< ଗାଲାତିୟ 6 >

1 ଅ ବୟାଁଇଂ! ଜଦି ଜା ମେଁ ରକମ୍‍ ଡିଗ୍‍ ବାନ୍‍ ମିଚ୍‌ କାମ୍‍ନ୍ନିଆ ଦାରା ପଡ଼େଏ, ପେ ବିତ୍‍ରେବାନ୍‍ ଜାଣ୍ଡେଇଂ ପବିତ୍ର ଆତ୍ମାନେ ବାନ୍‍ କାମ୍‍ ଡିଂଡିଂକେ ମେଇଂ ଆମେକେ ଆଦ୍ରିଗ୍‍ନେସା ଦର୍‍କାର୍‍ ମାତର୍‍ ପେ ଆକେନ୍‍ କାମ୍ ଦରମ୍‌ ବାବ୍‍ରେ ଡିଙ୍ଗ୍‍ନେ ଦର୍‍କାର୍‍ । ବାରି ସାବଦାନ୍‍ ନିଜେ ଜେନ୍ତିକି ଦେତ୍‍ରକମ୍‍ କାମ୍ ଡିଙ୍ଗ୍‍ନେସା ପେୱେ ।
ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ, ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି, କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ।
2 ନିଜର୍ ନିଜର୍‌ନେ ଲିଗିଙ୍ଗ୍‍ ଡୁଙ୍ଗ୍‍ନେସା ସାଇଜ୍ୟ ଡିଙ୍ଗ୍‍ପା । ଆକେନ୍‍ ଡିଙ୍ଗ୍‍କ୍ନେବାନ୍‍ ପେ କିସ୍‌ଟନେ ଆଦେସ୍‍ ପେପାଲେଏ ।
ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ।
3 ଡାଆଁ ଡିଙ୍ଗ୍‍ଚେ ଜା ନିଜେନେ ମ୍ନା ଡାଗ୍‍ଚେ ବାବେଏ ତେଲା ମେଁ ନିଜେକେ ଜଟେ ଡିଙ୍ଗ୍‍କେ ।
ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ଼ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ।
4 ମୁଇଂ ରେମୁଆଁ ନିଜେକେ ବିନ୍‍ରେ ଏତେ ତୁଲନା ଡିଙ୍ଗ୍‍ନେ ବଲ୍‍ ଣ୍ଡୁ । ମାତର୍‍ ସାପା ରେମୁଆଁ ନିଜେନେ କାମ୍ ଆଣ୍ଡେଙ୍ଗ୍‍ ପରିକ୍ୟା ଡିଙ୍ଗ୍‍ନେ ଦର୍‌କାର୍ । ତେଲା ମେଁ ନିଜେନେ କାମ୍ ସା ଗର୍ବ ଡିଙ୍ଗ୍‍ୟାଏ ।
କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ, ତେବେ ସେ ଅନ୍ୟ ସହିତ ଆପଣାକୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ପାଇବ;
5 ମେଃଡାଗ୍‌ଲା ସାପାରେକେ ନିଜର୍‍ ନିଜର୍‍ନେ ଲିଗିଙ୍ଗ୍‍ ଡୁଡୁଙ୍ଗ୍‍ନେସା ପଡ଼େ ।
କାରଣ ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ।
6 ମାପ୍‌ରୁନେ ନିମାଣ୍ଡାସାମୁଆଁକେ ପଡ଼େନେ ବେଲା ସିକ୍ୟା ବିଡିଙ୍ଗ୍‍କ୍ନେ ଗୁରୁକେ ନିଜେ ବେବଆର୍‍ ଡିଙ୍ଗ୍‍ମ୍ୟାକ୍ନେ ସାପା ବଲ୍ ବିସୟ୍‍ରେ ଆମିସୁନ୍‍ସା ଦର୍‍କାର୍‍ ।
କିନ୍ତୁ ଯେ ଈଶ୍ବରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ, ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ।
