< ଗାଲାତୀୟ 2 >
1 ତାହା ପରେ ଚଉଦ ବର୍ଷ ଗତ ହୁଅନ୍ତେ, ମୁଁ ବର୍ଣ୍ଣବ୍ବାଙ୍କ ସହିତ ପୁନଶ୍ଚ ଯିରୂଶାଲମ ସହରକୁ ଗଲି, ତୀତସଙ୍କୁ ମଧ୍ୟ ସାଙ୍ଗରେ ଘେନିଯାଇଥିଲି।
ନେଙ୍ଗ୍ ଗଅଁ ମୁଆଁ ଇଡ଼ିଂ ବାର୍ମୁଇଂତର୍ ଜିରୁସାଲାମ୍ ଉଁୱେକେ । ବାରି ବର୍ଣ୍ଣବା ଆରି ତିତସ୍କେ ଡିଗ୍ ୱା ଡୁଂୱେମ୍ୱକେ ।
2 ମୁଁ ପ୍ରତ୍ୟାଦେଶ ପ୍ରାପ୍ତ ହୋଇ ଗମନ କଲି; ଆଉ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ସୁସମାଚାର ପ୍ରଚାର କରୁଅଛି, ତାହା ସେମାନଙ୍କୁ ବୁଝାଇଦେଲି, କିନ୍ତୁ ମୋହର ପୂର୍ବ ଅବା ବର୍ତ୍ତମାନ ପରିଶ୍ରମ ଯେପରି ବିଫଳ ନ ହୁଏ, ଏଥିପାଇଁ ଯେଉଁମାନେ ସମ୍ମାନ ଯୋଗ୍ୟ, କେବଳ ସେମାନଙ୍କୁ ପୃଥକ୍ ଭାବରେ ବୁଝାଇଲି।
ଜିରୁସାଲାମ୍ ୱେନ୍ସା ଇସ୍ପର୍ ଆନେଙ୍ଗ୍କେ ବାସଙ୍ଗ୍ବଲା ନେଙ୍ଗ୍ ଆତ୍ଅରିଆ ୱେଣ୍ଡିଂଗେ । ବିସ୍ବାସି ରେମୁଆଁଇଂନେ ଡାଗ୍ରା ଲେଃକ୍ନେ ରେମୁଆଁଇଂ ଡାଗ୍ରା ନେଙ୍ଗ୍ ୱେକେ । ଉଡ଼ିବେଲା ନେ ମୁଇଂ ଡାଗ୍ରା ନେଲେଃଗେ ଆତେନ୍ବେଲା ଆମେଇଂକେ ନେଙ୍ଗ୍ ବାସଙ୍ଗ୍ଣ୍ଡିଙ୍ଗ୍କ୍ନେ ବ୍ନାଇର୍ ନ୍ନାଦ୍ରିଗ୍କେ । ନେଙ୍ଗ୍ ବିଜାତି ରେମୁଆଁଇଂ ସିସେ ବାନ୍ ଆକେନ୍ ବ୍ନାଲିର୍ ଆଦ୍ରିଗ୍ମ୍ୱଗେ । ଆକ୍ବାନ୍ ନେଙ୍ଗ୍ ରାଜି ଣ୍ଡିଙ୍ଗ୍କେ ଜେ ନେଙ୍ଗ୍ ମୁଡ଼ି କାମ୍ ସିସେ ବାନ୍ ଡିଙ୍ଗ୍ ଆଡା ମ୍ୱଗେ ବାରି ଏବେ ମେଁ ଡିଙ୍ଗ୍ଣ୍ଡିଙ୍ଗ୍କେ ଡିରକମ୍କି ଆତେନ୍ ସାପା ସରାଃ ଆଡିଙ୍ଗ୍ । ଆତେନ୍ସା ନିଂ ଦିଆନ୍ ବିମ୍ବଗେ ।
3 ମାତ୍ର ମୋହର ସଙ୍ଗୀ ତୀତସ, ଯେ ଗ୍ରୀକ୍ ଲୋକ ଥିଲେ, ସେ ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ;
ତିତସ୍ ନେଙ୍ଗ୍ ଏତେ ଲେଃଗେ । ମେଁ ମୁଇଂ ଅଣଜିଉଦି ରେମୁଆଁ ଲେଃଗେ । ମାତର୍ ଏନ୍ ରେମୁଆଁଇଂ ତିତସ୍କେ ଡିଗ୍ ପବିତ୍ର ଆଡିଂ ନ୍ସାଃ ଜବର୍ଜସ୍ତି ଆଡିଂଆର୍କେ ଣ୍ଡୁ ।
4 ଆମ୍ଭମାନଙ୍କ ମଧ୍ୟକୁ ଆନୀତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏପରି ହେଲା; ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ;
