< ରୋମୀୟ 1 >
1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ବର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ,
୧କ୍ରୀସ୍ତ ଜୀସୁତି ହ଼ଲେଏସି ଅ଼ଡ଼େ ମାହାପୂରୁ ହୀହାମାନି ନେହିଁ ବ଼ଲୁ ୱେ଼କ୍ହାଲି ପାଣ୍ତ୍ୱି ଆ଼ହାଁ ଆ଼ଚାନା ହା଼ଟ୍କି ଆ଼ହାମାନି ସୀସୁ ପା଼ୱୁଲତି ଆ଼କୁ ।
2 ସେ ରୋମରେ ଥିବା ଈଶ୍ବରଙ୍କ ପ୍ରିୟ ଓ ଆହୂତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛି।
୨ଦାର୍ମୁ ସା଼ସ୍ତେରିତା ରା଼ସ୍କି ଆ଼ହାମାନି ଲେହେଁ ଈ ନେହିଁ କାବ୍ରୁତି କାତା ତଲି କା଼ଲାଟିଏ ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାରି ତା଼ଣାଟି ଆ଼ଞ୍ଜାମାଚେସି ।
3 ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ,
୩ଈଦି ମାହାପୂରୁ ମୀର୍ଏଣାତି କାତା, ମା଼ ପ୍ରବୁ ଜୀସୁ କ୍ରୀସ୍ତ ମାଣ୍ସି ଆ଼ହାଁ ଏ଼ୱାସି ଦାୱୁଦ କୂଡ଼ାତା ଜାର୍ନା ଆ଼ତେସି ।
4 କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ବରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ
୪ସାମା ତାନି ଲାକପୂରୁତି ସୁଦୁଜୀୱୁ ତାକି, କାଜା ହା଼କିଟି ନିଙ୍ଗାନା ଏ଼ୱାସି ବା଼ଡ଼୍ୟୁ ତଲେ ଜୀସୁ ମାହାପୂରୁତି ମୀର୍ଏସି ମସିହା ଇଞ୍ଜିଁ ୱେ଼ଙ୍ଗିତେସି,
5 ଆଉ, ଯେଉଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ହୋଇଅଛ,
୫କ୍ରୀସ୍ତ ତାକି, ମାହାପୂରୁ ନାଙ୍ଗେ ପାଣ୍ତ୍ୱିଆ଼ହାମାନି ସୀସୁ ଲେହେଁ ହା଼ଟାନା, ବାରେ କୂଡ଼ାତି ଲ଼କୁତା଼ଣା ନେହିଁ ବ଼ଲୁ ୱେ଼କ୍ହାଲି ପାରୁ ହୀହାମାଞ୍ଜାନେସି, ଏ଼ନିକିହିଁ ଏ଼ୱାରି କ୍ରୀସ୍ତ ଜୀସୁ ତା଼ଣା ନାମାନା ତାଙ୍ଗେ ମା଼ନୱି ଆ଼ହାନା ଡ଼ୟିନେରି ।
6 ତାହାଙ୍କ ନାମର ଗୌରବ ନିମନ୍ତେ ସେହି ଅଣଯିହୁଦୀ ସମସ୍ତେ ଯେପରି ବିଶ୍ୱାସ କରି ଆଜ୍ଞାକାରୀ ହୁଅନ୍ତି, ଏଥିନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ଓ ପ୍ରେରିତ ପଦ ପାଇଅଛୁ।
୬ର଼ମ୍ ଗା଼ଡ଼ାତା ବାସାଆ଼ହାମାନି ଲ଼କୁତେରି, ମୀରୁ ଜିକେଏ ଜୀସୁ କ୍ରୀସ୍ତତି ଲ଼କୁ ଆ଼ହାଲି ହା଼ଟ୍କି ଆ଼ହାମାଞ୍ଜେରି ।
7 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
