< 2 Corinthians 8 >

1 Now, brothers, we want you to know about the grace that God has given the churches of Macedonia.
ଏ ମର୍‌ ବାଇବଇନିମନ୍‌, ମାସିଦନିଆର୍‌ ବିସ୍‌ବାସିମନ୍‌କେ ପର୍‌ମେସର୍‌ ଜିବନ୍‌ଦୁକାଇ ରଇଲାର୍‍ପାଇ ତେଇ କାଇଟା ଗଟ୍‌ଲା, ସେଟା ତମେ ଜାନିରୁଆ ବଲି ମୁଇ ମନ୍‍ କଲୁନି ।
2 In the terrible ordeal they suffered, their abundant joy and deep poverty overflowed into rich generosity.
ବେସି ବଡ୍‌ ଦୁକ୍‌ କସ୍‌ଟ ପାଇ, ମୁର୍‌ଚି ରଇକରି, ତେଇ ସେମନ୍‌ ବେସି ସାର୍‌ଦା କଲାଇ । ତାକର୍‌ ସାର୍‌ଦା ଏତେକ୍‌ ବଡିଜାଇରଇଲା ଜେ ସେମନ୍‌ ଅର୍‌କିତ୍‌ ଅଇରଇଲେ ମିସା ତାକର୍‌ ବିସ୍‌ବାସି ବାଇମନର୍‌ ପାଇ ବେସି ବେସି ଦାନ୍‌ କଲାଇ ।
3 For I testify that they gave according to their ability and even beyond it. Of their own accord,
ସେମନ୍‌ ଜେତ୍‌କି ଦେବାର୍‍ ରଇଲା, ତାର୍‌ତେଇଅନି ଅଦିକ୍‌ ଦେଲାଇ ବଲି ମୁଇ ସାକି ଦେଲିନି । ଦେବାର୍‌ ମନ୍‌ ରଇଲାକେ ନିଜର୍‌ ମନ୍‍ କଲା ଇସାବେ ଦେଲାଇ ।
4 they earnestly pleaded with us for the privilege of sharing in this service to the saints.
ଜିଉଦା ଦେସେ ରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ସାଇଜ କର୍‌ବାକେ ସେମନ୍‌ ମିସା ମିସତ୍‌ ବଲି ଆମ୍‌କେ ବାବୁଜିଆ କଲାଇ ।
5 And not only did they do as we expected, but they gave themselves first to the Lord and then to us, because it was the will of God.
ତାକର୍‌ଟାନେଅନି ଆମେ ଜେତ୍‌କି ଆସା କରିରଇଲୁ, ତାର୍‌ତେଇଅନି ଅଦିକ୍‌ ଦେଲାଇ । କାଇକେବଇଲେ ପର୍‌ତମେ ସେମନ୍‌ ନିଜେ ନିଜେ ମାପ୍‌ରୁକେ ସର୍‌ପି ଅଇଲାଇ । ତାର୍‌ପଚେ ପର୍‌ମେସରର୍‌ ମନ୍‍ କଲା ଇସାବେ ସେମନ୍‌ ଆମ୍‌କେ ମିସା ସର୍‌ପି ଅଇଲାଇ ।
6 So we urged Titus to help complete your act of grace, just as he had started it.
ତେବର୍‌ପାଇ ତିତସ୍‌ ଜେ କି ତମର୍‌ ବିତ୍‌ରେ ଏ କାମ୍‌ ଜେନ୍ତି ଆରାମ୍‌ କରିରଇଲା, ସେନ୍ତାରି ଆକା ତମର୍‌ ଆଲାଦର୍‌ ଦାନ୍‌ ସାରାଅ ବଲି ଆମେ ତାକେ ବାବୁଜିଆ କଲୁ ।
7 But just as you excel in everything—in faith, in speech, in knowledge, in complete earnestness, and in the love we inspired in you —see that you also excel in this grace of giving.
