< ଗାଲାତୀୟ 3 >

1 ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ୍ଭମାନଙ୍କୁ ମୋହିତ କଲା? ତୁମ୍ଭମାନଙ୍କ ଚକ୍ଷୁ ସମ୍ମୁଖରେ ତ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ଚିତ୍ର ଅଙ୍କିତ ହୋଇଥିଲା।
ଅ ଆଲାଜୁ ଗାଲାତିୟନେ ରେମୁଆଁଇଂ! ଜାଣ୍ଡେ ପେ ଆଡ଼ାତ୍ରା ଆକେନ୍‍ ମନ୍ତର୍‌ ବାଲିର୍‍ ବଗେ? କୁରୁସ୍‍ ଆଡ଼ାତ୍ରା ଜିସୁ କିସ୍‌ଟନେ ଗୁଏକ୍ନେ ଗଟ୍‌ନା ପୁରା ନିମାଣ୍ଡା ବାବ୍‍ରେ ପେ ଡାଗ୍‍ରା ବାସଙ୍ଗ୍‍ ବକେ ।
2 ମୁଁ ତୁମ୍ଭମାନଙ୍କଠାରୁ କେବଳ ଏହା ଜାଣିବାକୁ ଇଚ୍ଛା କରେ, ତୁମ୍ଭେମାନେ କଅଣ ମୋଶାଙ୍କ ବ୍ୟବସ୍ଥାର କର୍ମ ହେତୁ ନା ବିଶ୍ୱାସରେ ସୁସମାଚାର ଶୁଣିବା ହେତୁ ପବିତ୍ର ଆତ୍ମା ପାଇଥିଲ?
ମୁଇଂ ସାମୁଆଁ ଆନେଙ୍ଗ୍‍ ବାସଙ୍ଗ୍‍ପା ନିୟମ୍‌ ପାଲେନେ ବାନ୍‍ ପେ ପବିତ୍ର ଆତ୍ମାକେ ବାପେଲେଃକେ ଲେଃ ନିମାଣ୍ତାସାମୁଆଁ ଦ୍ରିଗ୍‍ ପେ ବିସ୍‌ବାସ୍‌‍ ଡିଙ୍ଗ୍‍କ୍ନେ ବାନ୍‍?
3 ତୁମ୍ଭେମାନେ କଅଣ ଏପରି ନିର୍ବୋଧ? ପବିତ୍ର ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଅଛ?
ପେଇଂ ଅଃକେନ୍ ଆବୁଜେକ୍ନେ ରେମୁଆଁ ରକମ୍ ଡିଂପେଡିଙ୍ଗ୍‌କେ? ମ୍ନାଃ ଆତ୍ମାନେ ବପୁରେ ପେ ମୁଡ଼ି ଜିବନ୍ ଆରାମ୍ ଡିଂନେସା ୱେପେଡିଂକେ ନିଜର୍ ବପୁରେ ମେଃନେ ଆମେକେ ବାଗୁଏନେସା ଚାଏଁ ପେଡିଂକେ?
4 ତୁମ୍ଭେମାନେ କି ବ୍ୟର୍ଥରେ ଏତେ କ୍ଳେଶଭୋଗ କରିଅଛ? ତାହା କଅଣ ପ୍ରକୃତରେ ବୃଥା?
ଆତେନ୍‌‍ସା ପେନି ସର୍‌ତେ ବାବ୍‌ନା ମେଃନି ସରା? ଆତ୍‍ବା ମେଃନେ ମେଃଡିଗ୍‍ ଗିଆନ୍‍ ପେବାକେ?
5 ଅତଏବ, ଯେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଦାନ କରନ୍ତି, ଆଉ ତୁମ୍ଭମାନଙ୍କ ମଧ୍ୟରେ ମହତର କାର୍ଯ୍ୟ ସାଧନ କରନ୍ତି, ସେ କି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ହେତୁ ତାହା କରନ୍ତି ନା ବିଶ୍ୱାସରେ ସୁସମାଚାର ଶୁଣିବା ହେତୁ କରନ୍ତି?
