< ୧ କରିନ୍ଥିନଃ 2 >

1 ହେ ଭ୍ରାତରୋ ଯୁଷ୍ମତ୍ସମୀପେ ମମାଗମନକାଲେଽହଂ ୱକ୍ତୃତାଯା ୱିଦ୍ୟାଯା ୱା ନୈପୁଣ୍ୟେନେଶ୍ୱରସ୍ୟ ସାକ୍ଷ୍ୟଂ ପ୍ରଚାରିତୱାନ୍ ତନ୍ନହି;
ଏ ବାଇବଇନିମନ୍‌, ଜେଡ୍‌କିବେଲେ ମୁଇ ତମର୍‌ ଲଗେ ପର୍‌ମେସରର୍‌ ଟିକିନିକି କାତା ସୁନାଇବାକେ ଆସି ରଇଲି ପଣ୍ଡିତ୍‌ମନର୍‌ ପାରା କି ବାସଣ୍‌ ଦେବା ଲକର୍‌ପାରା ବଡ୍‌ ବଡ୍‌ କାତା କଇ ନ ରଇଲି ।
2 ଯତୋ ଯୀଶୁଖ୍ରୀଷ୍ଟଂ ତସ୍ୟ କ୍ରୁଶେ ହତତ୍ୱଞ୍ଚ ୱିନା ନାନ୍ୟତ୍ କିମପି ଯୁଷ୍ମନ୍ମଧ୍ୟେ ଜ୍ଞାପଯିତୁଂ ୱିହିତଂ ବୁଦ୍ଧୱାନ୍|
କାଇକେବଇଲେ କୁରୁସ୍‌ କାଟେ ମରିରଇବା ଜିସୁ କିରିସ୍‌ଟକେ ଚାଡି ଆରି ବିନ୍‌ ବିସଇ ତମ୍‌କେ ନ କଇ ବଲି ମୁଇ ଟିକ୍‌ କଲି ।
3 ଅପରଞ୍ଚାତୀୱ ଦୌର୍ବ୍ବଲ୍ୟଭୀତିକମ୍ପଯୁକ୍ତୋ ଯୁଷ୍ମାଭିଃ ସାର୍ଦ୍ଧମାସଂ|
ସେବେଲେ ମୁଇ ତମର୍‌ ଲଗେ ଦୁର୍‌ବଲ୍‌ ଅଇ ଡରିକରି ରଇଲି ଆରି ତର୍‌ତରି ଗଜ୍‌ଗଜି ରଇଲି ।
4 ଅପରଂ ଯୁଷ୍ମାକଂ ୱିଶ୍ୱାସୋ ଯତ୍ ମାନୁଷିକଜ୍ଞାନସ୍ୟ ଫଲଂ ନ ଭୱେତ୍ କିନ୍ତ୍ୱୀଶ୍ୱରୀଯଶକ୍ତେଃ ଫଲଂ ଭୱେତ୍,
ଜେନ୍ତିକି ତମର୍‌ ବିସ୍‌ବାସ୍‌ ମୁନୁସର୍‌ ଗିଆନ୍‌ ଉପ୍‌ରେ ନ ରଇକରି ପର୍‌ମେସରର୍‌ ବପୁ ଉପ୍‌ରେ ବାନ୍ଦିଅଇ ରଅ ।
5 ତଦର୍ଥଂ ମମ ୱକ୍ତୃତା ମଦୀଯପ୍ରଚାରଶ୍ଚ ମାନୁଷିକଜ୍ଞାନସ୍ୟ ମଧୁରୱାକ୍ୟସମ୍ବଲିତୌ ନାସ୍ତାଂ କିନ୍ତ୍ୱାତ୍ମନଃ ଶକ୍ତେଶ୍ଚ ପ୍ରମାଣଯୁକ୍ତାୱାସ୍ତାଂ|
ତେବର୍‌ପାଇ ମର୍‌ ସିକିଆ ଆରି ମୁଇ ସୁନାଇବା ବାକିଅ, ମର୍‌ ନିଜର୍‌ ଗିଆନେ ଅନି ନ ରଇଲା । ଚାଲାକି କାତା କଇକରି ମୁଇ ସୁନାଇଲାଟା ତମ୍‌କେ ବିସ୍‌ବାସ୍‌ କରାଇନାଇ । ମାତର୍‌ ପର୍‌ମେସରର୍‌ ଆତ୍‌ମା ଆରି ତାର୍‌ ବପୁ ସଙ୍ଗ୍‍ ମୁଇ କଇଲା ବିସଇ ସତ୍‌ ବଲି ଜାନାପଡ୍‌ଲା ।
