< 1 Corinthians 16 >

1 Concerning the gathering for the Saintes, as I haue ordeined in the Churches of Galatia, so doe ye also.
ଜିଉଦା ମଣ୍ଡଲିର୍‌ ବିସ୍‌ବାସିମନ୍‌କେ ଡାବୁ ସାଇଜ କର୍‌ବା ବିସଇ ମୁ ଲେକ୍‌ଲିନି । ମୁ ଗାଲାତିଅ ମଣ୍ଡଲିମନ୍‌କେ ଜାଇଟା କର୍‌ବାକେ ଆଦେସ୍‌ ଦେଲିଆଚି, ସେ ଆଦେସ୍‌ ଡାଁଟ୍‌ ସଙ୍ଗ୍‌ କର୍‌ବାର୍‌ଆଚେ ।
2 Euery first day of the weeke, let euery one of you put aside by himselfe, and lay vp as God hath prospered him, that then there be no gatherings when I come.
ତମର୍‌ କାମାଇବା ଇସାବେ, ସବୁ ବିସ୍‌ବାସିମନ୍‌, ବିସ୍‌ରାମ୍‌ ଦିନେ ମଣ୍ଡଲିତେଇ ରୁଣ୍ଡ୍‌ଲାବେଲେ ଅଲପ୍‌ ଅଲପ୍‌ ଡାବୁ ଜମାଇବାର୍‌ ଆଚେ । ଜେନ୍ତିକି ମୁଇ ଆଇଲାବେଲେ ଆରି ଡାବୁ ତଲ୍‌ବାକେ ନ ଲାଗେ ।
3 And when I am come, whomsoeuer ye shall alowe by letters, them will I send to bring your liberalitie vnto Hierusalem.
ମୁଇ ଆଇଲାବେଲେ ତମେ ବାଚିରଇବା ଲକ୍‌ମନ୍‌କେ ଗଟେକ୍‌ ଚିଟି ଲେକିଦେବି ଆରି ସେମନ୍‌ ଜମାଇଲା ଡାବୁ ଆରି ସେମନ୍‌କେ ଜାନାଇବା ଚିଟି ଦାରି, ଜିରୁସାଲାମ୍‌ ଜିବାଇ ।
4 And if it be meete that I goe also, they shall goe with me.
ଜଦି ମର୍‌ ଜିବାକେ ଦର୍‌କାର୍‌ ଅଇସି ବଇଲେ ସେମନ୍‌ ମର୍‌ସଙ୍ଗ୍‌ ଜାଇପାରତ୍‌ ।
5 Nowe I will come vnto you, after I haue gone through Macedonia (for I will passe through Macedonia.)
ମାତର୍‌ ମୁଇ ଏବେ ମାକିଦନିଆଇ ଗାଲିନି । ତେଇଅନି ଜାଇ ଆଇଲେ ତମର୍‌ ଲଗେ ଆଇବି ।
6 And it may be that I will abide, yea, or winter with you, that ye may bring me on my way, whither soeuer I goe.
ମୁଇ ତେଇ ତମର୍‌ ସଙ୍ଗ୍‌ କେତେକ୍‌ ଦିନ୍‌ ରଇବି । ଅଇପାରେ ସିତ୍‌ଦିନ୍‌ ସାର୍‌ବା ଜାକ । ତାର୍‌ପଚେ ଜନ୍ତି ଜିବାକେ ମନ୍‍ କଲିନି, ତେଇ ଜିବାକେ ତମେ ମକେ ସାଇଜ କରିପାରାସ୍‌ ।
7 For I will not see you nowe in my passage, but I trust to abide a while with you, if the Lord permit.
କାଇକେବଇଲେ ଜିବାବେଲେ ବାଟେ ତମର୍‌ ସଙ୍ଗ୍‌ ବେଟ୍‌ ଅଇକରି ଚନେକ୍‌ସେ ରଇବାକେ ମର୍‌ ମନ୍‍ ନାଇ । ମୁଇ ଆସା କଲିନି ମାପ୍‌ରୁ ମନ୍‍ କଲେ ମୁଇ ତମର୍‌ ସଙ୍ଗ୍‍ ଏତର୍‌ ବେସି ଦିନ୍‌ ରଇବି ।