ପେ ମୁଇଂ ନିୟମ୍‌ନ୍ନିଆ ବିସ୍‌ବାସ୍‌‍ ଡିଙ୍ଗ୍‍ପେଡିଙ୍ଗ୍‍ଲା ମେଁନେ ଇସ୍‍ପର୍‍ ଆପେକେ ମେଃନେ ଆତ୍ମା ବିବକେ ବାରି ପେ ବିତ୍‍ରେ ଇରିଆତୁଗ୍‌ କାମ୍‌ଇଂ ଡିଂଆର୍‍ଡିଂକେ, ଲେଃ, ପେ ମାପ୍‍ରୁ ସାମୁଆଁ ଦ୍ରିଗ୍‍ଚେ ଆତ୍‍ବା ବିସ୍‌ବାସ୍‌‍ ଡିଙ୍ଗ୍‍ପେଡିଂକେ ଡାଗ୍‍ଚେ?
6 ଯେପରି ଅବ୍ରହାମ ଈଶ୍ବରଙ୍କୁ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା।
ଅବ୍ରାହାମ୍‌ନେ ସାମୁଆଁ ମନେ ଡିଙ୍ଗ୍‌ପା । ସାସ୍ତର୍‌ନିଆ ଗୁଆର୍‍ବକେ “ମେଁ ଇସ୍‍ପର୍‍ ଡାଗ୍‍ରା ବିସ୍‌ବାସ୍‌‍ ଡିଙ୍ଗ୍‍କେ ବାରି ମେଃନେ ବିସ୍‌ବାସ୍‌‍ ସା ଇସ୍‍ପର୍‍ ଆମେକେ ଦାର୍‍ମିକ୍‍ ଡାଗ୍‍ଚେ ଗ୍ରଅନ୍‌ ଡିଙ୍ଗ୍‍କେ ।”
7 ଅତଏବ ଯେଉଁମାନେ ବିଶ୍ୱାସୀ, ସେମାନେ ଅବ୍ରହାମଙ୍କର ସନ୍ତାନ।
ଜାଣ୍ଡେଇଂ ବିସ୍‌ବାସ୍‌‍ ଡିଙ୍ଗ୍‍ଆର୍‌ଏ ମୁଇଂ ମେଇଂ ଆଃ ଅବ୍ରାହାମ୍‌ନେ ସତ୍‌ ବଁସ୍‌କୁଲ୍ ଆକେନ୍ ପେ ମ୍ୟାନେ ପଡ଼େଏ ।
8 ଆଉ ଈଶ୍ବର ଅଣଯିହୁଦୀମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲେ, “ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।”
ସିସେ ବାନ୍‍ ଦରମ୍‍ ସାସ୍ତର୍‌ନିଆ ଗୁଆର୍‍ ବକେ ଜେ ବିସ୍‌ବାସ୍‌‍ ବାନ୍‍ ଇସ୍‍ପର୍‍ ଅଣଜିଉଦି ରେମୁଆଁଇଂକେ ଡିଗ୍‍ ଦାର୍‍ମିକ୍‍ ଡାଗ୍‍ଚେ ସା ଆର୍‍ଏ । ଅବ୍ରାହାମ୍ ଡାଗ୍‍ରା ଆକେନ୍ ସାମୁଆଁ ପର୍‌ତୁମ୍ ବାସଙ୍ଗ୍‌ ଡିଂଲେଗେ । “ପେବାନ୍ ଇସ୍‍ପର୍‍ ମଞ୍ଚ୍‌ପୁର୍‌ନେ ସାପା ରେମୁଆଁଇଂକେ ଆସିର୍‍ବାଦ୍‍ ଡିଙ୍ଗ୍‍ଏ ।”
9 ଏଣୁ ଯେଉଁମାନେ ବିଶ୍ୱାସୀ, ସେମାନେ ବିଶ୍ୱାସର ପୁରୁଷ ଅବ୍ରହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
ଅବ୍ରାହାମ୍ ବିସ୍‌ବାସ୍‌‍ ଡିଙ୍ଗ୍‍ଚେ ଆସିର୍‍ବାଦ୍‍ ବାଲେଃଗେ; ତେସା ଜାଣ୍ଡେଇଂ ବିସ୍‌ବାସ୍‌‍ ଡିଙ୍ଗ୍‍ଆର୍‍ଏ ମେଇଂ ସାପାରେ ମେଁ ରକମ୍‍ ଆସିର୍‍ବାଦ୍‍ ବାଆର୍‍ଏ ।
10 କାରଣ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖାଅଛି, “ଯେ କେହି ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶ୍ରାପଗ୍ରସ୍ତ।”