7 ନିଜେକେ ଆଜଟେଗ୍‍ପା । ଇସ୍‍ପର୍‍ କିକେ ପେ ଜଟେ ପେୟା ଣ୍ଡୁ । ମୁଇଂ ରେମୁଆଁ ଡିଡିରକମ୍‍ ବିଗ୍‍ଏ ଦେତ୍‍ରକମ୍‍ ଗୁଆଃଏ ।
ଭ୍ରାନ୍ତ ନ ହୁଅ; ଈଶ୍ବର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ।
8 ଜା ନିଜେନେ ଗାଗ୍‌ଡ଼େ ନ୍‌ସା ଲିଜନ୍ନିଆ ମୁଞ୍ଜି ବିଗ୍‍ଏ ମେଁ ଗୁଏନେ ରକମ୍‍ କିଆ ୱେଏ । ଜଦି ଜା ପବିତ୍ର ଆତ୍ମାନେ ଲିଜନ୍ନିଆ ମୁଞ୍ଜି ବିଗ୍‍ଏ ତେଲା ମାଡାନେ ଜିବନ୍‍ ରକମ୍‍ନେ କିଆ ୱେଏ । (aiōnios g166)
ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ପବିତ୍ର ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ। (aiōnios g166)
9 ତେସା ସତ୍‍କାମ୍‍ ଡିଙ୍ଗ୍‍ନେସା ନେ ଅଲ୍‍ସୁଆ ନେଃଡିଂଗେପା । ମେଃଡାଗ୍‌ଲା ଆତ୍‍ବା ଆତାର୍‍ଲା ଟିକ୍‍ ବେଲା ନେ କିଆ ୱେଃ ଡିଙ୍ଗ୍‍ଏ ।
ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଳାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା।
10 ତେସା ଉଡ଼ିତର୍‍ ସୁଜଗ୍‍ ବାପେଡିଙ୍ଗ୍‍କେ କାଲାଆଃ ସାପାରେ ନ୍‍ସା ବିନ୍‌ ବାବ୍‍ରେ ଜାଣ୍ଡେଇଂ ନେ ବିସ୍‌ବାସ୍‌ନ୍ନିଆ କୁଡ଼େଲେଆର୍‍କେ ଆମେଇଂକେ ମଙ୍ଗଲ୍ ଡିଙ୍ଗ୍‍ନେ ନେନେ କାମ୍‌ ।
ଅତଏବ, ଆମ୍ଭେମାନେ ସୁଯୋଗ ଅନୁସାରେ ସମସ୍ତଙ୍କର, ବିଶେଷତଃ, ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ।
11 କେଲାପା ଉଡ଼ି ମ୍ନା ମ୍ନା ଅକ୍ୟର୍‍ରେ ନିଜେନେ ନ୍ତିରେ ନେଙ୍ଗ୍‍ ଆପେକେ ଆକେନ୍‍ ଗୁଆର୍‍ ଣ୍ଡିଙ୍ଗ୍‍କେ ।
ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି।
12 ଜାଣ୍ଡେଇଂ ବାଏରେନେ ବିସୟ୍‍ରେ ଆକେ ମ୍ୟାଃକେ ବାରି ଆଚ୍ଲେଚେ ବାସଙ୍ଗ୍‍ମ୍ୟାଃକେ ମେଇଂ ଆଃ ଆପେକେ ପବିତ୍ର‍ ଡିଙ୍ଗ୍‍ନେସା ବାଦ୍ୟ ଡିଙ୍ଗ୍‍ଆର୍‍ଡିଙ୍ଗ୍‍କେ । କିସ୍‌ଟ ଜିସୁନେ କୁରୁସ୍‍ ଆତ୍‍ଲା ଗୁର୍‌ନା ମାବାନେ ଉଦେସ୍‍ରେ ମେଇଂ ଆକେନ୍‍ ଡିଙ୍ଗ୍‍ଆର୍‍ଡିଙ୍ଗ୍‍କେ ।
ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରନ୍ତି; ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ସେମାନେ ଯେପରି ତାଡ଼ନା ଭୋଗ ନ କରନ୍ତି, କେବଳ ସେଥିନିମନ୍ତେ ତାହା କରନ୍ତି।
