< କରିନ୍ଥୀୟ 14 >

1 ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥିନିମନ୍ତେ ଏକାନ୍ତ ଚେଷ୍ଟା କର।
ଆଲାଦ୍‌ନେ ପ୍ଲା ୱେଲାପା । ଆତ୍ମିକ ଦାନ୍‌ସାପା ବାନ୍‌ସା ଚେସ୍‌ଟା ଡିଙ୍ଗ୍‌ପା ସାପାବାନ୍‍ ବବିସତ୍‌ ସାମୁଆଁ ବାସଙ୍ଗ୍‌ ନ୍‌ସା ଇକ୍‌ଚା ଡିଙ୍ଗ୍‌ପା ।
2 କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ବରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ପବିତ୍ର ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ।
ଡାଗ୍ଲା ଜାଣ୍ଡେ ବିନ୍‌ ବ୍ନାସାରେ ସାମୁଆଁ ବାସଙ୍ଗ୍ଏ ମେଁ ରେମୁଆଁକେ ସାମୁଆଁ ଆବାସଙ୍ଗ୍‌ ଣ୍ତୁ ମାତର୍‌‌ ଇସ୍‌ପର୍‌କେ ବାସଙ୍ଗ୍ଏ ତେସା ଜାଣ୍ଡେ ଆତେନ୍‌ ଆବୁଜେ ଣ୍ତୁ ମାତର୍‌ ମେଁ ଆତ୍ମାବାନ୍‌ ତାଣ୍ଡେ ସାମୁଆଁ ବାସଙ୍ଗ୍ଏ ।
3 କିନ୍ତୁ ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ।
ମାତର୍‌‌ ଜାଣ୍ଡେ ଇସ୍‌ପର୍‌ନେ ବ୍ନାଲିର୍ ବାସଙ୍ଗ୍ଏ, ମେଁ ଆତେନ୍‌ ରେମୁଆଁଇଂକେ ବାସଙ୍ଗ୍ଏ, ଆତେନ୍‌‌ବାନ୍ ଆମେଇଂକେ ସାଇଜ ସାର୍ଦା ବାରି ସାନ୍ତି ବିଏ ।
4 ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
ଜାଣ୍ଡେ ବିନ୍ ବ୍ନାସାରେ ସାମୁଆଁ ବାସଙ୍ଗ୍ଏ ମେଁ ମାତର୍‌‌ ନିଜର୍ ନ୍‌ସା ଆତେନ୍‌ ଡିଙ୍ଗ୍‌ଏ ମାତର୍‌‌ ଜାଣ୍ଡେ ବବିସତ୍‌ ସାମୁଆଁ ବାସଙ୍ଗ୍ଏ ମେଁ ସାପା ମଣ୍ତଲିକେ ସାଇଜ ଡିଙ୍ଗ୍‌ଏ ।
5 ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ।
ପେଇଂ ସାପାରେ ଜେ ବିନ୍ ବ୍ନାସାରେ ସାମୁଆଁ ପେବାସଙ୍ଗ୍ଏ, ଏନ୍‌ ନେଙ୍ଗ୍‌ନେ ଇକ୍‌ଚା, ମାତର୍‌‌ ପେଇଂ ଜେ ବବିସତ୍‌ ସାମୁଆଁ ପେବାସଙ୍ଗ୍‌ଏ, ଏନ୍‌ ନେଙ୍ଗ୍‌ନେ ଜାବର୍ ଇକ୍‌ଚା; ମୁଡ଼ି ରେମୁଆଁ ବବିସତ୍‌ ସାମୁଆଁ ବାସଙ୍ଗ୍ଏ, ମେଁ ବିନ୍‌ବିନ୍ ବାସା ବାସଙ୍ଗ୍‌ୟାନେ ରେମୁଆଁବାନ୍‌ ମ୍ନା । ମାତର୍‌‌ ମେଁ ଜଦି ଆତେନ୍‌ ବାସା ଇଂନେ ଅରତ୍‌ ଡିଙ୍ଗ୍‌ୟାଏ, ତେଲା ମେଁ ଇସ୍‌ପର୍‌ନେ କବର୍ ବାସଙ୍ଗ୍‌ମ୍ୟାକ୍ନେ ରେମୁଆଁ ଏତେ ସମାନ୍ । ଏନ୍‌ବାନ୍‌ ମଣ୍ତଲିକେ ସାଇଜ ଡିଙ୍ଗ୍‌ଏ ।
6 ଏପରି ସ୍ଥଳେ ହେ ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ପ୍ରକାଶିତ ବାକ୍ୟ, ବା ଜ୍ଞାନ, ବା ଭାବବାଣୀ, ବା ଶିକ୍ଷାର କଥା ନ କହି କେବଳ ପରଭାଷାରେ କଥା କହେ, ତେବେ ସେଥିରେ ମୁଁ ତୁମ୍ଭମାନଙ୍କର କଅଣ ଉପକାର କରିବି?
