< କଲସୀୟ 1 >
1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ,
ଇସ୍ପର୍ନେ ଇକ୍ଚାରେ କିସ୍ଟ ଜିସୁନେ ମୁଇଂଜା ବେବକ୍ନେ ସିସ୍ ପାଉଲ୍ ବାରି ବୟାଁ ତିମତି ।
2 କଲସୀୟ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଭ୍ରାତୃବୃନ୍ଦଙ୍କ ନିକଟକୁ ପତ୍ର ଆଉ ଭ୍ରାତା ତୀମଥିଙ୍କ ଅଭିବାଦନ; ଆମ୍ଭମାନଙ୍କ ପିତା ଈଶ୍ବରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
କଲସିୟନ୍ନିଆ ଲେଃକ୍ନେ ସାଦୁଇଂକେ ବାରି କ୍ରିସ୍ଟ ବିସ୍ବାସ୍ ବୟାଁ ବାରି ତନାଇଂନେ ଡାଗ୍ରା ଏନ୍ ଉଲିଆ ଗୁଆର୍ଡିଙ୍ଗ୍କେ । ନେଇଂନେ ଆବା ଇସ୍ପର୍ ଆପେକେ ଲିବିସ ବାରି ସାନ୍ତି ବିଲେ ।
3 ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଈଶ୍ବରଙ୍କୁ ସର୍ବଦା ଧନ୍ୟବାଦ ଦେଉଅଛୁ।
ନେନେ ପେଇଂନେ ସା ପାର୍ତନା ଡିଙ୍ଗ୍ନେ ବେଲା ନେଁଇଂନେ ମାପ୍ରୁ ଜିସୁ କିସ୍ଟନେ ଆବା ଇସ୍ପର୍କେ କାଲାଆଃ ଦନ୍ୟବାଦ୍ ବିନେଡିଙ୍ଗ୍ ।
4 କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଏବଂ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ରଖାଯାଇଥିବା ଭରସା ସକାଶେ ସମସ୍ତ ସାଧୁଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିଅଛୁ।
ଡାଗ୍ଲା ନେନେ କିସ୍ଟ ଜିସୁନେ ଡାଗ୍ରା ପେଇଂନେ ବିସ୍ବାସ୍ ବାରି ଇସ୍ପର୍ନେ ସାପା ରେମୁଆଁଇଂକେ ନ୍ସା ପେଇଂନେ ଆଲାଦ୍ ବିସୟ୍ ଅଁନେଲେଃକେ ।
5 ସେହି ଭରସା ବିଷୟରେ ତୁମ୍ଭେମାନେ ସୁସମାଚାରର ସତ୍ୟ ବାକ୍ୟ ଦ୍ୱାରା ପୂର୍ବେ ଶୁଣିଅଛ।
ଉଡ଼ିବେଲା ନିମାଣ୍ତାସାମୁଆଁନେ ସତ୍ କବର୍ ପେଇଂନେ ଡାଗ୍ରା ସେନୁଗ୍ ପିଙ୍ଗ୍ଚାକେ ପେଇଂ ଆତେନ୍ ବାନ୍ ବିବକ୍ନେ ଆସା ସାମୁଆଁ ଅଁପେଲେକେ । ପେଇଂ ମେଁନେ ଆସା ପେଡିଙ୍ଗ୍ଏ ମେଃନେ ପେଇଂନେ ସା କିତଂନ୍ନିଆ ରକ୍ୟା ଡିଙ୍ଗ୍ଏ ଆତେନ୍ ଆଡ଼ାତ୍ରା ପେଇଂନେ ବିସ୍ବାସ୍ ବାରି ଆଲାଦ୍ ତିଆର୍ ଡିଙ୍ଗ୍ ଲେଃକେ ।