6 ୱଯଂ ଜ୍ଞାନଂ ଭାଷାମହେ ତଚ୍ଚ ସିଦ୍ଧଲୋକୈ ର୍ଜ୍ଞାନମିୱ ମନ୍ୟତେ, ତଦିହଲୋକସ୍ୟ ଜ୍ଞାନଂ ନହି, ଇହଲୋକସ୍ୟ ନଶ୍ୱରାଣାମ୍ ଅଧିପତୀନାଂ ୱା ଜ୍ଞାନଂ ନହି; (aiōn g165)
ଏଲେମିସା ଆମେ ଜେଡେବଲ୍‌ ଆତ୍‌ମାଇ ବଡିରଇବା ବିସ୍‌ବାସିମନର୍‌ ସଙ୍ଗ୍‌ ରଇଲାବେଲେ ଗିଆନର୍‌ କାତା କଇଲୁନି । ମାତର୍‌ ସେଟା ଏ ଜୁଗର୍‌ ଗିଆନ୍‌ ନଏଁ କି ଏ ଜୁଗର୍‌ ନସ୍‌ଟ ଅଇଜାଇରଇବା ନେତାମନର୍‌ ଗିଆନ୍‌ ନଏଁ । (aiōn g165)
7 କିନ୍ତୁ କାଲାୱସ୍ଥାଯାଃ ପୂର୍ୱ୍ୱସ୍ମାଦ୍ ଯତ୍ ଜ୍ଞାନମ୍ ଅସ୍ମାକଂ ୱିଭୱାର୍ଥମ୍ ଈଶ୍ୱରେଣ ନିଶ୍ଚିତ୍ୟ ପ୍ରଚ୍ଛନ୍ନଂ ତନ୍ନିଗୂଢମ୍ ଈଶ୍ୱରୀଯଜ୍ଞାନଂ ପ୍ରଭାଷାମହେ| (aiōn g165)
ନାଇ, ଜନ୍‌ ଗିଆନର୍‌ ବିସଇ ଆମେ କଇଲୁନି, ସେଟା ପର୍‌ମେସରର୍‌ ଟିକିନିକି ଗିଆନର୍‌ କାତା । ପୁର୍‌ବେ ପର୍‌ମେସର୍‌ ତାର୍‌ ଜଜ୍‌ନା କାକେ ମିସା ଜାନାଏ ନାଇ । ସେ ଜଜ୍‌ନା ଇସାବେ, ପଚ୍‌କେ ଆମର୍‌ ମଇମାର୍‌ପାଇ ସେ ବାଚିରଇଲା । (aiōn g165)
8 ଇହଲୋକସ୍ୟାଧିପତୀନାଂ କେନାପି ତତ୍ ଜ୍ଞାନଂ ନ ଲବ୍ଧଂ, ଲବ୍ଧେ ସତି ତେ ପ୍ରଭାୱୱିଶିଷ୍ଟଂ ପ୍ରଭୁଂ କ୍ରୁଶେ ନାହନିଷ୍ୟନ୍| (aiōn g165)
ଏ ଜୁଗର୍‌ ଅଦିକାରିମନ୍‌କେ ମିସା ସେଟା ବୁଜତ୍‌ନାଇ । କାଇକେବଇଲେ ସେମନ୍‌ ସେଟା ଜାନିରଇଲେ ଡାକ୍‌ପୁଟା ମାପ୍‌ରୁକେ କୁର୍‌ସେ ମାରି ନ ରଇତାଇ । (aiōn g165)
9 ତଦ୍ୱଲ୍ଲିଖିତମାସ୍ତେ, ନେତ୍ରେଣ କ୍କାପି ନୋ ଦୃଷ୍ଟଂ କର୍ଣେନାପି ଚ ନ ଶ୍ରୁତଂ| ମନୋମଧ୍ୟେ ତୁ କସ୍ୟାପି ନ ପ୍ରୱିଷ୍ଟଂ କଦାପି ଯତ୍| ଈଶ୍ୱରେ ପ୍ରୀଯମାଣାନାଂ କୃତେ ତତ୍ ତେନ ସଞ୍ଚିତଂ|
