< Hebraeer 13 >

1 Die Bruderliebe bleibe.
କିରିସ୍‌ଟଟାନେ ମିସିବିଡି ରଇବା ବିସ୍‌ବାସି ବାଇବଇନି ପାରା ଆଲାଦ୍‌ କରାକରି ଅଇ ରୁଆ ।
2 Der Gastfreundschaft vergesset nicht, denn durch dieselbe haben etliche ohne ihr Wissen Engel beherbergt.
ନ ଚିନ୍‌ଲା ଲକ୍‌ମନ୍‌କେ ମିସା ତମର୍‌ ଗର୍‌ମନ୍‌କେ ଡାକିନିଆ । କାଇକେବଇଲେ କେତେଲକ୍‌ ନାଜାନିକରି ସେନ୍ତାରି ଦୁତ୍‌ମନ୍‌କେ ଡାକିନେଲାଇ ।
3 Gedenket der Gefangenen, als Mitgefangene; derer, die Ungemach leiden, als solche, die auch selbst im Leibe sind.
ବନ୍ଦି ଗରେ ରଇବା ଲକ୍‌ମନ୍‌କେ ତମେ ତାକର୍‌ ସଙ୍ଗ୍‍ ରଇଲାପାରା ଦୟା ଦେକାଆ । ଦୁକ୍‌କସ୍‌ଟ ଅଇରଇବା ଲକ୍‌ମନ୍‌କେ ନିଜେ ତାକର୍‌ପାରା ଦୁକ୍‌କସ୍‌ଟ ପାଇଲୁନି ବଲି ଏତାଆ ।
4 Die Ehe sei geehrt in allem, [O. unter allen] und das Bett unbefleckt; Hurer aber und Ehebrecher wird Gott richten.
ବିବା ଅଇବାଟା ସବୁଲକ୍‌ ନିକ ବଲି ମାନତ୍‌ । ସବୁ ମାଇଜିମନସ୍‌ ମନ୍‌ ଗଟେକ୍‌ ମାଇଜି ଆରି ଗଟେକ୍‌ ମନସ୍‌ ଅଇକରି ସତ୍‌ସଙ୍ଗ୍‍ ରଇବାର୍‌ଆଚେ । ଜନ୍‌ ଲକ୍‌ମନ୍‌ ବେସିଆ କାମ୍‌ କରି ରଇବାଇ, ସେମନ୍‌କେ ପର୍‌ମେସର୍‌ ଡଣ୍ଡ୍‌ ଦେଇସି ।
5 Der Wandel sei ohne Geldliebe; begnüget euch [O. indem ihr euch begnüget] mit dem, was vorhanden ist, denn er hat gesagt: "Ich will dich nicht versäumen, noch dich verlassen"; [5. Mose 31,6; Jos. 1,5]
ଡାବୁ ଆସା ଅଇକରି ତାର୍‌ପଚେ ପାଲାଆ ନାଇ । କାଇକେବଇଲେ ପର୍‌ମେସର୍‌ କଇଲାଆଚେ, “ମୁଇ ତମ୍‌କେ କେବେ ନ ପାସ୍‌ରି କି ନ ଚାଡି ।”
6 so daß wir kühn sagen mögen: "Der Herr ist mein Helfer, und ich will mich nicht fürchten; was wird mir ein Mensch tun?" [Ps. 118,6]
ତେବର୍‌ପାଇ ଆମେ ସାସ୍‌ ଦାରି କଇପାର୍‌ବୁ ପର୍‌ମେସର୍‌ ଆକା ମକେ ସାଇଜ କର୍‌ସି, ମୁଇ କେବେ ନ ଡରି ଲକ୍‌ମନ୍‌ ମକେ କାଇଟା କରି ନାପାରତ୍‌ ।
7 Gedenket eurer Führer, die euch das Wort Gottes verkündigt [Eig. geredet] haben, und, den Ausgang ihres Wandels anschauend, ahmet ihren Glauben nach.
