< ମାର୍କ 3 >
1 ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ। ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା।
୧ଏନ୍ତେ ୟୀଶୁ ସାମାଜ୍ ଅଡ଼ାଃତେ ବଲୟାନା, ଏନ୍ତାଃରେ ତିଃଇ ରହଡ଼ାକାନ୍ ମିଆଁଦ୍ ହଡ଼ ତାଇକେନାଏ ।
2 ଆଉ, ସେ ତାହାକୁ କେଜାଣି ବିଶ୍ରାମବାର ଦିନରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିପାରନ୍ତି।
୨ଆଡଃ ୟୀଶୁ ରୁଡ଼ୁନ୍ ହୁଲାଙ୍ଗ୍ରେ ଏନ୍ ହଡ଼କେ ବୁଗିୟାଏ ଚି କା ମେନ୍ତେ ଚିଟାଇ ନାଗେନ୍ତେ ଚିମିନାଙ୍ଗ୍ ହଡ଼କ ହରାକ ଦାଣାଁଁତାନ୍ ଆଡଃ ଲଡଇତାନ୍କ ତାଇକେନା ।
3 ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, “ଆସ, ମଝିରେ ଠିଆ ହୁଅ।”
୩ୟୀଶୁ ତିଃଇ ରହଡ଼ାକାନ୍ ହଡ଼କେ କାଜିକିୟାଏ, “ଏଲା, ସବେନ୍କଆଃ ଥାଲାରେ ତିଙ୍ଗୁନ୍ମେ ।”
4 ପୁଣି, ଯୀଶୁ ସେମାନଙ୍କୁ କହିଲେ, “ବିଶ୍ରାମବାର ଦିନରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ପ୍ରାଣ ରକ୍ଷା କରିବା ନା ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ।
୪ଏନ୍ତେ ୟୀଶୁ ଇନ୍କୁକେ କାଜିୟାଦ୍କଆଏ, “ଆବୁଆଃ ଆଇନ୍ଲେକାତେ ରୁଡ଼ୁନ୍ ହୁଲାଙ୍ଗ୍ରେ ଅକନ୍ କାମି ରିକା ଲାଗାତିଙ୍ଗ୍ୟାଁଃ? ମିହୁଡ଼୍ଆଃ ବୁଗିନ୍ ରିକାତେୟାଃ ଚି ଏତ୍କାନ୍ ରିକାତେୟାଃ? ମିହୁଡ଼୍ଆଃ ଜୀଉ ବାଞ୍ଚାଅତେୟାଃ ଚି ଜୀଉ ଗଗଏଃତେୟାଃ?” ମେନ୍ଦ ଇନ୍କୁ ଇନିଃକେ ଜେତ୍ନାଃ କାକ କାଜିରୁହାଡ଼୍ ଦାଡ଼ିକେନା ।
5 ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା।
୫ଏନ୍ତେ ଇନ୍କୁଆଃ କେଟେଦ୍ ମନ୍ ନେଲ୍କେଦ୍ତେ ୟୀଶୁଆଃ ମନ୍ ଦୁକୁୟାନା, ଆଡଃ ଖିସ୍ତେ ଇନ୍କୁକେ ନେଲ୍ବିୟୁର୍ କେଦ୍କଚି ଏନ୍ ହଡ଼କେ ମେତାଇୟାଏ, “ତିଃଇତାମାଃ ଜିଲିଙ୍ଗ୍ୟେଁମେ,” ଇନିଃ ତିଃଇ ଜିଲିଙ୍ଗ୍କେଦାଏ, ଆଡଃ ତିଃଇତାୟାଃ ପୁରାଗି ବୁଗିରୁହାଡ଼୍ୟାନା ।
