< ମାର୍କ 14 >
1 ନିସ୍ତାର ପର୍ବ ଓ ଖମୀରଶୂନ୍ୟ ରୁଟିର ପର୍ବ ପଡ଼ିବାକୁ ଦୁଇ ଦିନ ଥିଲା। ସେହି ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ଯୀଶୁଙ୍କୁ ଛଳରେ ଧରି ବଧ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ।
୧ପିସ୍ପିଆ଼ନି ପାର୍ବୁ ଇଞ୍ଜାଁ ପୁଲାଏ଼ୟୁ ଆଣ୍ତାଆତି ରୂଟି ତିନି ପାର୍ବୁ ଆ଼ହାଲି ରୀ ଦିନା ମାଚେ । ଏଚିବେ଼ଲାତା କାଜା ପୂଜେରାଙ୍ଗା ଇଞ୍ଜାଁ ମେ଼ରା ପୁନାରି ଏ଼ନିକିଁ ଏ଼ୱାଣାଇଁ ନା଼ଡ଼ିକିହାଁ ଆସାନା ପା଼ୟିନେରି ଏ଼ଦାଆଁତାକି ପାରୁ ପାରିମାଚେରି ।
2 କାରଣ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ।
୨ଇଚିହିଁ ଏ଼ୱାରି ଏଲେଇଚେରି, “ପାର୍ବୁ ବେ଼ଲାତା ଆ଼ଏ ଏଚେ଼ତା ଲ଼କୁ ଗଡ଼୍ହା କିନେରି ।”
3 ସେ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ।
୩ଜୀସୁ ବେତନିୟାଁତା କାଜା ର଼ଗଗାଟି ସିମନ ଇଜ ତିଞ୍ଜାଲି କୁଗାମାଚାଟି ର଼ ଇୟା ର଼ ଗା଼ଜୁତା ହା଼ରେକା ଦାରାତି ଗାନ୍ଦା ନିୟୁଁ ତାଚାନା ଗା଼ଜୁତି ଦେଚାନା ଜୀସୁ ତା଼ର୍ୟୁଁତା ୱା଼କ୍ହାଲି ମା଼ଟ୍ହେ ।
4 କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା?
୪ସାମା ଏଚେକା ଲ଼କୁ କାର୍ବି ଆ଼ହାନା, ତା଼ମ୍ବୁ ତା଼ମ୍ବୁଏ ୱେସ୍ପି ଆ଼ତେରି, “ନିୟୁଁ ଏ଼ନାଆଁତାକି ନସ୍ତ ଆ଼ତେ?
5 ଏହି ତୈଳ ତ ତିନିଶହ ଦିନର ମଜୁରୀ ସମାନ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା। ତେଣୁ ସେମାନେ ସେହି ସ୍ତ୍ରୀଲୋକକୁ ଗାଳି କରିବାକୁ ଲାଗିଲେ।
୫ଈ ନିୟୁଁ ସା଼ତାକ଼ଡ଼ି ଦସଟାକା କିହାଁ ଆଗାଡ଼ା ପାର୍ପି ଆ଼ହାନା ହାକି ଗାଟାରାକି ହୀପ୍କି ଆ଼ହାଲି ଆ଼ଡିତେମା” ଏ଼ଦାଆଁତାକି ଏ଼ୱାରି ଏ଼ ଇୟାନି ଲା଼ଗାଲି ମା଼ଟ୍ହେରି ।
6 କିନ୍ତୁ ଯୀଶୁ କହିଲେ, “ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି।
୬ସାମା ଜୀସୁ ଏଲେଇଚେସି, “ଏ଼ଦାନି ପିହ୍ଦୁ; ଏ଼ନାଆଁତାକି କସ୍ତ ହୀହିମାଞ୍ଜେରି? ଏ଼ଦି ନାଙ୍ଗେତାକି ନେହିଁ କିହାମାନେ ।
7 କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ସେମାନଙ୍କର ଉପକାର କରିପାର; ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।
୭ଇଚିହିଁ ହାକି ଗାଟାରି କା଼ଲେଏ ମୀ ତା଼ଣା ମାନେରି, ଅ଼ଡ଼େ ମିଙ୍ଗେ ଏଚେ଼ତା ମ଼ନ ଏଚେ଼ତା ଏ଼ୱାରି ସା଼ୟେମି କିହାଲି ଆ଼ଡିଦେରି; ସାମା ନା଼ନୁ କା଼ଲେଏ ମୀ ତା଼ଣା ଡ଼ୟଅଁ ।
8 ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି।
୮ଏ଼ଦି ଏ଼ନାଆଁ ଆ଼ଡିନାୟି ମାନେ ଏ଼ଦାଆଁ କିହାମାନେ; ଏ଼ଦି ନା଼ ଆଙ୍ଗାତି ମୁସାଲି ତାକି ତଲିଏ ନିୟୁଁ ୱା଼କ୍ହାନା ତିୟାରା କିହାମାନେ ।
