< ୨ କରିନ୍ଥିନଃ 1 >

1 ଈଶ୍ୱରସ୍ୟେଚ୍ଛଯା ଯୀଶୁଖ୍ରୀଷ୍ଟସ୍ୟ ପ୍ରେରିତଃ ପୌଲସ୍ତିମଥିର୍ଭ୍ରାତା ଚ ଦ୍ୱାୱେତୌ କରିନ୍ଥନଗରସ୍ଥାଯୈ ଈଶ୍ୱରୀଯସମିତଯ ଆଖାଯାଦେଶସ୍ଥେଭ୍ୟଃ ସର୍ୱ୍ୱେଭ୍ୟଃ ପୱିତ୍ରଲୋକେଭ୍ୟଶ୍ଚ ପତ୍ରଂ ଲିଖତଃ|
ମୁଇ ପାଉଲ୍‌, ପର୍‌ମେସରର୍‌ ମନ୍‍ କଲା ଇସାବେ କିରିସ୍‌ଟ ଜିସୁର୍‌ ଗଟେକ୍‌ ପେରିତ୍‌ ସିସ୍‌ ବାଚାଇଅଇଲିଆଚି । ମୁଇ ଆରି ଆମର୍‌ ବାଇ ତିମତି ଆରି କରନ୍ତିୟଟାନେ ରଇବା ପର୍‌ମେସରର୍‌ ଗୁଲାଇ ମଣ୍ଡଲିମନ୍‌କେ ଆରି ଆକାଇଆଟାନେ ରଇବା ସବୁ ପର୍‌ମେସରର୍‌ ଲକ୍‌ମନ୍‌କେ, ଏ ଚିଟି ଲେକ୍‌ଲୁନି ।
2 ଅସ୍ମାକଂ ତାତସ୍ୟେଶ୍ୱରସ୍ୟ ପ୍ରଭୋର୍ୟୀଶୁଖ୍ରୀଷ୍ଟସ୍ୟ ଚାନୁଗ୍ରହଃ ଶାନ୍ତିଶ୍ଚ ଯୁଷ୍ମାସୁ ୱର୍ତ୍ତତାଂ|
ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁର୍‌ ଟାନେଅନି ଜିବନ୍‌ ଦୁକାଇଲାଟା ଆରି ସାନ୍ତି ତମ୍‌କେ ଅ ।
3 କୃପାଲୁଃ ପିତା ସର୍ୱ୍ୱସାନ୍ତ୍ୱନାକାରୀଶ୍ୱରଶ୍ଚ ଯୋଽସ୍ମତ୍ପ୍ରଭୋର୍ୟୀଶୁଖ୍ରୀଷ୍ଟସ୍ୟ ତାତ ଈଶ୍ୱରଃ ସ ଧନ୍ୟୋ ଭୱତୁ|
ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । ସେ ଆମର୍‌ ଦୟାକାରିଆ ବାବା ଆରି ଜାର୍‌ ଟାନେଅନି କି ଆମ୍‌କେ ସବୁ ବିସଇର୍‌ ସାଇଜ ଆଇସି ।
4 ଯତୋ ୱଯମ୍ ଈଶ୍ୱରାତ୍ ସାନ୍ତ୍ୱନାଂ ପ୍ରାପ୍ୟ ତଯା ସାନ୍ତ୍ୱନଯା ଯତ୍ ସର୍ୱ୍ୱୱିଧକ୍ଲିଷ୍ଟାନ୍ ଲୋକାନ୍ ସାନ୍ତ୍ୱଯିତୁଂ ଶକ୍ନୁଯାମ ତଦର୍ଥଂ ସୋଽସ୍ମାକଂ ସର୍ୱ୍ୱକ୍ଲେଶସମଯେଽସ୍ମାନ୍ ସାନ୍ତ୍ୱଯତି|
