< 1 Corinthians 14 >

1 Followe after loue, and couet spirituall giftes, and rather that ye may prophecie.
ତେବେ ବାଇମନ୍‌କେ ଆଲାଦ୍‌ କର୍‌ବାକେ ତମର୍‌ ସବୁ ବପୁ ସାରାଆ । ସୁକଲ୍‌ଆତ୍‌ମା ଜନ୍‌ ସବୁ ବପୁ ଦେଲାନି, ସେଟା ପାଇବାକେ ମିସା ମନ୍‌ କରା । ସେ ବିତ୍‌ରେ ଅନି ପର୍‌ମେସରର୍‌ ବାକିଅ ଜାନାଇବା ବପୁ ପାଇବାକେ ମନ୍‌ କରା ।
2 For hee that speaketh a strange tongue, speaketh not vnto men, but vnto God: for no man heareth him: howbeit in the spirit he speaketh secret things.
କାଇକେବଇଲେ ଜେ ନାଜାନ୍‌ଲା ବାସା ସଙ୍ଗ୍‌ କାତା ଅଇସି, ସେ ଲକ୍‌ମନର୍‌ ସଙ୍ଗ୍‌ ନାଇ, ମାତର୍‌ ପର୍‌ମେସର୍‌ ସଙ୍ଗ୍‌ କାତା ଅଇଲାନି । କାଇକେବଇଲେ ତାର୍‌ କାତା କେ ମିସା ବୁଜତ୍‌ ନାଇ । ସେମନ୍‌ ଆତ୍‌ମାର୍‌ ବପୁର୍‌ ସଙ୍ଗ୍‌ ଲୁଚ୍‌ତେ ରଇବା ସତ୍‌ ବିସଇ କାତା ଅଇଲାଇନି ।
3 But he that prophecieth, speaketh vnto me to edifying, and to exhortation, and to comfort.
ମାତର୍‌ ଜେ ପର୍‌ମେସରର୍‌ ବାକିଅ ଜାନାଇସି, ଲକ୍‌ମନର୍‌ ସଙ୍ଗ୍‌ କାତା ଅଇସି । ଜେନ୍ତାରିକି, ସେମନ୍‌କେ ସାଇଜ, ସାର୍‌ଦା ଆରି ଦୁକ୍‌ ସାରାଇବାଟା ଦେଇରଇସି ।
4 He that speaketh strange language, edifieth himselfe: but hee that prophecieth, edifieth the Church.
ଜେ ନାଜାନ୍‌ଲା ବାସାଇ କାତାଅଇସି, ସେଟା ତାର୍‌ ନିଜର୍‌ ବିସ୍‌ବାସ୍‍କେ ଡାଟ୍‌ କରାଇସି । ମାତର୍‌ ଜେ କି ପର୍‌ମେସରର୍‌ ବାକିଅ ଜାନାଇସି, ସେ ଗୁଲାଇ ମଣ୍ଡଲିର୍‌ ବିସ୍‌ବାସ୍‌ ଡାଟ୍‌ କରାଇସି ।
5 I would that ye all spake strange languages, but rather that ye prophecied: for greater is hee that prophecieth, then hee that speaketh diuers tongues, except hee expound it, that the Church may receiue edification.
ତମେ ସବୁଲକ୍‌ ନାଜାନ୍‌ଲା ବାସାଇ କାତା ଅଇଲେ ମୁଇ ସାର୍‌ଦା ଅଇବି । ମାତର୍‌ ପର୍‌ମେସରର୍‌ ବାକିଅ ଜାନାଇବାକେ ବପୁ ଉଆ ବଲି ମୁଇ ଅଦିକ୍‌ ମନ୍‍ କଲିନି । କାଇକେବଇଲେ ପର୍‌ମେସରର୍‌ ବାକିଅ ପାଇକରି ଜାନାଇବା ଲକ୍‌, ନାଜାନ୍‌ବା ବାସାଇ କାତା ଅଇବା ଲକର୍‌ ଟାନେଅନି ମୁକିଅ । ଜଦି ମଣ୍ଡଲିର୍‌ କେ ମିସା ସେ କଇଲା ବିସଇର୍‌ ଅରତ୍‌ ନ ବୁଜାଇବାଜାକ ଗୁଲାଇ ମଣ୍ଡଲି ସାଇଜ ନଏଁ ।
6 And nowe, brethren, if I come vnto you speaking diuers tongues, what shall I profite you, except I speake to you, either by reuelation, or by knowledge, or by prophecying, or by doctrine?
