମନ୍ ଜାଇ ଜିସୁ କଇବା ଇସାବେ କଲାଇ ।
7 And brought the asse and the colt, and put on them their clothes, and set him thereon.
୭ଗଦ ଆରି ତାର୍ ପିଲାକେ ଦାରି ଆସି ତାକର୍ ଉପ୍ରେ ଲୁଗାମନ୍ ଅଚାଇ ଦେଲାଇ ଆରି ଜିସୁ ଗଦ ଉପ୍ରେ ବସ୍ଲା ।
8 And a great multitude spred their garments in the way: and other cut downe branches from the trees, and strawed them in the way.
୮ତେଇ ରଇଲା ଲକ୍ମନ୍ ଜିସୁ ଜିବା ବାଟେ ନିଜର୍ ନିଜର୍ ପଚିଆମନ୍ ଅଚାଇ ଦେଲାଇ ଆରି କେତେକ୍ ଲକ୍ମନ୍ କଜ୍ରି ଡାଲ୍ ଆନି କରି ସେ ବାଟେ ଅଚାଇଦେଲାଇ ।
9 Moreouer, the people that went before, and they also that followed, cried, saying, Hosanna to the Sonne of Dauid, Blessed be hee that commeth in the Name of the Lord, Hosanna thou which art in the highest heauens.
୯ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜାଇତେ ରଇଲା ଲକ୍ମନ୍ ଆକ୍ମାରି କରି କଇଲାଇ, “ଦାଉଦର୍ ପଅକେ ଡାକ୍ପୁଟା କରା, ଜେ ମାପ୍ରୁର୍ ନାଉଁ ଦାରି ଆଇଲାନି ତାକେ ପର୍ମେସର୍ ଆସିର୍ବାଦ୍ କର । ପର୍ମେସରର୍ ଡାକ୍ପୁଟା କରା ।”
10 And when he was come into Hierusalem, all the citie was mooued, saying, Who is this?
୧୦ଜିସୁ ଜିରୁସାଲାମ୍ କେଟ୍ଲାଦାପ୍ରେ ସେ ଗଡର୍ ଲକ୍ମନ୍ ଜିସୁ କେ? ବଲି କରି ଗୁଲାଇ ବାଟେ ଉଡ୍ରା ଅଇଗାଲା ।
11 And the people said, This is Iesus that Prophet of Nazareth in Galile.
୧୧ଲକ୍ମନ୍ ପାଚାର୍ଲାଇ, “ସେ କେ?” ବିନ୍ ଲକ୍ମନ୍ କଇଲାଇ, “ସେ ଅଇଲାନି ଗାଲିଲି ରାଇଜେ ରଇବା ନାଜରିତ୍ ଗଡର୍ ବବିସତ୍ବକ୍ତା ଜିସୁ ।”
12 And Iesus went into the Temple of God, and cast out all them that solde and bought in the Temple, and ouerthrew the tables of the money chagers, and the seates of them that sold doues,
୧୨ଜିସୁ ମନ୍ଦିର୍ ବିତ୍ରେ ପୁରିକରି ତେଇ ଗେନା ବିକା କର୍ତେ ରଇବା ସବୁ ଲକ୍ମନ୍କେ ବାର୍କରାଇ ଦେଲା । ଡାବୁ ବାଦ୍ଲାଉମନର୍ ଟେବୁଲ୍ ଆରି ପରୁଆ ବିକୁମନର୍ ବସ୍ବାଟା ପାସ୍ଲାଇ ଦେଲା ।
13 And said to them, it is written, My house shall be called the house of prayer: but ye haue made it a denne of theeues.
