< କରିନ୍ଥୀୟ 15 >

1 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ନିକଟରେ ଯେଉଁ ସୁସମାଚାର ପ୍ରଚାର କରିଥିଲି, ଯାହା ତୁମ୍ଭେମାନେ ଗ୍ରହଣ କରିଥିଲ, ଯହିଁରେ ମଧ୍ୟ ସ୍ଥିର ହୋଇ ରହିଅଛ, ମୁଁ କେଉଁ ପ୍ରକାରେ ତୁମ୍ଭମାନଙ୍କ ନିକଟରେ ତାହା ପ୍ରଚାର କରିଥିଲି, ଏହା ତୁମ୍ଭମାନଙ୍କୁ ସ୍ମରଣ କରାଉଅଛି;
ତନା ବାରି ବୟାଁଇଂ ନେଙ୍ଗ୍ ମୁଡ଼ି ନିମାଣ୍ଡା ବ୍ନାଲିର୍ ପେଇଂନେ ଡାଗ୍ରା ବାସଙ୍ଗ୍‌ ଡିଙ୍ଗ୍‌ମ୍ୱକେ ଆଣ୍ତିନେ ପେଇଂ ସାଃପେବକେ ବାରି ଜାଣ୍ତେନେ ଆଡ଼ାତ୍ରା ପେଇଂନେ ବିସ୍‌ବାସ୍‌ ଲେଃକେ ଆତେନ୍‌ ବିସୟ୍ ଆପେକେ ଆଃ ଅଁ ବିନ୍‌ସା ନେଙ୍ଗ୍ ଚାଏଁଣ୍ଡିଂକେ ।
2 ଯଦି ତୁମ୍ଭେମାନେ ତାହା ଦୃଢ଼ ଭାବରେ ଧରିଥାଅ, ତେବେ ତାହା ଦ୍ୱାରା ପରିତ୍ରାଣ ପାଉଅଛ, ନୋହିଲେ ତ ତୁମ୍ଭେମାନେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ।
ନେଙ୍ଗ୍ ପେଇଂନେ ଡାଗ୍ରା ବାସଙ୍ଗ୍‌ ଡିଙ୍ଗ୍‌ବକ୍ନେ ଆତେନ୍‌ ବଲ୍ ବ୍ନାଲିର୍ ଆଃ ନିମାଣ୍ତା ସାମୁଆଁ । ପେଇଂ ଆତେନ୍‌ ନିମାଣ୍ତା ସାମୁଆଁନ୍ନିଆ ଡାଟ୍‌ ବିସ୍‌ବାସ୍‌ ଡିଙ୍ଗ୍‌ଚେ ପେଲେଃଲା ଉଦାର୍ ପେବାଏ । ଣ୍ତୁଲା ପେଇଂନେ ବିସ୍‌ବାସ୍‌ ସରା ଡିଙ୍ଗ୍‌ଏ ।
3 କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯଥା, ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ,
ନେଙ୍ଗ୍ ବାଲେଃକ୍ନେ ମୁଇଙ୍ଗ୍ ଗ୍ୟାନ୍ ଆପେକେ ଆମ୍ୟାଣ୍ଡିଙ୍ଗ୍‍କେ । ଆତେନ୍‌ ସାପା ବାନ୍ ଦର୍‌କାର୍ । ଆତେନ୍‌ ଡିଙ୍ଗ୍‌ଡିଙ୍କେ ଦର୍ମ ସାସ୍ତର୍‌ନ୍ନିଆ ଗୁଆର୍‌ବକେ ଇସାବ୍‌ରେ କିସ୍‌ଟ ନେନେ ପାପ୍ ନ୍‌ସା ଗୁଏଃକେ ।
4 ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ;
ମେଁ ଗୁଏକେ ବାରି ସାସ୍ତର୍‌ ଅନୁସାରେ ଜିର୍‍ସି ବିତ୍ରେ ତଡ଼୍ୟାକେ ।
5 ସେ କୈଫାଙ୍କୁ, ଆଉ, ତାହା ପରେ ଦ୍ୱାଦଶଙ୍କୁ ଦର୍ଶନ ଦେଲେ;
ମେଁ ପିତର୍ ବାରି ଇଡ଼ିଙ୍ଗ୍ ମେଁନେ ଗୁଆକ୍ଲିଗ୍‌ ସିସ୍‌କେ ମୁସୁଡ଼ିଙ୍ଗ୍‍ ବିକେ ।
6 ଏଉତ୍ତାରେ ଏକାଥରେ ପାଞ୍ଚ ଶହଠାରୁ ଅଧିକ ଭାଇମାନଙ୍କୁ ଦର୍ଶନ ଦେଲେ; ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି, କିନ୍ତୁ କେହି କେହି ମହାନିଦ୍ରାପ୍ରାପ୍ତ କରିଅଛନ୍ତି।
ତେନ୍ଇଡ଼ିଂ ମେଁ ମୁଇଂ ମାଡ୍‍ରେ ମେଁନେ ମାଲ୍‌ସ ବାନ୍ ଜାବର୍ ମେଁ ପ୍ଲା ୱେଣ୍ଡ୍ରେଇଂକେ ମୁସୁଃଡ଼ିଙ୍ଗ୍‍ ବିବଗେ । ମେଁଇଂନେ ବିତ୍ରେ ଉଡ଼ିରୁଆ ଏବେ ମଞ୍ଚ୍‌ପୁର୍‌ନ୍ନିଆ ଣ୍ତୁ ମାତର୍‌‌ ବାଃଗା ଉଡ଼ିରୁଆ ଜିବନ୍ ଲେଃଆର୍‌କେ ।
7 ତତ୍ପରେ ସେ ଯାକୁବଙ୍କୁ, ଆଉ, ପରେ ସମସ୍ତ ପ୍ରେରିତମାନଙ୍କୁ ଦର୍ଶନ ଦେଲେ;