ଏଲେଡିଗ୍ ଉଡ଼ି ରେମୁଆଁ ଆମେକେ ପବିତ୍ର ଆଡିଙ୍ଗ୍ନେସା ଚାଏଁଆର୍ଡିଂଗେ । ମେଇଂ ବିସ୍ବାସ୍ ବୟାଁ ଡାଗ୍ଚେ ଜଟେଚେ ବୁଡ଼ି ଡଙ୍ଗାରେ ରକମ୍ ମାନ୍ଦାନିଆ ମିସୁ ଲେଃଗେ । କିସ୍ଟ ଜିସୁ ଏତେ କୁଡ଼େନ୍ସା ନେ ଆଣ୍ଡିନେ ମୁକ୍ତି ବା ନେଲେଃକେ ଆମେକେ ତୁର୍ନେ ମେଇଂନେ ଦର୍କାର୍ ଲେଃଗେ । ଆନେକେ ବାରି ମୁଇଂତର୍ ନିୟମ୍ନେ ଚାକର୍ ଆଡିଙ୍ଗ୍ନେସା ମେଇଂ ଚାଏଁ ଆର୍ ଡିଙ୍ଗ୍ ।
5 କିନ୍ତୁ ସୁସମାଚାରର ସତ୍ୟ ଯେପରି ତୁମ୍ଭମାନଙ୍କ ନିକଟରେ ସ୍ଥାୟୀ ହୋଇ ରହେ, ଏଥିପାଇଁ ଆମ୍ଭେମାନେ ଦଣ୍ଡେମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କର ବଶବର୍ତ୍ତୀ ହୋଇ ନ ଥିଲୁ।
ମାତର୍ ପେ ଆତ୍ଲା ମାପ୍ରୁ ସାମୁଆଁନେ ସତ୍କେ ଆମ୍ବ୍ରଚେ ବନ୍ସା ନେ ଆତେନ୍ ନାଲେରେଇଂକେ ଇକୁଡ଼ା ଡିଗ୍ ଟାନ୍ ବିନେବଗେ ।
6 ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ (ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ବର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ), ସେହି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମୋତେ କିଛି ନୂଆ ଶିକ୍ଷା ଦେଲେ ନାହିଁ,
ମାତର୍ ଜାଣ୍ଡେଇଂ ନେତା ଡାଗ୍ଚେ ମନେ ବାବେ ଡିଙ୍ଗ୍ଆର୍ଗେ, ମେଇଂ ଜାଣ୍ଡେ ଡିଗ୍ ଡିଙ୍ଗ୍ଲେ ଆତ୍ଅରିଆ ନେଙ୍ଗ୍ନେ ମେଁ ଡିଗ୍ ଆୱେ ଆୱିଗ୍ ଣ୍ଡୁ; ମେଃଡାଗ୍ଲା ବାଏରେନେ ବେବଆର୍ କେଚେ ଇସ୍ପର୍ ଆଜାକେ ବିଚାର୍ ଆଡିଙ୍ଗ୍ ଣ୍ଡୁ ଆତେନ୍ ନେତାଇଂ ଆନେଙ୍ଗ୍ ମେଃଡିଗ୍ ତ୍ମିକ୍ନେ ସାମୁଆଁ ବିଃ ଆବଗେ ।
7 ବରଂ ଅନ୍ୟ ପକ୍ଷରେ ଯେତେବେଳେ ସେମାନେ ଦେଖିଲେ ଯେ, ପିତରଙ୍କୁ ଯେପରି ସୁନ୍ନତିପ୍ରାପ୍ତ ଯିହୁଦୀମାନଙ୍କ ମଧ୍ୟରେ, ମୋତେ ସେହିପରି ଅସୁନ୍ନତିପ୍ରାପ୍ତ ଅଣଯିହୁଦୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବାର ଭାର ଅର୍ପିତ ହୋଇଅଛି,