୧୩ଜିସୁ ସେମନ୍କେ କଇଲା, “ଦରମ୍ ସାସ୍ତରେ ଲେକା ଆଚେ, ମର୍ ମନ୍ଦିର୍ ପାର୍ତନା ଗର୍ ବଲି ନାଉଁ ଅଇସି । ମାତର୍ ତମେ ତାକେ ଚର୍ମନର୍ ଆକାଡା ସାଲ୍ ପାରା କରିଆଚାସ୍ ।”
14 Then the blinde, and the halt came to him in the Temple, and he healed them.
୧୪ଜିସୁ ମନ୍ଦିରେ ରଇଲାବେଲେ କାଣାମନ୍ ଆରି ମେଟାମନ୍ ତାର୍ ଲଗେ ଆଇଲାଇ ଆରି ସେ ସେମନ୍କେ ନିକ କଲା ।
15 But when the chiefe priestes and Scribes sawe the marueiles that hee did, and the children crying in the Temple, and saying, Hosanna to the Sonne of Dauid, they disdained,
୧୫ମୁକିଅ ପୁଜାରିମନ୍ ଆରି ଦରମ୍ ଗୁରୁମନ୍ ତାର୍ କାବା ଅଇଜିବା କାମ୍ ସବୁ ଦେକି ଆରି ପିଲାମନ୍ ଦାଉଦର୍ ପଅର୍ ଜୟ ଜୟ ଅ, ବଲି କଇବାଟା ସୁନି ରିସା ଅଇଗାଲାଇ ।
16 And said vnto him, Hearest thou what these say? And Iesus said vnto them, Yea: read ye neuer, By the mouth of babes and sucklings thou hast made perfite the praise?
୧୬ସେମନ୍ ଜିସୁକେ ପାଚାର୍ଲାଇ, “ଏମନ୍ କାଇବଲି କଇଲାଇନି ତୁଇ ସୁନି ପାର୍ଲୁସ୍ନି?” ଜିସୁ କଇଲା, “ଉଁ ସୁନ୍ଲିନି । ଦରମ୍ ସାସ୍ତରେ କାଇ ଏ କାତା ପଡାସ୍ ନାଇ କି? ‘ତମେ ପିଲାମନ୍କେ ଆରି କଅଁଲା ପିଲାମନ୍କେ ଟିକ୍ ଇସାବେ ଆରାଦନା କର୍ବାକେ’ ସିକାଇଆଚାସ୍?”
17 So hee left them, and went out of the citie vnto Bethania, and lodged there.
୧୭ଏ କାତା କଇକରି ଜିସୁ ସେମନ୍କେ ଚାଡି ଜିରୁସାଲମେଅନି ବେତ୍ନିଆଇ ଗାଲା । ସେ ତେଇ ଗଟେକ୍ ରାତି ବିତାଇଲା ।
18 And in the morning, as he returned into the citie, he was hungrie,
୧୮ତାର୍ ଆର୍କର୍ ଦିନେ ଜିସୁ ସାକାଲ୍ ସାକାଲ୍ ଜିରୁସାଲାମ୍ ବାଉଡ୍ଲା ବେଲେ ତାକେ ବୁକ୍ କଲା ।
19 And seeing a figge tree in the way, he came to it, and found nothing thereon, but leaues onely, and said to it, Neuer fruite grow on thee henceforwards. And anon the figge tree withered. (aiōn )
୧୯ବାଟ୍ପାଲି ଗଟେକ୍ ଡୁମ୍ରି ଗଚ୍ ରଇଲା । ଜିସୁ ସେ ଗଚ୍ ଲଗେ ଜାଇ ତେଇ ପତର୍ ରଇବାଟା ଚାଡି, ଆରି କାଇଟା ଦେକେ ନାଇ । ତେବେ ସେ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍!” ସେ ଦାପ୍ରେ ସେ ଡୁମ୍ରି ଗଚ୍ ସୁକିଗାଲା । (aiōn )
20 And when his disciples saw it, they marueiled, saying, How soone is the figge tree withered!
୨୦ଏଟା ଦେକିକରି ସିସ୍ମନ୍ କାବା ଅଇଜାଇ ପାଚାର୍ଲାଇ, “ଏ ଗଚ୍ ଏତେକ୍ ଦାପ୍ରେ କେନ୍ତି ସୁକିଗାଲା?”
21 And Iesus answered and said vnto them, Verely I say vnto you, if ye haue faith, and doubt not, ye shall not only doe that, which I haue done to the figge tree, but also if ye say vnto this mountaine, Take thy selfe away, and cast thy selfe into the sea, it shalbe done.