ଏନ୍‌ ଇଡ଼ିଙ୍ଗ୍ ମେଁ ଜାକୁବ୍‌ ବାରି ସାପା ସିସ୍ଇଂକେ ମୁସୁଡ଼ିଙ୍ଗ୍‍ ବିକେ ।
8 ଅବଶେଷରେ ଅକାଳଜାତ ପରି ଜଣେ ଯେ ମୁଁ, ସେ ମୋତେ ମଧ୍ୟ ଦର୍ଶନ ଦେଲେ।
ସାପାନେ ଇଡ଼ିଙ୍ଗ୍‌ ମେଁ ନେଙ୍ଗ୍ ରକମ୍‌ ମୁଇଙ୍ଗ୍ ଅକାଲ୍‌ ଜନମ୍‍କେ ଡିଙ୍ଗ୍ ଦର୍ସନ୍‌ ବିଃବକେ ।
9 କାରଣ ଈଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି, ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ।
ନେଙ୍ଗ୍ ସାପା ସିସ୍‍ଇଂନେ ବାନ୍ ଡାଆଁ । ଦେକ୍‌ରକମ୍‌କି ନେଙ୍ଗ୍‌ନେ ବେବକ୍ନେ ଡାଗ୍‌ଚେ ୱାନେ ଡିଗ୍ ବପୁ ଣ୍ତୁ ଡାଗ୍ଲା ନେଙ୍ଗ୍ ଅଃସେବାନ୍ ପର୍‌ମେସର୍‌ନେ ମଣ୍ତଲିନ୍ନିଆ କସ୍ଟ ଡିଙ୍ଗ୍‌ମ୍ୱକେ ।
10 କିନ୍ତୁ ମୁଁ ଯାହା ହୋଇଅଛି, ତାହା ଈଶ୍ବରଙ୍କ ଅନୁଗ୍ରହରେ ହୋଇଅଛି, ଆଉ ମୋʼ ପ୍ରତି ପ୍ରଦତ୍ତ ତାହାଙ୍କର ସେହି ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେ ସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ନୁହେଁ, କିନ୍ତୁ ମୋʼ ସହିତ ଥିବା ଈଶ୍ବରଙ୍କ ଅନୁଗ୍ରହ ତାହା କରିଅଛି।
ମାତର୍‌‌ ଏବେ ନେଙ୍ଗ୍ ମେଁନେ ଡିଙ୍ଗ୍‌ନ୍ଲେକେ ଆତେନ୍‌ ଇସ୍‌ପର୍‌ନେ ଆସିର୍ବାଦ୍‌ବାନ୍ ଡିଙ୍ଗ୍‍ଲେଃକେ ବାରି ନେଙ୍ଗ୍ ଆଡ଼ାତ୍ରା ମେଁନେ ଲିବିସ ଦଦ୍ୟା ଆଡିଙ୍ଗ୍‌କେ ଣ୍ତୁ । ବାରି ବିନ୍‌ବିନ୍ ସାପା ବେବକ୍ନେ ସିସ୍ଇଂନେ ବାନ୍ ନେଙ୍ଗ୍ ଜାବର୍ କସ୍ଟ ଡିଙ୍ଗ୍‌ମ୍ୱକେ । ସତେଆ ଏନ୍‌ ସାପା ନେଙ୍ଗ୍ ନାଡିଙ୍ଗ୍‌କେ ଣ୍ତୁ । ମାତର୍‌‌ ନେଙ୍ଗ୍ ଆଡ଼ାତ୍ରା ଇସ୍‌ପର୍‌ନେ ଲିବିସଃ ଲେଃକେସା ଏନ୍‌ ପୁରନ୍‌ ଡିଙ୍ଗ୍‌ଲେକେ ।
11 ଅତଏବ ମୁଁ ହୁଏ, ବା ସେମାନେ ହୁଅନ୍ତୁ, ଏହି ପ୍ରକାରେ ଆମ୍ଭେମାନେ ପ୍ରଚାର କରୁଥାଉ, ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ୱାସୀ ହୋଇଥାଅ।
ତେସା ନେଙ୍ଗ୍ ଡିଙ୍ଗ୍‌ଲେ ବା ମେଇଂ ଡିଙ୍ଗ୍‌ଲେଃ ନେ ସାପାରେ ଆତେନ୍‌ ମୁଇଙ୍ଗ୍ ସାମୁଆଁ ବାସଙ୍ଗ୍‌ ଡିଙ୍ଗ୍‌ନେଡିଙ୍ଗ୍‌ ବାରି ପେଇଂ ଆତ୍‌ଅରିଆ ବିସ୍‌ବାସ୍‌ ଡିଙ୍ଗ୍‌ପେଡିଙ୍ଗ୍‌କେ ।
12 ଏଣୁ ଖ୍ରୀଷ୍ଟ ଯେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି, ଏହା ଯଦି ପ୍ରଚାର କରାଯାଉଅଛି, ତେବେ ମୃତମାନଙ୍କର ପୁନରୁତ୍ଥାନ ନାହିଁ ବୋଲି ତୁମ୍ଭମାନଙ୍କ ମଧ୍ୟରେ କେହି କେହି କିପରି କହନ୍ତି?
କିସ୍‌ଟ ଗୁଏଃକ୍ନେ ବାନ୍ ତଡ଼୍ୟାଲେଃକେ । ଆକେନ୍‍ ଆଃ ନେ ବାସଙ୍ଗ୍‌ନେ ମ୍ନା ସାମୁଆଁ । ତେଲାଡିଗ୍‍ ଏବେ ପେ ବିତ୍ରେବାନ୍ ଜାଣ୍ଡେ ଜାଣ୍ଡେ ଗୁଏଃକ୍ନେ ରେମୁଆଁଇଂ ଆତଃଡ଼୍ୟାଆର୍‍ ଣ୍ଡୁ ଡାଗ୍‌ଚେ ଡିରକମ୍ ବାସଙ୍ଗ୍‌ପେଡିଂକେ?