ତମେ ବେସି ବିସଇଟାନେ ପୁରାପୁରୁନ୍‌ ଆଚାସ୍‌ । ସବୁ ବିସଇଟାନେ ସାଉକାର୍‌ ଅଇଆଚାସ୍‌ । ବିସ୍‌ବାସେ ଡାଁଟ୍‌ଆଚାସ୍‌, ବାକିଅ ସିକାଇବାକେ ଜାନିଆଚାସ୍‌, ବାକିଅତେଇ ତମର୍‌ ଗିଆନ୍‌ ଜବର୍‌ ଆଚେ, ସଙ୍ଗର୍‌ ବିସ୍‌ବାସିମନ୍‌କେ ସାଇଜ କର୍‌ବାଟା ଆରି ଆମର୍‌ପାଇ ରଇବା ତମର୍‌ ଆଲାଦ୍‌ ବେସି ବଡ୍‌ ଆଚେ । ସେନ୍ତାରିସେ ଦାନ୍‌ ଦେବାଟାନେ ମିସା ଅଦିକ୍‌ ଅଦିକ୍‌ ଦିଆସ୍‌ ବଲି ଆମେ ମନ୍‍ କଲୁନି ।
8 I am not making a demand, but I am testing the sincerity of your love in comparison to the earnestness of others.
ଏଟା ତମ୍‌କେ ମୁଇ ତିଆର୍‌ଲା ପାରା କଇନାଇ, ମାତର୍‌ ବିନ୍‌ ବିସ୍‌ବାସିମନ୍‌ ତାର୍‌ ବାଇମନ୍‌କେ କେନ୍ତି ଅଦିକ୍‌ ମନ୍‍ କରି ସାଇଜ କଲାଇନି, ସେଟା ଜାନିରଇବାକେ କଇଲିନି । ସେମନ୍‌ କଲାପାରା ତମେ କରିପାରାସ୍‌ ଆରି ସେଟା ଦେକି ତମର୍‌ ଆଲାଦ୍‌ ସତ୍‌ କି ମିଚ୍‌ ବଲି ମୁଇ ଜାନିପାର୍‌ବି ।
9 For you know the grace of our Lord Jesus Christ, that though He was rich, yet for your sakes He became poor, so that you through His poverty might become rich.
ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ ଜିବନ୍‌ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍‌ । ସର୍‌ଗେ ସେ ବେସି ସାଉକାର୍‌ ଅଇରଇଲେ ମିସା ସେ ନିଜେ ଅର୍‌କିତ୍‌ ଅଇଆଇଲା । ଜେନ୍ତି କି ତାର୍‌ଲାଗି ତମେ ସାଉକାର୍‌ ଅଇସା ।
10 And this is my opinion about what is helpful for you in this matter: Last year you were the first not only to give, but even to have such a desire.
୧୦ସାଇଜ କର୍‌ବାକେ ତମେସେ ଆଗ୍‌ତୁ ଅଇଲାସ୍‌ ଆରି ପରୁ ଅନି ଆରାମ୍‌ କରିଆଚାସ୍‌ । ଏବେ ମୁଇ ବାବ୍‌ଲିନି, ସେଟା ତମେ ସାରାଇଦେବାଟା ନିକ । ଉଜେ କାମ୍‌କର୍‌ବାଟାସେ ନାଇ, ମାତର୍‌ କାମ୍‌କର୍‌ବାକେ ମନ୍‍ କରି କର୍‌ବାକେ ତମେ ପର୍‌ତୁମ୍‌ ଆଚାସ୍‌ ।
11 Now finish the work, so that you may complete it just as eagerly as you began, according to your means.
୧୧ତେବେ ତମେ ସେଟା କରା, ଆରି ଦେବାଟା ସାରାଇଦିଆସ୍‌ । ତମେ ବେସି ସାର୍‌ଦା ଅଇ ମୁଲିଆଇଲାସ୍‌ । ସେନ୍ତାରିସେ ସାର୍‌ଦା ଅଇ ସାରାଇବାର୍‌ ଆଚେ । ଗଟେକ୍‌ ଗଟେକ୍‌ ଲକ୍‌ ଜେତ୍‌କି ଦେଇପାରାସ୍‌, ସେତ୍‌କି ଦେଇ ସାରାଇଦିଆସ୍‌ ।
12 For if the eagerness is there, the gift is acceptable according to what one has, not according to what he does not have.
