< ଲୂକ 21 >
1 ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ଡାରରେ ନିଜ ନିଜର ଦାନ ପକାଉଥିବା ଦେଖିଲେ।
୧ଏଚିବେ଼ଲା ଦ଼ନଗାଟାରି ଦା଼ନା ପେ଼ଡ଼ାତା ତାମି ଦା଼ନା ମେତ୍ହି ମାଚାଣି ଜୀସୁ ସିନିକିହିମାଚେସି,
2 ଆଉ ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇଟି କ୍ଷୁଦ୍ର ମୁଦ୍ରା ପକାଉଥିବା ଦେଖି କହିଲେ,
୨ଅ଼ଡ଼େ ର଼ କାର୍ମାଗାଟି ରା଼ଣ୍ତେଣି ୱା଼ହାନା ଏମ୍ବାଆଁ ରୀ ଊଣା ତାମ୍ବାତି ଆଦ୍ଲି ମେତ୍ହାଣି ମେସାନା ଏଲେଇଚେସି,
3 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି,
୩“ନା଼ନୁ ମିଙ୍ଗ ସାତା ୱେସିମାଞ୍ଜାଇଁ ଈ କାର୍ମାଗାଟି ରା଼ଣ୍ତେଣି ଗାଡି ଦା଼ନା ହୀହାମାନେ,
4 କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହିସବୁ ପକାଇଲା।”
୪ଇଚିହିଁ ଦ଼ନ ଗାଟାରି ତାମି ଗାଡି ଦ଼ନଟି ଇଚାଣି ତାଚାନା ବେଟୁ ହୀହାମାନେରି, ସାମା କାର୍ମାଗାଟି ରା଼ଣ୍ତେଣି ତାନି ହିଲାଆବେ଼ଲାତା ତାଙ୍ଗେ ନୀଡାଲିତାକି ଏ଼ନାୟି ମାଚେ ଏ଼ ବାରେ ହୀହାମାନେ ।”
5 ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ,
୫ଅ଼ଡ଼େ ଆମ୍ବା ଆମ୍ବାଆରି ମାହାପୂରୁ ଇଲୁ ଅ଼ଜି ଅ଼ଜିତି ୱାଲ୍କା ଅ଼ଡ଼େ ଦା଼ନା ହୀନାଣି ତଲେ ଅଜିକିଁ ଆଜାମାନେ ଇଞ୍ଜିଁ ଇଞ୍ଜାଲିଏ ଜୀସୁ ଏଲେଇଚେସି,
6 “ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ।”
୬“ମୀରୁ ନୀଏଁ ଏ଼ନା ଏ଼ନାଆଁ ମେସିମାଞ୍ଜେରି, ଦିନା ୱା଼ନେ, ଏଚିବେ଼ଲା ର଼ ୱାଲି ଅ଼ର ୱାଲି ଲାକ ଡ଼ୟେଏ, ଈ ବାରେ ମେଣ୍ଙ୍ଗାହାନେ ।”
7 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି, ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ, ସେ ସମୟର ଚିହ୍ନ କଅଣ?
୭ଏଚିବେ଼ଲା ଏ଼ୱାରି ଏ଼ୱାଣାଇଁ ୱେଚେରି, “ଏ଼ ଗୂରୁ ଆତିହିଁ ଈ ବାରେ ଏଚେଲା ଆ଼ନେ? ଇଞ୍ଜାଁ ଈ ବାରେ ଆମିନି ବେ଼ଲାତା ଆ଼ନେ, ଏ଼ ବେ଼ଲାତି ସିନା ଏ଼ନାୟି?”
