< ୧ କରିନ୍ତିୟ 16 >
1 ଜିଉଦାନ୍ନିଆ ଲେଃକ୍ନେ ମଣ୍ତଲିନ୍ନିଆ ଲେଃଆର୍କ୍ନେ ବିସ୍ବାସିଇଂ ନ୍ସା ଡାବୁ ସାଇଜ ବିଃନେ ବିସୟ୍ରେ ନେଙ୍ଗ୍ନେ ସାମୁଆଁ ନେଙ୍ଗ୍ ଗାଲାତିୟ ଡାଗ୍ରା ଡାଗ୍ରାନେ ମଣ୍ତଲିକେ ମେଁ ଡିଙ୍ଗ୍ ନ୍ସା ଆଦେସ୍ ବିମ୍ବକେ ଆତେନ୍ ଡାଟ୍ ବାବ୍ରେ ପାଲନ୍ ଡିଙ୍ଗ୍ପା ।
ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ ସମ୍ବନ୍ଧରେ ଯେପରି ମୁଁ ଗାଲାତୀୟ ମଣ୍ଡଳୀ-ସମୂହକୁ ଆଦେଶ ଦେଇଅଛି, ତୁମ୍ଭେମାନେ ମଧ୍ୟ ସେହିପରି କର।
2 ନେଙ୍ଗ୍ ୱେଲା ଡିରକମ୍ ଦାନ୍ ସାଲିଆନେ ଆପଡ଼େ ଣ୍ତୁ ଏନ୍ସା ସାନ୍ତାକେ ସେନୁଗ୍ ଦିନ୍ରେ ପେଇଂ ସାପା ରେମୁଆଁ ନିଜର୍ ନିଜର୍ ଆର୍ଜେନେ ଇସାବ୍ରେ ନିଜେ ନିଜେ ଡାଗ୍ରା ଉଡ଼ି ଉଡ଼ି ଆର୍ଜେଚେ ବପା ।
ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥିନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ।
3 ଆତ୍ଅରିଆ ୱେଚାକ୍ନେ ଇଡ଼ିଙ୍ଗ୍ ପେଇଂ ଆଣ୍ତିନେ ରେମୁଆଁଇଂକେ ସ୍ରିପେବକେ ନେଙ୍ଗ୍ ମେଁଇଂନେ ସ୍ନାମୁଆଁ ଉଲିଆ ଏତେ ପେଇଂନେ ଦାନ୍ ଯିରୂଶାଲମ୍ନ୍ନିଆ ବେମ୍ୱିଏ ।
ଆଉ, ମୁଁ ଉପସ୍ଥିତ ହେଲେ ତୁମ୍ଭେମାନେ ଯେଉଁମାନଙ୍କୁ ଯୋଗ୍ୟ ମନେ କରିବ, ମୁଁ ସେମାନଙ୍କୁ ପତ୍ର ଦେଇ ଯିରୂଶାଲମ ସହରକୁ ତୁମ୍ଭମାନଙ୍କ ଦାନ ଘେନିଯିବା ନିମନ୍ତେ ପ୍ରେରଣ କରିବି;
4 ମାତର୍ ନେଙ୍ଗ୍ ୱେନେ ଦର୍କାର୍ ଡିଙ୍ଗ୍ଲା ମେଇଂ ନେଙ୍ଗ୍ ଏତେ ୱେ ଆର୍ଏ ।
ପୁଣି, ଯଦି ମୋହର ମଧ୍ୟ ଯିବାର ଉପଯୁକ୍ତ ହୁଏ, ତେବେ ସେମାନେ ମୋʼ ସାଙ୍ଗରେ ଯିବେ।
5 ନେଙ୍ଗ୍ ମାସିଦୋନିଆ ୱେଣ୍ଡିଂକେ । ଅଲେଙ୍ଗ୍ ଆଃଡାଚେ ନେଙ୍ଗ୍ ପେ ଡାଗ୍ରା ଆଣ୍ତେ ମ୍ପାଙ୍ଗ୍ଏ ।
କିନ୍ତୁ ମୁଁ ମାକିଦନିଆ ଅଞ୍ଚଳ ଦେଇ ଯାତ୍ରା କରିବା ପରେ ତୁମ୍ଭମାନଙ୍କ ନିକଟକୁ ଯିବି; ଯେଣୁ ମୁଁ ମାକିଦନିଆ ଦେଇ ଯିବି,
6 ବାରି ଡିଙ୍ଗ୍ପାରେ ନେଙ୍ଗ୍ ପେଇଂନେ ଏତେ ଉଡ଼ିସି ନ୍ଲେଃଏ ଡିଙ୍ଗ୍ପାରେ ରାସକିଗ୍ ଦିନ୍ ଙ୍କାଟେଏ । ଏନ୍ ଇଡ଼ିଙ୍ଗ୍ ଆଣ୍ତିଅରିଆ ୱେନ୍ସା ଞ୍ଚାଏଁଏ ପେଇଂ ଆନେଙ୍ଗ୍ ଆତ୍ଅରିଆ ୱେନ୍ସା ସାଇଜ ଡିଙ୍ଗ୍ ପେୟାଏ ।
