< ମାର୍କ 4 >
1 ଯୀଶୁ ସମୁଦ୍ରକୂଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ, ଆଉ ଏତେ ଅଧିକ ସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ ଯେ, ସେ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସିଲେ ଓ ଲୋକସମୂହ ସମୁଦ୍ର ନିକଟବର୍ତ୍ତୀ ସ୍ଥଳରେ ରହିଲେ।
୧ୟୀଶୁ ଆଡଃଗି ଗାଲିଲ୍ ଦରେୟା ଗେନାରେ ଇନିତୁ ଏଟେଦ୍କେଦାଏ, ଆଡଃ ଏନ୍ତାଃରେ ଗାଦେଲ୍ ହଡ଼କ ହୁଣ୍ଡିୟାନ୍ଚି ଦରେୟାରେ ତାଇକାନ୍ ମିଆଁଦ୍ ଲାଉକାରେ ଦୁବ୍ୟାନାଏ ଆଡଃ ସବେନ୍ ହଡ଼କ ଦରେୟା ଗେନାରେ ଅତେରେକ ତାଇକେନା ।
2 ସେତେବେଳେ ସେ ଦୃଷ୍ଟାନ୍ତରେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ, ପୁଣି, ଆପଣା ଶିକ୍ଷା ମଧ୍ୟରେ ସେମାନଙ୍କୁ କହିଲେ, ଶୁଣ!
୨ୟୀଶୁ ଇନ୍କୁକେ ଜନ୍କା କାଜିତେ ପୁରାଃ କାଜିକ ଇତୁକେଦ୍କଆଏ, ଆଡଃ ଇତୁକତାନ୍ଲଃ କାଜିକେଦ୍କଆଏ,
3 “ଦେଖ, ଜଣେ ବୁଣାଳୀ ବୁଣିବାକୁ ବାହାରିଲା।
୩“ଆୟୁମେପେ, ମିଆଁଦ୍ ହିତାହେର୍ନିଃ ହିତା ହେର୍ନାଗେନ୍ତେ ଅଡଙ୍ଗ୍ୟାନା ।
4 ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା, ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ।
୪ଆଡଃ ଇନିଃ ହିତା ହେର୍ତାନ୍ଲଃ ଚିମିନ୍ ହିତା ହରା ଗେନାରେ ଉୟୁଃୟାନା ଆଡଃ ଚେଣେଁକ ଆଡ଼୍ଗୁକେଦ୍ତେ ଏନାକ ହାଲାଙ୍ଗ୍ ଜମ୍କେଦାଃ ।
5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା ଏବଂ ବେଶି ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
୫ଚିମିନ୍ ହିତାଦ ହାସା ପୁରାଃ ବାନଃ ଦିରି ଅତେରେ ଉୟୁଃୟାନା, ହାସା ଏତାଙ୍ଗ୍ଗି ତାଇକାନ୍ ହରାତେ ଅମନ୍ ଧାବ୍ୟାନା ।
6 କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା।
୬ମେନ୍ଦ ସିଙ୍ଗି ରାକାବ୍ୟାନ୍ଚି ଏନ୍ ଅମନ୍ତେୟାଃକ ସବେନ୍ ଗସୟାନା, ଆଡଃ କା ରେହେଦାକାନ୍ ହରାତେ ରହଡ଼୍ୟାନା ।
7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା ଏବଂ କୌଣସି ଫଳ ଫଳିଲା ନାହିଁ।
୭ଚିମିନ୍ ହିତା ଜାନୁମ୍ ଚୁପାଦ୍କ ଥାଲାରେ ଉୟୁଃୟାନା, ଏନାକକେ ଜାନୁମ୍ ହାରାତପାକେଦାଏ, ଆଡଃ ଏନାକ କା ଜ ୟାନା ।
8 ପୁଣି, ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”
୮ମେନ୍ଦ ଚିମିନ୍ ହିତା ବୁଗିନ୍ ଅତେରେ ଉୟୁଃୟାନା, ଆଡଃ ଏନା ଅମନ୍ ହାରାୟାନ୍ତେ ଜ ୟାନା, ଅକଆଃକ ତିରିଶ୍, ଅକଆଃ ଷାଠେ, ଅକଆଃ ମିଦ୍ଶାଅଗୁନା, ଜ ୟାନା ।”
9 ପୁଣି, ସେ କହିଲେ, “ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
୯ଆଡଃ ୟୀଶୁ ମେନ୍କେଦାଏ, “ଆୟୁମ୍ ନାଗେନ୍ତେ ଲୁତୁର୍ ମେନାଃନିଃ ଆୟୁମେକାଏ ।”
10 ସେ ଏକାକୀ ଥିବା ସମୟରେ ତାହାଙ୍କ ସଙ୍ଗୀମାନେ ଦ୍ୱାଦଶଙ୍କ ସହିତ ତାହାଙ୍କୁ ସେହି ଦୃଷ୍ଟାନ୍ତଗୁଡ଼ିକ ବିଷୟରେ ପଚାରିବାକୁ ଲାଗିଲେ।
୧୦ୟୀଶୁ ଏସ୍କାର୍ଗି ତାଇକାନ୍ ଦିପିଲିରେ, ଆୟାଃଲଃ ତାଇକେନ୍ ହଡ଼କ, ଗେଲ୍ବାର୍ ଚେଲାକଲଃ, ନେ ଜନ୍କା କାଜିରେୟାଃ ମୁଣ୍ଡି ଚିକ୍ନାଃ ତାନାଃ ମେନ୍ତେକ କୁଲିକିୟାଃ?