9 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।”
୯ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ବାରେ ଦାର୍ତିତା ଆମ୍ବିୟା ଜିକେଏ ନେହିଁ କାବ୍ରୁ ୱେ଼କ୍ନେରି, ଏ଼ ଟା଼ୟୁତା ଈ ଇୟାନି ଅଣ୍ପାଲିତାକି ଏ଼ଦାନି ଈ କାମାତି କାତା ଜିକେଏ ୱେସ୍ପି ଆ଼ନେ ।”
10 ସେଥିରେ ବାର ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଜଣେ ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସେମାନଙ୍କ ନିକଟକୁ ଗଲା।
୧୦ଏମ୍ବାଟିଏ ବା଼ରଜା଼ଣା ବିତ୍ରାଟି ଇସ୍କାରିୟତ ଜୀହୁଦା ଦ଼ରୁଗାଟାସି ରଅସି ଜୀସୁଇଁ କାଜା ପୂଜେରାଙ୍ଗା କେୟୁତା ହେର୍ପାଲି ଏ଼ୱାରିତା଼ଣା ହାଚେସି ।
11 ସେମାନେ ତାହା ଶୁଣି ଆନନ୍ଦିତ ହେଲେ ଓ ତାହାଙ୍କୁ ଟଙ୍କା ଦେବା ପାଇଁ ପ୍ରତିଜ୍ଞା କଲେ। ସେଥିରେ ସେ ତାହାଙ୍କୁ ସୁବିଧା ଅନୁସାରେ କିପରି ଧରାଇଦେଇ ପାରେ, ଏହା ଅନ୍ୱେଷଣ କରିବାକୁ ଲାଗିଲା।
୧୧ଏ଼ୱାରି ଏ଼ଦାଆଁ ୱେଞ୍ଜାନା ରା଼ହାଁ ଆ଼ତେରି, ଇଞ୍ଜାଁ ଏ଼ୱାଣାକି ଟାକାୟାଁ ହୀହାଲି ଆ଼ଞ୍ଜିତେରି, ଏମ୍ବାଟିଏ ଏ଼ୱାସି ଏ଼ୱାଣାଇଁ ଆସ୍ପି କିହାଲି ନେହିଁ ପାରୁ ପାରିତେସି ।
12 ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
୧୨ଡା଼ୟୁ ପୂଲାଗୁଣ୍ଡା ଆଣ୍ତାଆତି ରୂଟି ତିନି ପାର୍ବୁତି ମୂଲୁ ଦିନାତା ଆମିନି ନେ଼ଚୁ ପିସ୍ପିଆ଼ନି ପାର୍ବୁତି ମେ଼ଣ୍ତା ଡା଼ଲୁତି ହେର୍ପିଆ଼ନେ, ଏ଼ ଦିନା ତାନି ସୀସୁୟାଁ ଏ଼ୱାଣାଇଁ ୱେଚେରି, “ମା଼ମ୍ବୁ ହାଜାନା ଆମିନି ଟା଼ୟୁତା ନିଙ୍ଗେତାକି ପିସ୍ପିଆ଼ନି ପାର୍ବୁତି ବ଼ଜି କିନମି ଇଞ୍ଜିଁ ନୀନୁ ଅଣ୍ପିମାଞ୍ଜି?”
13 ସେଥିରେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣକୁ ଏହା କହି ପଠାଇଲେ, “ତୁମ୍ଭେମାନେ ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ତାହାର ପଛେ ପଛେ ଯାଅ;
୧୩ଏମ୍ବାଟିଏ ଏ଼ୱାସି ତାନି ସୀସୁୟାଁ ବିତ୍ରାଟି ରିଆରାଇଁ ଏଲେଇଞ୍ଜା ପାଣ୍ତିତେସି, “ମୀରୁ ଗା଼ଡ଼ାତା ହାଜୁ ଇଞ୍ଜାଁ ଏ଼ୟୁ ଡ଼଼କା ଅ଼ହିମାନି ରଅସି ମିଙ୍ଗେ ବେଟାଆୟାନେସି; ଏ଼ୱାଣି ଜେ଼ଚ ଜେ଼ଚ ହାଜୁ;
14 ସେ ଯେଉଁ ଗୃହରେ ପ୍ରବେଶ କରିବ, ସେହି ଗୃହର କର୍ତ୍ତାଙ୍କୁ କୁହ, ଗୁରୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ମୋହର ସେହି ଅତିଥିଶାଳା କାହିଁ?
୧୪ଏ଼ୱାସି ଆମିନି ଇଜ ହ଼ଡ଼ନେସି, ଏ଼ ଇଲୁ ଗାଟାଣାଇଁ ୱେଞ୍ଜୁ, ‘ଗୂରୁ ୱେଞ୍ଜିମାଞ୍ଜାନେସି, ନା଼ନୁ ନା଼ ସୀସୁୟାଁ ତଲେ ଆମିନି ଟା଼ୟୁତା ପିସ୍ପିଆ଼ନି ପାର୍ବୁତି ବ଼ଜି କିହାଲି ଆ଼ନେ ଏ଼ ବାକ୍ରା ଆମିନାୟି?’
