< ପେରିତ୍ 11 >
1 ୧ ଜିଉଦି ନଇଲା ଲକ୍ମନ୍ ମିସା ପର୍ମେସରର୍ ବାକିଅ ନାମି ଆଚତ୍ ବଲି ପେରିତ୍ ସିସ୍ମନ୍ ଆରି ଜିଉଦା ରାଇଜର୍ ବିନ୍ ବିସ୍ବାସି ବାଇମନ୍ ସୁନ୍ଲାଇ ।
ఇత్థం భిన్నదేశీయలోకా అపీశ్వరస్య వాక్యమ్ అగృహ్లన్ ఇమాం వార్త్తాం యిహూదీయదేశస్థప్రేరితా భ్రాతృగణశ్చ శ్రుతవన్తః|
2 ୨ ପିତର୍ କାଇସେରିଆ ଅନି ଜିରୁସାଲାମ୍ ଗାଲା । ଜିଉଦି ନଇଲା ଲକ୍ମନ୍କେ ସୁନତ୍ କରୁ ବଲି କଇବା ଲକ୍ମନ୍ ତାକେ ବାକାନିକରି କଇଲାଇ,
తతః పితరే యిరూశాలమ్నగరం గతవతి త్వక్ఛేదినో లోకాస్తేన సహ వివదమానా అవదన్,
3 ୩ “ତୁଇ ଜିଉଦି ନଇଲା ଗରେ, ଅବ୍କା ଗତିଆଅଇ ଜାଉସ୍ ନାଇ, ତେଇ କାଇଲୁସ୍ ମିସା ।”
త్వమ్ అత్వక్ఛేదిలోకానాం గృహం గత్వా తైః సార్ద్ధం భుక్తవాన్|
4 ୪ ମାତର୍ ମୁଲେଅନି କର୍ନିଲିଅକେ କାଇକାଇଟା ଗଟିରଇଲା, ସେଟା ବୁଜାଇବାକେ ପିତର୍ କଇଲା ।
తతః పితర ఆదితః క్రమశస్తత్కార్య్యస్య సర్వ్వవృత్తాన్తమాఖ్యాతుమ్ ఆరబ్ధవాన్|
5 ୫ “ମୁଇ ଜପା ନାଉଁର୍ ନଅରେ ପାର୍ତନା କର୍ବା ବେଲେ ଗଟେକ୍ ଦର୍ସନ୍ ଦେକ୍ଲି । ଗଟେକ୍ ବଡେଟା ଚାଦର୍ ଚାରିକନେ ଡର୍ସଙ୍ଗ୍ ବାନ୍ଦି ଜୁଲାଇଅଇ ଆକାସେଅନି ଉତର୍ଲା ଆରି ସେଟା ମର୍ଲଗେ ଅଟକ୍ଲା ।”
యాఫోనగర ఏకదాహం ప్రార్థయమానో మూర్చ్ఛితః సన్ దర్శనేన చతుర్షు కోణేషు లమ్బనమానం వృహద్వస్త్రమివ పాత్రమేకమ్ ఆకాశదవరుహ్య మన్నికటమ్ ఆగచ్ఛద్ అపశ్యమ్|
6 ୬ ସେ ବିତ୍ରେ, ଗରେପସ୍ବା ପସୁ, ଡଙ୍ଗ୍ରେ ରଇବା ପସୁ, ରାଙ୍ଗି ବୁଲ୍ବାଟାମନ୍ ଆରି ବିନ୍ ବିନ୍ ରକାମର୍ ଚଡଇମନ୍ ରଇଲାଟା ନିକକରି ଦେକ୍ଲି ।
పశ్చాత్ తద్ అనన్యదృష్ట్యా దృష్ట్వా వివిచ్య తస్య మధ్యే నానాప్రకారాన్ గ్రామ్యవన్యపశూన్ ఉరోగామిఖేచరాంశ్చ దృష్టవాన్;
7 ୭ ତାର୍ପଚେ ଗଟେକ୍ କଁଟ୍ ସୁନ୍ଲି, “ପିତର୍! ଉଟ୍, ମାରିକରି କାଆ ।”
హే పితర త్వముత్థాయ గత్వా భుంక్ష్వ మాం సమ్బోధ్య కథయన్తం శబ్దమేకం శ్రుతవాంశ్చ|
