< ୧ ମ ପିତର୍‌ 1 >

1 ମୁଇ ପିତର୍‌, ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ସିସ୍‌ । ପନ୍ତ୍‌, ଗାଲାତିଅ, କାପାଦକିଆ, ଆସିଆ ଆରି ବିତୁନିଆ ରାଇଜ୍‌ମନ୍‌କେ, ବିନ୍‌ଦେସର୍‌ ଲକ୍‌ମନର୍‌ପାରା ଚିନ୍‌ବିନ୍‌ ଅଇଜାଇରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ମୁଇ ଏ ଚିଟି ଲେକ୍‌ଲିନି ।
PETER, a legate of Jesus the Messiah, to the elect and sojourners, who are dispersed in Pontus and in Galatia, and in Cappadocia, and in Asia, and in Bithynia,
2 ତାର୍‌ ଜଜ୍‌ନା ଇସାବେ ବାବା ପର୍‌ମେସର୍‌ ତମ୍‌କେ ଡାକ୍‌ଲା ଆଚେ । ତାର୍‌ ସୁକଲ୍‌ ଆତ୍‌ମାଇ ସେ ତମ୍‌କେ ତାର୍‌ ସୁକଲ୍‌ ଲକ୍‌ କରାଇସି । ତମେ ଜିସୁ କିରିସ୍‌ଟକେ ମାନିକରି, ତାର୍‌ ବନିତେଇ ଦଇଅଇକରି ରଇବାକେ ସେ ଏନ୍ତାରି ଜଜ୍‌ନା କଲା । ତାର୍‌ ଜିବନ୍‌ଦୁକାଇଲାଟା ଆରି ସାନ୍ତି ପୁରାପୁରୁନ୍‌ ତମ୍‌କେ ମିଲ ।
to them who have been chosen, by the foreknowledge of God the Father, through sanctification of the Spirit, unto the obedience and the sprinkling of the blood of Jesus the Messiah: May grace and peace abound towards you.
3 ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । କାଇକେବଇଲେ ସେ ଜବର୍‌ ଅଇତେ ଦୟା କଲାର୍‌ପାଇ ଆମ୍‌କେ ନୁଆ ଜିବନ୍‌ ଦେଲା ଆଚେ । ଜିସୁକିରିସ୍‌ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍‌କେ ଉଟାଇସି ବଲିକରି ପୁରାପୁରୁନ୍‌ ଆସାଆଚେ ।
Blessed be God, the Father of our Lord Jesus the Messiah, who in his great mercy hath begotten us anew, by the resurrection of our Lord Jesus the Messiah, to the hope of life,
4 ସେଟାର୍‌ପାଇ ପର୍‌ମେସର୍‌ ତାର୍‌ ଲକ୍‌ମନର୍‌ପାଇ ଜେତ୍‌କି ସବୁ ଆସିର୍‌ବାଦ୍‌ ସର୍‌ଗେ ଜତନ୍‌ କରି ସଙ୍ଗଇଆଚେ, ସେଟା ସବୁ ଆମର୍‌ ଅଇସି ବଲି ଆସାକଲୁନି । ତେଇ ସେଟା ନ ନସେ କି ଚିଲମ୍‌ ନ ଦାରେ କି ଉନା ମିସା ନ ଅଏ ।
and to an inheritance incorruptible, undefiled, and unfading, which is prepared for you in heaven;
5 ଏ ସବୁ ଆସିର୍‌ବାଦ୍‌ ଆମର୍‌ପାଇ । ତମେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାର୍‌ପାଇ, ତାର୍‌ ବପୁ ତମ୍‌କେ କାଇଟା ନ ଅଇତେ ସଙ୍ଗଇଲା ଆଚେ । ସାରାସାରିଦିନେ ତାର୍‌ ମୁକ୍‌ତି ସବୁଲକ୍‌ ଜାନ୍‌ବା ଜାକ, ତମର୍‌ ଉପ୍‌ରେ ଜାଗ୍‌ତେରଇସି ।
while ye are kept, by the power of God and by faith, for the life that is prepared and will be revealed in the last times;
6 ଚନେକର୍‌ପାଇ ତମର୍‌ ଜିବନେ ବିନ୍‌ ବିନ୍‌ ଦୁକ୍‌କସ୍‌ଟ ଆଇଲାକେ ମୁର୍‌ଚିକରି ରଇବାକେ ପଡ୍‌ଲେ ମିସା, ସେଟାର୍‌ପାଇ ତମେ ସାର୍‌ଦା ଅଇକରି ରୁଆ ।
wherein ye will rejoice for ever, notwithstanding ye at the present time are pressed a little, by the various trials that pass over you;