ଜାଣ୍ଡେଇଂ ନିୟମ୍‌ ପାଲେନେ ଆଡ଼ାତ୍ରା ଆସା ବଆର୍‍ଏ ମେଇଂ ଅବିସାପ୍‍ନେ ବିତ୍‍ରେ ଜିବନ୍‍ କାଟେଆର୍‍ଏ । ମେଃଡାଗ୍‌ଲା ଦର୍ମ ସାସ୍ତର୍‌ନ୍ନିଆ ଗୁଆର୍‍ ବକେ “ମସାନେ ନିୟମ୍‌ ବ‍ଇଅରିଆ ଜା ସାପା ଗୁଆର୍‍ ବକେ ଜଦି ଜାଣ୍ଡେଡିଗ୍‍ ପୁରାପୁରି ବାବ୍‍ରେ ଆତେନ୍‌‍ ପାଲନ୍ ଆଡିଂଆର୍‍ ଣ୍ଡୁ ମେଁ ଇସ୍‍ପର୍‍ନେ ଅବିସାପ୍‍ନେ ଉଙ୍ଗ୍‍ଡେ ଡିଙ୍ଗ୍‍ଏ ।”
11 ମୋଶାଙ୍କ ବ୍ୟବସ୍ଥା ଦ୍ୱାରା କେହି ଯେ ଈଶ୍ବରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହୁଏ ନାହିଁ, ଏହା ତ ପବିତ୍ର ଶାସ୍ତ୍ରରେ ସ୍ପଷ୍ଟ, “କାରଣ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
ତେସା ଆକ୍‍ବା ନିମାଣ୍ଡା ବାବ୍‍ରେ ମ୍ୟାଃଡିଙ୍ଗ୍‍ଏ ନିୟମ୍‌ ଏତେ ମେଃଡିଗ୍‍ ରେମୁଆଁ ଇସ୍‍ପର୍‍ନେ ସାର୍‍ମୁଆଃନ୍ନିଆ ଦାର୍‍ମିକ୍‍ ଡିଙ୍ଗ୍‍ଆୟା ଆର୍‍ ଣ୍ଡୁ ମେଁ ଡାଗ୍‍ଲା ଦର୍ମ ସାସ୍ତର୍‌ନିଆ ଗୁଆର୍‍ ବକେ “ବିସ୍‌ବାସ୍‌‍ ବାନ୍‍ ଇସ୍‍ପର୍‍ ଡାଗ୍ରା ଦସି ଣ୍ଡୁ ଡାଗ୍‍ଚେ ମନେ ବାବେଡିଙ୍ଗ୍‍କ୍ନେ ରେମୁଆଁ ଆଃ ମାତର୍ ବ୍ରୁଆଏ ।”
12 ଆଉ ବିଶ୍ୱାସ ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ନୁହେଁ; ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ଏହି, ଯେ ଏହିସବୁ ପାଳନ କରେ, ସେ ସେଥିରେ ବଞ୍ଚିବ।
ମାତର୍‍ ନିୟମ୍‌ ଏତେ ବିସ୍‌ବାସ୍‌‍ନେ ମେଃଡିଗ୍‍ ସମ୍ପର୍କ ଣ୍ଡୁ । ରମିୟ ସାସ୍ତର୍‌ନିଆ ଗୁଆର୍‍ବକେ “ମୁଡ଼ି ରେମୁଆଁ ନିୟମ୍‌ ନିତି ନିୟମ୍‍ ସାପା ପାଲନ୍ ଡିଙ୍ଗ୍‍ଏ ମେଁ ବ୍ରୁଆଏ ।”
13 ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅବ୍ରହାମଙ୍କର ଆଶୀର୍ବାଦ ଯେପରି ଅଣଯିହୁଦୀମାନଙ୍କ ପ୍ରତି ବର୍ତ୍ତେ, ପୁଣି ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ,
ମାତର୍‍ କିସ୍‍ଟ ନେ ଆତ୍‍ଲା ଅବିସାପ୍‍ ବାଚେ ନିୟମ୍‌ନିଆ ଗୁଆର୍‍ବକ୍ନେ ଅବିସାପ୍‍ବାନ୍‍ ଆନେକେ ଆମ୍ବ୍ର ବକେ । ଦର୍ମ ସାସ୍ତର୍‌ନିଆ ଗୁଆର୍‍ବକେ “ଜା ସ୍ଲା ଡାଗ୍‍ରା ଡେଗ୍‌ଗଃଚେ ଗୁଏଃଏ ମେଁ ଇସ୍‍ପର୍‍ ବାନ୍‍ ଅବିସାପ୍‍ ବାଏ!”