11 ସେଥିରେ ସେ ସେମାନଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି,
୧୧ଇନିଃ କାଜିୟାଦ୍କଆଏ, “ଆପେଦ ପାର୍ମେଶ୍ୱାର୍ଆଃ ରାଇଜ୍ରେୟାଃ ଉକୁଆକାନ୍ କାଜିରାଃ ମୁଣ୍ଡିପେ ନାମ୍କାଦାଃ । ମେନ୍ଦ ବାହାରିରେନ୍ ଏଟାଃକକେ କାଜିରାଃ ଜନ୍କା କାଜିତେ ସବେନାଃ ଉଦୁବଃତାନା ।
12 ଯେପରି ‘ସେମାନେ ଦେଖୁ ଦେଖୁ ଜ୍ଞାତ ହୁଅନ୍ତି ନାହିଁ, ପୁଣି, ଶୁଣୁ ଶୁଣୁ ବୁଝନ୍ତି ନାହିଁ, କାଳେ ସେମାନେ ଫେରିଆସନ୍ତି ଓ କ୍ଷମା ପ୍ରାପ୍ତ ହୁଅନ୍ତି।’”
୧୨ଏନ୍ଲେକାତେ, “‘ଇନ୍କୁ ନେଲ୍ଦକ ନେଲେଆ, ମେନ୍ଦ କାକ ନେଲ୍ଉରୁମେୟାଁ, ଇନ୍କୁ ଆୟୁମ୍ଦକ ଆୟୁମେୟା, ମେନ୍ଦ କାକ ଆଟ୍କାରେୟା, କା'ରେଦ ଇନ୍କୁ ମନ୍କ ରୁହାଡ଼େତେୟାଃ, ଆଡଃ ପାର୍ମେଶ୍ୱାର୍ ଇନ୍କୁକେ ଛାମା ଏମାଦ୍କତେୟାଏ ।’”
13 ଯୀଶୁ ପୁଣି, ସେମାନଙ୍କୁ କହିଲେ, “ତୁମ୍ଭେମାନେ କି ଏହି ଦୃଷ୍ଟାନ୍ତ ବୁଝୁ ନାହଁ? ତେବେ କିପରି ସମସ୍ତ ଦୃଷ୍ଟାନ୍ତ ବୁଝିବ?
୧୩ଏନ୍ତେ ୟୀଶୁ ମେତାଦ୍କଆଏ, “ନେ କାଜିରାଃ ଜନ୍କା କା'ଚିପେ ମୁଣ୍ଡିକେଦା? ତାବ୍ଦ, ଆଡଃ ଜନ୍କାକ ଚିଲ୍କାପେ ମୁଣ୍ଡିଆ?
