< 2 Corinthians 1 >

1 Pavl an Apostle of JESVS Christ, by the will of God, and our brother Timotheus, to the Church of God, which is at Corinthus with all the Saints, which are in all Achaia:
ମୁଇ ପାଉଲ୍‌, ପର୍‌ମେସରର୍‌ ମନ୍‍ କଲା ଇସାବେ କିରିସ୍‌ଟ ଜିସୁର୍‌ ଗଟେକ୍‌ ପେରିତ୍‌ ସିସ୍‌ ବାଚାଇଅଇଲିଆଚି । ମୁଇ ଆରି ଆମର୍‌ ବାଇ ତିମତି ଆରି କରନ୍ତିୟଟାନେ ରଇବା ପର୍‌ମେସରର୍‌ ଗୁଲାଇ ମଣ୍ଡଲିମନ୍‌କେ ଆରି ଆକାଇଆଟାନେ ରଇବା ସବୁ ପର୍‌ମେସରର୍‌ ଲକ୍‌ମନ୍‌କେ, ଏ ଚିଟି ଲେକ୍‌ଲୁନି ।
2 Grace be with you, and peace from God our Father, and from the Lord Iesus Christ.
ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁର୍‌ ଟାନେଅନି ଜିବନ୍‌ ଦୁକାଇଲାଟା ଆରି ସାନ୍ତି ତମ୍‌କେ ଅ ।
3 Blessed be God, euen the Father of our Lord Iesus Christ, the Father of mercies, and the God of all comfort,
ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । ସେ ଆମର୍‌ ଦୟାକାରିଆ ବାବା ଆରି ଜାର୍‌ ଟାନେଅନି କି ଆମ୍‌କେ ସବୁ ବିସଇର୍‌ ସାଇଜ ଆଇସି ।
4 Which comforteth vs in all our tribulation, that we may be able to comfort them which are in any affliction by the comfort wherewith we our selues are comforted of God.
ସେ ଆମ୍‌କେ ସବୁ ଦୁକ୍‌ କସ୍‌ଟ ଆଇଲେ ସାଇଜ କର୍‌ସି । ସେନ୍ତାରିସେ ବିନ୍‌ ବିନ୍‌ ରକାମର୍‌ କସ୍‌ଟ ପାଇତେରଇବା ଲକ୍‌ମନ୍‌କେ ଆମେ ଜେନ୍ତି ଦୁକ୍‌ ସାରାଇବୁ । ପର୍‌ମେସର୍‌ ଟାନେଅନି ଜନ୍‌ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍‌ ଲାଗି, ଆମେ ମିସା ବିନ୍‌ ଲକ୍‌କେ ସାଇଜ କର୍‌ବୁ ।
5 For as the sufferings of Christ abounde in vs, so our consolation aboundeth through Christ.
କାଇକେବଇଲେ ଜେନ୍ତିକି କିରିସ୍‌ଟର୍‌ତେଇ ମିସ୍‌ଲାର୍‌ପାଇ ଆମର୍‌ ଦୁକ୍‌, କସ୍‌ଟ ଅଦିକ୍‌ ଅଦିକ୍‌ ଅଇଆଚେ, ସେନ୍ତାରିସେ କିରିସ୍‌ଟର୍‌ ଲାଗି ଆମର୍‌ ଦୁକ୍‌ ସାରାଇବାଟା ମିସା ଅଦିକ୍‌ ଅଦିକ୍‌ ଅଇଲାନି ।
6 And whether we be afflicted, it is for your consolation and saluation, which is wrought in the induring of the same sufferings, which we also suffer: or whether we be comforted, it is for your consolation and saluation.