14 ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ; କାରଣ ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ, ସେ ଅଭିଶପ୍ତ।
ଇସ୍‍ପର୍‍ ଅବ୍ରାହାମ୍‌କେ ଆଣ୍ଡିନେ ଆସିର୍‍ବାଦ୍‍ ବିନ୍‍ସା ପାର୍‌ମାନ୍‌ ଡିଙ୍ଗ୍‍ବଗେ ଅଣଜିଉଦିଇଂ ଡିଗ୍‍ ଡିରକମ୍‍ ଆତେନ୍‌‍ ବାୟା ଆର୍‍ଏ ଆତେନ୍‌‍ସା ଜିସୁ କିସ୍‌ଟ ଆକେନ୍‍ କାମ୍ ଡିଙ୍ଗ୍‍ବକେ । ତେସା ବିସ୍‌ବାସ୍‌‍ ଏତେ ନେ ଡିଗ୍‍ ଇସ୍‍ପର୍‍ ବିବକ୍ନେ ସାମୁଆଁ ଇସାବ୍‍ରେ ପବିତ୍ର ଆତ୍ମା ବା ନେୟାଏ ।
15 ହେ ଭାଇମାନେ, ମୁଁ ମନୁଷ୍ୟ ଭାବରେ କହୁଅଛି; ଚୁକ୍ତି ମନୁଷ୍ୟ ଦ୍ୱାରା କରାଗଲେ ସୁଦ୍ଧା ଯେତେବେଳେ ତାହା ସ୍ଥିରୀକୃତ ହୁଏ, ସେତେବେଳେ କେହି ତାହା ଅନ୍ୟଥା କରିପାରେ ନାହିଁ ବା ସେଥିରେ କିଛି ଯୋଗ କରିପାରେ ନାହିଁ।
ଅ ବୟାଁ ବାରି ତନାଇଂ! ନେଙ୍ଗ୍‍ ମୁଇଂ ଡାଆଁନେ ଉସ୍ରା ବଣ୍ଡିଙ୍ଗ୍‍କେ: ଉଡ଼ିବେଲା ମ୍ୱାୟା ମେଃଡିଗ୍‍ ବିସୟ୍‍ରେ ମୁଇଂ ଉଲିଆନ୍ନିଆ ମ୍ନି ଗୁଆର୍‍ ଆର୍‍ଏ ଜା ଆତେନ୍‌‍ ଗୁଆର୍‌କ୍ନେ ଉଲିଆକେ ସେଗାର୍ ଆୟା ଆର୍‌ ଣ୍ଡୁ କି ଆତ୍‍ଅରିଆ ମେଃଡିଗ୍‍ ସାଃତିଙ୍ଗ୍‍ ଆୟା ଆର୍‍ ଣ୍ଡୁ ।
16 ଅବ୍ରହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା। ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ।
ଅବ୍ରାହାମ୍ ବାରି ମେଁନେ କୁଟୁମ୍‌ଇଂ ଡାଗ୍‍ରା ଇସ୍‍ପର୍‍ ମେଃନେ ପାର୍‌ମାନ୍‌ ଡିଙ୍ଗ୍‍ବଗେ । ମାତର୍‍ ଆକେନ୍‍ ସମ୍ପର୍କରେ “ପେନି କୁଲ୍‍ ବଂସଇଂ ଆତ୍‍ଲା” ବା ଗୁଲେ ରେମୁଆଁଇଂନେ ଆତ୍‍ଲା ଡାଗ୍‍ଚେ ସାସ୍ତର୍‌ନିଆ ଗୁଆର୍‍ ଆବକେ ଣ୍ଡୁ । ମାତର୍ “ପେ କୁଲ୍‍ ଆତ୍‍ଲା” ଡାଗ୍‍ଚେ ଗୁଆର୍‍ ବକେ । ତେସା ଆତେନ୍‌‍ ସାସ୍ତର୍‌ନ୍ନିଆ ଗ୍ନୁଆର୍ ଲେଃକେ ମାତର୍ ମୁଇଂ ରେମୁଆଁ ବା କିସ୍‌ଟନେ ବାନ୍‍ ଆଃ ଡିଙ୍ଗ୍‍ଏ ।