୨୧ଜିସୁ କଇଲା, “ମୁଇ ତମ୍କେ ସତ୍ କଇଲିନି, ତମର୍ ମନେ ଅଇସି କି ନ ଅଏ ବଲି ଅଲପ୍ ମିସା ନ ବାବିକରି ଜଦି ପୁରାପୁରୁନ୍ ବିସ୍ବାସ୍ କର୍ସା ବଇଲେ ମୁଇ ଏ ଡୁମ୍ରି ଗଚ୍କେ ଜେନ୍ତି କରିଆଚି, ତମେ ମିସା ସେନ୍ତି କରିପାରାସ୍ । ସେତ୍କି ଆକା ନଏଁ, ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ବଲି କଇଲେ ମିସା ସେଟା ଅଇସି ।
22 And whatsoeuer ye shall aske in prayer, if ye beleeue, ye shall receiue it.
୨୨ତମେ ବିସ୍ବାସ୍ କରି ପାର୍ତନାଇ ଜନ୍ଟା ମାଙ୍ଗ୍ସା, ସେଟା ମିଲ୍ସି ।”
23 And whe he was come into the Temple, the chiefe Priestes, and the Elders of the people came vnto him, as he was teaching, and saide, By what authoritie doest thou these things? and who gaue thee this authoritie?
୨୩ଜିସୁ ମନ୍ଦିରେ ବାଉଡି ଆସି ତେଇ ସିକିଆ ଦେଇତେ ରଇଲା ବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ତାକେ ପାଚାର୍ଲାଇ, “କାଇ ଅଦିକାରେ ତୁଇ ଏ ସବୁ କାମ୍ କଲୁସ୍ନି? ତକେ ଏ ଅଦିକାର୍ କେ ଦେଲା?”
24 Then Iesus answered and said vnto them, I also will aske of you a certaine thing, which if ye tell me, I likewise will tell you by what authoritie I doe these things.
୨୪ଜିସୁ କଇଲା, “ମୁଇ ମିସା ତମ୍କେ ଏକାଇ ଗଟେକ୍ ସେ ପର୍ସନ୍ ପାଚାର୍ବି । ତାର୍ ଉତର୍ ଦେଇ ପାର୍ଲେ ମୁଇ କାଇ ଅଦିକାରେ ଏ ସବୁ କାମ୍ କଲିନି, ତମ୍କେ କଇଦେବି ।
25 The baptisme of Iohn, whence was it? from heauen, or of men? Then they reasoned among themselues, saying, If we shall say, From heauen, he will say vnto vs, Why did ye not then beleeue him?
୨୫ଜଅନ୍ ଡୁବନ୍ ଦେବା ଅଦିକାର୍ କାର୍ଟାନେଅନି ମିଲାଇ ରଇଲା? ସର୍ଗେଅନି କି ମୁନୁସ୍ ମନର୍ଟାନେଅନି?” ସେମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ “ଏ ବିସଇ ନେଇ କାଇବଲି କଉଁ? ଜଦି ପର୍ମେସରର୍ ଟାନେଅନି ବଲି କଇଲେ, ତେବେ ସେ ଆମ୍କେ ‘ଜଅନ୍କେ କାଇକେ ବିସ୍ବାସ୍ କରାସ୍ ନାଇ?’ ବଲି କଇସି ।
26 And if we say, Of men, we feare the multitude, for all holde Iohn as a Prophet.
୨୬ଜଦି ଲକ୍ମନର୍ ଟାନେଅନି ବଲି କଇଲେ, ତେବେ ଲକ୍ମନ୍କେ ଡର୍ ଲାଗ୍ଲାନି । କାଇକେ ବଇଲେ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ସେମନ୍ ସବୁଲକ୍ ବିସ୍ବାସ୍ କଲାଇନି ।”
27 Then they answered Iesus, and said, We can not tell. And he said vnto them, Neither tell I you by what authoritie I doe these things.
