< ପିଲିପିୟ 3 >
1 ୧ ସାରାସାରି ପଚେ ଏ ମର୍ ବାଇବଇନିମନ୍, ମୁଇ ତମ୍କେ ଆଗ୍ତୁ କଇଲାଟା ଆରିତରେକ୍ କଇବାକେ ମକେ ବିଜାର୍ ଲାଗେନାଇ । କାଇକେବଇଲେ ସେନ୍ତାରି କଲେ ବୁଲ୍ ବିସଇ ସିକାଉମନର୍ଟାନେଅନି ତମେ ଜାଗ୍ରତ୍ ଅଇରଇସା ।
So freut euch nun, Brüder, im Herrn! Daß ich euch immer das gleiche schreibe, verdrießt mich nicht und dient zu eurer Befestigung.
2 ୨ କୁକୁର୍ମନର୍ ପାରା ରଇବା ସେନ୍ତାରି ଲକ୍ମନର୍ ଟାନେଅନି ଜାଗର୍ତା ରୁଆ । କାଇକେବଇଲେ ସେମନ୍ କାରାପ୍ ବିସଇ କଲାଇନି । ବିସ୍ବାସି ଅଇବା ମନସ୍ ପିଲାମନ୍ ସବୁ ସୁନତ୍ ଅଇବାର୍ ଆଚେ ବଲି କଇଲାଇନି ।
Hütet euch vor den Hunden, hütet euch vor den schlimmen Arbeitern, hütet euch vor der Zerschneidung!
3 ୩ କାଇକେ ବଇଲେ ଆମେସେ ସତଇସେ ପର୍ମେସରର୍ ଲକ୍ । ଆମେସେ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ପର୍ମେସର୍କେ ଜୁଆର୍ କଲୁନି । ଆମେ ଜିସୁ କିରିସ୍ଟକେ ଡାକ୍ପୁଟା କଲୁନି । ଆମର୍ ନିଜର୍ ରିତିନିତି ସେ ମୁକିଅ ବଲି ଚଲୁନାଇ ।
Denn wir sind die Beschneidung, die wir Gott im Geiste dienen, und deren Ruhm Jesus Christus ist und die wir nicht auf Fleisch vertrauen.
4 ୪ ମୁଇତା ଆମର୍ ରିତିନିତି ଇସାବେ ଚାଲ୍ବାକେ ଅଦିକ୍ ମନ୍ କର୍ତି । ଜଦି କେଆଲେ ବିନ୍ ଲକ୍ ରିତିନିତିକେ ଆସା କର୍ବାଇ, ସେନ୍ତାର୍ଆଲେ ସେମନର୍ତେଇଅନି ମୁଇ ଅଦିକ୍ କର୍ତି ।
Wiewohl auch ich auf Fleisch vertrauen könnte, und noch dazu mehr:
5 ୫ ପର୍ମେସର୍ ଆମର୍ ଆନିଦାଦିମନ୍କେ ତିଆର୍ଲାପାରା ଗଟେକ୍ ଆଟ୍ ଅଇଲାକେ ମକେ ସୁନତ୍ କରିରଇଲାଇ । ମୁଇ ଗଟେକ୍ ଇସ୍ରାଏଲର୍ ଲକ୍ । ଦେକ୍ବାକେ ଗାଲେ ମୁଇ ବେନ୍ଜାମିନ୍ କୁଟୁମର୍ ଲକ୍ । ମୁଇ ଗଟେକ୍ ଏବ୍ରିଅ ଆରି ଆମର୍ ଆନିଦାଦିମନ୍ ମିସା ଏବ୍ରିଅ ରଇଲାଇ । ମସାର୍ ରିତିନିତି ମାନ୍ବାକେ ଗଟେକ୍ ପାରୁସି ପାରା ରଇଲି ।
Bin am achten Tage beschnitten, vom Geschlechte Israel, aus Benjamins Stamm, ein Hebräer, von Hebräern gezeugt, in Hinsicht des Gesetzes ein Pharisäer.