15 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଓ ପ୍ରସ୍ତୁତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କର।”
୧୫ଏଚେଟିଏ ଏ଼ୱାସି ମିଙ୍ଗେ ନେହିଁକିଁ ତିୟାରା ଆ଼ହାମାନି ଲାକନି ପାରୁତି ର଼ କାଜା ବାକ୍ରା ତ଼ସ୍ତାନେସି; ଏମ୍ବାଆଁ ମାଙ୍ଗେତାକି ରା଼ନ୍ଦା ୱାଜାଦୁ ।”
16 ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ, ପୁଣି, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
୧୬ଏମ୍ବାଟିଏ ସୀସୁୟାଁ ହାଜାନା ଗା଼ଡ଼ାତା ହ଼ଟେରି, ଇଞ୍ଜାଁ ଏ଼ୱାସି ଏ଼ୱାରାଇଁ ଏ଼ନିକିଁ ୱେସାମାଚେସି, ଏଲେକିଁ ମେସାନା ପିସ୍ପିଆ଼ନି ପାର୍ବୁତି ବ଼ଜି ୱାଜିତେରି ।
17 ସନ୍ଧ୍ୟା ହୁଅନ୍ତେ ସେ ବାର ଶିଷ୍ୟଙ୍କ ସହିତ ଆସିଲେ।
୧୭ମିଡ଼୍ଅଲା ଆ଼ହାଲିଏ ଜୀସୁ ବା଼ରଜା଼ଣା ସୀସୁୟାଁ ତଲେ ୱା଼ତେସି ।
18 ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସାଙ୍ଗରେ ଭୋଜନ କରୁଅଛି, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।”
୧୮ଏ଼ୱାରି କୁଗାନା ରା଼ନ୍ଦା ତିଞ୍ଜି ମାଚାଟି ଜୀସୁ ଏଲେଇଚେସି, “ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ମୀ ବିତ୍ରାଟି ରଅତେରି ନାଙ୍ଗେ ସାତ୍ରୁ କେୟୁତା ହେର୍ପାଦେରି ।”
19 ସେଥିରେ ଶିଷ୍ୟମାନେ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, ସେ କଅଣ ମୁଁ?
୧୯ଏମ୍ବାଟିଏ ଏ଼ୱାରି ଦୁକୁ ଆ଼ହାନା ର଼ଅ ର଼ଅରି ଏ଼ୱାଣାଇଁ ୱେଞ୍ଜାଲି ମା଼ଟ୍ହେରି, “ନା଼ନୁ ଏ଼ୱାତେଏଁ କି?”
20 ଯୀଶୁ ସେମାନଙ୍କୁ କହିଲେ, “ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି।
୨୦ଜୀସୁ ଏ଼ୱାରାଇଁ ଏଲେଇଚେସି, “ବା଼ରଜା଼ଣା ବିତ୍ରାଟି ରଅସି, ଆମ୍ବାଆସି ନା଼ ତଲେ ସାଡ଼୍ୱାତା କେୟୁ ମେତ୍ହି ମାନେସି ।
21 ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେହିପରି ସେ ଯାଉଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର! ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।”
୨୧ମାଣ୍ସି ମୀର୍ଏଣା କାତା ଏ଼ନିକିଁ ରା଼ସ୍କି ଆ଼ହାମାନେ, ଏଲେକିହିଁଏ ହା଼ନେସି ସାତା, ସାମା ଆମିନି ଲ଼କୁ ତା଼ଣାଟି ମାଣ୍ସି ମୀର୍ଏସି ସାତ୍ରୁ କେୟୁତା ହେର୍ପିଆ଼ନେସି, ଆୟ଼ତା ଏ଼ୱାଣି ଡଣ୍ତ! ଏ଼ ଲ଼କୁତି ଜାର୍ନା ଆ଼ହାହିଲାଆତିହିଁ ଏ଼ୱାଣାକି ନେହେଁ ଆ଼ତେମା ।”
22 ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ନିଅ, ଏହା ମୋହର ଶରୀର।”
୨୨ଏ଼ୱାରି ତିଞ୍ଜି ମାଚାଟି ଜୀସୁ ରୂଟି ଅ଼ହାନା ମାହାପୂରୁଇଁ ଜହରା କିହାନା ଏ଼ଦାଆଁ ଡ଼ିକ୍ହା ହୀହାନା ଏଲେଇଚେସି, “ଅ଼ଦୁ ତିଞ୍ଜୁ, ଈଦି ନା଼ ଆଙ୍ଗା ।”
23 ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ।
୨୩ଇଞ୍ଜାଁ ଏ଼ୱାସି ଗହ୍ନି ସ଼ଲା ଆସାନା ମାହାପୂରୁଇଁ ଜହରା କିହାଁ ଏ଼ୱାରାକି ହୀତେସି, ଇଞ୍ଜାଁ ବାରେଜା଼ଣା ଏ଼ଦାଆଁ ଗସ୍ତେରି ।
24 ଆଉ, ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ଢାଳି ଦିଆଯାଏ, ଏ ମୋହର ସେହି ରକ୍ତ।
୨୪ଇଞ୍ଜାଁ ଜୀସୁ ଏ଼ୱାରାଇଁ ଏଲେଇଚେସି, “ଆମିନି ରା଼ଜିମା଼ନା ନେତେରି ହା଼ରେକା ଲ଼କୁତାକି ୱା଼ଙ୍ଗାମାନେ, ଈଦି ଏ଼ ନା଼ ନେତେରି ।
25 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଦିନ ମୁଁ ଈଶ୍ବରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ।”
୨୫ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ଆମିନି ଦିନା ମାହାପୂରୁତି ରା଼ଜିତା ପୁଃନି କିହିଁ ଅଙ୍ଗୁରି ପା଼ଡ଼େୟିତି ରାସା ଗହ୍ଇଁ ଏ଼ ଦିନା ପାତେକା ଈଦାଆଁ ଅ଼ଡ଼େ ନା଼ନୁ ଏଚେଲା ଗହ୍ଅଁ ।”
26 ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତପର୍ବତକୁ ବାହାରିଗଲେ।
