< ୧ ଥେସଲନୀକୀୟ 1 1 >

1 ପାଉଲ, ସିଲ୍ୱାନ ଓ ତୀମଥି, ପିତା ଈଶ୍ବର ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀ ସହରରେ ଥିବା ମଣ୍ଡଳୀ ନିକଟକୁ ପତ୍ର; ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ପାଉଲ୍‍ ସିଲ୍ୱାନ ବାରି ତିମତିନେ ତେସଲନିକିୟନ୍ନିଆ ଲେଃକ୍ନେ ରେମୁଆଁଇଂନେ ଆବା ଇସ୍‌ପର୍ ବାରି ମାପ୍ରୁ ଜିସୁ କିସ୍‌ଟନେ ବିସ୍‌ବାସି ମଣ୍ଡଲିକେ ଏନ୍‌ ଉଲିଆ । ଆବା ଇସ୍‌ପର୍ ବାରି ମାପ୍ରୁ ଜିସୁ କ୍ରିସ୍ଟନେ ଲିବିସ ବାରି ସାନ୍ତି ଆପେକେ ଲେଲେ ।
2 ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ଆମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମ୍ଭମାନଙ୍କ ଭରସାର ଧୈର୍ଯ୍ୟ ବିଷୟ ନିରନ୍ତର ସ୍ମରଣ କରି,
ନେନେ କାଲାଆଃ ପେନେ ସାପାରେ ନ୍‌ସା ଇସ୍‌ପର୍‌କେ ଦନ୍ୟବାଦ୍‍ ବିନେ ଲେଃଏ ବାରି ନେନେ ପାର୍‍ତନାନ୍ନିଆ ପେନେ ବିସୟ୍‌ରେ କାଲାଆଃ ଆମ୍ୟା ନେମ୍ୟାଃକେ ।
3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛୁ;
ନେ ଆବା ଇସ୍‌ପର୍‌ନେ ଡାଗ୍ରା ସୁମରନା ଡିଙ୍ଗ୍‍ନେମ୍ୟାକେ ଡିରକମ୍ ପେଇଂ ନିଜର୍ ବିସ୍‌ବାସ୍‌କେ ସ୍ଲେନିଆ ଆମିସୁ ପେବକେ ଆଲାଦ୍‌ନିଆ ଚାଗ୍‍ ଲାଣ୍ଡାଚେ ଡିରକମ୍ ଡାଟ୍‍ରେ କସ୍‌ଟ ପଡ଼େପେଡିଙ୍ଗ୍‍କେ ବାରି ନେନେ ମାପ୍ରୁ ଜିସୁ କିସ୍‌ଟନେ ଡାଗ୍ରା ପେଇଂନେ ଆସା ଡିରକମ୍ ଡାଟ୍‌ ।
4 କାରଣ ହେ ଈଶ୍ବରଙ୍କ ପ୍ରିୟ ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ,
ବୟାଁ ବାରି ତନାଇଂ ନେନେ ମ୍ୟାନେଲେକେ ଜେ ଇସ୍‌ପର୍ ଆପେକେ ଆଲାଦ୍ ଡିଂଡିଂକେ ବାରି ମେଇଂନେ ନିଜର୍‌ନେ ରେମୁଆଁ ଡିଙ୍ଗ୍‌ନେ ସା ଆପେକେ ସ୍ରି ବକେ ।
5 ଯେଣୁ ଆମ୍ଭମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଥିଲା ଓ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ତୁମ୍ଭମାନଙ୍କ ସହିତ ଆମ୍ଭେମାନେ କି ପ୍ରକାର ବ୍ୟବହାର କରିଥିଲୁ, ତାହା ତ ତୁମ୍ଭେମାନେ ଜାଣ।
ମାତର୍‌‌ ସାମୁଆଁନ୍ନିଆ ଣ୍ଡୁ ପବିତ୍ର ଆତ୍ମାନେ ସାଇଜରେ ବପୁନେ ଏତେ ନିମାଣ୍ଡାସାମୁଆଁନେ ସତ୍‍କେ କ୍ଲିଗ୍‌ଡା ବାବ୍‌ରେ ଗୁଆର୍‍ଚେ ନେନେ ଆତେନ୍‌ ପେନେ ଡାଗ୍ରା ବାସଂ ନେବଗେ । ପେଇଂ ପେମ୍ୟାକେ ପେ ଏତେ ଲେଃନେବେଲା ନେନେ ଡିରକମ୍ ବ୍ରୁଆ ଡିଂକେ ଡିଙ୍ଗ୍‍ନେଲେଃଗେ; ଡିରକମ୍ ପେଇଂନେ ନିମାଣ୍ଡା ନେନେ ଜିବନ୍‍ନେ ଆସା ଲେଃଗେ ।
