< ଲୂକ 2 >

1 ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା।
ଏନ୍‌ ହୁଲାଙ୍ଗ୍‌କରେ ଗଟା ରୋମ୍‌ ଦିଶୁମ୍‌ରେନ୍‌କଆଃ ନୁତୁମ୍‌ ଅଲ୍‌ଲଃକା ମେନ୍ତେ ଲାଟ୍‌ସାହେବ୍‌ କାଇସାର୍‌ ଆଗସ୍ତସ୍‌ ହୁକୁମ୍‌ ଜାରିକେଦାଏ ।
2 ସିରିୟା ପ୍ରଦେଶର ଶାସନକର୍ତ୍ତା କ୍ୱିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ଜନଗଣନା ହୋଇଥିଲା।
କୁରିଣିୟ ନୁତୁମ୍‌ ସିରିୟାରେନ୍‌ ଲାଟ୍‌ସାହେବ୍‌ ତାଇକେନ୍‌ ଦିପିଲିରେ ନେଆଁଁ ପାହିଲା ନୁତୁମ୍‌ ଅନଲ୍‌ ତାଇକେନା ।
3 ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ।
ଏନା ନାଗେନ୍ତେ ସବେନ୍‌କ ଆକଆଃ ନୁତୁମ୍‌ ଅଲ୍‌ରିକାନାଙ୍ଗ୍‌ ଆକଆଃ ଆକଆଃ ନାଗାର୍‌ତେକ ସେନଃୟାନା ।
4 ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରୀୟମଙ୍କ ସହିତ ଗାଲିଲୀର ନାଜରିତ ନଗରରୁ ଯିହୂଦିୟା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ;
ଆଡଃ ଯୋଷେଫ୍‌ହଗି ନୁତୁମ୍‌ ଅଲ୍‌ରିକା ନାଗେନ୍ତେ ମାରିୟାମ୍‌ଲଃ ଗାଲିଲ୍‌ରେୟାଃ ନାଜ୍‌ରେତ୍‌ ନାଗାର୍‌ଏତେ ଯିହୁଦା ଦିଶୁମ୍‌ରେୟାଃ ବେଥ୍‌ଲେହେମ୍‌ ନୁତୁମ୍‌ ଦାଉଦ୍‌ଆଃ ନାଗାର୍‌ତେକିନ୍ ସେନ୍‌କେନା, ଚିୟାଃଚି ଯୋଷେଫ୍‌ ଦାଉଦ୍‌ଆଃ କିଲି ଆଡଃ ଅଡ଼ାଃରେନ୍‌ନିଃ ତାଇକେନାଏ ।
5 ତାହାଙ୍କ ସହିତ ମରୀୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ।
ଯୋଷେଫ୍‌ ନାଙ୍ଗ୍‌ ଆସିଆକାନ୍‌ କୁଡ଼ିଲଃ ନୁତୁମ୍‌ ଅଲ୍‌ରିକାତେ ହିଜୁଃୟାନା, ଇମ୍‌ତା ଇନିଃ ହାମ୍ବାଲ୍‌ରୋୱା କାନାଏ ତାଇକେନା । ଏନ୍‌ କୁଡ଼ିରାଃ ନୁତୁମ୍‌ ମାରିୟାମ୍‌ ତାଇକେନା ।
6 ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କ ପ୍ରସବ କାଳ ଉପସ୍ଥିତ ହେଲା,
ଇନ୍‌କିନ୍‌ ବାଏତୁଲାମ୍‌ ରେନ୍‌କିନ୍ ତାଇକେନା ଇମ୍‌ତାଙ୍ଗ୍‌ ମାରିୟାମ୍‌ଆଃ ରାୱାଲଃରେୟାଃ ନେଡା ସେଟେର୍‌ୟାନା ।
7 ପୁଣି, ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା।
ଆଡଃ ଇନିଃ ଆୟାଃ ମୁତ୍‌କୁଲହନ୍‌ ଜାନାମ୍‌କିୟାଏ, ଆଡଃ ଇନିଃକେ ଲିଜାଃତେ ପୋଟମ୍‌କିଃତେ ଡାଡାକାରେୟାଏ ବାଟିକିୟାଃ, ଚିୟାଃଚି ଇନ୍‌କିନାଃ ନାଗେନ୍ତେଦ ଡେରା ଅଡ଼ାଃରେ ଠାୟାଦ୍‌ହ କା ତାଇକେନା ।
