< James 4 >

1 From whence are warres and contentions among you? are they not hence, euen of your pleasures, that fight in your members?
ତମର୍‌ ବିତ୍‌ରେ ମାରାମାରି ଆରି ଲାଗାଜଡା କାଇକେ ଆଇଲାନି? ତମର୍‌ ମନ୍‌ବିତ୍‌ରେ ଡସିରଇବା କାରାପ୍‌ ମନ୍‍କଲାଟା ଉଟିକରି ତମର୍‌ ବିତ୍‌ରେ ଜୁଜ୍‌ଲାନି, ଏଟାର୍‌ ଲାଗି ଏନ୍ତାରି ଅଇଲାନି । ସେଟାର୍‌ପାଇ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକର୍‌ ସଙ୍ଗ୍‍ ଲାଗ୍‌ଲାସ୍‌ନି ।
2 Ye lust, and haue not: ye enuie, and desire immoderately, and cannot obtaine: ye fight and warre, and get nothing, because ye aske not.
କାଇକେବଇଲେ ତମେ ଜନ୍‌ଟା ମିଲାଇବାକେ ମନ୍‌ କଲାସ୍‌ନି, ସେଟା ମିଲାଇ ନାପାର୍‌ଲେ, ମରାଇବାକେ ମନ୍‌କଲାସ୍‌ନି । ଜନ୍‌ଟା ମିଲାଇବାକେ ବେସି ମନ୍‌ ଅଇଲାନି, ସେଟା ମିଲାଇବାକେ ତମ୍‌କେ ବପୁନାଇ । ସେଟାର୍‌ପାଇ ତମର୍‌ତମର୍‌ ବିତ୍‌ରେ ଲାଗାଜଡା ଅଇ ମାରାମାରି ଅଇଲାସ୍‌ନି । ତମେ ପର୍‌ମେସର୍‌କେ ମାଙ୍ଗାସ୍‌ ନାଇଜେ ମନ୍‌କଲାଟା ମିଲାଇ ନା ପାର୍‍ଲାସ୍‍ନି ।
3 Ye aske, and receiue not, because ye aske amisse, that ye might lay the same out on your pleasures.
ତମେ ମାଙ୍ଗ୍‌ତେରଇସା, ମାତର୍‌ ସେ ତମ୍‌କେ ଦେଏ ନାଇ । କାଇକେବଇଲେ ସେଟା କାରାପ୍‌ କର୍‌ବାକେ ମାଙ୍ଗ୍‌ଲାସ୍‌ନି । ସୁକେ ରଇକରି ସାଇସାର୍‌ଦା ସଙ୍ଗ୍‍ ରଇବୁ ବଲି ମାଙ୍ଗ୍‌ଲାସ୍‌ନି ।
4 Ye adulterers and adulteresses, knowe ye not that the amitie of the world is the enimitie of God? Whosoeuer therefore will be a friend of the world, maketh himselfe the enemie of God.
ଏ ବିସ୍‌ବାସେ ବିସ୍‌ଦେବା ଲକ୍‌ମନ୍‌, ତମେ କାଇ ନାଜାନାସ୍‌ କି ଜଗତ୍‌କେ ଆଲାଦ୍‌ କରୁମନ୍‌ ପର୍‌ମେସରର୍‌ ସତ୍‌ରୁ ବଲିକରି? ଜନ୍‌ଲକ୍‌ ଏ ଜଗତର୍‌ ଚଲାଚଲ୍‌ତି ଆଲାଦ୍‌ କର୍‌ବାଇ ସେମନ୍‌ ପର୍‌ମେସରର୍‌ ବିରଦି ।