୨୭ସେଟାର୍ପାଇ ସେମନ୍ ଜିସୁକେ କଇଲାଇ, “ଆମେ ନାଜାନୁ ।” ଜିସୁ ସେମନ୍କେ କଇଲା, “କନ୍ ଅଦିକାରେ ଏ ସବୁ କଲିନି ସେଟା ମୁଇ ମିସା ତମ୍କେ ନ କଇ ।”
28 But what thinke ye? A certaine man had two sonnes, and came to the elder, and saide, Sonne, goe and worke to day in my vineyarde.
୨୮ଆଲେ ଏ ବିସଇ ତମେ କାଇ ବଲି ବାବ୍ଲାସ୍ନି କଇଦେକା ପନି? ଗଟେକ୍ ଲକର୍ ଦୁଇଟା ପଅମନ୍ ରଇଲାଇ । ଦିନେକ୍ ସେ ଲକ୍ ତାର୍ ବଡ୍ ପଅକେ କଇଲା, “ନୁନାରେ, ଆଜି ଆମର୍ ଅଙ୍ଗୁର୍ ବାଡେ ଜାଇ ପାଇଟି କର୍ ।
29 But he answered, and said, I will not: yet afterward he repented himselfe, and went.
୨୯‘ନାଇ ମୁଇ ନ କରି’ ବଲି ବଡ୍ ପଅ କଇଲା । ମାତର୍ ପଚେ ମନ୍ ବାଦ୍ଲାଇ ପାଇଟି କର୍ବାର୍ ଗାଲା ।
30 Then came he to the second, and said likewise. And he answered, and said, I will, Syr: yet he went not.
୩୦ସେ ଲକ୍ ସାନ୍ ପଅକେ ମିସା ସେ କାମ୍ କର୍ବାକେ କଇଲା । ‘ଉଁ ବାବା ଗାଲିନି’ ବଲି ସାନ୍ ପଅ କଇଲା । ମାତର୍ ସେ କାମ୍ଟାନେ ମୁଲ୍କେ ଜାଏ ନାଇ ।
31 Whether of them twaine did the will of the father? They saide vnto him, The first. Iesus saide vnto them, Verely I say vnto you, that the Publicanes and the harlots goe before you into the kingdome of God.
୩୧କଇଦେକା ପନି, ଏ ଦୁଇଟା ପଅର୍ ବିତ୍ରେ କେ ତାର୍ ବାବା ତିଆର୍ଲାଟା ମାନିରଇଲା?” ସେମନ୍ କଇଲାଇ, “ବଡ୍ ପଅ ।” ଜିସୁ ସେମନ୍କେ କଇଲା, “ମୁଇ ସତ୍ କଇଲିନି ସିସ୍ତୁ ମାଙ୍ଗୁମନ୍ ଆରି ବେସିଆମନ୍ ତମର୍ଟାନେଅନି ପରମେସରର୍ ରାଇଜେ ଆଗ୍ତୁ କେଟ୍ବାଇ ।
32 For Iohn came vnto you in the way of righteousnes, and yee beleeued him not: but the Publicanes, and the harlots beleeued him, and ye, though ye sawe it, were not mooued with repentance afterward, that ye might beleeue him.
୩୨ଡୁବନ୍ ଦେଉ ଜଅନ୍ ତମର୍ଟାନେ ଆସି ଦରମର୍ ବାଟ୍ ଦେକାଇ ଦେଇରଇଲା, ମାତର୍ ତମେ ତାକେ ବିସ୍ବାସ୍ କରାସ୍ ନାଇ, ମାତର୍ ସିସ୍ତୁ ମାଙ୍ଗୁମନ୍ ଆରି ବେସିଆମନ୍ ତାର୍ କଇଲା କାତା ବିସ୍ବାସ୍ କଲାଇ । ଏଟା ଦେକିକରି ମିସା ପଚେ ତମେ ପାପ୍ କାମ୍କର୍ବାଟା ଚାଡି ମନ୍ ବାଉଡାଇ ତାକେ ବିସ୍ବାସ୍ କରାସ୍ ନାଇ ।”
33 Heare another parable, There was a certaine housholder, which planted a vineyard, and hedged it round about, and made a winepresse therein, and built a tower, and let it out to husbandmen, and went into a strange countrey.