8 ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ମେଷପଲ ଜଗୁଥିଲେ।
ଆଡଃ ଏନ୍‌ ହାତୁ ଜାପାଃରେୟାଃ ପିଡ଼ିରେ ମିଣ୍ଡିଗୁପିମାହାରାକ ତାଇକେନା, ଇନ୍‌କୁ ନିଦାରେ ଆକଆଃ ମିଣ୍ଡିକକେ ହରତାନ୍‌କ ତାଇକେନା ।
9 ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି, ପ୍ରଭୁଙ୍କର ଗୌରବର ଆଲୋକ ସେମାନଙ୍କ ଚାରିଅାଡ଼େ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ।
ଆଡଃ ପ୍ରାଭୁଆଃ ମିଆଁଦ୍‌ ଦୁଁତ୍‌ ଇନ୍‌କୁତାଃରେ ତିଙ୍ଗୁୟାନାଏ ଆଡଃ ପ୍ରାଭୁଆଃ ମାନାରାଙ୍ଗ୍‌ରାଃ ମାର୍ସାଲ୍‌ ଇନ୍‌କୁତାଃରେ ଜୁଲ୍‌ବିୟୁର୍‌ୟାନା ଆଡଃ ଇନ୍‌କୁ ପୁରାଃଗିକ ବରକେଦାଃ ।
10 ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି,
୧୦ମେନ୍‌ଦ ଦୁଁତ୍‌ ଇନ୍‌କୁକେ କାଜିକେଦ୍‌କଆଏ, “ଆଲ୍‌ପେ ବରୟାଃ! ନେଲେପେ, ଆଇଙ୍ଗ୍‌ ଆପେକେ ପୁରାଃ ରାସ୍‌କାରେୟାଃ ସୁକୁକାଜିଙ୍ଗ୍‌ ଉଦୁବାପେତାନା, ଏନା ସବେନ୍‌ ହଡ଼କଆଃ ନାଗେନ୍ତେ ତାଇନାଃ ।
11 କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ।
୧୧ଚିୟାଃଚି ତିସିଙ୍ଗ୍‌ଦ ଦାଉଦ୍‌ଆଃ ନାଗାର୍‌ରେ ଆପେୟାଃ ନାଗେନ୍ତେ ମିଆଁଦ୍‌ ବାଞ୍ଚାଅନିଃ ଜାନାମା କାନାଏ, ଇନିଃ ଖ୍ରୀଷ୍ଟ୍‌ ପ୍ରାଭୁ ତାନିଃ!
12 ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ।
୧୨ଆଡଃ ଆପେୟାଃ ନାଗେନ୍ତେ ନେଆଁଁ ଚିହ୍ନାଁ ତାନାଃ, ଆପେ ମିଆଁଦ୍‌ ବାଲେଃ ହନ୍‌କେ ଲିଜାଃତେ ପୋଟମାକାନ୍ ଆଡଃ ଡାଡାକାରେ ବାଟିୟାକାନ୍‌ପେ ନାମିୟା ।”
13 ପୁଣି, ହଠାତ୍‍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,
୧୩ଇମ୍‌ତାଗି ଏନ୍‌ ଦୁଁତ୍‌ଲଃ ସିର୍ମାରେନ୍‌ ଫାଉଦ୍‌କ ହୁଣ୍ଡିୟାନାକ ଆଡଃ ଇନ୍‌କୁ ପାର୍‌ମେଶ୍ୱାର୍‌କେ ମାରାଙ୍ଗ୍‌ଇତାନ୍‌ଲଃ କାଜିକେଦାଃକ:
14 “ଊର୍ଦ୍ଧ୍ୱଲୋକରେ ଈଶ୍ବରଙ୍କ ମହିମା, ପୁଣି, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି।”
୧୪“ସାଲାଙ୍ଗିଉତାର୍‌ ସିର୍ମାରେ ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌, ଆଡଃ ଅତେରେ ଆୟାଃ ସୁକୁଆକତାନ୍ ହଡ଼କରେ ସୁକୁ ହବାଅଃକା!”