ମୁଇଂ ପାକା କେଲା ମେଇଙ୍ଗ୍ କିକେ ଲେଃଗେ ଜେ ଇସ୍ପର୍ ଡିଡି ରକମ୍ ଜିଉଦି ରେମୁଆଁଇଂ ଡାଗ୍ରା ମାପ୍ରୁ ସାମୁଆଁ ବାସଙ୍ଗ୍ ନ୍ସା ପିତର୍କେ ଦାଇତ୍ ବିବଗେ ଦେତ୍ରକମ୍ ଅଣଜିଉଦି ରେମୁଆଁ ଡାଗ୍ରା ମାପ୍ରୁ ସାମୁଆଁ ବାସଙ୍ଗ୍ନେ ଦାଇତ୍ ଆନେଙ୍ଗ୍ ବିବକେ
8 (କାରଣ ସୁନ୍ନତିମାନଙ୍କ ନିକଟରେ ପ୍ରେରିତପଦର କର୍ମ କରିବା ନିମନ୍ତେ ଯେ ପିତରଙ୍କୁ ସକ୍ଷମ କଲେ, ଅଣଯିହୁଦୀମାନଙ୍କ ନିକଟରେ ସେହି କର୍ମ କରିବାକୁ ସେ ମୋତେ ମଧ୍ୟ ସକ୍ଷମ କଲେ),
ମେଃଡାଗ୍ଲା ପିତର୍ ଡିଡିରକମ୍ ଇସ୍ପର୍ନେ ବପୁ ବାନ୍ ଜିଉଦିଇଂ ନ୍ସା ପ୍ରେରିତ୍ ସିସ୍ ରକମ୍ ଡିଙ୍ଗ୍ଚେ ପାଙ୍ଗ୍ଲେଃ ଆର୍ଗେ ନେଙ୍ଗ୍ ଡିଗ୍ ଟିକ୍ ଦେତ୍ରକମ୍ ଇସ୍ପର୍ନେ ବପୁ ଏତେ ଅଣଜିଉଦି ରେମୁଆଁଇଂ ଆତ୍ଲା ପ୍ରେରିତ୍ ସିସ୍ ରକମ୍ ଡିଙ୍ଗ୍ଚେ ପାଙ୍ଗ୍ ନ୍ଲେଃକେ ।
9 ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, ପିତର ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ଅଣଯିହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି;
ନେତା ରକମ୍ ବାବେଡିଙ୍ଗ୍କ୍ନେ ଜାକୁବ୍, ପିତର୍ ଆରି ଜହନ୍ ବାଲିର୍ ବଗେ ଜେ ଇସ୍ପର୍ ଆନେଙ୍ଗ୍ ଆକେନ୍ ନିମାଣ୍ଡା କାମ୍ନ୍ନିଆ ଦାଇତ୍ ବିଃବକେ । ତେସା ମେଇଂ ଆନେଙ୍ଗ୍ ବାରି ବର୍ଣ୍ଣବ୍ବାକେ କୁଡ଼େଚେ ସାର୍ଦାରେ ଗ୍ରଅନ୍ ଡିଙ୍ଗ୍ବଗେ । ବର୍ଣ୍ଣବା ଆରି ନେଙ୍ଗ୍ ଅଣଜିଉଦି ରେମୁଆଁଇଂ ଡାଗ୍ରା ବାରି ମେଇଂ ଜିଉଦିଇଂ ଡାଗ୍ରା କାମ୍ ଡିଙ୍ଗ୍ଏ ଡାଗ୍ଚେ ନେ ମୁଇଂ ମନ୍ ଡିଙ୍ଗ୍ନେଲେଃଗେ ।
10 ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ; ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍ଯୋଗୀ ଥିଲି।
ମେଇଂ ଆଃ ଗୁଆରି ଡିଙ୍ଗ୍ବଗେ ଜେ ନେ ମେଇଂ ଦଲ୍ନିଆ ଲେଃକ୍ନେ ଅବାବ୍ ଅନାଟନ୍ ରେମୁଆଁଇଂକେ ମନେ ନେବଏ । ଆତେନ୍ ବିସୟ୍ ଆଡ଼ାତ୍ରା ନେଙ୍ଗ୍ନେ ଇକ୍ଚା ଲେଃଗେ ।