6 ୬ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ମୁଇ ବେସି ମନ୍ କଲି ଆରି ସେନ୍ତାରି କରୁ କରୁ ଜିସୁର୍ ସିସ୍ମନ୍କେ କସ୍ଟ ଦେଲି । ଆମର୍ ଜିଉଦି ନିୟମ୍ ସବୁ ପୁରାପୁରୁନ୍ ମାନ୍ଲାର୍ ପାଇ ଜଦି ଗଟେକ୍ ଲକ୍ ଦରମ୍ ଅଇପାର୍ତା ବଇଲେ, ମୁଇ ସେନ୍ତାରି ଅଇତି । କାଇକେବଇଲେ ମୁଇ ସେ ସବୁ ନିୟମ୍ ମାନ୍ତେରଇଲି ।
In Hinsicht des Eifers ein Verfolger der Gemeinde, in Hinsicht der Gerechtigkeit nach dem Gesetze tadellos.
7 ୭ ମାତର୍ ଆଗେ ମୁଇ ଜେତ୍କି ସବୁ ବିସଇ ବେସି ମୁଲିଅ ଆଚେବଲି ବାବ୍ତେରଇଲି, ଏବେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ସେଟାମନ୍ ସବୁ ଚୁଚାଇସେ ବଲି ଜାନ୍ଲିନି ।
Aber was mir Gewinn war, das habe ich wegen Christus für Schaden erachtet.
8 ୮ ସେତ୍କିସେ ନଏଁ ଆଗ୍ତୁ ଜେତ୍କି ସବୁ ବିସଇ ପର୍ମେସର୍କେ ସାର୍ଦା କରାଇବାକେ କର୍ତେରଇଲି, ଜିସୁ କିରିସ୍ଟକେ ମର୍ ମାପ୍ରୁ ବଲି ମାନ୍ଲାତେଇଅନି, ସେଟା ଚୁଚାଇସେ ବଲି ଜାନ୍ଲିନି । ତାର୍ପାଇ ମୁଇ ସବୁ ବିସଇ ଚାଡିଦେଲିଆଚି । କିରିସ୍ଟର୍ ସିସ୍ ଅଇବି ବଲିକରି ସେଟାମନ୍ ଚୁଚାଇସେ ବଲି ଏତ୍କଲିନି ।
Ja ich erachte noch alles für Schaden wegen der alles übertreffenden Erkenntnis meines Herrn Jesus Christus, um Dessentwillen ich alles für Schaden und Unrat erachte, auf daß ich Christus gewinne,
9 ୯ ଜେନ୍ତାରି କି ମୁଇ ତାର୍ ସଙ୍ଗ୍ ପୁରାପୁରୁନ୍ ମିସିରଇବି । ରିତିନିତି ମାନିକରି ପର୍ମେସରର୍ ମୁଆଟେ ଦରମ୍ ଲକ୍ ଅଇବି ବଲି ଚେସ୍ଟା କର୍ତେରଇଲି, ଏବେ ସେଟା ସବୁ ଚାଡିଦେଲି । ତାର୍ ବାଦୁଲେ କିରିସ୍ଟକେ ବିସ୍ବାସ୍ କଲାର୍ପାଇ ପର୍ମେସର୍ ମକେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
Und in Ihm erfunden werde und nicht meine Gerechtigkeit habe, die aus dem Gesetz, sondern die durch den Glauben an Christus kommt, die Gerechtigkeit, die von Gott um des Glaubens willen zuteil wird;
10 ୧୦ ମୁଇ କିରିସ୍ଟକେ ଜାନ୍ବି ବଲି ମନ୍ କଲିନି । ଆରି ପର୍ମେସର୍ ତାକେ ଜନ୍ ବପୁସଙ୍ଗ୍ ମଲାତେଇଅନି ଉଟାଇଲା, ସେ ବପୁ ମୁଇ ମର୍ ଜିବନେ ମିଲାଇବି ବଲି ଆସା କଲିନି । ସେ ଜେନ୍ତାରି ମର୍ପାଇ ଦୁକ୍ କସ୍ଟ ପାଇଲା, ସେନ୍ତାରିସେ ମୁଇମିସା ତାର୍ପାଇ ଦୁକ୍ କସ୍ଟ ପାଇବି ଆରି ତାର୍ ମରନେ ମିସ୍ବି ।
Um Ihn zu erkennen, und die Kraft Seiner Auferstehung und die Gemeinschaft Seiner Leiden, und daß ich Ihm ähnlich werde im Tode,
11 ୧୧ ସେନ୍ତାରି ପର୍ମେସର୍ ଜେତ୍କି ଲକ୍କେ ମଲାତେଇଅନି ଜିବନ୍ କରି ଉଟାଇସି, ସେମନର୍ ବିତ୍ରେଅନି ମୁଇ ଗଟେକ୍ ଲକ୍ ଅଇବି ।
Ob ich möchte zur Auferstehung der Toten gelangen.