ବୟାଁଇଂ ନେଙ୍ଗ୍ ଜଦି ପେଇଂନେ ଡାଗ୍ରା ୱେଚେ ତ୍ନାକ୍ନେ ବ୍ନାଲିର୍ ବା ଗ୍ୟାନ୍ ବା ବବିସତ୍‌ ସାମୁଆଁ ବା ସିକେକ୍ନେ ସାମୁଆଁ ମାବାସଙ୍ଗ୍‌ଚେ ମାତର୍‌‌ ବିନ୍ ବ୍ନାସାରେ ସାମୁଆଁ ମ୍ବାସଙ୍ଗ୍‌ଏ, ତେଲା ଆତ୍‌ଅରିଆ ନେଙ୍ଗ୍ ପେଇଂନେ ମେଃ ସାଆଜ୍ୟ ମ୍ୱାଏ?
7 ବଂଶୀ ହେଉ ବା ବୀଣା ହେଉ, ନିର୍ଜୀବ ବାଦ୍ୟଯନ୍ତ୍ର ବାଜିଲେ ସୁଦ୍ଧା ଯଦି ସ୍ୱରରେ ପାର୍ଥକ୍ୟ ନ ଥାଏ, ତେବେ ବଂଶୀରେ କଅଣ ବାଜୁଅଛି ବା ବୀଣାରେ କଅଣ ବାଜୁଅଛି, ତାହା କିପରି ଜଣାଯିବ?
ବାଉଁସି ବା ଗୁମ୍‍ରା ରକମ୍‌ ଜିବନ୍‌ଣ୍ତୁନେ ବଗ୍‌ଡେଙ୍ଗ୍‌ନେ କାଣ୍ତେଙ୍ଗ୍‌ ଜଦି ଟିକ୍ ସର୍‌ ଆର ଣ୍ତୁ ତେଲା ଆତ୍‌ଅରିଆ ମେଁ ମେଁନେ ନ୍ନାଙ୍ଗ୍‌ଇଂକେ ଜାଣ୍ଡେ ମେଁ ମେଃନେ ମ୍ୟାଃ ୟାଏ?
8 ପୁଣି, ତୂରୀ ଯଦି ଅସ୍ପଷ୍ଟ ଧ୍ୱନି କରେ, ତେବେ କିଏ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବ?
ଜୁଦ୍‌ନ୍ନିଆ ଜଦି ପ୍ନିଃ ନିମାଣ୍ତା ବାବ୍‌ରେ ଆଅଁଣ୍ତୁ ତେଲା ସନ୍ୟଇଂ ଜୁଦ୍‌ ନ୍‌ସା ତିଆର୍ ଡିଙ୍ଗ୍‌ନେ ବେଲା ମ୍ୟା ଆୟା ଆର୍‌ଏ ଣ୍ତୁ?