6 ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,
ପେଇଂ ଆନେକେ ବାରି ନେନେ ମାପ୍ରୁନେ ପ୍ଲା ୱେପେଲେଃଗେ ବାରି ମାଲେ ଡଣ୍ଡ୍ ପେବାଲା ଡିଗ୍ ପବିତ୍ର ଆତ୍ମାନେ ବାନ୍ ବାଲେକ୍ନେ ସାର୍ଦା ଏତେ ଆତେନ୍‌ ନିମାଣ୍ଡାସାମୁଆଁନେ ସାଃ ପେଲେଗେ ।
7 ଯେପରିକି ତୁମ୍ଭେମାନେ ମାକିଦନିଆ ଓ ଆଖାୟା ନିବାସୀ ସମସ୍ତ ବିଶ୍ୱାସୀଙ୍କ ପ୍ରତି ଆଦର୍ଶ ସ୍ୱରୂପ ହୋଇଥିଲ।
ତେସା ପେଇଂ ମାସିଦୋନିଆ ବାରି ଆଖାୟାନ୍ନିଆ ଲେଃକ୍ନେ ସାପା ବିସ୍‌ବାସିଇଂନେ ଆତ୍‍ଲା ନିମାଣ୍ଡା ରେମୁଆଁ ସୁଗୁଆ ଡିଙ୍ଗ୍‌ପେଲେଗେ ।
8 କାରଣ ତୁମ୍ଭମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ପ୍ରଚାରିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ।
ପେଇଂନେ ଡାଗ୍‍ରା ଜା ମାତର୍‌ ମାପ୍ରୁନେ ନିମାଣ୍ଡା ସାମୁଆଁ ମାସିଦୋନିଆ ବାରି ଆଖାୟାନ୍ନିଆ ବେପ୍ରେ ୱେଲେଗେ ଆତେନ୍‌ ଣ୍ଡୁ; ମାତର୍‌ ପେଇଂନେ ଇସ୍‌ପର୍‌ନେ ବିସ୍‌ବାସ୍‌ ସାମୁଆଁ ସାପା ପାକା ଦେକ୍ ରକମ୍ ବାବ୍‌ରେ ତ୍ନା ଲେଃକେ ଜେ ଏନ୍‌ ବିସୟ୍‌ରେ ନେନେ ବାରି ମାଲେ ମେଃଡିଗ୍ ବାସଂନେ ଦର୍‌କାର୍ ଣ୍ଡୁ ।
9 ଯେଣୁ ଲୋକମାନେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କଅଣ ଘଟିଥିଲା ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ବରଙ୍କର ସେବା କରିବା ନିମନ୍ତେ,
ନେନେ ପେ ଡାଗ୍ରା ୱେନେ ବେଲା ପେଇଂ ଡିରକମ୍ ଆନେକେ ସାର୍ଦାରେ ପେସାଃକେ ବାରି ମୁର୍ତ୍ତି ପୁଜା ଆନ୍ତାର୍ଚେଃ ସତ୍ ବାରି ଜିବନ୍‍ ଲେକ୍ନେ ଇସ୍‌ପର୍‌ନେ ପାର୍‌ତନା ଡିଙ୍ଗ୍‍ନେସାଃ ସେନୁଗ୍ ପାଙ୍ଗ୍‍ପେଲେଃଗେ;
10 ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କ ସେହି ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ନିମନ୍ତେ ଈଶ୍ଵରଙ୍କ ପ୍ରତି ଫେରିଲ।
ବାରି ଡିରକମ୍ ଇସ୍‌ପର୍‌ନେ ରିସାବାନ୍‍ ଆନେକେ ରକ୍ୟା ଡିଙ୍ଗ୍‌ନେସାଃ ଗୁଏକ୍ନେବାନ୍‍ ତଡ଼ିଆଲେକ୍ନେ ମେଁନେ ଉଙ୍ଗ୍‌ଡେ ଜିସୁ ବାରିପାଙ୍ଗ୍‌ନେକେ ପେଇଂ ଉର୍‍ଲେଚେ ପେଲେଃକେ ଏନ୍ ସାପା ବିସୟ୍‌ରେ ଆତ୍‌ଡାଗ୍‌ରାନେ ରେମୁଆଁଇଂ ବାଃଲିର୍‍ବାତା ଡିଂଆର୍‌ଡିଂକେ ।

< ୧ ଥେସଲନୀକୀୟ 1 1 >