< ଜାକୁବ 3 >

1 ଏ ମର୍‌ ବାଇବଇନିମନ୍‌, ତମର୍‌ ବିତ୍‌ରେ ବାକିଅ ସିକିଆ ଦେବା ଗୁରୁ ଅଦିକ୍‌ ଉଆ ନାଇ । ଜନ୍‌ଲକ୍‌ ବିନ୍‌ ଲକ୍‌ମନ୍‌କେ ସିକାଇବାଇ ସେମନ୍‌ ଅଦିକ୍‌ ଡଣ୍ଡ୍‌ ପାଇବାଇ, ଏଟା ଜାନିରୁଆ ।
Werdet nicht in großer Zahl Lehrer, meine Brüder, da ihr wisset, daß wir ein strengeres Urteil empfangen!
2 ଆମେ ସବୁ ତର୍‌କେତର୍‌ ବୁଲ୍‌ କଲୁନି । ମାତର୍‌ ଜେ ମିସା ତାର୍‌ କାତାବାର୍‌ତା କଇଲାବେଲେ ବୁଲ୍‌ ନ କରେ, ତେବେ ସେ ସିଦ୍‌ ଲକ୍‌ । ଆରି ସେ ତାର୍‌ ସବୁଜାକ ମିସା ଜାଗ୍‍ରତ୍‌କରି ସଙ୍ଗଇ ଆଚେ ।
Denn wir fehlen alle viel; wenn jemand in der Rede nicht fehlt, so ist er ein vollkommener Mann, fähig, auch den ganzen Leib im Zaum zu halten.
3 ଗଟେକ୍‌ ଗଡାର୍‌ ବିସଇ ବାବିଦେକୁ । ଜଦି ଗଡା ଆମର୍‌ କାତା ମାନ୍‌ବାର୍‌ ଆଚେ ବଇଲେ, ତାର୍‌ ଟଣ୍ଡେ ଲାଗନ୍‌ ଚାବାଇଲୁନି । ଜେନ୍ତାରିକି ଗଡାର୍‌ ଗୁଲାଇ ଗାଗଡ୍‌ ମିସା ବୁଲାଇକରି, ଆମେ ଜନ୍‌ବାଟେ ମନ୍‌ କର୍‌ବୁ, ସେବାଟେ ନେଲୁନି ।
Siehe, den Pferden legen wir die Zäume ins Maul, damit sie uns gehorchen, und so lenken wir ihren ganzen Leib.
4 ସେନ୍ତାରିସେ ଗଟେକ୍‌ ବଡ୍‌ ପାନିଜାଜର୍‍ ବିସଇ ଚିନ୍ତା କରିଦେକା । ସେଟା ବେସି ବଡ୍‌ ରଇଲେ ମିସା ଜବର୍‌ ପବନ୍‌ ଆଇତେରଇଲେସେ ସେଟା ଚାଲାଇଅଇସି । ମାତର୍‌ ଗଟେକ୍‌ ଜାଜ୍‌ଚାଲାଉ ସାନ୍‌ଟା ବୁଲାଇବା ଚକା ମାରିକରି ସେ ଜନ୍ତି ମନ୍‍ କର୍‍ସି, ଜାଜ୍‌ ସେ ବାଟେ ଚାଲାଇ ନେଇସି ।
Siehe, auch die Schiffe, so groß sie sind und so rauhe Winde sie auch treiben mögen, werden von einem ganz kleinen Steuerruder gelenkt, wohin die feste Hand des Steuermannes es haben will.
5 ସେ ରକାମ୍‌ ଆକା ଆମର୍‌ ଟଣ୍ଡେ ରଇବା ଜିବ୍‌ ମିସା ଆମର୍‌ ଗାଗଡର୍‌ ଗଟେକ୍‌ ସାନ୍‌ ଜିନିସ୍‌, ମାତର୍‌ ଏଟା ବେସି ବଡ୍‌ବଡ୍‌ କାତା କଇସି । ଗଟେକ୍‌ ଡଙ୍ଗରର୍‌ ବିସଇ ବାବିଦେକା, ସେଟା ବଡେଟା ରଇଲେ ମିସା କଣ୍ଡେକ୍‌ ଜଇ ଇଙ୍ଗ୍‌ରା ଲାଗିକରି ସବୁ ପଡାଇଦେଇସି ।
So ist auch die Zunge ein kleines Glied und rühmt sich doch großer Dinge. Siehe, ein kleines Feuer, welch großen Wald zündet es an!
