< ଏବ୍‌ରି 13 >

1 କିରିସ୍‌ଟଟାନେ ମିସିବିଡି ରଇବା ବିସ୍‌ବାସି ବାଇବଇନି ପାରା ଆଲାଦ୍‌ କରାକରି ଅଇ ରୁଆ ।
Let love for the brethren dwell among you.
2 ନ ଚିନ୍‌ଲା ଲକ୍‌ମନ୍‌କେ ମିସା ତମର୍‌ ଗର୍‌ମନ୍‌କେ ଡାକିନିଆ । କାଇକେବଇଲେ କେତେଲକ୍‌ ନାଜାନିକରି ସେନ୍ତାରି ଦୁତ୍‌ମନ୍‌କେ ଡାକିନେଲାଇ ।
And forget not kindness to strangers; for thereby some have been privileged to entertain angels, unawares.
3 ବନ୍ଦି ଗରେ ରଇବା ଲକ୍‌ମନ୍‌କେ ତମେ ତାକର୍‌ ସଙ୍ଗ୍‍ ରଇଲାପାରା ଦୟା ଦେକାଆ । ଦୁକ୍‌କସ୍‌ଟ ଅଇରଇବା ଲକ୍‌ମନ୍‌କେ ନିଜେ ତାକର୍‌ପାରା ଦୁକ୍‌କସ୍‌ଟ ପାଇଲୁନି ବଲି ଏତାଆ ।
And remember those in bonds, as if ye were bound with them: and recollect those in affliction, as being yourselves clothed in flesh.
4 ବିବା ଅଇବାଟା ସବୁଲକ୍‌ ନିକ ବଲି ମାନତ୍‌ । ସବୁ ମାଇଜିମନସ୍‌ ମନ୍‌ ଗଟେକ୍‌ ମାଇଜି ଆରି ଗଟେକ୍‌ ମନସ୍‌ ଅଇକରି ସତ୍‌ସଙ୍ଗ୍‍ ରଇବାର୍‌ଆଚେ । ଜନ୍‌ ଲକ୍‌ମନ୍‌ ବେସିଆ କାମ୍‌ କରି ରଇବାଇ, ସେମନ୍‌କେ ପର୍‌ମେସର୍‌ ଡଣ୍ଡ୍‌ ଦେଇସି ।
Marriage is honorable in all; and their bed undefiled: but whoremongers and adulterers, God will judge.
5 ଡାବୁ ଆସା ଅଇକରି ତାର୍‌ପଚେ ପାଲାଆ ନାଇ । କାଇକେବଇଲେ ପର୍‌ମେସର୍‌ କଇଲାଆଚେ, “ମୁଇ ତମ୍‌କେ କେବେ ନ ପାସ୍‌ରି କି ନ ଚାଡି ।”
Let not your mind love money; but let what ye have, satisfy you. For the Lord himself hath said, I will never leave thee, nor slacken the hand towards thee.
6 ତେବର୍‌ପାଇ ଆମେ ସାସ୍‌ ଦାରି କଇପାର୍‌ବୁ ପର୍‌ମେସର୍‌ ଆକା ମକେ ସାଇଜ କର୍‌ସି, ମୁଇ କେବେ ନ ଡରି ଲକ୍‌ମନ୍‌ ମକେ କାଇଟା କରି ନାପାରତ୍‌ ।
And it belongeth to us, to say confidently, My Lord is my aider, I will not fear. What can man do to me?
7 ଜନ୍‌ ଲକ୍‌ମନ୍‌ ତମ୍‌କେ ମୁକିଅ ଇସାବେ ଡାକିନେଇ ପର୍‌ମେସରର୍‌ ବାକିଅ ସିକାଇତେରଇଲାଇ, ସେମନର୍‌ ବିସଇ ବାବିଦେକା । ସେମନ୍‌ କେନ୍ତି ଜିଇଲାଇ ଆରି ମଲାଇ? ତମେ ତାର୍‌ ପାରା ବିସ୍‌ବାସ୍‌ କରା ।
Remember your guides, who have spoken to you godly discourse; examine the issue of their course, and imitate their faith.