6 ସେହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି, ପୁଣି, ତାହା ଯେପରି ସମସ୍ତ ଜଗତରେ ଫଳବନ୍ତ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି, ତୁମ୍ଭେମାନେ ଯେଉଁ ଦିନ ତାହା ଶୁଣି ସତ୍ୟ ରୂପେ ଈଶ୍ବରଙ୍କ ଅନୁଗ୍ରହର ବୋଧ ପାଇଲ, ସେହି ଦିନଠାରୁ ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପରି ହୋଇ ଆସୁଅଛି।
ଆଣ୍ଡିନେ ନିମାଣ୍ତା ସାମୁଆଁ ବାସଙ୍ଗ୍ ନ୍ସା ପେଇଂ ସେନୁଗ୍ ଇସ୍ପର୍ନେ ଅନୁଗ୍ରଅ ବିସୟ୍ ପେଅଁକେ ବାରି ଏନ୍ ସତ୍କେ ପେବାବେକେ ଆତେନ୍ ନିମାଣ୍ତା ସାମୁଆଁ ଏବେ ସାପା ମଞ୍ଚ୍ପୁର୍ନ୍ନିଆ ବେପ୍ରେ ୱେଲେଃକେ ବାରି ଆର୍ସିବାଦ୍ ଡୁଙ୍ଗ୍ପାଂକେ ।
7 ଆମ୍ଭମାନଙ୍କର ପ୍ରିୟ ସହଦାସ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ସେହି ପ୍ରକାରେ ଶିକ୍ଷା କରିଅଛ; ସେ ତୁମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ;
ନେ ପାକାବାନ୍ କିସ୍ଟନେ ବିସ୍ବାସ୍ ସେବାଣ୍ଡ୍ରେ ବାରି ନେନେ ନିଜର୍ ସାଙ୍ଗ ଏପାଫ୍ରାନେବାନ୍ ପେଇଂ ଇସ୍ପର୍ନେ ଆକେନ୍ ଅନୁଗ୍ରଅ ବିସୟ୍ ମ୍ୟା ପେଲେକେ ।
8 ସେ ମଧ୍ୟ ଆତ୍ମାରେ ତୁମ୍ଭମାନଙ୍କ ପ୍ରେମ ବିଷୟ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।
ପବିତ୍ର ଆତ୍ମା ଆପେକେ ବିଃବକ୍ନେ ଆଲାଦ୍ ବିସୟ୍ନ୍ନିଆ ମେଁ ଆନେକେ ବାସଙ୍ଗ୍ବକେ ।
9 ଏଣୁ ତାହା ଶୁଣିବା ଦିନଠାରୁ ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା ଓ ବିନତି କରିବାରୁ କ୍ଷାନ୍ତ ହେଉ ନାହୁଁ, ଯେପରି ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଈଶ୍ବରଙ୍କ ଅଭିମତ ଜ୍ଞାତ ହୋଇ
ଏନ୍ କାରନ୍ବାନ୍ ପେଇଂନେ ବିସୟ୍ରେ ଅଁନେ ବେଲା ନେ ସାପାବେଲା ପେଇଂନେ ସା ପାର୍ତନା ଡିଙ୍ଗ୍ନେଡିଙ୍ଗ୍ । ପବିତ୍ର ଆତ୍ମା ବିବକ୍ନେ ସାପା ଗ୍ୟାନ୍ ବାରି ବୁଜେନେ ବପୁ ବାନ୍ ଇସ୍ପର୍ନେ ଇକ୍ଚା ସମାନ୍ ବାବ୍ରେ ପେଇଂ ଡିରକମ୍ ମ୍ୟା ପେୟାଏ ଏନ୍ସା ପେଇଂନେ ସା ନେ ପାର୍ତନା ଡିଙ୍ଗ୍ନେଡିଙ୍ଗ୍ ।