ତେବେ ଏ ବାଇବଇନିମନ୍‌ ମୁଇ ତମର୍‌ଟାନେ ଆଇଲାବେଲେ, ଜଦି ନାଜାନ୍‌ଲା ବାସାଇ କାତା କଇଲେ, ତମ୍‌କେ କେନ୍ତି ଡାଟ୍‌ କରାଇବି? ମୁଲ୍‌କେ ନାଇ, ଜଦି ମୁଇ ପର୍‌ମେସର୍‌ ଟାନେଅନି ପାଇଲା ବାକିଅ, କି ଗିଆନ୍‌, କି ବବିସତ୍‌ କାତା ସିକ୍‌ବା ବିସଇ ନ ଜାନାଇଲେ, ତେବେ ତମ୍‌କେ କେନ୍ତି ଡାଟ୍‌ କରାଇବି?
7 Moreouer things without life which giue a sounde, whether it be a pipe or an harpe, except they make a distinction in the soundes, how shall it be knowen what is piped or harped?
ସେନ୍ତାରିସେ ବାଉଁସି ଆରି ଡୁଡୁଙ୍ଗା ପାରା ଜିବନ୍‌ ନ ରଇବା ବାଇଦ୍‌ ବିସଇ ବାବିଦେକୁ, ସେଟା ଜଦି ବାଜନ୍‌ତେଇ ବିନ୍‌ ସର୍‌ ନ ରଇଲେ, ସେଟା ବାଜ୍‌ଲାନି ବଲିକରି ଜାନି ନଏ ।
8 And also if the trumpet giue an vncertaine sound, who shall prepare himselfe to battell?
ସେନ୍ତାରିସେ ସନିଅମନ୍‌ ଜନ୍‌ ବାଁକା ବାଜାଇବାଇ, ଜଦି ତାର୍‌ ସବଦ୍‌ ଟିକ୍‌ ନାଇ, ଜୁଇଦେ ଜିବାଜେ କେ ମିସା ଜାଗ୍‌ରତ୍‌ ନ ଅଅତ୍‌ ।
9 So likewise you, by the tongue, except yee vtter wordes that haue signification, howe shall it be vnderstand what is spoken? for ye shall speake in the ayre.
ସେନ୍ତାରିସେ ନ ବୁଜ୍‌ବା କାତା କଇଲେ, ତମେ କାଇଟା କାତା ଅଇଲାସ୍‌ନି ବଲି କେ ବୁଜି ନାପାରତ୍‌ । ତମର୍‌ କାତା ପବନ୍‌ ଉଡାଇନେଲା ପାରା ଅଇସି ।
10 There are so many kindes of voyces (as it commeth to passe) in the world, and none of them is dumme.
୧୦ଏ ଜଗତେ କେତେକ୍‌ କେତେକ୍‌ ବାସା ଆଚେ । ଆରି ସେଟାର୍‌ ସବୁର୍‌ ଅରତ୍‌ ଆଚେ ।
11 Except I know then the power of ye voyce, I shall be vnto him that speaketh a barbarian, and he that speaketh, shalbe a barbarian vnto me.
