< Acts 25 >
1 Three days after his arrival in the province, Festus went up from Caesarea to Jerusalem,
୧ପେସ୍ଟସ୍ ସାସନ୍କାରିଆ ଅଇକରି ଆଇଲା ଜାଗାଇ, ତିନ୍ ଦିନ୍ ପଚେ, ସେ ସିସିରିଆ ଅନି ଜିରୁସାଲମେ ଗାଲା ।
2 where the chief priests and Jewish leaders presented their case against Paul. They urged Festus
୨ସେ ଜିରୁସାଲମେ ରଇଲାବେଲେ, ତେଇ ମୁକିଅ ପୁଜାରି ଆରି ଜିଉଦିନେତାମନ୍ ଆରି ତରେକ୍ ପାଉଲର୍ ବିରଦେ ରଇବା ଦାବି ନେଇ, ସେମନର୍ ଲଗେ ଗାଲାଇ । ସେମନ୍ ପେସ୍ତେସ୍କେ ବାବୁଜିଆ କଲାଇ,
3 to grant them a concession against Paul by summoning him to Jerusalem, because they were preparing an ambush to kill him along the way.
୩ଜେନ୍ତିକି ପାଉଲ୍କେ ଜିରୁସାଲାମେ ଆନ୍ବାକେ ଗୁଆରି କଲାଇ । କାଇକେବଇଲେ ବାଟେ ଜାଗିରଇ ସେମନ୍ ପାଉଲ୍କେ ମାରିମରାଇବାକେ ଜଜ୍ନା ତିଆର୍ କରିରଇଲାଇ ।
4 But Festus replied, “Paul is being held in Caesarea, and I myself am going there soon.
୪ପେସ୍ଟସ୍ କଇଲା, “ପାଉଲ୍କେ ଗଟେକ୍ ବନ୍ଦି ଇସାବେ ସିସେରିଆଇ ରକାଅଇଲା ଆଚେ ଆରି ବେଗି ମୁଇ ତେଇ ବାଉଡି ଜିବି ।
5 So if this man has done anything wrong, let some of your leaders come down with me and accuse him there.”
୫ଜଦି ସେ କାଇ ଦସ୍ କଲା ଆଚେ, ତେବେ ତମର୍ ନେତାମନ୍ ମର୍ ସଙ୍ଗ୍ ସିସେରିଆଇ ଆସତ୍ ଆରି ତାର୍ ବିରଦେ ସେମନର୍ ଦାବା ଜାନାଅତ୍ ।”
6 After spending no more than eight or ten days with them, Festus went down to Caesarea. The next day he sat on the judgment seat and ordered that Paul be brought in.
୬ପେସ୍ଟସ୍ ସେମନର୍ ସଙ୍ଗ୍ ଆଟ୍ ଦସ୍ ଦିନ୍ ଜିରୁସାଲମେ ରଇକରି ସିସେରିଆଇ ବାଅଡ୍ଲା । ତାର୍ ଆର୍କର୍ ଦିନେ ବିଚାର୍ କର୍ବା ଗରେ ବସି ପାଉଲ୍କେ ଆନ୍ବାକେ ଆଦେସ୍ ଦେଲା ।
7 When Paul arrived, the Jews who had come down from Jerusalem stood around him, bringing many serious charges that they could not prove.
୭ପାଉଲ୍ ଆଇଲା ଦାପ୍ରେ ଜିରୁସାଲମେଅନି ଆସିରଇବା ଜିଉଦିମନ୍ ତାକର୍ ଚାରିବେଟ୍ତି ବେଡି ଟିଆ ଅଇଲାଇ ଆରି ତାର୍ ବିରଦେ କେତେକ୍ କେତେକ୍ ବଡ୍ ବଡ୍ ଦାବା କଲାଇ, ମାତର୍ ସେମନ୍ ଏ ସବୁ ସତ୍ ବଲି ଦେକାଇ ନାପାର୍ଲାଇ ।
8 Then Paul made his defense: “I have committed no offense against the law of the Jews or against the temple or against Caesar.”
୮ମାତର୍ ପାଉଲ୍ ନିଜେ ନିଜର୍ ବାଟେ ଅନି କଇଲା, “ଜିଉଦିମନର୍ ରିତିନିତି, ମନ୍ଦିରର୍ କି ରମିଅ ସାସନ୍କାରିଆ, କାର୍ ମିସା ବିରଦେ ମୁଇ ଦସ୍ କରିନାଇ ।”
9 But Festus, wishing to do the Jews a favor, said to Paul, “Are you willing to go up to Jerusalem to stand trial before me on these charges?”