10 ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍, ଈଶ୍ବରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ଉତ୍ତମକର୍ମର ଫଳରେ ଫଳବାନ ହୁଅ
ତେଲା ପେଇଂ ମାପ୍ରୁନେ ଇକ୍ଚା ରକମ୍ ବ୍ରୁଆ ଡିକେଃ ପେୟାଏ ବାରି ମେଁନେ ମନ୍କେ ୱେକେ ରକମ୍ ନିମାଣ୍ଡା କାମ୍ ଡିଙ୍ଗ୍ ପେୟାଏ । ପେଇଂ ପାରାନ୍ନ୍ନିଆ ସାପା ରକମ୍ ନିମାଣ୍ତା କାମ୍ ଡିଙ୍ଗ୍ ପେୟାଏ ବାରି ଇସ୍ପର୍ନେ ବିସୟ୍ନ୍ନିଆ ପେଇଂନେ ଗ୍ୟାନ୍ ମ୍ନାଏ ।
11 ଏବଂ ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ,
ଡାଟ୍ ବାବ୍ରେ ପେଇଂ ଡିରକମ୍ ସାପା ବିସୟ୍ ସାମ୍ୱାଲେ ପେୟାଏ ଏନ୍ସା ମେଁନେ ଗୌରବ୍ମୟ ବପୁ ବାନ୍ ପେଇଂ ବପୁ ପେଡିଙ୍ଗ୍ଏ ।
12 ପୁଣି, ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ।
ଆବା ଇସ୍ପର୍ ତାର୍କିଗ୍ ରାଜିନ୍ନିଆ ମେଁନେ ରେମୁଆଁଇଂ ସା ମେଃନେ ତିଆର୍ ଡିଙ୍ଗ୍ବକେ ଆତେନ୍ ବାଗ୍ ବାନ୍ସା ମେଁ ଜେ ଆପେକେ ସ୍ରି ବକେ ଏନ୍ସା ସାର୍ଦାରେ ଆମେକେ ଦନ୍ୟବାଦ୍ ବିଃପା ।
13 ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି;
ମେଁ ତାଙ୍ଗ୍କିଗ୍ ବପୁବାନ୍ ଆନେକେ ରକ୍ୟା ଡିଙ୍ଗ୍ବକେ ବାରି ରକ୍ୟା ବାବ୍ରେ ଆନେକେ ମେଁନେ ପ୍ରିଅ ଉଂଙ୍ଗ୍ଡେନେ ରାଜିନ୍ନିଆ ଡୁଙ୍ଗ୍ପାଙ୍ଗ୍ବକେ ।
14 ଯୀଶୁଙ୍କଠାରେ ଆମ୍ଭେମାନେ ମୁକ୍ତି, ଅର୍ଥାତ୍, ପାପ କ୍ଷମା ପାଇଅଛୁ।
ଆତେନ୍ ମାପ୍ରୁନେବାନ୍ ନେ ମୁକ୍ତି ବାନେଲେକେ ଆତାନ୍ସା ନେନେ ପାପ୍ କେମା ଡିଙ୍ଗ୍ଲେକେ ।
15 ସେ ଅଦୃଶ୍ୟ ଈଶ୍ବରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ,
କ୍ରିସ୍ଟ ଆତ୍ନାକ୍ନେ ଇସ୍ପର୍ନେ ବାନ୍ ତ୍ନାମ୍ୟାକ୍ନେ ରୁପ୍ନେ ମୁର୍ତି । ମେଁ ପର୍ତୁମ୍ ଜନମ୍ ଡିଙ୍ଗ୍କ୍ନେ ଉଙ୍ଗ୍ଡେ ବାରି ସାପା ତିଆର୍ ଡିଙ୍ଗ୍କ୍ନେ ବାନ୍ ମ୍ନା ।
16 କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି;