ସେ ଆମ୍‌କେ ସବୁ ଦୁକ୍‌ କସ୍‌ଟ ଆଇଲେ ସାଇଜ କର୍‌ସି । ସେନ୍ତାରିସେ ବିନ୍‌ ବିନ୍‌ ରକାମର୍‌ କସ୍‌ଟ ପାଇତେରଇବା ଲକ୍‌ମନ୍‌କେ ଆମେ ଜେନ୍ତି ଦୁକ୍‌ ସାରାଇବୁ । ପର୍‌ମେସର୍‌ ଟାନେଅନି ଜନ୍‌ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍‌ ଲାଗି, ଆମେ ମିସା ବିନ୍‌ ଲକ୍‌କେ ସାଇଜ କର୍‌ବୁ ।
5 ଯତଃ ଖ୍ରୀଷ୍ଟସ୍ୟ କ୍ଲେଶା ଯଦ୍ୱଦ୍ ବାହୁଲ୍ୟେନାସ୍ମାସୁ ୱର୍ତ୍ତନ୍ତେ ତଦ୍ୱଦ୍ ୱଯଂ ଖ୍ରୀଷ୍ଟେନ ବହୁସାନ୍ତ୍ୱନାଢ୍ୟା ଅପି ଭୱାମଃ|
କାଇକେବଇଲେ ଜେନ୍ତିକି କିରିସ୍‌ଟର୍‌ତେଇ ମିସ୍‌ଲାର୍‌ପାଇ ଆମର୍‌ ଦୁକ୍‌, କସ୍‌ଟ ଅଦିକ୍‌ ଅଦିକ୍‌ ଅଇଆଚେ, ସେନ୍ତାରିସେ କିରିସ୍‌ଟର୍‌ ଲାଗି ଆମର୍‌ ଦୁକ୍‌ ସାରାଇବାଟା ମିସା ଅଦିକ୍‌ ଅଦିକ୍‌ ଅଇଲାନି ।
6 ୱଯଂ ଯଦି କ୍ଲିଶ୍ୟାମହେ ତର୍ହି ଯୁଷ୍ମାକଂ ସାନ୍ତ୍ୱନାପରିତ୍ରାଣଯୋଃ କୃତେ କ୍ଲିଶ୍ୟାମହେ ଯତୋଽସ୍ମାଭି ର୍ୟାଦୃଶାନି ଦୁଃଖାନି ସହ୍ୟନ୍ତେ ଯୁଷ୍ମାକଂ ତାଦୃଶଦୁଃଖାନାଂ ସହନେନ ତୌ ସାଧଯିଷ୍ୟେତେ ଇତ୍ୟସ୍ମିନ୍ ଯୁଷ୍ମାନଧି ମମ ଦୃଢା ପ୍ରତ୍ୟାଶା ଭୱତି|
ମାତର୍‌ ଆମ୍‌କେ ଦୁକ୍‌ କସ୍‌ଟ ଅଇଲେ, ସେଟା ତମର୍‌ ଦୁକ୍‌ ସାରାଇବାକେ ଆରି ନ ସାର୍‌ବା ଜିବନ୍‌ ପାଇବାକେ । ସେନ୍ତାରିସେ ଜେଡେବେଲେ ଆମେ ପର୍‌ମେସରର୍‌ ଟାନେଅନି ସାଇଜ ମିଲାଇବୁ, ସେଟା ତମର୍‌ପାଇ ମିସା ସାଇଜ ମିଲ୍‌ଲା ପାରା । ଏନ୍ତାରି ସେ ତମର୍‌ ବିସ୍‌ବାସ୍‌ କର୍‌ବାଟା ଡାଟ୍‌ କରାଇସି, ଜେନ୍ତିକି ଆମେ ଦୁକ୍‌କସ୍‌ଟ ଆଇଲେ ମିସା ମୁର୍‌ଚି କରି ଆଚୁ, ସେନ୍ତାରି ଦୁକ୍‌ କସ୍‌ଟ ଆଇଲେ ତମେ ମିସା ମୁର୍‌ଚି କରି ରଇପାରାସ୍‌ ।
7 ଯଦି ୱା ୱଯଂ ସାନ୍ତ୍ୱନାଂ ଲଭାମହେ ତର୍ହି ଯୁଷ୍ମାକଂ ସାନ୍ତ୍ୱନାପରିତ୍ରାଣଯୋଃ କୃତେ ତାମପି ଲଭାମହେ| ଯତୋ ଯୂଯଂ ଯାଦୃଗ୍ ଦୁଃଖାନାଂ ଭାଗିନୋଽଭୱତ ତାଦୃକ୍ ସାନ୍ତ୍ୱନାଯା ଅପି ଭାଗିନୋ ଭୱିଷ୍ୟଥେତି ୱଯଂ ଜାନୀମଃ|
ଏଟାର୍‌ଲାଗି ତମର୍‌ଟାନେ ଆସା କର୍‌ବାଟା ଡାଁଟ୍‌ ଅଇଲାଆଚେ । କାଇକେବଇଲେ, ଆମେ ଜାନିଆଚୁ, ଆମ୍‌କେ ଦୁକ୍‌ କସ୍‌ଟ ଆଇଲେ ମିସା ମୁର୍‌ଚିକରି ଆଚୁ, ତମେ ମିସା ସେନ୍ତାରି ମୁର୍‌ଚିକରି ଆଚାସ୍‌ । ଜେନ୍ତାରି କି ପର୍‌ମେସର୍‌ ଟାନେଅନି ଆମେ ସାଇଜ ମିଲାଇଆଚୁ । ସେନ୍ତାରିସେ ତମେ ମିସା ସାଇଜ ମିଲାଇଆଚାସ୍‌ ।
8 ହେ ଭ୍ରାତରଃ, ଆଶିଯାଦେଶେ ଯଃ କ୍ଲେଶୋଽସ୍ମାନ୍ ଆକ୍ରାମ୍ୟତ୍ ତଂ ଯୂଯଂ ଯଦ୍ ଅନୱଗତାସ୍ତିଷ୍ଠତ ତନ୍ମଯା ଭଦ୍ରଂ ନ ମନ୍ୟତେ| ତେନାତିଶକ୍ତିକ୍ଲେଶେନ ୱଯମତୀୱ ପୀଡିତାସ୍ତସ୍ମାତ୍ ଜୀୱନରକ୍ଷଣେ ନିରୁପାଯା ଜାତାଶ୍ଚ,
କାଇକେ ବଇଲେ, ଏ ବାଇବଇନିମନ୍‌, ଆସିଆ ରାଇଜେ ଆମ୍‌କେ ଅଇରଇବା ବଡ୍‌ ଦୁକ୍‌ କସ୍‌ଟ ବିସଇ ତମେ ଜାନିରୁଆ ବଲି ଆମେ ମନ୍‍ କଲୁନି । ମୁର୍‌ଚି ନାପାର୍‌ଲା ବଡ୍‌ ପରିକା ଆଇଲା । ଏନ୍ତାରି କି ଆମେ ଆରି ନ ରଇକରି ମରିଜିବାର୍‌ ଅଇସିବେ ବଲି ବାବ୍‌ତେରଇଲୁ ।