ମାତର୍‌ ଆମ୍‌କେ ଦୁକ୍‌ କସ୍‌ଟ ଅଇଲେ, ସେଟା ତମର୍‌ ଦୁକ୍‌ ସାରାଇବାକେ ଆରି ନ ସାର୍‌ବା ଜିବନ୍‌ ପାଇବାକେ । ସେନ୍ତାରିସେ ଜେଡେବେଲେ ଆମେ ପର୍‌ମେସରର୍‌ ଟାନେଅନି ସାଇଜ ମିଲାଇବୁ, ସେଟା ତମର୍‌ପାଇ ମିସା ସାଇଜ ମିଲ୍‌ଲା ପାରା । ଏନ୍ତାରି ସେ ତମର୍‌ ବିସ୍‌ବାସ୍‌ କର୍‌ବାଟା ଡାଟ୍‌ କରାଇସି, ଜେନ୍ତିକି ଆମେ ଦୁକ୍‌କସ୍‌ଟ ଆଇଲେ ମିସା ମୁର୍‌ଚି କରି ଆଚୁ, ସେନ୍ତାରି ଦୁକ୍‌ କସ୍‌ଟ ଆଇଲେ ତମେ ମିସା ମୁର୍‌ଚି କରି ରଇପାରାସ୍‌ ।
7 And our hope is stedfast concerning you, in as much as we know that as ye are partakers of the sufferings, so shall ye be also of the consolation.
ଏଟାର୍‌ଲାଗି ତମର୍‌ଟାନେ ଆସା କର୍‌ବାଟା ଡାଁଟ୍‌ ଅଇଲାଆଚେ । କାଇକେବଇଲେ, ଆମେ ଜାନିଆଚୁ, ଆମ୍‌କେ ଦୁକ୍‌ କସ୍‌ଟ ଆଇଲେ ମିସା ମୁର୍‌ଚିକରି ଆଚୁ, ତମେ ମିସା ସେନ୍ତାରି ମୁର୍‌ଚିକରି ଆଚାସ୍‌ । ଜେନ୍ତାରି କି ପର୍‌ମେସର୍‌ ଟାନେଅନି ଆମେ ସାଇଜ ମିଲାଇଆଚୁ । ସେନ୍ତାରିସେ ତମେ ମିସା ସାଇଜ ମିଲାଇଆଚାସ୍‌ ।
8 For brethren, we woulde not haue you ignorant of our affliction, which came vnto vs in Asia, howe we were pressed out of measure passing strength, so that we altogether doubted, euen of life.
କାଇକେ ବଇଲେ, ଏ ବାଇବଇନିମନ୍‌, ଆସିଆ ରାଇଜେ ଆମ୍‌କେ ଅଇରଇବା ବଡ୍‌ ଦୁକ୍‌ କସ୍‌ଟ ବିସଇ ତମେ ଜାନିରୁଆ ବଲି ଆମେ ମନ୍‍ କଲୁନି । ମୁର୍‌ଚି ନାପାର୍‌ଲା ବଡ୍‌ ପରିକା ଆଇଲା । ଏନ୍ତାରି କି ଆମେ ଆରି ନ ରଇକରି ମରିଜିବାର୍‌ ଅଇସିବେ ବଲି ବାବ୍‌ତେରଇଲୁ ।
9 Yea, we receiued the sentence of death in our selues, because we shoulde not trust in our selues, but in God, which rayseth the dead.
