< Acts 26 >
1 Agrippa said to Paul, “You have permission to speak for yourself.” Then Paul stretched out his hand and began his defense:
୧ଆଗ୍ରିପା ପାଉଲ୍କେ କଇଲା, “ତକେ ତର୍ ନିଜର୍ ବିସଇ ଜାଇଟା କଇବାର୍ ଆଚେ, ସେଟା କଇବାକେ ଅଦିକାର୍ ଦିଆଅଇଲା ।” ପାଉଲ୍ ଆତ୍ ଉଟାଇକରି ନିଜର୍ବାଟେଅନି କଇଲା,
2 “King Agrippa, I consider myself fortunate to stand before you today to defend myself against all the accusations of the Jews,
୨“ରାଜା ଆଗ୍ରିପା! ଜିଉଦିମନ୍ ମକେ ଜନ୍ ସବୁ ବିସଇ ନେଇ ଦସି କରିଆଚତ୍, ସେଟାର୍ ବିରଦେ ତମର୍ ମୁଆଟେ, ନିଜର୍ ବାଟେଅନି କଇବାକେ ବେଲା ପାଇଲାର୍ ପାଇ ମୁଇ କେଡେ କରମର୍ ଲକ୍ ବଲି ବାବ୍ଲିନି ।”
3 especially since you are acquainted with all the Jewish customs and controversies. I beg you, therefore, to listen to me patiently.
୩କାଇକେବଇଲେ ଜିଉଦିମନର୍ ରିତିନିତି ବିସଇ ଆରି ସେମନର୍ ଲାଗାଜଡା ବିସଇ ତମେ ନିକସଙ୍ଗ୍ ଜାନାସ୍ । ମୁଇ ଗୁଆରି କଲିନି, ତମେ ବିଜାର୍ ନ ଅଇକରି ମର୍ ସବୁକାତା ସୁନା ।
4 Surely all the Jews know how I have lived from the earliest days of my youth, among my own people and in Jerusalem.
୪“ପିଲାବେଲେଅନି କେନ୍ତି ମୁଇ ଜିଇଲି ଆଚି, ସେଟା ଜିଉଦିମନ୍ ଜାନତ୍ । ପର୍ତୁମ୍ ମର୍ ନିଜର୍ ଦେସେ ଆରି ପଚେ ଜିରୁସାଲମେ ମୁଇ କେନ୍ତି ଜିବନ୍ କାଟ୍ଲି ଆଚି, ସେଟା ମିସା ସେମନ୍ ଜାନତ୍ ।
5 They have known me for a long time and can testify, if they are willing, that I lived as a Pharisee, adhering to the strictest sect of our religion.
୫ଆଗେଅନି ମୁଇ ଜିଉଦି ନିୟମ୍ ସବୁ ମାନିକରି ପାରୁସିମନର୍ ପାରା ଚଲାଚଲ୍ତି କଲିଆଚି, ସେ ବିସଇ ସେମନ୍ ସାକି ଦେଇପାରତ୍ ।”
6 And now I stand on trial because of my hope in the promise that God made to our fathers,
୬ପର୍ମେସର୍ ଆମର୍ ଆନିଦାଦିମନ୍କେ ଜନ୍ କାତା ଦେଇ ରଇଲା, ତେଇ ମର୍ ଆସା ରଇଲାର୍ପାଇ ଆଜି ମୁଇ ଇତି ବିଚାର୍ନା କରାଇଅଇବାକେ ଟିଆ ଅଇଲିଆଚି ।
7 the promise our twelve tribes are hoping to realize as they earnestly serve God day and night. It is because of this hope, O king, that I am accused by the Jews.