13 ଯଦି ମୃତମାନଙ୍କର ପୁନରୁତ୍ଥାନ ନାହିଁ, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି;
ଜଦି ଗୁଏକ୍ନେଣ୍ଡ୍ରେନେ ଆତଃଡ଼୍ୟାଲା କିସ୍‌ଟ ଗୁଏକ୍ନେବାନ୍‍ ଆଃତଡ଼୍ୟାକେ ଣ୍ଡୁ ।
14 ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତ ଆମ୍ଭମାନଙ୍କ ପ୍ରଚାର ବୃଥା, ତୁମ୍ଭମାନଙ୍କ ବିଶ୍ୱାସ ମଧ୍ୟ ବୃଥା,
ଜଦି କିସ୍‌ଟ ଗୁଏକ୍ନେବାନ୍‌ ଆଃତଡ଼୍ୟାକେ ତେଲା ନେନେ ବାସଙ୍ଗ୍‍ ଅଲେଙ୍ଗ୍‍ନେ ସାମୁଆଁ ସରାଃ ବାରି ପେନେ ବିସ୍‌ବାସ୍ ଡିଗ୍ ସରାଃ ।
15 ପୁଣି, ଆମ୍ଭେମାନେ ଈଶ୍ବରଙ୍କ ସମ୍ବନ୍ଧରେ ଯେ ମିଥ୍ୟା ସାକ୍ଷୀ, ଏହା ପ୍ରକାଶ ପାଏ। କାରଣ ଆମ୍ଭେମାନେ ଈଶ୍ବରଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଇଥାଆନ୍ତୁ ଯେ, ସେ ଖ୍ରୀଷ୍ଟଙ୍କୁ ଉଠାଇଅଛନ୍ତି ମାତ୍ର ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ସେ ତାହାଙ୍କୁ ଉଠାଇ ନାହାନ୍ତି;
ଜାବର୍‌ ନେନେ ଇସ୍‌ପର୍‌ନେ ବିସୟ୍‌ରେ ନାଲେ ବାସଙ୍ଗ୍‌କ୍ନେ ରକମ୍ ଡିଙ୍ଗ୍‌ଏ ମେଃଡାଗ୍‌ଲା ନେ ବାସଙ୍ଗ୍‍ନେଡିଙ୍ଗ୍‍କେ ଜେ ମେଁ କିସ୍‌ଟକେ ଗୁଏକ୍ନେବାନ୍‍ ଆତଡ଼ିଆବକେ । ମାତର୍‌ ଜଦି ସତ୍‍ରେ ଗୁଏକ୍ନେଣ୍ଡ୍ରେଇଂ ଆଃତଡ଼୍ୟାଆର୍‌ଏ ତେଲା ଇସ୍‌ପର୍ କିସ୍‌ଟକେ ଗୁଏକ୍ନେବାନ୍‍ ଆଃତଡ଼୍ୟା ଆବକେ ଣ୍ଡୁ ।
16 ଯେଣୁ ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି;
ଗୁଏକ୍ନେଣ୍ଡ୍ରେ ବାର୍‌ମୁଇଂତର୍‌ ତଡ଼ିଆ ଆୟାଲା କିସ୍‌ଟ ଡିରକମ୍ ତଃଡ଼୍ୟାଏ?
17 ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତୁମ୍ଭମାନଙ୍କର ବିଶ୍ୱାସ ନିଷ୍ଫଳ, ଆଉ ତୁମ୍ଭେମାନେ ଏପର୍ଯ୍ୟନ୍ତ ଆପଣା ଆପଣା ପାପରେ ଅଛ।
ଜଦି କିସ୍‌ଟ ଗୁଏକ୍ନେବାନ୍‌ ତଡ଼ିଆ ଆଲେଃକେ ତେଲା ପେଇଂନେ ବିସ୍‌ବାସ୍‌ ମିଚ୍ ବାରି ପେଇଂ ଏବେ ଡିଗ୍ ପାପ୍‌ନ୍ନିଆ ଲଃପେଲେଃକେ ।
18 ତାହାହେଲେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମହାନିଦ୍ରାପ୍ରାପ୍ତ କରିଅଛନ୍ତି, ସେମାନେ ମଧ୍ୟ ବିନଷ୍ଟ ହୋଇଅଛନ୍ତି।
ବାରି ଏନ୍‌ ଅର୍‌ତ ଡିଙ୍ଗ୍‌ଏ ଜେ ଗୁଏ ଲେଃକ୍ନେ କିସ୍‌ଟ ବିସ୍‌ବାସିଇଂ ଡିଗ୍ ନସ୍ଟ ଡିଂୱେଆର୍‌ଏ ।
19 ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୟନୀୟ ଅଟୁ।
ଜଦି କିସ୍‌ଟ ଡାଗ୍ରା ନେନେ ଆସା ଲେଃଏ ଆକେନ୍ ଜିବନ୍‍ ନ୍‍ସା ଦର୍‌କାର୍, ତେଲା ବିନ୍ ସାପାରେବାନ୍‍ ନେନେ ଅବସ୍ତା ଅଦିକ୍‍ ଡଣ୍ଡ୍‍ ବାଡିଙ୍ଗ୍‌ଏ ।
20 କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି।
ମାତର୍‌‌ ସତ୍‌ ବାବ୍‌ରେ କିସ୍‌ଟ ଗୁଏଃକେ ରକମ୍‍ ଡୁଲେଗ୍‍ ଲେଃକ୍ନେ ରେମୁଆଁଇଂନେ ତଃଡ଼୍ୟାନେ ଡିଲାଡିଗ୍ ଆଃସୁଏନ୍‌ସା ମେଁଇଙ୍ଗ୍‌ନେ ବିତ୍ରେବାନ୍ ନିଜେ ସାପାବାନ୍‍ ପର୍‍ତୁମ୍‍ ଗୁଏକ୍ନେବାନ୍‍ ତଡ଼ିଆ ଲେଃକେ ।
21 କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି।
ମୁଇଂଜା ଆତ୍‍ଲା ଗୁଏନେ ମଞ୍ଚ୍‌ପୁର୍‍ନ୍ନିଆ ଗାକେ । ଦେତ୍‌ରକମ୍ ମୁଇଙ୍ଗ୍‌ଡା ନ୍‌ସା ଗୁଏଣ୍ଡ୍ରେଇଂନେ ତଃଡ଼୍ୟାନେ ସ‍ଅଜ୍‌ ଡିଙ୍ଗ୍‍ଲେଃକେ ।