୧୪ହିତାହେର୍ନିଃଦ ପାର୍ମେଶ୍ୱାର୍ଆଃ କାଜି ହେର୍ନିଃ ତାନିଃ ।
15 ଯେଉଁମାନେ ଶୁଣନ୍ତି, ପୁଣି, ଶୁଣିବାକ୍ଷଣି ଶୟତାନ ଆସି ସେମାନଙ୍କଠାରେ ବୁଣାଯାଇଥିବା ବାକ୍ୟ ହରଣ କରିନିଏ, ସେମାନେ ବାକ୍ୟ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ।
୧୫ଚିମିନ୍ ହଡ଼କ ପାର୍ମେଶ୍ୱାର୍ରାଃ କାଜି ଆୟୁମ୍ ତାନ୍ଲଃଗି ସାଏତାନ୍ ହିଜୁଃକେଦ୍ତେ ଇନ୍କୁତାଃଏତେ ଆୟୁମ୍ କାଜିକେ ରେଃକ୍ଇଦିତାଃଏ, ଇନ୍କୁଦ ହରା ଗେନାରେ ହେରାକାନ୍ ହିତା ଲେକାଃକ ।
16 ସେହିପରି ଯେଉଁମାନେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି,
୧୬ଏନ୍ଲେକା, ଚିମିନ୍ ହଡ଼କଦ ହିତା ହେରାକାନ୍ ଦିରିଅତେ ଲେକାନ୍କ ତାନ୍କ, ଇନ୍କୁଦ କାଜି ଆୟୁମ୍ଲଃଗି ରାସ୍କାତେ ତେଲାଏତାନ୍ ହଡ଼କ ତାନ୍କ ।
17 କିନ୍ତୁ ସେମାନଙ୍କଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ରୁହନ୍ତି, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଆନ୍ତି, ସେମାନେ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ।
୧୭ମେନ୍ଦ ଇନ୍କୁତାଃରେ ‘ରେହେଦ୍’ କା ତାଇନ୍ ହରାତେ ଇନ୍କୁ କାଟିଃ ଘାଡ଼ିଗିକ ତାଇନାଃ, ତାୟମ୍ତେ କାଜିରାଃ ହରାତେ ଦୁକୁହାସୁ ଚାହେ ସାସାତି ହିଜୁଃରେ ଇମ୍ତାଗିକ ରୁହାଡ଼୍କଆଃ ।
18 ଆଉ ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି, ସାଂସାରିକ ଚିନ୍ତା, ଧନର ମାୟା ଏବଂ ଅନ୍ୟ ସମସ୍ତ ବିଷୟର ଲାଳସା ପ୍ରବେଶ କରି ବାକ୍ୟକୁ ଚାପିପକାଏ ଓ ତାହା ଫଳହୀନ ହୁଏ,
୧୮ଜେତାଏ କାଜି ଆୟୁମାଃଏ ମେନ୍ଦ ସାଂସାର୍ରେୟାଃ ଉଡ଼ୁଃ ଆଡଃ ପୁରାଃ ମେନାଃତେୟାଃରାଃ ହାୟା, କାନାଜିକେ ହାରାତପାଏୟା ଆଡଃ ଇନିଃ କାଏ ଜଅଃ'ଆ, ଇନିଃ ଜାନୁମ୍ ଥାଲାରେ ଉୟୁଗାକାନ୍ ହିତା ଲେକାନ୍ନିଃ ତାନିଃ, ଇନିଃ ଜେତାନ୍ ଜ କାଏ ଜଅଃ'ଆ ।
19 ସେହି ଅନ୍ୟ ପ୍ରକାର ଲୋକେ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ। (aiōn )
୧୯ନେ ଲେକାନ୍ ହଡ଼କଦ ଜାନୁମ୍ ଥାଲାରେ ହେରାକାନ୍ ହିତାଲେକାନ୍କତାନ୍କ । (aiōn )
20 ଆଉ ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳନ୍ତି, ସେମାନେ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ।”
୨୦ଆଡଃ ବୁଗିନ୍ ଅତେରେ ହେରାକାନ୍ ହିତାଲେକା ଚିମିନ୍ ହଡ଼କ ସୁକୁକାଜି ଆୟୁମ୍କେଦ୍ତେ ମାନାତିଙ୍ଗ୍ୟାଁଃକ, ଆଡଃ ମିଆଁଦ୍ନିଃ ତିରିଶ୍, ଏଟାଃନିଃ ଷାଠେ, ଆଡଃ ମିଆଁଦ୍ନିଃ ମିଦ୍ଶାଅ ଗୁନାକ, ଜ ଆଃ ।”
21 ପୁନଶ୍ଚ ସେ ସେମାନଙ୍କୁ କହିଲେ, “ଦୀପ କଅଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ? ଦୀପରୁଖା ଉପରେ ରଖାଯିବା ନିମନ୍ତେ କି ତାହା ଅଣାଯାଏ ନାହିଁ?