୧୧ମାତର୍‌ କାତାଅଇରଇବା ବାସା ଜଦି ମୁଇ ବୁଜି ନାପାର୍‌ଲିନି, ସେ ବାସାଇ କାତା ଅଇବା ଲକ୍‌ମନ୍‌ ମର୍‌ ଅଚିନାର୍‌ ଲକ୍‌ ପାରା, ମୁଇ ମିସା ସେମନର୍‌ପାଇ ଅଚିନାର୍‌ ପାରା ।
12 Euen so, forasmuch as ye couet spirituall giftes, seeke that ye may excell vnto the edifying of the Church.
୧୨ତେବେ ତମେ ଜେନ୍ତାରିକି ସୁକଲ୍‌ ଆତ୍‌ମାର୍‌ ବିନ୍‌ ବିନ୍‌ ରକାମର୍‌ ଦାନ୍‌ ପାଇବାକେ ମନ୍‌ କଲାସ୍‌ନି, ସେ ସବୁର୍‌ ଟାନେଅନି ଜନ୍‌ ସବୁ ଦାନ୍‌ ତମର୍‌ ମଣ୍ଡଲିକେ ଡାଟ୍‌ କରାଇସି, ସେ ଦାନ୍‌ ବାଇବାକେ ଚେସ୍‌ଟା କରା ।
13 Wherefore, let him that speaketh a strange tongue, pray, that he may interprete.
୧୩ତେବେ ଜେ ନାଜାନ୍‌ଲା ବାସାଇ କାତା ଅଇସି, ସେ କାତା ଅଇଲାଟା ବୁଜାଇବା ଦାନ୍‌ ମିଲ ବଲି ପାର୍‌ତନା କର ।
14 For if I pray in a strange togue, my spirit prayeth: but mine vnderstading is without fruite.
୧୪କାଇକେବଇଲେ ମୁଇ ଜଦି ନାଜାନ୍‌ବା ବାସାଇ ପାର୍‌ତନା କର୍‌ବି, ମର୍‌ ଆତ୍‌ମା ପାର୍‌ତନା କଲାନି । ମାତର୍‌ ମର୍‌ ବୁଜ୍‌ବାର୍‌ ବପୁ ତେଇ ମିସେନାଇ ।
15 What is it then? I will pray with the spirit, but I wil pray with the vnderstanding also: I wil sing with the spirite, but I will sing with the vnderstanding also.
୧୫ତେବେ ମୁଇ କାଇଟା କର୍‌ବି? ମର୍‌ ଆତ୍‌ମାଇ ପାର୍‌ତନା କର୍‌ବି, ମାତର୍‌ ବୁଜ୍‌ଲା ପାରା ମିସା ପାର୍‌ତନା କର୍‌ବି । ମର୍‌ ଆତ୍‌ମାଇ ଗିତ୍‌ କଇବି । ମାତର୍‌ ବୁଜ୍‌ଲାପାରା ମିସା ଗିତ୍‌ କଇବି ।
16 Else, when thou blessest with the spirit, howe shall hee that occupieth the roome of the vnlearned, say Amen, at thy giuing of thankes, seeing he knoweth not what thou sayest?
୧୬କାଇକେବଇଲେ ପର୍‌ମେସର୍‌କେ ଆତ୍‌ମାଇସେ ଦନିଅବାଦ୍‌ ଦେଇସା, ସବାଇ ରଇଲା ମାମୁଲି ଲକ୍‌ମନ୍‌ ତମର୍‌ ପାର୍‌ତନା ସୁନିକରି, କେ ଆମେନ୍‌ ବଲି କଇପାର୍‌ବାଇ? ନାଇ ନା ପାରେ । କାଇକେବଇଲେ ତମେ କାଇଟା କଇଲାସ୍‌ନି, ସେଟା ସେ ନାଜାନେ ।
17 For thou verely giuest thankes well, but the other is not edified.
୧୭ତେବେ ପର୍‌ମେସରର୍‌ ଟାନେ ତମର୍‌ ଦନିଅବାଦ୍‌ ଦେବାଟା ବେସି ନିକ ରଇଲେ ମିସା ତମର୍‌ ବିନ୍‌ ବାଇମନ୍‌କେ ଡାଟ୍‌ କରାଇ ନାପାର୍‌ଲାସ୍‌ ।
