< ଜାକୁବ 1 >

1 ମୁଇ ଜାକୁବ ମାପ୍‌ରୁ ଜିସୁକିରିସ୍‌ଟ ଆରି ବାବା ପର୍‌ମେସରର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା । ଗୁଲାଇ ଜଗତେ ଚିନ୍‌ଚତର୍‌ ଅଇଜାଇରଇବା ପର୍‌ମେସରର୍‌ ବାର୍‌ଟା କୁଟୁମର୍‌ ଲକ୍‌ମନ୍‌କେ ମୁଇ ଜୁଆର୍‌ ଜାନାଇକରି ଏ ଚିଟି ଲେକ୍‌ଲିନି ।
JAMES, a servant of God, and of our Lord Jesus the Messiah; to the twelve tribes dispersed among the Gentiles; greeting peace.
2 ଏ ମର୍‌ ବାଇବଇନିମନ୍‌ ଜିବନ୍‌ ବିତାଇଲାବେଲେ ତମର୍‌ ବିସ୍‌ବାସ୍‌ ଡାଁଟ୍‌ ଆଚେ କି ନାଇ ବଲି, ଜେତ୍‌କି ଦୁକ୍‌ କସ୍‌ଟର୍‌ ପରିକା ଆଇଲେ, ଏଟା ଗଟେକ୍‌ ନିକ କରମର୍‌ ବିସଇ ବଲି ଏତାଆ ।
Let it be all joy to you, my brethren, when ye enter into many and various trials.
3 କାଇକେବଇଲେ, ଏନ୍ତାରି ଦୁକ୍‌ କସ୍‌ଟ ଆଇଲେ ତମର୍‌ ବିସ୍‌ବାସ୍‌ ପରିକାକରି ଡାଁଟ୍‌ ଆଚେବଲି ଦେକାଇସି । ଆରି ମୁରଚ୍‌ବାଟା ଅଦିକ୍‌ ଅଦିକ୍‌ ଅଇସି ବଲି ତମେ ଜାନିଆଚାସ୍‌ ।
For ye know, that the trial of your faith, maketh you possess patience.
4 ତମେ ସାରାସାରିଜାକ ମୁର୍‌ଚିକରି ରଇଲେ, କାଇ ବିସଇଟାନେ ମିସା ଉନା ନ ଅଇକରି ପୁରାପୁରୁନ୍‌ ସିଦ୍‌ ଅଇସା ।
And let patience have its perfect work, so that ye may be complete and perfect, and may lack nothing.
5 ମାତର୍‌ ତମର୍‌ ବିତ୍‌ରେ ଜଦି କାକେ ଗିଆନ୍‌ ଉନା ରଇ, ଗିଆନ୍‌ ପାଇବାର୍‌ଆଲେ ପର୍‌ମେସର୍‌କେ ମାଙ୍ଗା । ସେ ତାର୍‍ ଆତ୍‌ ମେଲାକରି, ଦସ୍‌ ନ ଦାରି ସବୁକେ ଦାନ୍‌ କର୍‌ସି ।
And if any of you lacketh wisdom, let him ask it of God, who giveth to all freely, and reproacheth not; and it will be given him.
6 ମାତର୍‌ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍‌ବାସର୍‌ ସଙ୍ଗ୍‍ ପାର୍‌ତନା କର୍‌ବାର୍‌ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍‌ସି, ସେ ପବନ୍‌ସଙ୍ଗ୍‍ ଇଣ୍ଡ୍‌ତେ ରଇବା ସମ୍‌ଦୁରର୍‌ ଉଲ୍‌କା ପାନି ପାରା ଗଟେକ୍‌ ଲକ୍‌ ।
But let him ask in faith, not hesitating: he who hesitateth is like the waves of the sea, which the wind agitateth.
7 ସେ ରକାମ୍‌ ଲକ୍‌ ମାପ୍‌ରୁର୍‌ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର ।
And let not that man expect to receive any thing of the Lord,
8 ସେ ତା, ଦୁଇମନିଆ ଲକ୍‌, ସେ କର୍‌ବା ସବୁ କାମ୍‌ଟାନେ ତବିର୍‌ ନ ରଏ ।
who is hesitating in his mind, and unstable in all his ways.