11 ଏବଂ ଯେତେବେଳେ କୈଫା ଆନ୍ତିୟଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାହାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ।
ପିତର୍ ଆଣ୍ଟିୟୋଖ ପାଙ୍ଗ୍ଲେଃ କେଲା ନେଙ୍ଗ୍ ରେମୁଆଁଇଂ ଡାଗ୍ରା ଆମେକେ ନୁଆଁ ମ୍ୱଗେ ମେଃଡାଗ୍ଲା ମେଁ ସତ୍ ବାବ୍ରେ ଦଦ୍ୟା କାମ୍ ଡିଙ୍ଗ୍ଡିଙ୍ଗେ ।
12 ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୁଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ।
ଜାକୁବ୍ ବାନ୍ ପ୍ରେରିତ୍ ଉଡ଼ିରୁଆ ରେମୁଆଁ ଆତ୍ଅରିଆ ପାଙ୍ଗ୍ନେ ସେନୁଗ୍ ପିତର୍ ଅଣଜିଉଦି ବୟାଁ ବାରି ତନାଇଂ ଏତେ ଉଗ୍ଚଙ୍ଗ୍ ପେଡିଙ୍ଗ୍ଗେ । ମାତର୍ ଆତେନ୍ ରେମୁଆଁଇଂ ପାଙ୍ଗ୍ନେ ଇଡ଼ିଙ୍ଗ୍ ମେଁ ଆତ୍ବା ଚୁପ୍ ଡିଙ୍ଗ୍କେ । ମେଁଇଂ ଏତେ ମେଁ ବାରି ଚଙ୍ଗ୍ଉଗ୍କେ, ମେଃଡାଗ୍ଲା ଅଣଜିଉଦିଇଂ ପବିତ୍ର ଡିଙ୍ଗ୍ନେ ଦର୍କାର୍ ଡାଗ୍ଚେ ଜାଣ୍ଡେଇଂ ବାସଙ୍ଗ୍ଡିଙ୍ଗ୍ଗେ ମେଁ ଆମେଇଂକେ ବୁଟ ଡିଙ୍ଗ୍ଗେ ।
13 ଆଉ, ଅବଶିଷ୍ଟ ଯିହୁଦୀ ବିଶ୍ୱାସୀମାନେ ମଧ୍ୟ ତାହାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବ୍ବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ।
ବିନ୍ ଜିଉଦିଇଂ ପିତର୍ ଏତେ କୁଡ଼େଚେ ବକୁଆ ରେମୁଆଁଇଂ ରକମ୍ ବାଃଲିର୍ବାଃତା ଡିଙ୍ଗ୍ବଗେ, ଦେକ୍ରକମ୍ କି ବର୍ଣ୍ଣବା ଡିଗ୍ ମେଇଂନେ କୁଟ୍ ସାମୁଆଁନ୍ନିଆ ମାନେଃକେ ।
14 କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ, ସେମାନେ ସୁସମାଚାରର ସତ୍ୟ ଅନୁଯାୟୀ ସରଳ ଭାବରେ ଆଚରଣ କରୁ ନାହାନ୍ତି, ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କୈଫାଙ୍କୁ କହିଲି, ତୁମ୍ଭେ ଯିହୁଦୀ ହୋଇ ଯଦି ଯିହୁଦୀମାନଙ୍କ ପରି ବ୍ୟବହାର ନ କରି ଅଣଯିହୁଦୀମାନଙ୍କ ପରି ବ୍ୟବହାର କର, ତେବେ ତୁମ୍ଭେ କିପରି ଅଣଯିହୁଦୀମାନଙ୍କୁ ଯିହୁଦୀମାନଙ୍କ ପରି ବ୍ୟବହାର କରିବା ନିମନ୍ତେ ବାଧ୍ୟ କରୁଅଛ?