15 ଦୂତମାନେ ସେମାନଙ୍କଠାରୁ ସ୍ୱର୍ଗକୁ ଫେରିଗଲା ପରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା।
୧୫ଦୁଁତ୍‌କ ଇନ୍‌କୁତାଃଏତେ ସିର୍ମାତେକ ସେନଃୟାନ୍‌ଚି, ମିଣ୍ଡିଗୁପିମାହାରାକ ଆକ ଆକରେ ମେନ୍‌କେଦାଃକ, “ଦଲାବୁ ବେଥ୍‌ଲେହେମ୍‌ତେବୁଆ ଆଡଃ ପ୍ରାଭୁ ଉଦୁବାକାଦ୍‌ବୁଆଏ ଏନ୍‌ ହବାକାନ୍‌ କାଜିବୁ ନେଲେୟାଃ ।”
16 ଏଥିରେ ସେମାନେ ଶୀଘ୍ର ଯାଇ, ଅନ୍ୱେଷଣ କରି, ମରୀୟମ ଓ ଯୋଷେଫଙ୍କୁ, ପୁଣି, ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ।
୧୬ଆଡଃ ଇନ୍‌କୁ ଜାଲ୍‌ଦିଗି ସେନ୍‌ତେବାଃୟାନ୍ତେ ମାରିୟାମ୍‌, ଯୋଷେଫ୍‌ ଆଡଃ ଡାଡାକାରେ ବାଟିୟାକାନ୍ ବାଲେଃ ହନ୍‌କେକ ନେଲ୍‌ନାମ୍‌କିୟାଃ ।
17 ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ,
୧୭ଇନ୍‌କୁ ଇନିଃକେ ନେଲ୍‌କିଃତେ ହନ୍‌ଆଃ ବିଷାଏରେ ଦୁଁତ୍‌ କାଜିଲେଦ୍ କାଜିକ ଉଦୁବ୍‌ବାଡ଼ାକେଦାଃ ।
18 ପୁଣି, ଯେତେ ଲୋକ ମେଷପାଳକମାନଙ୍କ ଠାରୁ ସେହିସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେହି କଥାରେ ଚମତ୍କୃତ ହେଲେ।
୧୮ମିଣ୍ଡିଗୁପିମାହାରାକ ଉଦୁବ୍‌କେଦ୍ କାଜିତେ ସବେନ୍‌ ଆୟୁମ୍‌କେଦ୍‌ ହଡ଼କ ଆକ୍‌ଦାନ୍ଦାଅୟାନାକ ।
19 କିନ୍ତୁ ମରୀୟମ ଏହି ସମସ୍ତ କଥା ହୃଦୟରେ ରଖି ଭାବିବାକୁ ଲାଗିଲେ।
୧୯ମେନ୍‌ଦ ମାରିୟାମ୍‌ ନେ ସବେନ୍‌ କାଜି ଆୟାଃ ମନ୍‌ରେ ଦହକେଦାଏ ଆଡଃ ପୁରାଃ ଉଡ଼ୁଃତାନାଏ ତାଇକେନା ।
20 ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ବରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଫେରିଗଲେ।
୨୦ଆଡଃ ମିଣ୍ଡିଗୁପିମାହାରାକକେ ଉଦୁବ୍‌ଲେନ୍‌ଲେକା, ଏନ୍‌ ସବେନାଃ ଆୟୁମ୍‌କେଦ୍‌ତେ ଆଡଃ ନେଲ୍‌କେଦ୍‌ତେ ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌ ଦୁରାଙ୍ଗ୍‌ତାନ୍‌ଲଃ ଇନ୍‌କୁ ରୁହାଡ଼୍‌ୟାନାକ ।
21 ତାହାଙ୍କୁ ସୁନ୍ନତ କରିବା ନିମନ୍ତେ ଆଠ ଦିନ ହେବାରୁ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭାସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା।