୩୩ଜିସୁ କଇଲା, “ଆରି ଗଟେକ୍ କାତା ସୁନା, ଗଟେକ୍ ସାଉକାର୍ ତାର୍ ଜମିଟାନେ ଅଙ୍ଗୁର୍ ଚାସ୍ କରିରଇଲା । ତେଇ ଚାରିବେଟ୍ତି ବାଡ୍ ବୁନ୍ଲା ଆରି ଅଙ୍ଗୁର୍ ପିଲ୍ବାକେ ଗଟେକ୍ କୁଣ୍ଡ୍ ତିଆର୍କଲା । ଆରି ଜାଗୁଆଲିର୍ ପାଇ ଗଟେକ୍ ମାଚା ମିସା ତିଆର୍ କରିଦେଲା । ତାର୍ ପଚେ ସେ ଜମି, ଚାସିମନ୍କେ ଆଦିବାଗ୍ ଇସାବେ ଦେଇକରି, ସାଉକାର୍ ବିଦେସେ ଉଟିଗାଲା ।”
34 And when the time of the fruite drewe neere, hee sent his seruants to the husbandmen to receiue the fruites thereof.
୩୪ଅଙ୍ଗୁର୍ ତଲ୍ବାବେଲେ ସେ ସାଉକାର୍ ତାର୍ ଦାଙ୍ଗ୍ଡାମନ୍କେ ନିଜର୍ ଆଦିବାଗ୍ ମାଙ୍ଗ୍ବାକେ ଚାସିମନର୍ ଲଗେ ପାଟାଇଲା ।
35 And ye husbandmen tooke his seruants and beat one, and killed another, and stoned another.
୩୫ଚାସିମନ୍ ସେ ଦାଙ୍ଗ୍ଡାମନ୍କେ ଦାରି, ଗଟେକ୍ ଲକ୍କେ ମାର୍ଲାଇ, ଆରି ଗଟେକ୍ ଲକ୍କେ ମରାଇଲାଇ, ଆରି ଗଟେକ୍ ଲକ୍କେ ପାକ୍ନାସଙ୍ଗ୍ ମାରିପାକାଇଲାଇ ।
36 Againe hee sent other seruants, moe then the first: and they did the like vnto them.
୩୬ଏଟାର୍ ପାଇ ଜମି ସାଉକାର୍ ଆଗର୍ତେଇଅନି ଅଦିକ୍ ଗତିଦାଙ୍ଗ୍ଡାମନ୍କେ ପାଟାଇଲା । ବାଗ୍ ଚାସିମନ୍ ସେମନ୍କେ ମିସା ସେନ୍ତାରିସେ କଲାଇ ।
37 But last of all he sent vnto them his owne sonne, saying, They will reuerence my sonne.
୩୭ସାରାସାରି ପଚେ ପଦା ସାଉକାର୍ ଚାସିମନର୍ଟାନେ ତାର୍ପିଲାକେ ପାଟାଇଲା । ସେ ବାବ୍ଲା, ସେମନ୍ ମର୍ ପିଲାକେ ବାଦିଅରେ ନାମ୍ବାଇ ।
38 But when the husbandmen saw the sonne, they saide among themselues, This is the heire: come, let vs kill him, and let vs take his inheritance.
୩୮ମାତର୍ ଚାସିମନ୍ ସାଉକାରର୍ ପଅକେ ଦେକିକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏଦେ ଦେକା, ସାଉକାରର୍ ପିଲା! ଆସା ଆକେ ମିସା ମାରିପାକାଉ । ଏନ୍ତାର୍ କଲେ ଆକା ସାଉକାରର୍ ଦନ୍ ଆମର୍ଟା ଅଇସି ।”
39 So they tooke him, and cast him out of the vineyarde, and slewe him.
୩୯ଏନ୍ତାରି କଇକରି ସେମନ୍ ତାକେ ଜମିତେଇଅନି ଦାରି ବାର୍କରାଇ, ବାଇରେ ନେଇ ମାରି ମରାଇଦେଲାଇ ।
40 When therefore the Lord of the vineyarde shall come, what will hee doe to those husbandmen?
୪୦ଜିସୁ ପାଚାର୍ଲା, “ଜେଡେବେଲ୍ ଜମି ସାଉକାର୍ ଆଇସି ସେ ଚାସିମନ୍କେ କାଇଟା କର୍ସି?”