୧୨କାଇକେ ବଇଲେ ଜଦି ତମ୍‌କେ ଦାନ୍‌ ଦେବାକେ ମନ୍‌ଆଚେ, ତମର୍‌ ପାର୍‌ବା ଏତେକ୍‌ ଦେଲାସ୍‌ନି । ତମେ ଦେବାଟା ପର୍‌ମେସର୍‌ ସଙ୍ଗଇସି । କାଇକେବଇଲେ, ତମେ ନାପାର୍‌ବା ଏତ୍‌କି ଦିଆ ବଲି ମାଙ୍ଗେ ନାଇ ।
13 It is not our intention that others may be relieved while you are burdened, but that there may be equality.
୧୩ତମର୍‌ ବାଇମନ୍‌କେ ସାଇଜ କରିକରି ତମର୍‌ଟା ଉନା ଅଇଜାଅ ବଲି ମୁଇ ମନ୍‍ କରିନାଇ । ମାତର୍‌ ଏବେ ତମର୍‌ ଟାନେ ଜବର୍‌ ଆଚେଜେ, ଜାକେ ଲଡାଆଚେ, ତାକେ ସାଇଜ କର୍‌ବାଟା ଟିକ୍ ରଇସି ।
14 At the present time, your surplus will meet their need, so that in turn their surplus will meet your need. Then there will be equality.
୧୪ଏନ୍ତାରିକଲେ, ତମ୍‌କେ ଜେଡେବେଲେ ଲଡା ପଡ୍‌ସି, ଆରି ସେମନ୍‌କେ ଜବର୍‌ ରଇଲେ, ସେମନ୍‌ ତମ୍‌କେ ସାଇଜ କର୍‌ବାଇ । ଏନ୍ତାରି ଦୁଇ ବାଟର୍‌ ଲକ୍‌ ସମାନ୍‌ ଇସାବେ ପାଇବାଇ ।
15 As it is written: “He who gathered much had no excess, and he who gathered little had no shortfall.”
୧୫ଜେନ୍ତିକି ସାସ୍‌ତରେ ଲେକା ଅଇଆଚେ, ଜେ ଅଦିକ୍‌ କାମାଇଲା, ତାର୍‌ଟା ଉବ୍‌ରେ ନାଇ, ଆରି ଜେ ଉନା କାମାଇଲା, ତାକେ ଉନା ଅଏନାଇ ।
16 But thanks be to God, who put into the heart of Titus the same devotion I have for you.
୧୬ଆମେ ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି, ଜେନ୍ତି ତମ୍‌କେ ସାଇଜ କର୍‌ବାକେ ମନ୍‍ କଲୁ, ସେନ୍ତାରିସେ ତିତସ୍‌କେ ମିସା ସାଇଜ କର୍‌ବାକେ ମନ୍‌ ଦେଲା ।
17 For not only did he welcome our appeal, but he is eagerly coming to you of his own volition.
୧୭ଆମେ ଜେଡେବେଲେ ତିତସ୍‌କେ ତମର୍‌ଟାନେ ଜିବାକେ କଇଲୁ, ସେ ଦାପ୍‌ରେ ଜିବାକେ ରାଜି ଅଇଲା । ସେ ନିଜେ ମନ୍‍ କରି ତମର୍‌ଟାନେ ଜାଇ ତମ୍‌କେ ସାଇଜ କର୍‌ବି ବଇଲା ।
18 Along with Titus we are sending the brother who is praised by all the churches for his work in the gospel.
୧୮ତାର୍‌ ସଙ୍ଗ୍‍ ଆରି ଗଟେକ୍‌ ବାଇକେ ମିସା ପାଟାଇଲୁନି । ଏ ଲକ୍‌ ଜିସୁକିରିସ୍‌ଟର୍‌ ସୁବ୍‌କବର୍‌ ଜାନାଇଲାନିଜେ ସବୁ ବିସ୍‌ବାସିମନ୍‌ ତାକେ ସନ୍‌ମାନ୍‌ ଦେଲାଇନି ।
19 More than that, this brother was chosen by the churches to accompany us with the offering —the gracious gift we administer to honor the Lord Himself and to show our eagerness to help.