9 ଗଟେକ୍‌ କାକୁର୍‌ତି ଅଇ ରଇବା ବିସ୍‌ବାସି ବାଇକେ ପର୍‌ମେସର୍‌ ସାଉକାର୍‌ କଲେ ସେ ସାର୍‌ଦା ଅ ।
And let the depressed brother rejoice, in his elevation;
10 ୧୦ ସେନ୍ତାରିସେ ଗଟେକ୍‍ ସାଉକାର୍‍ ବିସ୍‌ବାସିକେ ସେ ଅର୍‌କିତ୍‌ କଲେ, ସେ ମିସା ସାର୍‌ଦା ଅ । କାଇକେବଇଲେ ସାଉକାର୍‌ ଲକ୍‌ ପଦାର୍‌ ଗାଁସର୍‌ ପୁଲ୍‌ ପାରା ଜାଉଁଲି ଜାଇସି ।
and the rich, in his depression; because, like the flower of an herb, so he passeth away.
11 ୧୧ ଜେନ୍ତି କି ବେଲ୍‌ ଉଦିକରି ବେସି ତାତିକଲେ ଗାଁସ୍‌ ସୁକିଜାଇସି, ତାର୍‌ ପୁଲ୍‌ ଜଡିଜାଇସି ଆରି ତାର୍‌ ବାନିମୁର୍‌ତି ନସି ଜାଇସି । ସେନ୍ତାରିସେ, ସାଉକାର୍‌ ଲକ୍‌ମନ୍‌ କାମ୍‌ କରି କରି ମରିଜିବାଇ ।
For the sun riseth in its heat, and drieth up the herb; and its flower falleth, and the beauty of its appearance perisheth: so also the rich man withereth in his ways.
12 ୧୨ ଜନ୍‌ ଲକ୍‌ମନ୍‌ ପରିକା ଆଇଲେ ମିସା ମୁର୍‌ଚି କରି ରଇବାଇ, ସେମନ୍‌ କେଡେକ୍‌ ନିକ କରମର୍‍ ଲକ୍‌ । କାଇକେବଇଲେ ସେ ସବୁ ପରିକାଇ ସେମନ୍‌ ଡାଁଟ୍‌ ସଙ୍ଗ୍‌ ଟିଆଅଇଲାପଚେ, ପୁରୁସ୍‌କାର୍‌ ପାଇବାଇ । ପର୍‌ମେସର୍‌ ତାର୍‌ ନିଜର୍‌ ଲକ୍‌ମନ୍‌କେ ଜନ୍‌ ଜିବନର୍‌ ମୁକୁଟ୍‌ ଦେବାକେ ସପତ୍‌ କଲାଆଚେ, ସେମନ୍‌ ସେଟା ପୁରୁସ୍‌କାର୍‌ ଇସାବେ ମିଲାଇବାଇ ।
Blessed is the man who endureth temptations; so that when he is proved he may receive a crown of life, which God hath promised to them that love him.
13 ୧୩ କାକେ ମିସା ଦୁକ୍‌କସ୍‌ଟ ପାଇବା ପରିକା ଆଇଲେ, ଏ ପରିକା ପର୍‌ମେସର୍‌ ପାଟାଇଆଚେ ବଲିକରି କଇବାର୍‌ ନାଇ । କାଇକେବଇଲେ ପର୍‌ମେସର୍‌କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ ।
Let no one when he is tempted, say, I am tempted of God: for God is not tempted with evils, nor doth he tempt any man.
14 ୧୪ ମାତର୍‌ ଗଟେକ୍‌ ଲକର୍‍ କରାପ୍‌ ଗୁନ୍‌ଚଲନ୍‌ ତାକେ ପରିକା କରାଇ ଅଇବାକେ ଡାକିନେଇସି ।
But every man is tempted by his own lust; and he lusteth, and is drawn away.