ନେଙ୍ଗ୍ ଉଃଡ଼ିବେଲା ଙ୍କେକେ ଜେ ନିମାଣ୍ଡାସାମୁଆଁନେ ସତ୍ ଇସାବ୍ରେ ମେଇଂ ଦରମ୍ ବେବଆର୍ ଆସୁଏ ଆଡିଙ୍ଗ୍ଆର୍କେ ଣ୍ଡୁ ନେଙ୍ଗ୍ ମେଇଂନେ ସାମ୍ନାରେ ପିତର୍କେ ବାସଙ୍ଗ୍ମ୍ୱଗେ “ଜଦି ପେ ଜିଉଦି ଡିଙ୍ଗ୍ଚେ ଅଣଜିଉଦି ରେମୁଆଁଇଂ ରକମ୍ ଜିବନ୍ କାଟେ ପେଡିଙ୍ଗ୍କେ ତେଲା ଜିଉଦି ରେମୁଆଁଇଂ ରକମ୍ ଜିବନ୍ କାଟେନ୍ସା ପେ ଅଣଜିଉଦି ରେମୁଆଁଇଂକେ ଡିଡିରକମ୍ ଜବର୍ଜସ୍ତି ଡିଙ୍ଗ୍ପେୟାଏ?”
15 ଆମ୍ଭେମାନେ ଜନ୍ମରେ ଯିହୁଦୀ, ଅଣଯିହୁଦୀ ପାପୀ ନୋହୁଁ,
ସତ୍ରେ ନେ ଜନମ୍ ବାନ୍ ଜିଉଦି ରେମୁଆଁ ବାସଙ୍ଗ୍ନେ ଇସାବ୍ରେ “ପାପି ଅଣଜିଉଦି” ଣ୍ଡୁ ।
16 ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ।
ତେଲାଡିଗ୍ ନେ ମ୍ୟାଃନେଲେଃକେ ନିୟମ୍ନେ ଦାବି ପୁରନ୍ ଆଡିଙ୍ଗ୍ନେ ବାନ୍ ଣ୍ଡୁ, ମାତର୍ ମୁଇଂ ଜିସୁ କିସ୍ଟ ଡାଗ୍ରା ବିସ୍ବାସ୍ ଡିଙ୍ଗ୍ନେ ବାନ୍ ମୁଇଂଜା ଇସ୍ପର୍ ସାମ୍ନାରେ ଦରମ୍ଣ୍ଡ୍ରେ ଡିଂଚେ ଲେଃଏ । ଇସ୍ପର୍ ସାର୍ମୁଆଃନ୍ନିଆ ଦାର୍ମିକ୍ ଆସୁଏନ୍ସା ନେ ବାରି ନିୟମ୍ ଆଡ଼ାତ୍ରା ଆସା ଆଡିଙ୍ଗ୍ଚେ ଜିସୁ କିସ୍ଟ ଡାଗ୍ରା ବିସ୍ବାସ୍ ଡିଙ୍ଗ୍ନେଡିଙ୍ଗ୍କେ, ମେଃ ଡାଗ୍ଲା ମୁଇଂ ନିୟମ୍ ପାଲେକ୍ନେ ବାନ୍ ଜାଣ୍ଡେ ଇସ୍ପର୍ ସାର୍ମୁଆଃନ୍ନିଆ ଦାର୍ମିକ୍ ଆଡିଙ୍ଗ୍ଆର୍ ଣ୍ଡୁ ।
17 କିନ୍ତୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚେଷ୍ଟା କରି ଆମ୍ଭେମାନେ ନିଜେ ମଧ୍ୟ ଯଦି ପାପୀ ବୋଲି ଦେଖାଗଲୁ, ତେବେ ଖ୍ରୀଷ୍ଟ କି ପାପର ସେବକ? ତାହା କେବେ ହେଁ ନ ହେଉ।
ମାତର୍ କିସ୍ଟ ଏତେ ମିସୁଚେ ଇସ୍ପର୍ନେ ସାର୍ମୁଆଃନ୍ନିଆ ଦାର୍ମିକ୍ ରେମୁଆଁ ଡିଙ୍ଗ୍ନେସା ଚେସ୍ଟା ଡିଙ୍ଗ୍କେଲା, ଜଦି ନେ ଡିଗ୍ ଅଣଜିଉଦି ରକମ୍ “ପାପି” ଡିଙ୍ଗ୍ଚେ ପେଲେଃକେ, ଆତେନ୍ସା ମେଃନେ କିସ୍ଟନେ ଦାଇ? ଣ୍ଡୁ, ଆକେନ୍ ଅଃନା ଣ୍ଡୁ ।
18 କାରଣ ମୁଁ ଯେଉଁ ଯେଉଁ ମୋଶାଙ୍କ ବ୍ୟବସ୍ଥା ଭାଙ୍ଗିଅଛି, ସେହିସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି।