12 ୧୨ ଏ ସବୁ ବିସଇ ମୁଇ କରିସାରାଇ ଆଚି ବଲି କଇନାଇ । ପର୍ମେସର୍ ମକେ ସିଦ୍ କରି ସାରାଇଆଚେ ବଲି ମିସା ମୁଇ କଇନାଇ । ମାତର୍, କିରିସ୍ଟର୍ ପାରା ଅଇବାକେ ମୁଇ ବେସି ଚେସ୍ଟା କଲିନି । ସେଟାର୍ପାଇ କିରିସ୍ଟ ମକେ ବାଚ୍ଲା ଆଚେ ।
Nicht daß ich es schon ergriffen hätte, oder schon vollendet wäre, ich jage ihm aber nach, ob ich es möchte ergreifen, nachdem ich auch von Jesus Christus ergriffen worden bin.
13 ୧୩ ନାଇ, ମର୍ ବାଇବଇନିମନ୍, ଏ ସବୁଜାକ କରିସାରାଇଆଚି ବଲି ମୁଇ କଇନାଇ । ମାତର୍ ଅଦିକ୍ ଗଟେକ୍ ମୁକିଅ ରଇବା ବିସଇ ମୁଇ କଲିନି, । ଜେତ୍କି ସବୁ ବିସଇ ଅଇସାର୍ଲା ଆଚେ, ସେଟା ସବୁ ପାସ୍ରି ଚାଡିଦେଇକରି କିରିସ୍ଟ ଜନ୍ ରକାମ୍ ମକେ ଅଇବାର୍ଆଚେ ବଲି ମନ୍ କଲାନି, ସେନ୍ତାରି ଅଇବାକେ ମୁଇ ଚେସ୍ଟା କଲିନି ।
Ich erachte, Brüder, von mir selbst noch nicht, daß ich es ergriffen habe. Eins aber sage ich: Ich vergesse, was dahinten ist, und strecke mich aus nach dem, was vorne ist;
14 ୧୪ ମର୍ ସାରାସାରି ଜାଗାଇ କେଟ୍ବା ଜାକ ଆଗ୍ତୁ ଆଗ୍ତୁ ଗାଲିନି । ଜେନ୍ତିକି ମୁଇ ସର୍ଗେ ପୁରୁସ୍କାର୍ ପାଇବି । ଜିସୁକିରିସ୍ଟ ମର୍ପାଇ ଜେତ୍କି ବିସଇ କଲାଆଚେ, ସେଟାର୍ପାଇ ସେ ପୁରୁସ୍କାର୍ ମୁଇ ସର୍ଗେ ପାଇବି ।
Und jage dem Ziele zu nach dem Siegespreis der himmlischen Berufung Gottes in Jesus Christus.
15 ୧୫ ସେନ୍ତାର୍ଆଲେ ଆସା, ଆମେ ଜେତ୍କି ଲକ୍ ସୁକଲ୍ ଅଇଆଚୁ, ଏ ରକାମ୍ ବିସଇ ସମାନ୍ ଇସାବେ ଚିନ୍ତା କର୍ତେରଉଁ । ଆରି ଜଦି ଏ ସବୁ ବିସଇର୍ପାଇ ତମେ ମର୍ ସଙ୍ଗ୍ ରାଜି ଉଆସ୍ନାଇ, ଟିକ୍ ସଙ୍ଗ୍ ଚିନ୍ତା କର୍ବାକେ ପର୍ମେସର୍ ତମ୍କେ ସାଇଜ କର୍ସି ।
Wie viele nun von uns vollkommen sind, die sollen so gesinnt sein, und die noch anderes denken, denen wird Gott darüber auch noch die rechte Einsicht verleihen.
