< ଏପିସିୟ 1 >

1 ମୁଇ ପାଉଲ୍‌ ପର୍‌ମେସରର୍‌ ମନ୍‍ କଲା ଇସାବେ କିରିସ୍‌ଟ ଜିସୁର୍‌ ଗଟେକ୍‌ ପେରିତ୍‌ ସିସ୍‌ ଅଇ ବାଚି ଅଇଆଚି । ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିକରି ବିସ୍‌ବାସ୍‌ସଙ୍ଗ୍‌ ଜିଉନା କାଉନା କର୍‌ତେ ରଇବା ଏପିସିୟର୍‌ ବିସ୍‌ବାସିମନର୍‌ ଲଗେ ଏ ଚିଟି ଲେକ୍‌ଲିନି ।
Paulus, ein Apostel Jesu Christi durch den Willen Gottes, an die Heiligen zu Ephesus und Gläubigen an Jesus Christus:
2 ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ତମ୍‌କେ ସବୁଲକ୍‌କେ ଜିବନ୍‌ ଦୁକାଇକରି ସାନ୍ତି ଦେଅ ।
Gnade sei mit euch und Friede von Gott unserem Vater und dem Herrn Jesus Christus.
3 ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ବାବା ପର୍‌ମେସର୍‌ ଦନିଅବାଦ୍‌ ପାଅ । କାଇକେ ବଇଲେ ସେ ଆମ୍‌କେ କିରିସ୍‌ଟର୍‌ ସଙ୍ଗ୍‍ ମିସାଇକରି ସର୍‌ଗେ ରଇବା ସବୁଜାକ ଆତ୍‌ମାଇଅନି ମିଲାଇବା ଆସିର୍‌ବାଦ୍‌ ଦେଇଆଚେ ।
Gelobt sei Gott und der Vater unseres Herrn Jesus Christus, Der uns mit allerlei geistigen Segnungen an himmlischen Gütern durch Christus gesegnet hat.
4 କିରିସ୍‌ଟର୍‌ ସଙ୍ଗ୍‍ ମିସିରଇକରି ଆମେ ଜେନ୍ତି ପର୍‌ମେସରର୍‌ ଅଇବୁ, ସେଟାର୍‌ପାଇ ସେ ଆମ୍‌କେ ଜଗତ୍‌ ତିଆର୍‌ ନ ଅଇବା ଆଗ୍‌ତୁ ବାଚି ରଇଲା । ଜେନ୍ତାରିକି ସୁକଲ୍‌ ଆରି କାଇ ଦସ୍‌ ନ ଅଇତେ ତାର୍‌ ମୁଆଟେ ଟିଆଅଇବୁ ।
Wie Er uns denn erwählt hat durch Ihn, vor Gründung der Welt, damit wir heilig und tadellos wären vor Ihm in der Liebe.
5 ତାର୍‌ ଆଲାଦର୍‌ ଲାଗି, ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ସେ ଆମ୍‌କେ ତାର୍‌ ନିଜର୍‌ ପଅଜି ପାରା କର୍‌ବାକେ ବାଚିଆଚେ । ଏଟାସେ ତାର୍‌ ଆଦେସ୍‌ ଆରି ସାର୍‌ଦା ।
Indem Er uns vorherbestimmt hat zur Kindschaft durch Jesus Christus für Ihn Selbst nach dem Wohlgefallen Seines Willens;
6 ଜେନ୍ତାରିକି ତାର୍‍ ବଡ୍‍ ଜିବନ୍‍ ଦୁକାନିର୍‍ ଲାଗି ଆମେ ତାକେ ଡାକ୍‍ପୁଟା କରୁ । ତାର୍‍ ଆଲାଦର୍‍ ପଅ କରି ରଇଲା କାମର୍‍ ଲାଗି, ଇନାମେ ତାର୍‍ ଜିବନ୍‍ ଦୁକାଇଲାଟା ସେ ଆମ୍‍କେ ଦେଲା ଆଚେ ।
Zum Lob der Herrlichkeit Seiner Gnade, womit Er uns begnadigt hat in dem Geliebten;
7 କିରିସ୍‌ଟ ବନି ଜରାଇ ମଲାର୍‌ପାଇ ଆମେ ମୁକ୍‌ତି ପାଇଆଚୁ ଆରି ଆମର୍‌ ସବୁଜାକ ପାପ୍‌ କେମା ଅଇଲା ଆଚେ । ପର୍‌ମେସର୍‌ ଜିବନ୍‌ ଦୁକାଇଲାଟା କେଡେ ବଡ୍‌ ବିସଇ!
An Dem wir haben die Erlösung durch Sein Blut, die Vergebung der Sünden,
8 ସେଟା ସେ ଆମ୍‌କେ ନ ସାରାଇତେ ଦେଇଆଚେ । ସବୁ ଗିଆନ୍‍ ଆରି ବୁଜ୍‍ବା ବପୁ ସଙ୍ଗ୍‍ ମିସା ଦେଲା ଆଚେ।
Nach dem Reichtum Seiner Gnade, die uns überschwenglich zuteil wurde in jeglicher Weisheit und Einsicht;
9 ଆଗ୍‍ତୁ ଆମେ ଜାନି ନ ରଇଲା ତାର୍‍ ଜଜ୍‍ନାର୍‍ ଟିକିନିକି ବିସଇ, ସେ ଆମ୍‍କେ ଜାନାଇ ଆଚେ । ସେଟା ଜିସୁ କିରିସ୍‍ଟର୍‍ ଦେଇ ସେ ପୁରାପୁରୁନ୍‌ କଲାଆଚେ, କାଇକେ ବଇଲେ ଏଟା ତାକେ ସାର୍‍ଦା କଲା ।
Indem Er uns das Geheimnis Seines Willens nach Seinem Wohlgefallen kund tat, nach welchem Er bei Sich beschlossen hatte,
10 ୧୦ ସରଗେ ଆରି ଜଗତେ ତିଆର୍‌ ଅଇରଇବା ସବୁ ବିସଇ ଗଟେକ୍‌ଟାନେ ଆନ୍‍ବାକେ ପର୍‌ମେସରର୍‌ ଜଜ୍‍ନା ରଇଲା । କିରିସ୍‌ଟ ସେସବୁ ବିସଇର୍‌ ମୁଣ୍ଡ୍ ପାରା ଅଇକରି ରଇସି । ଏଟା ସମାନ୍‌ ବେଲାଇ ସେ ପୁରାପୁରୁନ୍‌ କର୍‌ସି ।
In Hinsicht auf die Veranstaltung der Erfüllung der Zeiten, alles im Himmel und auf Erden in Christus zusammenzufassen,
11 ୧୧ କିରିସ୍‍ଟର୍‍ ସଙ୍ଗ୍‍ ମିସାଇ କରି, ପରମେସର୍‌, ଆମେ ଜିଉଦିମନ୍‍କେ ବାଚି ଆଚେ । କାଇକେ ବଇଲେ ଆଗେ ଅନି ଏନ୍ତାରି କର୍‍ବାକେ ସେ ଜଜ୍‍ନା କରି ରଇଲା । ସେ ଜେନ୍ତାରି ମନ୍‍ କର୍‍ସି, ସେ ଇସାବେ ସବୁ ବିସଇ ପୁରାପୁରୁନ୍‌ କର୍‌ସି ।
In Ihm, durch Den wir auch zum Erbteil gekommen, die wir zuvor verordnet sind nach dem Ratschlusse Dessen, Der alle Dinge wirkt nach dem Rat Seines Willens;
12 ୧୨ ଜେନ୍ତାରିକି ଆମେ ଜେତ୍‍କି ଜିଉଦି ଲକ୍‍ ପର୍‌ତୁମ୍‌ କିରିସ୍‌ଟକେ ଆସାକରି ରଇଲୁ, ସବୁଲକ୍‌ ପରମେସର୍‌କେ ମଇମା କରୁ!
Auf daß wir zum Lobe Seiner Herrlichkeit dienten, die wir zuvor auf Christus gehofft haben.
13 ୧୩ ତମେ ମିସା ଜେଡେବେଲେ ମୁକ୍‌ତି ପାଇବା, ଏ ସୁବ୍‌ କବରର୍‌ ସତ୍‌ କାତା ସୁନ୍‌ଲାସ୍‌, ସେ ବେଲେଅନି ପର୍‌ମେସରର୍‌ ଲକ୍‌ ଅଇଆଚାସ୍‌ । ତମେ କିରିସ୍‌ଟକେ ବିସ୍‌ବାସ୍‌ କଲାକେ, ପର୍‌ମେସର୍‌ ସେ ଦେଇରଇବା କାତା ଇସାବେ ସୁକଲ୍‌ ଆତ୍‌ମା ଦାନ୍‌ କରିଆଚେ । ଆରି ସେ ତମ୍‌କେ ଚିନ୍‌ କଲାଆଚେ ।
In Dem auch ihr, da ihr das Wort der Wahrheit, das Evangelium eures Heils gehört und an Ihn geglaubt habt, versiegelt worden seid mit dem Heiligen Geiste der Verheißung;
14 ୧୪ ପର୍‌ମେସର୍‌ ତାର୍‌ ଲକ୍‌ମନ୍‌କେ ଜେତ୍‌କି ବିସଇ ଦାନ୍‌ କର୍‌ବାକେ କାତା ଦେଲାଆଚେ, ସେ ସବୁଜାକ ଆମେ ମିଲାଇପାରୁ । ସୁକଲ୍‌ଆତ୍‌ମା ଆମର୍‌ବାଟେ ଟିଆଅଇସି । ପର୍‌ମେସର୍‌ ତାର୍‌ ଲକ୍‌ମନ୍‌କେ ପୁରାପୁରୁନ୍‌ ନିଜେ ମନ୍‌କରି ମୁକ୍‌ତି ଦେଇସି । ଏଟା ସତ୍‌ ବଲିକରି, ଆସା ପର୍‌ମେସର୍‍କେ ମଇମା କରୁ!
Welcher ist das Pfand unseres Erbes, auf die Erlösung des Eigentums zum Preis Seiner Herrlichkeit.
15 ୧୫ ସେଟାର୍‌ ପାଇ ମାପ୍‌ରୁ ଜିସୁର୍‌ ଲଗେ ତମେ ବିସ୍‌ବାସ୍‌ କର୍‌ବାଟା ଆରି ପର୍‌ମେସରର୍‌ ଲକ୍‌ମନର୍‍ ପାଇ ରଇବା ତମର୍‍ ଆଲାଦର୍‍ ବିସଇ ସୁନ୍‌ଲା ଦିନେଅନି,
Darum auch ich, nachdem ich von eurem Glauben an den Herrn Jesus bei euch, und von eurer Liebe zu allen Heiligen gehört habe,
16 ୧୬ ମୁଇ ପର୍‌ମେସର୍‌କେ ତମର୍‌ପାଇ ଦନିଅବାଦ୍‌ ଦେଇ ଆଇଲିନି । ମୁଇମିସା ପାର୍‌ତନା କଲାବେଲେ ତମର୍‌ପାଇ ପର୍‌ମେସର୍‌କେ ଦନିଅବାଦ୍‌ ଦେବାକେ ପାସ୍‌ରି ଜାଇ ନାଇ । ମୁଇ ପାର୍‌ତନା କଲାବେଲେ ତମ୍‌କେ ଏତାଇଲିନି ।
Nicht aufhöre zu danken für euch, indem ich euer in meinem Gebete gedenke.
17 ୧୭ ଆରି ଡାକ୍‌ପୁଟାର୍‌ ବାବା, ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ପର୍‌ମେସର୍‌କେ ପାର୍‌ତନା କଲିନି । ଜେନ୍ତିକି ସେ ତମ୍‌କେ ସୁକଲ୍‌ ଆତ୍‌ମା ଦେଇସି । ସେ ଆତ୍‌ମା ତମ୍‌କେ ଗିଆନ୍‌ କରାଇସି ଆରି ପର୍‌ମେସର୍‌କେ ତମର୍‌ ମୁଆଟେ ଦେକାଇସି ।
Daß der Gott unseres Herrn Jesus Christus, der Vater der Herrlichkeit, euch gebe den Geist der Weisheit und der Offenbarung zu Seiner Erkenntnis;
18 ୧୮ ମୁଇ ପାର୍‍ତନା କଲିନି, ଜେନ୍ତାରିକି ତାର୍‌ ଉଜଲ୍‌ ଦେକ୍‌ବାକେ ତମର୍‌ ଆତ୍‌ମାର୍‌ ଆଁକି ଡିସ । ଜେନ୍ତିକି ଜନ୍‌ ଆସା ନେଇକରି ତମେ ତାର୍‌ ଲଗେ ଆସି ଆଚାସ୍‌, ସେଟା ଜାନିପାରାସ୍‌ ।
Und erleuchte die Augen eures Verständnisses, auf daß ihr seht, welches da ist die Hoffnung Seiner Berufung, und welches da ist der Reichtum der Herrlichkeit Seines Erbes unter den Heiligen,
19 ୧୯ ତାର୍‌ ଲକ୍‌ମନର୍‌ ପାଇ ସେ ଦେଇରଇବା କାତାର୍‌ ସବୁ ବଡ୍‌ ଆସିର୍‌ବାଦ୍‌ କେତେକ୍‌ ଅଦିକ୍‌ ଆଚେ । ଆରି ଆମର୍‌ ପାରା ବିସ୍‌ବାସିମନର୍‌ ପାଇ ରଇବା ତାର୍‌ ବପୁ କେଡେ ବଡ୍‌, ସେଟା ତମେ ଜାନି ପାରାସ୍‌ ।
Und welches da ist die überschwengliche Größe Seiner Macht an uns, die wir glauben vermöge der Wirksamkeit Seiner gewaltigen Kraft,
20 ୨୦ ଏବେ ଆମର୍‌ ବିତ୍‌ରେ କାମ୍‍ କର୍‍ତେରଇବା ସେ ବପୁର୍‌ ସଙ୍ଗ୍‍ସେ, ପର୍‌ମେସର୍‌ କିରିସ୍‌ଟକେ ମଲାତେଇଅନି ଉଟାଇକରି ତାର୍‌ ଉଜାବାଟେ ବସାଇଆଚେ ।
Die Er in Christus gewirkt hat, da Er Ihn von den Toten auferweckt und zu Seiner Rechten im Himmel gesetzt hat.
21 ୨୧ କିରିସ୍‌ଟ ସର୍‌ଗେ, ସାସନ୍‌ କର୍‌ବା ଲକ୍‌ମନ୍‌କେ, ସନ୍‌ମାନ୍‌ ପାଇବା ଲକ୍‌ମନ୍‌କେ, ବପୁରଇବା ଲକ୍‌ମନ୍‌କେ ଆରି ସାସନ୍‌କାରିଆମନର୍‌ ଉପ୍‌ରେ ସାସନ୍‌ କର୍‌ସି । ତାର୍‌ ଅଦିକାର୍‍ ଏବର୍‍ ସାସନ୍‍କାରିଆମନର୍‍ କି ଆଇବା ଦିନର୍‍ ସାସନ୍‍କାରିଆମନର୍‍ ତେଇଅନି ଅଦିକ୍‍ ବପୁ ସଙ୍ଗର୍‍ ଆଚେ । (aiōn g165)
Hoch über alle Obrigkeit und Gewalt, Macht, Herrschaft, und über alle Namen, die genannt werden mögen, nicht allein in dieser Welt, sondern auch in der zukünftigen, (aiōn g165)
22 ୨୨ ପର୍‌ମେସର୍‌ ସବୁବିସଇ କିରିସ୍‌ଟର୍‌ ପାଦ୍‌ତଲେ ସଙ୍ଗଇଆଚେ । ଆରି ସବୁ ବିସଇର୍‍ ଉପ୍‌ରେ, ସବୁର୍‌ତେଇଅନି ଉପ୍‌ରର୍‌ ମାପ୍‌ରୁ କରି ମଣ୍ଡଲିକେ ଦାନ୍‌କଲା ଆଚେ ।
Und hat alle Dinge unter Seine Füße gelegt, und Ihn zum Haupt gesetzt über alles in der Gemeinde,
23 ୨୩ ମଣ୍ଡଲି ଅଇଲାନି କିରିସ୍‌ଟର୍‌ ଗାଗଡ୍‌ । କିରିସ୍‍ଟର୍‍ ଜିବନ୍‍ ସଙ୍ଗ୍‍ ମଣ୍ଡଲି ପୁରାପୁରୁନ୍‌ ଅଇସି । ଆରି କିରିସ୍‌ଟ ସବୁବିସଇ ପୁରାପୁରୁନ୍‌ କର୍‌ସି ।
Welche ist Sein Leib und die Fülle Dessen, Der alles in allem erfüllt.

< ଏପିସିୟ 1 >