< 1 Korintliler 15 >

1 Şimdi, kardeşler, size bildirdiğim, sizin de kabul edip bağlı kaldığınız Müjde'yi anımsatmak istiyorum.
ଏ ବାଇବଇନିମନ୍‌, ମୁଇ ତମର୍‌ ଲଗେ ଜନ୍‌ ସୁବ୍‍କବର୍‌ ଜାନାଇରଇଲି ସେଟା ତମ୍‌କେ ଏତାଇଦେବି ବଲି ମନ୍‍ କଲିନି । ସେଟା ତମେ ମାନି ରଇଲାସ୍‌ ଆରି ତେଇସେ ତମର୍‌ ବିସ୍‌ବାସ୍‌ ଡାଁଟ୍‌ ଆଚେ ।
2 Size müjdelediğim söze sımsıkı sarılırsanız, onun aracılığıyla kurtulursunuz. Yoksa boşuna iman etmiş olursunuz.
ଜଦି ଏ ସୁସମାଚାର୍‌ ତମେ ଡାଟ୍‌ ସଙ୍ଗ୍‌ ଦାରିରଇସା, ତେବେ ଉଦାର୍‌ ପାଇସା, ନଇଲେ ତମେ ବେକାର୍‌ ବିସ୍‌ବାସି ଅଇ ଆଚାସ୍‍ ।
3 Aldığım bilgiyi size öncelikle ilettim: Kutsal Yazılar uyarınca Mesih günahlarımıza karşılık öldü, gömüldü ve Kutsal Yazılar uyarınca üçüncü gün ölümden dirildi.
କାଇକେବଇଲେ ଜନ୍‌ ସିକିଆ ମୁଇ ପାଇରଇଲି, ତେଇଅନି ଏ ବଡ୍‌ ସିକିଆ ତମ୍‌କେ ସିକାଇ ରଇଲି । ସାସ୍‌ତର୍‌ ଇସାବେ କିରିସ୍‌ଟ ଆମର୍‌ ପାପ୍‌ କେମା ଅଇବାକେ ମରିଗାଲା ।
4
ତାକେ ତପିରଇଲାଇଜେ, ସାସ୍‌ତର୍‌ ଇସାବେ ତିନ୍‌ଦିନ୍‌ ନ ଅଇତେ ତାକେ ପର୍‌ମେସର୍‌ ଜିବନ୍‌ କରି ଉଟାଇଲା ।
5 Kefas'a, sonra Onikiler'e göründü.
ସେ ପିତର୍‌ ଆରି ତାର୍‌ ବାର୍‌ଟା ପେରିତ୍‌ ସିସ୍‌ମନ୍‌କେ ଦର୍‌ସନ୍‌ଦେଲା ।
6 Daha sonra da beş yüzden çok kardeşe aynı anda göründü. Bunların çoğu hâlâ yaşıyor, bazılarıysa öldüler.
ତାର୍‌ ପଚେ ତର୍‌ ସଙ୍ଗ୍‍ ଜାଇତେରଇବା ଏକାତର୍‌ ପାଁଚ୍‌ସଅ ଲଗେଅନି ଅଦିକ୍‌ ବାଇମନ୍‌କେ ଦର୍‌ସନ୍‌ ଦେଲା । ସେମନର୍‌ ବିତ୍‌ରେ ଅନି କେତେଲକ୍‌ ମରିଗାଲାଇ ଆରି ବେସି ଲକ୍‌ ଆଜିକେ ଜାକ ଜିବନ୍‌ ଆଚତ୍‌ ।
7 Bundan sonra Yakup'a, sonra bütün elçilere, son olarak zamansız doğmuş bir çocuğa benzeyen bana da göründü.
ତାର୍‌ପଚେ ସେ ଜାକୁବ୍‍କେ ଆରି ସବୁ ପେରିତ୍‌ମନ୍‌କେ ଦର୍‌ସନ୍‌ ଦେଲା ।
8
ସେ ଦର୍‌ସନ୍‌ ଦେଲା ଲକ୍‌ମନର୍‌ ବିତ୍‌ରେ ସାରାସାରି ମୁଇ ରଇଲି । ସବୁର୍‌ ପଚେ, ଦିନ୍‌ ନ କେଟ୍‌ତେ, ଜନମ୍‌ ଅଇଲା ପିଲା ପାରା ମକେ ମିସା ଦର୍‌ସନ୍‌ ଦେଲା ।
9 Ben elçilerin en önemsiziyim. Tanrı'nın kilisesine zulmettiğim için elçi olarak anılmaya bile layık değilim.
ସବୁ ପେରିତ୍‌ ସିସ୍‌ମନର୍‌ ବିତ୍‌ରେ ଅନି ମୁଇସେ ସାନ୍‌ । ପେରିତ୍‌ ବଲି ଡାକାଇ ଅଇବାକେ ମର୍‌ ଅଦିକାର୍‍ ନାଇ । କାଇକେବଇଲେ ପର୍‌ମେସରର୍‌ ମଣ୍ଡ୍‌ଲିର୍‌ ବିସ୍‌ବାସିମନ୍‌କେ ମୁଇ କସ୍‌ଟ ଦେଇତେ ରଇଲି ।
10 Ama şimdi neysem, Tanrı'nın lütfuyla öyleyim. O'nun bana olan lütfu boşa gitmedi. Elçilerin hepsinden çok emek verdim. Aslında ben değil, Tanrı'nın bende olan lütfu emek verdi.