18 I thanke my God, I speake languages more then ye all.
୧୮ମୁଇ ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି, ମୁଇ ତମର୍‌ ସବୁର୍‌ଟାନେଅନି ଅଦିକ୍‌, ନାଜାନ୍‌ଲା ବାସାଇ କାତା କଇପାରି ।
19 Yet had I rather in the Church to speake fiue wordes with mine vnderstanding, that I might also instruct others, then ten thousande wordes in a strange tongue.
୧୯ମାତର୍‌ ମଣ୍ଡଲିର୍‌ ଉପାସନା ବେଲାଇ, ନାଜାନ୍‌ଲା ବାସାଇ ଅଜାର୍‌ ଅଜାର୍‌ ପଦ୍‌ ନ କଇକରି ସବୁଲକ୍‌ ବୁଜ୍‌ଲା ପାରା ପାଁଚ୍‌ଟା ପଦ୍‌ କଇବାଟା ନିକ ।
20 Brethren, be not children in vnderstanding, but as concerning maliciousnes be children, but in vnderstanding be of a ripe age.
୨୦ଏ ବାଇବଇନିମନ୍‌ ତମେ ପିଲାମନର୍‌ ପାରା ଚିନ୍ତା କରାନାଇ । କାରାପ୍‌ ବିସଇତେଇ ପିଲାପାରା ଉଆ । ମାତର୍‌ ବୁଦି ଆରି ବିଚାର୍‌ କର୍‌ବାତେଇ ବଡ୍‌ ଲକର୍‌ ପାରା ଅଇବାର୍‌ ଦର୍‌କାର୍‌ ।
21 In the Lawe it is written, By men of other tongues, and by other languages will I speake vnto this people: yet so shall they not heare me, sayth the Lord.
୨୧ସାସ୍‌ତରେ ଲେକାଆଚେ, ମାପ୍‌ରୁ କଇଲାନି, ବିନ୍‌ ବାସା କଇବା ଲକ୍‌ମନର୍‌ ବାଟେଅନି ଏ ଲକର୍‌ ସଙ୍ଗ୍‌ ମୁଇ କାତା ଅଇବି । ନାଜାନ୍‍ବା ବାସା କଇବା ଲକର୍‌ ଟଣ୍ଡେଅନି ମୁଇ ଏ ଜାତିସଙ୍ଗ୍‌ କାତା ଅଇବି, ଏଲେ ମିସା ସେମନ୍‌ ମର୍‌ କାତା ନ ସୁନତ୍‌ ।
22 Wherefore strange tongues are for a signe, not to them that beleeue, but to them that beleeue not: but prophecying serueth not for them that beleeue not, but for them which beleeue.
୨୨ନାଜାନ୍‌ବା ବାସା କାତା ଅଇବା ବପୁ, ବିସ୍‌ବାସ୍‌ ନ କଲା ଲକ୍‌ମନର୍‌ ପାଇ ଗଟେକ୍‌ ଚିନ୍‌ ପାରା । ମାତର୍‌ ବିସ୍‌ବାସିମନର୍‌ପାଇ ନାଇ । ଆରି ପର୍‌ମେସରର୍‌ ବାକିଅ ଜାନାଇବା ବପୁ ବିସ୍‌ବାସି ମନର୍‌ପାଇ ଗଟେକ୍‌ ଚିନ୍‌, ଆରି ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ ପାଇ ନାଇ ।
23 If therefore when the whole Church is come together in one, and all speake strange tongues, there come in they that are vnlearned, or they which beleeue not, will they not say, that ye are out of your wittes?