22 ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ।
ଆଦମ ଏତେ କୁଡ଼େ ଲେଃଗ୍‍ସା ସାପା ରେମୁଆଁ ଗୁଏକେ । ଦେତ୍‌ରକମ୍ କିସ୍‌ଟ ଏତେ କୁଡ଼େଲେଃଗ୍‍ସା ସାପା ରେମୁଆଁ ତଡ଼ିଆ ଆର୍‌ଏ ।
23 କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା କ୍ରମାନୁସାରେ ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ;
ମାତର୍‌‌ ସାପା ଆର୍ମେକ୍ନେ ବେଲା ତଡ଼ିଆ ଆର୍‌ଏ । ସାପାବାନ୍‍ ସିସେ କିସ୍‌ଟ ଗୁଏକ୍ନେ ବାନ୍ ତଡ଼ିଆ ଲେଃକେ ।
24 ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ, ସେ ସମୟରେ ସେ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ କଲା ଉତ୍ତାରେ ଈଶ୍ବର ପିତାଙ୍କୁ ରାଜତ୍ୱ ସମର୍ପଣ କରିବେ।
ଏନ୍‌ ଇଡ଼ିଙ୍ଗ୍‌ ଜୁଗ୍‌ ପିଙ୍ଗ୍‌ଚାଏ କିସ୍‌ଟ ସାପା ଦଦ୍ୟା ଆତ୍ମାକେ ବାରି ଜା ଆଡ଼ାତ୍ରା ସାସନ୍‍ ଡିଙ୍ଗ୍‍ଏ ଅଦିକାର୍ ବାରି ମ୍ନା ବପୁରେ ଆଡାଚେ ଆବା ଇସ୍‌ପର୍‌କେ ଆକେନ୍ ରାଜ୍ୟ ସର୍‍ପେ ବିଏ ।
25 କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ।
ଇସ୍‌ପର୍ ମେଁନେ ସାପା ସତ୍ରୁକେ ଆଃଆରେଚେ କିସ୍‍ଟନେ ଞ୍ଚ ଆଲ ଆଡିଙ୍ଗ୍ ଜାକ କିସ୍‌ଟ ସାସନ୍‍ ଡିଙ୍ଗ୍‌ଏ ।
26 ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ;
ସାପାବାନ୍‍ ସାରାସାରି ସତ୍ରୁ ମେଁ ଗୁଏଃନେ ଡିଗ୍ ଆରେ ୱେଏ ।
27 କାରଣ ସେ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କଲେ। ଯେତେବେଳେ ସେ କହନ୍ତି, ସମସ୍ତ ବିଷୟ ବଶୀଭୂତ କରାଯାଇଅଛି, ଏହା ସ୍ପଷ୍ଟ, ସମସ୍ତ ବିଷୟ ଯେ ତାହାଙ୍କର ବଶୀଭୂତ କଲେ, ସେ ସେହି ସବୁର ଅନ୍ତର୍ଗତ ନୁହଁନ୍ତି।
ଡାଗ୍ଲା ଦରମ୍‌ ସାସ୍ତର୍‌ନ୍ନିଆ ଗୁଆର୍ ବକେ “ଇସ୍‌ପର୍ ସାପା ବିସୟ୍ କିସ୍‌ଟନେ ଞ୍ଚ ବୁନ୍ଦେ ଆଡିଙ୍ଗ୍‌ଏ ।” ଏଲେଡିଗ୍‌ ଇସ୍‌ପର୍ ଏନ୍‌ ସାପା ବିସୟ୍‌ନେ ଆକୁଡ଼େକେ ଣ୍ଡୁ ମେଃଡାଗ୍‌ଲା ମେଁ ସାପା ବିସ‍ଏକେ କିସ୍‌ଟନେ ଞ୍ଚ ବୁନ୍ଦେ ଆଡିଙ୍ଗ୍‌ଏ ।
28 ଆଉ ସମସ୍ତ ବିଷୟ ପୁତ୍ରଙ୍କ ବଶୀଭୂତ କରାଗଲା ଉତ୍ତାରେ, ଯେ ସମସ୍ତ ବିଷୟ ତାହାଙ୍କର ବଶୀଭୂତ କଲେ, ସ୍ୱୟଂ ପୁତ୍ର ମଧ୍ୟ ତାହାଙ୍କର ବଶୀଭୂତ ହେବେ, ଯେପରି ଈଶ୍ବର ସର୍ବେସର୍ବା ହୁଅନ୍ତି।
ସାପା ବିସୟ୍ କିସ୍‌ଟ ସାସନ୍‍ ଡିଙ୍ଗ୍‍କ୍ନେ ଇଡ଼ିଙ୍ଗ୍ କିସ୍‌ଟ ଜେ ଆବା ଇସ୍‍ପର୍‍ନେ ଆଲ ଡିଙ୍ଗ୍‌ଏ ବାରି ସାପା ଦର୍‌ତନି ଆଡ଼ାତ୍ରା ଇସ୍‌ପର୍‌ନେ ସାସନ୍‍ ଡାଏ ।
29 ମୃତମାନଙ୍କ ଉତ୍ଥାନ ନ ହେଲେ, ଯେଉଁମାନେ ମୃତମାନଙ୍କ ନିମନ୍ତେ ବାପ୍ତିଜିତ ହୁଅନ୍ତି, ସେମାନେ କଅଣ କରିବେ? ଯଦି ମୃତମାନେ ଆଦୌ ଉତ୍ଥିତ ନ ହୁଅନ୍ତି, ତେବେ ସେମାନଙ୍କ ନିମନ୍ତେ ସେମାନେ କାହିଁକି ବାପ୍ତିଜିତ ହୁଅନ୍ତି?
ଗୁଏଃ ଲେଃଆର୍‍ଡିଂଗେସା ଜାଣ୍ଡେଇଂ ଣ୍ତିଆଦିକ୍ୟା ବା ଆର୍‌ଏ ମେଁଇଂନେ ବିସୟ୍‌ରେ ମେଁନେ ନେବାସଙ୍ଗ୍‍? ଉଡ଼ିରୁଆନେ ଇକ୍‌ଚା ଇସାବ୍‌ରେ ଜଦି ଗୁଏଃକ୍ନେ ରେମୁଆଁ ବାର୍‌ମୁଇଂତର୍‌ ଆରାଃତଡ଼୍ୟା ଣ୍ତୁ । ମେଇଂନେ ଆତ୍‌ଲା ବିନ୍‌ଣ୍ଡ୍ରେକେ ମେନ୍‌ସା ଣ୍ତିଆଦିକ୍ୟା ବିଏ?
