< Від Марка 13 >
1 І коли Він виходив із храму, говорить Йому один із учнів Його: „Подивися, Учителю — яке́ то каміння та що́ за будівлі!“
୧ଜିସୁ, ଜିଉଦିମନର୍ ପାର୍ତନା ଗରେଅନି ବାରଇକରି ଜିବାବେଲେ ତାର୍ ଗଟେକ୍ ସିସ୍ ତାକେ କଇଲା, “ଏ ଗୁରୁ ଏଦେ ଦେକା! ବଡ୍ ବଡ୍ ପାକ୍ନାଇ ମନ୍ଦିର୍ କେତେକ୍ ସୁନ୍ଦର୍ ଅଇ ତିଆର୍ ଅଇଲାଆଚେ!”
2 Ісус же до нього сказав: „Чи ти бачиш великі будинки оці? — Не зали́шиться тут навіть камінь на камені, який не зруйнується!“
୨ଜିସୁ ତାକେ କଇଲା, “ତୁଇ ଏ ବଡ୍ ବଡ୍ ପାକ୍ନାଇ ତିଆର୍ ଅଇଲା ପର୍ମେସରର୍ ଗର୍ ଦେକ୍ଲୁସ୍ନି? ଏ ସବୁ ଗର୍ ନସ୍ଟ ଅଇଜାଇସି । ସବୁ ପାକ୍ନାମନ୍ ଡୁଲିକରି ମାଟିତେଇ ଏନେତେନେ ଅଇଜାଇସି, ଗଟେକ୍ ପାକ୍ନା ଆରି ଗଟେକ୍ ପାକ୍ନାର୍ ଉପ୍ରେ ନ ରଏ ।”
3 Коли ж Він сидів на Оливній горі, проти храму, питали Його насамоті Петро, і Яків, і Іван, і Андрій:
୩ତାର୍ପଚେ ଜିସୁ ପର୍ମେସରର୍ ଗରର୍ ମୁଆଟେ ରଇଲା ଜିତ୍ ନାଉଁର୍ ଗଚ୍ମନ୍ ରଇବା ଡଙ୍ଗ୍ରେ ବସିରଇଲା । ସେବେଲା ପିତର୍, ଜାକୁବ୍, ଜଅନ୍ ଆରି ଆନ୍ଦ୍ରିୟ, କେ ନ ରଇଲାବେଲେ ତେଇ ଆସିକରି ତାକେ ପାଚାର୍ଲାଇ ।
4 „Скажи нам, коли станеться це? І яка буде озна́ка, коли все те ви́конатись має?“
୪“ଏ ସବୁ ଗଟ୍ନା କେବେ ଅଇସି ଆରି ସବୁ ଅଇବା ଚିନ୍ମନ୍ କାଇଟା, ଆମ୍କେ କଇଦେ ।” ବଲି କଇଲାଇ ।
5 Ісус же почав промовляти до них: „Стережіться, щоб вас хто не звів.
୫ଜିସୁ ସେମନ୍କେ କଇଲା, “ତମେ ଜାଗ୍ରତ୍ ଅଇକରି ରୁଆ, ତମ୍କେ କେ ମିସା ନ ନାଡାଅତ୍ ।
6 Бо багато-хто при́йдуть в Ім'я́ Моє, кажучи: „Це Я“. І зведу́ть багатьо́х.
୬କାଇକେବଇଲେ ବେସି ଲକ୍ମନ୍ ମର୍ ନାଉଁ ଦାରି, ସେମନ୍ କିରିସ୍ଟ ବଲି ବେସି ଲକ୍ମନ୍କେ ବୁଲ୍କାଇବାଇ ।
7 І як про ві́йни почуєте ви, і про воєнні чутки́, — не лякайтесь, бо статись належить тому́ “. Та це ще не кінець.
୭ମାତର୍ ଜେଡେବେଲେ ତମେ ଜୁଇଦର୍ ବିସଇ ନଇଲେ ଜୁଇଦ୍ ଇତି ଅଇସି ନଇଲେ ସିତି ଅଇସି ବଲିକରି ଲକ୍ମନ୍ କଇବାଟା ସୁନ୍ଲେ, କିଲ୍ବିଲ୍ ନ ଉଆ । ଏ ସବୁ ଗଟ୍ନା ଅଇସି, ମାତର୍ ସେଦାପ୍ରେ ଆକା ଜୁଗ୍ ସେସ୍ ନଏଁ ।
8 „Бо повстане наро́д на наро́д, і царство на царство“, будуть землетруси місця́ми, буде голод. Це поча́ток терпінь породільних.