୭ମାତର୍ ଏ ରାଜା, ଏ ଆସା ଆମର୍ ବାର୍ଟା ଜିଉଦି ଜାତିର୍ ଲକ୍ ଦିନ୍ ରାତି ମାପ୍ରୁକେ ପାର୍ତନା କରି, ପାଇବାକେ ଆସାକଲାଇନି । ଆରି ଏ ଆସାର୍ ଲାଗି ଆମର୍ ଜିଉଦିମନ୍ ମକେ ଦସି କରିଆଚତ୍ ।
8 Why would any of you consider it incredible that God raises the dead?
୮ପର୍ମେସର୍ ମଲା ଲକ୍କେ ଉଟାଇସି, ବଲି କାଇକେ ବିସ୍ବାସ୍ କରିନାପାର୍ଲାସ୍ନି?
9 So then, I too was convinced that I ought to do all I could to oppose the name of Jesus of Nazareth.
୯“ମୁଇ ମିସା ସେମନର୍ ପାରା ରଇଲି । ନାଜରିତିୟ ଜିସୁର୍ ବାଟେ ଜିବା ସବୁ ଲକ୍ମନର୍ ବିରୁଦେ ମର୍ ଜେତ୍କି ବପୁ ସଙ୍ଗ୍ ମିସା କାମ୍ କର୍ବାର୍ ଆଚେ ବଲି ଚିନ୍ତା କଲି ।
10 And that is what I did in Jerusalem. With authority from the chief priests I put many of the saints in prison, and when they were condemned to death, I cast my vote against them.
୧୦ମୁଇ ଜିରୁସାଲାମେ ସେନ୍ତି କଲି । ମୁକିଅ ପୁଜାରିମନର୍ତେଇଅନି ଅଦିକାର୍ ଚିଟି ପାଇ, ପରମେସରର୍ ବେସି ଲକ୍ମନ୍କେ ବାନ୍ଦି କରି, ବନ୍ଦି ଗରେ ପୁରାଇଦେଲି । ଆରି ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ବିଚାର୍ନା କଲାବେଲେ, ସେମନର୍ ବିରୁଦେ ଟିଆଅଇଲି ।
11 I frequently had them punished in the synagogues, and I tried to make them blaspheme. In my raging fury against them, I even went to foreign cities to persecute them.
୧୧କେତେ କେତେ ତର୍ ପାର୍ତନା ଗର୍ମନ୍କେ ସେମନ୍ ବିସ୍ବାସ୍ ଚାଡତ୍ ବଲି ମାର୍ବାକେ ତିଆର୍ଲି, ସେମନର୍ ଉପ୍ରେ ଏତେ ରିସା ଅଇଜାଇରଇଲି ଜେ, ସେମନ୍କେ କସ୍ଟ ଦେବାକେ ବିଦେସେ, ରଇବା ଗଡ୍ମନ୍କେ ମିସା ଜାଇରଇଲି ।”
12 In this pursuit I was on my way to Damascus with the authority and commission of the chief priests.
୧୨“ଏଟା କର୍ବାକେ ମୁଇ ମୁକିଅ ପୁଜାରିମନର୍ତେଇଅନି ଅଦିକାର୍ ଚିଟି ଆରି ଆଦେସ୍ ନେଇ ଦାମାସ୍କସେ ଜାଇରଇଲି ।
13 About noon, O king, as I was on the road, I saw a light from heaven, brighter than the sun, shining around me and my companions.
୧୩ଏ ରାଜା ଏଗ୍ରିପା, ଅଟାତ୍ ଦିନେକ୍ ମୁଣ୍ଡ୍ବେଲା ଲଗେ, ଜିବାବାଟେ ବେଲ୍ ତାରାସେଅନି ଅଦିକ୍ ଉଜଲ୍ ଦେକ୍ଲି । ସର୍ଗେଅନି ସେ ଉଜଲ୍ ଆସି ମକେ ଆରି ମର୍ ସଙ୍ଗ୍ ଜିବା ଲକର୍ ଚାରିବେଟ୍ତି ବିଚି ଅଇଲା ।”
14 We all fell to the ground, and I heard a voice say to me in Hebrew, ‘Saul, Saul, why do you persecute Me? It is hard for you to kick against the goads.’