୯ମାତର୍ ପେସ୍ଟସ୍ ଜିଉଦିମନ୍କେ ବଲ୍ ବଲାଇ ଅଇବାକେ ମନ୍ କରି ପାଉଲ୍କେ ପାଚାର୍ଲା, “ଜିରୁସାଲମେ ଜିବାକେ ଆରି ତେଇ ମର୍ ମୁଆଟେ, ଏ ସବୁ ଦାବାର୍ ବିଚାର୍ କର୍ବାକେ ତୁଇ କାଇ ରାଜି ଅଇସୁ କି?”
10 Paul replied, “I am standing before the judgment seat of Caesar, where I ought to be tried. I have done nothing wrong to the Jews, as you yourself know very well.
୧୦ପାଉଲ୍ କଇଲା, “ମୁଇ ବଡ୍ ସାସନ୍କାରିଆର୍ ନିଜର୍ ବିଚାର୍ନା ଜାଗାଇ ଟିଆ ଅଇଲିଆଚି, ଇତିସେ ମର୍ ବିଚାର୍ ଅଇବାର୍ ଦର୍କାର୍ । ତମେ ନିକକରି ଜାନାସ୍ ଜେ, ମୁଇ ଜିଉଦିମନର୍ ବିରଦେ କାଇମିସା ଦସ୍ କରିନାଇ ।
11 If, however, I am guilty of anything worthy of death, I do not refuse to die. But if there is no truth to their accusations against me, no one has the right to hand me over to them. I appeal to Caesar!”
୧୧ଜଦି ମୁଇ ରିତିନିତି ନ ମାନି ମରନ୍ ଡଣ୍ଡ୍ ପାଇବାପାରା କାଇ ଦସ୍ କଲିଆଚି ବଇଲେ, ମର୍ବାକେ ନ ଡରି । ମାତର୍ ସେମନ୍ ମର୍ ବିରଦେ ଆନିରଇବା ଦାବା ବିତ୍ରେ କାଇମିସା ସତ୍ ନ ରଏ, ତେବେ କେ ମିସା ମକେ ସେମନ୍କେ ସର୍ପିଦେଇ ନାପାରତ୍ । ବଡ୍ ସାସନ୍କାରିଆ ଆକା ମକେ ବିଚାର୍ନା କର ବଲି ଗୁଆରି କଲିନି ।”
12 Then Festus conferred with his council and replied, “You have appealed to Caesar. To Caesar you will go!”
୧୨ତାର୍ପଚେ ପେସ୍ଟସ୍ ତାର୍ ସବାଇ ରଇଲା ଲକ୍ମନର୍ ସଙ୍ଗ୍ କାତାବାର୍ତା ଅଇ କଇଲା, “ତମେ ବଡ୍ ସାସନ୍କାରିଆ ବିଚାର୍ କର ବଲି ଗୁଆରି କରିଆଚାସ୍, ସେଟାର୍ ପାଇ ତମ୍କେ ବଡ୍ ସାସନ୍କାରିଆର୍ ଲଗେ ପାଟାଇବି ।”
13 After several days had passed, King Agrippa and Bernice came down to Caesarea to pay their respects to Festus.
୧୩କେତେଦିନ୍ ପଚେ ରାଜା ଆଗ୍ରିପା ଆରି ବର୍ନିସ୍ ପେସ୍ଟସ୍କେ ଜୁଆର୍ ଜାନାଇବାକେ କାଇସରିଆଇ ମିସ୍ବାର୍ ଆଇଲାଇ ।
14 Since they were staying several days, Festus laid out Paul’s case before the king: “There is a certain man whom Felix left in prison.
୧୪ତେଇ ସେମନ୍ କେତେ ଦିନ୍ ରଇଲା ପଚେ ପେସ୍ଟସ୍ ପାଉଲର୍ ବିସଇ ରାଜାକେ ଜାନାଇଲା, “ପେଲିକସ୍ ବନ୍ଦିକରି ଜାଇରଇବା ଗଟେକ୍ ଲକ୍ ଇତି ଆଚେ ।”
15 While I was in Jerusalem, the chief priests and elders of the Jews presented their case and requested a judgment against him.