8 କାଇକେବଇଲେ, ଜିସୁକିରିସ୍‌ଟ କେବେ ନ ବାଦ୍‌ଲେ । ସେ ଆଜିର୍‌ପାଇ, କାଲିକର୍‌ପାଇ, ଆରି ସବୁଦିନର୍‌ ପାଇ ସମାନ୍‌ ସେ ରଇସି । (aiōn g165)
Jesus the Messiah is the same, yesterday, to-day, and for ever. (aiōn g165)
9 ତେବର୍‌ପାଇ ଲକ୍‌ମନ୍‌ ତମ୍‌କେ ବିନ୍‌ ବିନ୍‌ ସିକିଆ ସୁନାଇକରି ସତ୍‌ବାଟେଅନି ବିନେ ନେବାକେ ରାଜି ଉଆନାଇ । କାଇକେବଇଲେ ପର୍‌ମେସର୍‌ ଜିବନ୍‌ ଦୁକାଇକରି ଦୟା ଦେକାଇଲାଟା ଆମର୍‌ ମନ୍‌କେ ଡାଟ୍‌ କର୍‌ସି । କାଦିର୍‌ ଲାଗି ରଇବା ନିୟମ୍‌ ମାନ୍‌ବାଟା ନଏଁ । ସେନ୍ତାରି ନିୟମ୍‌ ମାନ୍‌ବା ଲକ୍‌, ତେଇ ଅନି କାଇଟା ମିସା ପାଅତ୍‌ ନାଇ ।
Be not led away by strange and variable doctrines. For it is a good thing, that we strengthen our hearts with grace, and not with meats; for those have not been benefited, who walked in them.
10 ୧୦ ଜିଉଦିମନର୍‌ ବେଦିଟାନେ ସେବା କର୍‌ବା ପୁଜାରିମନ୍‌ ତେଇ ସର୍‌ପି ଦେଇରଇବା କାଇଟା ମିସା କାଇବାର୍‌ ନଏଁ ।
And we have an altar, of which they who minister in the tabernacle have no right to eat.
11 ୧୧ ବଡ୍‌ ପୁଜାରି ପସୁମନର୍‌ ବନି ନେଇକରି, ପାପର୍‌ ବଲି ସର୍‌ପିଦେବାକେ ଅଦିକ୍‌ ସୁକଲ୍‌ ଜାଗାଇ ନେଇସି । ମାତର୍‌ ପଡିଜାଇରଇବା ପସୁମନର୍‌ ଗାଗଡ୍‌ ତୁମ୍‌ ଗର୍‌ ବାଇରେ ରଇସି ।
For the flesh of those animals, whose blood the high priest brought into the sanctuary for sins, was burned without the camp.
12 ୧୨ ସେଟାସେ ଜିସୁକେ ଅଇରଇଲା । କାଇକେବଇଲେ, ତାକେ ନଅରର୍‌ ବାଇରେ ଲକ୍‌ମନ୍‌ ମରାଇରଇଲାଇ । ଆରି ତାର୍‌ ବନି ଗୁଲାଇ ମୁନୁସ୍‌ ଜାତିର୍‌ ପାପ୍‌ ଦଇଦେଲା ।
For this reason, Jesus also, that he might sanctify his people with his blood, suffered without the city.