୮କାଇକେବଇଲେ, ଗଟେକ୍ ଦେସର୍ ଲକ୍ମନ୍ ଆରି ଗଟେକ୍ ଦେସର୍ ଲକ୍ମନର୍ ବିରଦେ ଜୁଇଦ୍ କର୍ବାଇ । ଗଟେକ୍ ରାଇଜ୍ ଆରିଗଟେକ୍ ରାଇଜର୍ ବିରଦେ ଉଟ୍ବାଇ । ବେସି ଜାଗାଇ ଦର୍ତନି ଚୁଲ୍ବୁଲ୍ସି, ଆରି ବେସି ଜାଗାଇ ମର୍ଡି ଅଇସି । ଏସବୁ ଗଟ୍ନା ଗଟେକ୍ ପିଲା ଜନମ୍ ଅଇବା ଆଗ୍ତୁ ଆଇବା ଦୁକାସୁକା ପାରା ଅଇସି ।”
9 Пильнуйте ж самі, бо вас на суди видаватимуть, і бичуватимуть вас у синагогах, і поведуть до правителів та до царів ради Мене, на сві́дчення їм.
୯“ଏନ୍ତି ସବୁ ଅଇବା ବେଲା ତମେ ଜାଗ୍ରତ୍ ରୁଆ । ଲକ୍ମନ୍ ତମ୍କେ ବାନ୍ଦିକରି ବିଚାର୍ କର୍ବା ଲକ୍ମନ୍କେ ସର୍ପିଦେବାଇ । ସେମନ୍ ନିଆଇ କର୍ବା ଜାଗାଇ ତମ୍କେ ମାରିପାକାଇବାଇ । ତମେ ମର୍ ସିସ୍ ଅଇରଇବା ଲାଗି, ସାସନ୍ କର୍ବା ଲକ୍ମନର୍ଟାନେ ଆରି ରାଜାମନର୍ ମୁଆଟେ ଟିଆ କରାଇବାଇ । ତମେ ମର୍ଟାନେ ବିସ୍ବାସ୍ କଲା ବିସଇ ତେଇ ସାକି ଦେଇସା ।
10 Але перше Єва́нгелія мусить бути наро́дам усім проповідувана.
୧୦ଏ ସବୁ ଗଟ୍ନା ଅଇଜିବା ଆଗ୍ତୁ, ସବୁ ଦେସର୍ ଲକ୍ମନର୍ ଲଗେ, ଏ ନିମାନ୍ କବର୍ କେଟ୍ବାର୍ ଆଚେ ।
11 Коли ж видадуть вас і поведуть, — не турбуйтеся заздалегі́дь, що́ вам говорити, — а що́ дане вам буде тієї години, то те говоріть: бо не ви промовлятимете, але Дух Святий.
୧୧ସେମନ୍ ତମ୍କେ ବନ୍ଦିକରି ବିଚାର୍ କର୍ବା ବେଲେ ତେଇ କାଇଟା କଇବୁ ବଲିକରି ଆଗ୍ତୁ ଚିନ୍ତା କରାନାଇ । ତମେ କାଇଟା କଇବାର୍ ଆଚେ, ସେ କାତା ପର୍ମେସର୍ ତମ୍କେ ସମାନ୍ ବେଲାଇ ଦେଇସି । କାଇକେବଇଲେ ସେ ବେଲାଇ ତମେ ନିଜେ ନ କୁଆସ୍ ମାତର୍ ସୁକଲ୍ଆତ୍ମା ତମର୍ଟାନେଅନି କାତା କଇସି ।
12 І видасть на смерть брата брат, а ба́тько — дитину. І „діти повстануть навпроти батьків“, — і їм смерть заподіють.
୧୨ବାଇ ବାଇକେ ମରାଇବାତେଇ ସର୍ପିଦେବାଇ ଆରି ବାବା ପିଲାକେ ମରାଇବାତେଇ ସର୍ପି ଦେବାଇ ଆରି ପିଲାଟକିମନ୍ ତାକର୍ ମାଆ ବାବା ବିରୁଦେ ଉଟିକରି ସେମନ୍କେ ମରାଇବାକେ ସର୍ପିଦେବାଇ ।
13 І за Ім'я́ Моє будуть усі вас нена́видіти. А хто витерпить аж до кінця, той буде спасе́ний!