୧୦ଅଇଲେ ମିସା, ପର୍‌ମେସରର୍‌ ଜିବନ୍‌ ଦୁକାଇଲାଟାନେଅନି ମୁଇ ଏବେ ଏନ୍ତାରି ଆଚି । ତାର୍‌ ଜିବନ୍‌ ଦୁକାଇଲାଟା ମକେ ଦାରି ଆଚେ ବଲି ଜାନା ପଡ୍‌ଲାନି । କାଇକେବଇଲେ ମର୍‌ ସଙ୍ଗର୍‌ ପେରିତ୍‌ ମନର୍‌ଟାନେଅନି ମୁଇ ଅଦିକ୍‌ କାମ୍‌ କରିଆଚି । ମାତର୍‌ ସେଟା ମର୍‌ ନିଜର୍‌ ବପୁସଙ୍ଗ୍‍ ନାଇ, ପର୍‌ମେସର୍‌ ଜିବନ୍‌ ଦୁକାଇ ମକେ ସାଇଜ କଲା ।
11 İşte, gerek benim yaydığım, gerek öbür elçilerin yaydığı ve sizin de iman ettiğiniz bildiri budur.
୧୧ଅଇଲେ ମିସା ମୁଇ ସୁବ୍‍କବର୍‌ ଜାନାଇଲେ କି ସେମନ୍‌ ଜାନାଇଲେ ମିସା କିଚି ବିନ୍‌ ନାଇ । କାଇକେବଇଲେ ଆମେ ସବୁ ଜାନାଇବାଟା ଗଟେକ୍‌ ବିସଇସେ । ସେଟା ତମେ ବିସ୍‌ବାସ୍‌ କରିଆଚାସ୍‌ ।
12 Eğer Mesih'in ölümden dirildiği duyuruluyorsa, nasıl oluyor da aranızda bazıları ölüler dirilmez diyor?
୧୨ଜଦି କିରିସ୍‌ଟକେ ପର୍‍ମେସର୍‍ ମଲାତେଇଅନି ଜିବନ୍‌ କରି ଉଟାଇଆଚେ ବଲି ଆମେ ସିକାଇଲୁନି, ତେବେ କାଇକେ ତମର୍‌ ବିତ୍‌ରେ କେତେଲକ୍‌, ମଲା ଲକ୍‌ମନର୍‌, ଆରି ତରେକ୍‌ ଜିବନ୍‌ ଅଇବାଟା ନଏଁ, ବଲି କଇଲାସ୍‌ନି?
13 Ölüler dirilmezse, Mesih de dirilmemiştir.
୧୩ମଲା ଲକ୍‌ମନ୍‌ ଆରିତରେକ୍‌ ଜିବନ୍‌ ନ ଅଇବାଟା ଜଦି ସତ୍‌, ତେବେ କିରିସ୍‌ଟକେ ମିସା ଜିବନ୍‌ କରାଇ ଉଟାଏ ନାଇ ।
14 Mesih dirilmemişse, bildirimiz de imanınız da boştur.
୧୪ଆରି, ଜଦି କିରିସ୍‌ଟକେ ମଲାତେଇ ଅନି ଉଟାଏ ନାଇ, ତେବେ ଆମେ ଜାନାଇବାଟା ଚୁଚାଇସେ, ତମେ ବିସ୍‌ବାସ୍‌ କର୍‌ବାଟା ମିସା ଚୁଚାଇସେ ।
15 Bu durumda Tanrı'yla ilgili tanıklığımız da yalan demektir. Çünkü Tanrı'nın, Mesih'i dirilttiğine tanıklık ettik. Ama ölüler gerçekten dirilmezse, Tanrı Mesih'i de diriltmemiştir.