୨୬ଇଞ୍ଜାଁ ଏ଼ୱାରି ଜହରା ପା଼ଚୁ ପା଼ଚିତି ଡା଼ୟୁ ଜୀତ ହ଼ରୁତା ହ଼ଚା ହାଚେରି ।
27 ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ବିଘ୍ନ ପାଇବ, କାରଣ ଲେଖାଅଛି, ‘ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ।’
୨୭ଏଚିବେ଼ଲା ଜୀସୁ ଏ଼ୱାରାଇଁ ଏଲେଇଚେସି, “ମୀରୁ ବାରେ ପିସା ହାଜାଦେରି, ଇଚିହିଁ ରା଼ସ୍କି ଆ଼ହାମାନେ, ନା଼ନୁ ମେ଼ଣ୍ତା ଗ଼ଡ଼ୁଇଁ ପା଼ୟିଇଁ ଇଞ୍ଜାଁ ମେ଼ଣ୍ତାୟାଁ ଆଲାରା ଆ଼ହାହାନୁ ।
28 କିନ୍ତୁ ମୁଁ ଉତ୍ଥିତ ହେବା ପରେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବି।”
୨୮ସାମା ନା଼ନୁ ହା଼ହାନା ୱେଣ୍ତେ ନିଙ୍ଗିତି ଡା଼ୟୁ ମୀ ନ଼କିତା ଗାଲିଲିତା ହାଇଁ ।”
29 ମାତ୍ର ପିତର ତାହାଙ୍କୁ କହିଲେ, ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ତଥାପି ମୁଁ ପାଇବି ନାହିଁ।
୨୯ଏମ୍ବାଟିଏ ପିତର ଏଲେଇଚେସି, “ବାରେଜା଼ଣା ପିସା ହାଜାନେରି ନା଼ନୁ କଡ଼େ ନିଙ୍ଗେ ଏଚେଲା ପିସ୍ତଅଁ ।”
30 ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ଏହି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”
୩୦ଜୀସୁ ପିତରଇଁ ଏଲେଇଚେସି, “ନା଼ନୁ ନିଙ୍ଗେ ସାତା ୱେସିମାଞ୍ଜାଇଁ, ନୀଞ୍ଜୁ ଈ ଲା଼ଆଁୟାଁ କୟୁ ରୀ ଦେବା କେ଼ଣ୍ଆ ମାନାଟିଏ, ନା଼ନୁ ଏ଼ୱାଣାଇଁ ପୁଞ୍ଜାହିଲଅଁ ଇଞ୍ଜିଁ ତୀନିପା଼ଲି ଏଲେଇଞ୍ଜି ।”
31 କିନ୍ତୁ ପିତର ଦୃଢ଼ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି, ସମସ୍ତେ ମଧ୍ୟ ସେହି ପ୍ରକାର କହିଲେ।
୩୧ସାମା ପିତର ଆ଼ଟ୍ୱା ତଲେ ଏଲେଇଚେସି, “ନାଙ୍ଗେ ନୀ ତଲେ ହା଼ହାଲି ଆ଼ତି ଜିକେଏ ନା଼ନୁ ନିଙ୍ଗେ ଏଚେଲା ପୁଞ୍ଜାହିଲଅଁ ଇଞ୍ଜଅଁ ।” ଇଞ୍ଜାଁ ବାରେଜା଼ଣା ଜିକେଏ ଏଲେଇଚେରି ।
32 ପରେ ସେମାନେ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ, ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ।”
୩୨ଡା଼ୟୁ ଏ଼ୱାରି ଗେତ୍ସିମନି ଇନି ର଼ ଟା଼ୟୁତା ୱା଼ତେରି, ଇଞ୍ଜାଁ ଜୀସୁ ତାନି ସୀସୁୟାଁଇଁ ଏଲେଇଚେସି, “ନା଼ନୁ ପ୍ରା଼ତାନା କିହିମାନି ପାତେକା ଇମ୍ବାଆଁ କୁଗାନା ମାଞ୍ଜୁ ।”
33 ପୁଣି, ସେ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅତ୍ୟନ୍ତ ବିସ୍ମୟାନ୍ୱିତ ଓ ବ୍ୟାକୁଳ ହେବାକୁ ଲାଗିଲେ।
୩୩ଇଞ୍ଜାଁ ଏ଼ୱାସି ପିତର, ଜାକୁବ ଅ଼ଡ଼େ ଜହନଇଁ ତାନିତଲେ ଅ଼ତେସି । ଏ଼ୱାସି ହା଼ରେକା ଦୁକୁତି କସ୍ତ ତାକି କିଲିବିଲି ଆ଼ତେସି ।
34 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି; ତୁମ୍ଭେମାନେ ଏଠାରେ ରହି ଜାଗିଥାଅ।”
୩୪ଏଚେଟିଏ ଜୀସୁ ଏ଼ୱାରାଇଁ ଏଲେଇଚେସି, “ନା଼ ଜୀୱୁ ହା଼ନିଲେହେଁ ହା଼ରେକା କିଲିବିଲି ହ଼ଚିମାଞ୍ଜାନେ; ମୀରୁ ଇମ୍ବାଆଁ ତେଃଏଲାନା କା଼ଚାମାଞ୍ଜୁ ।”
35 ପୁଣି, ଯୀଶୁ ଅଳ୍ପ ଦୂର ଆଗକୁ ଯାଇ ଭୂମିରେ ପଡ଼ି, ଯଦି ହୋଇପାରେ, ସେହି ସମୟ ତାହାଙ୍କଠାରୁ ଯେପରି ଦୂର ହୁଏ, ଏଥିନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲେ।
୩୫ଜୀସୁ ନ଼କିତା ହାଜାନା ବୂମିତା ମୁନୁ କୁତିତେସି, ଅ଼ଡ଼େ ଆ଼ହାଲି ଆ଼ଡିତିହିଁ, ଏ଼ ଦୁକୁ ଏ଼ୱାଣି ତା଼ଣାଟି ଏ଼ନିକିଁ ହେକ ଆ଼ନେ, ଏ଼ଦାଆଁତାକି ପ୍ରା଼ତାନା କିତେସି ।
36 ଆଉ ଯୀଶୁ କହିଲେ, “ଆବ୍ବା, ପିତଃ, ସମସ୍ତ ତୁମ୍ଭର ସାଧ୍ୟ; ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।”
୩୬ଇଞ୍ଜାଁ ଜୀସୁ ଏଲେଇଚେସି, “ଆ଼ବା, ନୀନୁ ବାରେଏ କିହାଲି ଆ଼ଡିଦି; ଈ କସ୍ତ ବା଼ଦା ନା଼ ତା଼ଣାଟି ହେକ କିମୁ; ଆ଼ତିଜିକେଏ ନା଼ କାତା ଆ଼ଏ ନୀ କାତେଏ ଆ଼ପେ ।”
37 ପୁଣି, ସେ ଆସି ଶିଷ୍ୟମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ଶିମୋନ, ତୁମ୍ଭେ କଅଣ ଶୋଇପଡ଼ିଲ? ଘଣ୍ଟାଏ ହେଲେ ଜାଗି ପାରିଲ ନାହିଁ?