୧୩ତମେ ମର ସିସ୍ ଅଇରଇଲାର୍ ଲାଗି ସବୁ ଲକ୍ମନ୍ ତମ୍କେ ଗିନ୍ କର୍ବାଇ । ମାତର୍ ଜେ ସାରାସାରି ଜାକ ମୁର୍ଚି କରି ରଇସି, ସେ ରକିଆପାଇସି ।”
14 Коли ж ви побачите ту „гидоту спусто́шення“, — що про неї звіщав пророк Даниїл, — що вона залягла́, де не слід, — хто читає, нехай розуміє, — тоді ті, хто в Юдеї, нехай в го́ри втікають.
୧୪“ମାତର୍ ତମେ ଜେଡେବେଲା କେ ମନ୍ ନ କର୍ବାଟା ଆରି ନାସ୍ ଅଇବା ଦିନ୍ସୁ ଜନ୍ଟାକି ସୁକଲ୍ ଜାଗାଇ ସଙ୍ଗଇବାର୍ ନଏଁ, ସେ ଜାଗାଇ ସଙ୍ଗଇବାଟା ଦେକ୍ଲେ, ତମେ ସେ ଜାଗାଇଅନି ପାଲାଇବାର୍ ଆଚେ । ଏ ବିସଇ ପଡ୍ବା ଲକ୍ମନ୍, ତମେ ଏ କାତା ବୁଜା । ସେବେଲେ ଜନ୍ ଲକ୍ମନ୍ ଜିଉଦା ରାଇଜେ ରଇବାଇ, ସେମନ୍ ଡଙ୍ଗ୍ରେ ପାଲାଅତ୍ ।
15 І хто на покрівлі, нехай той не сходить, і нехай не входить узяти щось із дому свого́.
୧୫ଜଦି କେ ଗରର୍ ଚାଉନି ଉପ୍ରେ ରଇସିବଇଲେ, ସେ ଗର୍ ବିତ୍ରେ ତାର୍ କାଇମିସା ଦିନ୍ସୁ ଆନ୍ବି ବଲିକରି ନ ଜାଅ ।
16 І хто на полі, — хай назад не вертається взяти одежу свою.
୧୬ଜଦି କେ ଚାସ୍ ରଇବା ପଦାଇ ରଇସି, ସେ ତାର୍ ଚାଦର୍ ଆନ୍ବାକେ ଗରେ ବାଉଡି ନ ଜାଅ ।
17 Горе ж вагітним і тим, хто годує грудьми́, у ті дні!
୧୭ଗାଗ୍ଡେ ରଇଲା ମାଇଜିମନର୍ପାଇ ଆରି ଦୁଦ୍ କୁଆଇବା ମାଇଜିମନର୍ ପାଇ ସେବେଲେ ପାଲାଇବାକେ ବେସି କସ୍ଟ ଅଇସି ।
18 Моліться ж, щоб не трапилося це зимою!
୧୮ଏ ସବୁ ଗଟ୍ନା ସିତ୍ ଦିନେ ନ ଅଇବାକେ ପାର୍ତନା କରା ।
19 Будуть бо ті дні такою „скорбо́тою, що її не було з первопо́чину світу“, що його Бог створив, „аж досі“, і не буде.
୧୯କାଇକେବଇଲେ ପର୍ମେସର୍ ଏ ଦୁନିଆ ତିଆର୍କଲା ଦିନେଅନି ଆଜିକେ ଜାକ ସେନ୍ତାରି ଦୁକ୍ କସ୍ଟ ଅଏନାଇ ଆରି ପଚେ କେବେମିସା ନ ଅଏ । ସେନ୍ତି ବେସି ଦୁକ୍ କସ୍ଟର୍ ଗଟ୍ନା ସେ ଦିନ୍ମନ୍କେ ଅଇସି ।
20 І коли б Госпо́дь не вкоротив тих днів, — не спаслася б ніяка люди́на; але ради ви́браних, кого вибрав, укороти́в Він ті дні.
୨୦ଜଦି ପର୍ମେସର୍ ଅପର୍ବଲ୍ ଦୁକର୍ ଦିନ୍ମନ୍ ଉନା ନ କରି ରଇଲେ, ତେବେ ଦୁନିଆର୍ କେ ମିସା ରକିଆ ନ ପାଇକରି ମରି ଜିବାର୍ ଅଇତା । ମାତର୍ ସେ ଜନ୍ ଲକ୍ମନ୍କେ ବାଚିଆଚେ ସେ ଲକ୍ମନର୍ପାଇ ସେ ଦୁକର୍ ଦିନ୍ମନ୍ ଉନା କଲାଆଚେ ।”
21 Тоді ж, як хто скаже до вас: „Ото, Христос тут“, „Ото там“, — не йміть віри.