୧୪ଆମେ ସବୁ ଲକ୍ ତଲେ ଅଦ୍ରି ଡୁଲିଦେଲୁ ଆରି ଇବ୍ରୁ ବାସାଇ ମକେ କଇତେରଇବା ଏ କାତା ସୁନ୍ଲି, “ସାଉଲ୍, ସାଉଲ୍!” ତୁଇ ମକେ କାଇକେ କସ୍ଟ ଦେଲୁସ୍ନି? କସ୍ଲାବେଲେ କସ୍ବାଲକ୍ ବଲଦ୍କେ ତୁତାରିବୁସ୍ଲେ ବଲଦ୍ ଲାତ୍ମାର୍ବା ପାରା, ତୁଇ ନିଜେ କସ୍ଟ ପାଇଲୁସ୍ନି ।
15 ‘Who are You, Lord?’ I asked. ‘I am Jesus, whom you are persecuting,’ the Lord replied.
୧୫“ମୁଇ ପାଚାର୍ଲି, ‘ମାପ୍ରୁ ତମେ କେ?’ ସେ କଇଲା, ‘ମୁଇ ଜିସୁ, ମକେସେ ତୁଇ କସ୍ଟ ଦେଲୁସ୍ନି ।’
16 ‘But get up and stand on your feet. For I have appeared to you to appoint you as a servant and as a witness of what you have seen from Me and what I will show you.
୧୬ମାତର୍ ଉଟିକରି ଟିଆ ଅ । ତକେ ମର୍ ସେବାକାରିଆ କର୍ବାକେ, ଦର୍ସନ୍ ଦେଲିଆଚି । ଆଜି ତୁଇ ମର୍ ବିସଇ ଜାଇଟା ଦେକ୍ଲୁସ୍ ଆରି ପଚ୍କେ ମିସା ମୁଇ ଜାଇଟା ଦେକାଇବି, ସେ ବିସଇ ତୁଇ ବିନ୍ ଲକ୍ମନ୍କେ ସାକିଦେସ୍ ।
17 I will rescue you from your own people and from the Gentiles. I am sending you to them
୧୭ଜନ୍ ଜିଉଦି ଆରି ଜିଉଦିନଇଲା ଲକ୍ମନର୍ତେଇ ତକେ ପାଟାଇବି, ସେମନର୍ତେଇ ଅନି ତାଡ୍ନା ପାଇଲେ, ମୁଇ ତକେ ରକିଆ କର୍ବି ।
18 to open their eyes, so that they may turn from darkness to light and from the power of Satan to God, that they may receive forgiveness of sins and an inheritance among those sanctified by faith in Me.’
୧୮ତୁଇ ସେମନର୍ ଆଁକି ପିଟାଇଦେସ୍ ବଲି ମୁଇ ତକେ କଇଲିନି । ଜେନ୍ତିକି ସେମନ୍ ଆନ୍ଦାରେଅନି ଉଜଲେ ଆରି ସଇତାନର୍ ବାନ୍ଦନେଅନି ମାପ୍ରୁର୍ ବାଟେ ବାଅଡ୍ବାଇ । ଜେନ୍ତିକି ମକେ ବିସ୍ବାସ୍ କଲାର୍ ପାଇ, ସେମନର୍ ପାପ୍ କେମା ଅଇସି । ଆରି ମାପ୍ରୁ ବାଚ୍ଲା ଲକ୍ମନର୍ ସଙ୍ଗ୍ ସେମନ୍କେ ମିସା ଡାକିନେବାଇ ।”
19 So then, King Agrippa, I was not disobedient to the heavenly vision.
୧୯“ସେଟାର୍ପାଇ ଏ ରାଜା ଆଗ୍ରିପା ମୁଇ ସର୍ଗେଅନି ଜନ୍ ଦର୍ସନ୍ ପାଇଲିଆଚି, ସେଟା ପୁରାପୁରୁନ୍ ମାନ୍ଲି ।
20 First to those in Damascus and Jerusalem, then to everyone in the region of Judea, and then to the Gentiles, I declared that they should repent and turn to God, performing deeds worthy of their repentance.
