< 2 Korintliler 1 >

1 Tanrı'nın isteğiyle Mesih İsa'nın elçisi atanan ben Pavlus ve kardeşimiz Timoteos'tan Ahaya'nın her yanındaki bütün kutsallara ve Tanrı'nın Korint'teki kilisesine selam!
ମୁଇ ପାଉଲ୍‌, ପର୍‌ମେସରର୍‌ ମନ୍‍ କଲା ଇସାବେ କିରିସ୍‌ଟ ଜିସୁର୍‌ ଗଟେକ୍‌ ପେରିତ୍‌ ସିସ୍‌ ବାଚାଇଅଇଲିଆଚି । ମୁଇ ଆରି ଆମର୍‌ ବାଇ ତିମତି ଆରି କରନ୍ତିୟଟାନେ ରଇବା ପର୍‌ମେସରର୍‌ ଗୁଲାଇ ମଣ୍ଡଲିମନ୍‌କେ ଆରି ଆକାଇଆଟାନେ ରଇବା ସବୁ ପର୍‌ମେସରର୍‌ ଲକ୍‌ମନ୍‌କେ, ଏ ଚିଟି ଲେକ୍‌ଲୁନି ।
2 Babamız Tanrı'dan ve Rab İsa Mesih'ten sizlere lütuf ve esenlik olsun.
ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁର୍‌ ଟାନେଅନି ଜିବନ୍‌ ଦୁକାଇଲାଟା ଆରି ସାନ୍ତି ତମ୍‌କେ ଅ ।
3 Her türlü tesellinin kaynağı olan Tanrı'ya, merhametli Baba'ya, Rabbimiz İsa Mesih'in Tanrısı ve Babası'na övgüler olsun!
ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । ସେ ଆମର୍‌ ଦୟାକାରିଆ ବାବା ଆରି ଜାର୍‌ ଟାନେଅନି କି ଆମ୍‌କେ ସବୁ ବିସଇର୍‌ ସାଇଜ ଆଇସି ।
4 Kendisinden aldığımız teselliyle her türlü sıkıntıda olanları teselli edebilmemiz için bizi bütün sıkıntılarımızda teselli ediyor.
ସେ ଆମ୍‌କେ ସବୁ ଦୁକ୍‌ କସ୍‌ଟ ଆଇଲେ ସାଇଜ କର୍‌ସି । ସେନ୍ତାରିସେ ବିନ୍‌ ବିନ୍‌ ରକାମର୍‌ କସ୍‌ଟ ପାଇତେରଇବା ଲକ୍‌ମନ୍‌କେ ଆମେ ଜେନ୍ତି ଦୁକ୍‌ ସାରାଇବୁ । ପର୍‌ମେସର୍‌ ଟାନେଅନି ଜନ୍‌ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍‌ ଲାଗି, ଆମେ ମିସା ବିନ୍‌ ଲକ୍‌କେ ସାଇଜ କର୍‌ବୁ ।
5 Çünkü Mesih'in acılarını nasıl büyük ölçüde çekiyorsak, Mesih sayesinde büyük teselli de buluyoruz.
କାଇକେବଇଲେ ଜେନ୍ତିକି କିରିସ୍‌ଟର୍‌ତେଇ ମିସ୍‌ଲାର୍‌ପାଇ ଆମର୍‌ ଦୁକ୍‌, କସ୍‌ଟ ଅଦିକ୍‌ ଅଦିକ୍‌ ଅଇଆଚେ, ସେନ୍ତାରିସେ କିରିସ୍‌ଟର୍‌ ଲାଗି ଆମର୍‌ ଦୁକ୍‌ ସାରାଇବାଟା ମିସା ଅଦିକ୍‌ ଅଦିକ୍‌ ଅଇଲାନି ।
6 Sıkıntı çekiyorsak, bu sizin teselliniz ve kurtuluşunuz içindir. Teselli buluyorsak bu, bizim çektiğimiz acıların aynısına dayanmanızda etkin olan bir teselli bulmanız içindir.