5 Doe ye thinke that the Scripture sayeth in vaine, The spirit that dwelleth in vs, lusteth after enuie?
ତମେ ଦରମ୍‌ ସାସ୍‌ତରେ ଲେକାଅଇରଇବା ଏ ବାକିଅ ଚୁଚାଇ ବଲିକରି ବାବ୍‌ଲାସ୍‌ନି କି? ପର୍‌ମେସର୍‌ ଜନ୍‌ ଆତ୍‌ମାକେ ଆମର୍‌ ବିତ୍‌ରେ ବାସାଅଇରଇବାକେ ଦେଲାଆଚେ, ସେ ଆମ୍‌କେ ପୁରାପୁରୁନ୍‌ ଅଦିକାର୍‌ କର୍‌ବାକେ ମନ୍‌ କଲାନି ।
6 But the Scripture offereth more grace, and therefore sayth, God resisteth the proude, and giueth grace to the humble.
ମାତର୍‌ ପର୍‌ମେସର୍‌ ଜିବନ୍‌ ଦୁକାଇଲାଟା, ତାର୍‌ତେଇଅନି ଅଦିକ୍‌ ବପୁଆଚେ । ସେଟାର୍‌ପାଇ ସାସ୍‌ତର୍‌ କଇଲାନି, ଆଁକ୍‌ରିଆମନ୍‌କେ ପର୍‌ମେସର୍‌ ବିରଦ୍‌ କର୍‌ସି, ମାତର୍‌ ସୁଆଲେ ରଇବା ଲକ୍‌କେ ତାର୍‌ ଜିବନ୍‌ ଦୁକାଇ, ଦୟା କର୍‌ସି ।
7 Submit your selues to God: resist the deuill, and he will flee from you.
ତେବର୍‌ ପାଇ, ତମେ ପର୍‌ମେସର୍‌କେ ସର୍‌ପାଇଉଆ । ସଇତାନ୍‌କେ ଜାକି ଦିଆସ୍‌ । ସେନ୍ତାରି କଲେ ସଇତାନ୍‌ ତମର୍‌ଲଗେ ଅନି ପାଲାଇସି ।
8 Drawe neere to God, and he will drawe neere to you. Clense your handes, ye sinners, and purge your hearts, ye double minded.
ପର୍‌ମେସରର୍‌ ଲଗେ ଆସା, ତେବେ ସେ ମିସା ତମର୍‌ ଲଗେ ଲଗେ ରଇସି । ଏ ପାପିମନ୍‌, କାରାପ୍‌ କାମ୍‌କର୍‌ବାଟା ଚାଡିଦିଆସ୍‌ । ଆରି ଏ ଦୁଇବାଟେ ମନ୍‌କରୁମନ୍‌ ତମର୍‌ ମନ୍‌ ନିର୍‌ମଲ୍‌ କରା ।
9 Suffer afflictions, and sorrowe ye, and weepe: let your laughter be turned into mourning, and your ioy into heauinesse.
ତମର୍‌ ପାପର୍‌ଲାଗି ମାରିଚପି ଅଇକରି କାନ୍ଦ୍‌ତେରୁଆ । ନ ଆଁସିକରି କାନ୍ଦ୍‌ତେରୁଆ, ସାର୍‌ଦା ନ ଅଇକରି ଦୁକେ ରୁଆ ।
10 Cast downe your selues before the Lord, and he will lift you vp.
୧୦ମାପ୍‌ରୁର୍‌ ମୁଆଟେ ନିଜେ ନିଜେ ସର୍‌ପିଉଆ, ସେ ତମ୍‌କେ ଉଟାଇସି ।
11 Speake not euill one of another, brethren. He that speaketh euill of his brother, or he that condemneth his brother, speaketh euill of ye Law, and condemneth the Lawe: and if thou condemnest the Lawe, thou art not an obseruer of the Lawe, but a iudge.