ଉଁ, ଆମ୍‍କେ ମରନ୍‌ ଆସି ଡାବିଅଇରଇଲା । ମାତର୍‌ ନିଜର୍‌ ନିଜର୍‌ ଉପ୍‌ରେ ଆସା ନ କରି, ଜନ୍‌ ପର୍‌ମେସର୍‌ ମଲା ଲକ୍‌ମନ୍‌କେ ଉଟାଇସି, ତାର୍‌ ଉପ୍‌ରେ ଆସା କର୍‌ବାକେ ଏ ସବୁ ଅଇଲା ।
10 Who deliuered vs from so great a death, and doeth deliuer vs: in whom we trust, that yet hereafter he will deliuer vs,
୧୦ସେ ଆମ୍‌କେ ମରନ୍‌ଟାନେ ଅନି ବଁଚାଇଲା । ସେଟାର୍‌ପାଇ ଆମେ ରକିଆ ପାଇଲୁ । ମରନ୍‌ ରଇଲା ଆକା, ମାତର୍‌ ମରୁନାଇ । ଆରି ସେ ଆମ୍‌କେ ସାଇଜ କର୍‌ତେରଇସି ଆକା ବଲି ଜାନିଆଚୁ । ଆମ୍‌କେ ବଡ୍‌ ଆସା ଆଚେ ଜେ, ସେ ଆମ୍‌କେ ସାଇଜ କର୍‌ବାଟା କେବେ ନ ତେବାଏ ।
11 So that ye labour together in prayer for vs, that for the gift bestowed vpon vs for many, thankes may be giuen by many persons for vs.
୧୧ତମେ ଆମର୍‌ ପାଇ ପାର୍‌ତନା କରି ଆମ୍‌କେ ସାଇଜ କର୍‌ବାର୍‌ ଆଚେ । ସେନ୍ତାର୍‌ କଲେ ପର୍‌ମେସର୍‌ ସବୁ ପାର୍‌ତନାଇ ମାଙ୍ଗ୍‌ଲାଟା ପାଟାଇସି । ଆରି ବେସି ଲକ୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେବାଇ । କାଇକେବଇଲେ ସେ ଆମ୍‌କେ ଆସିର୍‌ବାଦ୍‌ କଲାଆଚେ ।
12 For our reioycing is this, the testimonie of our conscience, that in simplicitie and godly purenesse, and not in fleshly wisedome, but by the grace of God wee haue had our conuersation in the worlde, and most of all to you wardes.
୧୨ବାଇମନ୍‌ ଆମେ ବଡ୍‌ପନ୍‌ ଅଇକରି କଇବା ଗଟେକ୍‌ କାତା ଆଚେ । ସେଟା ଆମେ ସତ୍‌ ବଲି ଜାନ୍‌ଲୁନି ଆରି ସେଟା ଅଇଲାନି, । ସବୁଲକର୍‍ଟାନେ ଆରି, ତମର୍‌ଟାନେ ମିସା ଆମର୍‌ ଚଲାଚଲ୍‌ତି ସୁକଲ୍‌ ଆରି ଦରମ୍‌ ଆଚେ । ଏଟା ଆମର୍‌ ବିବେକ୍‌ ସାକି ଦେଲାନି । ଲକ୍‌ମନର୍‌ ଗିଆନ୍‌ ଇସାବେ ଆମେ କରୁନାଇ, ମାତର୍‌ ପର୍‌ମେସରର୍‌ ଜିବନ୍‌ ଦୁକାଇଲା ବପୁର୍‌ ସଙ୍ଗ୍‌ ଏ ସବୁଜାକ କଲୁନି ।
13 For wee write none other thinges vnto you, then that ye reade or els that ye acknowledge, and I trust ye shall acknowledge vnto ye end.
୧୩କାଇକେ ବଇଲେ, ଆମେ ଚିଟି ପାଟାଇଲା ବେଲେ ତମେ ଜାଇଜାଇଟା ପଡିକରି ବୁଜିପାରାସ୍‌, ସେଟାସେ ଲେକି ପାଟାଇଲୁନି ।
14 Euen as ye haue acknowledged vs partly, that we are your reioycing, euen as ye are ours, in the day of our Lord Iesus.