ଆଉ, ହୋଇପାରେ ତୁମ୍ଭମାନଙ୍କ ସାଙ୍ଗରେ କିଛି ସମୟ ରହିବି, କିମ୍ବା ଶୀତକାଳ ମଧ୍ୟ ଯାପନ କରିବି, ଯେତେବେଳେ ମୁଁ ଯେଉଁ ସ୍ଥାନକୁ ଯିବି, ସେହି ସ୍ଥାନକୁ ଯିବା ପାଇଁ ତୁମ୍ଭେମାନେ ମୋତେ ବାଟ ବଳାଇଦେବ।
7 ଡାଗ୍ଲା ୱେନେ ଗାଲିନ୍ନିଆ ପେଇଂନେ ଏତେ ମାତର୍ ଗଣ୍ତା ବେଲା କୁଡ଼େଃନେ ନେଙ୍ଗ୍ନେ ଇକ୍ଚା ଣ୍ତୁ । ନେଙ୍ଗ୍ ଆସା ଡିଙ୍ଗ୍ଣ୍ତିଂକେ ମାପ୍ରୁନେ ଇକ୍ଚା ଡିଙ୍ଗ୍ଲା ନେଙ୍ଗ୍ ପେଇଂନେ ଏତେ ଗୁଲେସି ନ୍ଲେଃଏ ।
କାରଣ ଏଥର ବାଟରେ ଯିବା ସମୟରେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ମୁଁ ଇଚ୍ଛା କରୁ ନାହିଁ, ଯେଣୁ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସାଙ୍ଗରେ କିଛି କାଳ ରହିବାକୁ ଆଶା କରୁଅଛି।
8 ମାତର୍ ପେଣ୍ଟିକଷ୍ଟ ଦିନା ପାଙ୍ଗ୍ ଜାକ ନେଙ୍ଗ୍ ଏଫିସିୟନ୍ନିଆ ନ୍ଲେଃଏ ।
କିନ୍ତୁ ମୁଁ ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ଏଫିସରେ ରହିବି;
9 ଆକ୍ଅରିଆ ନେଙ୍ଗ୍ ପାକା ଗୁଲୁଏ ରେମୁଆଁ ଲେଃଲା ଡିଗ୍ ମ୍ନାଃ ବାରି ନିମାଣ୍ତା କାମ୍ ଡିଙ୍ଗ୍ନ୍ସା ନେଙ୍ଗ୍ ନ୍ସା ଦଦ୍ୟା ଗାଲି ରଃବକେ ।
କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋʼ ପାଇଁ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ ରହିଅଛି, ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି।
10 ତିମତି ପେଇଂନେ ଡାଗ୍ରା ପାଙ୍ଗ୍ଲା ଆମେକେ ଗ୍ରଅନ୍ ଡିଙ୍ଗ୍ପା । ଡାଗ୍ଲା ମେଃଡିଗ୍ ନେଙ୍ଗ୍ ରକମ୍ ମାପ୍ରୁନେ କାମ୍ ଡିଙ୍ଗ୍ଡିଙ୍କେ ।
ଯଦି ତୀମଥି ଯାଆନ୍ତି, ତେବେ ଯେପରି ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି, ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି,
11 ଜାଣ୍ଡେ ଆମେକେ ଦଦ୍ୟା ଗ୍ୟାନ୍ ଆଡିଙ୍ଗ୍ପା । ସାନ୍ତିନ୍ନିଆ ଅଲେଙ୍ଗ୍ ନ୍ସା ପେଇଂ ଆମେକେ ସାଇଜ ଡିଙ୍ଗ୍ପା । ତେଲା ମେଁ ବୟାଁଇଂ ଏତେ ନେଙ୍ଗ୍ ଡାଗ୍ରା ଆଣ୍ତେ ପାଙ୍ଗ୍ଏ । ଆମେଇଂକେ ନେଙ୍ଗ୍ ଉର୍ ନ୍ଲେଃକେ ।
ଏଣୁ କେହି ତାହାଙ୍କୁ ତୁଚ୍ଛଜ୍ଞାନ ନ କରୁ। କିନ୍ତୁ ସେ ଯେପରି ମୋʼ ନିକଟକୁ ଆସି ପାରନ୍ତି, ଏଥିପାଇଁ ତାହାଙ୍କୁ ଶାନ୍ତିରେ ବାଟ ବଳାଇଦିଅ; କାରଣ ସେ ଭାଇମାନଙ୍କ ସହିତ ଆସିବେ ବୋଲି ମୁଁ ଅପେକ୍ଷାରେ ଅଛି।
