< ଏଫିସୀୟ 4 >
1 ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର,
ମାପ୍ରୁନେ ସେବା ଡିଙ୍ଗ୍ଡିଙ୍ଗ୍ଗେସା ବନ୍ଦି ଡୁଆ ଗାନ୍ଲେକ୍ନେ ନେଙ୍ଗ୍ ପାଉଲ୍ ଆପେକେ ଗୁଆରି ଡିଙ୍ଗ୍ଣ୍ଡିଂକେ ଡିରକମ୍କି ବ୍ରୁଆଡିକେଃ ନ୍ସା ଇସ୍ପର୍ ଆପେକେ ୱା ବକେ ମେଁ ରକମ୍ ଆଃ ବେବଆର୍ ଡିଙ୍ଗ୍ପା ।
2 ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ;
କାଲାଆଃ ଦରମ୍ ସାଦାସିଦା ବାରି ସାହାସ୍ ଡିଙ୍ଗ୍ପା । ପେପେ ବିତ୍ରେ କୁଡ଼େମାଡ଼େଚେ ଆଲାଦ୍ ଆସୁଏପା ।
3 ଶାନ୍ତିରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ।
ପବିତ୍ର ଆତ୍ମାନେ ସାଇଜରେ ସାନ୍ତିରେ ବାସାନେ ବାନ୍ ପେ ବିତ୍ରେବାନ୍ ଆଣ୍ଡିନେ ଏକତା ଲେଃକେ ଆମେକେ ଜିବନ୍ ବିଚେ ନିମାଣ୍ଡା ବପା ।
4 ଏକ ଶରୀର ଓ ଏକ ଆତ୍ମା, ଯେଉଁ ରୂପେ ତୁମ୍ଭେମାନେ ତୁମ୍ଭମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୂତ ହୋଇଅଛ;
ନେନେ ଗାଗ୍ଡ଼େ ମୁଇଂ, ଆତ୍ମା ଡିଗ୍ ମୁଇଂ । ବାରି ମୁଇଂ ଆସା ବିଚେ ଇସ୍ପର୍ ଆନେକେ ୱାବକେ ।
5 ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ବର ଓ ପିତା;
ମୁଇଂ ମାପ୍ରୁ ମୁଇଂ ବିସ୍ବାସ୍ ମୁଇଂ ଦିକ୍ୟା ।
6 ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି।
ସାପା ରେମୁଆଁ ଜାତିନେ ଇସ୍ପର୍ ବାରି ଆବା ମୁଇଂ ଆଃ; ମେଁ ସାପାରେନେ ମାପ୍ରୁ ସାପାରେ ଡାଗ୍ରା ବାରି ସାପାରେନେ ଗର୍ବେ ବିତ୍ରେ ଲେଃକେ ।
7 କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦିଆଯାଇଅଛି।
କିସ୍ଟ ବିବକ୍ନେ ଇସାବ୍ ରକମ୍ ନେ ସାପାରେ ମୁଇଂ ମୁଇଂ ନିମାଣ୍ଡା ଦାନ୍ ବାନେଲେଃକେ ।
8 ଏଥିନିମନ୍ତେ ଉକ୍ତ ଅଛି, “ସେ ଊର୍ଦ୍ଧ୍ୱକୁ ଆରୋହଣ କରି, ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ।”
ଦରମ୍ ସାସ୍ତର୍ନ୍ନିଆ ଆକେନ୍ ବିସୟ୍ରେ ଗୁଆର୍ ବକେ, “ଉଃଡ଼ିବେଲା ମେଁ ଆରାତ୍ରା ଡେଃକେ, ମେଁ ଏତେ ଗୁଲେ ବନ୍ଦିଇଂକେ; ମେଁ ଡୁଂୱେକେ ବାରି ରେମୁଆଁ ଜାତିକେ ଗୁଲେ ବର୍ ବିକେ ।”
9 (ସେ ଆରୋହଣ କଲେ ବୋଲି କହିବାର ଅର୍ଥ କଅଣ? ନା, ସେ ମଧ୍ୟ ନୀଚସ୍ଥ ପୃଥିବୀକୁ ଅବତରଣ କରିଥିଲେ।
“ମେଁ ଆରାତ୍ରା ଡେଃକେ” ଆକ୍ମେନେ ଅର୍ତ ମେଃନେ? ଆକ୍ମେନେ ଅର୍ତ ସିସେ ମେଁ ମଞ୍ଚ୍ପୁର୍ନେ ଡାଆଁ ଡାଆଁ ଜାଗା ଅରିଆ ଜାର୍ଲେଃଗେ ।