9 ସେହିପରି ତୁମ୍ଭେମାନେ ମଧ୍ୟ ଯଦି ଜିହ୍ୱା ଦ୍ୱାରା ସହଜ ବୋଧଗମ୍ୟ କଥା ନ କୁହ, ତେବେ କଅଣ କହୁଅଛ, ତାହା କିପରି ଜଣାଯିବ? କାରଣ ତୁମ୍ଭେମାନେ ଶୂନ୍ୟକୁ କହିବା ପରି ହେବ।
ଦେତ୍‌ରକମ୍ ଜଦି ଆମ୍ୟାକ୍ନେ ବ୍ନାସାରେ ସାମୁଆଁ ପେନିଏଁଏ, ତେଲା ଆମେ ଜାଣ୍ଡେ ବୁଜେଏ? ଏନ୍‌ ୱେଡ଼ିଆକେ ବାସଙ୍ଗ୍‌କେ ରକମ୍‌ ଡିଙ୍ଗ୍‌ଏ ।
10 ଜଗତରେ ହୋଇପାରେ ଅନେକ ପ୍ରକାର ଶବ୍ଦ ଅଛି, ପୁଣି କୌଣସି ଶବ୍ଦ ଅର୍ଥଶୂନ୍ୟ ନୁହେଁ।
ମଞ୍ଚ୍‌ପୁର୍‌ନ୍ନିଆ ଗୁଲୁଏ ବାସା ଲେଃକେ ମାତର୍‌‌ ଆତେନ୍‌ ସାପାନେ ଅର୍‌ତ ଲେଃକେ ।
11 ଏଣୁ ମୁଁ ଯଦି ସେହି ଶବ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବର୍ବର ପରି ହେବି, ଆଉ ସେ ମୋʼ ନିକଟରେ ବିଦେଶୀୟ ପରି ହେବ।
ଜଦି ନେଙ୍ଗ୍ ଏତେ ବାଲିର୍‌ବାତା ଡିଙ୍ଗ୍‌ମ୍ୟାକ୍ନେ ରେମୁଆଁନେ ବାସା ନେଙ୍ଗ୍ ବୁଜେ ନାୟା ଣ୍ତୁ ତେଲା ଆତେନ୍‌ ରେମୁଆଁ ନେଙ୍ଗ୍ ଡାଗ୍ରା ଆସାମୁଆଃକ୍ନେ ରେମୁଆଁ ରକମ୍‌ ଡିଙ୍ଗ୍‌ଏ ନେଙ୍ଗ୍ ଡିଗ୍ ମେଁ ଡାଗ୍ରା ଆସାମୁଆଁକେ ରେମୁଆଁ ରକମ୍‌ ଣ୍ଡିଙ୍ଗ୍‌ଏ ।
12 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆତ୍ମିକ ଦାନସବୁ ପାଇବାକୁ ଏକାନ୍ତ ଚେଷ୍ଟା କରୁଥିବାରୁ ମଣ୍ଡଳୀର ନିଷ୍ଠା ନିମନ୍ତେ ସେହିସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର।
ଦେତ୍‌ ରକମ୍‌ ପେଇଂ ଡିଗ୍ ପବିତ୍ର ଆତ୍ମାନେ ଦାନ୍ ସାପା ବାନ୍‌ସା ଚେସ୍‌ଟା ଡିଙ୍ଗ୍‌ପେଲେଗ୍‍ସା ମଣ୍ତଲି ମ୍ନାନ୍‍ସା ଆତେନ୍‌ ସାପା ଜାବର୍ ବାବ୍‌ରେ ବାନ୍‌ସା ଚେସ୍‌ଟା ଡିଙ୍ଗ୍‌ପା ।
13 ଅତଏବ, ଯେ ପରଭାଷାରେ କଥା କହେ, ସେ ଯେପରି ଅର୍ଥ କରିପାରେ, ଏଥିନିମନ୍ତେ ପ୍ରାର୍ଥନା କରୁ।
ତେସା ଜାଣ୍ଡେ ବିନ୍ ବ୍ନାସାରେ ସାମୁଆଁ ବାସଙ୍ଗ୍ଏ, ମେଁ ଏନ୍‌ ଅର୍‌ତ ବୁଜେୟା ନ୍‌ସା ପବିତ୍ର ଆତ୍ମାନେ ଦାନ୍‍ ବାନ୍‌ସା ପାର୍‌ତନା ଡିଙ୍ଗ୍‌ଲେ ।
14 କାରଣ ମୁଁ ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ମୋହର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ମୋହର ମନ ଫଳହୀନ ହୁଏ।