8 ୮ ମାତର୍ ମୁଇ କଇଲି, “ନାଇ ମାପ୍ରୁ! ମୁଲ୍କେ ନିଚି! ଆମର୍ ଜିଉଦିମନର୍ ନିୟମ୍ ମନାକରିରଇବା ଇସାବେ, ଏବେ ଜାକ କାଇମିସା ମାଉଁସ୍ ଟଣ୍ଡେ ଚିଆଇ ନାଇତା ।”
తతోహం ప్రత్యవదం, హే ప్రభో నేత్థం భవతు, యతః కిఞ్చన నిషిద్ధమ్ అశుచి ద్రవ్యం వా మమ ముఖమధ్యం కదాపి న ప్రావిశత్|
9 ୯ ସର୍ଗେଅନି ଆରିତରେକ୍ ଏ କଁଟ୍ ଆଇଲା, “ପରମେସର୍ କାଇଟା ଆଲେ କାଇ ଅଇସି ବଲି କଇଲେ ସେଟା ନିଚ୍ବାର୍ ନାଇ ।”
అపరమ్ ఈశ్వరో యత్ శుచి కృతవాన్ తన్నిషిద్ధం న జానీహి ద్వి ర్మామ్ప్రతీదృశీ విహాయసీయా వాణీ జాతా|
10 ୧୦ ଏନ୍ତାରି ତିନ୍ତର୍ ଅଇଲା ପଚେ, ସେ ଜଁତ୍ମନ୍ ରଇଲାଟା ସଙ୍ଗ୍ ସେ ଚାଦର୍ ସରଗ୍ ଉପ୍ରେ ଜିକିନେଲାଇ ।
త్రిరిత్థం సతి తత్ సర్వ్వం పునరాకాశమ్ ఆకృష్టం|
11 ୧୧ ସମାନ୍ ବେଲାଇସେ, କର୍ନିଲିଅ ପାଟାଇଲା ତିନ୍ ଲକ୍ ସିସେରିଆଇ ଅନି ମୁଇ ରଇବା ଗରେ ଆସି କେଟ୍ଲାଇ ।
పశ్చాత్ కైసరియానగరాత్ త్రయో జనా మన్నికటం ప్రేషితా యత్ర నివేశనే స్థితోహం తస్మిన్ సమయే తత్రోపాతిష్ఠన్|
12 ୧୨ ଦୁଇମନିଆ ନ ଅଇ ସେମନର୍ ସଙ୍ଗ୍ ଜିବାକେ ମକେ ସୁକଲ୍ଆତ୍ମା ଚାଲ୍ନା ଦେଲା । ଜପାରର୍ ଏ ଚଅଟା ବିସ୍ବାସି ବାଇମନ୍ ମିସା ମର୍ ସଙ୍ଗ୍ ସିସେରିଆଇ ଗାଲାଇ ଆରି ଆମେ ସବୁ ଲକ୍ କର୍ନେଲିଅର୍ ଗରେ କେଟ୍ଲୁ ।
తదా నిఃసన్దేహం తైః సార్ద్ధం యాతుమ్ ఆత్మా మామాదిష్టవాన్; తతః పరం మయా సహైతేషు షడ్భ్రాతృషు గతేషు వయం తస్య మనుజస్య గృహం ప్రావిశామ|
13 ୧୩ ତାର୍ ଗରେ ସେ କେନ୍ତି ସରଗ୍ ଦୁତର୍ ଦର୍ସନ୍ ପାଇରଇଲା, ସେ ବିସଇ ଆମ୍କେ ଜାନାଇଲା । ସରଗ୍ ଦୁତ୍ ତାକେ ଏନ୍ତି କଇରଇଲା, ଜପାତେଇ ରଇବା ପିତର୍କେ, ତାର୍ ଆରି ଗଟେକ୍ ନାଉଁ ଅଇଲାନି ସିମନ୍, ତାକେ ଇତି ଡାକି ଆନ୍ବାକେ ଲକ୍ ପାଟା ।
సోస్మాకం నికటే కథామేతామ్ అకథయత్ ఏకదా దూత ఏకః ప్రత్యక్షీభూయ మమ గృహమధ్యే తిష్టన్ మామిత్యాజ్ఞాపితవాన్, యాఫోనగరం ప్రతి లోకాన్ ప్రహిత్య పితరనామ్నా విఖ్యాతం శిమోనమ్ ఆహూయయ;