୭ର଼ମ୍ତି ଆମିନି ଲ଼କୁଣି ମାହାପୂରୁ ଜୀୱୁ ନ଼ହାମାନେସି ଇଞ୍ଜାଁ ତାନି ଲ଼କୁ ଆ଼ହାଲିତାକି ହା଼ଟାମାନେସି, ଏ଼ ବାରେ ଲ଼କୁତାକି ନା଼ନୁ ଈ ଆ଼କୁ ରା଼ଚିମାଇଁ, ମା଼ ଆ଼ବା ମାହାପୂରୁ ଅ଼ଡ଼େ ପ୍ରବୁ ଜୀସୁ କ୍ରୀସ୍ତ ତା଼ଣାଟି ମିଙ୍ଗେ କାର୍ମାମେହ୍ନାୟି ଅ଼ଡ଼େ ହିତ୍ଡ଼ି ଆୟାପେ ।
8 ପ୍ରଥମରେ, ତୁମ୍ଭମାନଙ୍କ ବିଶ୍ୱାସର ସୁସମ୍ବାଦ ଯେ ସମୁଦାୟ ଜଗତରେ ଶୁଣାଯାଉଅଛି, ଏଥିନିମନ୍ତେ ମୁଁ ତୁମ୍ଭ ସମସ୍ତଙ୍କ ସକାଶେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି।
୮ମୂଲୁଏ, ମୀ ନାମୁତି ନେହିଁ ହା଼ଡା ବାରେ ଦାର୍ତିତା ୱେ଼ଙ୍ଗିମାନେ, ଏ଼ଦାଆଁତାକି ନା଼ନୁ ମୀ ବାରେଜା଼ଣା ତାକି ଜୀସୁ କ୍ରୀସ୍ତ ତା଼ଣାଟି ନା଼ ମାହାପୂରୁଇଁ ଜହରା କିହିମାଇଁ ।
9 କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ବରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇପାରେ,
୯ନା଼ ବାରେ ହିୟାଁ ଜୀୱୁତଲେ ନା଼ନୁ ଆମିନି ମାହାପୂରୁତି ସେ଼ବା କିହିମାଇଁ ଇଞ୍ଜାଁ ଆମିନି ମାହାପୂରୁତି ମୀର୍ଏଣାତି ନେହିଁ କାବ୍ରୁ ୱେ଼କ୍ହିମାଇଁ, ଏ଼ ମାହାପୂରୁ ନା଼ ସା଼କି ।
10 ଏଥିନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରିଆସୁଅଛି, ସେ ବିଷୟରେ ଯେଉଁ ଈଶ୍ବରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି।
୧୦ପ୍ରା଼ତାନା କିନାଟି ନା଼ନୁ କା଼ଲେଏ ମିଙ୍ଗେ ଅଣ୍ପାଇଁ ଇଞ୍ଜାଁ ମୀ ତା଼ଣା ୱା଼ହାଲି ନାଙ୍ଗେ ପାରୁ ହିୟାନି ମାହାପୂରୁ ତା଼ଣା ବାତିମା଼ଲିମାଇଁ ।
11 ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି,
୧୧ଇଚିହିଁ ନା଼ନୁ ମିଙ୍ଗେ ଆଣ୍ତାଲି ହା଼ରେକା ମ଼ନ କିହିମାଇଁ, ଇଞ୍ଜାଁ ମିଙ୍ଗେ ର଼ ଜୀୱୁତି ବ଼ର ହିୟାଇଁ, ଏ଼ନିକିଁ ମୀରୁ ତୀରିଆ଼ହାନା ମାଞ୍ଜେରି ।
12 ବରଂ ଯେପରି ତୁମ୍ଭମାନଙ୍କର ଓ ମୋହର, ଉଭୟ ପକ୍ଷର ବିଶ୍ୱାସ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାପ୍ତ ହୁଏ।
୧୨ଈଦାଆଁ ତଲେ ମା଼ର ରଅତୱି ରଅଣା ନାମୁତି ଆ଼ଟ୍ୱା କିହାଲି ଆ଼ଡିନାୟି ।
13 ହେ ଭାଇମାନେ, ଅବଶିଷ୍ଟ ଅଣଯିହୁଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।
୧୩ଏ଼ ତାୟିୟାଁ ଅ଼ଡ଼େ ତାଙ୍ଗିସ୍କାତେରି, ମୀ ତା଼ଣା ୱା଼ହାଲି ତାକି ନା଼ନୁ ହା଼ରେକା ଦେବା ଅଣ୍ପାମାଇଁ, ସାମା ହା଼ରେକା ବା଼ଦା ବେଟାଆ଼ତାକି, ନୀଏଁ ପାତେକା ୱା଼ହାଲି ଆ଼ଡାଆତେଏଁ । ଏଟ୍କା କୂଡ଼ାତି ଲ଼କୁତା଼ଣା ଜିକେଏ ବ଼ଲୁ ୱେ଼କ୍ହାନା ଏ଼ନିକିହିଁ ପା଼ଡ଼େୟି ବେଟାଆ଼ହାମାଇଁ, ମୀ ତା଼ଣା ଜିକେଏ ଏଲେକିହାଲି ନା଼ ଅଣ୍ପୁ ।