ଡାଗ୍ଲା ମେଁନେ ବାନ୍ ଇସ୍ପର୍ କିତଂନ୍ନିଆ ବାରି ମଞ୍ଚ୍ପୁର୍ନ୍ନିଆ ସାପା ତ୍ନାନେ ବାରି ଆତ୍ନାନେ ଜିନିସ୍ ମଞ୍ଚ୍ପୁର୍ନ୍ନିଆ ଆଲେଃକ୍ନେ ମାଲିକ୍ଇଂ ସାସନ୍ ଡିଙ୍ଗ୍ଣ୍ଡ୍ରେ ବାରି ସାପା ଅଦିକାର୍ ରେମୁଆଁଇଂକେ ତିଆର୍ ଡିଙ୍ଗ୍କେ । ଇସ୍ପର୍ ମେଁନେ ବାନ୍ ବାରି ମେନ୍ସା ଇସ୍ପର୍ ସାପା ମଞ୍ଚ୍ପୁର୍କେ ତିଆର୍ ଡିଙ୍ଗ୍କେ ।
17 ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି।
ସାପା ବିସୟ୍ ତିଆର୍ ଡିଙ୍ଗ୍କ୍ନେ ସେନୁଗ୍ କ୍ରିସ୍ଟ ଲେଃକେ । ବାରି ମେଁନେ ଡାଗ୍ରା ମିସେକ୍ନେ ବାନ୍ ମେଁନେ ଡାଗ୍ରା ସାପା ବିସୟ୍ ମିସେଲେଃକେ ।
18 ଆଉ, ସେ ମଣ୍ଡଳୀରୂପ ଶରୀରର ମସ୍ତକ ସ୍ୱରୂପ, ସେ ଆଦି, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି।
ଆରି, ମେଁ ମଣ୍ଡଲି ରକମ୍ ଗାଗ୍ଡ଼େନେ ବାଆଃ ରକମ୍, ମେଁ ଅଃସେ, ଗୁଏଃରେଇଂବାନ୍ ପର୍ତୁମ୍, ଡିରକମ୍ ସାପା ବିସୟ୍ରେ ମେଁ ପର୍ତୁମ୍ ଟାନ୍ ବାଏ ।
19 କାରଣ ଈଶ୍ବରଙ୍କ ସନ୍ତୋଷ ହେଲା ଯେ, ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ,
ଡାଗ୍ଲା ପର୍ମେସର୍ ଇକ୍ଚା ସୁଗୁଆ ଉଂଡେ ନିଜେ ଇସ୍ପର୍ନେ ରକମ୍ ରୁପ୍ ସା ଲେଃକେ ।
20 ପୁଣି, ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି, ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି।
ଉଙ୍ଗ୍ଡେନେ ବାନ୍ ଇସ୍ପର୍ ସାପା ମଞ୍ଚ୍ପୁର୍କେ ନିଜର୍ ଡାଗ୍ରା ଆଣ୍ତେ ଡୁଙ୍ଗ୍ପାଙ୍ଗ୍ ନ୍ସା ଇକ୍ଚା ଡିଙ୍ଗ୍କେ । କ୍ରୁସନ୍ନିଆ ମେଁନେ ଉଙ୍ଗ୍ଡେନେ ଗୁଏକ୍ନେ ବାନ୍ ଇସ୍ପର୍ ସାନ୍ତି ତିଆର୍ ଡିଙ୍ଗ୍ବକେ ବାରି ମଞ୍ଚ୍ପୁର୍ ବାରି କିତଂଇନି ଲେଃକ୍ନେ ସାପା ବିସୟ୍କେ ନିଜର୍ ଡାଗ୍ରା ଆଣ୍ତେ ଡୁଙ୍ଗ୍ପାଙ୍ଗ୍ବକେ ।
21 ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ବରଙ୍କଠାରୁ ପୃଥକ ଓ ମନରେ ତାହାଙ୍କର ଶତ୍ରୁ ଥିଲ,
ମୁଇଂ ବେଲା ମନ୍ନ୍ନିଆ ଦଦ୍ୟା ଚିନ୍ତା ବାରି ଦଦ୍ୟା କାମ୍ ଡିଙ୍ଗ୍କେଲା ପେଇଂ ଇସ୍ପର୍ନେ ବାନ୍ ସ୍ଲ ପେଲେଃକେ ବାରି ମେଁନେ ସତ୍ରୁ ପେଲେଃକେ ।