୨୩ତେବେ ତମେ ମଣ୍ଡଲି ଇସାବେ ରୁଣ୍ଡ୍‌ଲା ବେଲେ ନାଜାନ୍‌ଲା କାତା କଇସା ବଇଲେ, ତେଇରଇବା ବିନ୍‌ ଲକ୍‌ମନ୍‌ ଆରି ବିସ୍‌ବାସ୍‌ ନ କର୍‌ବା ଲକ୍‌ମନ୍‌ କାଇଟା ବଲି କଇବାଇ? “ଏ ତା ବାୟା ଅଇଗାଲା ଆଚେ!”
24 But if all prophecie, and there come in one that beleeueth not, or one vnlearned, hee is rebuked of all men, and is iudged of all,
୨୪ଜଦି ସବୁଲକ୍‌ ପର୍‌ମେସର୍‌ ଜାନାଇଲା କାତା କଇଲାସ୍‌ନି, ଜଦି ତେଇ ଗଟେକ୍‌ ବିସ୍‌ବାସ୍‌ ନ କଲା ଲକ୍‌ କି ଗଟେକ୍‌ ମାମୁଲି ଲକ୍‌ ଆଇଲେ, ତେବେ ସେ ନିଜର୍‌ ପାପର୍‌ ବିସଇର୍‍ ଚେତ୍‌ନା ପାଇସି । ଆରି ସେ ସୁନ୍‌ଲା ସବୁ ବିସଇର୍‌ କାତାଇଅନି ତାକେ ବିଚାର୍‌ ଅଇସି ।
25 And so are the secrets of his heart made manifest, and so he will fall downe on his face and worship God, and say plainely that God is in you in deede.
୨୫ଆରି ତାର୍‌ ମନେ ଲୁଚି ରଇବା ବିସଇ ସବୁ ଜାନାପଡ୍‌ସି । ପଚେ ସେ ପର୍‌ମେସର୍‌କେ ଡାଣ୍ଡାସନ୍‌ ପଡି, ତାର୍‌ କରିରଇବା ପାପ୍‌ ମାନିଅଇକରି “ତମର୍‌ ବିତ୍‌ରେ ସତଇସେ ପର୍‌ମେସର୍‌ ଆଚେ!” ବଲି କଇସି ।
26 What is to be done then, brethren? when ye come together, according as euery one of you hath a Psalme, or hath doctrine, or hath a tongue, or hath reuelation, or hath interpretation, let all things be done vnto edifying.
୨୬ଏ ବାଇବଇନିମନ୍‌, ମର୍‌ କଇବା କାତା ଅଇଲାନି, ତମେ ଉପାସନା କର୍‌ବାକେ ରୁଣ୍ଡ୍‌ଲା ବେଲାଇ ଏନ୍ତାରି କରା । ତମର୍‌ ବିତ୍‌ରେଅନି କାକେ କାକେ ଗିତ୍‌ ଆଚେ, କାକେ କାକେ, ସିକିଆ ଦେବାଟା ଆଚେ, ଆରି କାକେ କାକେ ପର୍‌ମେସରର୍‌ ଟାନେ ଅନି କାତା ପାଇ, ସେଟା ଜାନାଇବାଟା ଆଚେ, କି ନାଜାନ୍‌ଲା ବାସାଇ କାତା କଇବାଟା ଆଚେ, ଆରି କାକେ କାକେ ନାଜାନ୍‌ଲା ବାସାଇ କଇଲା କାତାର୍‍ ଅରତ୍‌ ବୁଜାଇବା ବପୁ ଆଚେ, ଏନ୍ତି କାଇଟା ନଇଲେ କାଇଟା ଆଚେ । ଏଟା ସବୁ ଅଇସି, ତେବେ ମଣ୍ଡଲିର୍‌ ବିସ୍‌ବାସି ମନର୍‌ ବିସ୍‌ବାସ୍‌ ଡାଁଟ୍‌ ଅଇସି ।
27 If any man speake a strange tongue, let it be by two, or at the most, by three, and that by course, and let one interprete.
