< କରିନ୍ଥୀୟ 13 >

1 ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ ଠଣ୍ ଠଣ୍ ଶବ୍ଦକାରକ ପିତଳ ଘଣ୍ଟା କିମ୍ବା ଝମ୍‍ ଝମ୍‍ ଶବ୍ଦକାରୀ ଝାଞ୍ଜ ସ୍ୱରୂପ ହୋଇଅଛି।
ଇଚିହିଁ ନା଼ନୁ ମାଣ୍‌ସିୟାଁ ଅ଼ଡ଼େ ଦୂତୁୟାଁ ହା଼ଡାତଲେ ଜ଼ଲିଇଁ, ସାମା ନା଼ ଜୀୱୁନ଼ନାୟି ହିଲେଏ, ଆତିହିଁ ନା଼ନୁ ଟିଣି ଟିଣି ଆ଼ନି ଜିଣ୍‌ଙ୍ଗା ଅ଼ଡ଼େ ଟାପୁଡ଼ି ୱେ଼ନି ହା଼ଡାଲେହେଁ ତାତେଏଁ ।
2 ଆଉ, ଯଦି ମୋହର ଭାବବାଣୀ କହିବାର ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୂଢ଼ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶୀ ହୋଇଥାଏ, ପୁଣି, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ନୁହେଁ।
ଇଚିହିଁ ନା଼ନୁ ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନି ବା଼ଡ଼୍‌ୟୁ ମାନେ, ଅ଼ଡ଼େ ବାରେ ଡ଼ୁଗାମାନାଣି ଇଞ୍ଜାଁ ବୁଦିତିକାତା ପୁନାତେଏଁ, ଅ଼ଡ଼େ ହ଼ରୁଇଁ ଏଟ୍‌କା ଗୁଚି କିହାଲି ନାଙ୍ଗେ ହା଼ରେକା ନାମୁ ମାଚି ଜିକେଏ, ସାମା ନା଼ ତା଼ଣା ଜୀୱୁନ଼ନାୟି ହିଲେଏ, ଆତିହିଁ ନା଼ନୁ ଏ଼ନାତେଏଁ ଆ଼ଏ ।
3 ପୁଣି, ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ମୋହର ସର୍ବସ୍ୱ ବିତରଣ କରେ, ପୁଣି, ଯଦି ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୋହର କିଛି ଲାଭ ନାହିଁ।
ଇଚିହିଁ ନା଼ନୁ ହିଲାଆଗାଟି ଲ଼କୁତାକି ତିଞ୍ଜାଲି ବାରେ ଦ଼ନ ହୀଇଁ, ଅ଼ଡ଼େ ନା଼ନୁ ନା଼ ଆଙ୍ଗାତି ୱେହାଲି ତାକି ହେର୍‌ପିଇଁ, ସାମା ନା଼ ତା଼ଣା ଜୀୱୁନ଼ନାୟି ହିଲେଏ ଇଚିହିଁ ନା଼ଦି ଏ଼ନି ଲା଼ବା ଆ଼ଏ ।
4 ପ୍ରେମ ଦୀର୍ଘସହିଷ୍ଣୁ ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ,
ଜୀୱୁନ଼ନାୟି ଅ଼ର୍‌ହିନାୟି, ଜୀୱୁନ଼ନାୟି ନେହାଁଣି ଅଣ୍‌ପିନାୟି, ଡା଼ହାରା କିଆଗାଟାୟି, ବଡପଣ ଆ଼ଆଗାଟାୟି, ଆଙ୍କାରା କିଆଗାଟାୟି ।
5 ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ,
ଲାଗେଏ କିହିଁ ଲେ଼ମ୍ବେଏ, ଜାହାରା ତାକି ଅଣ୍‌ପେଏ, ବିରିବିରା ଆ଼ଏ, ଲାଗେଏ କିହାଲି ଅଣ୍‌ପୁତା ଇଟେଏ ।
6 ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ;
ଲାଗେଏତି କାମାତାକି ରା଼ହାଁ ଆ଼ଆଗାଟାୟି, ସାମା ସାତାତା ରା଼ହାଁ କିନାୟି;
7 ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ।