9 ଅତୋ ୱଯଂ ସ୍ୱେଷୁ ନ ୱିଶ୍ୱସ୍ୟ ମୃତଲୋକାନାମ୍ ଉତ୍ଥାପଯିତରୀଶ୍ୱରେ ଯଦ୍ ୱିଶ୍ୱାସଂ କୁର୍ମ୍ମସ୍ତଦର୍ଥମ୍ ଅସ୍ମାଭିଃ ପ୍ରାଣଦଣ୍ଡୋ ଭୋକ୍ତୱ୍ୟ ଇତି ସ୍ୱମନସି ନିଶ୍ଚିତଂ|
ଉଁ, ଆମ୍‍କେ ମରନ୍‌ ଆସି ଡାବିଅଇରଇଲା । ମାତର୍‌ ନିଜର୍‌ ନିଜର୍‌ ଉପ୍‌ରେ ଆସା ନ କରି, ଜନ୍‌ ପର୍‌ମେସର୍‌ ମଲା ଲକ୍‌ମନ୍‌କେ ଉଟାଇସି, ତାର୍‌ ଉପ୍‌ରେ ଆସା କର୍‌ବାକେ ଏ ସବୁ ଅଇଲା ।
10 ଏତାଦୃଶଭଯଙ୍କରାତ୍ ମୃତ୍ୟୋ ର୍ୟୋ ଽସ୍ମାନ୍ ଅତ୍ରାଯତେଦାନୀମପି ତ୍ରାଯତେ ସ ଇତଃ ପରମପ୍ୟସ୍ମାନ୍ ତ୍ରାସ୍ୟତେ ଽସ୍ମାକମ୍ ଏତାଦୃଶୀ ପ୍ରତ୍ୟାଶା ୱିଦ୍ୟତେ|
୧୦ସେ ଆମ୍‌କେ ମରନ୍‌ଟାନେ ଅନି ବଁଚାଇଲା । ସେଟାର୍‌ପାଇ ଆମେ ରକିଆ ପାଇଲୁ । ମରନ୍‌ ରଇଲା ଆକା, ମାତର୍‌ ମରୁନାଇ । ଆରି ସେ ଆମ୍‌କେ ସାଇଜ କର୍‌ତେରଇସି ଆକା ବଲି ଜାନିଆଚୁ । ଆମ୍‌କେ ବଡ୍‌ ଆସା ଆଚେ ଜେ, ସେ ଆମ୍‌କେ ସାଇଜ କର୍‌ବାଟା କେବେ ନ ତେବାଏ ।
11 ଏତଦର୍ଥମସ୍ମତ୍କୃତେ ପ୍ରାର୍ଥନଯା ୱଯଂ ଯୁଷ୍ମାଭିରୁପକର୍ତ୍ତୱ୍ୟାସ୍ତଥା କୃତେ ବହୁଭି ର୍ୟାଚିତୋ ଯୋଽନୁଗ୍ରହୋଽସ୍ମାସୁ ୱର୍ତ୍ତିଷ୍ୟତେ ତତ୍କୃତେ ବହୁଭିରୀଶ୍ୱରସ୍ୟ ଧନ୍ୟୱାଦୋଽପି କାରିଷ୍ୟତେ|
୧୧ତମେ ଆମର୍‌ ପାଇ ପାର୍‌ତନା କରି ଆମ୍‌କେ ସାଇଜ କର୍‌ବାର୍‌ ଆଚେ । ସେନ୍ତାର୍‌ କଲେ ପର୍‌ମେସର୍‌ ସବୁ ପାର୍‌ତନାଇ ମାଙ୍ଗ୍‌ଲାଟା ପାଟାଇସି । ଆରି ବେସି ଲକ୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେବାଇ । କାଇକେବଇଲେ ସେ ଆମ୍‌କେ ଆସିର୍‌ବାଦ୍‌ କଲାଆଚେ ।