30 ଆମ୍ଭେମାନେ ମଧ୍ୟ କାହିଁକି ପ୍ରତ୍ୟେକ ଦଣ୍ଡରେ ବିପଦର ସମ୍ମୁଖୀନ ହେଉ?
ବାରି ନେ ମେଃନ୍‌ସା କାଲାଆଃ ବିପଦ୍‍ ଆପଦ୍‍ନ୍ନିଆ ଜୁଜ୍‌ ଡିଙ୍ଗ୍‍ନେଡିଙ୍ଗ୍‍କେ?
31 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଷୟରେ ମୁଁ ଯେଉଁ ଦର୍ପ କରିଥାଏ, ସେଥିର ଶପଥ କରି କହୁଅଛି, ମୁଁ ପ୍ରତିଦିନ ମୃତ୍ୟୁଭୋଗ କରୁଅଛି।
ବୟାଁଇଂ ନେନେ ଜିବନ୍ ମାପ୍ରୁ ଜିସୁ କିସ୍‌ଟ ଏତେ ମିସୁ ଲେଃଗେସା, ପେ ଆତ୍‍ଲା ନେଙ୍ଗ୍‌ନେ ମୁଡ଼ି ଗର୍ବ ଆତ୍‌ଅରିଆ ପାର୍‌ମାନ୍ ଡିଙ୍ଗ୍‌ଚେ ବାସଙ୍ଗ୍‌ଣ୍ଡିଂ ନେଙ୍ଗ୍ କାଲାଆଃ ଗୁଏଣ୍ଡିଙ୍ଗ୍‍କେ ।
32 ଯଦି ଲୋକାଚାର ଅନୁସାରେ ମୁଁ ଏଫିସରେ ବନ୍ୟ-ପଶୁମାନଙ୍କ ସଦୃଶ ଲୋକମାନଙ୍କ ସହିତ ଯୁଦ୍ଧ କରିଅଛି, ତେବେ ସେଥିରେ ମୋହର ଲାଭ କଅଣ? ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, “ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବା।”
ଜଦି ନେଙ୍ଗ୍ ନର୍‍ନେ ଇକ୍‌ଚା ଡୁଙ୍ଗ୍‍ୱେଚେ ଏଫିସିୟନ୍ନିଆ କଣ୍ଡା ଜନ୍ତୁଇଂ ସୁଗୁଆ ରେମୁଆଁଇଂନେ ଏତେ ରିଙ୍ଗ୍‍ନ୍ଲେଗେ ତେଲା ନେଙ୍ଗ୍‌ନେ ମେଁ ଲାବ୍‍ ଡିଙ୍ଗ୍‌କେ? ଜଦି ଗୁଏକ୍ନେ ରେମୁଆଁଇଂ ଆଃତଡ଼୍ୟାଆର୍‌ଏ ତେଲା ବ୍ନାଲିର୍‍ ଇସାବ୍‌ରେ “ଏଲାପା ଚଙ୍ଗ୍‍ଉଗ୍‍ଚେ ବେଲା ନେକାଟେପା ମେଃଡାଗ୍‌ଲା ଞ୍ଜଡ଼େ ତ ଆନେକେ ଗୁଏନେ ପଡ଼େଏ ।”
33 ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ।
ପେ ମୁର୍କ ରକମ୍‌ ବେବ‍ଆର୍ ଆଡିଙ୍ଗ୍‌ପା । “ଦଦ୍ୟା ସାଙ୍ଗଇଂ ନିମାଣ୍ଡା ଅବ୍ୟାସ୍‍ଇଂକେ ନସ୍ଟ ଆଡିଙ୍ଗ୍‌ବିଏ ।”
34 ଯଥାର୍ଥ ରୂପେ ଜାଗ୍ରତ ହୁଅ, ପାପ ନ କର; କାରଣ କାହାରି କାହାରି ଈଶ୍ବରଙ୍କ ବିଷୟରେ ଜ୍ଞାନ ନାହିଁ; ମୁଁ ତୁମ୍ଭମାନଙ୍କ ଲଜ୍ଜା ନିମନ୍ତେ ଏହି କଥା କହୁଅଛି।
ତେସା ତରକ୍ ଡିଙ୍ଗ୍‌ପା ପାପ୍ ଆଡିଙ୍ଗ୍‌ପା । ପେଇଂନେ ବିତ୍ରେ ମୁଇଙ୍ଗ୍ ଗିଆସମାଲାନେ ବିସୟ୍ ଆକ୍‌ଅରିଆ ବାସଙ୍ଗ୍‌ ବ ଣ୍ଡିଂକେ ପେଇଂନେ ବିତ୍ରେବାନ୍‍ ଉଡ଼ିରୁଆ ଇସ୍‌ପର୍‌କେ ଆମ୍ୟାଆର୍‌କେ ଣ୍ତୁ!
35 କିନ୍ତୁ କେହି କହିବ, ମୃତମାନେ କିପରି ଉତ୍ଥିତ ହୁଅନ୍ତି? କି ପ୍ରକାର ଶରୀରରେ ସେମାନେ ଆସନ୍ତି?
ଜାଣ୍ଡେ ଡିଙ୍ଗ୍‌ଏତ ସାଲ୍ୟାକୁଆର୍‌ଏ, “ଗୁଏକ୍ନେ ରେମୁଆଁ ଡିରକମ୍ ବାର୍‌ମୁଇଂତର୍‌ ଜିବନ୍‌ ଡିଙ୍ଗ୍‌ଏ?” ମେଇଂ ଡିରକମ୍ ଗାଗ୍‌ଡ଼େ ସାଃଲେଆର୍‌ଏ?
36 ହେ ନିର୍ବୋଧ, ତୁମ୍ଭେ ନିଜେ ଯାହା ବୁଣ, ତାହା ନ ମଲେ ସଜୀବ ହୁଏ ନାହିଁ,
ପେଇଂ ଉଡ଼ି ମୁର୍କ । ଅଃକେନ୍ ମେଃନେ ପେମ୍ୟାକେ ଣ୍ତୁ, ଆଣ୍ତିନେ ମୁଞ୍ଜି ବିଗ୍‌ଆର୍‌ଏ ଆତେନ୍‌ ଆଃଗୁଏଲା ଆପଡ଼୍ୟା ଣ୍ତୁ?
