Preface
Read
+
Publisher
Nainoia, Inc.
PO Box 462, Bellefonte, PA 16823
(814) 470-8028
Nainoia Inc, Publisher
LinkedIn/NAINOIA-INC
Third Party Publisher Resources
Request Custom Formatted Verses
Please contact us below
Submit your proposed corrections
I understand that the Aionian Bible republishes public domain and Creative Commons Bible texts and that volunteers may be needed to present the original text accurately. I also understand that apocryphal text is removed and most variant verse numbering is mapped to the English standard. I have entered my corrections under the verse(s) below. Proposed corrections to the Desiya New Testament, Acts Chapter 11 https://www.AionianBible.org/Bibles/Desiya---Desiya-Bible/Acts/11 1 ୧) ଜିଉଦି ନଇଲା ଲକ୍ମନ୍ ମିସା ପର୍ମେସରର୍ ବାକିଅ ନାମି ଆଚତ୍ ବଲି ପେରିତ୍ ସିସ୍ମନ୍ ଆରି ଜିଉଦା ରାଇଜର୍ ବିନ୍ ବିସ୍ବାସି ବାଇମନ୍ ସୁନ୍ଲାଇ । 2 ୨) ପିତର୍ କାଇସେରିଆ ଅନି ଜିରୁସାଲାମ୍ ଗାଲା । ଜିଉଦି ନଇଲା ଲକ୍ମନ୍କେ ସୁନତ୍ କରୁ ବଲି କଇବା ଲକ୍ମନ୍ ତାକେ ବାକାନିକରି କଇଲାଇ, 3 ୩) “ତୁଇ ଜିଉଦି ନଇଲା ଗରେ, ଅବ୍କା ଗତିଆଅଇ ଜାଉସ୍ ନାଇ, ତେଇ କାଇଲୁସ୍ ମିସା ।” 4 ୪) ମାତର୍ ମୁଲେଅନି କର୍ନିଲିଅକେ କାଇକାଇଟା ଗଟିରଇଲା, ସେଟା ବୁଜାଇବାକେ ପିତର୍ କଇଲା । 5 ୫) “ମୁଇ ଜପା ନାଉଁର୍ ନଅରେ ପାର୍ତନା କର୍ବା ବେଲେ ଗଟେକ୍ ଦର୍ସନ୍ ଦେକ୍ଲି । ଗଟେକ୍ ବଡେଟା ଚାଦର୍ ଚାରିକନେ ଡର୍ସଙ୍ଗ୍ ବାନ୍ଦି ଜୁଲାଇଅଇ ଆକାସେଅନି ଉତର୍ଲା ଆରି ସେଟା ମର୍ଲଗେ ଅଟକ୍ଲା ।” 6 ୬) ସେ ବିତ୍ରେ, ଗରେପସ୍ବା ପସୁ, ଡଙ୍ଗ୍ରେ ରଇବା ପସୁ, ରାଙ୍ଗି ବୁଲ୍ବାଟାମନ୍ ଆରି ବିନ୍ ବିନ୍ ରକାମର୍ ଚଡଇମନ୍ ରଇଲାଟା ନିକକରି ଦେକ୍ଲି । 7 ୭) ତାର୍ପଚେ ଗଟେକ୍ କଁଟ୍ ସୁନ୍ଲି, “ପିତର୍! ଉଟ୍, ମାରିକରି କାଆ ।” 8 ୮) ମାତର୍ ମୁଇ କଇଲି, “ନାଇ ମାପ୍ରୁ! ମୁଲ୍କେ ନିଚି! ଆମର୍ ଜିଉଦିମନର୍ ନିୟମ୍ ମନାକରିରଇବା ଇସାବେ, ଏବେ ଜାକ କାଇମିସା ମାଉଁସ୍ ଟଣ୍ଡେ ଚିଆଇ ନାଇତା ।” 