ମାତର୍‌ ଆମ୍‌କେ ଦୁକ୍‌ କସ୍‌ଟ ଅଇଲେ, ସେଟା ତମର୍‌ ଦୁକ୍‌ ସାରାଇବାକେ ଆରି ନ ସାର୍‌ବା ଜିବନ୍‌ ପାଇବାକେ । ସେନ୍ତାରିସେ ଜେଡେବେଲେ ଆମେ ପର୍‌ମେସରର୍‌ ଟାନେଅନି ସାଇଜ ମିଲାଇବୁ, ସେଟା ତମର୍‌ପାଇ ମିସା ସାଇଜ ମିଲ୍‌ଲା ପାରା । ଏନ୍ତାରି ସେ ତମର୍‌ ବିସ୍‌ବାସ୍‌ କର୍‌ବାଟା ଡାଟ୍‌ କରାଇସି, ଜେନ୍ତିକି ଆମେ ଦୁକ୍‌କସ୍‌ଟ ଆଇଲେ ମିସା ମୁର୍‌ଚି କରି ଆଚୁ, ସେନ୍ତାରି ଦୁକ୍‌ କସ୍‌ଟ ଆଇଲେ ତମେ ମିସା ମୁର୍‌ଚି କରି ରଇପାରାସ୍‌ ।
7 Size ilişkin umudumuz sarsılmaz. Çünkü acılarımıza olduğu gibi, tesellimize de ortak olduğunuzu biliyoruz.
ଏଟାର୍‌ଲାଗି ତମର୍‌ଟାନେ ଆସା କର୍‌ବାଟା ଡାଁଟ୍‌ ଅଇଲାଆଚେ । କାଇକେବଇଲେ, ଆମେ ଜାନିଆଚୁ, ଆମ୍‌କେ ଦୁକ୍‌ କସ୍‌ଟ ଆଇଲେ ମିସା ମୁର୍‌ଚିକରି ଆଚୁ, ତମେ ମିସା ସେନ୍ତାରି ମୁର୍‌ଚିକରି ଆଚାସ୍‌ । ଜେନ୍ତାରି କି ପର୍‌ମେସର୍‌ ଟାନେଅନି ଆମେ ସାଇଜ ମିଲାଇଆଚୁ । ସେନ୍ତାରିସେ ତମେ ମିସା ସାଇଜ ମିଲାଇଆଚାସ୍‌ ।
8 Kardeşlerim, Asya İli'nde çektiğimiz sıkıntılardan habersiz kalmanızı istemiyoruz. Dayanabileceğimizden çok ağır bir yük altındaydık. Öyle ki, yaşamaktan bile umudumuzu kesmiştik.
କାଇକେ ବଇଲେ, ଏ ବାଇବଇନିମନ୍‌, ଆସିଆ ରାଇଜେ ଆମ୍‌କେ ଅଇରଇବା ବଡ୍‌ ଦୁକ୍‌ କସ୍‌ଟ ବିସଇ ତମେ ଜାନିରୁଆ ବଲି ଆମେ ମନ୍‍ କଲୁନି । ମୁର୍‌ଚି ନାପାର୍‌ଲା ବଡ୍‌ ପରିକା ଆଇଲା । ଏନ୍ତାରି କି ଆମେ ଆରି ନ ରଇକରି ମରିଜିବାର୍‌ ଅଇସିବେ ବଲି ବାବ୍‌ତେରଇଲୁ ।
9 Ölüme mahkûm olduğumuzu içimizde hissettik. Ama bu, kendimize değil, ölüleri dirilten Tanrı'ya güvenmemiz için oldu.
ଉଁ, ଆମ୍‍କେ ମରନ୍‌ ଆସି ଡାବିଅଇରଇଲା । ମାତର୍‌ ନିଜର୍‌ ନିଜର୍‌ ଉପ୍‌ରେ ଆସା ନ କରି, ଜନ୍‌ ପର୍‌ମେସର୍‌ ମଲା ଲକ୍‌ମନ୍‌କେ ଉଟାଇସି, ତାର୍‌ ଉପ୍‌ରେ ଆସା କର୍‌ବାକେ ଏ ସବୁ ଅଇଲା ।
10 Tanrı bizi böylesine büyük bir ölüm tehlikesinden kurtardı; daha da kurtaracaktır. Umudumuzu O'na bağladık. Siz de dualarınızla bize yardım ettikçe, bizi yine kurtaracaktır. Öyle ki, birçok kişinin dualarıyla bize sağlanan lütuftan ötürü birçoklarının ağzından bizim için şükranlar sunulsun.