୨୭ଜଦି କେ ନାଜାନ୍‌ଲା ବାସାଇ କାତା ଅଇଲେ, ଦୁଇ ତିନ୍‌ ଲକର୍‌ ତେଇଅନି ଅଦିକ୍‌ ଲକ୍‌ ନ କଅତ୍‌ । ଆରି ଗଟେକ୍‌ ଲକର୍‌ ପଚେ ଗଟେକ୍‌ ଲକ୍‌ କଇବାର୍‌ ଆଚେ । ଆରି ସେ କାତା ବୁଜାଇ ଦେବା ଲକ୍‌ ମିସା ତେଇ ରଇବାର୍‌ ଆଚେ ।
28 But if there be no interpreter, let him keepe silence in the Church, which speaketh languages, and let him speake to himselfe, and to God.
୨୮ଜଦି ସେଟା ବୁଜାଇବାକେ ତେଇ କେ ନାଇ, ସେ ଉପାସନାଇ ଚୁପ୍‌ ଅଇ ରଅ । ସେ ଅବ୍‌କା ମନେ ମନେ ପର୍‌ମେସରର୍‌ ସଙ୍ଗ୍‌ କାତା ଅ ।
29 Let the Prophets speake two, or three, and let the other iudge.
୨୯ଜଦି ପର୍‌ମେସରର୍‌ଟାନେଅନି କାତା ପାଇ, ଜାନାଇବା ଲକ୍‌ ଆଚତ୍‌, ତେବେ ଦୁଇ ଲକ୍‌ କି ତିନ୍‌ ଲକ୍‌ ରଇବାର୍‌ । ସେ ବେଲାଇ ତେଇ ରଇଲା ଲକ୍‌ମନ୍‌ ସେ ବାକିଅ ବିଚାର୍‌ କର୍‌ବାର୍‌ ଆଚେ ।
30 And if any thing be reueiled to another that sitteth by, let the first holde his peace.
୩୦ମାତର୍‌ ଉପାସନାତେଇ ରଇବା ଜଦି କାକେ ଅଟାତ୍‌ ପର୍‌ମେସରର୍‌ ଟାନେ ଅନି କାତା ପାଇସି, ତେବେ ବାକିଅ କଇତେରଇବା ଲକ୍‌ ତେଇ ବନ୍ଦ୍‌ କରିରଇବାର୍‌ ଆଚେ ।
31 For ye may all prophecie one by one, that all may learne, and all may haue comfort.
୩୧କାଇକେବଇଲେ ତମେ ଏନ୍ତାରି କଲେ ପର୍‌ମେସରର୍‌ ବାକିଅ, ଗଟେକ୍‌ ଲକର୍‌ ପଚେ ଗଟେକ୍‌ ଲକ୍‌, କଇ ପାରାସ୍‌ । ଜେନ୍ତିକି ସବୁଲକ୍‌ ସିକିଆ ପାଇକରି ଚେତ୍‌ନା ଅଇବାଇ ।
32 And the spirits of the Prophets are subiect to the Prophets.
୩୨ମାତର୍‌ ପର୍‌ମେସରର୍‌ ବାକିଅ ଜାନାଇବା ଦାନ୍‌, ଜାନାଇବା ଲକର୍‌ ତଲିଆ ରଇବା ଦର୍‌କାର୍‌ ।
33 For God is not the author of confusion, but of peace, as we see in all ye Churches of the Saints.
୩୩କାଇକେବଇଲେ ପର୍‌ମେସର୍‌ ଆଗାପଚା ନ ଅଇକରି ସବୁ ବିସଇ ଅର୍‌ସା ସଙ୍ଗ୍‌ ଅ, ବଲି ମନ୍‍ କଲାନି । ପର୍‌ମେସରର୍‌ ବିନ୍‌ ଉପାସନା ମଣ୍ଡଲିତେଇ ଜେନ୍ତାରି,
34 Let your women keepe silence in the Churches: for it is not permitted vnto them to speake: but they ought to be subiect, as also the Lawe sayth.