14 ୧୪ ସେ ଆସି ତମ୍କେ ସିକିଆ ଦେଇସି ଆରି ସିତିଅନି ତମ୍କେ ଆରି ତମର୍ ଗରର୍ ଲକ୍କେ ପର୍ମେସର୍ ରକିଆ କର୍ସି ।
తతస్తవ త్వదీయపరివారాణాఞ్చ యేన పరిత్రాణం భవిష్యతి తత్ స ఉపదేక్ష్యతి|
15 ୧୫ ଆରି ମୁଇ ଜେଡେବଲ୍ ସିକିଆଦେବାର୍ ଆରାମ୍ କଲି, ଆଗେ ସୁକଲ୍ ଆତ୍ମା ଜେନ୍ତାରି ଆମର୍ ଉପ୍ରେ ଡାବିଅଇରଇଲା, ସେନ୍ତାରି ସେମନର୍ ଉପ୍ରେ ଡାବିଅଇଲା ।
అహం తాం కథాముత్థాప్య కథితవాన్ తేన ప్రథమమ్ అస్మాకమ్ ఉపరి యథా పవిత్ర ఆత్మావరూఢవాన్ తథా తేషామప్యుపరి సమవరూఢవాన్|
16 ୧୬ ତାର୍ପଚେ ମୁଇ ମାପ୍ରୁର୍ ଏ ବାକିଅ ଏତାଇଲି, ଜଅନ୍ ତମ୍କେ ପାନି ସଙ୍ଗ୍ ଡୁବନ୍ ଦେଲା, ମାତର୍ ପର୍ମେସର୍ ତମ୍କେ ସୁକଲ୍ଆତ୍ମାଇ ଡୁବନ୍ ଦେଇସି ।
తేన యోహన్ జలే మజ్జితవాన్ ఇతి సత్యం కిన్తు యూయం పవిత్ర ఆత్మని మజ్జితా భవిష్యథ, ఇతి యద్వాక్యం ప్రభురుదితవాన్ తత్ తదా మయా స్మృతమ్|
17 ୧୭ “ଏଟା ପୁରାପୁରନ୍ ସତ୍ ଜେ, ଆମେ ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ କଲାକେ ପରମେସର୍ ଆମ୍କେ ଜନ୍ ଦାନ୍ ଦେଲାଆଚେ, ଜିଉଦିନଇଲା ଲକ୍ମନ୍କେ ମିସା ସେ ଦାନ୍ ଦେଲା ଆଚେ । ଜଦି ପର୍ମେସର୍ ମନ୍ କର୍ସି ବଇଲେ, ମୁଇ କେ ଜେ ପରମେସରର୍ ଏ କାମ୍ ଅଟ୍କାଇବି!”
అతః ప్రభా యీశుఖ్రీష్టే ప్రత్యయకారిణో యే వయమ్ అస్మభ్యమ్ ఈశ్వరో యద్ దత్తవాన్ తత్ తేభ్యో లోకేభ్యోపి దత్తవాన్ తతః కోహం? కిమహమ్ ఈశ్వరం వారయితుం శక్నోమి?
18 ୧୮ ଜିଉଦି ବିସ୍ବାସିମନ୍ ଏଟା ସୁନ୍ଲା ପଚେ ଆରି ନ ବାକାନିକରି ପର୍ମେସର୍କେ ଡାକ୍ପୁଟା କଲାଇ, “ସେନ୍ତାର୍ ଆଲେ ଜିଉଦିନଇଲା ଲକ୍ମନ୍କେ ମିସା ପାପ୍ କଲାଟା ମାନିଅଇକରି ନ ସାର୍ବା ଜିବନ୍ ପାଇବାକେ ସେ ସୁଜଗ୍ ଦେଲାଆଚେ ।”
కథామేతాం శ్రువా తే క్షాన్తా ఈశ్వరస్య గుణాన్ అనుకీర్త్త్య కథితవన్తః, తర్హి పరమాయుఃప్రాప్తినిమిత్తమ్ ఈశ్వరోన్యదేశీయలోకేభ్యోపి మనఃపరివర్త్తనరూపం దానమ్ అదాత్|
