Preface
Read
+
Publisher
Nainoia, Inc.
PO Box 462, Bellefonte, PA 16823
(814) 470-8028
Nainoia Inc, Publisher
LinkedIn/NAINOIA-INC
Third Party Publisher Resources
Request Custom Formatted Verses
Please contact us below
Submit your proposed corrections
I understand that the Aionian Bible republishes public domain and Creative Commons Bible texts and that volunteers may be needed to present the original text accurately. I also understand that apocryphal text is removed and most variant verse numbering is mapped to the English standard. I have entered my corrections under the verse(s) below. Proposed corrections to the Desiya New Testament, James Chapter 3 https://www.AionianBible.org/Bibles/Desiya---Desiya-Bible/James/3 1 ୧) ଏ ମର୍ ବାଇବଇନିମନ୍, ତମର୍ ବିତ୍ରେ ବାକିଅ ସିକିଆ ଦେବା ଗୁରୁ ଅଦିକ୍ ଉଆ ନାଇ । ଜନ୍ଲକ୍ ବିନ୍ ଲକ୍ମନ୍କେ ସିକାଇବାଇ ସେମନ୍ ଅଦିକ୍ ଡଣ୍ଡ୍ ପାଇବାଇ, ଏଟା ଜାନିରୁଆ । 2 ୨) ଆମେ ସବୁ ତର୍କେତର୍ ବୁଲ୍ କଲୁନି । ମାତର୍ ଜେ ମିସା ତାର୍ କାତାବାର୍ତା କଇଲାବେଲେ ବୁଲ୍ ନ କରେ, ତେବେ ସେ ସିଦ୍ ଲକ୍ । ଆରି ସେ ତାର୍ ସବୁଜାକ ମିସା ଜାଗ୍ରତ୍କରି ସଙ୍ଗଇ ଆଚେ । 3 ୩) ଗଟେକ୍ ଗଡାର୍ ବିସଇ ବାବିଦେକୁ । ଜଦି ଗଡା ଆମର୍ କାତା ମାନ୍ବାର୍ ଆଚେ ବଇଲେ, ତାର୍ ଟଣ୍ଡେ ଲାଗନ୍ ଚାବାଇଲୁନି । ଜେନ୍ତାରିକି ଗଡାର୍ ଗୁଲାଇ ଗାଗଡ୍ ମିସା ବୁଲାଇକରି, ଆମେ ଜନ୍ବାଟେ ମନ୍ କର୍ବୁ, ସେବାଟେ ନେଲୁନି । 4 ୪) ସେନ୍ତାରିସେ ଗଟେକ୍ ବଡ୍ ପାନିଜାଜର୍ ବିସଇ ଚିନ୍ତା କରିଦେକା । ସେଟା ବେସି ବଡ୍ ରଇଲେ ମିସା ଜବର୍ ପବନ୍ ଆଇତେରଇଲେସେ ସେଟା ଚାଲାଇଅଇସି । ମାତର୍ ଗଟେକ୍ ଜାଜ୍ଚାଲାଉ ସାନ୍ଟା ବୁଲାଇବା ଚକା ମାରିକରି ସେ ଜନ୍ତି ମନ୍ କର୍ସି, ଜାଜ୍ ସେ ବାଟେ ଚାଲାଇ ନେଇସି । 5 ୫) ସେ ରକାମ୍ ଆକା ଆମର୍ ଟଣ୍ଡେ ରଇବା ଜିବ୍ ମିସା ଆମର୍ ଗାଗଡର୍ ଗଟେକ୍ ସାନ୍ ଜିନିସ୍, ମାତର୍ ଏଟା ବେସି ବଡ୍ବଡ୍ କାତା କଇସି । ଗଟେକ୍ ଡଙ୍ଗରର୍ ବିସଇ ବାବିଦେକା, ସେଟା ବଡେଟା ରଇଲେ ମିସା କଣ୍ଡେକ୍ ଜଇ ଇଙ୍ଗ୍ରା ଲାଗିକରି ସବୁ ପଡାଇଦେଇସି । 6 ୬) ସେନ୍ତାରି ଜିବ୍ ମିସା ଜଇପାରା, ଜିବ୍ ବିତ୍ରେ ମିଚ୍ଟାମନ୍ ବର୍ତିଅଇ ଆଚେ । ସେଟା ଆମର୍ ଗାଗଡ୍ ବିତ୍ରେ ବାସାଅଇ ଆଚେ । ଆମର୍ ଗୁଲାଇ ଗାଗଡ୍କେ କାରାପ୍ ଡାବିଦେଇସି । ଆମର୍ ଜିବନ୍ ଜଇଟାନେ ପଡାଇଲାପାରା ପଡାଇ ଦେଇସି । ଆରି ସେ ଜଇ ନର୍କେଅନି ଆଇସି । (Geenna g1067) 7 ୭) କାଇକେବଇଲେ ସବୁ ରକାମର୍ ଡଙ୍ଗରର୍ ଜଁତ୍, ଉଡିବୁଲ୍ବାଟାମନ୍, ରାଙ୍ଗିବୁଲ୍ବାଟାମନ୍ ଆରି ପାନିତେଇ ରଇବାଟାମନ୍, ପୁର୍ବେଅନି ଲକ୍ମନ୍ ସେଟାମନ୍କେ ମାନାଇକରି ଆଚତ୍ । 