22 କିନ୍ତୁ ଏବେ ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି;
ମାତର୍ ଏବେ ଇସ୍ପର୍ ଆପେକେ ପବିତ୍ର, ପୁରନ୍ ବାରି ଦସ୍ଣ୍ତୁ ଆଡିଙ୍ଗ୍ଚେ ମେଁନେ ଡାଗ୍ରା ଡୁଙ୍ଗ୍ନ୍ସା ମେଁନେ ଉଂଡେନେ ଗାଗ୍ଡ଼େ ଗୁଏକ୍ନେ ବାନ୍ ଆପେକେ ବାର୍ମୁଇଂତର୍ ଆଃମିସୁବକେ ।
23 ତୁମ୍ଭେମାନେ ଯେବେ ବିଶ୍ୱାସରେ ବଦ୍ଧମୂଳ ଓ ଅଟଳ ରହି ସୁସମାଚାରରେ ନିହିତ ଭରସାରୁ ବିଚଳିତ ନ ହୁଅ, ତାହାହେଲେ ନିଶ୍ଚୟ ଏହିସବୁ ଫଳ ପାଇବ; ସେହି ସୁସମାଚାର ତୁମ୍ଭେମାନେ ତ ଶୁଣିଅଛ; ତାହା ଆକାଶମଣ୍ଡଳ ତଳେ ଥିବା ସମସ୍ତ ସୃଷ୍ଟି ନିକଟରେ ପ୍ରଚାରିତ ହୋଇଅଛି, ଆଉ ମୁଁ ପାଉଲ ସେଥିର ଜଣେ ସେବକ ହୋଇଅଛି।
ପେଇଂ ମୁଇଂ ଡାଟ୍ ବାରି ସତେଆ ମୁଲ୍ ପାଣ୍ଡୁସନ୍ ଆଡ଼ାତ୍ରା ତିଆର୍ ଡିଂଚେ ଲାଲାପା ଆରି ନିମାଣ୍ଡା ସାମୁଆଁ ଅଁନେ ବେଲା ମୁଡ଼ିନେ ଆସା ବା ପେଲେଗେ, ଆତ୍ବାନ୍ ଆବ୍ଟଗେପା । ଆତେନ୍ ନିମାଣ୍ଡା ସାମୁଆଁ ଆଃ କିତଂଇନି ଆଲ ଲେଃକ୍ନେ ଦର୍ତନିନେ ସର୍ତେରେ ଡାଗ୍ରା ୱେଚା ଡିଂକେ ଆରି ନିଂ ପାଉଲ୍ ମେଁନେ ମୁଇଂ ବିସ୍ବାସି ଦାସ୍ ।
24 ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି;
ଏବେ ପେଇଂନେ ସା ନେଙ୍ଗ୍ନେ ଦୁକ୍କସ୍ଟ ନ୍ସା ନେଙ୍ଗ୍ ସାର୍ଦା । ଡାଗ୍ଲା ନେଙ୍ଗ୍ନେ ଗାଗ୍ଡ଼େନେ ଦୁକ୍କସ୍ଟ ବାନ୍ ନେଙ୍ଗ୍ କିସ୍ଟନେ ଗାଗ୍ଡ଼େ ରୁପ୍ ମଣ୍ତଲିପାକା କିସ୍ଟନେ ଦୁକ୍କସ୍ଟନେ ଅଦା ଲେଃକ୍ନେ ବର୍ତି ଆଡିଙ୍ଗ୍ ନ୍ସା ସାଇଜ ଡିଂଣ୍ଡିଂକେ ।
25 ଈଶ୍ବର ମୋତେ ଯେଉଁ ଭଣ୍ଡାରଘରିଆ ପଦ ତୁମ୍ଭମାନଙ୍କ ନିମନ୍ତେ ଦେଇଅଛନ୍ତି, ତଦନୁସାରେ ମୁଁ ସେହି ମଣ୍ଡଳୀର ଜଣେ ସେବକ ହୋଇଅଛି, ଯେପରି ମୁଁ ଈଶ୍ବରଙ୍କ ବାକ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରଚାର କରେ।
ପେଇଂନେ ମଙ୍ଗ୍ଲ୍ ନ୍ସା ଏନ୍ କାମ୍ ଡିଙ୍ଗ୍ ନ୍ସା ନେଙ୍ଗ୍ ଇସ୍ପର୍ନେ ବାନ୍ ମଣ୍ତଲିନେ ମୁଇଙ୍ଗ୍ ସେବାରେ ଡିଙ୍ଗ୍ନ୍ଲେକେ । ମେଁନେ ନିମାଣ୍ତା ସାମୁଆଁ ସମାନ୍ ବାବ୍ରେ ବାସଙ୍ଗ୍ନେ ନେଙ୍ଗ୍ନେ କାମ୍ ।
