< 2 Corinthians 7 >

1 Therefore, beloved, since we have these promises, let us cleanse ourselves from everything that defiles body and spirit, perfecting holiness in the fear of God.
ତେବର୍‌ପାଇ ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ପର୍‌ମେସର୍‌ କାତା ଦେଇର‍ଇବାଟା ସବୁ ଆମ୍‌କେ ସର୍‌ପିଆଚେ । ତେବର୍‌ପାଇ ଜନ୍‌ଟା ସବୁ ଆମର୍‌ ଗାଗଡ୍‌କେ ଆରି ଆତ୍‌ମାକେ ସୁକଲ୍‌ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍‌ମେସର୍‌କେ ଡରିରଇକରି ପୁରାପୁରୁନ୍‌ ସୁକଲ୍‌ ଅଇରଉଁ ।
2 Make room for us in your hearts. We have wronged no one, we have corrupted no one, we have exploited no one.
ତମେ ଆମ୍‌କେ ଅଦିକ୍‌ ଆଲାଦ୍‌ କର୍‌ବା ଦର୍‌କାର୍‌ । ଆମେ ତମର୍‌ ବିରୁଦେ କାଇ ଦସ୍‌ କରୁନାଇ । ଆମେ କାକେ ନସ୍‌ଟ କରୁନାଇ, କି କାକେ ନାଡାଉ ନାଇ ।
3 I do not say this to condemn you. I have said before that you so occupy our hearts that we live and die together with you.
ମୁଇ ତମ୍‌କେ ଦସ୍‌ଦେବାକେ ଏ କାତା କଇନାଇ । ଆଗ୍‌ତୁ କଇଲାପାରା, ଆମେ ତମ୍‍କେ ସତ୍‌ସେ ଆଲାଦ୍‌ କଲିନି, ବଁଚି ରଇଲେ କି ମଲେ ମିସା, ତମେ ଆମର୍‌ ମନ୍‌ ବିତ୍‌ରେ ଆଚାସ୍‌ ।
4 Great is my confidence in you; great is my pride in you; I am filled with encouragement; in all our troubles my joy overflows.
ତମର୍‌ ଲଗେ ମର୍‌ ବିସ୍‌ବାସ୍‌ ଆଚେ । ଆରି ମୁଇ ତମର୍‌ ବିସଇନେଇ ବଡ୍‌ପନ୍‌ ଅଇଲିନି । ଆମେ ବେସି ଦୁକ୍‌ କସ୍‌ଟ ଆଇଲେ ମିସା ସାଆସ୍‌ ଦାରି ଆଚୁ । ମର୍‌ ମନ୍‌ବିତ୍‌ରେ ସାର୍‌ଦା ଅଦିକ୍‌ ଅଦିକ୍‌ ଅଇକରି ଉଚ୍‌ଲି ଗାଲାନି ।
5 For when we arrived in Macedonia, our bodies had no rest, but we were pressed from every direction—conflicts on the outside, fears within.
ଆମେ ମାକିଦନିଆଇ ଆଇଲାପଚେ ମିସା ଚନେକ୍‌ ପୁଣ୍ଡୁନାଇ । କାଇକେବଇଲେ ତେଇ ଦୁକ୍‌ କସ୍‌ଟ ରଇଲା, କେତେଲକ୍‌ ଆମର୍‌ ବିରଦେ କଇ ଲାଗାଜଡା କଲାଇ । ଆମେ ମନ୍‌ ବିତ୍‌ରେ ବେସି ଡରିଜାଇତେ ରଇଲୁ ।
6 But God, who comforts the downcast, comforted us by the arrival of Titus,
ମାତର୍‌ ଜେ କି ଆକା ସାକା ନ ରଇବା ଲକ୍‌ମନ୍‌କେ ଦୁକ୍‌ ସାରାଇବା ପର୍‌ମେସର୍‌ ତିତସ୍‌କେ ଆନାଇ କରି ଆମ୍‌କେ ସାର୍‌ଦା କରାଇଲା ।
7 and not only by his arrival, but also by the comfort he had received from you. He told us about your longing, your mourning, and your zeal for me, so that I rejoiced all the more.