ଡାଗ୍ଲା ମୁଡ଼ି ନିୟମ୍ନେ ବନ୍ଦନ୍କେ ନେଙ୍ଗ୍ ଚିନା ଆଡିଙ୍ଗ୍ମ୍ୱକେ ମେଃନେ ବାର୍ମୁଇଂତର୍ ଆରେନ୍ସା ୱେଲା ନେଙ୍ଗ୍ ଦସି ଣ୍ଡିଙ୍ଗ୍ଏ ।
19 ଯେଣୁ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଜୀବିତ ହେବା ନିମନ୍ତେ ମୁଁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛି।
ନିୟମ୍ ଆଡ଼ାତ୍ରା ନେଙ୍ଗ୍ ପୁରାପୁରି ବାବ୍ରେ ଗୁଏନ୍ଲେଃକେ ଆତେନ୍ ନିୟମ୍ ଏତେ ଆଃ ନେଙ୍ଗ୍ ଗୁଏ ନ୍ଲେଃକେ । ମାତର୍ ନେଙ୍ଗ୍ ଏବେ ଇସ୍ପର୍ ନ୍ସା ଜିବନ୍ ଡିଙ୍ଗ୍ନ୍ଲେଃକେ । କିସ୍ଟ ଏତେ ମେଃନେ କୁରୁସ୍ ଆଡ଼ାତ୍ରା ନେଙ୍ଗ୍ ଡିଗ୍ ଗୁଏ ନ୍ଲେଃକେ ।
20 ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋʼ ଠାରେ ଜୀବିତ ଅଛନ୍ତି; ପୁଣି, ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍, ଈଶ୍ବରଙ୍କ ପୁତ୍ର ମୋତେ ପ୍ରେମ କରି ମୋʼ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି।
ତେସା ଏବେ ସତ୍ରେ ନେଙ୍ଗ୍ ଆରି ନ୍ନାମ୍ବ୍ରକେ ଣ୍ଡୁ, ନେଙ୍ଗ୍ ଡାଗ୍ରା କିସ୍ଟ ଆଃ ଜିବନ୍ । ନେଙ୍ଗ୍ ଏବେ ମୁଡ଼ି ବ୍ରୁଆ ଡିକେଃ ଣ୍ଡିଙ୍ଗ୍, ଆତେନ୍ ମୁଇଂ ଇସ୍ପର୍ନେ ଉଙ୍ଗ୍ଡେ ଆଡ଼ାତ୍ରା ନେଙ୍ଗ୍ ବିସ୍ବାସ୍ ବାନ୍ ସମ୍ଵବ୍ ଡିଙ୍ଗ୍ଲେଃକେ ଜାଣ୍ଡେ ଆନେଙ୍ଗ୍ ଆଲାଦ୍ ଡିଂଚେ ନେଙ୍ଗ୍ ଆତ୍ଲା ମେଃନେ ଜିବନ୍ ବିବକେ ।
21 ମୁଁ ଈଶ୍ବରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁ ନାହିଁ; କାରଣ ଯଦି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତାହାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ କରିବା ବୃଥା।
ଆତେନ୍ସା ଇସ୍ପର୍ନେ ଦୟାକେ ନେଙ୍ଗ୍ ଅଃନା ନାଲେ ବାସଙ୍ଗ୍ ନ୍ନାୟା ଣ୍ଡୁ । ଡାଗ୍ଲା ମୁଇଂ ନିୟମ୍ ପାଲେନେବାନ୍ ଜଦି ମୁଇଂ ଇସ୍ପର୍ନେ ସାର୍ମୁଆଃନ୍ନିଆ ଦାର୍ମିକ୍ ଡିଙ୍ଗ୍ୟାଏ ତେଲା କିସ୍ଟ ଗୁଏକ୍ନେ ମୁଲ୍ୟ ଣ୍ଡୁ ଡାଗ୍ଚେ ବାସଙ୍ଗ୍ନେ ପଡ଼େଏ ।