ମେଃଡାଗ୍ଲା ନେଙ୍ଗ୍ ଜଦି ବିନ୍ ବ୍ନାସାରେ ପାର୍‌ତନା ଣ୍ତିଙ୍ଗ୍‌ଏ ତେଲା ନେଙ୍ଗ୍‌ନେ ଗର୍‍ବେନେ ଆତ୍ମା ଆତେନ୍‌ ଡିଙ୍ଗ୍‌ଏ ମାତର୍‌‌ ନେଙ୍ଗ୍‌ନେ ବୁଜେ ୟାଏ, ନେନେ ବପୁ ଆତ୍‌ଅରିଆ ଆଲେଃ ଣ୍ଡୁ ।
15 ତେବେ କର୍ତ୍ତବ୍ୟ କଅଣ? ମୁଁ ଆତ୍ମା ଦ୍ୱାରା ପ୍ରାର୍ଥନା କରିବି; ପୁଣି, ବୁଦ୍ଧି ସହିତ ମଧ୍ୟ ପ୍ରାର୍ଥନା କରିବି; ଆତ୍ମା ଦ୍ୱାରା ସ୍ତୁତିଗାନ କରିବି, ପୁଣି, ବୁଦ୍ଧି ସହିତ ମଧ୍ୟ ସ୍ତୁତିଗାନ କରିବି।
ତେଲା ନେଙ୍ଗ୍ ମେଃମେଃନେ ଣ୍ଡିଂଏ? ନେଙ୍ଗ୍ ନେଙ୍ଗ୍‌ନେ ଆତ୍ମାନେ ବୁଦିରେ ପାର୍‍ତନା ଣ୍ଡିଙ୍ଗ୍‍ଏ; ମାତର୍‌ ଜିଆଃ ଜିଆଃ ବୁଦି ଆଃକଟେଚେ ଡିଗ୍ ପାର୍‍ତନା ଣ୍ଡିଙ୍ଗ୍‍ଏ । ନେଙ୍ଗ୍ ନେଙ୍ଗ୍‌ନେ ଚାଲନାରେ ଅସ୍‌ମାର୍ ନ୍‍ସାର୍‍ଏ ମାତର୍‌ ମେଁ ଏତେ ମନ୍ ଦିଆନ୍‍ ବିଚେ ଅସ୍‌ମାର୍ ନ୍‍ସାର୍‍ଏ ।
16 ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍‍ କହିବ?
ପେଇଂ ଜଦି ଆତ୍ମା ବାନ୍ ପର୍‌ମେସର୍‌କେ ଦନ୍ୟବାଦ୍‌ ପେଡିଙ୍ଗ୍‌ଏ, ତେଲା ସାଦାସିଦା ରେମୁଆଁ ପେନେ ସାମୁଆଁ ଆବୁଜେଆର୍‌ଲା ଡିରକମ୍ ପେନେ ଦନ୍ୟବାଦ୍‌ ବିଃନ୍ନିଆ “ଆମେନ୍‌” ବାସଙ୍ଗ୍ଏ?
17 ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ଉନ୍ନତି ହୁଏ ନାହିଁ।
ପେଇଂ ପର୍‌ମେସର୍‌କେ ନିମାଣ୍ତା ବାବ୍‌ରେ ଦନ୍ୟବାଦ୍‌ ଆମ୍ୟାପେଡିଙ୍ଗ୍‌ ମାତର୍‌‌ ମେଁବାନ୍‌ ବିନ୍ ରେମୁଆଁ ଆତ୍ମିକ ଲାବ୍‌ ଆବାକେ ଣ୍ତୁ ।
18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ପରଭାଷାରେ କଥା କହେ ବୋଲି ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି;
ନେଙ୍ଗ୍ ଇସ୍‌ପର୍‌କେ ଦନ୍ୟବାଦ୍ ବିଃଣ୍ଡିଂ ଡାଗ୍ଲା ନେଙ୍ଗ୍ ପେନେ ସାପାରେ ଡାଗ୍ରା ଜାବର୍ ବାବ୍‌ରେ ବିନ୍ ବାସା ବାସଙ୍ଗ୍‌ ଇଁୟାଏ ।
19 ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥିନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ।