8 ସେଥିରେ ଯୀଶୁ କହିଲେ, “ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକ ଲୋକ ମୋ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ।
୮ଜୀସୁ ଏଲେଇଚେସି, “ଜାଗ୍ରାତା ମୀରୁ ଏ଼ନିକିଁ ଆନ୍ଦା ଆ଼ଅତେରି; ଇଚିହିଁ ହା଼ରେକା ନା଼ ଦ଼ରୁଟି ୱା଼ହାନା ନା଼ନୁ ଏ଼ୱାତେଏଁ ଅ଼ଡ଼େ ଏ଼ ଦିନା ଏଦାତେୟିଏ ଇଞ୍ଜିଁ ଇଞ୍ଜାନେରି; ଏ଼ୱାରି ଜେ଼ଚ ହାଲାଆଦୁ ।
9 ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ, ସେତେବେଳେ ଭୟ କର ନାହିଁ; କାରଣ ଏହି ସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ସଙ୍ଗେ ସଙ୍ଗେ ଯୁଗ ଶେଷ ହେବ ନାହିଁ।”
୯ଇଞ୍ଜାଁ ମୀରୁ ଏଚେ଼ତା ଜୁଜୁ ଇଞ୍ଜାଁ ମେ଼ଲି ଆ଼ହିମାନାଣି ୱେଚିସାରେ ଆଜାଆଦୁ; ଏ଼ନିଇଚିହିଁ ଈ ବାରେ ନ଼କେଏ ଆୟାଲି ଆ଼ନେ, ଆ଼ତିଜିକେଏ ଏଚିବେ଼ଲା ଜୁଗୁ ରା଼ଏ ।”
10 ତାହା ପରେ ସେ ସେମାନଙ୍କୁ କହିଲେ, “ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ,
୧୦ଡା଼ୟୁ ଏ଼ୱାରାଇଁ ଏଲେଇଚେସି, “ଦେ଼ସା କ଼ପାଟି ଦେ଼ସା, ରା଼ଜି କ଼ପାଟି ରା଼ଜି ମେ଼ଲି ନିଙ୍ଗିନେ,
11 ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ।
୧୧ଇଞ୍ଜାଁ ଇମ୍ବାଆଁ ଏମ୍ବାଆଁ ବୂମି ୱୀଡିନେ, ହା଼ରେକା ଟା଼ୟୁତା ମର୍ଡ଼ି ଇଞ୍ଜାଁ କାର୍ୱୁ ୱା଼ନେ, ଅ଼ଡ଼େ ହା଼ଗୁ ପା଼କାତା ଆଜିହ଼ପେତି ସିନାୟାଁ ତ଼ଞ୍ଜା ଆ଼ନୁ ।
12 କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ;
୧୨ସାମା ଈ ବାରେ ଆ଼ଆ ନ଼କେଏ ଲ଼କୁ ମିଙ୍ଗେ ଆସାନା ନା଼ ଦ଼ରୁ ତାକି ନିନ୍ଦା କିହାନା ଜୀହୁଦି ଲ଼କୁତି କୁଟମି ଇଲ୍କାଣା, କା଼ୟିଦି ଇଲ୍କାଣା, ରାଜା ଇଞ୍ଜାଁ ନୀହାଁୟି କିନାରି ତା଼ଣା ହେର୍ପାନେରି;
13 ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ।
୧୩ଈଦି ମିଙ୍ଗେତାକି ସା଼କି ଆ଼ନେ ।
14 ଅତଏବ କଅଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର;
୧୪ଇଞ୍ଜାଁ ଏ଼ନାଆଁ ଜ଼ଲିଇଁ ଏ଼ନାଆଁ ୱେହ୍ଇଁ ଇଞ୍ଜିଁ ତଲିଏ ମ଼ନତା ଅଣ୍ପାଆଦୁ;
15 କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରିପାରିବେ ନାହିଁ।