୧୦ସେ ଆମ୍‌କେ ମରନ୍‌ଟାନେ ଅନି ବଁଚାଇଲା । ସେଟାର୍‌ପାଇ ଆମେ ରକିଆ ପାଇଲୁ । ମରନ୍‌ ରଇଲା ଆକା, ମାତର୍‌ ମରୁନାଇ । ଆରି ସେ ଆମ୍‌କେ ସାଇଜ କର୍‌ତେରଇସି ଆକା ବଲି ଜାନିଆଚୁ । ଆମ୍‌କେ ବଡ୍‌ ଆସା ଆଚେ ଜେ, ସେ ଆମ୍‌କେ ସାଇଜ କର୍‌ବାଟା କେବେ ନ ତେବାଏ ।
୧୧ତମେ ଆମର୍‌ ପାଇ ପାର୍‌ତନା କରି ଆମ୍‌କେ ସାଇଜ କର୍‌ବାର୍‌ ଆଚେ । ସେନ୍ତାର୍‌ କଲେ ପର୍‌ମେସର୍‌ ସବୁ ପାର୍‌ତନାଇ ମାଙ୍ଗ୍‌ଲାଟା ପାଟାଇସି । ଆରି ବେସି ଲକ୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେବାଇ । କାଇକେବଇଲେ ସେ ଆମ୍‌କେ ଆସିର୍‌ବାଦ୍‌ କଲାଆଚେ ।
12 Dünyaya ve özellikle size, insan bilgeliğiyle değil, Tanrı'nın lütfuyla, Tanrı'dan gelen saflık ve içtenlikle davrandığımıza vicdanımız tanıktır. Ve biz bununla övünüyoruz.
୧୨ବାଇମନ୍‌ ଆମେ ବଡ୍‌ପନ୍‌ ଅଇକରି କଇବା ଗଟେକ୍‌ କାତା ଆଚେ । ସେଟା ଆମେ ସତ୍‌ ବଲି ଜାନ୍‌ଲୁନି ଆରି ସେଟା ଅଇଲାନି, । ସବୁଲକର୍‍ଟାନେ ଆରି, ତମର୍‌ଟାନେ ମିସା ଆମର୍‌ ଚଲାଚଲ୍‌ତି ସୁକଲ୍‌ ଆରି ଦରମ୍‌ ଆଚେ । ଏଟା ଆମର୍‌ ବିବେକ୍‌ ସାକି ଦେଲାନି । ଲକ୍‌ମନର୍‌ ଗିଆନ୍‌ ଇସାବେ ଆମେ କରୁନାଇ, ମାତର୍‌ ପର୍‌ମେସରର୍‌ ଜିବନ୍‌ ଦୁକାଇଲା ବପୁର୍‌ ସଙ୍ଗ୍‌ ଏ ସବୁଜାକ କଲୁନି ।
13 Okuyup anlayabileceğinizden başka bir şey yazmıyoruz. Bizi bir ölçüde anladığınız gibi, tümüyle anlayacağınızı umarım. Rabbimiz İsa'nın gününde bizim övüncümüz siz olacağınız gibi, sizin övüncünüz de biz olalım.