7 ତମର୍‌ ଜିବନେ ଆଇଲା ଦୁକ୍‌କସ୍‌ଟ ସବୁ ତମର୍‌ ବିସ୍‌ବାସ୍‌ ସତ୍‌ଆଚେ କି ନାଇ ବଲି ପରିକା କର୍‌ବାକେସେ । ସୁନାର୍‌ ବିସଇ ବାବିଦେକା, ଏ ଜଗତର୍‌ ସବୁ ବିସଇର୍‌ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍‌ଟା ବଲି ଜାନ୍‌ବାକେ ଜଇଟାନେ ସିଲାଇବାଇ । ତମର୍‌ ବିସ୍‌ବାସ୍‌ ସୁନାଟାନେଅନି ଅଦିକ୍‌ ମୁଲିଅ । ସେନ୍ତାର୍‌ଆଲେ ତମର୍‌ ବିସ୍‌ବାସ୍‌ ନିକଟା କି ନାଇ ବଲି ପରିକା କର୍‌ବାର୍‌ ଆଚେ । ତମର୍‌ ବିସ୍‌ବାସ୍‌ ଜଦି ନିକଟା, ଜିସୁ କିର୍‌ସଟ୍‌ ଦେକା ଅଇବା ସେ ଦିନେ ତମେ ଡାକ୍‌ପୁଟା ଆରି ମଇମା ପାଇସା ।
so that the proof of your faith may appear more precious than refined gold that is tested by fire, unto glory and honor and praise, at the manifestation of Jesus the Messiah:
8 ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍‌ କଲାସ୍‌ନି ଆରି ବିସ୍‌ବାସ୍‌ କଲାସ୍‌ନି । ସେଟାର୍‌ପାଇ ତମର୍‌ ସାର୍‌ଦା ବେସି ବଡ୍‌ ।
whom having not seen, ye love; and in the faith of whom ye rejoice, with joy that is glorious and ineffable,
9 ତମେ ବିସ୍‌ବାସ୍‌ କଲାର୍‌ପାଇ ତମ୍‌କେ ସର୍‌ଗେ ନ ସାର୍‌ବା ଜିବନ୍‌ ଆଚେ ।
that ye may receive the recompense of your faith, the life of your souls;
10 ୧୦ ପର୍‌ମେସର୍‌ ମୁନୁସ୍‌ମନ୍‌କେ ତାକର୍‌ ପାପେଅନି କେନ୍ତି ମୁକ୍‌ଲାଇସି ବଲି ପୁର୍‌ବର୍‌ ବବିସତ୍‌ବକ୍‌ତାମନ୍‌ ମନ୍‌ଦିଆନ୍‌ କରି ପଡ୍‌ଲାଇ । ପର୍‌ମେସର୍‌ ତମ୍‌କେ ଦେବା ଏ ଦାନ୍‌ ବିସଇ, ସେମନ୍‌ ଆଗ୍‌କେ ଗଟ୍‌ବା କାତା କଇଲାଇ ।
that life namely, about which the prophets inquired, when they were prophesying of the grace which was to be given to you.
11 ୧୧ କିରିସ୍‌ଟ କେନ୍ତି ଦୁକ୍‌କସ୍‌ଟ ମୁରଚ୍‌ଲା, ଆରି ସବୁ ନିନ୍ଦା ସାର୍‌ଲା ପଚେ ସେ କେନ୍ତି ଡାକ୍‌ପୁଟା ପାଇଲା, ସେ ବିସଇ ପର୍‌ମେସରର୍‌ ଆତ୍‌ମା ସେମନ୍‌କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍‌ବାକେ ସେମନ୍‌ ବେସି ମନ୍‍ କଲାଇ । ସେଟାର୍‌ପାଇ ସେମନ୍‌ ସେ ବିସଇ ମନ୍‌ଦିଆନ୍‌ କରି ପଡ୍‌ଲାଇ ।
And they searched for the time which the Spirit of the Messiah dwelling in them did show and testify, when the sufferings of the Messiah were to occur, and his subsequent glory.
12 ୧୨ ମାତର୍‌ ଜନ୍‌ ଆଗ୍‌କେ ଗଟ୍‌ବା କାତା ସେମନ୍‌ କଇରଇଲାଇ, ସେଟା ସେମନର୍‌ ବଲ୍‌ପାଇ ନାଇ ମାତର୍‌ ତମର୍‌ ବଲ୍‌ପାଇ ବଲି ପର୍‌ମେସର୍‌ ସେମନ୍‌କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍‌ ଅଇଲା । କାଇକେବଇଲେ ଜନ୍‌ ଲକ୍‌ମନ୍‌ ତମ୍‌କେ ସୁବ୍‌ କବର୍‌ ଜାନାଇଲାଇ ଆଚତ୍‌, ତମେ ସେ କାତା ସୁନିଆଚାସ୍‌ । ସର୍‌ଗେଅନି ପାଟାଇରଇବା ସୁକଲ୍‌ଆତ୍‌ମା ସେମନ୍‌କେ ବପୁଦେଲା । ଦୁତ୍‌ମନ୍‌ ମିସା ଏ ବିସଇ ଜାନ୍‌ବାକେ ମନ୍‍ କଲାଇ ।
And it was revealed to them, in regard to all they were searching, that, not for themselves were they inquiring, but for us they were prophesying of those things, which are now manifested to you by means of the things we have announced to you, by the Holy Spirit sent from heaven; which things the angels also desire to look into.