୩୭ଇଞ୍ଜାଁ ଏ଼ୱାସି ୱା଼ହାନା ସୀସୁୟାଁ ଇଦା କିତାଣି ମେସ୍ତେସି, ଇଞ୍ଜାଁ ପିତରଇଁ ଏଲେଇଚେସି, “ସିମନ ନୀନୁ ଡୂରିତିକି? ଗା଼ଡ଼େକା ଜିକେଏ କା଼ଚାଲି ଆ଼ଡାଆତେରି?
38 ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ।”
୩୮ଏ଼ଦାଆଁତାକି କା଼ଚାନା ପ୍ରା଼ତାନା କିଦୁ; ଏ଼ନିକିଁ ମୀରୁ ପା଼ନ୍ଦାତା ହେର୍ଅତେରି, ମ଼ନ ମାନେ ସାତା, ଆଙ୍ଗାତା ବା଼ଡ଼୍ୟୁ ହିଲେଏ ।”
39 ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ।
୩୯ଏ଼ୱାସି ଅ଼ଡ଼େ ୱେଣ୍ତେ ହାଜାନା ତଲିତିଲେହେଁ ପ୍ରା଼ତାନା କିତେସି ।
40 ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ, ତାହା ଜାଣି ନ ଥିଲେ।
୪୦ଅ଼ଡ଼େ ୱେଣ୍ତେ ୱା଼ହାନା ଏ଼ୱାସି ଏ଼ୱାରାଇଁ ଇଦା କିହାମାନାଣି ମେସ୍ତେସି, ଇଚିହିଁ ଏ଼ୱାରି କାଣ୍କା ପଜ୍ୱି ଆ଼ହିମାଚୁ, ଇଞ୍ଜାଁ ଏ଼ୱାରି ଏ଼ୱାଣାଇଁ ଏ଼ନାଆଁ ଜ଼ଲିନେରି ପୁଞ୍ଜାଲି ଆ଼ଡାଆତେରି ।
41 ଯୀଶୁ ତୃତୀୟ ଥର ଆସି ଶିଷ୍ୟମାନଙ୍କୁ କହିଲେ, “ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର; ଯଥେଷ୍ଟ ହେଲାଣି; ସେହି ସମୟ ଉପସ୍ଥିତ; ଦେଖ, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି।
୪୧ଜୀସୁ ତୀନି ଦେବା ୱା଼ହାନା ସୀସୁୟାଁଇଁ ଏଲେଇଚେସି, “ମୀରୁ ଗା଼ଡ଼େକା ଡୂରାନା ଜ଼ମାଦୁ; ହା଼ରେକା ବେ଼ଲା ଆ଼ତେୟିଏ, ଏ଼ ବେ଼ଲା ଏଗାୱା଼ହିମାନେ; ମେହ୍ଦୁ ମାଣ୍ସି ମୀର୍ଏସି ସାତ୍ରୁୟାଁ କେୟୁତା ହେର୍ପି ଆ଼ହିମାନେସି ।
42 ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।”
୪୨ନିଙ୍ଗାଦୁ, ମା଼ର ହାନ, ମେହ୍ଦୁ ଆମ୍ବାଆସି ନାଙ୍ଗେ ସାତ୍ରୁୟାଁ କେୟୁତା ହେର୍ପାନେସି ଏ଼ୱାସି ଏଗାୱା଼ତେସିଏ ।”
43 ଆଉ ତତ୍କ୍ଷଣାତ୍, ଯୀଶୁ କଥା କହୁଥିବା ସମୟରେ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କଠାରୁ ଲୋକସମୂହ ଖଡ୍ଗ ଓ ଠେଙ୍ଗା ଧରି ଆସିଲେ।
୪୩ଏ଼ ଦେବୁଣିଏ ଜୀସୁ ୱେସିମାଚି ବେ଼ଲାତା, ବା଼ରଜା଼ଣା ବିତ୍ରାଟି ଜୀହୁଦା ଦ଼ରୁଗାଟାସି ରଅସି ଇଞ୍ଜାଁ ତାନିତଲେ କାଜା ପୂଜେରାଙ୍ଗା, ମେ଼ରା ପୁନାରି ଇଞ୍ଜାଁ ଲ଼କୁତି କାଜାରି ତା଼ଣାଟି କାଣ୍ତା ଟେଙ୍ଗା ଆସାନା ୱା଼ତେରି ।
44 ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି; ତାହାଙ୍କୁ ଧରି ସାବଧାନରେ ଘେନିଯିବ।
୪୪ଜୀସୁଇଁ ସାତ୍ରୁୟାଁ କେୟୁତା ହେର୍ପିନାସି ଏ଼ୱାରାଇଁ ଈ ସିନା ୱେସାମାଚେସି, “ନା଼ନୁ ଆମ୍ବାଆରାଇଁ ନଣ୍ତିଇଁ ଏ଼ୱାସିଏ ଏ଼ୱାସି । ଏ଼ୱାଣାଇଁ ଦସାନା ଜାଗ୍ରାତା ତଲେ ଅ଼ଦୁ ।”