6 ତହିଁରେ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସେହିକ୍ଷଣି ହେରୋଦୀୟମାନଙ୍କ ସହିତ ମନ୍ତ୍ରଣା କରିବାକୁ ଲାଗିଲେ।
୬ଆଡଃ ଫାରୁଶୀକ ଅଡଙ୍ଗ୍କେଦ୍ତେ ୟୀଶୁକେ ଚିଲ୍କାତେବୁ ଗଜିୟା ମେନ୍ତେ ଇମ୍ତାଗି ହେରୋଦ୍ ରାଜାରାଃ ହଡ଼କଲଃ ରଜୋଟ କେଦାଃ ।
7 ଏଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଅନ୍ତର ହୋଇ ସମୁଦ୍ରକୂଳକୁ ବାହାରିଗଲେ, ପୁଣି, ଗାଲିଲୀରୁ ମହାଜନତା ତାହାଙ୍କର ପଶ୍ଚାତ୍ଗମନ କଲେ; ଆଉ ଯିହୂଦିୟା ପ୍ରଦେଶ,
୭ଏନ୍ତେ ୟୀଶୁ ଆୟାଃ ଚେଲାକଲଃ ଗେନାକେଦ୍ତେ ଗାଲିଲ୍ ଦରେୟାସାଃତେ ସେନଃୟାନାଏ, ଆଡଃ ଗାଲିଲ୍ ଆଡଃ ଯିହୁଦାଏତେ ଗାଦେଲ୍ ହଡ଼କ ଇନିଃକେକ ଅତଙ୍ଗ୍କିୟା,
8 ଯିରୂଶାଲମ, ଇଦୋମ, ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱ, ପୁଣି, ସୋର ଓ ସୀଦୋନ ସହରର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ।
୮ଯୀରୁଶାଲେମ୍, ଇଦୁମ୍, ଯାର୍ଦାନ୍ ଗାଡ଼ା ହାନ୍ପାରମ୍, ସୋର୍ ଆଡଃ ସିଦୋନ୍ରାଃ ହପର୍ଜାପାଃ ନାଗାର୍କଏତେ ପୁରାଃ ଗାଦେଲ୍ ହଡ଼କ ଇନିୟାଃ ସବେନ୍ ମାପ୍ରାଙ୍ଗ୍ କାମି ରିକାରେୟାଃକାଜି ଆୟୁମ୍କେଦ୍ତେ ଇନିଃତାଃତେକ ହିଜୁଃୟାନା ।
9 ସେତେବେଳେ ଭିଡ଼ ସକାଶେ, ଲୋକସମୂହ ଯେପରି ତାହାଙ୍କ ଉପରେ ମାଡ଼ି ନ ପଡ଼ନ୍ତି, ଏଥିପାଇଁ ସେ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ଗୋଟିଏ ସାନ ନୌକା ନିକଟରେ ପ୍ରସ୍ତୁତ ରଖିବାକୁ କହିଲେ;
୯ଏନ୍ତାଃରେ ହଡ଼କ ହୁଣ୍ଡିୟାନ୍ଚି ଇନ୍କୁଆଃ ଉପୁଦୁର୍ଠେପ୍ସାଅ ଏତେ ବାଞ୍ଚାଅ ନାମେ ନାଗେନ୍ତେ ୟୀଶୁ ଆୟାଃ ନାଙ୍ଗ୍ ମିଆଁଦ୍ ଲାଉକା ଜଗାଡ଼୍ନାଙ୍ଗ୍ ଚେଲାକକେ କାଜିକେଦ୍କଆଏ ।
10 କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ।
୧୦ଚିୟାଃଚି, ୟୀଶୁ ପୁରାଃ ହଡ଼କକେ ବୁଗିକାଦ୍କ ତାଇକେନା, ଏନାମେନ୍ତେ ଦୁକୁହାସୁତାନ୍ ସବେନ୍କ, ଇନିଃକେ ଜୁଟିଦି ନାଗେନ୍ତେ ଇନିଃତାଃ ଜୁରୁହୁଣ୍ଡିନ୍ତାନ୍କ ତାଇକେନା ।