6 ସେନ୍ତାରି ଜିବ୍‌ ମିସା ଜଇପାରା, ଜିବ୍‌ ବିତ୍‌ରେ ମିଚ୍‌ଟାମନ୍‌ ବର୍‌ତିଅଇ ଆଚେ । ସେଟା ଆମର୍‌ ଗାଗଡ୍‌ ବିତ୍‌ରେ ବାସାଅଇ ଆଚେ । ଆମର୍‌ ଗୁଲାଇ ଗାଗଡ୍‌କେ କାରାପ୍‌ ଡାବିଦେଇସି । ଆମର୍‌ ଜିବନ୍‌ ଜଇଟାନେ ପଡାଇଲାପାରା ପଡାଇ ଦେଇସି । ଆରି ସେ ଜଇ ନର୍‌କେଅନି ଆଇସି । (Geenna g1067)
Auch die Zunge ist ein Feuer. Als die Welt der Ungerechtigkeit nimmt die Zunge ihren Platz ein unter unsren Gliedern; sie befleckt den ganzen Leib und steckt den Familienkreis in Brand und wird selbst von der Hölle in Brand gesteckt. (Geenna g1067)
7 କାଇକେବଇଲେ ସବୁ ରକାମର୍‌ ଡଙ୍ଗରର୍‌ ଜଁତ୍‌, ଉଡିବୁଲ୍‌ବାଟାମନ୍‌, ରାଙ୍ଗିବୁଲ୍‌ବାଟାମନ୍‌ ଆରି ପାନିତେଇ ରଇବାଟାମନ୍‌, ପୁର୍‌ବେଅନି ଲକ୍‌ମନ୍‌ ସେଟାମନ୍‌କେ ମାନାଇକରି ଆଚତ୍‌ ।
Denn jede Natur (der wilden Tiere und Vögel, der Reptilien und Meertiere) wird gezähmt und ist gezähmt worden von der menschlichen Natur;
8 ମାତର୍‌ ଏବେଜାକ ଜିବ୍‌କେ କେ ମିସା ମାନାଅତ୍‌ ନାଇ । ତେଇ କାରାପ୍‌ ବିସଇ ପୁରୁନ୍‌ ଅଇଆଚେ । ସେ ତାର୍‌ ନିଜର୍‌ ମନ୍‍ କର୍‍ବା ଇସାବେ ଜାଇସି । ଆରି ମରନ୍‌ ଡାକିଆନ୍‌ବା ବିସ୍‌ ବର୍‌ତି ଅଇଆଚେ ।
die Zunge aber kann kein Mensch zähmen, das unruhige Übel voll tödlichen Giftes!
9 ଆମେ ଜିବ୍‌ ସଙ୍ଗ୍‍ ମାପ୍‌ରୁକେ ଆରି ବାବା ପରମେସର୍‌କେ ଦନିଅବାଦ୍‌ ଦେଲୁନି ଆରି ଏ ଜିବ୍‌ସଙ୍ଗ୍‍ ପର୍‌ମେସର୍‌ ତାର୍‌ପାରା ତିଆର୍‌ କରିରଇବା ମୁନୁସ୍‌କେ ସାଇପ୍‌ ଦେଲୁନି ।
Mit ihr loben wir den Herrn und Vater, und mit ihr verfluchen wir die Menschen, die nach dem Bilde Gottes gemacht sind;
10 ୧୦ ଗଟେକ୍‍ ଟଣ୍ଡେଅନିସେ ଦନିଅବାଦ୍‌ ଦେବାଟା ଆରି ସାଇପ୍‌ ଦେବାଟା ବାରଇସି । ମର୍‌ ବାଇବଇନିମନ୍‌, ଏନ୍ତାରି ଅଇବାଟା ଟିକ୍‌ ନଏଁ ।
aus ein und demselben Munde geht Loben und Fluchen hervor. Es soll, meine Brüder, nicht also sein!
11 ୧୧ ଗଟେକ୍‌ ଚୁଆବିଲେଅନି, ଗଲାପାନି ଆରି ନିର୍‌ମଲ୍‌ପାନି ବାରଇସି କି? ନାଇ, ନ ବାରଏ ।
Sprudelt auch eine Quelle aus demselben Loch zugleich Süßes und Bitteres hervor?
12 ୧୨ ଏ ମର୍‌ ବାଇବଇନିମନ୍‌, ଡୁମ୍‌ରିଗଚେ ଜିତ୍‌ପଲ୍‌ ନ ପଲେ କି କାଇ ଅଙ୍ଗୁର୍‌ ମାଲେ ଡୁମ୍‌ରି ନ ପଲେ । ସେନ୍ତାରିସେ ଗଟେକ୍‌ ଗଲାପାନି ବାରଇବା ଚୁଆଇ ଅନି ନିର୍‌ମଲ୍‌ ପାନି ନ ବାରଏ ।
Kann auch, meine Brüder, ein Feigenbaum Oliven tragen, oder der Weinstock Feigen? So kann auch eine salzige Quelle kein süßes Wasser geben.