19 ୧୯ ଜିରୁସାଲେମର୍ ଲକ୍ମନ୍ ତିପାନ୍କେ ମରାଇଲାପଚେ ବିସ୍ବାସିମନ୍କେ ତାଡ୍ନା ଦେଲାଇ । ତେଇଅନି କେତେଲକ୍ ଚିନ୍ବିନ୍ ଅଇଗାଲାଇ । ସେମନ୍, ପିନିସିଆ, ସାଇପରସ୍ ଆରି ଆନ୍ଟିଅକ୍ ଟାନେ ଜାଇ ଅବ୍କା ଜିଉଦିମନ୍କେସେ ସୁବ୍ କବର୍ ଜାନାଇଲାଇ ।
స్తిఫానం ప్రతి ఉపద్రవే ఘటితే యే వికీర్ణా అభవన్ తై ఫైనీకీకుప్రాన్తియఖియాసు భ్రమిత్వా కేవలయిహూదీయలోకాన్ వినా కస్యాప్యన్యస్య సమీప ఈశ్వరస్య కథాం న ప్రాచారయన్|
20 ୨୦ ମାତର୍ କେତେଟା ସାଇପରସ୍ ଆରି କୁରିନିୟର୍ ବିନ୍ ବିସ୍ବାସିମନ୍, ଆନ୍ଟିଅକେ ଜାଇ ଜିଉଦି ନଇଲା ଲକ୍ମନର୍ତେଇ ଜିସୁ ମାପ୍ରୁର୍ ସୁବ୍ କବର୍ ଜାନାଇଲାଇ ।
అపరం తేషాం కుప్రీయాః కురీనీయాశ్చ కియన్తో జనా ఆన్తియఖియానగరం గత్వా యూనానీయలోకానాం సమీపేపి ప్రభోర్యీశోః కథాం ప్రాచారయన్|
21 ୨୧ ପରମେସରର୍ ବପୁ ସେମନର୍ ସଙ୍ଗ୍ ରଇଲା ଆରି ବେସି ଲକ୍ ବିସ୍ବାସ୍ କରି ମାପ୍ରୁର୍ ବାଟେ ମନ୍ ବାଉଡାଇଲାଇ ।
ప్రభోః కరస్తేషాం సహాయ ఆసీత్ తస్మాద్ అనేకే లోకా విశ్వస్య ప్రభుం ప్రతి పరావర్త్తన్త|
22 ୨୨ ଆନ୍ଟିୟକିଆଇ ବେସି ଲକ୍ ଜିସୁର୍ଟାନେ ବିସ୍ବାସ୍ କଲାଇନି ବଲି ଜିରୁସାଲେମର୍ ମଣ୍ଡଲିମନ୍ ସୁନ୍ଲାଇ । ଆରି ସେମନ୍ ବର୍ନବାକେ ଆନ୍ଟିୟକିଆଇ ପାଟାଇଲାଇ ।
ఇతి వార్త్తాయాం యిరూశాలమస్థమణ్డలీయలోకానాం కర్ణగోచరీభూతాయామ్ ఆన్తియఖియానగరం గన్తు తే బర్ణబ్బాం ప్రైరయన్|
23 ୨୩ ବର୍ନବା ତେଇ କେଟିକରି ପର୍ମେସର୍ ସେ ଲକ୍ମନ୍କେ କେନ୍ତି ଆସିର୍ବାଦ୍ କଲାଆଚେ, ସେଟା ଦେକି ସାର୍ଦା ଅଇଲା । ଆରି ମନ୍ପରାନ୍ ଦେଇକରି ମାପ୍ରୁକେ ବିସ୍ବାସ୍ କରି ଚଲାଚଲ୍ତି କର୍ବାକେ ସେମନ୍କେ ସିକିଆ ଦେଇ ସାର୍ଦା କଲା ।
తతో బర్ణబ్బాస్తత్ర ఉపస్థితః సన్ ఈశ్వరస్యానుగ్రహస్య ఫలం దృష్ట్వా సానన్దో జాతః,
24 ୨୪ ବର୍ନବା ସୁକଲ୍ଆତ୍ମାଇ ଆରି ବିସ୍ବାସେ ପୁରୁନ୍ ଅଇ ରଇବା ଗଟେକ୍ ଦରମ୍ ଲକ୍ ରଇଲା । ସେ କବର୍ ଜାନାଇଲାକେ ବେସି ଲକ୍ ମାପ୍ରୁର୍ ଲଗେ ଆଇଲାଇ ।
స స్వయం సాధు ర్విశ్వాసేన పవిత్రేణాత్మనా చ పరిపూర్ణః సన్ గనోనిష్టయా ప్రభావాస్థాం కర్త్తుం సర్వ్వాన్ ఉపదిష్టవాన్ తేన ప్రభోః శిష్యా అనేకే బభూవుః|