ଅବ୍‌କା ସେ ଆଇଲାକେସେ ଆମେ ସାର୍‌ଦା ଅଉନାଇ, ମାତର୍‌ ତମର୍‌ ଲାଗି ତିତସ୍‌ ବେସି ସାର୍‌ଦା ଅଇଗାଲା ବଲି ଆମ୍‌କେ କଇଲାର୍‌ପାଇ ମିସା ସାର୍‌ଦା ଅଇଲୁ । ତମେ ମକେ ଦେକ୍‌ବାକେ ମନ୍‌ କଲାସ୍‌ନି ବଲି ମିସା ସେ କଇଲା । ଆରି ତେଇ ମକେ ଜେତ୍‌କି ଗଟ୍‌ଲା, ସେଟାର୍‌ପାଇ ଦୁକ୍‌ ଅଇକରି ଆଚାସ୍‌ । ଆରି ତମେ ମର୍‌ବାଟେ ଅଇକରି କଇବାକେ ମିସା ରାଜିଆଚାସ୍‌ । ଏଟାମନ୍‌ ସବୁ ସୁନିକରି ମୁଇ ବେସି ସାର୍‌ଦା ଅଇଗାଲି ।
8 Even if I caused you sorrow by my letter, I do not regret it. Although I did regret it, I now see that my letter caused you sorrow, but only for a short time.
ମର୍‌ ଚିଟିର୍‌ଲାଗି ତମେ ଦୁକ୍‌ ଅଇରଇଲେ ମିସା, ସେ ଚିଟି ତମ୍‌କେ ପାଟାଇଲି ବଲି, ମୁଇ ଦୁକ୍‌ କରିନାଇ । ସେ ଚିଟିର୍‌ ଲାଗି ତମେ ଚନେକର୍‌ ପାଇ ଦୁକ୍‌ କରିରଇଲାସ୍‌ ଜେ ଜାନିକରି, ମୁଇ ମିସା ଦୁକ୍‌ ଅଇରଇଲି, ଏଟା ସତ୍‌ ।
9 And now I rejoice, not because you were made sorrowful, but because your sorrow led you to repentance. For you felt the sorrow that God had intended, and so were not harmed in any way by us.
ମାତର୍‌ ମୁଇ ଏବେ ସାର୍‌ଦାସଙ୍ଗେ ଆଚି । ତମ୍‌କେ ଦୁକ୍‌ଦେଇ ଆଚି ବଲିକରି ନାଇ, ମାତର୍‌ ସେ ଦୁକର୍‌ ଲାଗି ତମେ ତମର୍‍ ଚଲାଚଲ୍‌ତି ବଦ୍‌ଲାଇଲାସ୍‌ । ସେ ଆସିରଇବା ଦୁକ୍‌ ପର୍‌ମେସରର୍‌ ମନ୍‍ କଲା ଇସାବେ ଅଇବାଟା । ଜେନ୍ତିକି ମାନିଆଇସା । ସେନ୍ତାର୍‌ଆଲେ ଆମେ ତମର୍‌ ପାଇ କାଇ ବାଦା ଆନୁନାଇ ।
10 Godly sorrow brings repentance that leads to salvation without regret, but worldly sorrow brings death.
୧୦କାଇକେବଇଲେ ଜଦି ଗଟେକ୍‌ ଲକର୍‌ ଦୁକ୍‌ ପର୍‌ମେସରର୍‌ ମନ୍‍ କଲା ଇସାବେ ଆଇସି, ସେଟା ନିଜର୍‌ ପାପ୍‌ କଲାଟା ମାନିଅଇକରି, ମନ୍‌ ବାଉଡାଇବାକେ ଲଡାକେ ଆଇସି । ତେଇ କାଇ ମିସା ଦୁକ୍‌ ନାଇ । ମାତର୍‌ ମୁନୁସ୍‌ମନର୍‌ ଟାନେଅନି ଅଇବା ଦୁକ୍‌ ମରନ୍‌ବାଟେ ଡାକିନେଇସି ।
11 Consider what this godly sorrow has produced in you: what earnestness, what eagerness to clear yourselves, what indignation, what alarm, what longing, what zeal, what vindication! In every way you have proved yourselves to be innocent in this matter.
୧୧ତମ୍‌କେ ଦୁକ୍‌ ଦେଇକରି ପର୍‌ମେସର୍‌ କାଇଟା କଲାଆଚେ ଦେକିଦେକା । ଜେନ୍ତିକି ଏବେ ତମେ ଟିକ୍‌ ଚଲାଚଲ୍‌ତି କର୍‌ବାକେ ମନ୍‌ କଲାସ୍‌ନି, ବୁଲ୍‌ କାମ୍‌ କରୁନାଇ ବଲି ବୁଜାଇବାକେ ଚେସ୍‌ଟା କଲାସ୍‌ନି, ଲାଜ୍‌ ପାଇବା କାମ୍‌ କର୍‌ବାକେ ବାକାନ୍‌ଲାସ୍‌ନି, ଡରିକରି ଆଚାସ୍‌, ଆମେ ଆରିତରେକ୍‌ ବେଟ୍‌ ଅଇବୁ ବଲି ମନ୍‌ କଲାସ୍‌ନି, ମକେ ସାର୍‌ଦା କରାଇବାକେ ମନ୍‌ କଲାସ୍‌ନି, ପାପ୍‌ କଲା ଲକ୍‌କେ ଦାପ୍‌ରେ ଡଣ୍ଡ୍‌ ଦେଲାସ୍‌, ଏଟା ସବୁ କଲାକେ ସେ କରିରଇବା ପାପେ ତମର୍‌ କାଇ ବୁଲ୍‌ ନାଇ ।
12 So even though I wrote to you, it was not on account of the one who did wrong or the one who was harmed, but rather that your earnestness on our behalf would be made clear to you in the sight of God.