13 ୧୩ ତେବର୍‌ପାଇ ନଅରର୍‌ ବାଇରେ ଜୁ । ଆରି ତାକେ ଆମେ ବିସ୍‌ବାସ୍‌ କଲାର୍‌ପାଇ, ଲକ୍‌ମନ୍‌ ଜେତ୍‌କି ନିନ୍ଦା କଲାଟା ଆମେ ମୁର୍‌ଚିକରି ରଉ ।
Therefore, let us also go forth to him, without the camp, clothed with his reproach:
14 ୧୪ କାଇକେ ବଇଲେ ଆମେ ସବୁଦିନ୍‌ ଏ ଜଗତେ ନ ରଉ । ମାତର୍‌ ଆଇବା ଦିନ୍‌ମନ୍‌କେ କେବେ ନ ସାର୍‌ବା ଦିନ୍‌ଜାକ ରଇବା ନଅରେ ରଇବୁ ବଲି ଆମେ ଜାଗିଆଚୁ ।
(for we have here no abiding city; but we expect one that is future: )
15 ୧୫ ତେବେ ଆସା । ଜିସୁକିରିସ୍‌ଟକେ ଦେଇକରି ଆମେ ସବୁବେଲେ ପର୍‌ମେସର୍‌କେ ବଲି ସର୍‌ପି ଦେଇତେ ରଉ । ସେଟା ଆମର୍‌ ଟଣ୍ଡେଅନି ଆଇବା ଉପାସନା । ସେ ଆକା ମାପ୍‌ରୁ ବଲି ଆମେ କଉଁ ।
and through him, let us at all times offer to God the sacrifices of praise, that is, the fruits of lips which give thanks to his name.
16 ୧୬ ନିକ କାମ୍‌ କର୍‌ବାକେ ପାସ୍‌ରା ନାଇ । ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ସାଇଜ କରା । କାଇକେବଇଲେ, ଏନ୍ତାରି ରଇବା ଚଲାଚଲ୍‌ତି ପର୍‌ମେସର୍‌କେ ସାର୍‌ଦା କରାଇବା ଗଟେକ୍‌ ବଲି ।
And forget not commiseration and communication with the poor; for with such sacrifices a man pleaseth God.
17 ୧୭ ତମର୍‌ ମୁକିଅ ଲକ୍‌ମନର୍‌ କାତା ମାନିକରି ଆଦେସ୍‌ ଦେଲାଟା କରା । ସେମନ୍‌ ଜାଗୁଆଲ୍‌ମନର୍‌ ପାରା ନ ତାକିକରି ତମର୍‌ ଆତ୍‌ମାମନ୍‌କେ ଜତନ୍‌ କଲାନି । କାଇକେବଇଲେ ସେମନ୍‌କେ ତାକର୍‌ କରିରଇବା କାମ୍‌ ପର୍‌ମେସର୍‌ କେ ଇସାବ୍‌ ଦେବାକେ ପଡ୍‌ସି । ତମେ ଜଦି ତାକର୍‌ କାତା ମାନ୍‌ସା, ସେମନ୍‌ ସାର୍‌ଦା ସଙ୍ଗ୍‍ ସେବା କାମ୍‌ କର୍‌ବାଇ । ତମେ ତାକର୍‌ କାତା ନ ମାନ୍‌ଲେ, ସେମନ୍‌ ଦୁକ୍‌ ଅଇବାଇ । ତେବେ ତମ୍‌କେ କାଇ ସାଇଜ ନଏଁ ।
Confide in your guides, and hearken to them; for they watch for your souls, as men who must give an account of you, that they may do this with joy and not with anguish; for that would not be profitable to you.
18 ୧୮ ଆମର୍‌ ପାଇ ପାର୍‌ତନା କର୍‌ତେରୁଆ । ଆମର୍‌ ବିବେକ୍‌ ଆମେ କରିରଇବା କାମ୍‌ ସତ୍‌ ବଲି ସାକିଦେଲାନି ।
Pray ye for us; for we trust we have a good consciousness, that in all things we desire to conduct ourselves well.
19 ୧୯ ମର୍‌ପାଇ ମିସା ପାର୍‌ତନା କରା । ଜେନ୍ତାରି କି ପର୍‌ମେସର୍‌ ଦାପ୍‌ରେ ମକେ ତମର୍‌ଲଗେ ପାଟାଇସି ।
Especially do I request you to do this, that I may return to you speedily.