8 And I wil tary at Ephesus vntill Pentecost.
ମାତର୍‌ ମୁଇ ପେନ୍‌ଟିକସ୍‌ଟ୍‌ ପରବ୍‌ ଜାକ ଏପିସିଏ ରଇବି,
9 For a great doore and effectuall is opened vnto me: and there are many aduersaries.
ଇତି ମର୍‌ ବିରଦେ ବେସିଲକ୍‌ ରଇଲେ ମିସା, ସପଲ୍‌ ଅଇବା କାମ୍‌ କର୍‌ବାକେ ମର୍‌ ପାଇ ଦୁଆର୍‌ ଉଗାଡି ଅଇଆଚେ ।
10 Nowe if Timotheus come, see that he be without feare with you: for he worketh the worke of the Lord, euen as I doe.
୧୦ଜଦି ତିମତି ତମର୍‌ଟାନେ ଆଇଲେ, ତାକେ ଗତିଆ କରି ଡାକିନିଆ । କାଇକେବଇଲେ ସେ ମିସା ମର୍‌ପାରା ମାପ୍‌ରୁର୍‌ କାମ୍‌ କଲାନି ।
11 Let no man therefore despise him: but conuey him foorth in peace, that he may come vnto me: for I looke for him with the brethren.
୧୧ସେଟାର୍‌ ପାଇ ତାକେ କେ ମିସା ସାନ୍‌ ପାରା ଦେକାନାଇ । ମାତର୍‌ ତାକେ ସାଇଜ କରା, ଜେନ୍ତିକି, ସେ ତମର୍‌ ଜାଗାଇଅନି ଗାଲାବେଲେ, ସାନ୍ତିସଙ୍ଗ୍‍ ଜାଇପାର୍‌ସି । ଆରି ସେ ମର୍‌ଲଗେ ବାଅଡ୍‌ସି । ଇତିର୍‌ ବାଇବଇନିମନର୍‌ ସଙ୍ଗ୍‌ ମୁଇ ତାକେ ଜାଗ୍‌ଲିନି ।
12 As touching our brother Apollos, I greatly desired him, to come vnto you with the brethren: but his mind was not at all to come at this time: howbeit he will come when he shall haue conuenient time.
୧୨ବାଇ ଆପଲର୍‌ ବିସଇ ମୁଇ କଇଲିନି । ବିନ୍‌ ବିସ୍‌ବାସିମନର୍‌ ସଙ୍ଗ୍‌ ତମ୍‌କେ ବେଟ୍‌ ଅଇବାକେ ମୁଇ ତାକେ ବେସି ତର୍‌ ସାର୍‌ଦା କରାଇଲି, ମାତର୍‌ ସେ ଏବେ ଜିବାକେ ମୁଲ୍‌କେ ରାଜି ଅଏନାଇ । ପଚେ ସୁଜଗ୍‌ ମିଲ୍‌ଲେ ସେ ତମର୍‌ଟାନେ ଆଇସି ଆକା ।
13 Watch ye: stand fast in the faith: quite you like men, and be strong.
୧୩ତମେ ଜାଗ୍‌ରତ୍‌ ରଇକରି ବିସ୍‌ବାସେ ଡାଁଟ୍‌ ରୁଆ । ବପୁ ଅଇକରି ସାଆସେ ରୁଆ ।
14 Let all your things be done in loue.
୧୪ତମେ କର୍‌ବା ସବୁ କାମ୍‌ ଆଲାଦେ ସାରାଇବାର୍‌ ଆଚେ ।
15 Nowe brethren, I beseeche you (ye knowe the house of Stephanas, that it is the first fruites of Achaia, and that they haue giuen themselues to minister vnto the Saintes)
୧୫ଏ ବାଇମନ୍‌, ତମେ ତିପାନ୍‌ ଆରି ତାର୍‌ କୁଟୁମ୍‌ ବିସଇ ଜାନାସ୍‌ । ସେମନ୍‌ ଆକାୟାର୍‌ ପର୍‌ତୁମ୍‌ ବିସ୍‌ବାସିମନ୍‌ ଆରି ପର୍‌ମେସରର୍‌ ଲକ୍‌ମନର୍‌ ସେବାଇ ନିଜେ ସର୍‌ପି ଅଇଲାଇ ଆଚତ୍‌ । ଏ ବାଇବଇନିମନ୍‌ ମୁଇ ତମ୍‌କେ ବାବୁଜିଆ କଲିନି,