୨୧ଏନ୍‌ ସିଟିଆକେ ଇରାଲିୟା ମାହାଁ ହବାୟାନ୍‌ଲଃ ଖାତ୍‌ନାଅକିୟାକ, ଆଡଃ ଇନିଃକେ ୟୀଶୁ ମେନ୍ତେକ ନୁତୁମ୍‌କିୟାଃ, ନେ ନୁତୁମ୍‌ ଇନିୟାଃ ହାମ୍ବାଲ୍‌ରୋୱା ହବାଅଃ ସିଦାରେ ଦୁଁତ୍‌ଆଃ ହରାତେ ନୁତୁମାକାନ୍‌ ତାଇକେନା ।
22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମରୀୟମଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା,
୨୨ମୁଶାରାଃ ଆନ୍‌ଚୁଲେକା ଇନ୍‌କୁଆଃ ଫାର୍‌ଚିରେୟାଃ ନେଡା ତେବାଃୟାନ୍‌ରେ, ପ୍ରାଭୁଆଃ ସାମ୍‌ନାଙ୍ଗ୍‌ରେ ରାକାବି ନାଗେନ୍ତେ ଯୋଷେଫ୍‌ ଆଡଃ ମାରିୟାମ୍‌ ଇନିଃକେ ଯୀରୁଶାଲେମ୍‌ ମାନ୍ଦିର୍‌ତେକିନ୍ ଇଦିକିୟାଃ ।
23 ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ,
୨୩ପ୍ରାଭୁଆଃ ଆନ୍‌ଚୁରେ ଅଲାକାନା, “ସବେନ୍‌ ମୁତ୍‌କୁଲ୍‌ କଡ଼ାହନ୍‌କ ପ୍ରାଭୁଆଃ ନାଗେନ୍ତେକ ପାବିତାରଃକା,”
24 ପ୍ରଭୁଙ୍କ ବ୍ୟବସ୍ଥାରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଥିବା ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଗଲେ।
୨୪ଆଡଃ ଇନ୍‌କିନ୍‌ ପ୍ରାଭୁଆଃ ଆନ୍‌ଚୁରେୟାଃ କାଜିଲେକା, ବାରିୟା ପୁତାମ୍ ଚାଏ ବାରିୟା ଦୁଦୁମୁଲ୍‌ ହନ୍‌କିନ୍‌କେ ଦାଣେଁ ରାକାବ୍‌ତେକିନ୍‌ ସେନଃୟାନା ।
25 ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ।
୨୫ନେଲେପେ, ଯୀରୁଶାଲେମ୍‌ରେ ଶିମିୟନ୍‌ ନୁତୁମ୍‌ ମିଆଁଦ୍‌ ହଡ଼ ତାଇକେନାଏ, ଇନିଃ ଧାର୍‌ମାନ୍ ଆଡଃ ମାନାତିଙ୍ଗ୍‌ନିଃ ତାଇକେନାଏ । ଇନିଃ ଇସ୍ରାଏଲ୍‌ ହଡ଼କଆଃ ଜୀଉରାଡ଼େଃ ଏମଃନିଃକେ ନେଲ୍‌ହରା ତାଇକେନାଏ, ଆଡଃ ଇନିଃରେ ପାବିତାର୍‌ ଆତ୍ମା ତାଇନଃତାନାଏ ତାଇକେନା ।
26 ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା।
୨୬ଆଡଃ ଆମ୍‌ ପ୍ରାଭୁଆଃ ଖ୍ରୀଷ୍ଟ୍‌କେ ଆଉରି ନେଲିଯାକେଦ୍ ଆମାଃ ଗନଏଃ କା ହବାଅଆଃ ମେନ୍ତେ ପାବିତାର୍‌ ଆତ୍ମା ଇନିଃକେ ଉଦୁବାକାଇ ତାଇକେନା ।