45 ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ଚୁମ୍ବନ କଲା।
୪୫ଇଞ୍ଜାଁ ଏ଼ୱାସି ଏ଼ ଦେବୁଣିଏ ଏ଼ୱାଣି ଡାଗେ ହାଜାନା, “ଏ଼ ଗୂରୁ” ଇଞ୍ଜାନା ଏ଼ୱାଣାଇଁ ନଣ୍ତିତେସି ।
46 ସେଥିରେ ସେମାନେ ତାହାଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ।
୪୬ଏମ୍ବାଟିଏ ଏ଼ୱାରି ଏ଼ୱାଣାଇଁ ଆସାନା ଦସା ଅ଼ତେରି ।
47 କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ।
୪୭ସାମା ଡାଗେ ନିଚାମାଚି ଲ଼କୁ ବିତ୍ରାଟି ରଅସି କାଣ୍ତା ହ଼ପ୍ହେସି ଇଞ୍ଜାଁ କାଜା ପୂଜେରା ହ଼ଲେଏଣା କିର୍ୟୁଁ ଦା଼ତେସି ।
48 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ?
୪୮ଜୀସୁ ଏ଼ୱାରାଇଁ ଏଲେଇଚେସି, “ସ଼ରୁଇଁ ଆସାଲି ହାନିଲେହେଁ କାଣ୍ତା ଅ଼ଡ଼େ ଟେଙ୍ଗା ଆସାନା ମୀରୁ ନାଙ୍ଗେ ଆସାଲି ୱା଼ତେରି?
49 ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହି ସମସ୍ତ ଘଟୁଅଛି।”
୪୯ନା଼ନୁ ବାରେଦିନା ମୀ ତଲେ ପ୍ରା଼ତାନା ଇଲୁତା ମାଞ୍ଜାନା ଜା଼ପ୍ହି ମାଞ୍ଜାତେଏଁ, ସାମା ମୀରୁ ନାଙ୍ଗେ ଆସ୍ତାଆତେରି; ସାମା ଦାର୍ମୁ ପତିତି ରା଼ସ୍କି ଆ଼ତି ବ଼ଲୁ ଏ଼ନିକିଁ ସାତା ଆ଼ନେ, ଏ଼ଦାଆଁତାକି ଈ ବାରେ ଆ଼ହିମାନେ ।”
50 ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ।
୫୦ଏଚିବେ଼ଲା ବାରେଜା଼ଣା ସୀସୁୟାଁ ଏ଼ୱାଣାଇଁ ପିସାନା ହାଚେରି ।
51 କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ,
୫୧ର଼ ଦାଂଗ୍ଣା କକାସି ର଼ ହିମ୍ବରି ପିଡ଼୍ଗାହାଁ ଜୀସୁ ଜେ଼ଚ ଜେ଼ଚ ହାଜିମାଚେସି; ଏ଼ୱାରି ଏ଼ୱାଣାଇଁ ଆସାଲି ହାଜାଲିଏ,
52 ମାତ୍ର ସେ ସେହି ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଖାଲି ଦେହରେ ପଳାଇଗଲା।
୫୨ଏ଼ୱାସି ଏ଼ ପା଼ତାଡ଼ା ହିମ୍ବରି ପିସାନା ୱାର୍ଇ ଆଙ୍ଗାଟି ହଟାତୁସ୍ତେସି ।
53 ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ।
୫୩ଡା଼ୟୁ ଏ଼ୱାରି ଜୀସୁଇଁ କାଜା ପୂଜେରା ନ଼କିତା ଅ଼ତେରି, ଇଞ୍ଜାଁ କାଜା ପୂଜେରା, ଲ଼କୁତି କାଜାରି ଅ଼ଡ଼େ ମେ଼ରା ପୁନାରି ବାରେ ୱା଼ହାନା ରୁଣ୍ତା ଆ଼ତେରି ।
54 ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ସେକି ହେଉଥିଲେ।
୫୪ପିତର ହେକ ମାଞ୍ଜାନା ଏ଼ୱାଣି ଜେ଼ଚ ଜେ଼ଚ କାଜା ପୂଜେରା ଆଂଗେଣି ବିତ୍ରା ହାଚେସି ଇଞ୍ଜାଁ ଜାମାନାଙ୍ଗା ତଲେ କୁଗାନା ହିଚୁ କେର୍ଞ୍ଜି ମାଚେସି ।