25 ୨୫ ତାର୍ ପଚେ ବର୍ନବା ସାଉଲ୍କେ କଜ୍ବାକେ ତାର୍ସସ୍ ଜାଗାଇ ଗାଲା ।
శేషే శౌలం మృగయితుం బర్ణబ్బాస్తార్షనగరం ప్రస్థితవాన్| తత్ర తస్యోద్దేశం ప్రాప్య తమ్ ఆన్తియఖియానగరమ్ ఆనయత్;
26 ୨୬ ତେଇ ତାକେ ବେଟ୍ପାଇ ବର୍ନବା ଆନ୍ଟିଅକେ ଡାକି ଦାରିଆଇଲା । ପୁରା ଗଟେକ୍ ବରସ୍ ଜାକ ବର୍ନବା ଆରି ସାଉଲ୍ ତେଇ ମଣ୍ଡଲିର୍ ବିସ୍ବାସିମନର୍ ସଙ୍ଗ୍ ମିସି, ଲକ୍ମନ୍କେ ସିକିଆ ଦେଲାଇ । ଏ ଆନ୍ଟିଅକର୍ ବିସ୍ବାସିମନ୍କେସେ ଲକ୍ମନ୍ ସିଗ୍ ପର୍ତୁମ୍ କିରିସ୍ଟାନ୍ ବଲି କଇରଇଲାଇ ।
తతస్తౌ మణ్డలీస్థలోకైః సభాం కృత్వా సంవత్సరమేకం యావద్ బహులోకాన్ ఉపాదిశతాం; తస్మిన్ ఆన్తియఖియానగరే శిష్యాః ప్రథమం ఖ్రీష్టీయనామ్నా విఖ్యాతా అభవన్|
27 ୨୭ ସେବେଲାଇ କେତେଟା ବବିସତ୍ବକ୍ତାମନ୍ ଜିରୁସାଲମେଅନି ଆନ୍ଟିଅକେ ଆଇଲାଇ ।
తతః పరం భవిష్యద్వాదిగణే యిరూశాలమ ఆన్తియఖియానగరమ్ ఆగతే సతి
28 ୨୮ ସେମନର୍ ବିତ୍ରେଅନି ଆଗାବ୍ ନାଉଁର୍ ଗଟେକ୍ ଲକ୍ ଆତ୍ମାର୍ ବପୁ ସଙ୍ଗ୍ ପୁରୁନ୍ ଅଇ, ଗୁଲାଇ ଦେସେ ଗଟେକ୍ ବଡ୍ ମର୍ଡି ଅଇସି ବଲି ବବିସତ୍ କାତା ସୁନାଇ ରଇଲା । ଏଟା ବଡ୍ ସାସନ୍କାରିଆ କଲ୍ଡିୟ ରମ୍ଦେସେ ସାସନ୍ କଲାବେଲେ ଗଟି ରଇଲା ।
ఆగాబనామా తేషామేక ఉత్థాయ ఆత్మనః శిక్షయా సర్వ్వదేశే దుర్భిక్షం భవిష్యతీతి జ్ఞాపితవాన్; తతః క్లౌదియకైసరస్యాధికారే సతి తత్ ప్రత్యక్షమ్ అభవత్|
29 ୨୯ ଆନ୍ଟିକିଅର୍ ସିସ୍ମନ୍ ଜିଉଦାଇ ରଇଲା ବିସ୍ବାସି ବାଇମନ୍କେ ତାକର୍ ପାର୍ଲା ଏତ୍କି ଡାବୁ ପାଟାଇବାକେ ଟିକ୍ କଲାଇ ।
తస్మాత్ శిష్యా ఏకైకశః స్వస్వశక్త్యనుసారతో యిహూదీయదేశనివాసినాం భ్రతృణాం దినయాపనార్థం ధనం ప్రేషయితుం నిశ్చిత్య
30 ୩୦ ସେମନ୍ ଡାବୁ ଜମାଇକରି ବର୍ନବା ଆରି ସାଉଲର୍ ଆତେ, ମଣ୍ଡଲିର୍ ପାର୍ଚିନ୍ମନର୍ ଲଗେ ପାଟାଇ ଦେଲାଇ ।
బర్ణబ్బాశౌలయో ర్ద్వారా ప్రాచీనలోకానాం సమీపం తత్ ప్రేషితవన్తః|