27 ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ,
୨୭ଆଡଃ ଶିମିୟନ୍ ପାବିତାର୍‌ ଆତ୍ମାତେ ମାନ୍ଦିର୍‌ ଅଡ଼ାଃତେ ହିଜୁଃୟାନାଏ । ଆଡଃ ଆନ୍‌ଚୁରେୟାଃ କାଜିଲେକାତେ କାମିନାଙ୍ଗ୍‌ ୟୀଶୁଆଃ ଏଙ୍ଗା ଆପୁକିନ୍‌ ଇନିଃକେ ସାବ୍‌କେଦ୍‌ତେ ମାନ୍ଦିର୍‌ତେକିନ୍ ବଲୟାନା,
28 ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ବରଙ୍କ ପ୍ରଶଂସା କରି କହିଲେ,
୨୮ଇମ୍‌ତାଙ୍ଗ୍‌ ଶିମିୟନ୍‌, ହନ୍‌କେ ଖାକିୟାଅକିୟାଏ ଆଡଃ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ ଏମ୍‌ତାନ୍‌ଲଃ କାଜିକେଦାଏ:
29 “ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ;
୨୯“ହେ ଗମ୍‌କେ, ନାହାଁଃଦ ଆମ୍‌ ଆମାଃ କାଜିଲେକା, ଦାସିତାମାଃକେ ସୁକୁତେମ୍ ବିଦାଇତାନା ।
30 କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି,
୩୦ଚିୟାଃଚି ଆଇଙ୍ଗ୍‌ଦ ଆଇଁୟାଃ ମେଦ୍‌ତେ ଆମାଃ ପାରିତ୍ରାଣ୍‌କେ ନେଲାକାଦାଇଙ୍ଗ୍‌,
31 ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରି,
୩୧ଅକଆଃଚି ସବେନ୍‌ ହଡ଼କଆଃ ଆୟାର୍‌ରେ ସେକାଡ଼ାକାଦାମ୍‌:
32 ଅଣଯିହୁଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ।”
୩୨ଆଡଃ ଏଟାଃ ଜାତିରେନ୍‌କଆଃ ନାଙ୍ଗ୍‌ ମାସ୍କାଲ୍‌ରାଃ ଦିମି ଆଡଃ ଆମାଃ ଇସ୍ରାଏଲ୍‌ ହଡ଼କଆଃ ନାଗେନ୍ତେ ମାଇନାନ୍‌ ଆଉୱେୟାଏ ।”
33 ତାହାଙ୍କ ସମ୍ବନ୍ଧୀୟ କୁହାଯାଇଥିବା ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ।
୩୩ସିଟିଆ ହନ୍‌ଆଃ ଏଙ୍ଗାଆପୁକିନ୍‌ ଆୟାଃ ବିଷାଏରେ କାଜିୟଃତେୟାଃ ଆୟୁମ୍‌କେଦ୍‌ତେ ଆକ୍‌ଦାନ୍ଦାଅୟାନାକିନ୍‌ ।
34 ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବନା ପ୍ରକାଶିତ ହୁଏ,
୩୪ଶିମିୟନ୍‌ ଇନ୍‌କୁକେ ଆଶିଷ୍‌ କେଦ୍‌କଆଏ, ଆଡଃ ଇନିୟାଃ ଏଙ୍ଗାତେ ମାରିୟାମ୍‌କେ କାଜିକିୟାଏ, “ନେଲେମେ, ନେ ହନ୍‌ ପୁରାଃ ଇସ୍ରାଏଲ୍‌କଆଃ ଉୟୁଗଃ ଆଡଃ ବିରିଦଃ ନାଗେନ୍ତେ ପାର୍‌ମେଶ୍ୱାର୍‌ଆଃ ମିଆଁଦ୍‌ ସାଲାକାନ୍‌ ଚିହ୍ନାଁ ହବାଅଃଆଏ, ମେନ୍‌ଦ ପୁରାଃ ହଡ଼କ ଇନିୟାଃ ବିରୁଧ୍‌ରେ ବାଖାଁଣେୟାକ ।