୧୯କାଲି ସେତ୍‌କିରେ ନଏଁଁ, ତମେ ଦେଇରଇବା ଆଲାଦର୍‌ ଦାନ୍‌ ଆମେ ଲଡା ରଇବା ବାଇମନର୍‌ ଲଗେ ନେବାବେଲେ, ଆମର୍‌ ସଙ୍ଗ୍‌ ଜିବାକେ ସବୁ ବିସ୍‌ବାସିମନ୍‌ ତାକେ ବାଚିକରି ପାଟାଇଆଚତ୍‌ । ଏଟା ପର୍‌ମେସର୍‌ ଡାକ୍‌ପୁଟା ପାଇବାକେ ଆରି ତମ୍‌କେ ସାଇଜ କର୍‌ବାକେ ଆମେ ସାର୍‌ଦା ଅଇକରି ଏନ୍ତାରି କଲୁନି ।
20 We hope to avoid any criticism of the way we administer this generous gift.
୨୦ଆମର୍‌ ଲାଗି ସେବା କାମର୍‌ ପାଇ ତମେ ଆଲାଦ୍‌ ସଙ୍ଗ୍‌ ଦେଇ ଜମାଇରଇଲା ଏ ଡାବୁ ଜନ୍‌ଟାକି ଆମେ ଦାରିଗାଲୁନି, । ଏ ଡାବୁ ବିସଇନେଇ ଆମ୍‌କେ କେ ମିସା ନିନ୍ଦା ନ କରତ୍‌ । ସେଟାର୍‌ପାଇ ଆମେ ଜାଗ୍‌ରତ୍‌ ଅଇଆଚୁ ।
21 For we are taking great care to do what is right, not only in the eyes of the Lord, but also in the eyes of men.
୨୧କାଇକେ ବଇଲେ ଆମେ କର୍‌ବା କାମ୍‌ ସବୁ ଟିକ୍‌ ରଇବାର୍‌ ଆଚେ । ଅବ୍‍କା ପର୍‌ମେସର୍‌ ଦେକ୍‌ବା ଇସାବେସେ ନାଇ ମାତର୍‌ ଲକ୍‌ମନ୍‌ ଦେକ୍‌ବା ଇସାବେ ମିସା ଅ ।
22 And we are sending along with them our brother whose earnestness has been proven many times and in many ways, and now even more so by his great confidence in you.
୨୨ଆମେ ଆରି ଗଟେକ୍‌ ବାଇକେ ମିସା ତିତସର୍‌ ଦଲ୍‌ ସଙ୍ଗ୍‍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍‌ ପରିକା କଲୁଆଚୁ । ଆରି ତାକେ ସାଇଜ କର୍‌ବାକେ ବେସି ମନ୍‌ ଆଚେ । ଏବେ ସେ ଅଦିକ୍‌ ମନ୍‌ କଲାନି । କାଇକେବଇଲେ ସେ ତମ୍‌କେ ଅଦିକ୍‌ ଆସା କଲାନି ।
23 As for Titus, he is my partner and fellow worker among you. As for our brothers, they are messengers of the churches, to the glory of Christ.
୨୩ଏବେ ତିତସର୍‌ ବିସଇ ଜାନ୍‌ବାର୍‌ ଆଲେ ସେ ତମ୍‌କେ ସାଇଜ କର୍‌ବାକେ ମର୍‌ ସଙ୍ଗ୍‍ କାମ୍‌ କଲାନି । ଆରି ସେ ଦୁଇଟା ବିନ୍‌ ବାଇମନ୍‌ ଇତିର୍‌ ବିସ୍‌ବାସିମନ୍‌ କଇଲାକେସେ ତାର୍‌ସଙ୍ଗ୍‍ ଗାଲାନି । ସେମନ୍‌ କର୍‌ବା କାମର୍‌ ଲାଗି କିରିସ୍‌ଟ ଡାକ୍‌ପୁଟା ଅଇସି ।
24 In full view of the churches, then, show these men the proof of your love and the reason for our boasting about you.
୨୪ସେମନ୍‌ ତେଇ କେଟ୍‌ଲେ ସରି ତମେ ଆଲାଦ୍‌ କରି ସେମନ୍‌କେ ଡାକିନିଆ । ଜେନ୍ତାରି କି ତମର୍‌ ଆଲାଦ୍‌ ସତ୍‌ ବଲି ସବୁ ବିସ୍‌ବାସିମନ୍‌ ଜାନ୍‌ବାଇ ଆରି ତମର୍‌ ବିସଇନେଇ ଆମେ ବଡ୍‌ପନ୍‌ ଅଇ ସବୁ କଇବାଟା, ସତ୍‌ ବଲି ଜାନ୍‌ବାଇ ।

< 2 Corinthians 8 >