55 ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ;
୫୫ଏମ୍ବାଟିଏ କାଜା ପୂଜେରାଙ୍ଗା ଇଞ୍ଜାଁ ବେ଼ରଣି ମାଣ୍ତାତି ବାରେଜା଼ଣା ଜୀସୁଇଁ ପା଼ୟାଲି ଏ଼ୱାଣି କ଼ପାଟି ସା଼କିୟାଁ ପାରିତେରି, ସାମା ଏ଼ନି ଦ଼ହ ବେଟାଆ଼ଆତେରି;
56 କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ।
୫୬ଇଚିହିଁ ହା଼ରେକା ଏ଼ୱାଣି କ଼ପାଟି ମିଚି ସା଼କିୟାଁ ହୀତି ଜିକେଏ ଏ଼ୱାରି ହୀତି ସା଼କି ଆଣ୍ତାଆତେ ।
57 ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ କହିବାକୁ ଲାଗିଲେ,
୫୭ଡା଼ୟୁ ଏଚରଜା଼ଣା ହ଼ଚାନା ଏ଼ୱାଣି କ଼ପାଟି ମିଚି ସା଼କି ହୀହାନା ଏଲେଇଚେରି,
58 ଆମ୍ଭେମାନେ ଏହାକୁ ଏହି କଥା କହିବା ଶୁଣିଅଛୁ, ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି ତିନି ଦିନ ମଧ୍ୟରେ ଆଉ ଗୋଟିଏ ଅହସ୍ତକୃତ ମନ୍ଦିର ନିର୍ମାଣ କରିବି।
୫୮“ମା଼ମ୍ବୁ ଈୱାଣାଇଁ ଈ କାତା ୱେସିମାଚାଣି ୱେଞ୍ଜାମାନମି, ନା଼ନୁ ଈ କେୟୁଟି କେ଼ପିତି ପ୍ରା଼ତାନା ଇଲୁତି ଡିକ୍ହାନା ତୀନିଦିନା ବିତ୍ରା ଅ଼ଡ଼େ ମାଣ୍ସି କେ଼ପାଆତି ପ୍ରା଼ତାନା ଇଲୁ କେ଼ପିଇଁ ।
59 କିନ୍ତୁ ଏଥିରେ ମଧ୍ୟ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ।
୫୯ସାମା ଏମ୍ବାଆଁ ଜିକେଏ ସା଼କି ଆଣ୍ତାଆତେ ।”
60 ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିରେ କିଛି ଉତ୍ତର ଦେଉ ନାହଁ?
୬୦ଏଚେଟିଏ କାଜା ପୂଜେରା ମାଦିଏ ନିଚାନା ଜୀସୁଇଁ ୱେଚେସି, “ନୀ କ଼ପାଟି ଈୱାରି ଆମିନି ସା଼କି ହୀହିମାନେରି, ୱେଣ୍ତେ ଜ଼ଲାଲି ଏ଼ନି କାତା ହିଲେଏ କି?”
61 କିନ୍ତୁ ସେ ନୀରବ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ ପରମ-ଧନ୍ୟଙ୍କ ପୁତ୍ର ଖ୍ରୀଷ୍ଟ କି?
୬୧ସାମା ଏ଼ୱାସି ପାଲେଏ ଆ଼ହାନା ଏ଼ନି କାତା ଜ଼ଲାଆତେସି, କାଜା ପୂଜେରା ଅ଼ଡ଼େ ୱେଣ୍ତେ ଏ଼ୱାଣାଇଁ ୱେଚେସି, “ନୀନୁ କି ମା଼ନିଗାଟି ମାହାପୂରୁ ମୀର୍ଏଣାତି କ୍ରୀସ୍ତ?”
62 ଯୀଶୁ କହିଲେ, “ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।”
୬୨ଜୀସୁ ଏଲେଇଚେସି, “ନା଼ନୁ ଏ଼ୱାତେଏଁ, ମୀରୁ ମାଣ୍ସି ମୀର୍ଏଣାଇଁ ବା଼ଡ଼୍ୟୁଗାଟି ଟିଃନିୱାକି କୁଗାମାନାଣି ମେହ୍ଦେରି ଇଞ୍ଜାଁ ହା଼ଗୁ ଦୂନ୍ଦ୍ରାଟି ୱେଣ୍ତେ ୱା଼ନାଣି ମେହ୍ଦେରି ।”
63 ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ?