୧୫ସେତ୍‌କିସେ ନଏଁ, ଆମେ ପର୍‌ମେସରର୍‌ ବିସଇର୍‍ ମିଚ୍‌ ସାକି ଦେଇତେରଇଲୁ ବଲି ଜାନାପଡ୍‌ସି । କାଇକେବଇଲେ ଆମେ କିରିସ୍‌ଟକେ ଜିବନ୍‌ କରାଇ ଉଟାଇ ଆଚେ ବଲି କଇରଇଲୁ । ମାତର୍‌ ମଲାଲକ୍‌ ଜିବନ୍‌ ଅଇ ନ ଉଟତ୍‌, ସେଟା ଜଦି ସତ୍‌, ସେନ୍ତାର୍‌ଆଲେ ପର୍‌ମେସର୍‌ କିରିସ୍‌ଟକେ ଜିବନ୍‌ କରାଇ ଉଟାଏ ନାଇ ।
16 Ölüler dirilmezse, Mesih de dirilmemiştir.
୧୬ଜଦି ମଲା ଲକ୍‌ମନ୍‌କେ ନ ଉଟାଏ, ତେବେ, କିରିସ୍‌ଟକେ ମିସା ଉଟାଏ ନାଇ ।
17 Mesih dirilmemişse imanınız yararsızdır, siz de hâlâ günahlarınızın içindesiniz.
୧୭ଜଦି କିରିସ୍‌ଟକେ ଉଟାଏ ନାଇ, ତେବେ ତମର୍‌ ବିସ୍‌ବାସ୍‌ କର୍‌ବାଟା ଚୁଚାଇସେ । ଆରି ତମେ ଏବେ ଜାକ ନିଜର୍‌ ନିଜର୍‌ ପାପେ ଆଚାସ୍‌ ।
18 Buna göre Mesih'e ait olarak ölmüş olanlar da mahvolmuşlardır.
୧୮ସେନ୍ତାରିସେ ଜନ୍‌ ଲକ୍‌ କିରିସ୍‌ଟକେ ବିସ୍‌ବାସ୍‌ କରି ମରିଗାଲାଇ ଆଚତ୍‌, ସେମନ୍‍ ରକିଆ ଅଅତ୍‌ ନାଇ, ମାତର୍‌ ନସ୍‌ଟ ଅଇଆଚତ୍‌ ।
19 Eğer yalnız bu yaşam için Mesih'e umut bağlamışsak, herkesten çok acınacak durumdayız.
୧୯ଜଦି କିରିସ୍‌ଟର୍‌ ଟାନେ ଆମର୍‌ ଆସା କରିରଇବାଟା ଏ ଜଗତର୍‌ ଜିବନ୍‌ ସଙ୍ଗ୍ ସାର୍‌ସି, ତେବେ ସବୁଲକର୍‌ ତେଇଅନି ଆମର୍‌ କେଡେକ୍‌ କାକୁର୍‌ତିର୍‌ କରମ୍‌ ।
20 Oysa Mesih, ölmüş olanların ilk örneği olarak ölümden dirilmiştir.
୨୦ମାତର୍‌ କିରିସ୍‌ଟକେ ମଲାତେଇଅନି ଉଟାଇଆଚେ, ଏଟା ଅଇଲାନି ସତ୍‌ ଆରି ଏନ୍ତାରିସେ ସବୁ ମଲା ଲକ୍‌ମନ୍‌କେ ପର୍‌ମେସର୍‌ ଜିବନ୍‌ କରି ଉଟାଇସି, ଏଟା ଆମେ ଜାନୁ ।
21 Ölüm bir insan aracılığıyla geldiğine göre, ölümden diriliş de bir insan aracılığıyla gelir.
୨୧କାଇକେବଇଲେ ଗଟେକ୍‌ ଲକର୍‌ ଲାଗି ଗୁଲାଇ ଲକ୍‌ ମର୍‌ବାର୍‌ଆଚେ । ସେନ୍ତାରିସେ ଗଟେକ୍‌ ଲକର୍‌ ଲାଗି ଗୁଲାଇ ଲକ୍‌କେ ମଲାତେଇଅନି ଉଟାଅଇସି ।
22 Herkes nasıl Adem'de ölüyorsa, herkes Mesih'te yaşama kavuşacak.
୨୨ଜେନ୍ତି ଆଦମର୍‌ ବଁସେଅନି ଆଇଲା ଲକ୍‌ମନ୍‌ ମର୍‌ବାଇ, ସେନ୍ତାରିସେ କିରିସ୍‌ଟର୍‍ତେଇ ରଇଲା ସବୁଲକ୍‌ ଜିବନ୍‌ ଅଇ ଉଟ୍‌ବାଇ ।
23 Her biri sırası gelince dirilecek: İlk örnek olarak Mesih, sonra Mesih'in gelişinde Mesih'e ait olanlar.
୨୩ମାତର୍‌ ଗଟେକ୍‌ ଗଟେକ୍‌ ଲକ୍‌ ଆଗାପଚା ଇସାବେ ଉଟ୍‌ବାଇ । ପର୍‌ତୁମ୍‌ କିରିସ୍‌ଟ ତାର୍‌ପଚେ ସେ ଆଇବା ଦିନେ ଜେତ୍‌କି ଲକ୍‌ ସବୁ ତାର୍‌ଲଗେ ରଇଲାଇ ।
24 Bundan sonra Mesih her yönetimi, her hükümranlığı, her gücü ortadan kaldırıp egemenliği Baba Tanrı'ya teslim ettiği zaman son gelmiş olacak.