ଜେନ୍ତାରି କି ସାସ୍‌ତରେ ଲେକା ଆଚେ, ଜନ୍‌ଟାକି କାର୍‌ ଆଁକି କେବେ ଦେକେନାଇ, କାର୍‌ କାନ୍‌ କେବେ ସୁନେ ନାଇ ଆରି କେ ମିସା କେବେ ବାବି ନ ରଅତ୍‌, ସେ ସବୁ ବିସଇ, ପର୍‌ମେସର୍‌ ଜନ୍‌ ଲକ୍‌ମନ୍‌କେ ଆଲାଦ୍‌ କଲାନି, ତାକର୍‌ପାଇ ତିଆର୍‌ କଲାଆଚେ ।
10 ଅପରମୀଶ୍ୱରଃ ସ୍ୱାତ୍ମନା ତଦସ୍ମାକଂ ସାକ୍ଷାତ୍ ପ୍ରାକାଶଯତ୍; ଯତ ଆତ୍ମା ସର୍ୱ୍ୱମେୱାନୁସନ୍ଧତ୍ତେ ତେନ ଚେଶ୍ୱରସ୍ୟ ମର୍ମ୍ମତତ୍ତ୍ୱମପି ବୁଧ୍ୟତେ|
୧୦ମାତର୍‌ ଆମ୍‌କେସେ ପର୍‌ମେସର୍‌ ତାର୍‌ ଟିକିନିକି ବିସଇ ଜାନାଇଆଚେ । ସେ ସୁକଲ୍‌ ଆତ୍‌ମାସେ ସବୁ ବିସଇ ସିକାଇସି ଆରି ତାର୍‌ ବିତ୍‌ରେ ରଇବା ଟିକିନିକି ଚିନ୍ତା ମିସା କର୍‌ସି ।
11 ମନୁଜସ୍ୟାନ୍ତଃସ୍ଥମାତ୍ମାନଂ ୱିନା କେନ ମନୁଜେନ ତସ୍ୟ ମନୁଜସ୍ୟ ତତ୍ତ୍ୱଂ ବୁଧ୍ୟତେ? ତଦ୍ୱଦୀଶ୍ୱରସ୍ୟାତ୍ମାନଂ ୱିନା କେନାପୀଶ୍ୱରସ୍ୟ ତତ୍ତ୍ୱଂ ନ ବୁଧ୍ୟତେ|
୧୧ମୁନୁସ୍‌ କର୍‌ବା ଚିନ୍ତା ସବୁ ତାର୍‌ ବିତ୍‌ରେ ରଇବା ଆତ୍‌ମାକେ ଚାଡ୍‌ଲେ ଆରି କେ ମିସା ନାଜାନତ୍‌ । ସେନ୍ତିସେ ପର୍‌ମେସରର୍‌ ସବୁ ଚିନ୍ତା କଲାଟା ତାର୍‌ ଆତ୍‌ମାକେ ଚାଡିଦେଲେ ଆରି କେ ମିସା ନାଜାନତ୍‌ ।
12 ୱଯଞ୍ଚେହଲୋକସ୍ୟାତ୍ମାନଂ ଲବ୍ଧୱନ୍ତସ୍ତନ୍ନହି କିନ୍ତ୍ୱୀଶ୍ୱରସ୍ୟୈୱାତ୍ମାନଂ ଲବ୍ଧୱନ୍ତଃ, ତତୋ ହେତୋରୀଶ୍ୱରେଣ ସ୍ୱପ୍ରସାଦାଦ୍ ଅସ୍ମଭ୍ୟଂ ଯଦ୍ ଯଦ୍ ଦତ୍ତଂ ତତ୍ସର୍ୱ୍ୱମ୍ ଅସ୍ମାଭି ର୍ଜ୍ଞାତୁଂ ଶକ୍ୟତେ|
୧୨ଏ ଜଗତର୍‌ ଲକ୍‌ମନ୍‌ ପାଇରଇବା ଆତ୍‌ମା ପାରା ଆମେ ପାଉନାଇ । ମାତର୍‌ ପର୍‌ମେସରର୍‌ ଆତ୍‌ମା ପାଇଆଚୁ । ଜେନ୍ତାରିକି ଜନ୍‌ ସବୁ ବିସଇ ଆମ୍‌କେ ସେ ଦେଲାଆଚେ, ସେଟା ସବୁ ଆମେ ଜାନ୍‌ବୁ ।