37 ଆଉ, ଯାହା ତୁମ୍ଭେ ବୁଣ, ତାହା ଶରୀର ନୁହେଁ ଯାହା ଉତ୍ପନ୍ନ ହେବ, କିନ୍ତୁ ତାହା କେବଳ ଦାନାମାତ୍ର ଅଟେ, ତାହା ଗହମ ହେଉ ବା ଅନ୍ୟ କୌଣସି ଶସ୍ୟ ହେଉ।
ଆରି, ଆଣ୍ତିନେ ସ୍ଲା ପଡ଼୍ୟାଏ ପେ ଆମେକେ ବିଗ୍‌ ପେବଣ୍ତୁ । ପେ ବିଗ୍‌ପେବ ଣ୍ଡୁ, ଗହମ୍‌ ଣ୍ତୁଲା ବିନ୍ ମେଃଡିଗ୍ କିଆନେ ମୁଇଙ୍ଗ୍ ମୁଞ୍ଜି ମାତର୍‌ ।
38 କିନ୍ତୁ ଈଶ୍ବର ଆପଣା ଇଚ୍ଛାନୁସାରେ ତାହାକୁ ଶରୀର ଦିଅନ୍ତି, ଆଉ ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦେଇଥାଆନ୍ତି।
ମାତର୍‌‌ ଇସ୍‌ପର୍ ନିଜର୍ ଇକ୍‌ଚା ରକମ୍‌ ମେଁନେ ଗାଗ୍‌ଡ଼େ ଆବଦ୍‌ଲେ ବିଏ ବାରି ସାପା ମୁଞ୍ଜିକେ ମେଁ ମେଁନେ ନିଜେନେ ରୁପ୍‍ ବିଏ ।
39 ସମସ୍ତ ଶରୀର ଏକ-ପ୍ରକାର ଶରୀର ନୁହେଁ, ମାତ୍ର ମନୁଷ୍ୟମାନଙ୍କ ଏକ-ପ୍ରକାର ଶରୀର, ପଶୁମାନଙ୍କର ଅନ୍ୟ ପ୍ରକାର ଶରୀର, ପୁଣି, ପକ୍ଷୀମାନଙ୍କର ଆଉ ଏକ-ପ୍ରକାର ଶରୀର ଓ ମତ୍ସ୍ୟମାନଙ୍କର ଅନ୍ୟ ପ୍ରକାର ଶରୀର।
ସାପା ଗାଗ୍‌ଡ଼େ ମୁଇଂ ରକମ୍‌ ଗାଗ୍‌ଡ଼େ ଣ୍ତୁ ରେମୁଆଁ ଗାଗ୍‌ଡ଼େ ମୁଇଙ୍ଗ୍ ରକମ୍‌ ପୁସୁନେ ଗାଗ୍‌ଡ଼େ ବିନ୍ ରକମ୍‌ । ପ୍ଲିଗ୍‌ ବାରି ଆଡ଼ନେ ଗାଗ୍‌ଡ଼େ ବିନ୍ ରକମ୍‌ ।
40 ଆକାଶସ୍ଥ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି, କିନ୍ତୁ ଆକାଶସ୍ଥ ଶରୀରର ଏକ-ପ୍ରକାର ତେଜ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟ ପ୍ରକାର ତେଜ।
କିତଂ ବିସୟ୍‍ନେ ଗାଗ୍‌ଡ଼େ ଲେଃକେ ମଞ୍ଚ୍‌ପୁର୍‌ ବିସୟ୍‍ନେ ଗାଗ୍‌ଡ଼େ ଡିଗ୍ ଲେଃକେ ମାତର୍‌‌ କିତଂନେ ଗାଗ୍‌ଡ଼େ ମୁଇଙ୍ଗ୍ ରକମ୍‌ ସବା ବାରି ମଞ୍ଚ୍‌ପୁର୍‌ନେ ଗାଗ୍‌ଡ଼େ ବିନ୍‌ରକମ୍‌ ସବା ।
41 ସୂର୍ଯ୍ୟର ଏକ-ପ୍ରକାର ତେଜ, ଚନ୍ଦ୍ରର ଅନ୍ୟ ପ୍ରକାର ତେଜ ଓ ନକ୍ଷତ୍ରମାଳାର ଅନ୍ୟ ପ୍ରକାର ତେଜ କାରଣ ତେଜରେ ଗୋଟିଏ ନକ୍ଷତ୍ର ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ।
ସ୍ନିନେ ମୁଇଙ୍ଗ୍ ରକମ୍‌ ତାର୍କିଗ୍ ଆର୍କେନେ ବିନ୍‌ରକମ୍‌ ତାର୍କିଗ୍ ବାରି ଚାଙ୍କୁଆନେ ବିନ୍‌ରକମ୍‌ ତାର୍କିଗ୍; ଡାଗ୍ଲା ତାର୍କିଗ୍‌ନ୍ନିଆ ମୁଇଙ୍ଗ୍ ଚାଙ୍କୁଆ ବିନ୍ ଚାଙ୍କୁଆ ବାନ୍ ବିନେ ।
42 ମୃତମାନଙ୍କର ପୁନରୁତ୍ଥାନ ମଧ୍ୟ ସେହି ପ୍ରକାର। କ୍ଷୟରେ ବୁଣାଯାଏ, ଅକ୍ଷୟ ହୋଇ ଉତ୍ଥିତ ହୁଏ;
ଗୁଏକ୍ନେଣ୍ଡ୍ରେ ତଡ଼୍ୟାନେ ବିସୟ୍‌ରେ ଡିଗ୍ ଏନ୍‌ ସାମୁଆଁ ଦର୍‌କାର୍ । ଆତିବିକ୍ନେ ଗାଗ୍‌ଡ଼େ ନସ୍ଟ ଡିଙ୍ଗ୍‌ଏ । ମାତର୍‌‌ ତଡ଼୍ୟାନେ ଗାଗ୍‌ଡ଼େ ନସ୍ଟ ଆଡିଙ୍ଗ୍‌ ଣ୍ତୁ ।
43 ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ; ଦୁର୍ବଳତାରେ ବୁଣାଯାଏ, ଶକ୍ତି ଦ୍ୱାରା ଉତ୍ଥିତ ହୁଏ;
ଆତିବିକ୍ନେ ଗାଗ୍‌ଡ଼େ ସବାଣ୍ତୁ ବାରି ଅସକ୍‌ତିଆ । ମାତର୍‌‌ ବାର୍‌ମୁଇଂତର୍‌ ତଡ଼୍ୟାକ୍ନେ ଗାଗ୍‌ଡ଼େ ସୁନ୍ଦର୍‌ ବାରି ବପୁ ଲେଃଏ ।