୨୪ତାର୍‌ପଚେ ଜୁଗର୍‌ ସାରାସାରି ଦିନ୍‌ କେଟ୍‌ସି । ସେଡ୍‌କିବେଲେ ସବୁ ସାସନ୍‌କାରିଆମନ୍‌କେ, ଅଦିକାର୍‌ ଆରି ବପୁ ରଇଲା ଲକ୍‌ମନ୍‌କେ ସେ ଆରାଇସି ଆରି ବାବା ପର୍‌ମେସର୍‌କେ ସେ ରାଇଜ୍‌ ସର୍‌ପି ଦେଇସି ।
25 Çünkü Tanrı bütün düşmanlarını ayakları altına serinceye dek O'nun egemenlik sürmesi gerekir.
୨୫କାଇକେବଇଲେ ପର୍‌ମେସର୍‌ ତାର୍‌ ସବୁ ସତ୍‌ରୁମନ୍‌କେ ଆରାଇ, ତାର୍‌ ପାଦ୍‌ତଲେ ଆନ୍‌ବାଜାକ କିରିସ୍‌ଟ ସାସନ୍‌ କର୍‌ବାର୍‌ ଆଚେ ।
26 Ortadan kaldırılacak son düşman ölümdür.
୨୬ସାରାସାରି ପଚେ ସତ୍‌ରୁମନ୍‌ ମିସା ଆରିଜିବାଇ ।
27 Çünkü, “Tanrı her şeyi Mesih'in ayakları altına sererek O'na bağımlı kıldı.” “Her şey O'na bağımlı kılındı” sözünün, her şeyi Mesih'e bağımlı kılan Tanrı'yı içermediği açıktır.
୨୭ଜେନ୍ତି କି ସାସ୍‌ତରେ ଲେକା ଅଇଲାଆଚେ, ପର୍‌ମେସର୍‌ ସବୁ ବିସଇ ତାର୍‌ ପାଦ୍‌ତଲେ ସଙ୍ଗଇଆଚେ । ସବୁ ବିସଇ ବଲି, କଇବା ବେଲେ ତାର୍‌ ଅରତ୍‌ ଅଇଲାନି, ପର୍‌ମେସର୍‌କେ ଚାଡି ସବୁ ବିସଇ । ସେ ଆକା ସବୁ ବିସଇ କିରିସ୍‌ଟର୍‌ ତଲିଆ କରି ସଙ୍ଗଇଆଚେ ।
28 Her şey Oğul'a bağımlı kılınınca, Oğul da her şeyi kendisine bağımlı kılan Tanrı'ya bağımlı olacaktır. Öyle ki, Tanrı her şeyde her şey olsun.
୨୮ସବୁ ବିସଇ କିରିସଟର୍‌ ତଲେ ସଙ୍ଗଇଲା ପଚେ, ନିଜେ କିରିସ୍‌ଟ ଜେ କି ପଅ, ସେ ପର୍‌ମେସରର୍‌ ତଲିଆ ଅଇ ରଇସି । ସବୁ ବିସଇ ପର୍‌ମେସର୍‌ ତାର୍‌ ତଲିଆ କରି ସଙ୍ଗଇଆଚେ ଆରି ପର୍‌ମେସର୍‌ ପୁରାପୁରୁନ୍‌ ସବୁର୍‌ ଉପ୍‌ରେ ସାସନ୍‌ କର୍‌ସି ।
29 Diriliş yoksa, ölüler için vaftiz edilenler ne olacak? Ölüler gerçekten dirilmeyecekse, insanlar neden ölüler için vaftiz ediliyorlar?
୨୯ମଲାଲକ୍‌କେ ଆରିତରେକ୍‌ ନ ଉଟାଏ, ଜଦି ଏଟା କେନ୍ତାର୍‌ ଜେ ମଲା ଲକ୍‌ମନର୍‌ ପାଇ ତାର୍‌ ମଇତର୍‍ମନ୍‌ ଡୁବନ୍‌ ନେଲାଇନି? ତେବେ ସେମନ୍‌କେ କାଇଟା ମିଲ୍‌ସି? ଜଦି ମଲାଲକ୍‌ମନ୍‌କେ ନ ଉଟାଅତ୍‌, ସେନ୍ତାର୍‌ ଆଲେ କାଇକେ ଏମନ୍‌ ମଲା ଲକ୍‌ମନର୍‌ପାଇ ଡୁବନ୍‌ ନେଲାଇନି?