ମାତର୍‌‌ ମଣ୍ତଲିନେ ଉପାସ୍‌ନ୍ନିଆ ବିନ୍ ବାସାନ୍ନିଆ ଏଜାମାୟାନେ ବ୍ନାଲିର୍‍ ଆଃମିସୁଚେ ବାରି ସାପାରେ ବୁଜେ ୟାକେ ରକମ୍‌ ମାଲିକ୍ଲିଗ୍‌ ସାମୁଆଁ ବାସଙ୍ଗ୍‌ନେ ବଲ୍ ଡାଗ୍‌ଚେ ନେଙ୍ଗ୍ ମନେ ଣ୍ଡିଂଏ ।
20 ହେ ଭାଇମାନେ, ବୁଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ-ବୟସ୍କ ହୁଅ।
ଅ ତନା ବାରି ବୟାଁଇଂ ବୁଦି କଟେକେଲା ଗଡ଼େଇଂ ରକମ୍‌ ଆଡିଙ୍ଗ୍‌ପା ବାରି ଦଦ୍ୟା ବିସୟ୍‌ରେ ଗଡ଼େଇଂ ରକମ୍‌ ଡିଙ୍ଗ୍‌ପା ବାରି ବୁଦିରେ ଡକ୍ରା ରେମୁଆଁ ସୁଗୁଆ ଡିଙ୍ଗ୍‌ପା ।
21 ବ୍ୟବସ୍ଥାରେ ଲେଖାଅଛି, “ପ୍ରଭୁ କହନ୍ତି, ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ସେମାନେ ଆମ୍ଭର କଥା ଶୁଣିବେ ନାହିଁ।”
ଦରମ୍ ସାସ୍ତର୍‌ନ୍ନିଆ ଗୁଆର୍‌ବକେ “ମାପ୍ରୁ ବାସଙ୍ଗ୍‌ଣ୍ଡିଙ୍ଗ୍‍ ମାମ୍ୟାକ୍ନେ ବାସା ବାସଙ୍ଗ୍‌ମ୍ୟାକ୍ନେ ବିଦେସି ରେମୁଆଁଇଂନେ ତୁମୁଆଃନ୍ନିଆ ନେଙ୍ଗ୍ ଏନ୍‌ ଜାତି ଏତେ ସାମୁଆଁ ମ୍ବାସଙ୍ଗ୍‌ଏ । ଏଲେ ଡିଗ୍ ମେଇଂ ନେଙ୍ଗ୍‌ନେ ସାମୁଆଁ ଆଃ ଅଁ ଆର୍‌ଏ ଣ୍ତୁ ।”
22 ଏଣୁ ପରଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ।
ତେସା ବିନ୍ ବ୍ନାସାରେ ସାମୁଆଁ ବାସଙ୍ଗ୍‌ନେ ବିସ୍‌ବାସିଇଂ ନ୍‌ସା ଚିନା ରକମ୍‌ ମାତର୍‌ ଅବିସ୍‌ବାସିଇଂ ନ୍‌ସା ଚିନା ରକମ୍‌; ବିନ୍ ପାକା ବବିସତ୍‌ ସାମୁଆଁ ବାସଙ୍ଗ୍‌ନେ ଅବିସ୍‌ବାସିଇଂ ନ୍‌ସା ଚିନା ରକମ୍‌ ଣ୍ତୁ ମାତର୍‌ ବିସ୍‌ବାସିଇଂ ନ୍‌ସା ଚିନା ରକମ୍‌ ।
23 ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି, ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କଅଣ ସେମାନେ କହିବେ ନାହିଁ?
ମଣ୍ତଲିନେ ସାପାରେ ମୁଇଂଅରିଆ ରିସିଙ୍ଗ୍‍ ଲେଃକେଲା ଜଦି ସାପାରେ ମାମ୍ୟାକ୍ନେ ବ୍ନାସାରେ ସାମୁଆଁ ବାସଙ୍ଗ୍ଏ ବାରି ଆତ୍‌ଅରିଆ ସାଦାସିଦା ରେମୁଆଁ ବାରି ବିନ୍ ଅବିସ୍‌ବାସି ରେମୁଆଁଇଂ ପାଙ୍ଗ୍‌ଏ ମେଇଂ ମେଁନେ ମଣ୍ତଲିନେ ସାପାରେକେ ବାୟା ଡାଗ୍‌ଚେ ମନେ ଆଡିଙ୍ଗ୍ ଆର୍‌ଏ?