12 ଅପରଞ୍ଚ ସଂସାରମଧ୍ୟେ ୱିଶେଷତୋ ଯୁଷ୍ମନ୍ମଧ୍ୟେ ୱଯଂ ସାଂସାରିକ୍ୟା ଧିଯା ନହି କିନ୍ତ୍ୱୀଶ୍ୱରସ୍ୟାନୁଗ୍ରହେଣାକୁଟିଲତାମ୍ ଈଶ୍ୱରୀଯସାରଲ୍ୟଞ୍ଚାଚରିତୱନ୍ତୋଽତ୍ରାସ୍ମାକଂ ମନୋ ଯତ୍ ପ୍ରମାଣଂ ଦଦାତି ତେନ ୱଯଂ ଶ୍ଲାଘାମହେ|
୧୨ବାଇମନ୍‌ ଆମେ ବଡ୍‌ପନ୍‌ ଅଇକରି କଇବା ଗଟେକ୍‌ କାତା ଆଚେ । ସେଟା ଆମେ ସତ୍‌ ବଲି ଜାନ୍‌ଲୁନି ଆରି ସେଟା ଅଇଲାନି, । ସବୁଲକର୍‍ଟାନେ ଆରି, ତମର୍‌ଟାନେ ମିସା ଆମର୍‌ ଚଲାଚଲ୍‌ତି ସୁକଲ୍‌ ଆରି ଦରମ୍‌ ଆଚେ । ଏଟା ଆମର୍‌ ବିବେକ୍‌ ସାକି ଦେଲାନି । ଲକ୍‌ମନର୍‌ ଗିଆନ୍‌ ଇସାବେ ଆମେ କରୁନାଇ, ମାତର୍‌ ପର୍‌ମେସରର୍‌ ଜିବନ୍‌ ଦୁକାଇଲା ବପୁର୍‌ ସଙ୍ଗ୍‌ ଏ ସବୁଜାକ କଲୁନି ।
13 ଯୁଷ୍ମାଭି ର୍ୟଦ୍ ଯତ୍ ପଠ୍ୟତେ ଗୃହ୍ୟତେ ଚ ତଦନ୍ୟତ୍ କିମପି ଯୁଷ୍ମଭ୍ୟମ୍ ଅସ୍ମାଭି ର୍ନ ଲିଖ୍ୟତେ ତଚ୍ଚାନ୍ତଂ ଯାୱଦ୍ ଯୁଷ୍ମାଭି ର୍ଗ୍ରହୀଷ୍ୟତ ଇତ୍ୟସ୍ମାକମ୍ ଆଶା|
୧୩କାଇକେ ବଇଲେ, ଆମେ ଚିଟି ପାଟାଇଲା ବେଲେ ତମେ ଜାଇଜାଇଟା ପଡିକରି ବୁଜିପାରାସ୍‌, ସେଟାସେ ଲେକି ପାଟାଇଲୁନି ।
14 ଯୂଯମିତଃ ପୂର୍ୱ୍ୱମପ୍ୟସ୍ମାନ୍ ଅଂଶତୋ ଗୃହୀତୱନ୍ତଃ, ଯତଃ ପ୍ରଭୋ ର୍ୟୀଶୁଖ୍ରୀଷ୍ଟସ୍ୟ ଦିନେ ଯଦ୍ୱଦ୍ ଯୁଷ୍ମାସ୍ୱସ୍ମାକଂ ଶ୍ଲାଘା ତଦ୍ୱଦ୍ ଅସ୍ମାସୁ ଯୁଷ୍ମାକମପି ଶ୍ଲାଘା ଭୱିଷ୍ୟତି|