17 ମୋହର ଭାବ ଏହି, ଯେଉଁ ନିୟମ ଈଶ୍ବରଙ୍କ କର୍ତ୍ତୃକ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ଚାରି ଶହ ତିରିଶ ବର୍ଷ ପରେ ଦିଆଯାଇଥିବା ମୋଶାଙ୍କ ବ୍ୟବସ୍ଥା ତାହା ବ୍ୟର୍ଥ କରେ ନାହିଁ, ଯେପରି ତଦ୍ୱାରା ପ୍ରତିଜ୍ଞା ନିଷ୍ଫଳ କରାଯାଏ।
ନେଙ୍ଗ୍‍ ବାସଙ୍ଗ୍‍ନେ ଅର୍‍ତ ଡିଙ୍ଗ୍‍ଡିଙ୍ଗ୍‍କେ ଇସ୍‍ପର୍‍ ଅବ୍ରାହାମ୍‍ ଏତେ ମୁଇଂ ନିୟମ୍‌ ଆରେ ବଗେ ବାରି ଆତେନ୍‌‍ ରକ୍ୟା ଆଡିଙ୍ଗ୍‍ନେସା ପାର୍‌ମାନ୍‌ ଡିଙ୍ଗ୍‍ବଗେ । ମୁଡ଼ି ନିୟମ୍‌ ଅଁ ସ ତିରିସ୍‍ ମୁଆଁ ଇଡ଼ିଙ୍ଗ୍‍ ବିଃବଗେ, ଆକେନ୍ ଆଃ ଆତେନ୍‌‍ ନିୟମ୍‌କେ ଅଲ୍‍ଗା ଆଡିଙ୍ଗ୍‍ଚେ ଇସପର୍‍ନେ ପାର୍‌ମାନ୍‌ ମନା ଡିଙ୍ଗ୍‍ ଆୟା ଣ୍ଡୁ ।
18 କାରଣ ଅଧିକାର ଯଦି ମୋଶାଙ୍କ ବ୍ୟବସ୍ଥାମୂଳକ ହୁଏ, ତେବେ ତାହା ଆଉ ପ୍ରତିଜ୍ଞାମୂଳକ ନୁହେଁ; କିନ୍ତୁ ଈଶ୍ବର ପ୍ରତିଜ୍ଞା ଦ୍ୱାରା ଅବ୍ରହାମଙ୍କୁ ତାହା ଦାନ କରିଅଛନ୍ତି।
ଇସ୍‍ପର୍‍ ପାର୍‌ମାନ୍‌ ଡିଙ୍ଗ୍‍ବକ୍ନେ ଆସିର୍ବାଦ୍‍ ଜଦି ନିୟମ୍‌ ପାଲେନେ ଆଡ଼ାତ୍ରା ଆସା ଡିଙ୍ଗ୍‍ଡିଙ୍ଗ୍‍କେ ତେଲା ଆତେନ୍‌‍ ମେଁ ପାର୍‌ମାନ୍‌ ଡିଙ୍ଗ୍‍ବକ୍ନେ ଚୁଚୁ ଡାଗ୍‍ଚେ ବାରି ବାସଙ୍ଗ୍‍ ଆୟାଆର୍‍ ଣ୍ଡୁ । ତେସା ଇସ୍‍ପର୍‍ ମୁଇଂ ମେଃନେ ଆଦେସ୍‌ ଇସାବ୍‍ରେ ଆତେନ୍‌‍ ଆସିର୍‍ବାଦ୍‍ ଅବ୍ରାହାମ୍‌କେ ବିଃକେ ।
19 ତେବେ ମୋଶାଙ୍କ ବ୍ୟବସ୍ଥା କାହିଁକି ଦିଆଗଲା? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞାଲଙ୍ଘନ ହେତୁ ଯୋଗ କରାଗଲା, ପୁଣି, ତାହା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା।
ତେଲା ନିୟମ୍‌ ମେଃସା ବିବଆର୍‌ଗେ? ରେମୁଆଁନେ ସତ୍‍ଣ୍ଡୁନେ କାମ୍ ସାପା ଆକେ ବିନ୍‍ସା ମେଃନେ ଉଦେସ୍‍ ଲେଃକେ ବାରି ଅବ୍ରାହାମ୍‍ନେ ମୁଡ଼ି କୁଲ୍‍ବଁସ୍ଇଂକେ କେଚେ ଇସ୍‍ପର୍‍ ଆତେନ୍‌‍ ପାର୍‌ମାନ୍‌ ଡିଙ୍ଗ୍‍ବଗେ ଅଃତେନ୍‍ ରେମୁଆଁଇଂ ପାଙ୍ଗ୍‍ ଜାକ ନିୟମ୍‌ନେ ଦର୍‍କାର୍‍ ଲେଃଗେ । ମୁଇଂ ରେମୁଆଁନେ ବିତ୍ରେବାନ୍‍ କିତଂ ଦୁତ୍ଇଂନେବାନ୍‍ ନିୟମ୍‌ ପାଙ୍ଗ୍‍ଲେଃଗେ ।