୨୧ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ । ନଇଲେ ତେଇ ସେ ଆଚେ । ବଲି କଇସି, ତାକେ ବିସ୍ବାସ୍ କରା ନାଇ ।
22 Бо повстануть христи́ неправдиві, і неправдиві пророки, і будуть чинити озна́ки та чу́да, щоб спокуси́ти, як можна, і ви́браних.
୨୨ସେଦିନ୍ମନ୍କେ ମୁଇଆକା କିରିସ୍ଟ । ବଲିକରି ମିଚ୍ କଇବା ବବିସତ୍ କଇବାଲକ୍, ବିନ୍ ବିନ୍ ରକାମର୍ ଚିନ୍ ଆରି କାବା ଅଇଜିବା କାମ୍ମନ୍ ଦେକାଇବାଇ । ପର୍ମେସର୍ ବାଚ୍ଲା ଲକ୍ମନ୍ ତମ୍କେ ମିସା ନାଡାଇବାକେ ଚେସ୍ଟା କର୍ବାଇ ।
23 Але ви стережіться! Я сказав вам усе напере́д.
୨୩ସେଦିନ୍ମନ୍କେ କାଇ କାଇଟା ଅଇସି ସେ ବିସଇନେଇ ତମେ ଜାଗ୍ରତ୍ ଅଇ ରୁଆ । ସେଟାର୍ପାଇ, ଦେକା ସେ ବେଲା ନ ଆଇବା ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।
24 Але за тих днів, по скорбо́ті отій, „сонце затьми́ться, і місяць не дасть свого світла.
୨୪ସେଦିନ୍ମନ୍କେ, ସେ ଦୁକର୍ ଗଟ୍ନା ଅଇଲାପଚେ ବେଲ୍ ଉଜଲ୍ ନ ଦେଇକରି ଆନ୍ଦାର୍ ଅଇଜାଇସି ଆରି ଜନ୍ ମିସା ଉଜଲ୍ ନ ଦେଏ ।
25 і зо́рі спада́тимуть з неба, і сили небесні пору́шаться.
୨୫ତାରାମନ୍ ବାଦ୍ଲେଅନି ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ରଇବାଟାମନ୍କେ ପର୍ମେସର୍ ଆଲାଇଦେଇସି ।
26 І побачать тоді „Сина Лю́дського, що йтиме на хмарах“із великою поту́гою й славою.
୨୬“ସେବେଲା ନର୍ପିଲା ମୁଇ, ବେସି ବପୁତେଇ ଆରି ଡାକ୍ପୁଟା ସଙ୍ଗ୍ ବାଦଲ୍ଟାନେ ଆଇବାଟା ଲକ୍ମନ୍ ଦେକ୍ବାଇ ।
27 І тоді Він пошле Анголів і зберуть Його ви́браних „від вітрі́в чотирьо́х, від кра́ю землі до крайнеба“.
୨୭ସେବେଲା ମର୍ ଦୁତ୍ମନ୍କେ ପାଟାଇକରି ଦୁନିଆ ସାର୍ଲାଅନି ଆରି ସରଗ୍ ଚିଡ୍ଲା ତେଇଅନି ପର୍ମେସର୍ ବାଚ୍ଲା ଲକ୍ମନ୍କେ ଟୁଲିଆଇବି ।”
28 Від дерева ж фіґового навчіться при́кладу: коли віття його вже розпу́кується, і кинеться листя, то знаєте, що близько літо.
୨୮“ଏବେ ଡୁମ୍ରି ଗଚର୍ ଉଦାଅରନ୍ ଅନି ଏ ବିସଇ ସିକା । ଜେଡେବେଲେ ତାର୍ କେନ୍ଦିଅନି ପତର୍ ପାଲୁଆନି କରି, କାଁଚାପତ୍ରିଆ ଡିସ୍ଲେ, କାରାଦିନ୍ କେଟ୍ଲା ବଲିକରି ତମ୍କେ କେ ନ କଇଲେମିସା ଜାନାସ୍ ।
29 Так і ви: коли тільки побачите, що діється це, то знайте, що близько, — під дверима.
୨୯ସେନ୍ତିସେ ତମେ ଏ ସବୁ ଗଟ୍ନା ଦେକ୍ବାବେଲେ, ମୁଇ ଆଇବା ଦିନ୍ କେଟ୍ଲା, ବଲିକରି ଜାନ୍ସା ।
30 Поправді кажу́ вам: не пере́йде цей рід, аж усе оце станеться!