ଜନ୍‌ ଲକ୍‌ମନ୍‌ ତମ୍‌କେ ମୁକିଅ ଇସାବେ ଡାକିନେଇ ପର୍‌ମେସରର୍‌ ବାକିଅ ସିକାଇତେରଇଲାଇ, ସେମନର୍‌ ବିସଇ ବାବିଦେକା । ସେମନ୍‌ କେନ୍ତି ଜିଇଲାଇ ଆରି ମଲାଇ? ତମେ ତାର୍‌ ପାରା ବିସ୍‌ବାସ୍‌ କରା ।
8 Jesus Christus ist derselbe gestern und heute und in Ewigkeit. [W. in die Zeitalter] (aiōn g165)
କାଇକେବଇଲେ, ଜିସୁକିରିସ୍‌ଟ କେବେ ନ ବାଦ୍‌ଲେ । ସେ ଆଜିର୍‌ପାଇ, କାଲିକର୍‌ପାଇ, ଆରି ସବୁଦିନର୍‌ ପାଇ ସମାନ୍‌ ସେ ରଇସି । (aiōn g165)
9 Laßt euch nicht fortreißen durch mancherlei und fremde Lehren; denn es ist gut, daß das Herz durch Gnade befestigt werde, nicht durch Speisen, von welchen keinen Nutzen hatten, die darin wandelten.
ତେବର୍‌ପାଇ ଲକ୍‌ମନ୍‌ ତମ୍‌କେ ବିନ୍‌ ବିନ୍‌ ସିକିଆ ସୁନାଇକରି ସତ୍‌ବାଟେଅନି ବିନେ ନେବାକେ ରାଜି ଉଆନାଇ । କାଇକେବଇଲେ ପର୍‌ମେସର୍‌ ଜିବନ୍‌ ଦୁକାଇକରି ଦୟା ଦେକାଇଲାଟା ଆମର୍‌ ମନ୍‌କେ ଡାଟ୍‌ କର୍‌ସି । କାଦିର୍‌ ଲାଗି ରଇବା ନିୟମ୍‌ ମାନ୍‌ବାଟା ନଏଁ । ସେନ୍ତାରି ନିୟମ୍‌ ମାନ୍‌ବା ଲକ୍‌, ତେଇ ଅନି କାଇଟା ମିସା ପାଅତ୍‌ ନାଇ ।
10 Wir haben einen Altar, von welchem kein Recht haben zu essen, die der Hütte dienen.
୧୦ଜିଉଦିମନର୍‌ ବେଦିଟାନେ ସେବା କର୍‌ବା ପୁଜାରିମନ୍‌ ତେଇ ସର୍‌ପି ଦେଇରଇବା କାଇଟା ମିସା କାଇବାର୍‌ ନଏଁ ।
11 Denn von den Tieren, deren Blut für die Sünde in das Heiligtum [O. in das Allerheiligste] hineingetragen wird durch den Hohenpriester, werden die Leiber außerhalb des Lagers verbrannt.
୧୧ବଡ୍‌ ପୁଜାରି ପସୁମନର୍‌ ବନି ନେଇକରି, ପାପର୍‌ ବଲି ସର୍‌ପିଦେବାକେ ଅଦିକ୍‌ ସୁକଲ୍‌ ଜାଗାଇ ନେଇସି । ମାତର୍‌ ପଡିଜାଇରଇବା ପସୁମନର୍‌ ଗାଗଡ୍‌ ତୁମ୍‌ ଗର୍‌ ବାଇରେ ରଇସି ।
12 Darum hat auch Jesus, auf daß er durch sein eigenes Blut das Volk heiligte, außerhalb des Tores gelitten.
୧୨ସେଟାସେ ଜିସୁକେ ଅଇରଇଲା । କାଇକେବଇଲେ, ତାକେ ନଅରର୍‌ ବାଇରେ ଲକ୍‌ମନ୍‌ ମରାଇରଇଲାଇ । ଆରି ତାର୍‌ ବନି ଗୁଲାଇ ମୁନୁସ୍‌ ଜାତିର୍‌ ପାପ୍‌ ଦଇଦେଲା ।
13 Deshalb laßt uns zu ihm hinausgehen, außerhalb des Lagers, seine Schmach tragend.
୧୩ତେବର୍‌ପାଇ ନଅରର୍‌ ବାଇରେ ଜୁ । ଆରି ତାକେ ଆମେ ବିସ୍‌ବାସ୍‌ କଲାର୍‌ପାଇ, ଲକ୍‌ମନ୍‌ ଜେତ୍‌କି ନିନ୍ଦା କଲାଟା ଆମେ ମୁର୍‌ଚିକରି ରଉ ।