୧୪ଏବେ ଆମେ ଜାଇଟା କଲୁନି, ସେ ବିସଇ ତମେ ଅଲପ୍‌ ଅଲପ୍‌ ବୁଜ୍‌ଲାସ୍‌ନି । ମାତର୍‌ ମୁଇ ଆସା କଲିନି, ସେଟା ତମେ ପୁରାପୁରୁନ୍‌ ବୁଜି ପାର୍‌ସା । ଜେନ୍ତାରି କି, ଆମର୍‌ ମାପ୍‌ରୁ ଜିସୁ ବାଉଡ୍‌ଲା ଦିନେ, ତମେ ଆମର୍‌ ଲାଗି ସାର୍‌ଦା କର୍‌ସା, ସେନ୍ତାରିସେ ଆମେ ମିସା ତମର୍‌ଲାଗି ସାର୍‌ଦା କର୍‌ବୁ ।
15 And in this confidence was I minded first to come vnto you, that ye might haue had a double grace,
୧୫ଏଟା ସବୁ ତମେ ବୁଜି ପାର୍‌ସା, ସେଟା ଜାନିକରି ମୁଇ ତମର୍‌ଟାନେ ବୁଲିଆଇବି ବଲି ମନ୍‌କଲି । ଜେନ୍ତାରି କି ମୁଇ ତମ୍‌କେ ଦୁଇତର୍‌ ସାଇଜ କରିପାର୍‌ବି ।
16 And to passe by you into Macedonia, and to come againe out of Macedonia vnto you, and to be led foorth towarde Iudea of you.
୧୬କାଇକେବଇଲେ ମୁଇ ମାକିଦନିଆଇ ଜିବାବାଟେ ତମର୍‌ଟାନେ ଆସି ରଇବି ବଲି ମନ୍‌କଲି । ଆରି ମୁଇ ଗରେ ବାଅଡ୍‌ବାବେଲେ ଆରିତରେକ୍‌ ତମର୍‌ଟାନେ ତେବ୍‌ବି ବଲି ମନ୍‌ କଲି । କାଇକେବଇଲେ ମୁଇ ଜେବେ ଜିଉଦା ଦେସେ ଜିବାକେ ବାରଇବି, ସେ ବେଲେ ତମେ ମକେ ସାଇଜ କରି ପାରାସ୍‌ ।
17 When I therefore was thus minded, did I vse lightnesse? or minde I those thinges which I minde, according to the flesh, that with me should be, Yea, yea, and Nay, nay?
୧୭ତେବେ ମୁଇ ଏନ୍ତାରି ମନ୍‍ କଲାକେ ମକେ ତମେ ଦୁଇ ମନିଆ ଲକ୍‌ ବଲି ବାବ୍‌ଲାସ୍‌ନି କାଇକି । ନିଜର୍‌ ମନ୍‍ କଲା ଇସାବେ ଚିନ୍ତା କର୍‌ବା ଗଟେକ୍‌ ଲକର୍‌ପାରା ତମେ ମକେ ବାବ୍‌ଲାସ୍‌ କାଇକି । ମୁଇ ଆଇବି ବଲି କଇଲେ ମିସା ତମର୍‌ ମନେ ସେ ନ ଆସେ, ବଲି ବାବ୍‌ଲାସ୍‌ କାଇକି ।
18 Yea, God is faithfull, that our worde towarde you was not Yea, and Nay.
୧୮ଜଦି ପର୍‌ମେସର୍‌ କଇବାଟା ସତ୍‌, ସେନ୍ତାର୍‌ ଆଲେ ମୁଇ କଇବାଟା ମିସା ସତ୍‌ ସେ । ଏକାବେଲେ ଉଁ ଆରି ନାଇ ବଲି, ନ କଇ ।
19 For the Sonne of God Iesus Christ, who was preached among you by vs, that is, by me, and Siluanus, and Timotheus, was not Yea, and Nay: but in him it was Yea.