20 ମଧ୍ୟସ୍ଥ ଗୋଟିଏ ପକ୍ଷର ପ୍ରତିନିଧି ନୁହଁନ୍ତି, କିନ୍ତୁ ଈଶ୍ବର ଏକ।
ମାତର୍‍ ସପତ୍‍ ଡିଙ୍ଗ୍‍ଚେ ମୁଇଂ ପାକା ସାପାରେ ମିସୁ ଲେଃଆର୍‍ଗେ । ମେଁ ଡିଙ୍ଗ୍‍ଡିଙ୍ଗ୍‍କେ ନିଜେ ଇସ୍‍ପର୍‍ ।
21 ତେବେ ମୋଶାଙ୍କ ବ୍ୟବସ୍ଥା କି ଈଶ୍ବରଙ୍କ ପ୍ରତିଜ୍ଞାସମୂହର ବିରୁଦ୍ଧ? ତାହା କେବେ ହେଁ ନ ହେଉ; କାରଣ ଯଦି ଜୀବନ ଦେବାକୁ ସମର୍ଥ ଏପରି ମୋଶାଙ୍କ ବ୍ୟବସ୍ଥା ଦିଆଯାଇଥାଆନ୍ତା, ତେବେ ଧାର୍ମିକତା ପ୍ରକୃତରେ ମୋଶାଙ୍କ ବ୍ୟବସ୍ଥାମୂଳକ ହୁଅନ୍ତା।
ନିୟମ୍‌ ମେଃନେ ଇସ୍‍ପର୍‍ନେ ପାର୍‌ମାନ୍‌କେ ବିରଦ୍‍ ଡିଙ୍ଗ୍‍ଏ? ଣ୍ଡୁ ଅଃନା ଣ୍ଡୁ! ମେଁ ଡାଗ୍‍ଲା ରେମୁଆଁକେ ଜିବନ୍‍ ବିଡିଙ୍କେ ରକମ୍‍ ଜଦି ମୁଇଂ ନିୟମ୍‌ ପାଡିଙ୍ଗ୍‍ ତେଲା ଆତେନ୍‌‍ ପାଲେନେ ବାନ୍‍ ଆଃ ରେମୁଆଁ ଇସ୍‍ପର୍‍ନେ ସାର୍‍ମୁଆଃନ୍ନିଆ ଦସ୍‍ ଣ୍ଡୁ ଡାଗ୍‍ଚେ ପାବାବେଆର୍‍ ।
22 କିନ୍ତୁ ଯେପରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ପ୍ରତିଜ୍ଞା ବିଶ୍ୱାସ କରୁଥିବା ଲୋକମାନଙ୍କୁ ଦିଆଯାଏ, ଏଥିପାଇଁ ଧର୍ମଶାସ୍ତ୍ର ସମସ୍ତ ବିଷୟକୁ ପାପର ଅଧୀନ ବୋଲି ଗଣନା କରିଅଛି।
ମାତର୍‍ ଦର୍ମସାସ୍ତର୍‌ନିଆ ଗୁଆର୍‍ବକେ, ସାପା ରେମୁଆଁ ଜାତି ପାପ୍ ଡିଙ୍ଗ୍‍ନେ ପାକା ତେସା ଡିରକମ୍ ଜିସୁ କିସ୍‌ଟ ଡାଗ୍‍ରା ବିସ୍‌ବାସ୍‌‍ନେ ଚୁଚୁ ରକମ୍‍ ପାର୍‌ମାନ୍‌ ଡିଙ୍ଗ୍‍ବକ୍ନେ ଆସିର୍‍ବାଦ୍‍ କିସ୍‌ଟ ବିସ୍‌ବାସି ରେମୁଆଁଇଂ ବାଆର୍‍ଏ ।
23 ମାତ୍ର ସେହି ବିଶ୍ୱାସ ଆସିବା ପୂର୍ବେ, ପ୍ରକାଶିତ ହେବାକୁ ଯାଉଥିବା ସେହି ବିଶ୍ୱାସ ପ୍ରାପ୍ତି ଉଦ୍ଦେଶ୍ୟରେ, ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ବନ୍ଦୀ ହୋଇ ରକ୍ଷିତ ହେଉଥିଲୁ।