୧୪ଏବେ ଆମେ ଜାଇଟା କଲୁନି, ସେ ବିସଇ ତମେ ଅଲପ୍‌ ଅଲପ୍‌ ବୁଜ୍‌ଲାସ୍‌ନି । ମାତର୍‌ ମୁଇ ଆସା କଲିନି, ସେଟା ତମେ ପୁରାପୁରୁନ୍‌ ବୁଜି ପାର୍‌ସା । ଜେନ୍ତାରି କି, ଆମର୍‌ ମାପ୍‌ରୁ ଜିସୁ ବାଉଡ୍‌ଲା ଦିନେ, ତମେ ଆମର୍‌ ଲାଗି ସାର୍‌ଦା କର୍‌ସା, ସେନ୍ତାରିସେ ଆମେ ମିସା ତମର୍‌ଲାଗି ସାର୍‌ଦା କର୍‌ବୁ ।
15 ଅପରଂ ଯୂଯଂ ଯଦ୍ ଦ୍ୱିତୀଯଂ ୱରଂ ଲଭଧ୍ୱେ ତଦର୍ଥମିତଃ ପୂର୍ୱ୍ୱଂ ତଯା ପ୍ରତ୍ୟାଶଯା ଯୁଷ୍ମତ୍ସମୀପଂ ଗମିଷ୍ୟାମି
୧୫ଏଟା ସବୁ ତମେ ବୁଜି ପାର୍‌ସା, ସେଟା ଜାନିକରି ମୁଇ ତମର୍‌ଟାନେ ବୁଲିଆଇବି ବଲି ମନ୍‌କଲି । ଜେନ୍ତାରି କି ମୁଇ ତମ୍‌କେ ଦୁଇତର୍‌ ସାଇଜ କରିପାର୍‌ବି ।
16 ଯୁଷ୍ମଦ୍ଦେଶେନ ମାକିଦନିଯାଦେଶଂ ୱ୍ରଜିତ୍ୱା ପୁନସ୍ତସ୍ମାତ୍ ମାକିଦନିଯାଦେଶାତ୍ ଯୁଷ୍ମତ୍ସମୀପମ୍ ଏତ୍ୟ ଯୁଷ୍ମାଭି ର୍ୟିହୂଦାଦେଶଂ ପ୍ରେଷଯିଷ୍ୟେ ଚେତି ମମ ୱାଞ୍ଛାସୀତ୍|
୧୬କାଇକେବଇଲେ ମୁଇ ମାକିଦନିଆଇ ଜିବାବାଟେ ତମର୍‌ଟାନେ ଆସି ରଇବି ବଲି ମନ୍‌କଲି । ଆରି ମୁଇ ଗରେ ବାଅଡ୍‌ବାବେଲେ ଆରିତରେକ୍‌ ତମର୍‌ଟାନେ ତେବ୍‌ବି ବଲି ମନ୍‌ କଲି । କାଇକେବଇଲେ ମୁଇ ଜେବେ ଜିଉଦା ଦେସେ ଜିବାକେ ବାରଇବି, ସେ ବେଲେ ତମେ ମକେ ସାଇଜ କରି ପାରାସ୍‌ ।
17 ଏତାଦୃଶୀ ମନ୍ତ୍ରଣା ମଯା କିଂ ଚାଞ୍ଚଲ୍ୟେନ କୃତା? ଯଦ୍ ଯଦ୍ ଅହଂ ମନ୍ତ୍ରଯେ ତତ୍ କିଂ ୱିଷଯିଲୋକଇୱ ମନ୍ତ୍ରଯାଣ ଆଦୌ ସ୍ୱୀକୃତ୍ୟ ପଶ୍ଚାଦ୍ ଅସ୍ୱୀକୁର୍ୱ୍ୱେ?