9 ୯) ସର୍ଗେଅନି ଆରିତରେକ୍ ଏ କଁଟ୍ ଆଇଲା, “ପରମେସର୍ କାଇଟା ଆଲେ କାଇ ଅଇସି ବଲି କଇଲେ ସେଟା ନିଚ୍ବାର୍ ନାଇ ।” 10 ୧୦) ଏନ୍ତାରି ତିନ୍ତର୍ ଅଇଲା ପଚେ, ସେ ଜଁତ୍ମନ୍ ରଇଲାଟା ସଙ୍ଗ୍ ସେ ଚାଦର୍ ସରଗ୍ ଉପ୍ରେ ଜିକିନେଲାଇ । 11 ୧୧) ସମାନ୍ ବେଲାଇସେ, କର୍ନିଲିଅ ପାଟାଇଲା ତିନ୍ ଲକ୍ ସିସେରିଆଇ ଅନି ମୁଇ ରଇବା ଗରେ ଆସି କେଟ୍ଲାଇ । 12 ୧୨) ଦୁଇମନିଆ ନ ଅଇ ସେମନର୍ ସଙ୍ଗ୍ ଜିବାକେ ମକେ ସୁକଲ୍ଆତ୍ମା ଚାଲ୍ନା ଦେଲା । ଜପାରର୍ ଏ ଚଅଟା ବିସ୍ବାସି ବାଇମନ୍ ମିସା ମର୍ ସଙ୍ଗ୍ ସିସେରିଆଇ ଗାଲାଇ ଆରି ଆମେ ସବୁ ଲକ୍ କର୍ନେଲିଅର୍ ଗରେ କେଟ୍ଲୁ । 13 ୧୩) ତାର୍ ଗରେ ସେ କେନ୍ତି ସରଗ୍ ଦୁତର୍ ଦର୍ସନ୍ ପାଇରଇଲା, ସେ ବିସଇ ଆମ୍କେ ଜାନାଇଲା । ସରଗ୍ ଦୁତ୍ ତାକେ ଏନ୍ତି କଇରଇଲା, ଜପାତେଇ ରଇବା ପିତର୍କେ, ତାର୍ ଆରି ଗଟେକ୍ ନାଉଁ ଅଇଲାନି ସିମନ୍, ତାକେ ଇତି ଡାକି ଆନ୍ବାକେ ଲକ୍ ପାଟା । 14 ୧୪) ସେ ଆସି ତମ୍କେ ସିକିଆ ଦେଇସି ଆରି ସିତିଅନି ତମ୍କେ ଆରି ତମର୍ ଗରର୍ ଲକ୍କେ ପର୍ମେସର୍ ରକିଆ କର୍ସି । 15 ୧୫) ଆରି ମୁଇ ଜେଡେବଲ୍ ସିକିଆଦେବାର୍ ଆରାମ୍ କଲି, ଆଗେ ସୁକଲ୍ ଆତ୍ମା ଜେନ୍ତାରି ଆମର୍ ଉପ୍ରେ ଡାବିଅଇରଇଲା, ସେନ୍ତାରି ସେମନର୍ ଉପ୍ରେ ଡାବିଅଇଲା । 16 ୧୬) ତାର୍ପଚେ ମୁଇ ମାପ୍ରୁର୍ ଏ ବାକିଅ ଏତାଇଲି, ଜଅନ୍ ତମ୍କେ ପାନି ସଙ୍ଗ୍ ଡୁବନ୍ ଦେଲା, ମାତର୍ ପର୍ମେସର୍ ତମ୍କେ ସୁକଲ୍ଆତ୍ମାଇ ଡୁବନ୍ ଦେଇସି । 17 ୧୭) “ଏଟା ପୁରାପୁରନ୍ ସତ୍ ଜେ, ଆମେ ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ କଲାକେ ପରମେସର୍ ଆମ୍କେ ଜନ୍ ଦାନ୍ ଦେଲାଆଚେ, ଜିଉଦିନଇଲା ଲକ୍ମନ୍କେ ମିସା ସେ ଦାନ୍ ଦେଲା ଆଚେ । ଜଦି ପର୍ମେସର୍ ମନ୍ କର୍ସି ବଇଲେ, ମୁଇ କେ ଜେ ପରମେସରର୍ ଏ କାମ୍ ଅଟ୍କାଇବି!” 18 ୧୮) ଜିଉଦି ବିସ୍ବାସିମନ୍ ଏଟା ସୁନ୍ଲା ପଚେ ଆରି ନ ବାକାନିକରି ପର୍ମେସର୍କେ ଡାକ୍ପୁଟା କଲାଇ, “ସେନ୍ତାର୍ ଆଲେ ଜିଉଦିନଇଲା ଲକ୍ମନ୍କେ ମିସା ପାପ୍ କଲାଟା ମାନିଅଇକରି ନ ସାର୍ବା ଜିବନ୍ ପାଇବାକେ ସେ ସୁଜଗ୍ ଦେଲାଆଚେ ।” 19 ୧୯) ଜିରୁସାଲେମର୍ ଲକ୍ମନ୍ ତିପାନ୍କେ ମରାଇଲାପଚେ ବିସ୍ବାସିମନ୍କେ ତାଡ୍ନା ଦେଲାଇ । ତେଇଅନି କେତେଲକ୍ ଚିନ୍ବିନ୍ ଅଇଗାଲାଇ । ସେମନ୍, ପିନିସିଆ, ସାଇପରସ୍ ଆରି ଆନ୍ଟିଅକ୍ ଟାନେ ଜାଇ ଅବ୍କା ଜିଉଦିମନ୍କେସେ ସୁବ୍ କବର୍ ଜାନାଇଲାଇ । 