୧୫ଏ଼ନାଆଁତାକି ଇଚିହିଁ ମୀ ସାତ୍ରୁୟାଁ ମିଙ୍ଗେ ୱେଣ୍ତେ ଜ଼ଲାଲି କି ୱେସାଲି ଆ଼ଡାଆପେରିୱା ଇଞ୍ଜିଁ ନା଼ନୁ ମିଙ୍ଗେ ଏଚିବେ଼ଲାତା ନେହିଁ ବୁଦି ଅ଼ଡ଼େ ସୁୱା ହିୟାଇଁ ।
16 କିନ୍ତୁ ତୁମ୍ଭେମାନେ ପିତାମାତା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ,
୧୬ସାମା ମୀ ତାଲି ତାଞ୍ଜି ତାୟିୟାଁ ସାମ୍ନ୍ଦିୟାଁ ଇଞ୍ଜାଁ ମୀ ତ଼ଣେସିଙ୍ଗା ଜିକେଏ ମିଙ୍ଗେ ହେର୍ପାନେରି, ଅ଼ଡ଼େ ମୀ ବିତ୍ରାଟି ଆମ୍ବା ଆମ୍ବାଆରାଇଁ ଇର୍ହାନା ପା଼ୟିନେରି,
17 ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ।
୧୭ଇଞ୍ଜାଁ ନା଼ ଦ଼ରୁ ତାକି ବାରେ ଲ଼କୁତା଼ଣା ଲାଜା ବେଟାଆ଼ଦେରି ଅ଼ଡ଼େ ଅ଼ପଅରି ।
18 କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ;
୧୮ସାମା ମୀ ତା଼ର୍ୟୁଁତି ର଼ ବା଼ଣା ଜିକେଏ ନସ୍ତ ଆ଼ଏ;
19 ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ।”
୧୯ଅ଼ର୍ହିନି ତା଼ଣାଟି ମୀରୁ ମୀ ଜୀୱୁତି ଗେଲ୍ପିକିହା କଡିଦେରି ।”
20 “କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମ ସହରକୁ ସୈନ୍ୟସାମନ୍ତ ଘେରିଥିବା ଦେଖିବ, ସେତେବେଳେ ତାହା ଧ୍ୱଂସ ହେବା ଯେ ସନ୍ନିକଟ, ଏହା ଜାଣ।
୨୦“ସାମା ମୀରୁ ଏଚିବେ଼ଲା ସାତ୍ରୁୟାଁ ଜିରୁସାଲମ ଗା଼ଡ଼ାତା ମୁଚାମାନାଣି ମେହ୍ଦେରି, ଏଚିବେ଼ଲା ଏ଼ଦି ନା଼ସା ଆ଼ନି କା଼ଲା ଏଦାତେ ଇଞ୍ଜିଁ ପୁଞ୍ଜୁ ।
21 ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ;
୨୧ଏଚିବେ଼ଲା ଏମିନିଗାଟାରି ଜୀହୁଦା ଦେ଼ସାତା ମାନେରି, ଏ଼ୱାରି ହ଼ର୍କାଣା ହଣ୍ପାରି; ଇଞ୍ଜାଁ ଏମିନିଗାଟାରି ଗା଼ଡ଼ା ବିତ୍ରା ମାନେରି, ଏ଼ୱାରି ହ଼ଚା ହାଲ୍ବେରି; ଏମିନିଗାଟାରି ନା଼ସ୍କାଣାଁ ମାନେରି, ଏ଼ୱାରି ଗା଼ଡ଼ାତା ହ଼ଡ଼୍ଆପେରି;
22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ।
୨୨ଏ଼ନିଇଚିହିଁ ମାହାପୂରୁ ପତିତା ରା଼ସ୍କି ଆ଼ହାମାନି ବାରେ କାତାଲେହେଁ ଆୟାଲିତାକି ଏ଼ଦି ଡଣ୍ତ ହୀନି କା଼ଲା ।
23 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ,
୨୩ଆୟ଼ତା ଏଚିବେ଼ଲା ପୂରାମା଼ସା ଆ଼ହାମାନୁ କି ପା଼ଲୁ ଊଟ୍ହିମାନୁ ଏ଼ୱି ଊଣେଏ କସ୍ତ ପା଼ଣ୍ନୁକି! ଏ଼ନିଇଚିହିଁ ଏଚିବେ଼ଲା ଈ ଦାର୍ତିତା କାଜା ଡଣ୍ତ ଅ଼ଡ଼େ ଈ ଲ଼କୁତାକି ମାହାପୂରୁତି କ଼ପା ଆ଼ନେ,