୧୯ମୁଇ, ସିଲାନ୍‌ ଆରି ତିମତି, ପର୍‌ମେସରର୍‌ ପଅ ଜେ କି କିରିସ୍‌ଟ ଜିସୁ, ତାର୍‌ ବିସଇନେଇ ତମ୍‌କେ ଜାନାଇରଇଲୁ । ସେ ଉଁ ଆରି ନାଇ, ବଲି କଇବା ଦୁଇ ମନିଆ ଲକ୍‌ ନଏଁ ।
20 For all the promises of God in him are Yea, and are in him Amen, vnto the glorie of God through vs.
୨୦ତାର୍‌ଲାଗି ପର୍‌ମେସର୍‌ ଉଁ ବଲି, କଇରଇବାଟା, ସବୁଜାକ ପୁରାପୁରୁନ୍‌ କର୍‌ସି । ସେଟାର୍‌ପାଇ ଜିସୁକିରିସ୍‌ଟକେ ଆମେ ଆମେନ୍‍ ବଲି, କଇବାଟା ପର୍‌ମେସରର୍‌ ମଇମା ପାଇ ଅଇସି ।
21 And it is God which stablisheth vs with you in Christ, and hath anoynted vs.
୨୧ତମ୍‌କେ ଆରି ଆମ୍‌କେ ଜିସୁକିରିସ୍‌ଟତେଇ ମିସିରଇବାକେ ଆଇବା ଡାଟ୍‌ ବିସ୍‌ବାସ୍‌ ଆନ୍‌ବାଟା, ପର୍‌ମେସର୍‌ ସେ । ଆରି ସେ ଆମ୍‌କେ ବାଚ୍‌ଲା ଆଚେ ।
22 Who hath also sealed vs, and hath giuen the earnest of the Spirit in our hearts.
୨୨ଆମେ ତାର୍‌ଟା ବଲି ଜାନ୍‌ବାକେ ସେ ଆମ୍‌କେ ତାର୍‌ ଚିନ୍‌ ମାର୍‌ଲା ଆଚେ ଆରି ସୁକଲ୍‌ଆତ୍‌ମା ଆମର୍‌ ବିତ୍‌ରେ ଦାନ୍‌ କଲା ଆଚେ । ପର୍‌ମେସର୍‌ ଆମର୍‌ପାଇ ଜେତ୍‌କି ବିସଇ ସଙ୍ଗଇଆଚେ, ସେ ଆତ୍‌ମାର୍‌ ଲାଗି ଆମେ ସେଟା ସବୁ ପାଇବୁ ବଲି ଜାନ୍‌ଲୁନି ।
23 Nowe, I call God for a recorde vnto my soule, that to spare you, I came not as yet vnto Corinthus.
୨୩ଜଦି ମୁଇ କଇବାଟା ସତ୍‌ ନାଇ, ସେନ୍ତାର୍‌ଆଲେ ପର୍‌ମେସର୍‌ ମକେ ଡଣ୍ଡ୍‌ ଦେଅ । ମୁଇ କରନ୍ତିଅତେଇ ବୁଲି ଆଇବାକେ କାଇକେ ଅଏ ନାଇ ବଲି ସେ ଜାନେ । ମୁଇ ତେଇ ଆଇଲେ, ତମର୍‌ ଚଲାଚଲ୍‌ତିର୍‌ ବୁଲ୍‌ଟିକ୍‌ ଦେକ୍‌ଲେ, ତମେ ଦୁକ୍‌ କର୍‌ତାସ୍‌ ।
24 Not that wee haue dominion ouer your faith, but wee are helpers of your ioy: for by faith yee stande.
୨୪ତମେ କନ୍‌ଟା ମାନ୍‌ବାର୍‌ ଆଚେ, କନ୍‌ଟା ନାଇ, ସେଟା ଆଦେସ୍‌ ଦେବାକେ ଆମେ ମନ୍‍ କରୁନାଇ । କାଇକେବଇଲେ, ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଇଗାଲା ଆଚେ । ତମର୍‌ ସଙ୍ଗ୍‌ ମିସିକରି କାମ୍‌ କର୍‌ବାକେ ଆମେ ମନ୍‍ କଲୁନି । ଜେନ୍ତାରିକି ତମେ ସାର୍‌ଦା ଅଇସା ।

< 2 Corinthians 1 >