15 ୧୫ ତାର୍‌ପଚେ ତାର୍‌ କାରାପ୍‌ ଗୁନ୍‌ଚଲନେଅନି ପାପ୍‌ ବାରଇସି । ଆରି ପାପ୍‌ ଅଦିକ୍‌ ଅଦିକ୍‌ ବଡିଜାଇକରି ମରନ୍‌ ଆଇସି ।
And this his lust conceiveth, and bringeth forth sin; and sin, when mature, bringeth forth death.
16 ୧୬ ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ତମେ ନାଡାଇଉଆ ନାଇ ।
Do not err, my beloved brethren.
17 ୧୭ ସବୁ ନିକ ଆରି ସିଦ୍‌ ରଇବା ଦାନ୍‌ ପର୍‌ମେସର୍‌ ଦେଲା ଆଚେ । ବାଦ୍‌ଲେ ଉଜଲ୍‌ ଅଇବା ସବୁଜାକ ସେ ତିଆର୍‌କଲା ଆଚେ । ସେଟାମନ୍‌ ବାଦ୍‌ଲେ ବୁଲ୍‌ବାବେଲେ ବାଦଲ୍‌ସି ଆରି ଚାଇଁ ଏନେତେନେ ଅଇସି । ମାତର୍‌ ପର୍‌ମେସର୍‌ ଅଲପ୍‌ ମିସା ସେନ୍ତାରି ନ କରେ ।
Every good and perfect gift cometh down from above, from the Father of lights, with whom is no mutation, not even the shadow of change.
18 ୧୮ ତାର୍‌ ସତ୍‌ ବାକିଅ ଆମ୍‌କେ ଜାନାଇକରି ତାର୍‌ତେଇଅନି ଆମ୍‌କେ ଜିବନ୍‌ ଦେବାକେ ସେ ମନ୍‍ କଲା । ଜେତ୍‌କି ସବୁ ବିସଇ ସେ ତିଆର୍‌କଲା ମିସା ଆମେ ଅବ୍‌କା ତାର୍‌ପାଇସେ ଅଇବାକେ ସେ ମନ୍‍ କଲା ।
He saw fit, and begat us by the word of truth; that we might be the first-fruits of his creatures.
19 ୧୯ ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ମନେ ରକିରୁଆ । ତମେ ଆଗ୍‌ତୁ ନିକକରି ସୁନା । ମାତର୍‌ ବାବିଚିନ୍ତିକରି କାତା କୁଆ । ଦାପ୍‌ରେ ରିସା ଉଆନାଇ ।
And be ye, my beloved brethren, every one of you, swift to hear, and slow to speak; and slow to wrath:
20 ୨୦ କାଇକେବଇଲେ ମୁନୁସର୍‌ ରିସାର୍‌ ଲାଗି ପର୍‌ମେସର୍‌ ସୁକଲ୍‌ସଙ୍ଗ୍‍ ଜଜ୍‌ନା କଲାଟା ନସିଜାଇସି ।
for the wrath of man worketh not the righteousness of God.
21 ୨୧ ସେଟାର୍‌ ପାଇ ତମର୍‌ ଚଲାଚଲ୍‌ତି ଟାନେଅନି ବାରଇବା ସବୁ ରକାମର୍‌ କାରାପ୍‌ ଅବିଆସ୍‌ ଚାଡିଦିଆସ୍‌ । ପର୍‌ମେସର୍‌କେ ନିଜର୍‌ ମନ୍‌ ସର୍‌ପି ଦିଆସ୍‌ । ତମର୍‌ ମନ୍‌ ବିତ୍‌ରେ ସେ ଜନ୍‌ ବାକିଅ ରପିଆଚେ ସେଟାକେ ଦିଆନ୍‌ ଦିଆ । ସେ ବାକିଅ ତମ୍‌କେ ରକିଆ କର୍‌ସି ।
Wherefore, remove far from you all impurity, and the abundance of wickedness; and, with meekness, receive the word that is implanted in our nature, which is able to vivify these your souls.