୩୦ମୁଇ ତମ୍କେ ସତ୍କାତା କଇଲିନି, ଏ ଗଟ୍ନା ନ ଅଇବାଜାକ, ଏବେ ରଇଲା ଲକ୍ମନ୍ ନ ମରତ୍ ।
31 Небо й земля промину́ться, але не мину́ться слова́ Мої!
୩୧ବାଦଲ୍ ଆରି ତେଇ ଉଜଲ୍ ଅଇ ରଇବାଟାମନ୍, ଦୁନିଆଇ ଆରି ତେଇରଇବା ସବୁ ଦିନ୍ସୁ ନାସ୍ ଅଇବା ସାରାସାରି ଦିନ୍ ଆଇସି, ମାତର୍ ମର୍ ବାକିଅ କେବେ ମିସା ନ ସାରେ ।”
32 Про день же той чи про годину не знає ніхто: ні анголи́ на небі, ні Син, — тільки Отець.
୩୨“ମାତର୍ ସବୁ ଗଟ୍ନା କେବେ ଆରି ଜେଡେବେଲା ଅଇସି ବଲିକରି କେ ମିସା ନାଜାନତ୍ । ସରଗର୍ ଦୁତ୍ କି ସତ୍ ମାପ୍ରୁର୍ ପିଲା ମୁଇ ମିସା ନାଜାନି । ମର୍ ବାବା ପର୍ମେସର୍ ଗଟେକ୍ ଲକ୍ସେ ଜାନିଆଚେ ।
33 Уважайте, чува́йте й моліться: бо не знаєте, коли час той настане!
୩୩ସେ ଦିନ୍ କି ବେଲା କେବେ ଆଇସି, ସେଟା ତମେ କେ ନାଜାନାସ୍ । ସେଟାର୍ପାଇ ତମେ ଜାଗ୍ରତ୍ ଅଇ ତିଆର୍ଅଇ ରୁଆ ।
34 Як той чоловік, що від'їхав, і залиши́в свій дім, і дав рабам своїм вла́ду й кожному працю свою, а воротаре́ві звелів пильнувати.
୩୪ମୁଇ ଆଇବା ଦିନ୍, ଏନ୍ତି ଗଟେକ୍ ଲକ୍ ତାର୍ ଗର୍ ଚାଡି ବିନ୍ ଦେସେ ଜିବା ବିସଇ ସମାନ୍ କରିଅଇସି । ସେ ନିଜର୍ ଗତିଦାଙ୍ଗ୍ଡାମନ୍କେ ଡାକିକରି ସେମନ୍ କାଇ କାଇ କାମ୍ କର୍ବାର୍ଆଚେ, ସେ ସବୁ ବିସଇ ସେମନ୍କେ କଇଲା । ବାଟ୍ ଡିଆଗଡି ଜାଗ୍ବା ଗତିଦାଙ୍ଗ୍ଡାକେ ଡାକିକରି ସେ ବାଉଡି ଆଇବା ଜାକ ଜାଗିକରି ରଇବାକେ କଇକରି ଗାଲା ।
35 Тож пильнуйте, — не знаєте бо, коли при́йде пан дому: уве́чорі, чи опі́вночі, чи як півні співатимуть, чи ра́нком.
୩୫ତମେମିସା ଜାଗୁଆଲର୍ ପାରା ଜାଗ୍ରତ୍ ଅଇ ରୁଆ । କାଇକେବଇଲେ ସାଉକାର୍ ସଞ୍ଜ୍ବେଲା, କି ମଜାରାତି, କି କୁକ୍ଡାଡାକେ କି ସାକ୍ଲିଆ ଆଇସି ସେଟା ତମେ ନାଜାନାସ୍ ।
36 Щоб вас не застав, що спите́, коли ве́рнеться він несподі́вано.
୩୬ଜଦି ସେ ଅଟାତ୍ ଆସିକରି ଦେକ୍ଲାବେଲେ, ତମେ ଇସ୍ରାଇଲର୍ ଲକ୍ମନର୍ ପାରା ରଇବାଟା ସେ ଦେକ୍ବାର୍ନାଇ ।
37 А що вам Я кажу́, те всім Я кажу́: Пильнуйте!“
୩୭ମୁଇ ତମ୍କେ କାଇଟା କଇଲିନି, ସେ ବିସଇସେ ସବୁ ଲକ୍କେ କଇଲିନି । ମୁଇ ଆଇବା ଦିନ୍ପାଇ ତିଆର୍ ଅଇକରି ସବୁବେଲା ଜାଗ୍ରତ୍ ଅଇକରି ରୁଆ ।”