16 That ye be obedient euen vnto such, and to all that helpe with vs and labour.
୧୬ଏନ୍ତାରି ଦାଇତ୍‌ ନେବା ଲକ୍‌ମନର୍‌ ତଲିଆ ରୁଆ । ଆରି ସେମନର୍‌ ସଙ୍ଗ୍‍ ସେବା କର୍‌ବା ଲକ୍‌ମନର୍‌ ତଲିଆ ଉଆ ।
17 I am glad of the comming of Stephanas, and Fortunatus, and Achaicus: for they haue supplied the want of you.
୧୭ତିପାନା, ପର୍‌ତୁନାତ୍‌ ଆରି ଆକାଇ ଇତି ଆଇଲାକେ ମୁଇ ବେସି ସାର୍‌ଦା ଅଇଲିନି । କାଇକେବଇଲେ ତମେ ନ ରଇଲେ ମିସା ସେମନ୍‌ ତମର୍‌ ଜାଗାଇ ରଇଲା ପାରା ।
18 For they haue comforted my spirite and yours: acknowledge therefore such men.
୧୮ତମ୍‌କେ ଜେନ୍ତି ସାର୍‌ଦା କରାଇଲାଇ, ମକେ ମିସା ସେନ୍ତି ସାର୍‌ଦା କରାଇଲାଇ । ଏନ୍ତାରି ଲକ୍‌ମନ୍‌କେ ନାମ୍‌ବାର୍‌ ଆଚେ ।
19 The Churches of Asia salute you: Aquila and Priscilla with ye Church that is in their house, salute you greatly in the Lord.
୧୯ଆସିଆ ଦେସର୍‌ ମଣ୍ଡଲିମନ୍‌ ତମ୍‌କେ ଜୁଆର୍‌ ଜାନାଇଲାଇନି । ଆକିଲା, ପିରିସ୍‌କିଲା ଆରି ସେମନର୍‌ ଗରେ ଉପାସନା କର୍‌ତେରଇବା ମଣ୍ଡଲି ମାପ୍‌ରୁର୍‌ ନାଉଁ ଦାରି ତମ୍‌କେ ତାକର୍‌ ମନ୍‌ ବିତ୍‌ରେ ଅନି ଜୁଆର୍‌ ଜାନାଇଲାଇନି ।
20 All the brethren greete you. Greete ye one another, with an holy kisse.
୨୦ଇତିର୍‌ ବାଇବଇନିମନ୍‌ ସବୁ ତମ୍‌କେ ଜୁଆର୍‌ ଜାନାଇଲାଇନି । ତମର୍‌ ତମର୍‌ ବିତ୍‌ରେ ଆତେ ଦାରାଦାରି ଅଇ କିରିସ୍‌ଟର୍‌ ଆଲାଦେ ସାଲାମ୍‌ କରି ଜୁଆର୍‌ବେଟ୍‌ ଉଆ ।
21 The salutation of me Paul with mine owne hand.
୨୧ମୁଇ ପାଉଲ୍‌, ଏତ୍‌କିସେ ଲେକି ଜୁଆର୍‌ ଜାନାଇଲିନି ।
22 If any man loue not the Lord Iesus Christ, let him be had in execration maran-atha.
୨୨ଜଦି କେ ମାପ୍‌ରୁକେ ଲାଡ୍‌ ନ କରେ, ସେ ଅବିସାପ୍‌ ପାଅ । ମାରାନାତା, ଆମର୍‌ ମାପ୍‌ରୁ ଆସ ।
23 The grace of our Lord Iesus Christ be with you.
୨୩ମାପ୍‌ରୁ ଜିସୁର୍‌ ଜିବନ୍‌ ଦୁକାନି ତମର୍‌ଟାନେ ରଅ ।
24 My loue be with you all in Christ Iesus, Amen. ‘The first Epistle to the Corinthians, written from Philippi, and sent by Stephanas, and Fortunatus, and Achaicus, and Timotheus.’
୨୪କିରିସ୍‌ଟ ଜିସୁକିରିସ୍‌ଟର୍‌ ସଙ୍ଗ୍‌ ମିସିରଇବା ସବୁକେ ମର୍‌ ଆଲାଦ୍‌ ରଅ ।

< 1 Corinthians 16 >