30 Biz de neden her saat kendimizi tehlikeye atıyoruz?
୩୦ଆରି ଆମେ ମିସା କାଇକେ ସବୁ ବେଲେ ଆମର୍‌ ଜିବନ୍‌ ବିପଦେ ପାକାଇତେ ରଇବୁ?
31 Kardeşler, sizinle ilgili olarak Rabbimiz Mesih İsa'da sahip olduğum övüncün hakkı için her gün ölüyorum.
୩୧ଏ ମର୍‌ ବାଇବଇନିମନ୍‌ ଦିନ୍‌କେ ଦିନ୍‌, ଲକ୍‌ମନ୍‌ ମକେ ମରାଇବାକେ ଚେସ୍‌ଟା କଲାଇନି । ମୁଇ ଏଟା କାଇକେ କଇଲିନି ବଇଲେ, ତମର୍‌ଟାନେ ମର୍‌ ଜନ୍‌ ବଡ୍‌ପନ୍‌ ଆଚେ, ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଟାନେ ଆମର୍‌ ଜିବନ୍‌ ମିସିରଇଲାଜେ ମୁଇ କଇଲିନି ।
32 Eğer insansal nedenlerle Efes'te canavarlarla dövüştümse, bunun bana yararı ne? Eğer ölüler dirilmeyecekse, “Yiyelim içelim, nasıl olsa yarın öleceğiz.”
୩୨ଏପିସି ସଅରେ ମୁଇ ବେସି କସ୍‌ଟ ପାଇଲି । କାଇକେବଇଲେ ଜନ୍‌ ଲକ୍‌ମନ୍‌ ମକେ ବିରଦ୍‌ କଲାଇ, ସେମନର୍‌ ସଙ୍ଗ୍‍ ଡଙ୍ଗ୍‌ରେ ରଇବା ପସୁମନର୍‌ ପାରା ଜୁଜିରଇଲି । ତେଇ ଆମେ ଜେନ୍ତି କସ୍‌ଟ ପାଇତେରଇଲୁ, ସେନ୍ତାରି ଅଇଲାକେ ଆମ୍‌କେ କାଇ ଲାବ୍‌ ମିଲ୍‌ଲା? ଜଦି ମଲା ଲକ୍‌ମନ୍‌କେ ନ ଉଟାଏ, ତେବେ ଏନ୍ତାରି କଇବାଟା ନିକ ରଇସି । “ଆସା ଆମେ ବଜିକରି କାଉଁ, କାଇକେବଇଲେ ଆମେ କାଲିକେ ମର୍‌ବାର୍‌ ଅଇସିବେ ।”
33 Aldanmayın, “Kötü arkadaşlıklar iyi huyu bozar.”
୩୩ନାଡାଇ ଉଆନାଇ, କାରାପ୍‌ ଲକ୍‌ମନର୍‌ ସଙ୍ଗ୍‌, ସାଙ୍ଗ ଅଇଲେ ସେମନ୍‌ ତମର୍‌ ନିକ ଚଲାଚଲ୍‌ତି କର୍‌ବାଟା ନସାଇ ଦେବାଇ ।
34 Uslanıp kendinize gelin, artık günah işlemeyin. Bazılarınız Tanrı'yı hiç tanımıyor. Utanasınız diye söylüyorum bunları.
୩୪ଟିକ୍‌ସଙ୍ଗ୍‌ ଚିନ୍ତା କରା । ତମର୍‌ ପାପର୍‍ ଚଲାଚଲ୍‌ତି କର୍‌ବାଟା ଚାଡିଦିଆସ୍‌ । କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା କେତେକ୍‌ ଲକ୍‌ ତମର୍‌ ବିତ୍‌ରେ ଆଚତ୍‌ । ଏଟା ମୁଇ ତମ୍‌କେ ଲାଜ୍‌ କରାଇବାକେ କଇଲିନି ।
35 Ama biri çıkıp, “Ölüler nasıl dirilecek? Nasıl bir bedenle gelecekler?” diye sorabilir.
୩୫କେତେଲକ୍‌ ପାଚାର୍‌ବାଇ, “ମଲା ଲକ୍‌ମନ୍‌କେ କେ ଜିବନ୍‌ ଦେଇ ଉଟାଇସି? ଆରି ସେମନର୍‌ ଗାଗଡ୍‌ କେନ୍ତାର୍‌ ରଇସି?” ଜେ ଏନ୍ତାରି ପର୍‌ସନ୍‌ ପାଚାର୍‌ସି, ସେ ବକୁଆଟା ।