11 ଆଉ, ଅଶୁଚି ଆତ୍ମାଗୁଡ଼ାକ ଯେତେବେଳେ ତାହାଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, ତୁମ୍ଭେ ଈଶ୍ବରଙ୍କ ପୁତ୍ର।
୧୧ଆଡଃ ସତ୍ରା ଆତ୍ମାତେ ଏସେରାକାନ୍ ହଡ଼କ ଇନିଃକେ ନେଲ୍ତାଇଲଃଗି ଇନିୟାଃ କାଟାସୁବାରେ ଉୟୁଗେନ୍ତାନ୍କ ତାଇକେନା, ଆଡଃ “ଆମ୍ଗି ପାର୍ମେଶ୍ୱାର୍ଆଃ ହନ୍ ତାନ୍ମେ” ମେନ୍ତେକ କାଉରିତାଇକେନା ।
12 ସେଥିରେ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ।
୧୨ଏନ୍ତେଦ ଆଇଁୟାଃ ବିଷାଏରେ ଏଟାଃକକେ ଆଲ୍ପେ କାଜିକଆ ମେନ୍ତେ ଇନିଃ ଇନ୍କୁକେ ମାରାଙ୍ଗ୍ମଚା କେଦ୍କଆଏ ।
13 ସେ ପର୍ବତ ଉପରକୁ ଯାଇ, ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡାକିଲେ ଓ ସେମାନେ ତାହାଙ୍କ ପାଖକୁ ଆସିଲେ।
୧୩ଏନ୍ତେ ୟୀଶୁ ବୁରୁତେ ରାକାବ୍ୟାନାଏ, ଆଡଃ ଆୟାଃ ସାନାଙ୍ଗ୍ଆଁକାଦ୍କକେ ଆୟାଃତାଃତେ କେଡ଼ାକେଦ୍କଆଏ, ଆଡଃ ଇନ୍କୁ ଇନିଃତାଃତେକ ହିଜୁଃୟାନା ।
14 ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ,
୧୪ଆଡଃ ଇନିଃ ଗେଲ୍ବାର୍ ପ୍ରେରିତ୍କକେ ସାଲାକେଦ୍ତେ, ଇନ୍କୁକେ ପ୍ରେରିତ୍ ମେନ୍ତେ ନୁତୁମ୍କେଦ୍କଆଏ । ଇନିଃ ଇନ୍କୁକେ କାଜିକେଦ୍କଆଏ, “ଆଇଙ୍ଗ୍ଲଃ ତାଇନଃ ନାଗେନ୍ତେ ଆପେକେ ସାଲାକାଦ୍ପେଆଇଙ୍ଗ୍, ଆଡଃ ସୁକୁକାଜି ଉଦୁବ୍ ନାଗେନ୍ତେଇଙ୍ଗ୍ କୁଲ୍ପେୟା ।
15 ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ।
୧୫ଆଡଃ ବଙ୍ଗାକ ହାର୍ଅଡଙ୍ଗ୍ ନାଗେନ୍ତେ ଆପେକେ ପେଡ଼େଃ ଏମାପେୟାଇଙ୍ଗ୍ ।”
16 ଯୀଶୁ ଏହି ବାର ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ।
୧୬ୟୀଶୁ ନେ ଗେଲ୍ବାର୍ କୁଲାକାନ୍କକେ ସାଲାକେଦ୍କଆଏ, ଶିମୋନ୍, ଅକଏକେଚି ଇନିଃ ପାତ୍ରାସ୍ ନୁତୁମ୍କିଆଏ ।
17 ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ;
୧୭ଜେବଦୀଆଃ ବାରିୟା ହନ୍କଡ଼ାକିନ୍ ଯାକୁବ୍ ଆଡଃ ଯୋହାନ୍, ନେ ବାରାନ୍ ହାଗିୟାକିନ୍କେ ୟୀଶୁ, ବାନାର୍ଗେସ୍ ମେନ୍ଲେରେ “ରିମିଲ୍ସାଡ଼ିରେନ୍ ହନ୍କିନ୍” ମେନ୍ତେ ନୁତୁମ୍କେଦ୍କିନା;