୨୧ଆଡଃଗି ୟୀଶୁ କାଜିୟାଦ୍କଆଏ, “ଚିୟାଃ ଜେତାଏ ହଡ଼ ଦିମି ଜୁଲ୍କେଦ୍ତେ ‘ତାୱାତେ’ ଚାଏ ପାର୍କମ୍ ଲାତାର୍ରେ ଦହୟାଏ? ଏନାକେଦ ପାଖା ଚାଏ ଦିର୍କା ଚେତାନ୍ରେ ଦହୟାଏ ।
22 କାରଣ ପ୍ରକାଶିତ ନ ହେବା ଉଦ୍ଦେଶ୍ୟରେ କିଛି ଗୁପ୍ତ ନାହିଁ; ଆଉ ଯାହା ଗୁପ୍ତ ହୋଇଅଛି, ତାହା ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଗୁପ୍ତ ହୋଇଅଛି।
୨୨ଅକ ସବେନ୍ ଉକୁଆକାନ୍ତେୟାଃ ଏନା ମାସ୍କାଲ୍ତେ ଆଉଃଆ, ଆଡଃ ଅକ ସବେନାଃ ଦାନାଙ୍ଗ୍ଆଁକାନା ଏନା ଉଦୁବଃଆ ।
23 ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
୨୩ଲୁତୁର୍ ତାପେଆଃ ଆୟୁମ୍ ନାଗେନ୍ତେ ମେନାଃରେଦ, ଆୟୁମେପେ ।”
24 ଯୀଶୁ ପୁଣି, ସେମାନଙ୍କୁ କହିଲେ, “କଅଣ ଶୁଣୁଅଛ, ସେ ବିଷୟରେ ସାବଧାନ। ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଯିବ ଏବଂ ତୁମ୍ଭମାନଙ୍କୁ ଅଧିକ ଦିଆଯିବ।
୨୪ଆଡଃଗି ଇନିଃ କାଜିୟାଦ୍କଆଏ, “ଆପେ ଆୟୁମେତେୟାଃ ବୁଗିଲେକା ଆୟୁମ୍ଉରୁମେପେ, ଆପେ ସଙ୍ଗେ ତାମ୍ବିରେଗି ଆପେ ନାଗେନ୍ତେ ସୋଙ୍ଗଃଆ, ଆଡଃ ଏନାଏତେ ଆଦ୍କାପେ ନାମେଆଁ ।
25 କାରଣ ଯାହାର ଅଛି, ତାହାକୁ ଦିଆଯିବ; ଆଉ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ସୁଦ୍ଧା ତାହାଠାରୁ ନିଆଯିବ।”
୨୫ଚିୟାଃଚି, ଅକଏତାଃ ମେନାଃ ଇନିଃଦ ଆଡଃଗି ନାମେଆଁ, ଆଡଃ ଜେତାଏତାଃରେ ବାନଃଆ, ଇନିଃତାଃଏତେ ଅକ୍ନାଃ ମେନାଃ ଏନାହଗି ଇଦିୟଃଆ ।”
26 ଆହୁରି ସେ କହିଲେ, “ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର, ଯେପରି ଜଣେ ଲୋକ ଭୂମିରେ ବିହନ ବୁଣେ;
୨୬ଆଡଃଗି ୟୀଶୁ କୁଲିକେଦ୍କଆଏ, “ପାର୍ମେଶ୍ୱାର୍ଆଃ ରାଇଜ୍ ନେ'ଲେକାଗିଆଃ, ମିଆଁଦ୍ ହଡ଼ ଆୟାଃ ଅତେରେ ହିତା ହେର୍କେଦାଏ ।
27 ପୁଣି, ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ହୁଏ, ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ।
୨୭ଆଡଃ ଇନିଃ ନିଦାରେ ଦୁଡ଼ୁମାଏ, ସିଙ୍ଗିରେ ବିରିଦାଏ, ଆଡଃ ଇନିୟାଃ କା ସାରିତେ ହିତା ଅମନଆଃ ଆଡଃ ହାରାଅଆଃ ।
28 ଭୂମି ଆପେ ଫଳ ଉତ୍ପନ୍ନ କରେ, ପ୍ରଥମରେ ପତ୍ର, ପରେ ଶସ୍ୟର ଶିଁଷା, ତାହା ପରେ ଶିଁଷାରେ ପୂର୍ଣ୍ଣ ଶସ୍ୟ।
୨୮ଅତେଦ ଆୟାଃତେଗି ଜ'ଏମାଃଏ, ସିଦା ଅମନେୟାଏ, ଏନ୍ତେ ଗେଲେୟାଏ, ଏନ୍ତେ ଗେଲେରେ ଜାଙ୍ଗ୍ଅଃଆ ।
29 କିନ୍ତୁ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ଦାଆ ଲଗାଏ।”
୨୯ଜ ଜାଙ୍ଗ୍ୟାନ୍ଚି ଏନ୍ ହଡ଼, ଇରୋଃ ଦିପିଲି ସେଟେର୍ୟାନା ମେନ୍ତେ, ଦାତ୍ରମ୍ ସାବେଆଏ ।
30 ଯୀଶୁ ପୁଣି, କହିଲେ, “ଆମ୍ଭେମାନେ କାହା ସାଙ୍ଗରେ ଈଶ୍ବରଙ୍କ ରାଜ୍ୟର ତୁଳନା କରିବା? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା?