ଜୀୱୁ ନ଼ନିତା଼ଣା ବାରେ ଅ଼ର୍‌ହିନାୟି, ବାରେ ତା଼ଣା ନାମିନାୟି, ବାରେ ତା଼ଣା ବା଼ର୍ସୁ ହୀନାୟି, ବାରେ କାତାତା ସା଼ସା ଆହ୍‌ନାୟି ।
8 ପ୍ରେମ କଦାପି ଶେଷ ହୁଏ ନାହିଁ; କିନ୍ତୁ ଯଦି ଭାବବାଣୀ ଥାଏ, ତାହା ଲୋପ ହେବ; ଯଦି ପରଭାଷା ଥାଏ, ସେହିସବୁ ନିବୃତ୍ତ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ହେବ।
ଜୀୱୁନ଼ନାୟି ଏଚେଲା ରା଼ଏ; ସାମା ମାହାପୂରୁ ଅଣ୍‌ପୁତି ବ଼ଲୁ ୱେ଼କ୍‌ହା ମାନାୟି, ଦିନା ୱା଼ତିସାରେ ମିଚି ଜିକେଏ ଆ଼ନେ; ଏଟ୍‌କା ଏଟ୍‌କା ଜ଼ଲିନି ହା଼ଡା ମାଚି ଜିକେଏ ଏ଼ଦି ର଼ ଦିନା ସାପି ଆ଼ନେ; ବୁଦିତିକାତା ମାଚି ଜିକେଏ ଏ଼ଦି ମେଣ୍‌ଙ୍ଗାହାନେ ।
9 କାରଣ ଆମ୍ଭେମାନେ ଆଂଶିକ ଭାବେ ଜାଣୁ ଓ ଆଂଶିକ ଭାବେ ଭାବବାଣୀ କହୁ।
ଇଚିହିଁ ମା଼ର ରଚାଣିଏ ପୁନାୟି ଅ଼ଡ଼େ ମାହାପୂରୁ ଅଣ୍‌ପୁତି ବ଼ଲୁ ଇଚେକେଏ ୱେ଼କ୍‌ହାଲି ଆ଼ଡିନାୟି ।
10 କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟର ଲୋପ ହେବ।
୧୦ସାମା ପୂରା ଆ଼ନାୟି ୱା଼ତିହିଁ ଉଜେଏତାୟି ମେଣ୍‌ଙ୍ଗାହାନେ ।
11 ଶିଶୁ ଥିବା ସମୟରେ ମୁଁ ଶିଶୁ ପରି କଥା କହୁଥିଲି, ଶିଶୁ ପରି ଭାବୁଥିଲି, ଶିଶୁ ପରି ବିଚାର କରୁଥିଲି; ବୟସପ୍ରାପ୍ତ ହୁଅନ୍ତେ ମୁଁ ଶିଶୁର ବିଷୟସବୁ ପରିତ୍ୟାଗ କଲି।
୧୧ନା଼ନୁ ଊଣା ମାଚିବେ଼ଲା ଊଣା କକାରି ଲେହେଁ ଜ଼ଲି ମାଚେଏଁ, ଊଣା କକାରି ଲେହେଁ ଅଣ୍‌ପିମାଚେଏଁ, ଊଣା କକାରି ଲେହେଁ ପୁଞ୍ଜିମାଚେଏଁ; ନା଼ନୁ ପାଡାଆ଼ତି ମାଣ୍‌ସି ଆୟାଲିଏ ନା଼ନୁ ଊଣା କକାରି କାତା ପିସାତୁସ୍ତେଏଁ ।
12 କାରଣ ଏବେ ଆମ୍ଭେମାନେ ନିଗୂଢ଼ ବାକ୍ୟରୂପ ଦର୍ପଣର ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖି ହୋଇ ଦେଖିବା ଯେତେବେଳେ ଯୀଶୁ ପୁନର୍ବାର ଆସିବେ; ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚିତ, ସେହିପରି ମଧ୍ୟ ପରିଚୟ ପାଇବି।
୧୨ଇଚିହିଁ ନୀଏଁ ମା଼ର ଡ଼ୁଗାମାନି କାତା ଲେହେଁତି ଦାର୍ପେଣିତା ମେସିମାନାୟି, ସାମା ଏଚିବେ଼ଲା ମୂମ୍ବୁ ମୂମ୍ବୁତା ମେସ୍‌ପି ଆ଼ନାୟି; ନୀଏଁ ନା଼ନୁ ଏ଼ନିକିଁ ପୁଞ୍ଜାମାଇଁ, ସାମା ଏଚିବେ଼ଲା ନାଙ୍ଗେ ଏ଼ନିକିଁ ପୁଞ୍ଜାମାଞ୍ଜାନେସି, ନା଼ନୁ ଜିକେଏ ଏଲେକିଁ ଡା଼ୟୁ ପୁଇଁ ।
13 ଅତଏବ ବିଶ୍ୱାସ, ଭରସା, ପ୍ରେମ, ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ।
୧୩ଏ଼ଦାଆଁତାକି ନାମିନାୟି, ଆ଼ସା କିନାୟି, ଜୀୱୁନ଼ନାୟି, ଈ ତୀନିଗଟା କା଼ଲେଏତାଇ, ସାମା ଈ ବିତ୍ରାଟି ଜୀୱୁନ଼ନାୟି ବାରେକିହାଁ କାଜାୟି ।

< କରିନ୍ଥୀୟ 13 >