13 ୧୩ ସେଟାର୍‌ପାଇ ତମେ ନିଜର୍‌ ନିଜର୍‌ ମନେ ପର୍‌ମେସର୍‍ ମନ୍‍କଲାଟା ପୁରାପୁରୁନ୍‌ କର୍‌ବାକେ ଜାଗିରୁଆ । ଆରି ଜିସୁ କିରିସ୍‌ଟ ବାଉଡି ଆଇବା ବେଲାଇ ସେ ଜନ୍‌ ଆସିର୍‌ବାଦ୍‌ ତମ୍‌କେ ଦେଇସି, ସେଟା ମିଲ୍‌ସି ବଲି ପୁରାପୁରୁନ୍‌ ଆସା ଉଆ ।
Wherefore, gird up the loins of your minds. and be awake perfectly, and wait for the joy, which will come to you at the revelation of our Lord Jesus the Messiah,
14 ୧୪ ପର୍‌ମେସରର୍‌ ଆଦେସ୍‌ ମାନିକରି ରୁଆ । ତାର୍‌ ସତ୍‌ ସିକିଆ ଜାନ୍‌ବା ଆଗ୍‌ତୁ ତମେ କେନ୍ତାରି ନିଜେ ମନ୍‍ କଲାଟା ପୁରାପୁରୁନ୍‌ କର୍‌ତେରଇଲାସ୍‌, ସେନ୍ତାରି ଆରି କରାନାଇ ।
as obedient children: and be ye not conversant again with those former lusts, with which ye lusted when without knowledge.
15 ୧୫ ମାତର୍‌ ତମ୍‌କେ ଡାକ୍‌ଲା ମାପ୍‌ରୁ ଜେନ୍ତାର୍‌ ସୁକଲ୍‌ ଆଚେ, ସେନ୍ତାରିସେ ତମେମନ୍‌ ମିସା ତମର୍‌ ସବୁ ବିସଇଟାନେ ସୁକଲ୍‌ ଉଆ ।
But be ye holy in all your conduct, as he is holy who hath called you.
16 ୧୬ ତେବେ ସାସ୍‌ତରେ ଲେକା ଆଚେ, ପର୍‌ମେସର୍‌ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍‌, ତମେ ମିସା ସେନ୍ତାରି ସୁକଲ୍‌ ଉଆ ।
Because it is written: Be ye holy, even as I am holy.
17 ୧୭ ପର୍‌ମେସର୍‌ ଜେଡେବେଲେ ମୁନୁସ୍‌ମନ୍‌କେ ବିଚାର୍‌ କର୍‌ସି, ସେ କାର୍‌ବିତ୍‌ରେ ସାନ୍‌ ବଡ୍‌ ନ ଦେକେ । ଗଟେକ୍‌ ଗଟେକ୍‌ ଲକ୍‌କେ ତାକର୍‌ କଲା କାମ୍‌ ଇସାବେ ସେ ବିଚାର୍‌ କର୍‌ସି । ତେବେ ତମେ ପାର୍‌ତନା କର୍‌ବାବେଲେ ପର୍‌ମେସର୍‌କେ ବାବା ବଲି ଡାକ୍‌ଲାସ୍‌ନି । ତମେ ଜେତ୍‌କି ଦିନ୍‌ ଏ ଜଗତେ ବଁଚିଆଚାସ୍‌, ତାକେ ମାନିକରି ରଇବାର୍‌ଆଚେ ।
And if so be ye call on the Father, with whom is no respect of persons, and who judgeth every one according to his deeds, pass the time of your sojournment with fear;
18 ୧୮ ତମର୍‌ ଆନିଦାଦିମନର୍‌ ଟାନେଅନି ଲଡାକେ ନ ଆଇବା ରିତିନିତିଅନି ସେ କାଇ ମୁଲିଅ ଦେଇକରି ତମ୍‌କେ ମୁକ୍‌ଲାଇଆଚେ, ସେଟା ତମେ ଜାନିଆଚାସ୍‌ । ତମ୍‌କେ ମୁକ୍‌ଲାଇବାକେ ସେ ନସି ଜିବା ସୁନା କି ରୁପାର୍‌ ମୁଲିଅ ଦେଏ ନାଇ ।
since ye know, that neither with perishable silver, nor with gold, ye were redeemed from your vain doings, which ye had by tradition from your fathers;
19 ୧୯ ମାତର୍‌ ବେସି ମୁଲିଅ ରଇବା ଜିସୁକିରିସ୍‌ଟର୍‌ ବନି, ଜନ୍‌ଟା ସେ ତାର୍‌ ମରନେ ରକଇଦେଲା । କାଇ ଦସ୍‌ କି କାଇ ଅବାବ୍‌ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା ।