୧୧ଏ ମର୍‌ ବାଇବଇନିମନ୍‌, ନିଜର୍‌ ନିଜର୍‌ ବିତ୍‌ରେ କୁଟ୍‌ କାତା କୁଆ ନାଇ । ଜଦି ବିସ୍‌ବାସି ବାଇମନର୍‌ ବିରୁଦେ କୁଟ୍‌ କାତା କଇ ତାକେ ଦସ୍‌ ଦେଇସା, ତମେ ପର୍‌ମେସରର୍‌ ନିୟମ୍‌ ବିରୁଦେ କାତା ଅଇଲାସ୍‌ନି । ଆରି ତାର୍‌ ନିୟମ୍‌କେ ବିଚାର୍‌ କଲାସ୍‌ନି । ପର୍‌ମେସରର୍‌ ନିୟମ୍‌ ବିଚାର୍‌ କଲେ, ତମେ ତାର୍‌ ଆଦେସ୍‌ ମାନାସ୍‌ ନାଇ । ମାତର୍‌ ବିଚାର୍‌କାରିଆ ଇସାବେ ରଇଲାସ୍‌ନି ।
12 There is one Lawgiuer, which is able to saue, and to destroy. Who art thou that iudgest another man?
୧୨ପର୍‌ମେସର୍‌ସେ ନିୟମ୍‌ ଦେଇପାର୍‌ସି । ସେ ସେ ଆମ୍‌କେ ବିଚାର୍‌ କରିପାର୍‌ସି । ସେ ସେ ଲକ୍‌ମନ୍‌କେ ରକିଆ କରିପାର୍‌ସି ଆରି ସେ ସେ କୁରୁପ୍‌ନାସ୍‌ କରିପାର୍‌ସି । ମାତର୍‌ ତମେ କେ ଜେ, ବିନ୍‌ ଲକର୍‌ ବିଚାର୍‌ କରିପାରାସ୍‌?
13 Goe to now ye that say, To day or to morowe we will goe into such a citie, and continue there a yeere, and bye and sell, and get gaine,
୧୩ତେବେ ମର୍‌ କାତା ସୁନା । ତମର୍‌ ବିତ୍‌ରେ ଜନ୍‌ ଲକ୍‌ମନ୍‌ ଏନ୍ତାରି କାତା ଅଇତେରଇସା, ଆଜି ନଇଲେ କାଲିକେ ଆମେ ଏ ନଅରେ କି ସେ ନଅରେ ଜିବୁ, ତେଇ ବର୍‌ସେକ୍‌ ରଇବୁ ଆରି ବେବାର୍‌ କରି ଡାବୁ ଅରଜ୍‌ବୁ ।
14 (And yet ye cannot tell what shalbe to morowe. For what is your life? It is euen a vapour that appeareth for a litle time, and afterward vanisheth away)
୧୪ମାତର୍‌ କାଲିକେ କାଇଟା ଗଟ୍‌ସି, ସେଟା ତମେତା ନାଜାନାସ୍‌! ତମର୍‌ ଜିବନ୍‌ ଦୁଉଁରି ସମାନ୍‌, ଜନ୍‌ଟାକି ଚନେକର୍‌ ପାଇ ଡିସ୍‌ସି ଆରି ମାୟା ଅଇଜାଇସି ।
15 For that ye ought to say, If the Lord will, and, if we liue, we will doe this or that.
୧୫ତାର୍‌ ବାଦୁଲେ ତମେ ମାପ୍‌ରୁ ମନ୍‍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍‌ ଆଚେ ।
16 But now ye reioyce in your boastings: all such reioycing is euill.
୧୬ମାତର୍‌ ତମେ ସେନ୍ତାରି କରାସ୍‌ ନାଇ । ଆଁକ୍‌ରିଆମନ୍‌ ଆରି ବଡ୍‌ପନ୍‌ କାତା କଉଁମନ୍‍ । ଏନ୍ତାରି ବଡ୍‌ପନ୍‌ କାତା କଇବାଟା ବୁଲ୍‌ଆଚେ ।
17 Therefore, to him that knoweth how to doe well, and doeth it not, to him it is sinne.
୧୭ଏତାଇ ରୁଆ । ଜେ ଜଦି ଏଟା ନିକ କାମ୍‌ ବଲି ଜାନେ, ମାତର୍‌ ସେଟା ନ କରେ ବଇଲେ, ପର୍‌ମେସର୍‌ ଦେକ୍‌ବା ଇସାବେ ସେ ଦସ୍‌ କଲାଆଚେ ।

< James 4 >