10 ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ମଧ୍ୟ ଆରୋହଣ କଲେ।)
ତେସା ଜା ଜାର୍ଲେଃଗେ ସାପା ଦର୍ତନିକେ ମେଃନେ ଲେଃକାଲା ଆଃ ଆତ୍ନନ୍ସା ମେଁ ବାରି କିତଂ ବାନ୍ ବାରି ଜବର୍ ଆଡ଼ାତ୍ରା ଡେଃକେ ।
11 ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି,
ମେଁ ଆଃ ରେମୁଆଁ ଜାତିକେ ଜବର୍ ବର୍ ବିଚେ ୱେଲେଃକେ । ଉଡ଼ିରୁଆକେ ପ୍ରେରିତ୍ ସିସ୍ ବାରି ଉଡ଼ିରୁଆକେ ବାବବାଦି ବାରି ଉଡ଼ିରୁଆକେ ମାପ୍ରୁ ସାମୁଆଁ ବାସଙ୍ଗ୍ଣ୍ଡ୍ରେ ପାଲକ୍ ବାରି ଗୁରୁ ରକମ୍ ବାଚେ ବକେ ।
12 ଯେପରି ସାଧୁମାନେ ସେବାକାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ,
କିସ୍ଟନେ ଆତେନ୍ ଗାଗ୍ଡ଼େ ରାସିଙ୍ଗ୍ନେ ଉଦେସ୍ରେ କିସ୍ଟନେ ସେବା କାମ୍ ନ୍ସା ଇସ୍ପର୍ନେ ରେମୁଆଁଇଂକେ ଆର୍ମେନ୍ସା ମେଁ ଆକେନ୍ ଡିଙ୍ଗ୍ବକେ ।
13 ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ବରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ,
ଆତେନ୍ସା ନେ ସାପାରେ ନେନେ ବିସ୍ବାସ୍ରେ ବାରି ଇସ୍ପର୍ନେ ଉଙ୍ଗ୍ଡେ ଇସାବ୍ରେ ଗିଆନ୍ରେ ମୁଇଂନୁଗ୍ ରିସିଙ୍ଗ୍ ଡିଙ୍ଗ୍ଏ, କିସ୍ଟନେ ଦୟା ବାଚେ ନେ ଜନମ୍ବାନ୍ ଦର୍ମ ବୁଦି ନେଡିଙ୍ଗ୍ଏ ।
14 ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନ ହେଉ,
ୱେଡ଼ିଆନେ ବଗ୍ନେ ବାରି ଆଲ୍କା ବଗ୍ନେ ମାଡ୍ରେ ଆଙ୍କ୍ଆନ୍ତ୍ ଡିଙ୍ଗ୍ଡିଙ୍ଗ୍କ୍ନେ ଚିର୍ଲା ଅ ରକମ୍ ନେ ବାରି ଚୁପ୍ ନେଡିଙ୍ଗ୍ ଣ୍ଡୁ । ବିନ୍ରେକେ ଦଦିଆ ଗାଲିପାକା ଡୁଂୱେନେ ଚାଲାକି ରେମୁଆଁଇଂନେ ମ୍ଲେଡ଼ିଆଃ ରକମ୍ନେ ବୁଦିରେ ନେ ଆଙ୍କ୍ ଆନ୍ତ୍ ନେଡିଙ୍ଗ୍ପା ।
15 କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ;
ମାତର୍ ଆଲାଦ୍ରେ ସତ୍ ବାସଙ୍ଗ୍ଚେ ତାଣ୍ଡେ ବିସୟ୍ରେ ବାଆଃ ରକମ୍ କିସ୍ଟ ରକମ୍ ନେଡିଙ୍ଗ୍ପା ।
16 ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି।
ମେଃନେ ଅଲେଙ୍ଗ୍ଡାଲିଆନ୍ନିଆ ଗାଗ୍ଡ଼େନେ ଗୁଲେ ଚିଲି ଞ୍ଚିଆ ଆଣ୍ଡେଙ୍ଗ୍ ମୁଇଂନୁଗ୍ ମିସୁଃମ୍ୟାଃକେ ବାରି ଆତ୍ଅରିଆ ଲେଃନେ ସାସ୍ତର୍ଇଂନେ ସାଇଜରେ ତାଣ୍ଡେ ଗାଗ୍ଡ଼େ ମିସୁଃଡିଙ୍ଗ୍କେ । ତେସା ଗାଗ୍ଡ଼େନେ ସାପା ବିନ୍ବିନ୍ ଞ୍ଚ ନ୍ତି ତାଣ୍ଡେ ନିଜେନେ କାମ୍ ଜିଆ ଜିଆ ବାବ୍ରେ କାମ୍ ଡିଙ୍ଗ୍ନେବାନ୍ ସାପା ଗାଗ୍ଡ଼େକେ ଆମ୍ନାଚେ ଆଲାଦ୍ରେ ମୁଇଂତୁଗ୍ ଆଡିଙ୍ଗ୍ଏ ।