୧୫ମୁଇ ଜେଡେବେଲା ଜିରୁସାଲାମ୍ ଜାଇରଇଲି, ଜିଉଦିମନର୍ ମୁକିଅ ପୁଜାରିମନ୍ ଆରି ସେ ଦରମର୍ ପାର୍ଚିନ୍ମନ୍ ତାର୍ ବିରଦେ କେତେଟା ଦାବା କଲାଇ ଆରି ତାକେ ଦସି କର୍ବାକେ ମକେ କଇଲାଇ ।
16 I told them that it is not the Roman custom to hand a man over before he has had an opportunity to face his accusers and defend himself against their charges.
୧୬ମାତର୍ ମୁଇ ସେମନ୍କେ କଇଲି ଜେ, ଗଟେକ୍ ଦସିକେ ବିଚାର୍ କର୍ବା ଗରେ, ତାକେ ଦାବା କରୁମନର୍ ମୁଆଟେ ନିଜର୍ ବାଟେଅନି କଇବାକେ ବେଲା ଦେବା ଆଗ୍ତୁ, ତାକେ ଦସି କର୍ବାଟା ଆମର୍ ରମିୟମନର୍ ନିୟମେ ନାଇ ।
17 So when they came here with me, I did not delay. The next day I sat on the judgment seat and ordered that the man be brought in.
୧୭ସେମନ୍ ଇତି ଆଇଲା ପଚେ ମୁଇ ଅଲ୍ସମ୍ ନ କରି, ତାର୍ ପର୍ଦିନେ ବିଚାର୍ କର୍ବା ଗରେ ବସ୍ଲି ଆରି ସେ ଲକ୍କେ ବିତ୍ରେ ଆନ୍ବାକେ ଆଦେସ୍ ଦେଲି ।
18 But when his accusers rose to speak, they did not charge him with any of the crimes I had expected.
୧୮ମର୍ ବାବ୍ବାଟା ବୁଲ୍ ରଇଲା, ସେମନ୍ ତାର୍ ବିରୁଦେ ଆନିରଇବା ଦାବି, ସେ କରିରଇବା କରାପ୍ ବିସଇ ଅଇରଇସି ବଲି ବାବ୍ଲି, ମାତର୍ ସେନ୍ତାର୍ ନ ରଇଲା ।
19 They only had some contentions with him regarding their own religion and a certain Jesus who had died, but whom Paul affirmed to be alive.
୧୯ସେମନର୍ ଦାବି ତାକର୍ ନିଜର୍ ଦରମ୍ ବିସଇ ରଇଲା, ଆରି ଜିସୁ ବଲି ଗଟେକ୍ ମରିଜାଇରଇବା ଲକର୍ ବିସଇ ରଇଲା । ମାତର୍ ସେଲକ୍ ବଁଚ୍ଲା ଆଚେ ବଲି ପାଉଲ୍ କଇଲା ।
20 Since I was at a loss as to how to investigate these matters, I asked if he was willing to go to Jerusalem and be tried there on these charges.
୨୦ଏ ସବୁ ବିସଇର୍ ସତ୍ କେନ୍ତି ବାର୍କରାଇବି ବଲି ମୁଇମିସା ନାଜାନିରଇଲି, ତେବେ ଏ ସବୁ ବିଚାର୍ନା କର୍ବାକେ ପାଉଲ୍କେ ଜିରୁସାଲମେ ଜାଇସୁ କି ନାଇ ବଲି ପାଚାର୍ଲି ।
21 But when Paul appealed to be held over for the decision of the Emperor, I ordered that he be held until I could send him to Caesar.”
୨୧ମାତର୍ ପାଉଲ୍, ନିଜେ ରମ୍ ରାଇଜର୍ କାଇସର୍ ରାଜା, ତାର୍ ବିଚାର୍ କର ବଲି କଇ ସନିଅମନ୍ ରକିଆ କରତ୍ ବଲି ମନ୍ କଲା । ସେଟାର୍ପାଇ ବଡ୍ ସାସନ୍କାରିଆ ଲଗେ ପାଟାଇବା ଜାକ ବନ୍ଦି କରି ରକ୍ବାକେ ଆଦେସ୍ ଦେଲିଆଚି ।
22 Then Agrippa said to Festus, “I would like to hear this man myself.” “Tomorrow you will hear him,” Festus declared.
୨୨ଆଗ୍ରିପା ପେସ୍ଟସ୍କେ କଇଲା, “ମୁଇ ନିଜେ ଏ ଲକର୍ କାତା ସୁନ୍ବାକେ ମନ୍ କଲିନି ।” ପେସ୍ଟସ୍ କଇଲା, “କାଲିକେ ତମେ ତାର୍ କାତା ସୁନ୍ସା ।”
23 The next day Agrippa and Bernice came with great pomp and entered the auditorium, along with the commanders and leading men of the city. And Festus ordered that Paul be brought in.