12 ମାତର୍ ବୟାଁ ଆପଲ୍ଲ ବିସୟ୍ରେ ବାସଙ୍ଗ୍ଣ୍ଡିଂ ବୟାଁଇଂନେ ଏତେ ପେଇଂନେ ଡାଗ୍ରା ୱେନେ ସା ନେଙ୍ଗ୍ ଆମେକେ ଜାବର୍ କୁସାମୁତି ଣ୍ତିଙ୍ଗ୍କେ ମାତର୍ ଏବେ ୱେନେସା ମେଁନେ ବିଲ୍କୁଲ୍ ଇକ୍ଚା ଣ୍ତୁ ମାତର୍ ସୁଜଗ୍ ବାଲା ମେଁ ୱେଏ ।
କିନ୍ତୁ ଭ୍ରାତା ଆପଲ୍ଲଙ୍କ ସମ୍ବନ୍ଧରେ କହୁଅଛି, ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାହାଙ୍କୁ ବହୁତ ଅନୁରୋଧ କଲି, କିନ୍ତୁ ଏବେ ଯିବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ, ମାତ୍ର ସୁଯୋଗ ପାଇଲେ ସେ ଯିବେ।
13 ପେଇଂ ଉର୍ ଲାଃଲାପା ବିସ୍ବାସ୍ନ୍ନିଆ ଡାଟ୍ ଡିଙ୍ଗ୍ପା, ସାଆସ୍ ବାରି ବପୁ ଡିଙ୍ଗ୍ପା ।
ତୁମ୍ଭେମାନେ ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ।
14 ପେନେ ସାପା କାମ୍ ଆଲାଦ୍ନ୍ନିଆ ପୁରନ୍ ଡିଙ୍ଗ୍ଲେ ।
ତୁମ୍ଭମାନଙ୍କର ସମସ୍ତ କର୍ମ ପ୍ରେମରେ ସାଧିତ ହେଉ।
15 ପେଇଂ ସ୍ତିଫାନ୍ ବାରି ମେଁନେ ଡୁଆଣ୍ଡ୍ରେ ବିସୟ୍ରେ ମ୍ୟାପେଲେକେ । ମେଇଂ ଆଖାୟାନେ ପର୍ତୁମ୍ନେ କ୍ରିସ୍ଟିୟାନ୍ ବିସ୍ବାସି । ମେଇଂ ଇସ୍ପର୍ନେ ରେମୁଆଁଇଂନେ ସେବାନ୍ନିଆ ନିଜ୍କେ ଅପେଃ ବିବଆର୍କେ । ବୟାଁଇଂ; ନେଙ୍ଗ୍ ଆପେକେ କୁସାମୁତି ଡିଙ୍ଗ୍ଣ୍ତିଂକେ
ହେ ଭାଇମାନେ, ସ୍ତିଫାନଙ୍କ ପରିଜନବର୍ଗ ଯେ ଆଖାୟା ଅଞ୍ଚଳର ପ୍ରଥମ ମନ-ପରିବର୍ତ୍ତନ କରିଥିବା ସ୍ୱରୂପ; ପୁଣି, ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ;
16 ପେଇଂ କ୍ମେଇଂନେ ବାରି ଆକ୍ମେଇଂ ଏତେ କାମ୍ ବାରି ଜତନ୍ ଡିଙ୍ଗ୍ମ୍ୟାକ୍ନେ ରେମୁଆଁଇଂନେ ଏତେ ଡିଲାଡିଗ୍ ଡିଙ୍ଗ୍ପା ।
ଏହି ପ୍ରକାର ଲୋକମାନଙ୍କର, ପୁଣି, ପ୍ରତ୍ୟେକ ସହକର୍ମୀ ଓ ପରିଶ୍ରମୀ ଲୋକଙ୍କର ବଶୀଭୂତ ହୁଅ, ତୁମ୍ଭମାନଙ୍କୁ ଏହି ଅନୁରୋଧ କରୁଅଛି।
17 ସ୍ତିଫାନ୍, ଫର୍ତୁନାତ ବାରି ଆଖାୟିକ ଆକ୍ଅରିଆ ପାଙ୍ଗ୍କେସା ନେଙ୍ଗ୍ ମାଲେ ମ୍ଲେଡ଼ିଆ ଣ୍ତିଙ୍ଗ୍କେ । ଡାଗ୍ଲା ପେଇଂ ମାଲେଃନେ କେଲା ମେଇଂ ପେଇଙ୍ଗ୍ନେ ଟାନ୍ ପୁରନ୍ ଡିଂବକେ ।