୩୦“ଆଡଃଗି ୟୀଶୁ କୁଲିକେଦ୍କଆଏ, ପାର୍ମେଶ୍ୱାର୍ଆଃ ରାଇଜ୍ ଚିନାଃଲଃବୁ ଜକାଏୟା ଚାଏ ଅକ ଜନ୍କା କାଜିତେ ଏନାବୁ ଉଦୁବେୟା ।
31 ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର,
୩୧ଏନାଦ ମିଆଁଦ୍ ମାନିଜାଙ୍ଗ୍ ଲେକା, ଅତେରେ ହେର୍ତାନ୍ ସାମାଏରେ ଅତେରାଃ ସବେନ୍ ହିତାଜାଙ୍ଗ୍ ଏତେ ହୁଡିଙ୍ଗ୍ଆଁ,
32 ମାତ୍ର ବୁଣାଗଲେ ତାହା ବଢ଼ି ଉଠି ସବୁ ଶାକଠାରୁ ବଡ଼ ହୁଏ, ପୁଣି, ତାହାର ଏପରି ବଡ଼ ବଡ଼ ଡାଳ ହୁଏ ଯେ, ଆକାଶର ଚଢ଼େଇମାନେ ତାହାର ଛାୟାରେ ବାସ କରିପାରନ୍ତି।”
୩୨ମେନ୍ଦ ଅତେରେ ହେର୍ୟାନ୍ଚି ଏନାରେୟାଃ କତକ ଏଟାଃ ଆଡ଼ାଃଦାରୁକଏତେ ପୁରାଃ ମାରାଙ୍ଗ୍ ହାରାସାଲାଙ୍ଗିଅଃଆ, ଆଡଃ ସିର୍ମାରେନ୍ ଚେଣେଁକ ଏନାରେୟାଃ ଉମ୍ବୁଲ୍ରେକ ଥକାୟା ।”
33 ସେ ଏହି ପ୍ରକାରେ ଅନେକ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କ ଶୁଣିବା ଶକ୍ତି ଅନୁସାରେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରୁଥିଲେ,
୩୩ୟୀଶୁ ଇନ୍କୁକେ ଆଟ୍କାର୍ଉରୁମ୍ ଦାଡ଼ିଲେକା ପୁରାଃ ନେ'ଲେକାନ୍ ଜନ୍କା କାଜିକ କାଜିକେଦ୍କଆଏ ।
34 ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କ ନିକଟରେ କୌଣସି କଥା କହୁ ନ ଥିଲେ। କିନ୍ତୁ ସେ ଗୋପନରେ ଆପଣା ଶିଷ୍ୟମାନଙ୍କୁ ସମସ୍ତ ବିଷୟ ବୁଝାଇ ଦେଉଥିଲେ।
୩୪ବେଗାର୍ ଜନ୍କା କାଜିତେ ଇନିଃ ଇନ୍କୁକେ ଜେତ୍ନାଃ କାଏ କାଜିୟାଦ୍କଆ, ମେନ୍ଦ ଏସ୍କାର୍ରେ ଇନିଃ ଆୟାଃ ଚେଲାକକେ ସବେନାଃରାଃ ମୁଣ୍ଡି ଉଦୁବାକ ତାଇକେନାଏ ।
35 ସେହି ଦିନ ସନ୍ଧ୍ୟା ହୁଅନ୍ତେ ଯୀଶୁ ସେମାନଙ୍କୁ କହିଲେ, “ଆସ, ଆରପାରିକୁ ଯିବା।”
୩୫ଏନ୍ ହୁଲାଙ୍ଗ୍, ଆୟୁବ୍ୟାନ୍ଚି ୟୀଶୁ ଚେଲାକକେ କାଜିୟାଦ୍କଆଏ, “ଦଲାବୁ, ଦରେୟା ହାନ୍ ପାରମ୍ତେବୁଆ ।”
36 ସେଥିରେ ସେମାନେ ଲୋକସମୂହକୁ ପରିତ୍ୟାଗ କରି, ସେ ଯେପରି ଥିଲେ, ସେହିପରି ତାହାଙ୍କୁ ନୌକାରେ ସାଙ୍ଗରେ ଘେନିଗଲେ, ପୁଣି, ଅନ୍ୟାନ୍ୟ ନୌକା ମଧ୍ୟ ତାହାଙ୍କ ସହିତ ଥିଲା।