୧୭ତେବେ ମୁଇ ଏନ୍ତାରି ମନ୍‍ କଲାକେ ମକେ ତମେ ଦୁଇ ମନିଆ ଲକ୍‌ ବଲି ବାବ୍‌ଲାସ୍‌ନି କାଇକି । ନିଜର୍‌ ମନ୍‍ କଲା ଇସାବେ ଚିନ୍ତା କର୍‌ବା ଗଟେକ୍‌ ଲକର୍‌ପାରା ତମେ ମକେ ବାବ୍‌ଲାସ୍‌ କାଇକି । ମୁଇ ଆଇବି ବଲି କଇଲେ ମିସା ତମର୍‌ ମନେ ସେ ନ ଆସେ, ବଲି ବାବ୍‌ଲାସ୍‌ କାଇକି ।
18 ଯୁଷ୍ମାନ୍ ପ୍ରତି ମଯା କଥିତାନି ୱାକ୍ୟାନ୍ୟଗ୍ରେ ସ୍ୱୀକୃତାନି ଶେଷେଽସ୍ୱୀକୃତାନି ନାଭୱନ୍ ଏତେନେଶ୍ୱରସ୍ୟ ୱିଶ୍ୱସ୍ତତା ପ୍ରକାଶତେ|
୧୮ଜଦି ପର୍‌ମେସର୍‌ କଇବାଟା ସତ୍‌, ସେନ୍ତାର୍‌ ଆଲେ ମୁଇ କଇବାଟା ମିସା ସତ୍‌ ସେ । ଏକାବେଲେ ଉଁ ଆରି ନାଇ ବଲି, ନ କଇ ।
19 ମଯା ସିଲ୍ୱାନେନ ତିମଥିନା ଚେଶ୍ୱରସ୍ୟ ପୁତ୍ରୋ ଯୋ ଯୀଶୁଖ୍ରୀଷ୍ଟୋ ଯୁଷ୍ମନ୍ମଧ୍ୟେ ଘୋଷିତଃ ସ ତେନ ସ୍ୱୀକୃତଃ ପୁନରସ୍ୱୀକୃତଶ୍ଚ ତନ୍ନହି କିନ୍ତୁ ସ ତସ୍ୟ ସ୍ୱୀକାରସ୍ୱରୂପଏୱ|
୧୯ମୁଇ, ସିଲାନ୍‌ ଆରି ତିମତି, ପର୍‌ମେସରର୍‌ ପଅ ଜେ କି କିରିସ୍‌ଟ ଜିସୁ, ତାର୍‌ ବିସଇନେଇ ତମ୍‌କେ ଜାନାଇରଇଲୁ । ସେ ଉଁ ଆରି ନାଇ, ବଲି କଇବା ଦୁଇ ମନିଆ ଲକ୍‌ ନଏଁ ।
20 ଈଶ୍ୱରସ୍ୟ ମହିମା ଯଦ୍ ଅସ୍ମାଭିଃ ପ୍ରକାଶେତ ତଦର୍ଥମ୍ ଈଶ୍ୱରେଣ ଯଦ୍ ଯତ୍ ପ୍ରତିଜ୍ଞାତଂ ତତ୍ସର୍ୱ୍ୱଂ ଖ୍ରୀଷ୍ଟେନ ସ୍ୱୀକୃତଂ ସତ୍ୟୀଭୂତଞ୍ଚ|
୨୦ତାର୍‌ଲାଗି ପର୍‌ମେସର୍‌ ଉଁ ବଲି, କଇରଇବାଟା, ସବୁଜାକ ପୁରାପୁରୁନ୍‌ କର୍‌ସି । ସେଟାର୍‌ପାଇ ଜିସୁକିରିସ୍‌ଟକେ ଆମେ ଆମେନ୍‍ ବଲି, କଇବାଟା ପର୍‌ମେସରର୍‌ ମଇମା ପାଇ ଅଇସି ।
21 ଯୁଷ୍ମାନ୍ ଅସ୍ମାଂଶ୍ଚାଭିଷିଚ୍ୟ ଯଃ ଖ୍ରୀଷ୍ଟେ ସ୍ଥାସ୍ନୂନ୍ କରୋତି ସ ଈଶ୍ୱର ଏୱ|