୨୩ତାର୍ ଆର୍କର୍ ଦିନେ ଆଗ୍ରିପା ଆରି ବର୍ନିସ୍ ଆସି କେଟ୍ଲାଇ । ସେମନ୍ ରାଜାମନ୍ ପିନ୍ଦ୍ଲାପାରାଟା ପିନ୍ଦିର ଇଲା । ସନିଅମନର୍ ନେତାମନ୍ ଆରି ସେ ଗଡର୍ ବଡ୍ ବଡ୍ ଲକ୍ମନର୍ ସଙ୍ଗ୍ ବେସି ଡାକ୍ପୁଟା ସଙ୍ଗ୍ ଆସି, ବିଚାର୍ନା ଜାଗାଇ ପୁର୍ଲାଇ । ପେସ୍ଟସ୍ ଆଦେସ୍ କଲାକେ, ପାଉଲ୍କେ ବିତ୍ରେ ଆନ୍ଲାଇ ।
24 Then Festus said, “King Agrippa and all who are present with us, you see this man. The whole Jewish community has petitioned me about him, both here and in Jerusalem, crying out that he ought not to live any longer.
୨୪ପେସ୍ଟସ୍ କଇଲା, “ରାଜା ଆଗ୍ରିପା ଆରି ରୁଣ୍ଡି ରଇଲା ସବୁ ଲକ୍, ତମେ ଏ ଜନ୍ ଲକ୍କେ ଦେକ୍ଲାସ୍ନି, ତାର୍ ବିରଦେ ଇତିର୍ ଜିଉଦିମନ୍ ଆରି ଜିରୁସାଲମର୍ ଜିଉଦିମନ୍ ମର୍ ଲଗେ ଦାବା କଲାଇ ଆଚତ୍ । ସେମନ୍ ତାକେ ମରାଉଁ ବଲିକରି କଇ ଆଉଲି ଅଇଲାଇନି ।
25 But I found he had done nothing worthy of death, and since he has now appealed to the Emperor, I decided to send him.
୨୫ମାତର୍ ମୁଇ କଜି ବାର୍କରାଇଲି ଜେ, ଏ ଲକ୍ ମରନ୍ ଡଣ୍ଡ୍ ପାଇବା ଏତ୍କି, କାଇ ଦସ୍ କରେନାଇ । ସେ ନିଜେ ବଡ୍ସାସନ୍କାରିଆକେ ଗୁଆରି କଲାର୍ ପାଇ, ମୁଇ ତାକେ ତେଇ ପାଟାଇବାକେ ଟିକ୍ କଲି ଆଚି ।
26 I have nothing definite to write to our sovereign one about him. Therefore I have brought him before all of you, and especially before you, King Agrippa, so that after this inquiry I may have something to write.
୨୬ମାତର୍ ତାର୍ ଦାବି ବିସଇ ଟିକ୍ ସଙ୍ଗ୍ ବଡ୍ସାସନ୍କାରିଆକେ ଲେକ୍ବାକେ ମର୍ ଲଗେ କାଇଟା ନାଇ । ସେଟାର୍ପାଇ ମୁଇ ସବୁର୍ ମୁଆଟେ ଆରି ଏ ଆଗ୍ରିପା ରାଜା, ତମର୍ ମୁଆଟେ ଆନ୍ଲି ଆଚି, ଜେନ୍ତି କି ତାର୍ ବିସଇ ତମେ ନିକ ସଙ୍ଗ୍ କଜ୍ଲା ପଚେ ବଡ୍ସାସନ୍କାରିଆକେ ଲେକିପାର୍ବି ।
27 For it seems unreasonable to me to send on a prisoner without specifying the charges against him.”
୨୭କାଇକେବଇଲେ ଗଟେକ୍ ବନ୍ଦିର୍ ବିରଦର୍ ଦାବା ନିକସଙ୍ଗ୍ ନ ଦେକାଇ, ବଡ୍ସାସନ୍କାରିଆର୍ ଲଗେ ପାଟାଇବାଟା ଟିକ୍ ନଏଁ ବଲି ମୁଇ ବାବ୍ଲିନି ।”