36 Ne akılsızca bir soru! Ektiğin tohum ölmedikçe yaşama kavuşmaz ki!
୩୬ତମେ ଜାନାସ୍‌ । ଜେଡେବେଲେ ଗଟେକ୍‌ ମୁଞ୍ଜି ରପା ଅଇସି, ମୁଞ୍ଜିର୍‌ ଉପ୍‌ରର୍‌ ଚପା କୁଇଜାଇସି, ମାତର୍‌ ବିତ୍‌ରର୍‌ଟା ଆଁକର୍‌ସି ।
37 Ekerken, oluşacak bitkinin kendisini değil, yalnızca tohumunu –buğday ya da başka bir bitkinin tohumunu– ekersin.
୩୭ଜେଡେବେଲେ ଗଟେକ୍‌ ମୁଞ୍ଜି ରପା ଅଇସି, ସେଟା ଦାନ୍‌ ଅ, କି ଆରି କାଇ ମୁଞ୍ଜି ଅ, ମୁଞ୍ଜିସେ ରପି ଅଇସି । ପଚେ ବଡିରଇବା ବୁଟା ନ ରପତ୍‌ ।
38 Tanrı tohuma dilediği bedeni –her birine kendine özgü bedeni– verir.
୩୮ପର୍‌ମେସର୍‌ ନିଜର୍‌ ମନ୍‍ କଲା ଇସାବେ ମୁଞ୍ଜିତେଇଅନି ଆଁକ୍‌ରି ଗଚ୍‌ ଅ, ବଲି ଟିକ୍‌ କଲା । ଆରି ସେ ବିନ୍‌ ବିନ୍‌ ରକାମର୍‌ ମୁଞ୍ଜି ବଡ୍‌ବାକେ ଦେଲା, ଜେନ୍ତିକି ଗଟେକ୍‌ ଗଟେକ୍‌କେ ତାର୍‌ ଗାଗଡର୍‌ ରୁପ୍‌ ବାଦ୍‌ଲାଇସି ।
39 Her canlının eti aynı değildir. İnsan eti başka, hayvan eti başka, kuş eti, balık eti başka başkadır.
୩୯ଜିବନ୍‌ ରଇବା ସବୁ ଗାଗଡ୍‌ ସମାନ୍‌ ନଏଁ । ଲକ୍‌ମନ୍‌କେ ଗଟେକ୍‌ ରକାମ୍‌ ଗାଗଡ୍‌, ପସୁ ଚଡଇ ଆରି ମାଚ୍‌ମନ୍‌କେ ବିନ୍‌ ବିନ୍‌ ରକାମ୍‌ ଗାଗଡ୍‌ ଆଚେ ।
40 Göksel bedenler vardır, dünyasal bedenler vardır. Göksel olanların görkemi başka, dünyasal olanlarınki başkadır.
୪୦ସେନ୍ତିସେ ସର୍‌ଗେ ରଇବାଟାମନ୍‌ ଆରି ଦର୍‌ତନି ରଇବାଟାମନ୍‌ ଆଚତ୍‌ । ଜେନ୍ତିକି ସର୍‌ଗେ ରଇବାଟାମନର୍‌ ସୁନ୍ଦର୍‌ ଗଟେକ୍‌ ରକାମ୍‌, ଦର୍‌ତନି ରଇବାଟାମନର୍‌ ବିନ୍‌ ବିନ୍‌ ରକାମ୍‌ ।
41 Güneşin görkemi başka, ayın görkemi başka, yıldızların görkemi başkadır. Görkem bakımından yıldız yıldızdan farklıdır.
୪୧ବେଲ୍‌ ତାର୍‌ ନିଜର୍‌ ଇସାବେ ସୁନ୍ଦର୍‌ ଆଚେ । ସେନ୍ତାରିସେ ଜନ୍‌ ତାରାମନ୍‌ ମିସା ନିଜର୍‌ ନିଜର୍‌ ଇସାବେ ସୁନ୍ଦର୍‌ ଆଚତ୍‌ ।
42 Ölülerin dirilişi de böyledir. Beden çürümeye mahkûm olarak gömülür, çürümez olarak diriltilir.
୪୨ସେନ୍ତାରିସେ ଆମର୍‌ ଗାଗଡ୍‌ ଆରି ଜନ୍‌ ଗାଗଡ୍‌ ପର୍‌ମେସର୍‌ ଉଟାଇସି, ଦୁଇଟାଜାକ ବିନ୍‌ ଆଚେ । କାଇକେବଇଲେ ଆମର୍‌ ଗାଗଡ୍‌ ଏବେ ମରିକରି କୁଇଜାଇସି । ମାତର୍‌ ଜନ୍‌ ଗାଗଡ୍‌ ପର୍‌ମେସର୍‌ ଉଟାଇସି, ସେଟା କେବେ ନ ମରେ ।