13 ତଚ୍ଚାସ୍ମାଭି ର୍ମାନୁଷିକଜ୍ଞାନସ୍ୟ ୱାକ୍ୟାନି ଶିକ୍ଷିତ୍ୱା କଥ୍ୟତ ଇତି ନହି କିନ୍ତ୍ୱାତ୍ମତୋ ୱାକ୍ୟାନି ଶିକ୍ଷିତ୍ୱାତ୍ମିକୈ ର୍ୱାକ୍ୟୈରାତ୍ମିକଂ ଭାୱଂ ପ୍ରକାଶଯଦ୍ଭିଃ କଥ୍ୟତେ|
୧୩ତେବେ ସେ ସବୁ ବିସଇ ମିସା ଆମେ ଜଗତର୍‌ ଗିଆନ୍‌ ଇସାବେ ସିକାଉନାଇ, ମାତର୍‌ ଜନ୍‌ ବିସଇ ଆମ୍‌କେ ପର୍‌ମେସରର୍‌ ସୁକଲ୍‌ ଆତ୍‌ମା ସିକାଇଲା ଆଚେ, ସେ ବିସଇ ଆକା ସିକାଇଲୁନି । ଜନ୍‌ ଲକ୍‌ମନ୍‌ ସୁକଲ୍‌ ଆତ୍‌ମା ପାଇଆଚତ୍‌, ସେ ଲକ୍‌ମନ୍‌କେ ଏ ଆତ୍‌ମାର୍‍ ବିସଇ ସିକାଇଲୁନି ।
14 ପ୍ରାଣୀ ମନୁଷ୍ୟ ଈଶ୍ୱରୀଯାତ୍ମନଃ ଶିକ୍ଷାଂ ନ ଗୃହ୍ଲାତି ଯତ ଆତ୍ମିକୱିଚାରେଣ ସା ୱିଚାର୍ୟ୍ୟେତି ହେତୋଃ ସ ତାଂ ପ୍ରଲାପମିୱ ମନ୍ୟତେ ବୋଦ୍ଧୁଞ୍ଚ ନ ଶକ୍ନୋତି|
୧୪ମାତର୍‌ ସୁକଲ୍‌ଆତ୍‌ମା ନ ପାଇ ରଇବା ଲକ୍‌, ଆତ୍‌ମାର୍‌ ବିସଇ ନ ମାନେ, ମାତର୍‌ ସେଟାମନ୍‌ ତାର୍‌ପାଇ ଗଟେକ୍‌ କାଇଟା ନାଜାନ୍‌ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍‌ ଆତ୍‌ମା ସିକାଇଲେ ସେ ବୁଜିଅଇସି ।
15 ଆତ୍ମିକୋ ମାନୱଃ ସର୍ୱ୍ୱାଣି ୱିଚାରଯତି କିନ୍ତୁ ସ୍ୱଯଂ କେନାପି ନ ୱିଚାର୍ୟ୍ୟତେ|
୧୫ମାତର୍‌ ଜନ୍‌ଲକ୍‌ମନ୍‌ ଆତ୍‌ମା ପାଇଆଚତ୍‌, ସେ ସବୁ ବିସଇର୍‌ ମୁଲିଅ, ସତ୍‌ ବାବେ ବିଚାର୍‌ କର୍‌ସି । ଏଲେ ମିସା ତାକେ କେ ବିଚାର୍‌ ନ କରତ୍‌ ।
16 ଯତ ଈଶ୍ୱରସ୍ୟ ମନୋ ଜ୍ଞାତ୍ୱା ତମୁପଦେଷ୍ଟୁଂ କଃ ଶକ୍ନୋତି? କିନ୍ତୁ ଖ୍ରୀଷ୍ଟସ୍ୟ ମନୋଽସ୍ମାଭି ର୍ଲବ୍ଧଂ|
୧୬ସାସ୍‌ତରେ ଲେକା ଅଇଲାପାରା କେ ମିସା ମାପ୍‌ରୁର୍‌ ମନର୍‌ କାତା ଜାନି ନାପାରତ୍‌, କି କେ ମିସା ତାକେ ସିକାଇ ନାପାରତ୍‌ । ମାତର୍‌ ଆମେ କିରିସ୍‌ଟର୍‌ ମନ୍‌ ପାଇଆଚୁ ।

< ୧ କରିନ୍ଥିନଃ 2 >