14 Denn wir haben hier keine bleibende Stadt, sondern wir suchen [O. begehren] die zukünftige.
୧୪କାଇକେ ବଇଲେ ଆମେ ସବୁଦିନ୍‌ ଏ ଜଗତେ ନ ରଉ । ମାତର୍‌ ଆଇବା ଦିନ୍‌ମନ୍‌କେ କେବେ ନ ସାର୍‌ବା ଦିନ୍‌ଜାକ ରଇବା ନଅରେ ରଇବୁ ବଲି ଆମେ ଜାଗିଆଚୁ ।
15 Durch ihn nun laßt uns Gott stets ein Opfer des Lobes darbringen, das ist die Frucht der Lippen, die seinen Namen bekennen. [O. segnen]
୧୫ତେବେ ଆସା । ଜିସୁକିରିସ୍‌ଟକେ ଦେଇକରି ଆମେ ସବୁବେଲେ ପର୍‌ମେସର୍‌କେ ବଲି ସର୍‌ପି ଦେଇତେ ରଉ । ସେଟା ଆମର୍‌ ଟଣ୍ଡେଅନି ଆଇବା ଉପାସନା । ସେ ଆକା ମାପ୍‌ରୁ ବଲି ଆମେ କଉଁ ।
16 Des Wohltuns aber und Mitteilens vergesset nicht, denn an solchen Opfern hat Gott Wohlgefallen.
୧୬ନିକ କାମ୍‌ କର୍‌ବାକେ ପାସ୍‌ରା ନାଇ । ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ସାଇଜ କରା । କାଇକେବଇଲେ, ଏନ୍ତାରି ରଇବା ଚଲାଚଲ୍‌ତି ପର୍‌ମେସର୍‌କେ ସାର୍‌ଦା କରାଇବା ଗଟେକ୍‌ ବଲି ।
17 Gehorchet euren Führern und seid unterwürfig; denn sie wachen über eure Seelen [als die da Rechenschaft geben sollen], auf daß sie dies mit Freuden tun und nicht mit Seufzen; denn dies wäre euch nicht nützlich.
୧୭ତମର୍‌ ମୁକିଅ ଲକ୍‌ମନର୍‌ କାତା ମାନିକରି ଆଦେସ୍‌ ଦେଲାଟା କରା । ସେମନ୍‌ ଜାଗୁଆଲ୍‌ମନର୍‌ ପାରା ନ ତାକିକରି ତମର୍‌ ଆତ୍‌ମାମନ୍‌କେ ଜତନ୍‌ କଲାନି । କାଇକେବଇଲେ ସେମନ୍‌କେ ତାକର୍‌ କରିରଇବା କାମ୍‌ ପର୍‌ମେସର୍‌ କେ ଇସାବ୍‌ ଦେବାକେ ପଡ୍‌ସି । ତମେ ଜଦି ତାକର୍‌ କାତା ମାନ୍‌ସା, ସେମନ୍‌ ସାର୍‌ଦା ସଙ୍ଗ୍‍ ସେବା କାମ୍‌ କର୍‌ବାଇ । ତମେ ତାକର୍‌ କାତା ନ ମାନ୍‌ଲେ, ସେମନ୍‌ ଦୁକ୍‌ ଅଇବାଇ । ତେବେ ତମ୍‌କେ କାଇ ସାଇଜ ନଏଁ ।
18 Betet für uns; denn wir halten dafür, daß wir ein gutes Gewissen haben, da wir in allem ehrbar zu wandeln begehren.
୧୮ଆମର୍‌ ପାଇ ପାର୍‌ତନା କର୍‌ତେରୁଆ । ଆମର୍‌ ବିବେକ୍‌ ଆମେ କରିରଇବା କାମ୍‌ ସତ୍‌ ବଲି ସାକିଦେଲାନି ।