20 ୨୦ ଆମର୍‌ ମାପ୍‌ରୁ ଜିସୁକେ ପର୍‌ମେସର୍‌ ମଲାତେଇଅନି ଉଟାଇଲା । ସେ ଗଟେକ୍‌ ଗଉଡ୍‌ପାରା ଆମ୍‌କେ ଜାଗିରଇସି । ଆମେ ପର୍‌ମେସର୍‌ ସଙ୍ଗ୍‍ ସବୁଦିନର୍‌ପାଇ ଗଟେକ୍‌ ଅଇବାଟାକେ ତାର୍‌ ବନି ଜରାଇଲା । (aiōnios g166)
May the God of peace, who brought up from the dead the great Shepherd of the flock, by the blood of the everlasting covenant, namely Jesus the Messiah, our Lord, (aiōnios g166)
21 ୨୧ ଜିସୁକିରିସ୍‌ଟର୍‌ ଲାଗି ସାନ୍ତି ଦେବା ପର୍‌ମେସର୍‌ ତମ୍‌କେ ସବୁ ରକାମର୍‌ ସାଇଜ ଦେଅ । ଜେନ୍ତାରି କି ସେ ମନ୍‍ କଲାଟା ତମେ ପୁରାପୁରୁନ୍‌ କର୍‌ସା । ଆମେ କର୍‌ବା କାମ୍‌ ତାକେ ସାର୍‌ଦା ଦେଅ । ଜିସୁକିରିସ୍‌ଟକେ ଆମେ ନ ସାର୍‌ବା ଦିନ୍‌ଜାକ ଡାକ୍‌ପୁଟା ଦେଉଁ । (aiōn g165)
make you perfect in every good work, that ye may do his pleasure; and himself operate in you that which is pleasing In his sight, through Jesus the Messiah; to whom be glory for ever and ever. Amen. (aiōn g165)
22 ୨୨ ଏ ମର୍‌ ବାଇବଇନିମନ୍‌, ମୁଇଁ ତମ୍‌କେ ବାବୁଜିଆ କଲିନି, ମୁଇ ତମ୍‌କେ କଇଲା ଏ ସବୁ କାତା ମୁର୍‌ଚିକରି ସୁନା । କାଇକେବଇଲେ, ଏ ଚିଟି ବେସି ଡେଙ୍ଗ୍‌ ନାଇ ।
And I beseech you, my brethren, that ye be patient under this word of exhortation; for it is in few words I have written to you.
23 ୨୩ ଆମର୍‌ ବାଇ ତିମତି ବନ୍ଦିଗରେ ଅନି ମୁକ୍‌ଲି ଆଚେବଲି ଜାନ୍‌ସା । ସେ ଜଦି ସେ ଦାପ୍‌ରେ ଆଇସି, ତେବେ ମର୍‌ସଙ୍ଗ୍‍ ତାକେ ଡାକିଆନ୍‌ବି ।
And know ye, that our brother Timothy is set at liberty: and if he come soon, I, with him, shall see you.
24 ୨୪ ତେଇ ରଇବା ତମର୍‌ ମୁକିଅ ଲକ୍‌ମନ୍‌କେ ଆରି ପର୍‌ମେସରର୍‌ ସବୁ ଲକ୍‌ମନ୍‌କେ ମର୍‌ ଜୁଆର୍‌ ଜାନାଇ ଦିଆସ୍‌ । ଇଟାଲିତେଇ ମର୍‌ ସଙ୍ଗ୍‍ ରଇବା ଆମର୍‌ ବାଇବନିମନ୍‌ ମିସା ଜୁଆର୍‌ ଜାନାଇଲାଇନି ।
Salute all your guides, and all the saints. All they of Italy salute you.
25 ୨୫ ପର୍‌ମେସର୍‌ ତମ୍‌କେ ସବୁଲକ୍‌କେ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଅ ।
Grace be with you all. Amen.

< ଏବ୍‌ରି 13 >