14 ଗ୍ରୀକ୍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ।
୧୪ଏ଼ନାଆଁତାକି ଇଚିହିଁ ବୁଦିଗାଟାରି ଅ଼ଡ଼େ ପାଙ୍ଗାତାରି ଜା଼ପିତାରି ଅ଼ଡ଼େ ଜା଼ପାଆତି ଲ଼କୁ ବାରେ ଗଚିତି ଲ଼କୁତାକି ନା଼ ଦାୟିପତି ମାନେ ।
15 ଅତଏବ, ରୋମବାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ଅଟେ।
୧୫ଏ଼ଦାଆଁତାକି ର଼ମ୍ ଗା଼ଡ଼ା ତାତେରି ମୀରୁ, ମୀ ତା଼ଣା ଜିକେଏ ନେହିଁ ବ଼ଲୁ ୱେ଼କ୍ହାଲି ନା଼ ଅଣ୍ପୁ ।
16 କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ।
୧୬ଇଚିହିଁ ନା଼ନୁ ନେହିଁ କାବ୍ରୁ ୱେ଼କ୍ହାଲି ଲାଜା ଆ଼ଅଁ, ଏ଼ଦି ନାମିମାନି ବାରେ ଲ଼କୁତାକି ଗେଲ୍ପି ଆ଼ହାଲିତାକି ମାହାପୂରୁତି ବା଼ଡ଼୍ୟୁ, ମୂଲୁଏ ଜୀହୁଦି ଅ଼ଡ଼େ ଡା଼ୟୁ ଜୀହୁଦିଆ଼ଆତି ନାମିତି ଲ଼କୁତାକି ।
17 ସେଥିରେ ତ ଈଶ୍ବରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
୧୭ମାଣ୍ସି ଏ଼ନିକିହିଁ ମାହାପୂରୁ ନ଼କିତା ଦାର୍ମୁଗାଟାସି ଇଞ୍ଜିଁ ତ଼ଞ୍ଜାଆ଼ନେସି, ଏ଼ ଊପେୟି ଏମ୍ବାଆଁ ତ଼ସ୍ପି ଆ଼ହାମାନେ । ମୂଲୁଟିଏ ରା଼ନି ପାତେକା ଗେଲ୍ପିଆ଼ନାଣି ବେଟାଆ଼ନି ଊପେୟି ନାମୁ । ଦାର୍ମୁ ସା଼ସ୍ତେରିତା ରା଼ସ୍କି ଆ଼ହାମାନେ, “ଦାର୍ମୁଗାଟାସି ନାମୁତଲେ ନୀଡିନେସି ।”
18 କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ବରଙ୍କ କ୍ରୋଧ ପ୍ରକାଶିତ ହେଉଅଛି
୧୮ଆମିନି ଲ଼କୁ ବାରେ ଲାଗେଏ କାମାଟି ସାତାଇଁ ଆ଼ଙ୍ଗିମାନେରି, ଏ଼ୱାରି କ଼ପାଟି ଲାକପୂରୁଟି ମାହାପୂରୁତି କାର୍ବି ତ଼ଞ୍ଜା ଆ଼ହାମାନେ ।
19 ଯେଣୁ ଈଶ୍ବରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ବର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି।
୧୯ଏ଼ନାଆଁତାକି ଇଚିହିଁ ମାହାପୂରୁତି କାତା ଏ଼ନାଆଁ ପୁନାୟି ମାଚେ, ଏ଼ଦାଆଁ ଏ଼ୱାରି ପୁଞ୍ଜାମାନେରି, ମାହାପୂରୁ ଏ଼ୱାରି ନ଼କିତା ଏ଼ଦାଆଁ ୱେସାମାନେସି ।
20 ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ। (aïdios )