୧୨ଜନ୍‌ ଲକ୍‌ ପାପ୍‌ କରିଆଚେ, ତାର୍‌ ବଲ୍‌ ପାଇ କି ଜନ୍‌ ଲକର୍‌ ବିରୁଦେ ପାପ୍‌ କରାଇଅଇଲା, ତାର୍‌ ବଲ୍‌ ପାଇ ମୁଇ ସେ ଚିଟି ଲେକିନାଇ । ମାତର୍‌ ଆମ୍‌କେ ତମେ ଏତେକ୍‌ ଆଲାଦ୍‌ କଲାସ୍‌ନି, ସେଟା ତମେ ନିକସଙ୍ଗ୍‌ ଜାନ୍‌ବାକେ ମୁଇ ଲେକିରଇଲି । ପର୍‌ମେସର୍‌ ଏଟା ଜାନିଆଚେ ।
13 On account of this, we are encouraged. In addition to our own encouragement, we were even more delighted by the joy of Titus. For his spirit has been refreshed by all of you.
୧୩ସେଟାର୍‌ପାଇ ତମେ ଆମ୍‌କେ ବେସି ସାର୍‌ଦା କରାଇଲାସ୍‌ । ଅବ୍‌କା ଆମେସେ ସାର୍‌ଦା ଅଇଲୁ ସେତ୍‌କି ନଏଁ, ମାତର୍‌ ତିତସ୍‌ ସାର୍‌ଦା ଅଇଲାଟା ଦେକିକରି ମିସା ଆମେ ସାର୍‌ଦା ଅଇଲୁ । ତମେ ସବୁ ତାକେ ସାର୍‌ଦା କରାଇଲାକେ ସେ ମିସା ସାର୍‌ଦା ଅଇରଇଲା ।
14 Indeed, I was not embarrassed by anything I had boasted to him about you. But just as everything we said to you was true, so our boasting to Titus has proved to be true as well.
୧୪ତିତସ୍‌ ତମର୍‌ଟାନେ ନ ଆଇବା ଆଗ୍‌ତୁ, ମୁଇ ତମର୍‌ ବିସଇ ବଡ୍‌ପନ୍‌ ଅଇକରି ତାକେ କଇରଇଲି । ସେ ତମର୍‌ଟାନେ ଆଇଲାକେ ମୁଇ ବଡ୍‌ପନ୍‌ ଅଇକରି ସବୁ କଇଲାଟା ସତ୍‌ ବଲି ଜାନ୍‌ଲା । ତମେ ମକେ ଲାଜ୍‌ କରାସ୍‌ ନାଇ । ମୁଇ ତମ୍‌କେ ଜାଇଟା ସବୁ କଇଲି ଆଚି, ସେଟା ସତ୍‌ । ଆରି ତିତସ୍‌କେ ଜାଇଟା କଇରଇଲି ସେଟା ମିସା ସତ୍‌ ବଲି ଜାନାପଡ୍‌ଲାନି ।
15 And his affection for you is even greater when he remembers that you were all obedient as you welcomed him with fear and trembling.
୧୫ତେବେ ତମେ ତାର୍‌ ସବୁ ଆଦେସ୍‌ ମାନ୍‌ଲାସ୍‌ ଆରି ତମେ ତାକେ ସାର୍‌ଦାଇ ରଇସି କି ନ ରଏ ବଲି ଡରିକରି ରଇଲାଟା ସେ ଏତ୍‍ କଲା । ତମର୍‌ ପାଇ ରଇବା ତାର୍‌ ଆଲାଦ୍‌, ଅଦିକ୍‌ ଅଦିକ୍‌ ଅଇ ଆଇଲାନି ।
16 I rejoice that I can have complete confidence in you.
୧୬ତମର୍‌ଟାନେ ମର୍‌ ପୁରାପୁରୁନ୍‌ ଆସା ଆଚେ ବଲିକରି ମୁଇ ବେସି ସାର୍‌ଦା ଅଇଲିନି ।

< 2 Corinthians 7 >