8 ୮) ମାତର୍ ଏବେଜାକ ଜିବ୍କେ କେ ମିସା ମାନାଅତ୍ ନାଇ । ତେଇ କାରାପ୍ ବିସଇ ପୁରୁନ୍ ଅଇଆଚେ । ସେ ତାର୍ ନିଜର୍ ମନ୍ କର୍ବା ଇସାବେ ଜାଇସି । ଆରି ମରନ୍ ଡାକିଆନ୍ବା ବିସ୍ ବର୍ତି ଅଇଆଚେ । 9 ୯) ଆମେ ଜିବ୍ ସଙ୍ଗ୍ ମାପ୍ରୁକେ ଆରି ବାବା ପରମେସର୍କେ ଦନିଅବାଦ୍ ଦେଲୁନି ଆରି ଏ ଜିବ୍ସଙ୍ଗ୍ ପର୍ମେସର୍ ତାର୍ପାରା ତିଆର୍ କରିରଇବା ମୁନୁସ୍କେ ସାଇପ୍ ଦେଲୁନି । 10 ୧୦) ଗଟେକ୍ ଟଣ୍ଡେଅନିସେ ଦନିଅବାଦ୍ ଦେବାଟା ଆରି ସାଇପ୍ ଦେବାଟା ବାରଇସି । ମର୍ ବାଇବଇନିମନ୍, ଏନ୍ତାରି ଅଇବାଟା ଟିକ୍ ନଏଁ । 11 ୧୧) ଗଟେକ୍ ଚୁଆବିଲେଅନି, ଗଲାପାନି ଆରି ନିର୍ମଲ୍ପାନି ବାରଇସି କି? ନାଇ, ନ ବାରଏ । 12 ୧୨) ଏ ମର୍ ବାଇବଇନିମନ୍, ଡୁମ୍ରିଗଚେ ଜିତ୍ପଲ୍ ନ ପଲେ କି କାଇ ଅଙ୍ଗୁର୍ ମାଲେ ଡୁମ୍ରି ନ ପଲେ । ସେନ୍ତାରିସେ ଗଟେକ୍ ଗଲାପାନି ବାରଇବା ଚୁଆଇ ଅନି ନିର୍ମଲ୍ ପାନି ନ ବାରଏ । 13 ୧୩) ତମର୍ ବିତ୍ରେ ଗିଆନି ଆରି ବୁଲ୍ଟିକ୍ ବଲି କଇବା ଲକ୍ ଆଚତ୍ କି? ତାର୍ ନିକକରି ଜିଇବାକାଇବାଟାନେଅନି ସେଟା ଦେକାଅ । ତାର୍ ଜିବନେ, ଗଟେକ୍ ଗିଆନ୍ ରଇବା ଲକର୍ ଇସାବେ, ସବୁବିସଇ ସୁଆଲେ କଲାଆଚେ ବଲି ଦେକାଅ । 14 ୧୪) ଜଦି ତମର୍ ମନ୍ବିତ୍ରେ ଇଁସାତଲା, କପ୍ଦାର୍ବାଟା ଆରି ସବୁବେଲେ ନିଜର୍ ବିସଇ ଚିନ୍ତା କର୍ବାଟା ରଇସି, ସେନ୍ତାର୍ଆଲେ ସେ ବିସଇଟାନେ ବଡ୍ପନ୍ ଉଆନାଇ । ଆରି ସତ୍ ବିସଇ ବୁଲ୍ ଆଚେବଲି କୁଆ ନାଇ । 15 ୧୫) ଏନ୍ତାରି ଗିଆନ୍ ପର୍ମେସରର୍ ଟାନେଅନି ନ ଆସେ । ସେଟା ଜଗତେଅନି ଆଇସି । ପର୍ମେସରର୍ ଆତ୍ମା ନ ରଇବାଟାନେ ଅନି ଆଇସି । ଆରି ସେଟା ସଇତାନର୍ ଗିଆନେ ଅନି ଆଇସି । 16 ୧୬) ଜନ୍ ଜାଗାଇ ଲକ୍ମନର୍ ବିତ୍ରେ ଇଁସା, ଆରି ନିଜର ବିସଇସେ ଚିନ୍ତା କର୍ବାଟା ରଇଲେ, ସେ ଜାଗାଇ ଲାଗାଲାଗି ଆରି ସବୁ ରକାମର୍ କାରାପ୍ କାମ୍ ରଇସି । 17 ୧୭) ମାତର୍ ପର୍ମେସର୍ ସିକାଇବା ଗିଆନ୍ ଜନ୍ଲକ୍ମନ୍କେ ଆଚେ, ତାକର୍ ଗୁନ୍ଚଲନେ ସେମନ୍ ସୁକଲ୍ ଅଇରଇବାଇ, ସାନ୍ତିସଙ୍ଗ୍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍ଦୁକାଇବାଇ ଆରି ତାକର୍ ସବୁ କାମ୍ ନିକ ରଇସି । ସେମନ୍ ଲକ୍ମନ୍କେ ବଡ୍ ସାନ୍ ଇସାବେ ନ ଦେକତ୍ ଆରି ଚଲାନିକାତା ନ କଅତ୍ । 18 ୧୮) ଜନ୍ ଲକ୍ମନ୍ ସାନ୍ତିର୍ପାଇ କାମ୍ କର୍ବାଇ, ସାନ୍ତି ସଙ୍ଗ୍ ରଇକରି ଦରମର୍ ବିଅନ୍ ବୁନ୍ବାଇ, ସେନ୍ତାରି ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ, ନିକ କାମର୍ ଦାନ୍ କାଟ୍ବାଇ । Additional comments?
Refresh Captcha
The world's first Holy Bible un-translation!