13 ୧୩ ତମର୍‌ ବିତ୍‌ରେ ଗିଆନି ଆରି ବୁଲ୍‌ଟିକ୍‌ ବଲି କଇବା ଲକ୍‌ ଆଚତ୍‌ କି? ତାର୍‌ ନିକକରି ଜିଇବାକାଇବାଟାନେଅନି ସେଟା ଦେକାଅ । ତାର୍‌ ଜିବନେ, ଗଟେକ୍‌ ଗିଆନ୍‌ ରଇବା ଲକର୍‌ ଇସାବେ, ସବୁବିସଇ ସୁଆଲେ କଲାଆଚେ ବଲି ଦେକାଅ ।
Wer ist weise und verständig unter euch? Der zeige durch einen guten Wandel seine Werke in Sanftmut der Weisheit!
14 ୧୪ ଜଦି ତମର୍‌ ମନ୍‌ବିତ୍‌ରେ ଇଁସାତଲା, କପ୍‌ଦାର୍‌ବାଟା ଆରି ସବୁବେଲେ ନିଜର୍‌ ବିସଇ ଚିନ୍ତା କର୍‌ବାଟା ରଇସି, ସେନ୍ତାର୍‌ଆଲେ ସେ ବିସଇଟାନେ ବଡ୍‌ପନ୍‌ ଉଆନାଇ । ଆରି ସତ୍‌ ବିସଇ ବୁଲ୍‌ ଆଚେବଲି କୁଆ ନାଇ ।
Habt ihr aber bitteren Neid und Streitsucht in eurem Herzen, so rühmet euch nicht und lüget nicht wider die Wahrheit!
15 ୧୫ ଏନ୍ତାରି ଗିଆନ୍‌ ପର୍‌ମେସରର୍‌ ଟାନେଅନି ନ ଆସେ । ସେଟା ଜଗତେଅନି ଆଇସି । ପର୍‌ମେସରର୍‌ ଆତ୍‌ମା ନ ରଇବାଟାନେ ଅନି ଆଇସି । ଆରି ସେଟା ସଇତାନର୍‌ ଗିଆନେ ଅନି ଆଇସି ।
Das ist nicht die Weisheit, die von oben stammt, sondern eine irdische, seelische, dämonische.
16 ୧୬ ଜନ୍‌ ଜାଗାଇ ଲକ୍‌ମନର୍‌ ବିତ୍‌ରେ ଇଁସା, ଆରି ନିଜର ବିସଇସେ ଚିନ୍ତା କର୍‌ବାଟା ରଇଲେ, ସେ ଜାଗାଇ ଲାଗାଲାଗି ଆରି ସବୁ ରକାମର୍‌ କାରାପ୍‌ କାମ୍‌ ରଇସି ।
Denn wo Neid und Streitsucht regieren, da ist Unordnung und jedes böse Ding.
17 ୧୭ ମାତର୍‌ ପର୍‌ମେସର୍‌ ସିକାଇବା ଗିଆନ୍‌ ଜନ୍‌ଲକ୍‌ମନ୍‌କେ ଆଚେ, ତାକର୍‌ ଗୁନ୍‌ଚଲନେ ସେମନ୍‌ ସୁକଲ୍‌ ଅଇର‍ଇବାଇ, ସାନ୍ତିସଙ୍ଗ୍‍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍‌ଦୁକାଇବାଇ ଆରି ତାକର୍‌ ସବୁ କାମ୍‌ ନିକ ରଇସି । ସେମନ୍‌ ଲକ୍‌ମନ୍‌କେ ବଡ୍‍ ସାନ୍‍ ଇସାବେ ନ ଦେକତ୍‍ ଆରି ଚଲାନିକାତା ନ କଅତ୍‌ ।
Die Weisheit von oben aber ist erstens rein, sodann friedsam, gelinde, folgsam, voll Barmherzigkeit und guter Früchte, nicht schwankend, ungeheuchelt.
18 ୧୮ ଜନ୍‌ ଲକ୍‌ମନ୍‌ ସାନ୍ତିର୍‌ପାଇ କାମ୍‌ କର୍‌ବାଇ, ସାନ୍ତି ସଙ୍ଗ୍‍ ରଇକରି ଦରମର୍‌ ବିଅନ୍‌ ବୁନ୍‌ବାଇ, ସେନ୍ତାରି ଲକ୍‌ମନ୍‌ ପର୍‌ମେସର୍‌ ଦେକ୍‌ବା ଇସାବେ, ନିକ କାମର୍‌ ଦାନ୍‌ କାଟ୍‌ବାଇ ।
Die Frucht der Gerechtigkeit aber wird in Frieden gesät denen, die Frieden machen.

< ଜାକୁବ 3 >