24 କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ପୁଣି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ, ତେବେ ସେ ସମସ୍ତଙ୍କ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୁଏ, ସମସ୍ତଙ୍କ ଦ୍ୱାରା ବିଚାରିତ ହୁଏ,
ମାତର୍‌‌ ମେଇଂ ଜଦି ଇସ୍‌ପର୍‌ନେ ବ୍ନାଲିର୍ ବାସଙ୍ଗ୍‌ ପାଲେ ବାରି ମୁଇଂଜା ବିନ୍ ଅବିସ୍‌ବାସି ଣ୍ତୁଲା ସାଦାସିଦା ରେମୁଆଁ ଆତ୍‌ଅରିଆ ପାଙ୍ଗ୍‍ଲେଃକେ, ମେଁ ମେଃମେଃନେ ଅଁଏ,
25 ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହୁଏ; ସେଥିରେ ସେ ମୁହଁ ମାଡ଼ି ପଡ଼ିବ ଓ ଈଶ୍ବର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ।
ଆତ୍‌ବାନ୍ ମେଁନେ ପାପ୍ ଆଡ଼ାତ୍ରା ମେଁ ଚେତ୍‌ନା ଡିଙ୍ଗ୍ ୟାଏ; ମେଁନେ ଗାଗ୍‌ଡ଼େନେ ବୁଡ଼ିଲେଃକ୍ନେ ବିସୟ୍ ତାଣ୍ଡେ ତ୍ନାଏ; ମେଁ ଇସ୍‌ପର୍‌ନେ ଡାଗ୍ରା ଗୁଆରେଚେ ମେଁନେ ଆରାଦନା ଡିଙ୍ଗ୍‌ଏ ବାରି ବାସଙ୍ଗ୍‌ ଅଲେଙ୍ଗ୍‌ଏ । “ସତ୍‌ରେ ଇସ୍‌ପର୍ ପେ ବିତ୍ରେ ପାଙ୍ଗ୍‍ଲେଃକେ!”
26 ହେ ଭାଇମାନେ, ତେବେ କର୍ତ୍ତବ୍ୟ କଅଣ? ତୁମ୍ଭେମାନେ ସମବେତ ହେବା ସମୟରେ ଗୀତ, ବା ଶିକ୍ଷା, ବା ପ୍ରକାଶିତ ବାକ୍ୟ, ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି। ସମସ୍ତ ବିଷୟ ନିଷ୍ଠା ନିମନ୍ତେ କରାଯାଉ।
ବୟାଁ ବାରି ତନାଇଂ ଆପେକେ ନେଙ୍ଗ୍ ବାସଙ୍ଗ୍‌ନେ ଉଦେସ୍‌; ପାର୍‌ତନା ଡିଙ୍ଗ୍‌ନ୍‌ସା ମୁଇଂଅରିଆ ରିସିଙ୍ଗ୍‍ନେ ବେଲା ଜାଣ୍ଡେ ମୁଇଂଜା ଅସ୍‌ମାର୍‌ ସାର୍‌ଲେଃ ବାରି ମୁଇଂଜା ବୁଦି ବିଲେ, ଜାଣ୍ଡେ ମୁଇଂଜା ଇସ୍‌ପର୍‌ନେ ଗୁଲୁଏ ଦେସ୍‍ପାକା କେକ୍ନେ ସାମୁଆଁ ବାସଙ୍ଗ୍‌ଲେ ବାରି ମୁଇଂଜା ବିନ୍ ବାସା ସାମୁଆଁ ବାସଙ୍ଗ୍‌ଲେ ବାରି ମୁଇଂଜା ଏନ୍‌ ଆମ୍ୟାକ୍ନେ ବାସାନେ ଅର୍‌ତ ବୁଜେ ବିଲେ । ଏନ୍‌ ସାପା ମଣ୍ତଲି ବିତ୍ରେ ମ୍ନା ନ୍‍ସା ଦର୍‌କାର୍ ।
27 ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ।
ଜଦି ଉଡ଼ିରୁଆ ବିନ୍ ବ୍ନାସାରେ ସାମୁଆଁ ବାସଙ୍ଗ୍‌ ନ୍‍ସା ଇକ୍‌ଚା ଡିଙ୍ଗ୍‌ଏ ତେଲା ମୁଇଂଜା ଇଡ଼ିଂ ମୁଇଂଜା ଦେକ୍‌ରକମ୍ ମ୍ୱାକ୍ଲିଗ୍‍ବାନ୍‍ ଜାବର୍‌ ଡିଙ୍ଗ୍‌ଲା ଞ୍ଜିରୁଆ ବାସଙ୍ଗ୍‍ଲେ ବାରି ଜାଣ୍ଡେଡିଗ୍‍ ମୁଇଂଜା ଡିଲାଡିଗ୍ ମେଁନେ ଅର୍‌ତ ବୁଜେ ବିଲେ ।
28 କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ବରଙ୍କୁ କହୁ।
ଅର୍‌ତ ଆଃବୁଜେ ନ୍‌ସା ଜାଣ୍ଡେ ଆଲେଃଗେ ବିନ୍ ବ୍ନାସାରେ ସାମୁଆଁ ବାସଙ୍ଗ୍‌ ନ୍‌ସା ଚାଏଁଡିଂକ୍ନେ ରେମୁଆଁ ମଣ୍ଡଲିନ୍ନିଆ ବୁଙ୍ଗ୍‌ ଲେଃଲେ । ମେଁ ମାତର୍‌ ମନେ ମନେ ଇସ୍‌ପର୍ ଏତେ ଦେତ୍‌ରକମ୍ ସାମୁଆଁ ବାସଙ୍ଗ୍‌ଲେଃ ।