16 ୧୬ କେନ୍ତି ମିସା ପର୍ମେସର୍ ଜେତ୍କି ବିସଇ ସବୁ ଆମ୍କେ ଦେକାଇ ସାରାଇଆଚେ, ସେ ସବୁଜାକ ଆମେ ମାନ୍ବାର୍ ଆଚେ ।
Doch laßt uns das, zu dem wir gelangt sind, zur Richtschnur unseres Sinnes und Wandels nehmen.
17 ୧୭ ଏ ମର୍ ବାଇବଇନିମନ୍, ମୁଇ ଜେନ୍ତାରି କଲିନି, ତମେ ମିସା ସେନ୍ତାରିସେ କରା । ଆମେ ତମର୍ ସଙ୍ଗ୍ ରଇଲାବେଲେ ଜେନ୍ତି ଚଲାଚଲ୍ତି କର୍ତେରଇଲୁ, ସେଟା ଜାଗ୍ରତ୍ ସଙ୍ଗ୍ ଦେକା ଆରି ସେନ୍ତାରି ଚଲାଚଲ୍ତି କରା ।
Folgt mit mir nach, Brüder, und seht auf die, die also wandeln, wie ihr uns zum Vorbild habt.
18 ୧୮ କାଇକେ ବଇଲେ ମୁଇ ତମ୍କେ ଆଗ୍ତୁ କେତେତର୍ କଇ ସାରାଇଆଚି, ଆରି ଏବେ ବେସି ଦୁକର୍ ସଙ୍ଗ୍ କାନ୍ଦିକରି କଇଲିନି, ବେସି ଲକ୍ କିରିସ୍ଟର୍ ବିରଦି ଇସାବେ ଚଲାଚଲ୍ତି କର୍ବାଇ ।
Denn viele wandeln, wie ich euch oftmals sagte und nun mit Tränen wiederhole, als Feinde von Christi Kreuz.
19 ୧୯ ସାରାସାରି ପର୍ମେସର୍ ସେମନ୍କେ ବିନାସ୍ କର୍ସି । ସେମନ୍ ଅବ୍କା ଗାଗଡ୍ ମନ୍ କର୍ବାଟା ପୁରାପୁରୁନ୍ କର୍ବାକେ ମନ୍ କଲାଇନି । ଲାଜର୍ ବିସଇ କରି ସାର୍ଦା କଲାଇନି । ଅବ୍କା ଏ ଜଗତର୍ ବିସଇସେ ଚିନ୍ତା କଲାଇନି ।
Deren Endziel ist Verdammnis, denen der Bauch ihr Gott ist, und die eine Ehre in der Schande suchen, und deren Sinn nur auf Irdisches gerichtet ist.
20 ୨୦ ମାତର୍ ଆମେତା ସରଗର୍ ଲକ୍ମନ୍, ସେ ଜାଗାଇଅନି ଆମର୍ ଉଦାର୍କାରିଆ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ବେଲାକେ ଆମେ ଜାଗ୍ଲୁନି ।
Denn unser Wandel ist im Himmel, von wannen wir auch unseren Heiland, den Herrn Jesus Christus erwarten,
21 ୨୧ ଜେନ୍ତିକି ତାକେ ଜଗତର୍ ସବୁ ବିସଇ ସର୍ପିଅଇବାଇ, ସେନ୍ତାରି ତାର୍ଟାନେ ବପୁ ଆଚେ । ସେ ବପୁସଙ୍ଗ୍ ଆମର୍ ମର୍ବା ଗାଗଡ୍ମନ୍କେ ନୁଆ କରି ବାଦ୍ଲାଇସି । ପର୍ମେସର୍ ତାକେ ଜିବନ୍ କରି ଉଟାଇଲାବେଲେ, ସେ ଜନ୍ ମଇମାର୍ ଗାଗଡ୍ ପାଇରଇଲା, ସେନ୍ତାରି ରଇବା ମଇମାର୍ ଗାଗଡ୍ ଆମ୍କେ ମିସା ଦେଇସି ।
Der den Leib unserer Erniedrigung umgestalten wird, um ihn dem Leibe Seiner Herrlichkeit gleich zu gestalten, mittelst der Kraft, durch die Er alles Sich untertänig machen kann.