35 ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍‌‌ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ୍ଗ ବିଦ୍ଧ କରିବ।
୩୫ଆଡଃ ଏନାତେ ପୁରାଃ ମନ୍‌ରେୟାଃ ଉଡ଼ୁଃ ଉଦୁବଃଆ । ଆଡଃ ଏନ୍‌ ବିଷାଏନାଙ୍ଗ୍‌ ଆପେୟାଃ ମନ୍‌ସୁରୁଦ୍‌ରେ ତାରାଉଡ଼ି ଗୁତୁ ପାରମଃଆ ।”
36 ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀଙ୍କ ସହିତ ବାସ କରିଥିଲେ ଓ ଚଊରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ।
୩୬ଆସେର୍‌ କିଲିରେନ୍ ପିନୁଏଲ୍‌ଆଃ ହନ୍ତେକୁଡ଼ି ହାନ୍ନା ନୁତୁମ୍‌ ମିଆଁଦ୍‌ କୁଡ଼ିନାବୀ ତାଇକେନାଏ । ଇନିଃ ଡିଣ୍ଡାଏତେ ସାତ୍ ବାରାଷ୍ ଆୟାଃ କଡ଼ାତେଲଃ ତାଇକେନ୍‌ତେ ବୁଡି ଲୁକୁଦ୍‌ ଲୁକୁଦା କାନାଏ ତାଇକେନା । ଆଡଃ ଇନିଃ ଚାର୍‌ହିସି ଚାର୍‌ବାରାଷ୍‌ ରେନ୍‌ ରାଣ୍ଡିକୁଡ଼ି ତାଇକେନାଏ ।
37 ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ।
୩୭ଆଡଃ ଇନିଃ ଚିଉଲାହ ମାନ୍ଦିର୍‌ ଅଡ଼ାଃଏତେ କାଏ ଅଡଙ୍ଗ୍‌ଅଃତାନ୍‌ ତାଇକେନା, ମେନ୍‌ଦ କାଟାବ୍‌ତାନ୍‌ଲଃ ଆଡଃ ବିନ୍ତିତାନ୍‌ଲଃ ନିଦାସିଙ୍ଗି ପାର୍‌ମେଶ୍ୱାର୍‌କେ ମାଇନାନ୍‌ ତାଇକେନା ।
38 ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମ ସହରର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ।
୩୮ଇନିଃ ଇମ୍‌ତାଙ୍ଗ୍‌ଗି ସିଟିଆ ହନ୍‌ ଆଡଃ ଆୟାଃ ଏଙ୍ଗାଆପୁକିନ୍‌ତାଃ ନାଡ଼େଃୟାନ୍‌ଲଃ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌କିୟାଏ ଆଡଃ ଅକନ୍‌କ ଯୀରୁଶାଲେମ୍‌ରାଃ ମୁକ୍ତି ନେଲ୍‌ହରାତାନ୍ ସବେନ୍‌କକେ ଇନିଃ ୟୀଶୁଆଃ ବିଷାଏରେ କାଜିୟାଦ୍‌କଆଏ ।
39 ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ।
୩୯ଯୋଷେଫ୍‌ ଆଡଃ ମାରିୟାମ୍‌ ପାର୍‌ମେଶ୍ୱାର୍‌ଆଃ ଆନ୍‌ଚୁଲେକା ସବେନାଃ ଚାବାକେଦ୍‌ଚି ଗାଲିଲ୍‌ ଦିଶୁମ୍‌ରେୟାଃ ଆକିନାଃ ନାଗାର୍‌ ନାଜ୍‌ରେତ୍‌ତେକିନ୍ ରୁହାଡ଼୍‌ୟାନା ।