43 Düşkün olarak gömülür, görkemli olarak diriltilir. Zayıf olarak gömülür, güçlü olarak diriltilir.
୪୩ସେଟା ତପ୍‌ଲାବେଲେ ଦୁର୍‌ବଲ୍‌ ଅଇ ସୁନ୍ଦର୍‌ ନ ରଏ । ମାତର୍‌ ଉଟାଇଲାବେଲେ ସୁନ୍ଦର୍‌ ରଇକରି ଡାଁଟ୍‌ ରଇସି ।
44 Doğal beden olarak gömülür, ruhsal beden olarak diriltilir. Doğal beden olduğu gibi, ruhsal beden de vardır.
୪୪ତପ୍‌ଲା ବେଲେ ଅବ୍‌କା ଗାଗଡ୍‌, ମାତର୍‌ ଉଟାଇଲାବେଲେ ଆତ୍‌ମାର୍‌ ଗାଗଡ୍‌ ଅଇସି । ଅବ୍‌କା ଗାଗଡ୍‌ ଆଚେ ବଇଲେ ଆତ୍‌ମାର୍‌ ଗାଗଡ୍‌ ମିସା ରଇବାର୍‌ ଆଚେ ।
45 Nitekim şöyle yazılmıştır: “İlk insan Adem yaşayan can oldu.” Son Adem'se yaşam veren ruh oldu.
୪୫ଜେନ୍ତାରିକି ଲେକା ଅଇଲାଆଚେ, ପର୍‌ତୁମ୍‌ ମୁନୁସ୍‌ ଜେ କି ଆଦମ୍‌, ତାକେ ତିଆର୍‌ କରି ଜିବନ୍‌ ଦେଇରଇଲା, ମାତର୍‌ ସାରାସାରିପଚର୍‍ ଆଦମ୍‌ ନ ସାର୍‌ବା ଜିବନ୍‌ ଦେବା ଆତ୍‌ମା ଅଇଲା ।
46 Önce ruhsal olan değil, doğal olan geldi. Ruhsal olan sonra geldi.
୪୬ମାତର୍‌ ଆତ୍‌ମାର୍‍ ଗାଗଡ୍‌ ପର୍‌ତୁମ୍‌ ନ ଆସେ । ଚୁଚାଇ ଗାଗଡ୍‌ ଆଇସି, ତାର୍‌ପଚେ ଆତ୍‌ମାର୍‍ ଗାଗଡ୍‌ ।
47 İlk insan yerden, yani topraktandır. İkinci insan göktendir.
୪୭ପର୍‌ତୁମ୍‌ ଆଦମ୍‌ ମାଟିସଙ୍ଗ୍‌ ତିଆର୍‌ ଅଇ ଏ ଦର୍‌ତନି ଆଇଲା । ମାତର୍‌ ପଚର୍‌ ଆଦମ୍‌ ସର୍‌ଗେ ଅନି ଆଇଲା ।
48 Topraktan olan insan nasılsa, topraktan olanlar da öyledir. Göksel insan nasılsa, göksel olanlar da öyledir.
୪୮ଜନ୍‌ ଲକ୍‌ମନ୍‌ ଏ ଦର୍‌ତନିର୍‌, ସେମନ୍‌ ଜେ କି ମାଟି ସଙ୍ଗ୍‌ ତିଆର୍‌ ଅଇରଇଲା, ତାର୍‌ପାରା । ଆରି ଜନ୍‌ ଲକ୍‌ ସର୍‌ଗର୍‌, ଜେ କି ସର୍‌ଗେ ଅନି ଆଇଲା, ତାର୍‌ପାରା ।
49 Bizler topraktan olana nasıl benzediysek, göksel olana da benzeyeceğiz.
୪୯ଜେନ୍ତିକି ଆମେ ଜନ୍‌ଲକ୍‌ ମାଟିସଙ୍ଗ୍‌ ତିଆର୍‌ ଅଇରଇଲା, ତାର୍‌ ବାନିମୁର୍‌ତି ଆଚୁ, ସେନ୍ତାରିସେ ଜେ ସର୍‌ଗେଅନି ଆଇଲା ତାର୍‌ ପାରା ବାନିମୁର୍‌ତି ଦାର୍‌ବୁ ।
50 Kardeşler, şunu demek istiyorum, et ve kan Tanrı'nın Egemenliği'ni miras alamaz. Çürüyen de çürümezliği miras alamaz.
୫୦ଏ ବାଇବଇନିମନ୍‌, ମୁଇ କଇବା ଅରତ୍‌ ଅଇଲାନି ବନି ମାଉଁସ୍‌ ରଇବା ଗାଗଡ୍‌ ପର୍‌ମେସରର୍‌ ରାଇଜେ ମିସିନାପାରତ୍‌ । ଆରି ଜନ୍‌ ଗାଗଡ୍‌ ମର୍‌ବାଇ, ସେମନ୍‌କେ ନ ସାର୍‌ବା ଜିବନ୍‌ ଦେଇ ନଏଁ ।
51 İşte size bir sır açıklıyorum. Hepimiz ölmeyeceğiz; son borazan çalınınca hepimiz bir anda, göz açıp kapayana dek değiştirileceğiz. Evet, borazan çalınacak, ölüler çürümez olarak dirilecek, ve biz de değiştirileceğiz.