୧୩କାଇକେ ବଇଲେ, ଆମେ ଚିଟି ପାଟାଇଲା ବେଲେ ତମେ ଜାଇଜାଇଟା ପଡିକରି ବୁଜିପାରାସ୍‌, ସେଟାସେ ଲେକି ପାଟାଇଲୁନି ।
୧୪ଏବେ ଆମେ ଜାଇଟା କଲୁନି, ସେ ବିସଇ ତମେ ଅଲପ୍‌ ଅଲପ୍‌ ବୁଜ୍‌ଲାସ୍‌ନି । ମାତର୍‌ ମୁଇ ଆସା କଲିନି, ସେଟା ତମେ ପୁରାପୁରୁନ୍‌ ବୁଜି ପାର୍‌ସା । ଜେନ୍ତାରି କି, ଆମର୍‌ ମାପ୍‌ରୁ ଜିସୁ ବାଉଡ୍‌ଲା ଦିନେ, ତମେ ଆମର୍‌ ଲାଗି ସାର୍‌ଦା କର୍‌ସା, ସେନ୍ତାରିସେ ଆମେ ମିସା ତମର୍‌ଲାଗି ସାର୍‌ଦା କର୍‌ବୁ ।
15 Bu güvenle, sizleri iki kez sevindirmek için önce size uğramak, sonra Makedonya'ya geçmek, Makedonya'dan yine size geri gelerek tarafınızdan Yahudiye'ye uğurlanmak niyetindeydim.
୧୫ଏଟା ସବୁ ତମେ ବୁଜି ପାର୍‌ସା, ସେଟା ଜାନିକରି ମୁଇ ତମର୍‌ଟାନେ ବୁଲିଆଇବି ବଲି ମନ୍‌କଲି । ଜେନ୍ତାରି କି ମୁଇ ତମ୍‌କେ ଦୁଇତର୍‌ ସାଇଜ କରିପାର୍‌ବି ।
୧୬କାଇକେବଇଲେ ମୁଇ ମାକିଦନିଆଇ ଜିବାବାଟେ ତମର୍‌ଟାନେ ଆସି ରଇବି ବଲି ମନ୍‌କଲି । ଆରି ମୁଇ ଗରେ ବାଅଡ୍‌ବାବେଲେ ଆରିତରେକ୍‌ ତମର୍‌ଟାନେ ତେବ୍‌ବି ବଲି ମନ୍‌ କଲି । କାଇକେବଇଲେ ମୁଇ ଜେବେ ଜିଉଦା ଦେସେ ଜିବାକେ ବାରଇବି, ସେ ବେଲେ ତମେ ମକେ ସାଇଜ କରି ପାରାସ୍‌ ।
17 Bunu isterken acaba kararsız mıydım? Ya da isteklerim benlikten mi doğuyor ki, önce “Evet, evet”, sonra “Hayır, hayır” diyeyim?
୧୭ତେବେ ମୁଇ ଏନ୍ତାରି ମନ୍‍ କଲାକେ ମକେ ତମେ ଦୁଇ ମନିଆ ଲକ୍‌ ବଲି ବାବ୍‌ଲାସ୍‌ନି କାଇକି । ନିଜର୍‌ ମନ୍‍ କଲା ଇସାବେ ଚିନ୍ତା କର୍‌ବା ଗଟେକ୍‌ ଲକର୍‌ପାରା ତମେ ମକେ ବାବ୍‌ଲାସ୍‌ କାଇକି । ମୁଇ ଆଇବି ବଲି କଇଲେ ମିସା ତମର୍‌ ମନେ ସେ ନ ଆସେ, ବଲି ବାବ୍‌ଲାସ୍‌ କାଇକି ।
18 Tanrı'nın güvenilirliği hakkı için diyorum ki, size ilettiğimiz söz hem “evet” hem “hayır” değildir.
୧୮ଜଦି ପର୍‌ମେସର୍‌ କଇବାଟା ସତ୍‌, ସେନ୍ତାର୍‌ ଆଲେ ମୁଇ କଇବାଟା ମିସା ସତ୍‌ ସେ । ଏକାବେଲେ ଉଁ ଆରି ନାଇ ବଲି, ନ କଇ ।
19 Silvanus ve Timoteos'la birlikte size tanıttığımız Tanrı'nın Oğlu İsa Mesih hem “evet” hem “hayır” değildi. O'nda yalnız “evet” vardır.
୧୯ମୁଇ, ସିଲାନ୍‌ ଆରି ତିମତି, ପର୍‌ମେସରର୍‌ ପଅ ଜେ କି କିରିସ୍‌ଟ ଜିସୁ, ତାର୍‌ ବିସଇନେଇ ତମ୍‌କେ ଜାନାଇରଇଲୁ । ସେ ଉଁ ଆରି ନାଇ, ବଲି କଇବା ଦୁଇ ମନିଆ ଲକ୍‌ ନଏଁ ।
20 Çünkü Tanrı'nın bütün vaatleri Mesih'te “evet” tir. Bu nedenle Tanrı'nın yüceliği için Mesih aracılığıyla Tanrı'ya “Amin” deriz.