40 ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ବରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା।
୪୦ଆଡଃ ସିଟିଆ ହନ୍‌ ମାଡ଼ି ମାଡ଼ିତେ ହାରା ଇଦିୟାନ୍‌ଲଃ ପେଡ଼େଃ ଆଡଃ ସେଣାଁଁତେ ପେରେଃଇଦିୟାନାଏ, ଆଡଃ ପାର୍‌ମେଶ୍ୱାର୍‌ଆଃ ସାୟାଦ୍ ଇନିଃଲଃ ତାଇକେନା ।
41 ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମ ସହରକୁ ଯାଉଥିଲେ।
୪୧ୟୀଶୁଆଃ ଏଙ୍ଗାଆପୁକିନ୍ ସବେନ୍‌ ବାରାଷ୍ ପାସ୍‌କା ପାରାବ୍‌ରେ ଯୀରୁଶାଲେମ୍‌ତେ ସେନଃ ତାନ୍‌କିନ୍ ତାଇକେନା ।
42 ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ।
୪୨ୟୀଶୁକେ ବାରା ବାରାଷ୍ ହବାଅଃତାନ୍ ତାଇକେନ୍‌ ଇମ୍‌ତା, ଇନ୍‌କୁ ରିତିଲେକା ପାରାବ୍‌ ମାନାତିଙ୍ଗ୍‌ ନାଙ୍ଗ୍‌କ ସେନ୍‌କେନା ।
43 ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମ ସହରରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ।
୪୩ଆଡଃ ପାରାବ୍‌ ମାନାତିଙ୍ଗ୍‌ ଚାବାକେଦ୍‌ଚି, ଅଡ଼ାଃତେ ସେନ୍ ରୁହାଡ଼୍‌ତାନ୍ ଇମ୍‌ତା ହନ୍‌ ୟୀଶୁ ଯୀରୁଶାଲେମ୍‌ରେ ତାଇନ୍‌ୟାନାଏ, ଏନା ଆୟାଃ ଏଙ୍ଗାଆପୁକିନ୍ କାକିନ୍ ସାରିତାନ୍ ତାଇକେନା ।
44 କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି, ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ମଧ୍ୟରେ ତାହାଙ୍କୁ ଖୋଜିବାକୁ ଲାଗିଲେ,
୪୪ମେନ୍‌ଦ ଇନିଃ ଗାତିକଲଃ ମେନାଇୟାଃ ମେନ୍ତେକିନ୍ ପାହାମ୍‌କେଦ୍‌ତେ, ସିଙ୍ଗିସାଟୁବ୍‌ରେୟାଃ ହରା ସେନଃୟାନାକିନ୍‌, ଏନ୍ତେ ଆକିନାଃ କୁପୁଲ୍‌କ ଆଡଃ ଗାତିକଆଃ ଥାଲାରେକିନ୍ ଦାଣାଁଁଏଟେଦ୍‌କିୟାଃ ।
45 ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମ ସହରକୁ ଫେରିଗଲେ।
୪୫ଇନିଃକେ କାକିନ୍ ନାମ୍‌କିଃତେ ଦାଣାଁଁତାନ୍‌ଲଃ ଯୀରୁଶାଲେମ୍‌ତେକିନ୍ ରୁହାଡ଼୍‌ୟାନା ।
46 ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ,