but with the precious blood of that Lamb in which is no spot nor blemish, namely, the Messiah:
20 ୨୦ ଏ ଜଗତ୍‌ ତିଆର୍‌ ନ ଅଇବା ଆଗ୍‌ତୁ ପର୍‌ମେସର୍‌ କିରିସ୍‌ଟକେ ବାଚିରଇଲା । ମାତର୍‌ ଏବେ ଏ ସାରାସାରି ଦିନେ ସେ ତାକେ ଦେକାଇଲା ଆଚେ । ଜେନ୍ତାରି କି ସେ ଆମ୍‌କେ ସାଇଜକରିପାର୍‌ସି ।
who was predestined to this, before the foundation of the world; and was manifested at the termination of the times, for your sakes;
21 ୨୧ ଜିସୁକିରିସ୍‌ଟର୍‌ ଲାଗି ତମେ ଏବେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାସ୍‌ନି । ସେ ଆକା କିରିସ୍‌ଟକେ ମରନେଅନି ଉଟାଇକରି ଡାକ୍‌ପୁଟା କଲା ଆଚେ । ତେବର୍‌ପାଇ ତମର୍‌ ବିସ୍‌ବାସ୍‌ ଆରି ଆସା ଏବେ ପର୍‌ମେସର୍‌ଟାନେ ଆଚେ ।
who, by means of him, have believed in God, who raised him from the dead and conferred glory on him; that your faith and hope might be in God,
22 ୨୨ ତମେ ସତ୍‌ ମାନ୍‌ଲାର୍‌ ପାଇ, କାରାପ୍‌ ଚଲାଚଲ୍‌ତି ଚାଡିକରି ତମର୍‌ ସଙ୍ଗର୍‌ ବିସ୍‌ବାସିମନ୍‌କେ ସତ୍‌ସଙ୍ଗ୍‍ ଆଲାଦ୍‌ କଲାସ୍‌ନି । ମନ୍‌ ପରାନ୍‌ ଦେଇକରି ଗଟେକ୍‌ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କଲାସ୍‌ନି ।
while your minds became sanctified, by obedience to the truth; and ye be full of love, without respect of persons, so that ye love one another out of a pure and perfect heart;
23 ୨୩ ତମେ ଆରିତରେକ୍‌ ଜନମ୍‌ ଅଇଲାସ୍‌କେ ଏନ୍ତାରି କଲାସ୍‌ନି । କେବେ ନ ମର୍‌ବା ବାବାମାଆର୍‌ ପିଲାମନର୍‌ ଇସାବେ । ତାର୍‌ ବାକିଅ ତମ୍‌କେ ନୁଆ ଜିବନ୍‌ ଦେଲାଆଚେ । ତାର୍‌ ବାକିଅ ସବୁଦିନର୍‌ପାଇ ରଇସି । (aiōn g165)
like persons born again, not of seed that perisheth, but of that which doth not perish, by the living word of God, who abideth for ever. (aiōn g165)
24 ୨୪ ସାସ୍‌ତରେ ଲେକାଅଇଲାପାରା, ଗୁଲାଇ ମୁନୁସ୍‌ ଜାତି ଗାଁସ୍‌ ପାରା । ତାକର୍‌ ବାନିମୁର୍‌ତି ଗାଁସର୍‌ ପୁଲ୍‌ପାରା । ଗାଁସ୍‌ ସୁକିଜାଇସି ଆରି ପୁଲ୍‌ ଜଡିଜାଇସି ।
Because all flesh is as grass, and all its beauty like the flower of the field. The grass drieth up, and the flower withereth away;
25 ୨୫ ମାତର୍‌ ପର୍‌ମେସରର୍‌ ବାକିଅ ସବୁଦିନ୍‌ ପାଇ ରଇସି । ଏ ବାକିଅ ଅଇଲାନି ତମ୍‌କେ ଜାନାଇରଇବା ସୁବ୍‌କବର୍‌ । (aiōn g165)
but the word of our God abideth for ever: and this is the word that is announced to you. (aiōn g165)

< ୧ ମ ପିତର୍‌ 1 >