ବିସ୍‌ବାସ୍‌‍ନେ ଜୁଗ୍‍ ପାଙ୍ଗ୍‍ନେ ସେନୁଗ୍‍ ବା ତ୍ନା ଜାକ ନିୟମ୍‌ ଆନେ ସାପାରେକେ ଗାଗ୍‍ଚେ ବଗେ ।
24 ଏହି ପ୍ରକାରେ ବିଶ୍ୱାସ ହେତୁ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ, ମୋଶାଙ୍କ ବ୍ୟବସ୍ଥା ଆମ୍ଭମାନଙ୍କର ଶିକ୍ଷକ ସ୍ୱରୂପ ହୋଇଥିଲା।
କିସ୍‌ଟ ପାଙ୍ଗ୍‍ନେ ଜାକ ନିୟମ୍‌ ଆନେକେ ଅଦିକାର୍‌ରେ ବଗେ; ମାତର୍‍ ତେନ୍ଇଡ଼ିଂ ମୁଇଂ ବିସ୍‌ବାସ୍‌‍ ଏତେ ନେ ଇସ୍‍ପର୍‍ ସାର୍‍ମୁଆଃନ୍ନିଆ ଦସ୍‍ ଣ୍ଡୁ ଡାଗ୍‍ଚେ ମନେ ବାବେ ଡିଙ୍ଗ୍‍ଏ ।
25 କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକର ଅଧୀନରେ ନାହୁଁ।
ଏବେ ବିସ୍‌ବାସ୍‌‍ନେ ଜୁଗ୍‍ ପାଙ୍ଗ୍‍ଲେଃକେ ନେ ବାରି ନିୟମ୍‌ ଡାଗ୍‍ରା ନେଲେଃକେ ।
26 କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ବରଙ୍କର ସନ୍ତାନ ହୋଇଅଛ;
ବିସ୍‌ବାସ୍‌‍ ଏତେ କିସ୍‌ଟ ଜିସୁ ଏତେ ମିସୁଚେ ପେ ସାପାରେ ଇସ୍‍ପର୍‍ନେ ଗଗିସିଆ ଡିଙ୍ଗ୍‍ପେଲେଃକେ ।
27 ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ।
ଦିକ୍ୟା ଏତେ ପେ କିସ୍‌ଟ ଏତେ ମୁଇଂ ଡିଙ୍ଗ୍‍ପେଲେଃକେ ବାରି ଏବେ ଜିସୁ କିସ୍‍ଟନେ ଜିବନ୍‍ ରକମ୍‍ନେ ପାଟାଇ ୱାଡ଼େଗ୍ ପେଲେଃକେ ।
28 ଯିହୁଦୀ କି ଗ୍ରୀକ୍‍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ।
ତେସା ଜିଉଦି ବାରି ଅଣଜିଉଦି ଚାକର୍‍ ବାରି ସାକାର୍‌, ଙ୍ଗିରେ ବାରି ସେଲାମ୍ବୁଏଃ ବିତ୍‍ରେ ବାରି ମେଃଡିଗ୍‍ ଅଲ୍‍ଗା ଣ୍ଡୁ । ପେ ସାପାରେ ଜିସୁ କିସ୍‌ଟ ଏତେ ମିସୁଚେ ମୁଇଂ ଡିଙ୍ଗ୍‍ପେଲେଃ ।
29 ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ।
ଜଦି ପେ କିସ୍‌ଟନେ ପେ ଡିଗ୍‍ ଅବ୍ରାହାମ୍‌ନେ କୁଲ୍‍ବଁସ୍‍ଇଂ ବାରି ଇସ୍‍ପର୍‍ ମେଃନେ ସପତ୍‍ ଡିଙ୍ଗ୍‍ବକେ ଆତେନ୍‌‍ ପେବାଏ ।

< ଗାଲାତୀୟ 3 >