44 ପ୍ରାକୃତିକ ଶରୀର ବୁଣାଯାଏ, ଆତ୍ମିକ ଶରୀର ଉତ୍ଥିତ ହୁଏ। ଯଦି ପ୍ରାକୃତିକ ଶରୀର ଅଛି, ତେବେ ଆତ୍ମିକ ଶରୀରସୁଦ୍ଧା ଅଛି।
ଆତି ବକେଲା ଗାଗ୍‌ଡ଼େ ମ୍ବ୍ର ଲେଃଏ; ମାତର୍‌‌ ବାର୍‌ମୁଇଂତର୍‌ ଜିବନ୍‌ ଡିଙ୍ଗ୍‌ବେଲା ଆତେନ୍‌ ଆତ୍ମିକ ଗାଗ୍‌ଡ଼େ । ଜିବନ୍‌ ଗାଗ୍‌ଡ଼େ ନ୍‌ଚ୍ୟା ଲେଃଲା ଆତ୍ମା ଗାଗ୍‌ଡ଼େ ଡିଂଡିଙ୍ଗ୍‌କେ ।
45 ଏହିପରି ଶାସ୍ତ୍ରରେ ମଧ୍ୟ ଲେଖାଅଛି, ପ୍ରଥମ ମନୁଷ୍ୟ ଆଦମ ଜୀବିତ ପ୍ରାଣୀ ହେଲେ ଶେଷ ଆଦମ ଜୀବନଦାୟକ ଆତ୍ମା ହେଲେ।
ଦର୍ମ ସାସ୍ତର୍‌ନ୍ନିଆ ଗୁଆର୍‌ବକେ; “ପର୍‍ତୁମ୍‍ ରେମୁଆଁ ଆଦମ ମୁଇଙ୍ଗ୍ ଜିବନ୍ ଜିବ୍‌ ରକମ୍‌ ତିଆର୍ ଡିଙ୍ଗ୍‌ଲେକେ ।” ସାରାସାରି ଆଦମ ଲେଃକେ ଜିବନ୍ ବିଃନେ ଆତ୍ମା ।
46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ, କିନ୍ତୁ ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ।
ସେନୁଗ୍‌ବାନ୍‌ ଆତ୍ମିକ ବିସୟ୍ ଆଲେଃଗେ ଣ୍ତୁ । ସିସେ ମେଃମେଃନେ ଲେଃକେ ସତ୍‌ ଏନ୍‌ ଇଡ଼ିଙ୍ଗ୍ ପାଙ୍ଗ୍‌କେ ଆତ୍ମିକ ବିସୟ୍ ।
47 ପ୍ରଥମ ମନୁଷ୍ୟ ପାର୍ଥିବ, ମୃତ୍ତିକାରେ ନିର୍ମିତ, ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆଗତ।
ସେନୁଗ୍‌ ରେମୁଆଁ ଆଦମ ଲେଃକେ ମଞ୍ଚ୍‌ପୁର୍‌ନେ ତୁବଃ ବାନ୍ ତିଆର୍; ମାତର୍‌‌ ମ୍ୱାକ୍ଲିଗ୍‌ ଆଦମ କିତଂବାନ୍‌ ପାଙ୍ଗ୍‌ଲେଃକେ ।
48 ଯେଉଁମାନେ ମୃତ୍ତିକାରେ ନିର୍ମିତ, ସେମାନେ ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟ ତୁଲ୍ୟ, ପୁଣି, ଯେଉଁମାନେ ସ୍ୱର୍ଗୀୟ, ସେମାନେ ସ୍ୱର୍ଗରୁ ଆଗତ ସେହି ବ୍ୟକ୍ତି ତୁଲ୍ୟ।
ମଞ୍ଚ୍‌ପୁର୍‌ନେ ରେମୁଆଁଇଂ ସାପାରେ ଆତେନ୍‌ ତୁବବାନ୍‌ ଆଃରେକ୍ନେ ରେମୁଆଁ ରକମ୍‌ । ମାତର୍‌‌ କିତଂନେ ଗୁନ୍‌ ରକମ୍‌ ରେମୁଆଁଇଂ ଆତେନ୍‌ କିତଂନେ ନର୍‍ ରକମ୍‌ ।
49 ଆଉ, ଆମ୍ଭେମାନେ ଯେପରି ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟର ପ୍ରତିମୂର୍ତ୍ତି ଧାରଣ କରିଅଛୁ, ସେପରି ସେହି ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧାରଣ କରିବା।
ନେ ମଞ୍ଚ୍‌ପୁର୍‌ନେ ରେମୁଆଁ ରକମ୍‌ ଆଃରେ ନେଡିଂକେ । ମାତର୍‌‌ ନେନେ ଡିଗ୍ କିତଂନେ ରେମୁଆଁ ରକମ୍‌ ମୁର୍ତି ନେଃଡିଂପା ।
50 ହେ ଭାଇମାନେ, ମୁଁ ଏହା କହୁଅଛି, ରକ୍ତ-ମାଂସ ଈଶ୍ବରଙ୍କ ରାଜ୍ୟ ଅଧିକାର କରିପାରେ ନାହିଁ, କିମ୍ବା କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ।
ତନା ବାରି ବୟାଁଇଂ ନେଙ୍ଗ୍ ଆପେକେ ବାସଙ୍ଗ୍‌ନେ ଚାଏ ଣ୍ଡିଙ୍ଗ୍ ଜେ ମ୍ୟା ଚିଲି ଗାଗ୍‌ଡ଼େ ସାଚେ ନେ ଇସ୍‌ପର୍‌ନେ ରାଜିନ୍ନିଆ ଅଦିକାର୍ ଡିଙ୍ଗ୍ ନେୟା ଣ୍ତୁ ଡାଗ୍ଲା ବକ୍ନେ ଜିନିସ୍‌ ଆତ୍ନା ଣ୍ତୁ ।
51 ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି, ଆମ୍ଭେମାନେ ସମସ୍ତେ ମହାନିଦ୍ରାପ୍ରାପ୍ତ ହେବା ନାହିଁ,