18 ଆନ୍ଦ୍ରିୟ, ଫିଲିପ୍ପ, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ,
୧୮ଆନ୍ଦ୍ରିୟ, ଫିଲିପ୍, ବାର୍ଥୋଲମି, ମାଥିଉ, ଥୋମା, ଆଲ୍ଫିୟନାଃ ବାରିଆ ହନ୍କଡ଼ାକିନ୍ ଯାକୁବ୍ ଆଡଃ ଥଦ୍ଦିୟ, କିନାନ୍ରେନ୍ ଶିମୋନ୍, ଅକଏଚି ଇସ୍ରାଏଲ୍କକେ ମୁକ୍ତି ଏମ୍ ସାନାଙ୍ଗ୍ତାନ୍ ଯିହୁଦୀକ ଏତେ ମିହୁଡ଼୍ ତାଇକେନାଏ ।
19 ପୁଣି, ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।
୧୯ଆଡଃ ଇଷ୍କାରିୟତ୍ ଯିହୁଦା ଅକଏଚି, ତାୟମ୍ତେ ୟୀଶୁକେ ବାଇରିକଆଃ ତିଃଇରେ ଆଖ୍ରିଙ୍ଗ୍କିୟା ।
20 ପରେ ସେ ଘରକୁ ଆସିଲେ; ପୁନର୍ବାର ଲୋକସମୂହର ଏତେ ସମାଗମ ହେଲା ଯେ, ସେମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ।
୨୦ଏନ୍ତେ ୟୀଶୁ ଅଡ଼ାଃତେ ରୁହାଡ଼୍ୟାନାଏ, ଆଡଃ ଏନ୍ତାଃରେ ପୁରାଃ ହଡ଼କ ହୁଣ୍ଡିୟାନା, ଏନାତେ ଇନିଃ ଆଡଃ ଆୟାଃ ଚେଲାକ ଜମ୍ହ କାକ ଦାଡ଼ିକେଦାଃ ।
21 ତାହାଙ୍କ ଆତ୍ମୀୟମାନେ ଏହା ଶୁଣି ତାହାଙ୍କୁ ଧରି ଘେନିଯିବାକୁ ବାହାରି ଆସିଲେ, କାରଣ ସେମାନେ କହିଲେ, ତାହାଙ୍କର ମତିଭ୍ରମ ହେଲାଣି।
୨୧ନେୟାଁ ଆୟୁମ୍କେଦ୍ତେ ଆୟାଃ ଅଡ଼ାଃରେନ୍ ହଡ଼କ ଆଇଃକ୍କେ ସାବ୍ଇଦି ନାଗେନ୍ତେ ଅଡଙ୍ଗ୍ୟାନାକ, ଚିୟାଃଚି ହଡ଼କ କାଜିତାଇନାକ, “ନିଃ ବାଲୁଅଃତାନାଏ ।”
22 ଆଉ, ଯିରୂଶାଲମ ସହରରୁ ଆସିଥିବା ଶାସ୍ତ୍ରୀମାନେ କହିଲେ, ଏହାକୁ ବାଲ୍ଜିବୂଲ୍ ଲାଗିଛି, ପୁଣି, ଭୂତପତିର ସାହାଯ୍ୟରେ ସେ ଭୂତ ଛଡ଼ାଏ।
୨୨ଆଡଃ, ଯୀରୁଶାଲେମ୍ଏତେ ହିଜୁଆକାନ୍ ଆଇନ୍ ଇତୁକ ମେନ୍କେଦାଃକ “ବଙ୍ଗାକଆଃ ଗମ୍କେ ବାଲ୍ଜେବୁଲ୍ ଇନିଃକେ ଏସେର୍କିୟାଏ । ଇନିଃଗି ଇନିଃକେ ବଙ୍ଗା ହାର୍ଅଡଙ୍ଗ୍ ନାଙ୍ଗ୍ ପେଡ଼େଃ ଏମାଇତାନାଏ ।”
23 ଏଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି ଦୃଷ୍ଟାନ୍ତ କଥାରେ ସେମାନଙ୍କୁ କହିଲେ, “ଶୟତାନ କିପ୍ରକାରେ ଶୟତାନକୁ ଛଡ଼ାଇ ପାରେ?