୩୪ତମେ ମଣ୍ଡଲି ଇସାବେ ରୁଣ୍ଡ୍‌ଲା ବେଲେ, ମାଇଜିମନ୍‌ ଚୁପ୍‍ଚାପ୍‌ ଅଇରଇବାର୍‌ ଆଚେ । ତେଇ ସେମନ୍‌ କାତା କଇବାକେ ସେମନ୍‌କେ ଆଦେସ୍‌ ମିଲେନାଇ । ଜିଉଦି ନିୟମ୍‌ ଇସାବେ ସେମନ୍‌ ମନସ୍‌ ପିଲାର୍‌ ତଲିଆ ରଇବାର୍‌ ଆଚେ ।
35 And if they will learne any thing, let them aske their husbands at home: for it is a shame for women to speake in the Church.
୩୫ସେମନ୍‌ ଜଦି କାଇ ବିସଇ ବୁଜ୍‌ବାକେ ମନ୍‍ କଲାଇନି, ଗରେ ଜାଇ କରି ନିଜର୍‌ ମୁନୁସ୍‌କେ ପାଚାର । କାଇକେବଇଲେ ମଣ୍ଡଲିଟାନେ କାତା କଇବାଟା ମାଇଜିମନର୍‌ ପାଇ ଗଟେକ୍‌ ଲାଜର୍‌ କାତା ।
36 Came the worde of God out from you? either came it vnto you onely?
୩୬କାଇଟା? ପର୍‌ମେସରର୍‌ ବାକିଅ ତମର୍‌ ଟାନେଅନି ଜାତ୍‌ ଅଇଲା ଆଚେ କି? ସେ ବାକିଅ କାଇ ତମର୍‌ଟାନେସେ ଆସିରଇଲା କି? ନାଇ ଆସି ନ ରଇଲା ।
37 If any man thinke him selfe to be a Prophet, or spirituall, let him acknowledge, that the things, that I write vnto you, are the commandements of the Lord.
୩୭କେ ଜଦି ତମର୍‌ ବିତ୍‌ରେ ପର୍‌ମେସରର୍‌ ବାକିଅ ଜାନାଇବା ଲକ୍‌ କି ସୁକଲ୍‌ ଆତ୍‌ମା ଅନି ଦାନ୍‌ ପାଇଲିଆଚି ବଲି ବାବ୍‌ସି, ସେନ୍ତିଆଲେ ମୁଇ ତମ୍‌କେ ଜାଇ ଜାଇଟା ଲେକ୍‌ଲିନି, ସେ ସବୁ ଜେ ମାପ୍‌ରୁର୍‌ ଆଦେସ୍‌, ଏଟା ସେ ଜାନ୍‌ବାର୍‌ ଆଚେ ।
38 And if any man be ignorant, let him be ignorant.
୩୮ଜଦି ସେ ଏ ସବୁ କାତା ନ ସୁନେ କି ନ ମାନେ, ତମେ ମିସା ତାର୍‌ କାତା ସୁନା ନାଇ କି ମାନା ନାଇ ।
39 Wherefore, brethren, couet to prophecie, and forbid not to speake languages.
୩୯ସେଟାର୍‌ପାଇ ଏ ବାଇବଇନିମନ୍‌ ପର୍‌ମେସରର୍‌ କାତା ଜାନାଇବାକେ ମନ୍‌ କରା, ମାତର୍‌ ନ ବୁଜ୍‌ବା ବାସାଇ କାତା କଇବାକେ କାକେ ନିଚୁ ବଲି କୁଆନାଇ ।
40 Let all things be done honestly, and by order.
୪୦ତମର୍‌ ସବୁ କାମ୍‌ ଟିକ୍ ବାବେ ଆରି ଅର୍‌ସା ସଙ୍ଗ୍‍ କର୍‌ବାର୍‌ ଦର୍‌କାର୍‌ ।

< 1 Corinthians 14 >