ମାତର୍‌‌ ଅଁପା ନେଙ୍ଗ୍ ଆପେକେ ମୁଇଙ୍ଗ୍ ସତ୍‌ ସାମୁଆଁ ବାସଙ୍ଗ୍‌ଣ୍ଡିଂ ନେ ବିତ୍ରେ ସାପାରେ ନେଗୁଏଃଏ ଣ୍ତୁ ମାତର୍‌ ନେଃ ସାପାରେ ବଦ୍ଲେ ନେୱେପା ।
52 କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ୱନୀରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି, ଆମ୍ଭେମାନେ ପରିବର୍ତ୍ତିତ ହେବା।
ଏନ୍‌ ମାତର୍‌ ସାମ୍‍ନାରେ ମ୍ମୁଆଃ ମିଟ୍‌କେ ବିଃଲା ସାରାସାରି ପ୍ନିଃ ନ୍ନାଙ୍ଗ୍‍ନେ ବେଲା ଗଟେଏ । ଉଡ଼ିବେଲା ପ୍ନିଃ ନ୍ନାଂଏ ବାରି ଉଡ଼ିସାପା ବିସ୍‌ବାସି ଗୁଏଃ ଲେଃଆର୍‌କେ ମେଇଂ ଗୁଏକ୍ନେବାନ୍‌ ମାଡାନେ କାଲ୍ ନ୍‌ସା ତଡ଼୍ୟାଆର୍‌ଏ ବାରି ମେଇଂ ବଦ୍ଲେ ଆର୍‌ଏ ।
53 କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତାରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତାରୂପ ବସ୍ତ୍ର ପରିଧାନ କରିବାକୁ ହେବ।
ମାତର୍‌‌ ଏନ୍‌ ନସ୍ଟ ଗାଗ୍‌ଡ଼େ ମାଡାନେ ରୁପ୍‌ ପାଟାଇ ୱାଡ଼େଗ୍‍ନେ ଡିଙ୍ଗ୍‌ଏ ବାରି ଏନ୍‌ ଗୁଏଃକ୍ନେ ଗାଗ୍‌ଡ଼େ ମାଗୁଏନେ ପାଟାଇ ୱାଡ଼େଗ୍ ଡିଙ୍ଗ୍‌ଏ ।
54 କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଶାସ୍ତ୍ରରେ ଏହି ଲିଖିତ ବାକ୍ୟ ସଫଳ ହେବ,
ମାତର୍‌ ଏନ୍‌ ନସ୍ଟ ଗାଗ୍‌ଡ଼େ ମାଗୁଏଃନେ ପାଟାଇ ବାରି ଏନ୍‌ ଗୁଏକ୍ନେ ଗାଗ୍‌ଡ଼େ ମାଗୁଏଃନେ ପାଟାଇ ୱାଡ଼େଗ୍‍କ୍ନେ ଇଡ଼ିଙ୍ଗ୍ ଏନ୍‌ ଗୁଆର୍‌କ୍ନେ ବ୍ନାଲିର୍ ସମାନ୍ ଡିଙ୍ଗ୍‌ଏ, “ଗୁଏନେ ବିନାସ୍‌ ଡିଂଲେଃକେ, ଜିତେ ଲେଃକେ ନିମାଣ୍ଡା ।
55 “ଜୟ ମୃତ୍ୟୁକୁ ଗ୍ରାସ କରିଅଛି।” “ରେ ମୃତ୍ୟୁ, କାହିଁ ତୋର ଜୟ? ରେ ମୃତ୍ୟୁ, କାହିଁ ତୋର ନାହୁଡ଼?” (Hadēs g86)
ରେ ଗୁଏଃରେ, ଆଣ୍ତିକା ନାନେ ଜୟ୍‌? ରେ ଗୁଏଃରେ ଆଣ୍ତିକା ନାନେ ଚିନା ବପୁ?” (Hadēs g86)
56 ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ମୋଶାଙ୍କ ବ୍ୟବସ୍ଥା;
ଚିନା ଆଡିଙ୍ଗ୍‌ନେ ବପୁ ଗୁଏନେ ପାପ୍‍ବାନ୍‍ ବାଲେଃଏ ବାରି ନିୟମ୍‍ବାନ୍‍ ପାପ୍ ବପୁ ବାଏ ।
57 କିନ୍ତୁ ଯେଉଁ ଈଶ୍ବର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କୁ ଜୟ ପ୍ରଦାନ କରନ୍ତି, ତାହାଙ୍କର ଧନ୍ୟବାଦ ହେଉ।
ମାତର୍‌‌ ଆଣ୍ତିନେ ଇସ୍‌ପର୍ ଆନେକେ ମାପ୍ରୁ ଜିସୁ କିସ୍‌ଟବାନ୍ ଆନେକେ ଆଃଜିତେବକେ ମେଁନେ ଦନ୍ୟବାଦ୍‍ ଡିଙ୍ଗ୍‌ଲେଃ ।
58 ଅତଏବ, ହେ ମୋହର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ।
ଏଲେଡିଗ୍ ଅ ନେଙ୍ଗ୍‌ନେ ନିଜର୍ ବୟାଁ ଆରି ତନାଇଂ ମାପ୍ରୁନେ ସେବାନ୍ନିଆ ପେଇଂନେ କସ୍ଟ ବେକାର୍‌ ଆଡିଙ୍ଗ୍‍ଣ୍ତୁ ଏନ୍‌ ମ୍ୟାଚେ ମାପ୍ରୁନେ ସ୍ଲେନ୍ନିଆ ସାନ୍ତିରେ ଲାଗେଡ଼ିଆ ଲାଲାପା । ବାରି କାଲାଆଃ ଅଦିକ୍‍ ଅଦିକ୍‍ଆ ମ୍ନାପା ।

< କରିନ୍ଥୀୟ 15 >