13 ଜାଣ୍ଡେଇଂ ପବିତ୍ର‍ ନିୟମ୍‌ ପାଲେଆର୍‍ ଡିଙ୍ଗ୍‍କେ ମେଇଂ ଡିଗ୍‍ ମସାନେ ନିୟମ୍‌ ପାପାଲେ ଆର୍‍ । ପେ ପବିତ୍ର‍ ଡିଙ୍ଗ୍‍ପା ଡାଗ୍‍ଚେ ମେଇଂ ଚାଏଁଆର୍‍ଡିଙ୍ଗ୍‍କେ । ଆକେନ୍‍ ଗାଗ୍‍ଡ଼େନେ ନିୟମ୍‌ ପାଲେନ୍‍ସା ଆପେକେ ବାସଙ୍ଗ୍‍ଲା ମେଇଂ ଗର୍ବ ଡିଙ୍ଗ୍‍ ଆର୍‍ଏ ।
କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରିପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି।
14 ମାତର୍‍ ନେଙ୍ଗ୍‍ ଆଃ ନେ ମାପ୍‍ରୁ ଜିସୁ କିସ୍‌ଟନେ କୁରୁସ୍‍ ବିସୟ୍‍ରେ ଗର୍ବ ଡିଙ୍ଗ୍‍ଣ୍ଡିଙ୍ଗ୍‍କେ; ମେଃଡାଗ୍‌ଲା ମେଃନେ କୁରୁସ୍‍ ସା ମଞ୍ଚ୍‌ପୁର୍‌ ନେଙ୍ଗ୍‍ ସା ଗୁଏକେ ବାରି ନେଙ୍ଗ୍‍ ମଞ୍ଚ୍‌ପୁର୍‌ ସା ଙ୍ଗୁଏକେ ।
କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋʼଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋʼ ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି।
15 ଜାଣ୍ଡେ ପବିତ୍ର ଜାଣ୍ଡେ ଅପବିତ୍ର ଆତ୍‍ଅରିଆ ମେଃଡିଗ୍‌ ୱେ ୱିଗ୍‌ନେ ଣ୍ଡୁ, ତ୍ମିନେ ସୃସ୍‍ଟି ଆଃ ଆରାମ୍ ବିସୟ୍‍ ।
କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର।
16 ଜାଣ୍ଡେଇଂ ନିଜେନେ ଜିବନ୍‍ରେ ଆକେନ୍‍ ନିତିନିୟମ୍‍ ପାଲେଡିଙ୍ଗ୍‍କେ ମେଇଂ ସାପାରେ ବାରି ଇସ୍‌ପର୍‍ନେ ଇସ୍ରାଏଲ୍‌ ରେମୁଆଁଇଂ ସାପାରେ ଜିବନ୍‍ରେ ସାନ୍‍ତି ବାରି ଦୟା ବାଆର୍‍ଏ ।
ଆଉ, ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି, ସେମାନଙ୍କ ଉପରେ ଓ ଈଶ୍ବରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ।
17 ସାରାସାରିକେଲା ନେଙ୍ଗ୍‍ ଅଃକେନ୍ ମ୍ୱାସଙ୍ଗ୍‍ଏ ଆନେଙ୍ଗ୍‍ ଜା ଆରି ଦୁକ୍‍ ଆବିଲେ । ମେଃଡାଗ୍‌ଲା ନେଙ୍ଗ୍‍ ଗାଗ୍‌ଡ଼େଅରିଆ ଆଣ୍ଡିନେ ସାପା ଚିନା ଲେଃକେ ଆତ୍‍ବା ଆଃସୁଏଡିଂକେ ଜେ ନେଙ୍ଗ୍‍ ଜିସୁନେ ଗୁତିରେ ।
ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି।
18 ଅ ବୟାଁଇଂ! ନେନେ ମାପ୍‍ରୁ ଜିସୁ କିସ୍‌ଟନେ ଦୟା ପେ ସାପାରେ ଆତ୍ମାନ୍ନିଆ ଲେଃଲେ । ଆମେନ୍‍!
ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ। ଆମେନ୍‍।

< ଗାଲାତିୟ 6 >