୫୧ସୁନା, ମୁଇ ତମ୍‌କେ ଗଟେକ୍‌ ଆଗ୍‌ତୁ ନ ଜାନାଇରଇବା ବିସଇ କଇବି । ଆମେ ସବୁଲକ୍‌ ନ ମରୁ, ମାତର୍‌ ଆମର୍‌ ଗାଗଡ୍‌ ସବୁ ବାଦ୍‌ଲି ଜାଇସି ।
୫୨ଗଟେକ୍‌ ଲକ୍‌ ଆଁକି ମିଟ୍‌କା ମାର୍‌ଲା ବିତ୍‌ରେ ସେଟା ଗଟ୍‌ସି । ସାରାସାରିର୍‌ ମଇରି ବାଜ୍‌ଲା ବେଲେ ମଲା ଲକ୍‌ମନ୍‌ ଜିବନ୍‌ ଅଇ ଉଟ୍‌ବାଇ । ସେମନ୍‌ ଆରି କେବେ ମିସା ନ ମରତ୍‌ ଆରି ଆମେ ସବୁ ବଦ୍‌ଲି ଜିବୁ ।
53 Çünkü bu çürüyen beden çürümezliği, bu ölümlü beden ölümsüzlüğü giyinmelidir.
୫୩କାଇକେବଇଲେ ଆମର୍‌ ଏ ମର୍‌ବା ଗାଗଡ୍‌ ନ ମର୍‌ବା ଗାଗଡ୍‌ ଅଇ ବାଦ୍‌ଲିଜାଇସି ।
54 Çürüyen ve ölümlü beden çürümezliği ve ölümsüzlüğü giyinince, “Ölüm yok edildi, zafer kazanıldı!” diye yazılmış olan söz yerine gelecektir.
୫୪ସେଟା ଅଇଲାବେଲେ ଜନ୍‌ଟା କି ସାସ୍‌ତରେ ଲେକା ଅଇରଇଲା, ସେଟା ପୁରାପୁରୁନ୍‌ ଅଇସି ମରନ୍‌ ଆରିଜାଇକରି, ଜିତ୍‌ବାଟା ପୁରାପୁରୁନ୍‌ ଅଇଲା ।
55 “Ey ölüm, zaferin nerede? Ey ölüm, dikenin nerede?” (Hadēs g86)
୫୫ତେବେ ଆମେ କଇ ପାର୍‌ବୁ, ଅଇରେ ମରନ୍‌! ତୁଇ କେନେ ଜିତ୍‌ଲୁସ୍‌? ଅଇରେ ମରନ୍‌! କେନେ ତର୍‌ ବପୁ? (Hadēs g86)
56 Ölümün dikeni günahtır. Günah ise gücünü Kutsal Yasa'dan alır.
୫୬ଆମର୍‌ ପାପେଅନି ଆମ୍‌କେ ବାଦ୍‌ବା ବପୁ ମରନ୍‌ ପାଇଲା ଆଚେ । ଆରି ପର୍‌ମେସରର୍‌ ନିୟମ୍‌ ନ ମାନ୍‌ଲାତେଇଅନି ପାପ୍‌ ବପୁ ପାଇସି ।
57 Rabbimiz İsa Mesih aracılığıyla bizi zafere ulaştıran Tanrı'ya şükürler olsun!
୫୭ମାତର୍‌ ଆମେ ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି । କାଇକେବଇଲେ ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟ କଲା କାମେଅନି ପାପ୍‌କେ ଆରି ମରନ୍‌କେ ଆରାଇବା ବପୁ ସେ ଆମ୍‌କେ ଦେଲାଆଚେ ।
58 Bu nedenle, sevgili kardeşlerim, Rab yolunda verdiğiniz emeğin boşa gitmeyeceğini bilerek dayanın, sarsılmayın, Rab'bin işinde her zaman gayretli olun.
୫୮ସେଟାର୍‌ପାଇ ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ଡାଁଟ୍‌ ଅଇକରି ରୁଆ । ମାପ୍‌ରୁ ଜିସୁକିରିସ୍‌ଟର୍‌ ସେବା କାମ୍‌ ଆବଡ୍‌ ଅଇକରି କରା । କାଇକେବଇଲେ ତମେ ଜାନାସ୍‌, ତାର୍‌ପାଇ ଜନ୍‌ କାମ୍‌ ସବୁ କର୍‌ସା, ସେଟା ସବୁ ଲଡାକେ ଆଇସି ।

< 1 Korintliler 15 >