୨୦ସେନ୍ତାରି ମୁଇ ପର୍ତମେ ଦାମାସ୍କସେ ଆରାମ୍କରି ତାର୍ପଚେ ଜିରୁସାଲାମେ, ପଚେ ଜିଉଦାର୍ ସବୁବାଟେ ଆରି ଜିଉଦିନଇଲା ଲକ୍ମନର୍ ବିତରେ ମାପ୍ରୁର୍ ବିସଇ ଜାନାଇଲି । ଜେନ୍ତି କି ସେମନ୍ କରିରଇବା ପାପ୍ ଏତାଇ, ଦୁକ୍କରି ମାପ୍ରୁର୍ବାଟେ ବାଅଡ୍ବାଇ । ଆରି ସେମନ୍ ଜନ୍ଟା ମାନିଆଇଲାଇ ଆଚତ୍, ସେଟା ତାକର୍ ଚଲାଚଲ୍ତିଅନି ଜାନିଅଇସି ।
21 For this reason the Jews seized me in the temple courts and tried to kill me.
୨୧ଏଟାର୍ପାଇ ମୁଇ ମନ୍ଦିରେ ରଇଲାବେଲେ ଜିଉଦିମନ୍ ମକେ ଦାରି ମରାଇବାକେ ଚେସ୍ଟା କଲାଇ ।
22 But I have had God’s help to this day, and I stand here to testify to small and great alike. I am saying nothing beyond what the prophets and Moses said would happen:
୨୨ମାତର୍ ପର୍ମେସର୍ ମକେ ଆଜିକେଜାକ ରକିଆ କଲାଆଚେ ଆରି ସେଟାର୍ପାଇ ଆଜି ସାନ୍ ବଡ୍ ସବୁ ଲକର୍ ଲଗେ ସମାନ୍ ଇସାବେ ମର୍ ସାକିଦେବାକେ ଟିଆକରାଇଆଚେ । ବବିସତ୍ବକ୍ତା ଆରି ମସା ଜାଇଟା ଗଟ୍ସି ବଲି କଇରଇଲାଇ, ଟିକ୍ ସେ କାତା ମୁଇ କଇଲିନି ।
23 that the Christ would suffer, and as the first to rise from the dead, would proclaim light to our people and to the Gentiles.”
୨୩ମସିଅ ଦୁକ୍ ପାଇସି ଆରି ମଲାଲକ୍ମନର୍ ବିତ୍ରେଅନି ସିଗ୍ ପର୍ତୁମେ ଉଟି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ ଲଗେ ମୁକ୍ତିର୍ ଉଜଲ୍ ଦେକାଇସି ।”
24 At this stage of Paul’s defense, Festus exclaimed in a loud voice, “You are insane, Paul! Your great learning is driving you to madness!”
୨୪ପାଉଲ୍ ନିଜର୍ ବାଟେଅଇ କଇଲା ବେଲେ, ପେସ୍ଟସ୍ ତାକେ ଆଉଲିଅଇ କରି କଇଲା, “ପାଉଲ୍, ତୁଇ ବାୟା ଅଇଗାଲୁସ୍! ତୁଇ ପାଟ୍ପଡି ବେସି ପାଇରଇବା ଗିଆନ୍ ତକେ ବାୟା କଲାଆଚେ ।”
25 But Paul answered, “I am not insane, most excellent Festus; I am speaking words of truth and sobriety.
୨୫ପାଉଲ୍ କଇଲା, “ଏ ମାପ୍ରୁ ପେସ୍ଟସ୍, ମୁଇ ବାୟା ଅଇନାଇ, ମୁଇ ଜାଇଟା କଇଲିନି ସେଟା ପୁରାପୁରୁନ୍ ସତ୍ । ଆରି ତବିର୍ ବୁଦିର୍ କାତା କଇଲିଆଚି ।
26 For the king knows about these matters, and I can speak freely to him. I am confident that none of this has escaped his notice, because it was not done in a corner.