17 ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ଅବିଶ୍ୱାସୀମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ;
ତେସା ମାପ୍ରୁନେ ମ୍ନିରେ ନେଙ୍ଗ୍ ଆପେକେ ତରକ୍ ଆଡିଙ୍ଗ୍ବିଣ୍ଡିଂକେ । ବିଜାତି ରେମୁଆଁଇଂ ରକମ୍ ବାରି ବ୍ରୁଆ ଡିକେଃ ଆଡିଙ୍ଗ୍ପା । ମେଇଂନେ ଚିନ୍ତା ଗୁଲେ ।
18 ସେମାନେ ଆପଣାମାନଙ୍କଠାରେ ଥିବା ମୂର୍ଖତା ହେତୁ ଓ ନିଜ ନିଜ ହୃଦୟର ଜଡତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି, ଈଶ୍ବରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି;
ବାରି ମେଇଂନେ ମନ୍ ତାଂକିଗ୍ନ୍ନିଆ ଲେଃକେ । ଇସ୍ପର୍ ବିବକ୍ନେ ଜିବନ୍ରେ ମେଇଂନେ ମେଃଡିଗ୍ ବାଗ୍ ଣ୍ଡୁ । ମେଃଡାଗ୍ଲା ମେଇଂ ପୁରାପୁରି ବାବ୍ରେ ମୁର୍କ ବାରି ଅମାନି ।
19 ସେମାନେ ଜଡବତ୍ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିଅଛନ୍ତି।
ମେଇଂ ଆଲାଜୁ ଦଦ୍ୟା କାମ୍ ଡିଂଣ୍ଡ୍ରେ ବାରି ପୁରାପୁରି ବାବ୍ରେ ସାପା ରକମ୍ନେ ଆସବାକ୍ନେ କାମ୍ ଡିଂଲେଃମ୍ୟାଆର୍କେ ।
20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସେପ୍ରକାରେ ଶିକ୍ଷା କରି ନାହଁ;
ଆକେନ୍ ସାପା ପେ କିସ୍ଟନେ ବିସୟ୍ରେ ବୁଦି ବିଃକ୍ନେ ବିସୟ୍ ଣ୍ଡୁ ।
21 ତୁମ୍ଭେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି, ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ,
ପେ ସତ୍ ବାବ୍ରେ ମେଁ ବିସୟ୍ ଅଁପେଲେଃକେ ବାରି ମେଃନେ ପ୍ଲା ୱେନେ ବାନ୍ ଜିସୁନେ ବିସୟ୍ରେ ସତ୍ ବୁଦି ବାପେଲେଃକେ ।
22 ଅର୍ଥାତ୍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ, ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ,
ତେସା ଆଣ୍ଡିନେ ବାୱିର୍କ୍ନେ ଗୁନ୍ ଡୁଂୱେଚେ ପେ ବ୍ରୁଆ ଡିକେଃ ଡିଙ୍ଗ୍ପେଡିଂଗେ ଆତେନ୍ ଆନ୍ତାର୍ପା ମେଃଡାଗ୍ଲା ମେଃନେ ନାଲେନେ କାମ୍ ଏତେ ପେନି ଆତ୍ମା ନସ୍ଟ ଡିଙ୍ଗ୍ଡିଙ୍ଗ୍ଗେ ।
23 ପୁଣି, ତୁମ୍ଭମାନଙ୍କ ମନରେ ନୂତନୀକୃତ ହୋଇ,
ପେନି ଗର୍ବେ ବାରି ମନ୍ନେ ପୁରାପୁରି ତ୍ମି ଜିବନ୍ ଆଡିଙ୍ଗ୍ନେ ଦର୍କାର୍ ।
24 ଯେଉଁ ନୂତନ ସ୍ୱଭାବ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ।