26 ସେହି ନିଗୂଢ଼ତତ୍ତ୍ୱ ପ୍ରାଚୀନକାଳ ଓ ପୂର୍ବପୁରୁଷମାନଙ୍କଠାରୁ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି। (aiōn )
ଆତେନ୍ ନିମାଣ୍ତା ସାମୁଆଁ ମୁଇଙ୍ଗ୍ ନିମାଣ୍ଡା ସାମୁଆଁ । ଜୁଗ୍ ଜୁଗ୍ ସାଚେ ଇସ୍ପର୍ ସାପାରେନେ ବାନ୍ ଆକେନ୍ ବୁଡ଼ି ବକେ ମାତର୍ ଏବେ ମେଁନେ ରେମୁଆଁଇଂନେ ଡାଗ୍ରା ଆତ୍ନା ବକେ । (aiōn )
27 ଅଣଯିହୁଦୀମାନଙ୍କ ମଧ୍ୟରେ ସେହି ନିଗୂଢ଼ ତତ୍ତ୍ୱର ଗୌରବରୂପ ଧନ ଯେ କଅଣ, ତାହା ଈଶ୍ବର ଆପଣା ସାଧୁମାନଙ୍କ ନିକଟରେ ପ୍ରକାଶ କରିବାକୁ ଇଚ୍ଛା କଲେ ସେହି ନିଗୂଢ଼ତତ୍ତ୍ୱ ଏହି, ତୁମ୍ଭମାନଙ୍କ ମଧ୍ୟରେ ଖ୍ରୀଷ୍ଟ, ସେ ଗୌରବର ଭରସା ସ୍ୱରୂପ;
ମେଁନେ ରେମୁଆଁଇଂ ଆତେନ୍ ବୁଃଡ଼ିକ୍ନେ ସାମୁଆଁ ଆମ୍ୟାନେ ଇସ୍ପର୍ନେ ଇକ୍ଚା । ମେଁନେ ଆକେନ୍ ଜାବର୍ମୁଲ୍ୟ ବାରି ମଙ୍ଗଲ୍ ରକମ୍ନେ ସାମୁଆଁ ସାପା ରେମୁଆଁ ଜାତି ନ୍ସା ଅଦିକାର୍ । ଆତେନ୍ ସାମୁଆଁ ଡିଙ୍ଗ୍କେ କିସ୍ଟ ପେଇଂନେ ବିତ୍ରେ ଲେଃକେ । ଏନ୍ ଅର୍ତ ପେଇଂ ଇସ୍ପର୍ନେ ଗୌରବ୍ଅରିଆ କୁଡ଼େଃପେଲେକେ ।
28 ତାହାଙ୍କୁ ଆମ୍ଭେମାନେ ପ୍ରଚାର କରୁଅଛୁ, ପୁଣି, ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରିପାରୁ;
ଆତେନ୍ସା ନେ ସାପାରେନେ ଡାଗ୍ରା କ୍ରିସ୍ଟକେ ସାମୁଆଁ ବାସଙ୍ଗ୍ ନେଡିଙ୍ଗ୍ । ସାପାରେକେ କିସ୍ଟନେ ଏତେ ମିସେଚେ ମୁଇଙ୍ଗ୍ ଜନମ୍ବାନ୍ ଦର୍ମ ବୁଦି ରେମୁଆଁ ରକମ୍ ଇସ୍ପର୍ନେ ସାମ୍ନାନ୍ନିଆ ଆୱେଚା ନ୍ସା ନେଇଂନେ ସାପା ବୁଦିଗ୍ୟାନ୍ କର୍ଚ ଡିଙ୍ଗ୍ଚେ ସାପାରେକେ ତରକ୍ ବାରି ଗ୍ୟାନ୍ ବିନେଡିଙ୍ଗ୍ ।
29 ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟସାଧକ ଶକ୍ତି ମୋʼ ଠାରେ ସବଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି।
ଏନ୍ ଉଦେସ୍ରେ ଡିଗ୍ ମେଁନେ ଆଣ୍ଡିନେ କାମ୍ ପୁରନ୍ ଡିଂଣ୍ଡିଂକେ, ବପୁ ନେଙ୍ଗ୍ ଡାଗ୍ରା ଜିସୁ କିସ୍ଟ ବିବକେ, ଆତେନ୍ ସୁଗୁଆ ନେଙ୍ଗ୍ ଜିବନ୍ ବିଃଚେ ଚେସ୍ଟା ବାରି କସ୍ଟକାମ୍ ଡିଙ୍ଗ୍ଣ୍ତିଂକେ ।