୨୩ଏନାମେନ୍ତେ ୟୀଶୁ ଇନ୍କୁକେ ହାକାଅକେଦ୍କଆଏ, ଆଡଃ ଜନ୍କା କାଜିତେ ମେତାଦ୍କଆଏ, “ସାଏତାନ୍ଗିଃ ସାଏତାନ୍କେ ଚିଲ୍କା ହାର୍ଅଡଙ୍ଗ୍ ଦାଡ଼ିୟାଏ?
24 ଯଦି କୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ରାଜ୍ୟ ସ୍ଥିର ହୋଇ ରହି ପାରେ ନାହିଁ।
୨୪ମିଆଁଦ୍ ରାଇଜ୍ ଆୟାଃରେଗି ବିନ୍ଗାଅକେଦ୍ତେ ଆକ ଆକଥାଲାରେ ଲାପ୍ଡ଼ାଇରେଦ ଏନ୍ ରାଇଜ୍ ଛିତିବିତିକଆଃ ।
25 ପୁଣି, ଯଦି କୌଣସି ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ।
୨୫ଆଡଃ, ମିଆଁଦ୍ ଅଡ଼ାଃରେନ୍କ ଆକ ଆକଗି ଲାପ୍ଡ଼ାଇରେଦ ଏନ୍ ଅଡ଼ାଃ କା ତିଙ୍ଗୁନାଃ ।
26 ସେହି ପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି।
୨୬ଏନ୍ଲେକାଗି ସାଏତାନ୍, ସାଏତାନ୍ଆଃ ରାଇଜ୍ ହିଗାଡ଼୍କେଦ୍ତେ ବିନ୍ଗାଅରେଦ ଏନା କା ତିଙ୍ଗୁନାଃ, ମେନ୍ଦ ଛିତିବିତିକେଦ୍ତେ ଟୁଣ୍ଡୁଉତାରଃଆ ।
27 ମାତ୍ର କେହି ପ୍ରଥମେ ବଳବାନ ଲୋକକୁ ନ ବାନ୍ଧିଲେ ତାହାର ଗୃହରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଲୁଣ୍ଠନ କରିପାରେ ନାହିଁ; ତାହାକୁ ଆଗେ ବାନ୍ଧିଲେ ସିନା ସେ ତାହାର ଗୃହ ଲୁଣ୍ଠନ କରିବ।
୨୭“ପେଡ଼େୟାନ୍ନିଃକେ ଆଉରି ତଲ୍ ଜାକେଦ୍ ଜେତାଏ ଇନିୟାଃ ଅଡ଼ାଃରେ ବଲକେଦ୍ତେ ଆୟାଃ ମେନାଃତେୟାଃ କାଏ ରେଃକ୍ଦାଡ଼ିୟା, ମେନ୍ଦ ସିଦାତେ ଇନିଃକେ ତଲ୍କେଦ୍ତେ ଆୟାଃ ମେନାଃତେୟାଃ ରେଃକ୍ଦାଡ଼ିୟାଏ ।
28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଲୋକମାନଙ୍କର ସମସ୍ତ ପାପ ଓ ସେମାନେ ଯେତେ ନିନ୍ଦାକଥା କହି ଈଶ୍ବର ନିନ୍ଦା କରନ୍ତି, ସେ ସମସ୍ତ କ୍ଷମା କରାଯିବ;
୨୮“ସାର୍ତିଗି କାଜିପେତାନାଇଙ୍ଗ୍, ମାନୱାହନ୍କଆଃ ସବେନ୍ ପାପ୍ ଆଡଃ ଇନ୍କୁଆଃ ନିନ୍ଦା କାଜିକ ଛାମାୱାଃ;
29 କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହେ, ତାହାର କୌଣସି କାଳେ ହିଁ କ୍ଷମା ନାହିଁ, ମାତ୍ର ସେ ଅନନ୍ତ ପାପରେ ଦୋଷୀ ଅଟେ। (aiōn , aiōnios )