24 ଆଉ ସେମାନେ ଖଡ୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୁଦୀ ମଧ୍ୟକୁ ନିଆଯିବେ, ପୁଣି, ଅଣଯିହୁଦୀମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦଦଳିତ ହୋଇ ରହିବ।”
୨୪ଏଚରଜା଼ଣା କାଣ୍ତାତଲେ ଟୂଣ୍ୱି ଆ଼ନେରି, ଇଞ୍ଜାଁ ଏଚର ଜା଼ଣାଇଁ ଦସ୍ପି କିହାଁ ଏଟ୍କା କୂଡ଼ାତି ଲ଼କୁତା଼ଣା ଅ଼ନେରି, ଇଞ୍ଜାଁ ଏଟ୍କା ଜା଼ତିତି ଲ଼କୁତି କଲା ଏଆ ପାତେକା ଏ଼ୱାରି କଡାୟାଁ ଡ଼଼ଇ ଜିରୁସାଲମ ଗା଼ଡ଼ା ୱିସ୍ପିଆ଼ହିଁ ଡ଼ୟିନେ ।”
25 “ପୁଣି, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ,
୨୫“ଏମ୍ବାଟିଏ ୱେ଼ଡ଼ା ଲେ଼ଞ୍ଜୁ ଅ଼ଡ଼େ ହୁକାୟାଁ ବିତ୍ରାଟି ଏ଼ନି ଏ଼ନି ସିନାୟାଁ ତ଼ଞ୍ଜାଆ଼ନେ, ସାମ୍ଦୁରି ଗାର୍ଜିନାଣି ଇଞ୍ଜାଁ ଏ଼ୟୁ ନିଙ୍ଗିନାଣି ମେସାନା ଦାର୍ତିତି ବାରେ ଦେ଼ସାତି ଲ଼କୁ ଆଡାଜାକା ଆ଼ନେରି,
26 ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବ।
୨୬ଇଞ୍ଜାଁ ଦାର୍ତିତା ଏ଼ନା ଏ଼ନାୟି ଗଟୱି ଆ଼ହିମାନେ ଇଞ୍ଜିଁ କା଼ଚାନା ଲ଼କୁ ଆଜିତାକି ଜୀୱୁ ପିସ୍ତିଲେହେଁ ଆ଼ନେରି, ଏ଼ନିଇଚିହିଁ ହା଼ଗୁ ପା଼କାତି ବା଼ଡ଼୍ୟୁ ବାରେ ୱୀଡିନେ ।
27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ।
୨୭ଏଚିବେ଼ଲା ମାଣ୍ସି ମୀର୍ଏସି କାଜା ବା଼ଡ଼୍ୟୁ ଅ଼ଡ଼େ ଗାୱୁରମି ତଲେ ହା଼ଗୁ ଲାକତି ଦୂନ୍ଦ୍ରାଟି ୱା଼ନାଣି ମେହ୍ଦେରି ।
28 କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଉପରକୁ ଅନାଅ ଓ ମସ୍ତକ ଉଠାଅ, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ।”
୨୮ସାମା ଈ ବାରେ ଗଟୱି ଆୟାଲି ମା଼ଟ୍ହିସାରେ ମୀରୁ ଲାକ ସିନିକିଦୁ ଏ଼ନିଇଚିହିଁ ମିଙ୍ଗେ ଗେଲ୍ପିନି କାତା ଏଜିମାଞ୍ଜାନେ ।”
29 ଆଉ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, “ଡିମ୍ବିରି ପୁଣି, ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର;
୨୯ଅ଼ଡ଼େ ଜୀସୁ ଏ଼ୱାରାଇଁ ର଼ ପୁଣ୍ମ୍ବିକିନି କାତା ୱେସ୍ତେସି, “ତ଼ୟା ମା଼ର୍ନୁ ଅ଼ଡ଼େ ବାରେ ମା଼ର୍କାଣି ସିନିକିଦୁ;
30 ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ;