22 ୨୨ ବାକିଅ ଜନ୍‌ଟା କରା ବଲି କଇଲାନି, ସେଟା କରା । ଅବ୍‌କା ସୁନିକରି ରଇବା ଲକ୍‌ମନର୍‌ପାରା ଉଆ ନାଇ । ଏନ୍ତାରିକଲେ ତମେ ନିଜେ ନାଡାଇ ଅଇଲାସ୍‌ନି ।
But be ye doers of the word, and not hearers only; and do not deceive yourselves.
23 ୨୩ ଜନ୍‌ଲକ୍‌ ପର୍‌ମେସରର୍‌ ବାକିଅ ଅବ୍‌କା ସୁନ୍‌ସି, ମାତର୍‌ ତେଇର୍‌ କାତା ନ ନାମେ, ସେ ତାର୍‌ ମୁଏ ରଇବା ଆର୍‌ଲା, ଦର୍‌ପନେ ଦେକ୍‌ବା ଲକ୍‌ ପାରା ।
For if any man shall be a hearer of the word, and not a doer of it, he will be like one who seeth his face in a mirror:
24 ୨୪ ସେ ନିକ କରି ନିଜର୍‌ ଚାଁଇ ଦେକି ଅଇତେରଇସି । ମାତର୍‌ ତେଇଅନି ଉଟିଗାଲା ପଚେ ତାର୍‌ ବାନିମୁର୍‌ତି ପାସ୍‌ରି ଜାଇସି ।
for he seeth himself, and passeth on, and forgetteth what a man he was.
25 ୨୫ ମାତର୍‌ ମୁନୁସର୍‌ ମୁକ୍‌ତି ପାଇ ଗଟେକ୍‌ ପୁରାପୁରୁନ୍‌ ନିୟମ୍‌ ଆଚେ । ଜେ ସେ କାତା ସୁନିକରି ନ ପାସ୍‌ରେ, ଆରି ତାର୍‌ଲାଗି ସବୁ ମନ୍‌ପରାନ୍‌ ଦେଇକରି ନିଜର୍‌ ଜିବନ୍‌ତେଇ ମାନିକରି ରଇସି ବଇଲେ ପର୍‌ମେସର୍‌ ତାର୍‌ କରିରଇବା ସବୁ କାମ୍‌ ମଙ୍ଗଲ୍‍ କର୍‌ସି ।
But every one that looketh upon the perfect law of liberty and abideth in it, is not a hearer of something to be forgotten, but a doer of the things; and he will be blessed in his work.
26 ୨୬ କେ ଜଦି ମୁଇ ନିଜେ ଗଟେକ୍‌ ଦରମ୍‌ ଲକ୍‌ ବଲି ବାବ୍‌ଲାନି, ସେ ଜଦି ତାର୍‌ ନିଜର୍‌ ଜିବ୍‌ ଜାଗର୍‌ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍‌ ରିତିନିତି କର୍‌ବାଟା ଚୁଚାଆଇସେ ।
And if any one thinketh that he worshippeth God, and doth not restrain his tongue, but his heart deceiveth him; his worship is vain.
27 ୨୭ ପର୍‌ମେସର୍‌ ଦେକ୍‌ବା ଇସାବେ ଜନ୍‌ ରିତିନିତି ସତ୍‌ ଆରି ନିକ, ସେଟା ଅଇଲାନି ଦୁକେ ରଇବା ଟୁରାଟୁରି ପିଲାମନ୍‌ ଆରି ରାଣ୍ଡିଜୁଣ୍ଡିମନର୍‌ ଜତନ୍‌ କର୍‌ବାଟା । ପଚେ ଜଗତର୍‌ ଜଞ୍ଜାଲେଅନି ମୁକଲ୍‌ବାଟା, ଜେନ୍ତାରିକି ସେ ସବୁ ତାକେ ନ ନସାଏ ।
For the worship that is pure and holy before God the Father, is this: to visit the fatherless and the widows in their affliction, and that one keep himself unspotted from the world.

< ଜାକୁବ 1 >