୨୯ମେନ୍ଦ ପାବିତାର୍ ଆତ୍ମାକେ ହିଲାଙ୍ଗ୍ଇ ହଡ଼କେ ଚିଉଲାହ କା ଛାମାୱାଃ, ଚିୟାଃଚି ଇନିଃ ଜାନାଅ ଜାନାଅରାଃ ପାପ୍ କେଦାଏ ।” (aiōn , aiōnios )
30 ତାହାକୁ ଅଶୁଚି ଆତ୍ମା ଲାଗିଛି, ଏହା ସେମାନେ କହିବାରୁ ସେ ଏହି କଥା କହିଲେ।”
୩୦“ସତ୍ରା ଆତ୍ମା ଇନିଃକେ ଏସେରାକାଇୟାଏ” ମେନ୍ତେ ଆଇନ୍ ଇତୁକ କାଜିକେଦ୍ଚି ନେ ସବେନାଃ ୟୀଶୁ କାଜିକେଦାଏ ।
31 ସେତେବେଳେ ତାହାଙ୍କ ମାଆ ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାହାଙ୍କୁ ଡକାଇ ପଠାଇଲେ।
୩୧ଏନ୍ତେ ୟୀଶୁଆଃ ଏଙ୍ଗାତେ ଆଡଃ ହାଗାକ ହିଜୁଃୟାନା ଆଡଃ ରାଚାରେ ତିଙ୍ଗୁକେଦ୍ତେ, ଇନିଃକେ କେଡ଼ାଆଉୱି ନାଗେନ୍ତେ ମିହୁଡ଼୍କେକ କୁଲ୍କିୟାଃ ।
32 ସେଥିରେ ତାହାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକସମୂହ ତାହାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ମା, ଭାଇ ଓ ଭଉଣୀମାନେ ବାହାରେ ଥାଇ ଆପଣଙ୍କୁ ଖୋଜୁଅଛନ୍ତି।
୩୨ଆଡଃ ଗାଦେଲ୍ ହଡ଼କ ଇନିଃତାଃରେ ଦୁବ୍ ଜୁରୁଆକାନ୍କ ତାଇକେନା, ଆଡଃ ଇନ୍କୁ କାଜିକିୟାଃକ, “ନେଲେମେ, ଆମାଃ ଏଙ୍ଗାମ୍ ଆଡଃ ହାଗା ମିଶିକ ରାଚାରେକଆ, ଇନ୍କୁ କେଡ଼ାମେତାନାକ ।”
33 ସେ ସେମାନଙ୍କୁ ଉତ୍ତର ଦେଲେ, “ମୋହର ମାଆ ଓ ଭାଇମାନେ କିଏ?”
୩୩ୟୀଶୁ କାଜିୟାଦ୍କଆଏ, “ଅକଏ ଆଇଁୟାଃ ଏଙ୍ଗାଇଙ୍ଗ୍? ଆଡଃ ଅକନ୍କ ଆଇଁୟାଃ ହାଗାଇଙ୍ଗ୍କ ତାନ୍କ?”
34 ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, “ଦେଖ, ମୋହର ମାଆ ଓ ମୋହର ଭାଇମାନେ।
୩୪ଆଡଃ ଦୁବାକାନ୍କକେ, ଆରିଦ୍ବିୟୁର୍କେଦ୍ତେ କାଜିକେଦାଏ, “ନେଲ୍କପେ ନିକୁଦ ଆଇଁୟାଃ ଏଙ୍ଗା ଆଡଃ ହାଗାକତାନ୍କ ।
35 ଯେ କେହି ଈଶ୍ବରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା।”
୩୫ଅକଏ, ପାର୍ମେଶ୍ୱାର୍ଆଃ ସାନାଙ୍ଗ୍ ପୁରାଃଏ, ଇନିଃ ଆଇଁୟାଃ ଏଙ୍ଗାଇଙ୍ଗ୍, ହାଗାଇଙ୍ଗ୍ ଆଡଃ ମିଶିଙ୍ଗ୍ ତାନିଃ ।”