୬୩ଏଚେଟିଏ କାଜା ପୂଜେରା ତାନି ହିମ୍ବରି ଗେସାନା ଏଲେଇଚେସି, “ମାଙ୍ଗେ ଅ଼ଡ଼େ ଏ଼ନି ସା଼କିୟାଁ ଲ଼ଡ଼ା ହିଲେଏ ।
64 ଆପଣମାନେ ତ ଈଶ୍ବର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କଅଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ।
୬୪ମୀରୁ ମାହାପୂରୁ ନିନ୍ଦା ୱେଚେରି; ମୀ ଅଣ୍ପୁ ଏ଼ନାୟି?” ଏମ୍ବାଟିଏ ବାରେଜା଼ଣା ଏ଼ୱାସି ହା଼ନି ଡଣ୍ତ ବେଟାଆ଼ପେସି ଇଞ୍ଜିଁ ଏଲେଇଚେରି ।
65 ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ।
୬୫ଇଞ୍ଜାଁ ଆମ୍ବା ଆମ୍ବାଆରି ଏ଼ୱାଣିଲାକ ହୂପିତେରି ଇଞ୍ଜାଁ ଏ଼ୱାଣି କାଣ୍କା ପଜାନା ଏ଼ୱାଣାଇଁ ୱେ଼ଚାନା ୱେଚେରି, “ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାତି ଆମ୍ବାଆସି ନିଙ୍ଗେ ୱେ଼ତାତେସି, ୱେସ୍ତାମୁ!” ଜାମାନାଙ୍ଗା ଜିକେଏ ଆସାନା ସା଼ପ୍ଡ଼ା ୱେ଼ଚିହିଁ ଅ଼ତେରି ।
66 ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଦାସୀ ଆସି ପିତରଙ୍କୁ ନିଆଁ ସେକି ହେଉଥିବାର ଦେଖିଲା,
୬୬ଏମ୍ବାଟିଏ ପିତର ଆଂଗେଣିତା ମାଚିବେ଼ଲାତା କାଜା ପୂଜେରା ହ଼ଲେଣି ୱା଼ହାନା ପିତର ହିଚୁ କେର୍ଞ୍ଜି ମାଚାଣି ମେସ୍ତେ,
67 ଆଉ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ତୁମ୍ଭେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସାଙ୍ଗରେ ଥିଲ।
୬୭ଇଞ୍ଜାଁ ପିତରଇଁ ସିନିକିହାନା ଏଲେଇଚେ, “ନୀନୁ ଜିକେଏ ନା଼ଜରିତ ଜୀସୁତଲେ ମାଚି ।”
68 କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାହାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଅଛ, ମୁଁ ବୁଝୁ ନାହିଁ। ପରେ ସେ ଦାଣ୍ଡଦ୍ୱାରକୁ ବାହାରିଗଲେ;
୬୮ସାମା ଏ଼ୱାସି, ନା଼ନୁ ଏ଼ୱାଣାଇଁ ପୁଞ୍ଜାହିଲଅଁ, ନୀନୁ ଏ଼ନାଆଁ ୱେସିମାଞ୍ଜି ନା଼ନୁ ପୁଞ୍ଜିହିଲଅଁ, ଡା଼ୟୁ ଏ଼ୱାସି ଆଂଗେଣି ଦୁୱେରିତା ହାଚେସି, ରେ଼ଟୁଏ କୟୁ କେ଼ଣ୍ତେ ।
69 ପୁଣି, ସେହି ଦାସୀ ତାହାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଆଉ ଥରେ କହିବାକୁ ଲାଗିଲା, ଏ ସେମାନଙ୍କ ମଧ୍ୟରୁ ଜଣେ।
୬୯ଇଞ୍ଜାଁ ଏ଼ ହ଼ଲେଣି ଏ଼ୱାଣାଇଁ ମେସାନା ଦାରିତା ନିଚାମାନି ଲ଼କୁଣି ଅ଼ଡ଼େ ୱେଣ୍ତେ ୱେସାଲି ମା଼ଟ୍ହେ, “ଈୱାସି ଏ଼ୱାରି ବିତ୍ରାଟି ରଅସି ।”
70 କିନ୍ତୁ ସେ ପୁନର୍ବାର ଅସ୍ୱୀକାର କରିବାକୁ ଲାଗିଲେ। ପୁନଶ୍ଚ ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମ୍ଭେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭେ ତ ଗାଲିଲୀୟ ଲୋକ।
୭୦ସାମା ଏ଼ୱାସି ଅ଼ଡ଼େ ୱେଣ୍ତେ ପୁଞ୍ଜାହିଲଅଁ ଇଚେସି, ଅ଼ଡ଼େ ଗା଼ଡ଼େକା ଆ଼ହାଲିଏ ଦାରିତା ମାଚି ଲ଼କୁ ପିତରଇଁ ଏଲେଇଚେରି, “ନୀନୁ ସାତେଏ ଏ଼ୱାରି ବିତ୍ରାଟି ରଅତି, ଇଚିହିଁ ନୀନୁ ର଼ ଗାଲିଲି ଲ଼କୁତି ।”
71 କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାହାକୁ ଜାଣେ ନାହିଁ।
୭୧ସାମା ଏ଼ୱାସି ପାର୍ମାଣା ଇଞ୍ଜାଁ ବା଼କା ଇଟାନା ଏଲେଇଚେସି, ମୀରୁ ଆମିନି ଲ଼କୁତି କାତା ୱେସିମାଞ୍ଜେରି, ନା଼ନୁ ଏ଼ୱାଣାଇଁ ପୁଞ୍ଜାହିଲଅଁ ।
72 ସେହିକ୍ଷଣି କୁକୁଡ଼ା ଦ୍ୱିତୀୟ ଥର ରାବିଲା। ଏଥିରେ, “କୁକୁଡ଼ା ଦ୍ୱିତୀୟ ଥର ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାହାଙ୍କ ମନରେ ପଡ଼ିଲା, ଆଉ ସେ ସେହି କଥା ଭାବି ରୋଦନ କରିବାକୁ ଲାଗିଲେ।
୭୨ଏ଼ ଦେବୁଣିଏ କୟୁ ରୀ ଦେବା କେ଼ଣ୍ତେ । ଏମ୍ବାଟିଏ କୟୁ ରୀ ଦେବା କେ଼ଣ୍ଆ ନ଼କେଏ ନୀନୁ ନାଙ୍ଗେ ତୀନି ଦେବା ନା଼ନୁ ପୁଞ୍ଜାହିଲଅଁ ଇଞ୍ଜାଦି, ଆମିନି କାତା ଜୀସୁ ପିତରଇଁ ଏଲେଇଞ୍ଜାମାଚେସି, ଏ଼ଦି ଏ଼ୱାଣି ମ଼ନତା ୱା଼ତେ, ଇଞ୍ଜାଁ ଏ଼ୱାସି ଏ଼ କାତା ଅଣ୍ପିହିଁ ହା଼ରେକା ଡ଼ୀହାଲି ମା଼ଟ୍ହେସି ।