41 They saide vnto him, Hee will cruelly destroy those wicked men, and will let out his vineyard vnto other husbandmen, which shall deliuer him the fruites in their seasons.
୪୧ସେମନ୍ କଇଲାଇ “ବଦ୍ମାସ୍ମନ୍କେ ମାରି ମରାଇସି । ଆରି ଜନ୍ ଚାସିମନ୍ ସମାନ୍ ବେଲାଇ ତାର୍ ଆଦିବାଗ୍ ଦେବାଇ, ସେ ଜମି ସେମନର୍ ଆତେ ଜିମା ଦେଇସି ।”
42 Iesus saide vnto them, Read ye neuer in the Scriptures, The stone which the builders refused, the same is made the head of the corner? This was the Lordes doing, and it is marueilous in our eyes.
୪୨ଜିସୁ ସେମନ୍କେ କଇଲା, “ଏ ସାସ୍ତରର୍ କାତା କାଇ କେବେ ତମେ ପଡାସ୍ ନାଇ କି? “ଗର୍ବାନ୍ଦୁମନ୍ ଜନ୍ ପାକ୍ନା ଲଡାକେ ନ ଅଏ ବଲି ଚାଡିଦେଇ ରଇଲାଇ, ସେଟାସେ ଗର୍ କନର୍ ମୁକିଅ ପାକ୍ନା ଅଇଲା । ନିଜେ ମାପ୍ରୁଆକା ଏଟା କଲା ଆଚେ । ତାର୍ କାମ୍ କେତେକ୍ କାବାଅଇଜିବା କାମ୍!”
43 Therefore say I vnto you, The kingdome of God shalbe taken from you, and shalbe giuen to a nation, which shall bring foorth the fruites thereof.
୪୩ଜିସୁ ଆରି କଇଲା, “ସେଟାର୍ ପାଇ ତମ୍କେ କଇଲିନି, ପର୍ମେସରର୍ ରାଇଜେ ପୁର୍ବା ଅଦିକାର୍ ତମର୍ତେଇଅନି ଦାରିଜିବାଇ ଆରି ଜନ୍ ଦଲ୍ ଏ ରାଇଜର୍ ନିମାନ୍ ପଲ୍ ଦେକାଇ ପାର୍ବାଇ, ସେମନ୍କେ ସେଟା ଦିଆଅଇସି ।”
44 And whosoeuer shall fall on this stone, he shalbe broken: but on whomsoeuer it shall fall, it will dash him a pieces.
୪୪ଆରି ଜେ ଏ ପାକ୍ନା ଉପ୍ରେ ଅଦର୍ସି, ସେ କଣ୍ଡ୍ କଣ୍ଡ୍ ଅଇଜାଇସି । ଆରି ଏ ପାକ୍ନା ଜାର୍ ଉପ୍ରେ ଅଦର୍ସି, ସେଟା ତାକେ ଚାପି କରି ଗୁଣ୍ଡ୍ କରି ଦେଇସି ।
45 And when the chiefe Priestes and Pharises had heard his parables, they perceiued that hee spake of them.
୪୫ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ଏ କାତା ସୁନି, ଜିସୁ ସେମନ୍କେ ଦେକାଇ କରି କଇଲାନି ବଲି ବୁଜିପାର୍ଲାଇ ।
46 And they seeking to laye handes on him, feared the people, because they tooke him as a Prophet.
୪୬ସେଟାର୍ ପାଇ ସେମନ୍ ତାକେ ବାନ୍ଦାଇ ନେବାକେ ଚେସ୍ଟା କଲାଇ, ମାତର୍ ଲକ୍ମନ୍କେ ଡରି ସେମନ୍ ସେଟା କରି ନାପାର୍ଲାଇ, କାଇକେବଇଲେ ଲକ୍ମନ୍ ଜିସୁକେ ଗଟେକ୍ ବବିସତ୍ବକ୍ତା ବଲି ମନେ ବାବ୍ତେରଇଲାଇ ।