୨୬ଏ ରାଜା ଅଗ୍ରିପା! ତମେ ଏ ବିସଇ ଜାନିରଇଲାର୍ ପାଇ, ତମର୍ ମୁଆଟେ ଏ କାତା କଇବାକେ ସାଆସ୍ କଲିନି! ମୁଇ ଜାନାଇରଇବା ସବୁ ବିସଇର୍ କାଇ କାତା ମିସା, ସେ ନାଜାନେ, ବଲି ମୁଇ ବିସ୍ବାସ୍ କରିନାଇ! କାଇକେବଇଲେ ଏଟା ଲୁଚ୍ତେ କରାଅଏ ନାଇ ।
27 King Agrippa, do you believe the prophets? I know you do.”
୨୭ରାଜା ଆଗ୍ରିପା, ତମେ ବବିସତ୍ବକ୍ତାମନ୍କେ ବିସ୍ବାସ୍ କଲାସ୍ନି ତ? ମୁଇ ଜାନି ତମେ ବିସ୍ବାସ୍ କଲାସ୍ନି!”
28 Then Agrippa said to Paul, “Can you persuade me in such a short time to become a Christian?”
୨୮ଆଗ୍ରିପା ପାଉଲ୍କେ କଇଲା, “ଏ ଅଲପ୍ ବେଲା ବିତ୍ରେ ତୁଇ କାଇ ମକେ ବିସ୍ବାସି କରିଦେବି ବଲି ବାବ୍ଲୁସ୍ନି କି?”
29 “Short time or long,” Paul replied, “I wish to God that not only you but all who hear me this day may become what I am, except for these chains.”
୨୯ପାଉଲ୍ କଇଲା, “ଚନେକ୍ ଅ କି ପରେକ୍ ଅ, ପର୍ମେସରର୍ ଲଗେ ମର୍ ଏତ୍କି ମାଙ୍ଗ୍ଲିନି । ଅବ୍କା ତମେସେ ନାଇ ରାଜା, ଆଜି ମର୍ କାତା ସୁନିରଇବା ସବୁ ଲକ୍ ମର୍ପାରା କିରିସ୍ଟର୍ ସିସ୍ ଉଆ । ମାତର୍ ମର୍ପାରା ଏନ୍ତି ସିକ୍ଲିସଙ୍ଗ୍ ବାନ୍ଦାଇ ଉଆ ବଲି ମୁଇ କଇନାଇ ।”
30 Then the king and the governor rose, along with Bernice and those seated with them.
୩୦ତାର୍ ପଚେ ରାଜା, ସାସନ୍କାରିଆ, ଆରି ବର୍ନିସ୍ ଆରି ବିନ୍ ଲକ୍ମନ୍ ଜିବାକେ ଉଟ୍ଲାଇ ।
31 On their way out, they said to one another, “This man has done nothing worthy of death or imprisonment.”
୩୧ସେମନ୍ ବାରଇଲା ବେଲେ ତାକର୍ ତାକର୍ ବିତ୍ରେ କଇଲାଇ, “ଏ ଲକ୍ ଏନ୍ତି କାଇମିସା କାମ୍ କରେ ନାଇ, ଜନ୍ଟା କି ସେ ମରନର୍ ଡଣ୍ଡ୍ ପାଇବାକେ କି ବନ୍ଦି ଅଇବାକେ ।”
32 And Agrippa said to Festus, “This man could have been released if he had not appealed to Caesar.”
୩୨ଆଗ୍ରିପା ପେସ୍ଟସ୍କେ କଇଲା, “ଜଦି ଏ ଲକ୍ ବଡ୍ସାସନ୍କାରିଆଟାନେ ବିଚାର୍ ପାଇବି ବଲି ଗୁଆରି କରି ନ ରଇଲେ, ତେବେ ଆମେ ତାକେ ଚାଡି ଦେଇତୁ ।”