୩୦ଏଚିବେ଼ଲା ଏ଼ୱି ଗୱେଡ଼ି ଗା଼ଲ୍ନୁ, ଏ଼ ଗୱେଡ଼ି ଗା଼ଲ୍ନାଣି ମେସାନା କାରା ୱେ଼ଡ଼ା ୱା଼ତେ ଇଞ୍ଜିଁ ମୀରୁ ପୁଞ୍ଜେରି;
31 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ।
୩୧ଏଲେକିହିଁଏ ମୀରୁ ଈ ବାରେ ମେସାନା ମାହାପୂରୁତି ରା଼ଜି ଏଜିମାଞ୍ଜାନେ ଇଞ୍ଜିଁ ପୁଞ୍ଜେରି ।”
32 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ।
୩୨“ନା଼ନୁ ମିଙ୍ଗ ସାତା ୱେସିମାଞ୍ଜାଇଁ, ଈ ବାରେ ଆ଼ଆପାତେକା ଈ କା଼ଲାତି ଲ଼କୁ ଏ଼ନିଜିକେଏ ମେଣ୍ଙ୍ଗଅରି ।
33 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”
୩୩ହା଼ଗୁପା଼କା ଦାର୍ତି ବାରେ ମେଣ୍ଙ୍ଗିନେ, ସାମା ନା଼ ବ଼ଲୁ ଏଚେଲାୱା ମେଣ୍ଙ୍ଗାଉ ।”
34 “କିନ୍ତୁ ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ;
୩୪“ଏ଼ଦାଆଁତାକି ମୀରୁ ଜାଗ୍ରାତା ଆ଼ହାନା ମାଞ୍ଜୁ, ଆ଼ଆତିହିଁ ତିନାଣି ଉନାଣି ଅ଼ଡ଼େ ବାତ୍କିନି ଅଣ୍ପୁ ମୀ ହିୟାଁତା ନେଞ୍ଜିନେ ଅ଼ଡ଼େ ଏ଼ ଦିନା ଦେବୁଣିଏ ପା଼ନ୍ଦାଲେହେଁ ମୀ ମୁହେଁ ୱା଼ନେ;
35 କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ।
୩୫ଏ଼ନିଇଚିହିଁ ଏ଼ଦି ପା଼ନ୍ଦା ଲେହେଁ ଦାର୍ତିତି ବାରେ ଜା଼ତିତି ଲ଼କୁ ମୁହେଁ ୱା଼ନେ ।
36 କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ।”
୩୬ସାମା ମୀରୁ ଏ଼ନିକିଁ ଈ ବାରେ ୱା଼ହିମାନି ଡଣ୍ତଟି ଗେଲ୍ପି ଆ଼ହାଲି ଅ଼ଡ଼େ ମାଣ୍ସି ମୀର୍ଏଣି ନ଼କିତା ନିଚାଲି ଆ଼ଡିଦେରି, ଏ଼ଦାଆଁତାକି ବାରେବେ଼ଲା କା଼ଚାନା ପ୍ରା଼ତାନା କିହେ଼ମାଞ୍ଜୁ ।”
37 ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି, ପ୍ରତି ରାତ୍ରି ବାହାରିଯାଇ ଜୀତପର୍ବତରେ ରହୁଥିଲେ।
୩୭ଜୀସୁ ଏଚିବେ଼ଲା ପ୍ରା଼ତାନା ଇଲୁତା ଜା଼ପ୍ହି ମାଚେସି, ଇଞ୍ଜାଁ ଲା଼ଆଁୟାଁ ଗା଼ଡ଼ାଟି ହ଼ଚା ହାଜାନା ଜୀତ ଇନି ହ଼ରୁତା ମାଣ୍ମ୍ବିତେସି ।
38 ଆଉ ସମସ୍ତ ଲୋକ ମନ୍ଦିରରେ ଯୀଶୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ଅତି ସକାଳୁ ତାହାଙ୍କ ନିକଟକୁ ଆସୁଥିଲେ।
୩୮ଅ଼ଡ଼େ ବାରେ ଲ଼କୁ ପ୍ରା଼ତାନା ଇଲୁତା ଜୀସୁ କାତା ୱେଞ୍ଜାଲି ଲା଼ଇ ଲାଇସିଏ ରୁଣ୍ତା ଆ଼ହିମାଚେରି ।