ଇସ୍ପର୍ନେ ରକମ୍ ତ୍ମି ଆତ୍ମା ସାପା । ଆତେନ୍ ପେନି ପବିତ୍ର ବାରି ନ୍ୟାୟ୍ ଜିବନ୍ ଜାପନ୍ରେ ତ୍ନାଲେ ।
25 ଅତଏବ ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ।
ବାରି ମିଚ୍ ଆବାସଙ୍ଗ୍ପା । କିସ୍ଟକେ ବିସ୍ବାସ୍ ଡିଙ୍ଗ୍ଣ୍ଡ୍ରେ ନିଜର୍ ନିଜର୍ ବିତ୍ରେ ସତ୍ ବାସଙ୍ଗ୍ନେ ଦର୍କାର୍ । ମେଃଡାଗ୍ଲା ନେ କିସ୍ଟନେ ଗାଗ୍ଡ଼େନେ ଚିଲି ଞ୍ଚିଆ ।
26 କ୍ରୋଧ କର କିନ୍ତୁ ପାପ କର ନାହିଁ; ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର, ପୁଣି, ଶୟତାନକୁ ସ୍ଥାନ ଦିଅ ନାହିଁ।
ପେ ଗିସେଃଚେ ପାପ୍ ଆଡିଙ୍ଗ୍ପା ସ୍ନି ଲଗ୍ନେ ସେନୁଗ୍ ପେନେ ଗିସେଃ ସାନ୍ତି ଡିଙ୍ଗ୍ଲେ ।
28 ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ।
ଡଙ୍ଗାରେ ବାରି ଆଡଙ୍ଗାଲେ । ନିମାଣ୍ଡା ବାବ୍ରେ ନିଜେନେ ବ୍ରୁଆଡିକେଃ ଆଃକମେ ନ୍ସା ବାରି ଅର୍କିତ୍ ରେମୁଆଁଇଂକେ ସାଇଜ ଡିଙ୍ଗ୍ନେସା ମେଁ କାମ୍ ଡିଙ୍ଗ୍ଲେ ।
29 ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ।
ପେ ତୁମୁଆଃବାନ୍ ଦଦ୍ୟା ସାମୁଆଁ ଆତାର୍ଲେ । ପେନେ ସାମୁଆଁ କାମ୍ ବିକେ ରକମ୍ ଆମ୍ନାନ୍ସା ବାରି କାମ୍ନ୍ନିଆ ଲାଗେଏ ରକମ୍ ଡିଙ୍ଗ୍ଲେ । ତେଲା ଜାଣ୍ଡେଇଂ ପେନେ ସାମୁଆଁ ଦ୍ରିଗ୍ଏ ମେଇଂନେ ଆଡ଼ାତ୍ରା ଆତେନ୍ ମଙ୍ଗଲ୍ ଡିଙ୍ଗ୍ଏ ।
30 ଆଉ ଈଶ୍ବରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ।
ଇସ୍ପର୍ନେ ପବିତ୍ର ଆତ୍ମାକେ ଦୁକ୍ ଆବିଗ୍ପା । ମେଃଡାଗ୍ଲା ପବିତ୍ର ଆତ୍ମା ପେ ଆଡ଼ାତ୍ରା ଇସ୍ପର୍ନେ ନିଜେନେ ଅଦିକାର୍ନେ ସିଲ୍ ରକମ୍ ବାରି ଇସ୍ପର୍ ମୁଇଂ ଦିନା ଆପେକେ ମୁକ୍ତି ବିଏ, ଆକେନ୍ ସତ୍ ।
31 ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ;
ସାପାରେନେ ଇଂସା, କୁଟ୍ ବାରି ରିସାନେ ଆନ୍ତାର୍ପା । ୱିଙ୍ଗ୍ଆଃରିଂଆଃ କି ବିନ୍ରେକେ ନିନ୍ଦା ଆଡିଙ୍ଗ୍ଗେପା ଜା ଆଡ଼ାତ୍ରା ଗୁର୍ନା ମନ୍ ଆବଗ୍ପା ।
32 ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ପୁଣି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର।
ମାତର୍ ପେପେ ବିତ୍ରେ ଦୟା ବାରି ଲିବିସଃ ଡିଙ୍ଗ୍ପା ବାରି କିସ୍ଟ ଆତ୍ଲା ଇସ୍ପର୍ ଡିଡିରକମ୍ ଆପେକେ କେମା ଡିଙ୍ଗ୍ବ ପେ ଡିଗ୍ ଦେତ୍ରକମ୍ ପେପେ ବିତ୍ରେ କେମା ଡିଙ୍ଗ୍ପା ।