୨୦ମାହାପୂରୁ ଦାର୍ତି ଗା଼ଡ଼ିକିତି ତା଼ଣାଟିଏ, ତାନି ତ଼ଞ୍ଜା ଆ଼ଆଗାଟି ଗୂଣୁୟାଁ, ତାନି ରା଼ଆଗାଟି ବା଼ଡ଼୍ୟୁ ଅ଼ଡ଼େ ଲାକପୂରୁତି ଗୂଣୁ, ନେହିଁକିଁ ତ଼ଞ୍ଜା ଆ଼ହିମାନୁ; ତାନି ଗା଼ଡ଼ିକିତାଆଁ ବାରେ ଏ଼ୱାଆଁ ମେସାଲି ଆ଼ଡିନାୟି । ଏ଼ଦାଆଁତାକି ଏ଼ୱାରି ପୁଞ୍ଜାହିଲଅମି ଇଞ୍ଜିଁ ଇଞ୍ଜାଲି ଆ଼ଡଅରି । (aïdios )
21 କାରଣ ସେମାନେ ଈଶ୍ବରଙ୍କୁ ଜାଣି ତାହାଙ୍କୁ ଈଶ୍ବର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
୨୧ଏ଼ୱାରି ମାହାପୂରୁଇଁ ପୁଞ୍ଜା ଜିକେଏ ଏ଼ୱାଣାଇଁ ଗାୱୁରମି କିଆତେରି କି ଏ଼ୱାଣାଇଁ ଜହରା କିଆତେରି । ସାମା ଏ଼ୱାରି ଅଣ୍ପୁ ବାରେ ଉଜେଏତି ଅଣ୍ପୁ ଅ଼ଡ଼େ ଏ଼ୱାରି ତେଲ୍ହାଆଗାଟି ମ଼ନ ଆନ୍ଦେରି ଆ଼ହାମାନେ ।
22 ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ,
୨୨ଏ଼ୱାରି ଜାହାରାଇଁ ବୁଦିଗାଟାତମି ଇଞ୍ଜିଁ ଇନେରି, ସାମା ସାତା ତଲେ ଏ଼ୱାରି ବୁଦି ହିଲାଆ ଗାଟାରି;
23 ପୁଣି, ଅକ୍ଷୟ ଈଶ୍ବରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ।
୨୩ଅ଼ଡ଼େ ନା଼ସା ଆ଼ଆଗାଟି ମାହାପୂରୁତି ଗାୱୁରମିତି ନା଼ସା ଆ଼ନି ମାଣ୍ସି, ସା଼ରିଗଟା କଡାୟାଁ ଗାଟି ଜ଼ନ୍ତ, ପଟାୟାଁ ଅ଼ଡ଼େ ରା଼ସ୍କା କୂଡ଼ାତି ବମାୟାଁ କିହାନା ଏ଼ୱାଆଁତି ପୂଜା କିହିମାନେରି ।
24 ଏଣୁ ଈଶ୍ବର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ।
୨୪ଏ଼ଦାଆଁତାକି ମାହାପୂରୁ ଏ଼ୱାରାଇଁ ହିୟାଁତି ଲାଗେଏତି ଜୂପ୍କାତାକି ଏ଼ୱାରାଇଁ ଲାଗେଏତି ତା଼ଣା ହେର୍ପିତେସି, ଏ଼ନିକିହିଁ ଏ଼ୱାରି ଆଙ୍ଗା ରଅସି ରଅଣି ତଲେ ଲାଜାଗାଟି କାମା କିହିମାନେରି ।
25 କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍। (aiōn )
୨୫ଏ଼ୱାରି ମାହାପୂରୁ କାତାତି ସାତା ପିସାନା ମିଚିତି ବା଼ର୍ସୁ କିହିମାନେରି । ଗା଼ଡ଼ିକିତି ମାହାପୂରୁଇଁ ପୂଜା କିଆନା, ଗା଼ଡ଼ିଆ଼ତି ଦିଣ୍ସୁ ପୂଜା କିହିମାନେରି; ଏ଼ ଗା଼ଡ଼ି କିତାଣାଇଁ କା଼ଲାକା଼ଲାତାକି ଜହରା । ଆ଼ମେନ୍ । (aiōn )
26 ଏହି କାରଣରୁ ଈଶ୍ବର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ,
୨୬ଏ଼ୱାରି ଏଲେକିତାକି ମାହାପୂରୁ ଏ଼ୱାରାଇଁ ଲାଜାଗାଟି ପା଼ପୁ କାମାତା ହେର୍ପିତେସି, ଇଚିହିଁ ଏ଼ୱାରି ଡକ୍ରିସିକା ଡକ୍ରାୟାଁ ତଲେ କୂଡ଼ାଲି ପିସାନା ଏ଼ୱି ତା଼ମ୍ବୁ ତା଼ମ୍ବୁଏ କିଆଗାଟି ଲାଜା କାମାୟାଁ କିତୁ