29 ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ଅନ୍ୟମାନେ ବିଚାର କରନ୍ତୁ।
ବାରି ମ୍ୱାୟା ଣ୍ତୁଲା ଞ୍ଜିରୁଆ ବାବବାଦି ବାସଙ୍ଗ୍‌ଆର୍‌ଲେଃ ବାରି ବିନ୍‌ ରେମୁଆଁ ବିଚାର୍ ଡିଂଆର୍‌ଲେଃ ।
30 କିନ୍ତୁ ଉପବିଷ୍ଟ ଅନ୍ୟ କାହାରି ପ୍ରତି ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ, ତାହାହେଲେ ପ୍ରଥମ ଜଣକ ନୀରବ ହେଉ।
ଜଦି ଆତ୍‌ଅରିଆ କଲେଃକ୍ନେ ମୁଇଙ୍ଗ୍ ରେମୁଆଁ ପର୍‌ମେସର୍‌ନେ ବାନ୍ ମୁଇଙ୍ଗ୍ ସାମୁଆଁ ବାଏ, ତେଲା ପର୍‍ତୁମ୍‍ ବକ୍ତା ବୁଙ୍ଗ୍‌ ଲେଃନେ ଦର୍‌କାର୍ ।
31 କାରଣ ଯେପରି ସମସ୍ତେ ଶିକ୍ଷା ପାଆନ୍ତି, ପୁଣି, ସମସ୍ତେ ଚେତନା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ସମସ୍ତେ ଜଣ ଜଣ କରି ଭାବବାଣୀ କହିପାର।
ସାପାରେନେ ବୁଦି ବାରି ଚେତ୍‍ନାନ୍‍ସା ସାପାରେ ମୁଇଂଜା ଇଡ଼ିଂ ମୁଇଂଜା ଇସ୍‌ପର୍‌ନେ ବ୍ନାଲିର୍‍ ବାସଙ୍ଗ୍‌ ପେୟାଏ ।
32 ଭାବବାଦୀମାନଙ୍କ ଆତ୍ମା ଭାବବାଦୀମାନଙ୍କର ବଶୀଭୂତ।
ମାତର୍‌ ଇସ୍‌ପର୍‌ନେ ବ୍ନାଲିର୍‍ ବାସଙ୍ଗ୍‌ନେ ବପୁ ବାବବାଦିଇଂନେ ଡାଗ୍‍ରା ଲେଃନେ ଦର୍‌କାର୍ ।
33 କାରଣ ଈଶ୍ବର ବିଶୃଙ୍ଖଳତାର ଈଶ୍ବର ନୁହଁନ୍ତି, ମାତ୍ର ଶାନ୍ତିର ଈଶ୍ବର।
ମେଁ ଡାଗ୍‍ଲା ଇସ୍‌ପର୍ କିରମର ଡିଙ୍ଗ୍‌ନେ ମାପ୍ରୁ ଣ୍ଡୁ, ମେଁ ସାନ୍ତିନେ ଇସ୍‌ପର୍ । ଡିଡିରକମ୍‌ ପବିତ୍ର ରେମୁଆଁଇଂନେ ମଡ଼ା କଲସିୟନ୍ନିଆ ଲେଃକେ ।
34 ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାନ୍ତି, ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତ ହୋଇ ରହନ୍ତୁ।
ପେ ମଣ୍ତଲିନେ କୁକପାର୍‍ନ୍ନିଆ ଡିଗ୍ ଦେତ୍‌ରକମ୍ ସେଲାମ୍ବୁଏଃଇଂ ବୁଙ୍ଗ୍‍ ଲେଃଆର୍‍ଲେ । ଆତ୍‌ଅରିଆ ସାମୁଆଁ ବାସଙ୍ଗ୍‍ନେସା ଆମେଇଂକେ ଆଦେସ୍‍ ଆମିଲେକେ । ଜିହୁଦି ନିୟମ୍‌ ଇସାବ୍‌ରେ ମେଇଂ ଆତ୍‌ଅରିଆ କଲେ ଆର୍‍ଲେ ।
35 ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ଆପଣା ଆପଣା ସ୍ୱାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ।
ମେଇଂ ମେଃଡିଗ୍ ବିସୟ୍ ବିଜେନ୍‌ସା ଇକ୍‌ଚା ଡିଙ୍ଗ୍‌ଆର୍‌ଏ ଡୁଆ ୱିଗ୍‍ଚେ ନିଜର୍ ଆଣ୍ଡାକେ ସାଲିଆଃକୁପା । ଡାଗ୍ଲା ମଣ୍ତଲି ବିତ୍ରେ ସାମୁଆଁ ବାସଙ୍ଗ୍‌ନେ ସେଲାମ୍ବୁଏଃନେ ଆଡ଼ାତ୍ରା ଗିଆସମାଲା ।
36 କଅଣ? ଈଶ୍ବରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି?