୨୦ତାର୍‌ଲାଗି ପର୍‌ମେସର୍‌ ଉଁ ବଲି, କଇରଇବାଟା, ସବୁଜାକ ପୁରାପୁରୁନ୍‌ କର୍‌ସି । ସେଟାର୍‌ପାଇ ଜିସୁକିରିସ୍‌ଟକେ ଆମେ ଆମେନ୍‍ ବଲି, କଇବାଟା ପର୍‌ମେସରର୍‌ ମଇମା ପାଇ ଅଇସି ।
21 Bizi sizinle birlikte Mesih'te pekiştiren ve meshetmiş olan Tanrı'dır.
୨୧ତମ୍‌କେ ଆରି ଆମ୍‌କେ ଜିସୁକିରିସ୍‌ଟତେଇ ମିସିରଇବାକେ ଆଇବା ଡାଟ୍‌ ବିସ୍‌ବାସ୍‌ ଆନ୍‌ବାଟା, ପର୍‌ମେସର୍‌ ସେ । ଆରି ସେ ଆମ୍‌କେ ବାଚ୍‌ଲା ଆଚେ ।
22 O bizi mühürledi, güvence olarak da yüreklerimize Kutsal Ruh'u yerleştirdi.
୨୨ଆମେ ତାର୍‌ଟା ବଲି ଜାନ୍‌ବାକେ ସେ ଆମ୍‌କେ ତାର୍‌ ଚିନ୍‌ ମାର୍‌ଲା ଆଚେ ଆରି ସୁକଲ୍‌ଆତ୍‌ମା ଆମର୍‌ ବିତ୍‌ରେ ଦାନ୍‌ କଲା ଆଚେ । ପର୍‌ମେସର୍‌ ଆମର୍‌ପାଇ ଜେତ୍‌କି ବିସଇ ସଙ୍ଗଇଆଚେ, ସେ ଆତ୍‌ମାର୍‌ ଲାଗି ଆମେ ସେଟା ସବୁ ପାଇବୁ ବଲି ଜାନ୍‌ଲୁନି ।
23 Tanrı'yı tanık tutarım ki, Korint'e dönmeyişimin nedeni sizi esirgemekti.
୨୩ଜଦି ମୁଇ କଇବାଟା ସତ୍‌ ନାଇ, ସେନ୍ତାର୍‌ଆଲେ ପର୍‌ମେସର୍‌ ମକେ ଡଣ୍ଡ୍‌ ଦେଅ । ମୁଇ କରନ୍ତିଅତେଇ ବୁଲି ଆଇବାକେ କାଇକେ ଅଏ ନାଇ ବଲି ସେ ଜାନେ । ମୁଇ ତେଇ ଆଇଲେ, ତମର୍‌ ଚଲାଚଲ୍‌ତିର୍‌ ବୁଲ୍‌ଟିକ୍‌ ଦେକ୍‌ଲେ, ତମେ ଦୁକ୍‌ କର୍‌ତାସ୍‌ ।
24 İmanınıza egemen olmak istemiyoruz, sevinmeniz için sizinle birlikte çalışıyoruz. Çünkü imanda dimdik duruyorsunuz.
୨୪ତମେ କନ୍‌ଟା ମାନ୍‌ବାର୍‌ ଆଚେ, କନ୍‌ଟା ନାଇ, ସେଟା ଆଦେସ୍‌ ଦେବାକେ ଆମେ ମନ୍‍ କରୁନାଇ । କାଇକେବଇଲେ, ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଇଗାଲା ଆଚେ । ତମର୍‌ ସଙ୍ଗ୍‌ ମିସିକରି କାମ୍‌ କର୍‌ବାକେ ଆମେ ମନ୍‍ କଲୁନି । ଜେନ୍ତାରିକି ତମେ ସାର୍‌ଦା ଅଇସା ।

< 2 Korintliler 1 >