27 ପୁଣି, ସେହିପରି ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି, ଆପଣା ଆପଣାଠାରେ ନିଜ ନିଜ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ।
୨୭ଏଲେକିହିଁଏ ଆ଼ବାୟାଁ ଜିକେଏ ଜାହାରା ଡକ୍ରି ତଲେ କୂଡ଼ାଆନା ଜାହା ଜାହାରା ବିତ୍ରା ଲାଗେଏତି କାମା କିତେରି । ଆ଼ବା ଆ଼ବାୟାଁ ତଲେ ଲାଜା ଆ଼ନି କାମା କିତେରି, ଏ଼ଦାଆଁତାକି ଏ଼ୱାରି ଲାଗେଏ କାମାତି ଡଣ୍ତ ବେଟା ଆ଼ହିମାନେରି ।
28 ଆଉ, ଯେପରି ସେମାନେ ଈଶ୍ବର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ବର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ।
୨୮ଅ଼ଡ଼େ ଏ଼ନିକିଁ ଏ଼ୱାରି ମାହାପୂରୁତି ବୁଦିତି କୂହାଲିଏ, ଏଲେକିହିଁଏ ମାହାପୂରୁ କିଆଗାଟି କାମା କିହାଲି ଏ଼ୱାରାଇଁ ଲାଗେଏତି ଅଣ୍ପୁତା ହେର୍ପିତେସି ।
29 ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ;
୨୯ଏ଼ୱାରି ଦାର୍ମୁ ହିଲାଆଗାଟାୟି, ଲାଗେଏ ପ଼ଲେଏ, ଜୂପ୍କା ଅ଼ଡ଼େ ଈର୍ସା, ଲ଼କୁଇଁ ପା଼ୟିନାୟି, ଗଡ଼୍ହା କିନାୟି, ନା଼ଡ଼ିକିନାୟି ଅ଼ଡ଼େ ଲାଗେଏତି କାମା ନେଞ୍ଜାମାନେ;
30 ସେମାନେ ଚୁଗୁଲିଆ, ନିନ୍ଦକ, ଈଶ୍ବରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଙ୍କାରୀ, ଦୁଷ୍ଟକର୍ମର ଉତ୍ପାଦକ,
୩୦ଏ଼ୱାରି ଊତୁପାତି, ନିନ୍ଦା କିନାରି, ମାହାପୂରୁଇଁ ଅ଼ପାଆଗାଟାୟି, ଲାଗେଏତି କାମା କିନାୟି, ଏ଼ୱାରି ଲାଗେଏ କାମା କିହାଲି ପାରୁ ପାରିନେରି; ଏ଼ୱାରି ତାଲି ତାଞ୍ଜିଇଁ ମା଼ନି କିଆଗାଟାରି,
31 ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ୱାଭାବିକ ସ୍ନେହ-ରହିତ ଓ ନିର୍ଦ୍ଦୟ ଅଟନ୍ତି।
୩୧ଏ଼ୱାରି ବୁଦି ହିଲାଆ ଗାଟାରି, ଜାହାରା ହୀତିକାତା ଆହ୍ଅରି । ଇଞ୍ଜାଁ ଏଟ୍କାତାରାକି ଇଚାଣି କାର୍ମା ହିଲେଏ ।
32 ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ବରଙ୍କର ଏହି ବିଧିବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି।
୩୨ଏ଼ୱାରି ପୁଞ୍ଜାମାନେରି, ମାହାପୂରୁତି ମେ଼ରା ଲେହେଁ ଇଲେତି ଲ଼କୁ ହା଼ନି ଡଣ୍ତ ପା଼ଣ୍ନାୟି ମାନେ, ଈଦାଆଁ ପୁଞ୍ଜାହାଁ ଜିକେଏ ଏ଼ୱାରି ଏଲେକିହିଁଏ ଲାଗେଏତି କାମା କିହେ଼ମାନେରି, ଅ଼ଡ଼େ ଏଲେତି କାମା କିହିମାନି ଲ଼କୁତଲେ ରା଼ହାଁତଲେ ଆଣ୍ଡିନେରି ।