20 ୨୦) ମାତର୍ କେତେଟା ସାଇପରସ୍ ଆରି କୁରିନିୟର୍ ବିନ୍ ବିସ୍ବାସିମନ୍, ଆନ୍ଟିଅକେ ଜାଇ ଜିଉଦି ନଇଲା ଲକ୍ମନର୍ତେଇ ଜିସୁ ମାପ୍ରୁର୍ ସୁବ୍ କବର୍ ଜାନାଇଲାଇ । 21 ୨୧) ପରମେସରର୍ ବପୁ ସେମନର୍ ସଙ୍ଗ୍ ରଇଲା ଆରି ବେସି ଲକ୍ ବିସ୍ବାସ୍ କରି ମାପ୍ରୁର୍ ବାଟେ ମନ୍ ବାଉଡାଇଲାଇ । 22 ୨୨) ଆନ୍ଟିୟକିଆଇ ବେସି ଲକ୍ ଜିସୁର୍ଟାନେ ବିସ୍ବାସ୍ କଲାଇନି ବଲି ଜିରୁସାଲେମର୍ ମଣ୍ଡଲିମନ୍ ସୁନ୍ଲାଇ । ଆରି ସେମନ୍ ବର୍ନବାକେ ଆନ୍ଟିୟକିଆଇ ପାଟାଇଲାଇ । 23 ୨୩) ବର୍ନବା ତେଇ କେଟିକରି ପର୍ମେସର୍ ସେ ଲକ୍ମନ୍କେ କେନ୍ତି ଆସିର୍ବାଦ୍ କଲାଆଚେ, ସେଟା ଦେକି ସାର୍ଦା ଅଇଲା । ଆରି ମନ୍ପରାନ୍ ଦେଇକରି ମାପ୍ରୁକେ ବିସ୍ବାସ୍ କରି ଚଲାଚଲ୍ତି କର୍ବାକେ ସେମନ୍କେ ସିକିଆ ଦେଇ ସାର୍ଦା କଲା । 24 ୨୪) ବର୍ନବା ସୁକଲ୍ଆତ୍ମାଇ ଆରି ବିସ୍ବାସେ ପୁରୁନ୍ ଅଇ ରଇବା ଗଟେକ୍ ଦରମ୍ ଲକ୍ ରଇଲା । ସେ କବର୍ ଜାନାଇଲାକେ ବେସି ଲକ୍ ମାପ୍ରୁର୍ ଲଗେ ଆଇଲାଇ । 25 ୨୫) ତାର୍ ପଚେ ବର୍ନବା ସାଉଲ୍କେ କଜ୍ବାକେ ତାର୍ସସ୍ ଜାଗାଇ ଗାଲା । 26 ୨୬) ତେଇ ତାକେ ବେଟ୍ପାଇ ବର୍ନବା ଆନ୍ଟିଅକେ ଡାକି ଦାରିଆଇଲା । ପୁରା ଗଟେକ୍ ବରସ୍ ଜାକ ବର୍ନବା ଆରି ସାଉଲ୍ ତେଇ ମଣ୍ଡଲିର୍ ବିସ୍ବାସିମନର୍ ସଙ୍ଗ୍ ମିସି, ଲକ୍ମନ୍କେ ସିକିଆ ଦେଲାଇ । ଏ ଆନ୍ଟିଅକର୍ ବିସ୍ବାସିମନ୍କେସେ ଲକ୍ମନ୍ ସିଗ୍ ପର୍ତୁମ୍ କିରିସ୍ଟାନ୍ ବଲି କଇରଇଲାଇ । 27 ୨୭) ସେବେଲାଇ କେତେଟା ବବିସତ୍ବକ୍ତାମନ୍ ଜିରୁସାଲମେଅନି ଆନ୍ଟିଅକେ ଆଇଲାଇ । 28 ୨୮) ସେମନର୍ ବିତ୍ରେଅନି ଆଗାବ୍ ନାଉଁର୍ ଗଟେକ୍ ଲକ୍ ଆତ୍ମାର୍ ବପୁ ସଙ୍ଗ୍ ପୁରୁନ୍ ଅଇ, ଗୁଲାଇ ଦେସେ ଗଟେକ୍ ବଡ୍ ମର୍ଡି ଅଇସି ବଲି ବବିସତ୍ କାତା ସୁନାଇ ରଇଲା । ଏଟା ବଡ୍ ସାସନ୍କାରିଆ କଲ୍ଡିୟ ରମ୍ଦେସେ ସାସନ୍ କଲାବେଲେ ଗଟି ରଇଲା । 29 ୨୯) ଆନ୍ଟିକିଅର୍ ସିସ୍ମନ୍ ଜିଉଦାଇ ରଇଲା ବିସ୍ବାସି ବାଇମନ୍କେ ତାକର୍ ପାର୍ଲା ଏତ୍କି ଡାବୁ ପାଟାଇବାକେ ଟିକ୍ କଲାଇ । 30 ୩୦) ସେମନ୍ ଡାବୁ ଜମାଇକରି ବର୍ନବା ଆରି ସାଉଲର୍ ଆତେ, ମଣ୍ଡଲିର୍ ପାର୍ଚିନ୍ମନର୍ ଲଗେ ପାଟାଇ ଦେଲାଇ । Additional comments?
Refresh Captcha
The world's first Holy Bible un-translation!