ସ୍ତିଫାନା, ଫର୍ତ୍ତୂନାତ ଓ ଆଖାୟିକଙ୍କ ଆଗମନରେ ମୁଁ ଆନନ୍ଦ କରୁଅଛି, କାରଣ ତୁମ୍ଭମାନଙ୍କ ଅନୁପସ୍ଥିତ ହେତୁ ମୋହର ଯେଉଁ ଅଭାବ ଥିଲା, ତାହା ସେମାନେ ପୂରଣ କରିଅଛନ୍ତି,
18 ମେଇଂ ଆପେକେ ବାରି ଆନିଂକେ ଆମ୍ଲେଡ଼୍ୟା ଡିଂବଆର୍କେ । ଡେକ୍ରକମ୍ ରେମୁଆଁଇଂ ସନ୍ମାନ୍ନେ ରେମୁଆଁ ।
ଯେଣୁ ସେମାନେ ମୋହର ଓ ତୁମ୍ଭମାନଙ୍କ ଆତ୍ମାକୁ ସଞ୍ଜୀବିତ କରିଅଛନ୍ତି; ଅତଏବ, ତୁମ୍ଭେମାନେ ଏହି ପ୍ରକାର ଲୋକମାନଙ୍କୁ ଯୋଗ୍ୟ ଜାଣି ମାନ୍ୟ କର।
19 ଆସିଆ ଦେସ୍ନେ ମଣ୍ତଲିଇଂ ଆପେକେ ସାର୍ଲ ଣ୍ଡିଙ୍ଗ୍କେ । ଆକ୍ୱିଲା ପ୍ରିସ୍କା ବାରି ମେଁଇଂନେ ଡୁଆ ପାର୍ତନା ଡିଙ୍ଗ୍ମ୍ୟାକ୍ନେ ମଣ୍ତଲି ମାପ୍ରୁନେ ମ୍ନିରେ ଆପେକେ ଜାବର୍ ଜାବର୍ ସାର୍ଲ ଣ୍ଡିଙ୍ଗ୍କେ ।
ଏସିଆର ମଣ୍ଡଳୀ-ସମୂହ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ଆକ୍ୱିଲା ଓ ପ୍ରୀସ୍କା ସେମାନଙ୍କ ଗୃହସ୍ଥିତ ମଣ୍ଡଳୀ ସହିତ ପ୍ରଭୁଙ୍କଠାରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
20 ଆକ୍ନେ ବୟାଁଇଂ ସାପାରେକେ ସାର୍ଲ ଡିଂଆର୍କେ । ପେଇଙ୍ଗ୍ କିସ୍ଟ ଆଲାଦ୍ରେ ପବିତ୍ର ବାବ୍ରେ ବୈନ୍ତାଚେ ନିଜର୍ ନିଜର୍ ବିତ୍ରେ ସାର୍ଲପା ।
ଭାଇମାନେ ସମସ୍ତେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର।
21 ନେଙ୍ଗ୍ ପାଉଲ୍ ନିଜେନେ ନ୍ତିନ୍ନିଆ ଏନ୍ସାପା ଗୁଆର୍ ଣ୍ଡିଙ୍ଗ୍କେ । ପେଇଙ୍ଗ୍ ନିଂନେ ସାର୍ଲନେ ସାଃପା ।
ମୁଁ ପାଉଲ ନିଜ ହାତରେ ଲେଖି ନମସ୍କାର ଜଣାଉଅଛି।
22 ଜଦି ଜାଣ୍ଡେ ମାପ୍ରୁକେ ବଲ୍ ଆବା ଣ୍ଡୁ ତେଲା ମେଁ ଅବିସାପ୍ ବାଲେଃ ।
ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଶାପଗ୍ରସ୍ତ ହେଉ।
23 ମାପ୍ରୁ ଜିସୁନେ ଦୟା ପେ ଡାଗ୍ରା ଲେଃଲେ ।
ମାରାନାଥା। ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ;
24 କିସ୍ଟ ଜିସୁ ଏତେ ମିସୁ ଲେଃକ୍ନେ ପେଇଂ ସାପାରେ ନିଂ ଉର୍ଦୟ୍ନେ ଆଲାଦ୍ ଗ୍ରଅନ୍ ଡିଙ୍ଗ୍ପା ।
ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋହର ପ୍ରେମ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ।