< ଲୁକ୍ 20 >
1 ୧ ଦିନେକ୍ ଜିସୁ ମନ୍ଦିରେ ଲକ୍ମନ୍କେ ମାପ୍ରୁର୍ ନିମାନ୍ କାତାର୍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍, ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ ।
ମୁଇଂଦିନା ଜିସୁ ମନ୍ଦିର୍ ବିତ୍ରେ ଲେଃଗେ । ଆରି ପର୍ମେସର୍ନେ ରାଇଜ୍ ବିସୟ୍ରେ ମାପ୍ରୁନେ ନିମାଣ୍ଡା ସାମୁଆଁ ବାସଙ୍ଗ୍ଡିଙ୍ଗ୍ଗେ । ମ୍ନାଯାଜକ ଦରମ୍ କରମ୍ ରେମୁଆଁଇଂ ଆରି ଜିଉଦି ନେତାଇଂ ଜିସୁକେ ପ୍ରସ୍ନ ସାଲ୍ୟାକୁ ପାଙ୍ଗ୍ଆର୍କେ ।
2 ୨ “ତୁଇ କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲୁସ୍ନି? କେ ତକେ ଏ ଅଦିକାର୍ ଦେଲା? ଆମ୍କେ କ ।”
ମେଇଙ୍ଗ୍ ସାଲ୍ୟାକୁ ଆର୍କେ “ଆନେକେ ବାସଙ୍ଗ୍ ଆଣ୍ଡିନେ ଅଦିକାର୍ରେ ନାନେ ଆକେନ୍ ସାପା କାମ୍ ଡିଙ୍ଗ୍ନାଡିଙ୍ଗ୍? ଆନାକେ ଆକେନ୍ ସାପା ଅଦିକାର୍ ଜାଣ୍ଡେ ବିକେ?”
3 ୩ ମାତର୍ ଜିସୁ କଇଲା, “ମୁଇ ମିସା ତମ୍କେ ଗଟେକ୍ କାତା ପାଚାର୍ବି, ତମେ ମକେ କୁଆ ।
ଜିସୁ ଉତର୍ ବିକେ “ନେଙ୍ଗ୍ ଡିଗ୍ ଆପେକେ ମୁଇଙ୍ଗ୍ ପ୍ରସ୍ନ ନ୍ସେଲ୍ୟାକୁଏ । ଆନେଙ୍ଗ୍ ବାସଙ୍ଗ୍,
4 ୪ ଜଅନ୍ କାର୍ ଅଦିକାର୍ ମିଲାଇ ଲକ୍ମନ୍କେ ଡୁବନ୍ ଦେଇତେ ରଇଲା? ସରଗର୍ ପର୍ମେସର୍ ଦେଲାଟାନେ ଅନି କି, ଲକ୍ମନର୍ଟାନେ ଅନି?”
ଉଡ଼ିବେଲା ଜହନ୍ ରେମୁଆଁଇଂକେ ଦିକ୍ୟା ବିକେ ଆତେନ୍ ପର୍ମେସର୍ବାନ୍ ପାଙ୍ଗ୍ଲେକେଲେ ରେମୁଆଁବାନ୍ ପାଙ୍ଗ୍ଲେକେ?”
5 ୫ ସେବେଲାଇ ସେମନ୍ ନିଜର୍ ନିଜର୍ ବିତ୍ରେ ଦଦାପେଲା ଅଇଲାଇ । ଜଦି ଜଅନର୍ ଡୁବନ୍ ସର୍ଗେଅନି ବଲି କଇଲେ, କାଇକେ ତାକେ ବିସ୍ବାସ୍ କରାସ୍ ନାଇ? ବଲି କଇବାଇ ।
ମ୍ନାଯାଜକ ଦରମ୍ କରମ୍ଣ୍ଡ୍ରେ ଆରି ଜିଉଦି ନେତାଇଂ ନିଜେ ନିଜେ ବିତ୍ରେ ୱିଙ୍ଗ୍ଆ ରିଙ୍ଗ୍ଆ ଡିଙ୍ଗ୍ ଆର୍କେ । “ନେନେ ଜଦି ନେବାସଙ୍ଗ୍ଏ ଜେ ଜହନ୍ନେ ଡୁବନ୍ ପର୍ମେସର୍ବାନ୍ ପାଙ୍ଗ୍ଲେଗେ ତେଲା ମେଁ ସାଲିଆକୁଏ ପେଇଂ ଜହନ୍କେ ମେଁନ୍ସା ବିସ୍ବାସ୍ ପେଡିଙ୍ଗ୍କେ?
6 ୬ ମାତର୍ ଆମେ ଲକ୍ମନର୍ତେଇଅନି ବଲି କଇଲେ ସବୁ ଲକ୍ ଆମ୍କେ ପାକ୍ନା ମାର୍ବାଇ । କାଇକେ ବଇଲେ, ଜଅନ୍ ସତଇସେ ପର୍ମେସରର୍ତେଇ ଅନି ଆଇଲା ବବିସତ୍ବକ୍ତା ବଲି ଆମର୍ ଜିଉଦି ଲକ୍ମନ୍ ବିସ୍ବାସ୍ କଲାଇନି ।
ମାତର୍ ନେନେ ଜଦି ନେବାଲିର୍ଏ ଜହନ୍ନେ ଡୁବନ୍ ରେମୁଆଁବାନ୍ ପାଙ୍ଗ୍ଲେଗେ ତେଲା ସାପା ରେମୁଆଁ ନେନେ ଆଡ଼ାତ୍ରା ବ୍ରି ଟୁଚେ ଆନେକେ ସର୍ତେ ବାଗୁଏଃ ବିଃ ଆର୍ଏ । ଡାଗ୍ଲା ମେଇଙ୍ଗ୍ ଜହନ୍କେ ବାବବାଦି ଡାଗ୍ଚେ ବିସ୍ବାସ୍ ଡିଙ୍ଗ୍ଆର୍ଡିଂଗେ ।”
7 ୭ ଏଟା ବାବିକରି ସେମନ୍ “ଆମେ ନାଜାନୁ ।” ବଲି କଇଲାଇ ।
ଆତେନ୍ସା ମେଇଂ ବାଲିର୍କେ, “ନେ ନେମ୍ୟାକେ ଣ୍ଡୁ ।”
8 ୮ ଆରି ଜିସୁ ସେମନ୍କେ କଇଲା, “ଏନ୍ତି ବଇଲେ ମୁଇ ମିସା କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲିନି, ସେଟା ତମ୍କେ ନ କଇ ।”
ଜିସୁ ଆମେଇଂକେ ବାସଙ୍ଗ୍କେ “ନେଙ୍ଗ୍ ଡିଗ୍ ଆପେକେ ନାନେ ବାସଙ୍ଗ୍ ଣ୍ଡୁ ଜେ ନେଙ୍ଗ୍ ଡିଗ୍ ଆଣ୍ଡିନେ ଅଦିକାର୍ରେ ଏନ୍ ସାପା କାମ୍ ଡିଙ୍ଗ୍ ଣ୍ଡିଙ୍ଗ୍କେ ।”
9 ୯ ତାର୍ ପଚେ ଜିସୁ ଲକ୍ମନ୍କେ ବୁଜାଇବାକେ ଗଟେକ୍ କାତାନି କଇଲା । “ଗଟେକ୍ ଲକ୍ ତାର୍ ପଦାଇ ଅଙ୍ଗୁର୍ ତାସ୍ କରି, କେତେଟା ତାସିକେ ଆଦିବାଗ୍ କର୍ବାକେ ଦେଲା । ଦେଇକରି ସେ ବେସି ଦିନର୍ ପାଇ ଗଟେକ୍ ଦୁର୍ ଦେସେ ରଇବାକେ ଉଟିଗାଲା ।
ତେନ୍ ଇଡ଼ିଂ ଜିସୁ ରେମୁଆଁଇଂକେ ଏନ୍ ଉସ୍ରା ବାଲିର୍କେ: ମୁଇଙ୍ଗ୍ ରେମୁଆଁ ଉଡ଼ି ଲିଜ ଅରିଆ ଅଙ୍ଗୁର୍ ଚାସ୍ ଡିଙ୍ଗ୍କେ । ମେଁ ଆକେନ୍ ଲିଜକେ ସ୍ଲେଣ୍ଡ୍ରେକେ ବାଟା ବିକେ । ତେନ୍ଇଡ଼ିଂ ମେଁ ଉଡ଼ି ଆର୍କେ ସୁଗୁଆ ଆନ୍ତାର୍ଚେ ବିଦେସ୍ ଲାଗ୍ଡକେ ।
10 ୧୦ ଆରି ଅଙ୍ଗୁର୍ ତଲ୍ବାବେଲା କେଟ୍ଲାକେ ସାଉକାର୍ ତାର୍ ଗଟେକ୍ ଦାଙ୍ଗ୍ଡାକେ ତାର୍ ବାଗ୍ ମାଙ୍ଗି ଆନ୍ବାକେ ପାଟାଇଲା । ମାତର୍ ସେ ଲକ୍ମନ୍ ତାର୍ ବାଗ୍ ନ ଦେଇ ତାର୍ ଦାଙ୍ଗ୍ଡାକେ କୁଟ୍କୁଟା ମାରି ଚୁଚା ଆତେ ପାଟାଇଦେଲାଇ ।
ଇଡ଼ିଙ୍ଗ୍ ଅଙ୍ଗୁର୍ ରୁଏନେ ବେଲା ପାଙ୍ଗ୍କେ । ତେଲା ଆତେନ୍ ରେମୁଆଁ ମେଁନେ ମୁଇଙ୍ଗ୍ ଗତିରେକେ ଆତେନ୍ ସ୍ଲେରେ ଡାଗ୍ରା ବେକେ ଡିରକମ୍ ଡିଗ୍ ସ୍ଲେରେଇଙ୍ଗ୍ ମେଁନେ ବାଟା ଅଙ୍ଗୁର୍ ଗତିରେନେ ନ୍ତି ଅରିଆ ଆସା ବିଆର୍ଏ । ମାତର୍ ସ୍ଲେରେଇଙ୍ଗ୍ ଗତିରେକେ ବଗ୍ଚେ ସରାଃନ୍ତି ବେଆର୍କେ ।
11 ୧୧ ତାର୍ ପଚେ ସେ ଆରି ଗଟେକ୍ ଦାଙ୍ଗ୍ଡାକେ ପାଟାଇଲା । ସେମନ୍ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
ତେଲା ରେମୁଆଁ ମୁଇଙ୍ଗ୍ ଆରି ମୁଇଙ୍ଗ୍ଜା ଗତିରେକେ ବେକେ । ସ୍ଲେରେଇଙ୍ଗ୍ ଏନ୍ ରେମୁଆଁ ବଗ୍ଆର୍କେ ଆରି ମେଁ ଆଡ଼ାତ୍ରା ଅସନ୍ମାନ୍ ବେବଆର୍ ଡିଙ୍ଗ୍ଆର୍କେ । ମେଇଙ୍ଗ୍ ଆମେକେ ମେଃଡିଗ୍ ମାବିଚେ ବେବିଃଆର୍କେ ।
12 ୧୨ ତାର୍ ପଚେ ସାଉକାର୍ ଆରି ଗଟେକ୍ ଦାଙ୍ଗ୍ଡାକେ ସେମନର୍ ଲଗେ ପାଟାଇଲା । ମାତର୍ ସେ ଦାଙ୍ଗ୍ଡାକେ ମିସା ରଗ୍ରଗା ଅଇତେ ମାରି କେଦିଦେଲାଇ ।”
ତେଲା ଲିଜ ସାକାର୍ ଆରି ମୁଇଙ୍ଗ୍ ଗତିରେକେ ବେକେ । ସ୍ଲେରେଇଙ୍ଗ୍ ଆମେକେ ଡିଗ୍ ବୟ୍ଙ୍କାର୍ ଆଚିନା ଆବାନାଚେ ଲିଜ ପାଦାପାକା ଜଗ୍ତିଲିଗ୍ ବିଆର୍ଗେ ।
13 ୧୩ ତାର୍ ପଚେ ସାଉକାର୍ ମନେ ମନେ ବାବ୍ଲା, “ଏବେ ମୁଇ କାଇଟା କର୍ବି? ମୁଇ ବେସି ଆଲାଦ୍ କର୍ବା ମର୍ ପିଲାକେ ପାଟାଇବି । ବାଇଦରେ ସେମନ୍ ତାକେ ମାନ୍ବାଇ ।”
ଲିଜନେ ସାକାର୍ ବାସଙ୍ଗ୍କେ “ଏବେ ନେଙ୍ଗ୍ ମେଁ ଣ୍ଡିଙ୍ଗ୍ଏ? ନେଙ୍ଗ୍ ନେଙ୍ଗ୍ନେ ନିଜର୍ ଗଡ଼େଅକେ ମ୍ବେଏ । ଡିଲାଡିଗ୍ ନେଙ୍ଗ୍ ଗଡ଼େଅକେ ସ୍ଲେରେଇଙ୍ଗ୍ ମାନେଃ ଆର୍ଏ ।
14 ୧୪ ମାତର୍ ସେମନ୍ ସେ ପିଲା ଆଇବାଟା ଦେକିକରି ତାକର୍ ବିତ୍ରେ କାତାଅଇଲାଇ, “ଏଟାସେ ସେ ସାଉକାରର୍ ପିଲା, ଆମେ ଆକେ ମରାଇଦେଲେ ଏ ସବୁ ଦନ୍ ଆମର୍ ଅଇଜାଇସି ।
ସ୍ଲେରେଇଂ ସାଉକାର୍ ଉଙ୍ଗ୍ଡେକେ ସାମୁଆଁଚେ ବାଲିର୍ବାତା ଆର୍କେ, ‘କିମେ ତ ଲିଜ ସାକାର୍ ଉଙ୍ଗ୍ଡେ । ନେନେ ଆମେକେ ବାଗୁଏଃ ବିଃଲା ଲିଜ ବ୍ରି ସାପା ନେନେ ଡିଙ୍ଗ୍ୱେଏ’ ।
15 ୧୫ ଆରି ସେମନ୍ ସାଉକାରର୍ ପିଲାକେ ବାଇରେ ନେଇ ମାରି ମରାଇଦେଲାଇ । ଏନ୍ତି ବଇଲେ ସାଉକାର୍ ସେ ଲକ୍ମନ୍କେ କାଇଟା କରିରଇସି?
ତେଲା ସ୍ଲେରେଇଂ ସାକାର୍ନେ ଉଙ୍ଗ୍ଡେକେ ତାଡ଼୍ତେ ବାଗୁଏଃ ବିଃ ଆର୍କେ ଆରି ଡୁଗ୍ଡି ପାଦାପାକା ଜଗ୍ତ୍ଲାଗ୍ ବିଆର୍ଗେ । ଜିସୁ ଆମେଇଂକେ ସାଲ୍ୟାକୁକେ ଏବେ ଲିଜ ସାଉକାର୍ ମେଁନେ ଡିଙ୍ଗ୍ଏ?
16 ୧୬ ମୁଇ ତମ୍କେ କଇଲିନି, ସେ ଆସିକରି ସେ ଲକ୍ମନ୍କେ ମରାଇ ଦେଇସି । ଆରି ବଡ୍ ବିନ୍ଲକ୍ମନ୍କେ ଆଦିବାଗ୍ କର୍ବାକେ ଦେଇସି ।” ମାତର୍ କାତାନି ସୁନ୍ତେ ରଇଲା ଲକ୍ମନ୍ କଇଲାଇ, “ଏନ୍ତାର୍ କେବେ ମିସା ନଅ ।”
ମେଁ ପାଙ୍ଗ୍ଚେ ଆତେନ୍ ସ୍ଲେଲେଇଂକେ ତାଡ଼୍ତେ ବାଗୁଏଃ ବିଃଆରେ । ତେନ୍ ଇଡ଼ିଂ ଆତେନ୍ ଲିଜକେ ଆରି ଉଡ଼ି ସ୍ଲେରେକେ ବାଟା ବିଏ ।” ରେମୁଆଁଇଂ ଆକେନ୍ ବ୍ନାଲିର୍ ବାସଙ୍ଗ୍ ଆର୍ଏ ଜେ “ଏନ୍ ସାମୁଆଁ ଅଃନା ଡିଗ୍ ଆଡିଙ୍ଗ୍ଲେ ।”
17 ୧୭ ମାତର୍ ଜିସୁ ଲକ୍ମନ୍କେ ନିକ ଦେକିକରି କଇଲା, “ଏନ୍ତି ବଇଲେ ପର୍ମେସରର୍ ସାସ୍ତରେ ଲେକାଅଇଲା ଅରତ୍ କାଇଟା? ଗର୍ବାନ୍ଦ୍ବା ଲକ୍ମନ୍ ଜନ୍ ପାକ୍ନା ‘ନଏଁ’ ବଲି ଚାଡି ଦେଇରଇଲାଇ ସେ ପାକ୍ନାସେ ଗର୍ କନର୍ ମୁଲ୍ ପାକ୍ନା ଅଇଲା ।
ଜିସୁ ଆମେଇଂକେ କେଚେ ବାସଙ୍ଗ୍କେ “ତେଲା ଦରମ୍ ପୁରାନ୍ନିଆ ଏନ୍ ପଦ୍ନେ ଅର୍ତ ମେଁନେ ଡିଙ୍ଗ୍ଏ: ସାମୁଆଁ ମିସ୍ତିରିଇଂ ଆଣ୍ଡିନେ ବ୍ରିକେ ମନ୍ ଆଡିଂଆର୍କେ ଏକେ କନ୍ନେ ମୁଲ୍ ବ୍ରି ଡିଙ୍ଗ୍ଲେକେ ।
18 ୧୮ ଜନ୍ ଲକ୍ମନ୍ ସେ ପାକ୍ନା ଉପ୍ରେ ଅଦର୍ବାଇ, ସେମନ୍ କଣ୍ଡ୍ କଣ୍ଡ୍ ଅଇଜିବାଇ, ଆରି ସେ ପାକ୍ନା ଜାର୍ ଉପ୍ରେ ଅଦର୍ସି, ସେ ବିଲି ଆଜିଜାଇସି ।”
ମୁଡ଼ି ରେମୁଆଁ ଆତେନ୍ ବ୍ରି ଆଡ଼ାତ୍ରା କସ୍ରେଚେ ଲଃଏ ମେଁନେ ନ୍ତି ଞ୍ଚ ପାକ୍ଚି ୱେଏ । ମାତର୍ ଆତେନ୍ ବ୍ରି ଜା ଆଡ଼ାତ୍ରା ଲଃଏ ଆତେନ୍ ଆମେକେ ବାଲି ସୁଗୁଆ ଗୁଣ୍ଡ୍ ଆଡିଙ୍ଗ୍ ବିଏ ।”
19 ୧୯ ସେବେଲା ସାସ୍ତର୍ ସିକାଉମନ୍ ଆରି ମୁକିଅ ପୁଜାରିମନ୍ ଜିସୁର୍ କାତାନି ସୁନି, ତାକେ ଦାପ୍ରେ ବନ୍ଦି କର୍ବାକେ ବାଟ୍ କଜ୍ତେ ରଇଲାଇ । କାଇକେ ବଇଲେ ଜିସୁ କଇବା ଅଙ୍ଗୁର୍ ବାଡର୍ କାତା, ସେମନର୍ ବିସଇନେଇ କଇଲାନି ବଲି ବୁଜ୍ଲାଇ । ମାତର୍ ସେମନ୍ ଲକ୍ମନ୍କେ ଡର୍ତେ ରଇଲାଇ ।
“ଦର୍ମ ସାସ୍ତ୍ରି ଆରି ମ୍ନା ପୁଜାରିଇଂ ଜିସୁବାନ୍ ଏନ୍ ଉସ୍ରା ଅଁଆର୍କେ । ମେଇଙ୍ଗ୍ ମ୍ୟା ଆର୍କେ ଜେ ଆକେନ୍ ଉସ୍ରା ମେଁଇଙ୍ଗ୍ନେ ବିସଏରେ ବାଲିର୍ବକେ । ତେସା ମେଇଙ୍ଗ୍ ଜିସୁକେ ସମାନ୍ ବେଲା ବନ୍ଦି ଆଡିଙ୍ଗ୍ନେ ଚାଏଁଆର୍କେ । ମାତର୍ ରେମୁଆଁଇଂ ମାରିୟାଃ ମେଃନେ ଡିଙ୍ଗ୍ବିଆର୍ଏ ଆତେନ୍ସା ମେଇଂ ବୁଟ ଡିଙ୍ଗ୍ଗେ ।”
20 ୨୦ ସେଟାର୍ପାଇ ସେମନ୍ ତାର୍ ବୁଲ୍ ଦାର୍ବାକେ ଗଟେକ୍ ସୁଜଗ୍ କଜ୍ତେ ରଇଲାଇ । ସେମନ୍ କେତେଟା ଚର୍ମନ୍କେ ଲାଁଚ୍ଦେଇ ଦରମ୍ ଲକ୍ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍ ଟଣ୍ଡେଅନି ବୁଲ୍କାତା ବାର୍କରାଇ, ଦସ୍ ଦାରି, ରମିୟ ସାସନ୍କାରିଆକେ ସର୍ପି ଦେବାକେ ମନ୍କର୍ତେ ରଇଲାଇ ।
ତେସା ମେଇଂ ସୁଜଗ୍ ତୁର୍ଆର୍କେ । ଜିସୁକେ ରୋମୀୟ ସାସନ୍ ଡିଙ୍ଗ୍ଣ୍ଡ୍ରେ ଡାଗ୍ରା ଆସା ବିନ୍ସା ନିଜେକେ ଦରମ୍ ଆଃସୁଏମ୍ୟାକ୍ନେ ଉଡ଼ିକ୍ଲିଗ୍ ଗୁପ୍ତଡଙ୍ଗାରେକେ ମେଇଂ ବେଆର୍କେ ।
21 ୨୧ ସେଟାର୍ପାଇ ସେ ଚର୍ମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ତମେ ଟିକ୍ କଇଲାସ୍ନି ଆରି ଟିକ୍ ସିକାଇଲାସ୍ନି ବଲି ଆମେ ଜାନିଆଚୁ । କାର୍ବାଟେ ନ ଅଇ ଲକ୍ମନର୍ ଜିବନର୍ପାଇ ପର୍ମେସରର୍ ସତ୍ ବିସଇସେ ସିକାଇଲୁସ୍ନି ।
ଆତେନ୍ ରେମୁଆଁଇଂ ଜିସୁକେ ବାସଙ୍ଗ୍ ଆର୍କେ “ଗୁରୁ ନେନେ ମ୍ୟା ନେଲେକେ ଜେ ପେ ମେଁନେ ବାସଙ୍ଗ୍ପେଡିଂ ଆରି ବ୍ନାଲିର୍ ବିଃ ନାଡିଙ୍ଗ୍କେ ଆତେନ୍ ସାପା ଟିକ୍ । ନାନେ ଜା ଆଡ଼ାତ୍ରା ଡିଗ୍ ନାବୁଟ ଣ୍ଡୁ । ମାତର୍ ରେମୁଆଁଇଂନେ ଆଡ଼ାତ୍ରା ଇସ୍ପର୍ନେ ଇକ୍ଚା ବିସୟ୍ରେ ସତ୍ ବୁଦି ବିଃ ନାମ୍ୟାଃକେ ।
22 ୨୨ ଏବେ ତୁଇ ଆମ୍କେ କଅ, ରମିୟ ସର୍କାରର୍ ରାଜା କାଇସର୍କେ ସିସ୍ତୁ ଦେବାଟା ଆମର୍ ନିୟମ୍ ଇସାବେ ଟିକ୍ କି ନାଇ?”
ଆନେକେ ବାସଙ୍ଗ୍ । କାଇସର୍କେ ସିସ୍ତୁ ବିନେ ନିଅମ୍ ଲେଃ ଣ୍ଡୁ?”
23 ୨୩ ମାତର୍ ଜିସୁ ସେମନର୍ ମନ୍ବିତ୍ରର୍ କାତା ଜାନିକରି କଇଲା,
ମାତର୍ ଜିସୁ ମେଁଇଙ୍ଗ୍ନେ ଚାଲାକି ମ୍ୟାଚେ ଆମେଇଂକେ ବାସଙ୍ଗ୍କେ
24 ୨୪ “ମକେ ଗଟେକ୍ ରମିୟ ସର୍କାରର୍ ଅଦ୍ଲି ଡାବୁ ଦେକାଆ । ତେଇ କାର୍ ମୁର୍ତି ଆରି କାର୍ ନାଉଁ ଆଚେ?” “କାଇସରର୍ ମୁର୍ତି ଆରି ନାଉଁ ଆଚେ ।” ବଲି ସେମନ୍ କଇଲାଇ ।
“ମୁଇଙ୍ଗ୍ ରୁପା ଡାବୁ ଆଃକେଲା । ଆକେନ୍ ଆଡ଼ାତ୍ରା ଜାନେ ଚିତ୍ର ଆରି ମ୍ନି ଲେଃକେ?” ମେଇଙ୍ଗ୍ ଉତର୍ ବିଃଆର୍କେ “କାଇସରନେ ।”
25 ୨୫ “ସେନ୍ତାର୍ ରଇଲେ ଜନ୍ଟା କାଇସରର୍ଟା ସେଟା କାଇସର୍କେ ଦିଆସ୍, ଜନ୍ଟା ପର୍ମେସରର୍ଟା ସେଟା ପର୍ମେସର୍କେ ଦିଆସ୍ ।” ବଲି କଇଲା ।
ଜିସୁ ଆମେଇଂକେ ବାସଙ୍ଗ୍କେ “ତେଲା ଆଣ୍ଡିନେ କାଇସର୍ନେ ଆତେନ୍ କାଇସର୍କେ ବିଃପା ଆଣ୍ଡିନେ ପର୍ମେସର୍ନେ ଆତେନ୍ ପର୍ମେସର୍କେ ବିଃପା ।”
26 ୨୬ ଏ କାତା ସୁନି ସବୁଲକର୍ ମୁଆଟେ ସେମନ୍ ଜିସୁର୍ ବୁଲ୍ ଦାର୍ବାର୍ ନାପାର୍ଲାଇ । ଆରି ଜିସୁର୍ କାତା ସୁନି ସେମନ୍ କାବାଅଇଜାଇ, ଚୁପ୍ଅଇ ରଇଲାଇ ।
ଆତ୍ବା ମେଇଂ ଜିସୁନେ ବୁଲ୍ ସାମୁଆଁ ସା ମାୟାଚେ । ଆରି ରେମୁଆଁଇଂ ଜିସୁନେ ଏନ୍ ବୁଦି ସୁଗୁଆ ଉତର୍ ଅଁଚେ କାବା ଡିଙ୍ଗ୍ ୱେ ଆର୍ଗେ । ମେଇଂ ମେଃଡିଗ୍ ବାସଙ୍ଗ୍ ଆୟାଆର୍କେ ଣ୍ଡୁ ।
27 ୨୭ ତାର୍ ପଚେ କେତେଟା ସାଦୁକି ଲକ୍ମନ୍ ଜିସୁର୍ ଲଗେ ଗାଲାଇ । ସେମନ୍, ମଲା ଲକ୍ମନ୍ ଆରି ତରେକ୍ ଜିବନ୍ଅଇ ଉଟ୍ବା ବିସଇ ବିସ୍ବାସ୍ ନ କର୍ତେ ରଇଲାଇ ।
ତେନ୍ଇଡ଼ିଂ ରେମୁଆଁଇଂନେ ଗୁଏଚେ ମ୍ବ୍ରନେଲେଃକେ ଡାଗ୍ଚେ ବିସ୍ବାସ୍ ଡିଙ୍ଗ୍ ଆଃମ୍ୟାଃକ୍ନେ ଉଡ଼ି ସାଦୁକୀଇଂ ଜିସୁନେ ଡାଗ୍ରା ପାଙ୍ଗ୍ଚେ ସାଲିଆକୁ ସାମୁଆଁକେ
28 ୨୮ ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ମସା ଆମର୍ ପାଇ ଏନ୍ତି ନିୟମ୍ ଲେକିଆଚେ ଜେ, ଗଟେକ୍ ଲକ୍ ବିବାଅଇ ପିଲାଟକି ନ ଅଇତେ ମରିଗାଲେ ତାର୍ ବାଇ ସେ ରାଣ୍ଡିମାଇଜିକେ ସଙ୍ଗଇସି । ଆରି ପିଲାଟକି ଅଇଲେ ତାର୍ ବଡ୍ବାଇର୍ କୁଟୁମ୍ ରକିଆ ଅଇସି ।
“ଗୁରୁ ମୋଶା ନେନେ ସା ଗୁଆର୍ ବଗେ ଜେ ଜଦି ମୁଇଂ ବିହେ ଡିଙ୍ଗ୍ଲେଃକ୍ନେ ଙ୍ଗିରେ ମେଁ ଡିଗ୍ ଗୋ ଗିସିଆ ମାକେଚେ ଗୁଏ ୱେଏ ତେଲା ମେଁ ବୟାଁ ଡିଲାଡିଗ୍ ଆତେନ୍ ଗୁଏକ୍ନେ ବୟାଁନେ କୁନେଡ଼େକେ ବିହେ ଡିଙ୍ଗ୍ଏ । ତେଲା ସିନା ମେଁ ଆତେନ୍ ଗୁଏ ୱେକ୍ନେ ବୟାଁ ନ୍ସା ଆତେନ୍ ସେଲାମ୍ବୁଏ ବାନ୍ ଗୋ ଗିସିଆ ବଁସ୍କୁଲ୍ ଆମ୍ନା ୟାଏ ।
29 ୨୯ ଏନ୍ତି ସାତ୍ବାଇ ରଇଲାଇ । ପର୍ତୁମ୍ ବାଇ ବିବା ଅଇ ପିଲାଟକି ନଇତେ ମରିଗାଲା ।
ମୁଇଂ ଜାଗାନ୍ନିଆ ଗୁ ବୟାଁ ଲେଃଆର୍କେ । ମ୍ନା ବୟାଁ ବିହେ ଡିଙ୍ଗ୍ଲେଃଗେ । ମୁଇଂ ଡିଗ୍ ଗଗିସିଆ ମାକେଚେ ଗୁଏୱେକେ ।
30 ୩୦ ତାର୍ ପଚେ ବଡ୍ମଜିଆ ରାଣ୍ଡିମାଇଜିକେ ସଙ୍ଗଇଲା । ମାତର୍ ସେ ମିସା ପିଲାଟକି ନଇତେ ମରିଗାଲା ।
ତେନ୍ ଇଡ଼ିଂ ଆତେନ୍ ସେଲାମ୍ବୁଏଃକେ ଆରି ମୁଇଂଜା ବିହେ ଡିଙ୍ଗ୍କେ । ମାତର୍ ମେଁ ଡିଗ୍ ଗୁଏ ୱେକେ ।
31 ୩୧ ତାର୍ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
ତେନ୍ ଇଡ଼ିଂ ବାରି ମୁଇଂଜା ବୟାଁ ଆତେନ୍ ସେଲାମ୍ବୁଏଃକେ ବିହେ ଡିଙ୍ଗ୍କେ ଆରି ଗୁଏ ୱେକେ । ବିନ୍ ବୟାଁଇଂନ୍ନିଆ ଡିଗ୍ ଡେତ୍ରକମ୍ ଗଟେକେ । ମେଇଂ ସାପାରେ ଗୁଏ ୱେକେ ଆରି ଜାନେ ଡିଗ୍ ଗଗିସିଆ ଜନମ୍ ଡିଙ୍ଗ୍ ଆଲେଃଗେ ଣ୍ଡୁ ।
32 ୩୨ ସାରାସାରି ପଚେ ସେ ମିସା ମରିଗାଲା ।
ସାରାସାରି ବେଲା ଆତେନ୍ ସେଲାମ୍ବୁଏ ଡିଗ୍ ଗୁଏ ୱେକେ ।
33 ୩୩ ଏନ୍ତି ବଇଲେ ମଲାତେଇଅନି ଉଟ୍ଲା ପଚେ ସେ କାର୍ ମାଇଜି ଅଇସି? କାଇକେ ବଇଲେ ସେମନ୍ ସାତ୍ ଲକ୍ଜାକ ତାକେ ସଙ୍ଗଇ ରଇଲାଇ ।”
ଗୁକ୍ଲିଗ୍ ବୟାଁ ଜାକ ଆମେକେ ବିହେ ଡିଙ୍ଗ୍ ଲେଃଗେ । ତେଲା ଉଡ଼ିବେଲା ରେମୁଆଁ ଗୁଏଚେ ଜିବନ୍ ଆବାଚେ ତଡ଼ିଆଏ ଆତେନ୍ ବେଲା ଏନ୍ ସେଲାମ୍ବୁଏ ଜାନେ କୁନୁଏଡ଼େ ଡିଙ୍ଗ୍ଏ?”
34 ୩୪ ଜିସୁ ସେମନ୍କେ କଇଲା, “ଏ ଜୁଗର୍ ମାଇଜି ମନସ୍ ବିବା ଅଇବାଇ, (aiōn )
ଜିସୁ ସାଦୁକୀଇଂକେ ବାଲିର୍କେ, “ସଂସାର୍ନେ ରେମୁଆଁଇଂ ନିଜେ ନିଜେ ବିତ୍ରେ ବିହେ ଡିଙ୍ଗ୍ମ୍ୟାଆର୍କେ, ବିହେ ଡିଙ୍ଗ୍ନ୍ସା ବିଃମ୍ୟାକେ । (aiōn )
35 ୩୫ ମାତର୍ ଜନ୍ ମାଇଜିମନସ୍ ମଲାଟାନେଅନି ଉଟି, ଆଇବା ଜଗତେ ଜିଇବା କାଇବାକେ ବାଚିଅଇଆଚତ୍, ସେମନ୍ ବିବା ନ ଅଅତ୍ । (aiōn )
ମାତର୍ ଉଡ଼ିରୁଆ ଗୁଏଚେ ଆରି ତଡ଼ିଆନ୍ସା ଚେସ୍ଟା ଡିଙ୍ଗ୍ ଆର୍ଏ ଆରି ମେଇଂ ଏନ୍ ଜିବନ୍ ଇଡ଼ିଙ୍ଗ୍ ଡିଗ୍ ଆରି ମୁଇଂତର୍ ଜିବନ୍ ଲେଃ ଆର୍ଏ । ଆତେନ୍ ଜିବନ୍ରେ ମେଇଂ ବିହେ ଆଡିଙ୍ଗ୍ଆର୍ ଣ୍ଡୁ ଲେଃ ବିହେ ଆବିଆର୍ ଣ୍ଡୁ? (aiōn )
36 ୩୬ ସେମନ୍ ପର୍ମେସରର୍ ଦୁତ୍ମନର୍ପାରା ଅଇ ଆରି କେବେମିସା ନ ମରତ୍ । ପଚେ ମଲାଟାନେଅନି ଉଟି ପର୍ମେସରର୍ ପିଲାଟକି ଅଇ ରଇବାଇ ।
କିତଂନ୍ନିଆ ରେମୁଆଁଇଂ କିତଂନେ ଦୁତ୍ଇଂ ସୁଗୁଆ ଡିଙ୍ଗ୍ଆର୍ଏ ଆରି ମେଇଙ୍ଗ୍ ଅଃନାଡିଗ୍ ଆଗୁଏଆର୍ ଣ୍ଡୁ । ମେଇଙ୍ଗ୍ ପର୍ମେସର୍ନେ ଗଗିସିଆ ଡାଗ୍ଲା ଗୁଏକ୍ନେବାନ୍ ଆରି ମୁଇଙ୍ଗ୍ତର୍ ମ୍ବ୍ରଚେ ମେଇଂ ତଡ଼ିଆ ଆର୍ଏ ।
37 ୩୭ ମସା ବଲ୍ କରି ବୁଜାଇ ଦେକାଇଦେଇ ଆଚେ । ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ଲାଗ୍ତେ ରଇବା ବୁଟାର୍ କାତାଇ, ମସା ଅବ୍ରାଆମର୍ ପର୍ମେସର୍, ଇସାକର୍ ପର୍ମେସର୍ ଆରି ଜାକୁବର୍ ପର୍ମେସର୍ ବଲି ପର୍ମେସର୍କେ ଜାନାଇ ଆଚେ ।
ମୋଶା ନିମାଣ୍ଡା ବାବ୍ରେ ଆକେ ବଗେ ଜେ ରେମୁଆଁଇଙ୍ଗ୍ ଗୁଏଚେ ଆର୍ମୁଇଂତର୍ ମ୍ବ୍ରଆର୍ଏ । ଡୁଆନେ ଲାଟା ବିସୟ୍ରେ ଗୁଆର୍ବକ୍ନେ ସାସ୍ତର୍ନ୍ନିଆ ମୋଶା ମାପ୍ରୁକେ ବାସଂବକେ, ନେ ଅବ୍ରାହାମ୍ନେ ପର୍ମେସର୍ ଇସାକ୍ନେ ପର୍ମେସର୍ ଜାକୁବ୍ନେ ପର୍ମେସର୍ ଡାଗ୍ଚେ ଗୁଆର୍ ବକେ ।
38 ୩୮ ପର୍ମେସର୍ ମଲା ଲକ୍ମନର୍ ମାପ୍ରୁ ନଏଁ, ଜିବନ୍ ରଇଲା ଲକ୍ମନର୍ ମାପ୍ରୁ । ପର୍ମେସରର୍ ଦେକ୍ବା ଇସାବେ ତେଇ ସେମନ୍ ସବୁ ଲକ୍ ଜିବନ୍ ଅଇଆଚତ୍ ।”
ଜଦି ପର୍ମେସର୍ ବାସଙ୍ଗ୍ବକେ ଜେ ମେଁ ମେଁଇଙ୍ଗ୍ନେ ପର୍ମେସର୍ ତେଲା ଏନ୍ ରେମୁଆଁଇଂ ସତ୍ରେ ଆଗୁଏ ଆର୍କେ ଣ୍ଡୁ । ମେଁ ମାତର୍ ଜିବନ୍ ରେମୁଆଁଇଂନେ ପର୍ମେସର୍ । ଜାଣ୍ଡେଇଂ ପର୍ମେସର୍ନେ ରେମୁଆଁଇଂ ମେଇଂ ସାପାରେ ଜିବନ୍ ଲେଃ ଆର୍କେ ।”
39 ୩୯ ତାର୍ ପଚେ କେତେଟା ସାସ୍ତର୍ ସିକାଉମନ୍ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍ ଉତର୍ ଦେଇଆଚୁସ୍!” ବଲି ଜିସୁକେ କଇଲାଇ ।
ଦର୍ମସାସ୍ତ୍ରିଇଂ ବାସଙ୍ଗ୍ ଆର୍କେ “ଗୁରୁ ନାନେ ଉତର୍ ନିମାଣ୍ଡା ଲେଃଗେ ।”
40 ୪୦ କାଇକେବଇଲେ ଜିସୁକେ ଆରି କେ ମିସା ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
ଜିସୁକେ ଆରି ମାଲେ ପ୍ରସ୍ନ ସାଲ୍ୟାକୁନେ ଜା ଡିଗ୍ ସାହାସ୍ ଆଡିଙ୍ଗ୍ଆର୍କେ ।
41 ୪୧ ତାର୍ ପଚେ ଜିସୁ ତାର୍ କାତା ସୁନ୍ବା ଲକ୍ମନ୍କେ ପାଚାର୍ଲା, “ପର୍ମେସର ବାଚିପାଟାଇଲା କିରିସ୍ଟ ଦାଉଦ୍ ରାଜାର୍ ନାତିତିତି ବଲି ଲକ୍ମନ୍ କାଇକେ କଇଲାଇନି?”
ତେନ୍ଇଡ଼ିଂ ଜିସୁ ବାସଙ୍ଗ୍କେ, “ରେମୁଆଁ ମେସା ବାଲିର୍ଆର୍ଡିଂକେ ଜେ କିସ୍ଟ ଦାଉଦ୍ନେ ଉଙ୍ଗ୍ଡେ?
42 ୪୨ କାଇକେ ବଇଲେ ଦାଉଦ୍ ରାଜା ଗିତ୍ସଙ୍ଗିତା ବଇତେଇ ନିଜେ ଏନ୍ତି ଲେକି ଆଚେ, ପର୍ମେସର୍ ମର୍ ମାପ୍ରୁକେ କଇଲା,
ଗୀତସଂହିତାନ୍ନିଆ ଦାଉଦ୍ ମେଁ ନିଜେ ବାଲିର୍ ବକେ: ସାମୁଆଁ ମାପ୍ରୁ ପର୍ମେସର୍ ନେଙ୍ଗ୍ନେ ମାପ୍ରୁ କ୍ରିସ୍ଟକେ ବାସଙ୍ଗ୍କେ: ନେଙ୍ଗ୍ନେ ଞ୍ଚଙ୍ଗ୍ତି ପାକା ନେଙ୍ଗ୍ ଡାଗ୍ରା କଲା ।
43 ୪୩ ମୁଇ ତର୍ ବିରଦିମନ୍କେ ଆରାଇକରି ତର୍ ପାଦ୍ତଲେ ସଙ୍ଗଇବା ପିଡାପାରା ନ କର୍ବା ଜାକ, ତୁଇ ମର୍ ଉଜାବାଟେସେ ବସି ର ।
ନେନେ ଉଡ଼ିବେଲା ଜାକ ପେନେ ସତ୍ରୁଇଂକେ ନାଁନେ ଞ୍ଚ ବୁନ୍ଦେ ଡୁଂପାଙ୍ଗ୍ ଜାକ ଆତେନ୍ ବେଲା ଜାକ ନେଁନେ ଞ୍ଚଙ୍ଗ୍ତି ପାକା କଲାଃଲା ।
44 ୪୪ ଜଦି ଦାଉଦ୍ ରାଜା କିରିସ୍ଟକେ ମାପ୍ରୁ ବଲି ଡାକି ରଇଲେ ଆରି କିରିସ୍ଟ କେନ୍ତି ଦାଉଦ୍ ରାଜାର୍ ନାତିତିତି ଅଇସି? ବଲି ପାଚାର୍ଲା ।
ଦାଉଦ୍ ମସିହକେ ନେଙ୍ଗ୍ନେ ମାପ୍ରୁ ଡାଗ୍ଚେ ବାସଙ୍ଗ୍ ଡିଙ୍ଗ୍କେ ତେଲା ମସିହ ଡିରକମ୍ ଦାଉଦ୍ନେ ଉଙ୍ଗ୍ଡେ ଡିଙ୍ଗ୍ୟାଏ? ଏନ୍ ମ୍ୱାୟାନେ ସାମୁଆଁ ଡିରକମ୍ ସତ୍ ଡିଙ୍ଗ୍ଇଁୟାଏ?”
45 ୪୫ ସେବେଲା ସବୁ ଲକ୍ମନ୍ ଜିସୁ ସିକାଇବା ବିସଇ ସୁନ୍ତେ ରଇଲାବେଲେ, ସେ ତାର୍ ସିସ୍ମନ୍କେ କଇଲା,
ସାପା ରେମୁଆଁ ଜିସୁନେ ସାମୁଆଁ ଅଁ ଆର୍ଡିଙ୍ଗେ । ଜିସୁ ସିସ୍ଇଂକେ ବାସଙ୍ଗ୍କେ
46 ୪୬ “ନିୟମ୍ ସିକାଇବା ଲକ୍ମନର୍ତେଇଅନି ଜାଗ୍ରତ୍ ରୁଆ । ସେମନ୍ ନିମାନ୍ ପଚିଆ ପିନ୍ଦି ବୁଲ୍ବାକେ ମନ୍ କର୍ବାଇ । ଆଟେବାଟେ ଜୁଆର୍ ପାଇବାକେ, ପାର୍ତନା ଗରର୍ ମୁକିଆ ଜାଗାଇ ବସ୍ବାକେ, ଆରି ବଜିତେଇ ସବୁ ଲକର୍ଟାନେଅନି ଆଗ୍ତୁ ବସ୍ବାକେ ମନ୍ କର୍ବାଇ ।
“ଦର୍ମ ସାସ୍ତ୍ରିଇଂବାନ୍ ତରକ୍ ଲାଃଲାପା! ଚ୍ଲେ ପାଟାଇ ସଃଚେ ଅଲେଙ୍ଗ୍ନ୍ସାଃ, ବାରି ସାନ୍ତାନ୍ନିଆ ସାର୍ଲ, କୁକପାର୍ ଡୁଆନ୍ନିଆ ମ୍ନାଃ କୁର୍ଚି ଆରି ବଜିନ୍ନିଆ ମ୍ନାଃ ଜାଗା ବଲ୍ ବାଆର୍ଏ ।
47 ୪୭ ସେମନ୍ ଲାଜ୍ ନଅଇ ରାଣ୍ଡି ମାଇଜିମନ୍କେ ନାଡାଇକରି ସେମନର୍ ଦନ୍ସଁପତି ଜୁରି ନେବାଇ । ମାତର୍ ସେମନ୍ ନିମାନ୍ ଲକର୍ପାରା ଦେକାଇଅଇବାଇ । ଆରି ଲକ୍ମନର୍ ମୁଆଟେ ବେସି ଲମାଇକରି ପାର୍ତନା କର୍ବାଇ । ଏନ୍ତାରି ଲକ୍ମନ୍କେ ପର୍ମେସର ବେସି ବଡ୍ ଡଣ୍ଡ୍ ଦେଇସି ।”
ମେଇଂ ଗୁଏସାଙ୍ଗ୍କୁଏଇଂନେ ଡୁଆ ବାଜାର୍ ନାଲେଚେ ଡୁଂଡ ମ୍ୟାକେ । ମେଇଂ ଚ୍ଲେ ପାର୍ତନା ଡିଙ୍ଗ୍ଚେ ନିଜ୍କେ ନିମାଣ୍ଡା ଆସୁଏ ନ୍ସା ଚେସ୍ଟା ଡିଙ୍ଗ୍ ମ୍ୟା ଆର୍କେ । ପର୍ମେସର୍ ଦେଃକେନ୍ ରେମୁଆଁଇଂକେ ବୟ୍ଙ୍କାର୍ ଡଣ୍ଡ୍ ବିଏ ।”