୩୬ଆଡଃ ଚେଲାକ ଗାଦେଲ୍ ହଡ଼କକେ ବାଗିକେଦ୍ତେ ଲାଉକାରେ ଦୁବ୍ୟାନାକ, ମେନ୍ଦ ୟୀଶୁ ସିଦାରେ ଦୁବାକାନ୍ ତାଇକେନାଏ, ଏନ୍ତେ ଇନ୍କୁ ଲାଉକାକେ ଚାଲାଅକେଦାଃକ, ଏନ୍ତାଃରେ ଏଟାଃ ଲାଉକାକହ ତାଇକେନା ।
37 ଆଉ ପ୍ରବଳ ତୋଫାନ ହେଲା, ପୁଣି, ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା।
୩୭ଇମ୍ତାଙ୍ଗ୍ଗି ଦୁଦୁଗାର୍ହୟ ବିରିଦ୍ୟାନା ଆଡଃ ଲାଉକାରେ ଆଲ୍ପୁଙ୍ଗ୍କ ରାକାବ୍ୟାନା, ଏନାତେ ଲାଉକାରେ ଦାଆଃ ପେରେଜଃତାନ୍ ତାଇକେନା ।
38 ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଚୁଳାରେ ମୁଣ୍ଡ ଦେଇ ଶୋଇପଡ଼ିଥିଲେ; ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ଆମେ ମଲୁ, ଆପଣଙ୍କର କଅଣ ଚିନ୍ତା ନାହିଁ?
୩୮ଇମ୍ତା ୟୀଶୁ ଲାଉକାରେୟାଃ ତାୟମ୍ସାଃରେ ଉଠୁଙ୍ଗିକେଦ୍ତେ ଦୁଡ଼ୁମାକାନାଏ ତାଇକେନା । ଚେଲାକ ଇନିଃକେ ବିରିଦିତାନ୍ଲଃ କାଜିକିୟାଃକ, “ହେ ଗୁରୁ, ଡୁବିଃଗ୍ ଗଜଃତାନାଲେ, କାମ୍ଚି ପାହାମ୍ତାନା?”
39 ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, “ତୁନି ହ, ଚୁପ୍ କର୍।” ସେଥିରେ ପବନ ବନ୍ଦ ହେଲା ଓ ସବୁ ଧିରସ୍ଥିର ହେଲା।
୩୯ୟୀଶୁ ବିରିଦ୍ତିଙ୍ଗୁୟାନ୍ଚି ହୟକେ ମାରାଙ୍ଗ୍ମଚାକିୟା ଆଡଃ ଆଲ୍ପୁଙ୍ଗ୍କେ କାଜିକେଦା, “ହାପାଅଃମେଁ,” ଆଡଃ ଏନା ରୁଡ଼ୁୟାନା, ଆଡଃ ପୁରା ସିଃସଏଃୟାନା ।
40 ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ଏ କଅଣ! ତୁମ୍ଭମାନଙ୍କର ବିଶ୍ୱାସ ନାହିଁ?”
୪୦ଏନ୍ତେ ୟୀଶୁ ଚେଲାକକେ କାଜିୟାଦ୍କଆଏ, “ଚିନାଃ ମେନ୍ତେପେ ବରତାନା? ନାହାଁଃ, ଜାକେଦ୍ ଆପେୟାଃ ବିଶ୍ୱାସ୍ ବାନଃଆଚି?”
41 ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି?
୪୧ଏନାତେ ଇନ୍କୁ ପୁରାଃଗି ବରକେଦାଃକ, ଆଡଃ ମେପେନ୍ୟାନାକ, “ନିଃଦ ଅକଏ ତାନିଃ? ହୟ, ଆଡଃ ଦରେୟା ହଁ ନିୟାଃ କାଜିକ ମାନାତିଙ୍ଗ୍ତାନା ।”