19 Ich bitte euch aber um so mehr, dies zu tun, auf daß ich euch desto schneller wiedergegeben werde.
୧୯ମର୍‌ପାଇ ମିସା ପାର୍‌ତନା କରା । ଜେନ୍ତାରି କି ପର୍‌ମେସର୍‌ ଦାପ୍‌ରେ ମକେ ତମର୍‌ଲଗେ ପାଟାଇସି ।
20 Der Gott des Friedens aber, der aus den Toten wiederbrachte [Eig. der Wiederbringer aus den Toten; eine charakteristische Bezeichnung Gottes] unseren Herrn Jesum, den großen Hirten der Schafe, in dem [d. h. in der Kraft des] Blute des ewigen Bundes, [Vergl. Hes. 37,26] (aiōnios g166)
୨୦ଆମର୍‌ ମାପ୍‌ରୁ ଜିସୁକେ ପର୍‌ମେସର୍‌ ମଲାତେଇଅନି ଉଟାଇଲା । ସେ ଗଟେକ୍‌ ଗଉଡ୍‌ପାରା ଆମ୍‌କେ ଜାଗିରଇସି । ଆମେ ପର୍‌ମେସର୍‌ ସଙ୍ଗ୍‍ ସବୁଦିନର୍‌ପାଇ ଗଟେକ୍‌ ଅଇବାଟାକେ ତାର୍‌ ବନି ଜରାଇଲା । (aiōnios g166)
21 vollende euch in jedem guten Werke, um seinen Willen zu tun, [Eig. getan zu haben] in euch schaffend, was vor ihm wohlgefällig ist, durch Jesum Christum, welchem die Herrlichkeit sei von Ewigkeit zu Ewigkeit! [W. in die Zeitalter der Zeitalter] Amen. (aiōn g165)
୨୧ଜିସୁକିରିସ୍‌ଟର୍‌ ଲାଗି ସାନ୍ତି ଦେବା ପର୍‌ମେସର୍‌ ତମ୍‌କେ ସବୁ ରକାମର୍‌ ସାଇଜ ଦେଅ । ଜେନ୍ତାରି କି ସେ ମନ୍‍ କଲାଟା ତମେ ପୁରାପୁରୁନ୍‌ କର୍‌ସା । ଆମେ କର୍‌ବା କାମ୍‌ ତାକେ ସାର୍‌ଦା ଦେଅ । ଜିସୁକିରିସ୍‌ଟକେ ଆମେ ନ ସାର୍‌ବା ଦିନ୍‌ଜାକ ଡାକ୍‌ପୁଟା ଦେଉଁ । (aiōn g165)
22 Ich bitte euch aber, Brüder, ertraget das Wort der Ermahnung; denn ich habe euch auch mit kurzen Worten geschrieben.
୨୨ଏ ମର୍‌ ବାଇବଇନିମନ୍‌, ମୁଇଁ ତମ୍‌କେ ବାବୁଜିଆ କଲିନି, ମୁଇ ତମ୍‌କେ କଇଲା ଏ ସବୁ କାତା ମୁର୍‌ଚିକରି ସୁନା । କାଇକେବଇଲେ, ଏ ଚିଟି ବେସି ଡେଙ୍ଗ୍‌ ନାଇ ।
23 Wisset, daß unser Bruder Timotheus freigelassen ist, mit welchem, wenn er bald [Eig. bälder] kommt, ich euch sehen werde.
୨୩ଆମର୍‌ ବାଇ ତିମତି ବନ୍ଦିଗରେ ଅନି ମୁକ୍‌ଲି ଆଚେବଲି ଜାନ୍‌ସା । ସେ ଜଦି ସେ ଦାପ୍‌ରେ ଆଇସି, ତେବେ ମର୍‌ସଙ୍ଗ୍‍ ତାକେ ଡାକିଆନ୍‌ବି ।
24 Grüßet alle eure Führer und alle Heiligen. Es grüßen euch die von Italien.
୨୪ତେଇ ରଇବା ତମର୍‌ ମୁକିଅ ଲକ୍‌ମନ୍‌କେ ଆରି ପର୍‌ମେସରର୍‌ ସବୁ ଲକ୍‌ମନ୍‌କେ ମର୍‌ ଜୁଆର୍‌ ଜାନାଇ ଦିଆସ୍‌ । ଇଟାଲିତେଇ ମର୍‌ ସଙ୍ଗ୍‍ ରଇବା ଆମର୍‌ ବାଇବନିମନ୍‌ ମିସା ଜୁଆର୍‌ ଜାନାଇଲାଇନି ।
25 Die Gnade sei mit euch allen! Amen.
୨୫ପର୍‌ମେସର୍‌ ତମ୍‌କେ ସବୁଲକ୍‌କେ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଅ ।

< Hebraeer 13 >