୨୧ତମ୍‌କେ ଆରି ଆମ୍‌କେ ଜିସୁକିରିସ୍‌ଟତେଇ ମିସିରଇବାକେ ଆଇବା ଡାଟ୍‌ ବିସ୍‌ବାସ୍‌ ଆନ୍‌ବାଟା, ପର୍‌ମେସର୍‌ ସେ । ଆରି ସେ ଆମ୍‌କେ ବାଚ୍‌ଲା ଆଚେ ।
22 ସ ଚାସ୍ମାନ୍ ମୁଦ୍ରାଙ୍କିତାନ୍ ଅକାର୍ଷୀତ୍ ସତ୍ୟାଙ୍କାରସ୍ୟ ପଣଖରୂପମ୍ ଆତ୍ମାନଂ ଅସ୍ମାକମ୍ ଅନ୍ତଃକରଣେଷୁ ନିରକ୍ଷିପଚ୍ଚ|
୨୨ଆମେ ତାର୍‌ଟା ବଲି ଜାନ୍‌ବାକେ ସେ ଆମ୍‌କେ ତାର୍‌ ଚିନ୍‌ ମାର୍‌ଲା ଆଚେ ଆରି ସୁକଲ୍‌ଆତ୍‌ମା ଆମର୍‌ ବିତ୍‌ରେ ଦାନ୍‌ କଲା ଆଚେ । ପର୍‌ମେସର୍‌ ଆମର୍‌ପାଇ ଜେତ୍‌କି ବିସଇ ସଙ୍ଗଇଆଚେ, ସେ ଆତ୍‌ମାର୍‌ ଲାଗି ଆମେ ସେଟା ସବୁ ପାଇବୁ ବଲି ଜାନ୍‌ଲୁନି ।
23 ଅପରଂ ଯୁଷ୍ମାସୁ କରୁଣାଂ କୁର୍ୱ୍ୱନ୍ ଅହମ୍ ଏତାୱତ୍କାଲଂ ଯାୱତ୍ କରିନ୍ଥନଗରଂ ନ ଗତୱାନ୍ ଇତି ସତ୍ୟମେତସ୍ମିନ୍ ଈଶ୍ୱରଂ ସାକ୍ଷିଣଂ କୃତ୍ୱା ମଯା ସ୍ୱପ୍ରାଣାନାଂ ଶପଥଃ କ୍ରିଯତେ|
୨୩ଜଦି ମୁଇ କଇବାଟା ସତ୍‌ ନାଇ, ସେନ୍ତାର୍‌ଆଲେ ପର୍‌ମେସର୍‌ ମକେ ଡଣ୍ଡ୍‌ ଦେଅ । ମୁଇ କରନ୍ତିଅତେଇ ବୁଲି ଆଇବାକେ କାଇକେ ଅଏ ନାଇ ବଲି ସେ ଜାନେ । ମୁଇ ତେଇ ଆଇଲେ, ତମର୍‌ ଚଲାଚଲ୍‌ତିର୍‌ ବୁଲ୍‌ଟିକ୍‌ ଦେକ୍‌ଲେ, ତମେ ଦୁକ୍‌ କର୍‌ତାସ୍‌ ।
24 ୱଯଂ ଯୁଷ୍ମାକଂ ୱିଶ୍ୱାସସ୍ୟ ନିଯନ୍ତାରୋ ନ ଭୱାମଃ କିନ୍ତୁ ଯୁଷ୍ମାକମ୍ ଆନନ୍ଦସ୍ୟ ସହାଯା ଭୱାମଃ, ଯସ୍ମାଦ୍ ୱିଶ୍ୱାସେ ଯୁଷ୍ମାକଂ ସ୍ଥିତି ର୍ଭୱତି|
୨୪ତମେ କନ୍‌ଟା ମାନ୍‌ବାର୍‌ ଆଚେ, କନ୍‌ଟା ନାଇ, ସେଟା ଆଦେସ୍‌ ଦେବାକେ ଆମେ ମନ୍‍ କରୁନାଇ । କାଇକେବଇଲେ, ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଇଗାଲା ଆଚେ । ତମର୍‌ ସଙ୍ଗ୍‌ ମିସିକରି କାମ୍‌ କର୍‌ବାକେ ଆମେ ମନ୍‍ କଲୁନି । ଜେନ୍ତାରିକି ତମେ ସାର୍‌ଦା ଅଇସା ।

< ୨ କରିନ୍ଥିନଃ 1 >