ଇସ୍‌ପର୍‌ନେ ବ୍ନାଲିର୍ ମେଃମେଃନେ ପେ ବିତ୍‍ରେବାନ୍‌ ତାର୍ ଆଲେଃଗେ ଣ୍ଡୁଲା ଆକେନ୍ ମେଁନେ ସରାଃ ପେ ଡାଗ୍‍ରା ପାଙ୍ଗ୍‍ଲେଃଗେ?
37 କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହିସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏହା ସେ ଜ୍ଞାତ ହେଉ।
ପେ ବିତ୍ରେ ବାନ୍ ଜାଣ୍ଡେ ଜଦି ନିଜେକେ ମୁଇଙ୍ଗ୍ ବାବବାଦି ଣ୍ତୁଲା ଆତ୍ମାନେ ଦାନ୍ ବାଲେଃକ୍ନେ ରେମୁଆଁ ଡାଗ୍‌ଚେ ବାବେଏ ମେଁ ମ୍ୟାଲେଃକେ ଜେ ଆକ୍‌ଅରିଆ ନେଙ୍ଗ୍ ଜା ସାପା ଗୁଆର୍‌ବକେ ଆତେନ୍‌ ମାପ୍ରୁନେ ଆଦେସ୍‌ ।
38 କିନ୍ତୁ କେହି ଯଦି ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ।
ମାତର୍‌ ଜଦି ମେଁ ଆକେନ୍ ସାପା ବ୍ନାଲିର୍‍କେ ଉର୍‍ଲେଃଏ । ପେ ଆମେକେ ଉର୍‍ପା ।
39 ଏଣୁ ହେ ମୋହର ଭାଇମାନେ, ଭାବବାଣୀ କହିବାକୁ ଏକାନ୍ତ ଚେଷ୍ଟା କର; ପୁଣି, ପରଭାଷାରେ କଥା କହିବାକୁ ମନା ନ କର।
ତେସା ଅ ନେଙ୍ଗ୍‌ନେ ବୟାଁଇଂ ଇସ୍‌ପର୍‌ନେ ବ୍ନାଲିର୍‍ ବାସଙ୍ଗ୍‍ ଅଲେଙ୍ଗ୍‌ନେ ଇକ୍‌ଚା ପେଡିଙ୍ଗ୍‌ଏ । ମାତର୍‌ ବିନ୍ ବ୍ନାସାରେ ସାମୁଆଁ ବାସଙ୍ଗ୍‍ନେସା ଆଜାକେ ମନା ଆଡିଙ୍ଗ୍‌ପା ।
40 କିନ୍ତୁ ସମସ୍ତ ବିଷୟ ସୁନ୍ଦରତାରେ ଓ ଶୃଙ୍ଖଳତାନୁସାରେ କରାଯାଉ।
ସାପା କାମ୍ ନିମାଣ୍ଡା ବାବ୍‌ରେ ସାନ୍ତିରେ ଡିଙ୍ଗ୍‌ନେ ଦର୍‌କାର୍ ।

< କରିନ୍ଥୀୟ 14 >