୪୬ଆପି ମାଃ ତାୟମ୍‌ତେ ଇନ୍‌କିନ୍‌ ୟୀଶୁକେ ମାନ୍ଦିର୍‌ଅଡ଼ାଃରେକିନ୍ ନାମ୍‌କିୟାଃ, ଧାରାମ୍‌ଗୁରୁକ ଥାଲାରେ ଦୁବ୍‌କେଦ୍‌ତେ ଇନ୍‌କୁଆଃ କାଜି ଆୟୁମ୍‌ତାଇକେନାଏ ଆଡଃ ଇନ୍‌କୁକେ କୁଲିକତାନ୍ ତାଇକେନାଏ ।
47 ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଭିତ ହେଉଥିଲେ।
୪୭ଇନିୟାଃ ବାଖାଁଣ୍‌ ଆୟୁମ୍‌ତାନ୍ ସବେନ୍‌ ହଡ଼କ ଇନିୟାଃ ସେଣାଁଁ ଆଡଃ କାଜିରୁହାଡ଼୍‌ରେ ଆକ୍‌ଦାନ୍ଦାଅୟାନାକ ।
48 ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ ବ୍ୟାକୁଳ ହୋଇ ତୋତେ ଖୋଜୁଥିଲୁ।
୪୮ଇନିୟାଃ ଏଙ୍ଗାଆପୁ ଇନିଃକେ ନେଲ୍‌କିଃତେ ଆକ୍‌ଦାନ୍ଦାଅୟାନାକିନ୍‌, ଆଡଃ ଏଙ୍ଗାତେ ଇନିଃକେ କୁଲିକିୟାଏ, “ଏ ହନ୍‌, ଆମ୍‌ ଚିକାନାଙ୍ଗ୍‌ତେ ନେକାକେଦ୍‌ଲିୟାଁମ୍‌? ନେଲେମେ, ଆପୁମ୍ ଆଡଃ ଆଇଙ୍ଗ୍‌ ଦୁକୁତାନ୍‌ଲଃ ଦାଣାଁଁବାଡ଼ାମେଁ ତାନାଲିଙ୍ଗ୍‌ ତାଇକେନା ।”
49 ଏଥିରେ ସେ ସେମାନଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ?”
୪୯ୟୀଶୁ ଇନ୍‌କିନ୍‌କେ କାଜିକେଦ୍‌କିନାଏ, “ଚିନାଃମେନ୍ତେବେନ୍ ଦାଣାଁଁବାଡ଼ାଇଙ୍ଗ୍‌ ତାଇକେନା? ଚିୟାଃ ଆଇଙ୍ଗ୍‌କେ ଆପୁଇଁୟାଃ ଅଡ଼ାଃରେ ତାଇନଃ ଲାଗାତିଙ୍ଗ୍‌ୟାଁଃ ଏନାଚି କାବେନ୍ ସାରିତାନ୍ ତାଇକେନା?”
50 କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ।
୫୦ମେନ୍‌ଦ ଇନିଃ ଇନ୍‌କିନ୍‌କେ କାଜିୟାଦ୍‌କିନ୍ କାଜିକେ ଇନ୍‌କିନ୍‌ କାକିନ୍ ଆଟ୍‌କାର୍‌ଉରୁମ୍‌କେଦାଃ ।
51 ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ।
୫୧ଏନ୍ତେ ୟୀଶୁ ଇନ୍‌କିନ୍‌ଲଃ ନାଜ୍‌ରେତ୍‌ତେ ସେନଃୟାନାଏ, ଆଡଃ ଇନ୍‌କିନାଃ କାଜିକ ମାନାତିଙ୍ଗ୍‌ତାନ୍‌ଲଃ ତାଇୟାନାଏ । ମେନ୍‌ଦ ଇନିୟାଃ ଏଙ୍ଗାତେ ଏନ୍‌ ସବେନ୍‌ କାଜି ଆୟାଃ ମନ୍‌ରେୟାଏ ଦହକେଦା ।
52 ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି, ଈଶ୍ବରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ।
୫୨ଆଡଃ ୟୀଶୁ ସେଣାଁଁତେ, ହଡ଼୍‌ମତେ ଆଡଃ ପାର୍‌ମେଶ୍ୱାର୍‌ ଆଡଃ ହଡ଼କଆଃ ସାୟାଦ୍‌ରେ ହାରା ଇଦିୟାନାଏ ।

< ଲୂକ 2 >