< ୨ୟ କରନ୍ତିୟ 5 >
1 ୧ ଆମର୍ ଗାଗଡ୍ ତୁମ୍ ଟାନିକରି ବାନ୍ଦିରଇବା ଗର୍ପାରା । ଆରି ଆମେ ଜାନୁ ଜେ ଜେଡେବେଲେ ମିସା ଏଟା ବାଙ୍ଗି ଜାଇସି, ତେବେ ସର୍ଗେ ରଇବାପାଇ ଆମ୍କେ ଗଟେକ୍ ଗର୍ ଆଚେ । ଏଟା ନିଜେ ପର୍ମେସର୍ ତିଆର୍ କଲାଟା । ସେଟା କେବେ ବିନାସ୍ ନ ଅଏ । ସବୁ ଦିନର୍ପାଇ ରଇସି । (aiōnios )
For we know that if our earthly house of this tabernacle were dissolved, we have a building of God, an house not made with hands, eternal in the heavens. (aiōnios )
2 ୨ ମାତର୍ ଆମେ ଏ ଜଗତେ ରଉ ରଉ ଏତ୍କି କସ୍ଟ ପାଇଲୁନି । ସର୍ଗେ ରଇବା ଆମର୍ ନୁଆ ଗାଗଡ୍ ଏବେଆକା ଆମ୍କେ ମିଲ ବଲି ଆମେ ମନ୍ କଲୁନି ।
For in this we groan, earnestly desiring to be clothed with our house which is from heaven:
3 ୩ କାଇକେବଇଲେ ମଲାତେଇଅନି ଆମ୍କେ ଉଟାଇଲାବେଲେ ଆମର୍ପାଇ ଗଟେକ୍ ଗାଗଡ୍ ଦର୍କାର୍ ଆଚେ ।
If so be that being clothed we shall not be found naked.
4 ୪ ଏ ଜଗତେ ଆମେ ବଁଚି ରଇଲାବେଲେ, ଇତିର୍ ଗାଗଡ୍ ନେଇକରି ଜେତ୍କି ଦୁକ୍ କସ୍ଟ ପାଇବାର୍ ଆଚେ, ସେଟା ସବୁ ବଇକରି ଆଉଜି ଗାଲୁନି । ମାତର୍ ଏ ଗାଗଡ୍ ଚାଡ୍ବାକେ ଆମେ ମନ୍ କରୁ ନାଇ । ସର୍ଗେ ଅନି ଆଇବା ନୁଆ ଗାଗଡ୍ ଆମ୍କେ ମିଲ ବଲି ମନ୍ କଲୁନି । ସେନ୍ତାର୍ଆଲେ ମରନ୍କେ ସର୍ପି ଦେଇରଇବା ଏ ଗାଗଡର୍ ବାଦୁଲେ ସବୁଦିନର୍ ପାଇ ଜିବନ୍ ରଇବା ଗଟେକ୍ ଗାଗଡ୍ ମିଲାଇବୁ ।
For we that are in this tabernacle do groan, being burdened: not because we would be unclothed, but clothed, that mortality might be swallowed up in life.
5 ୫ ମାତର୍ ପର୍ମେସର୍ ଆମର୍ପାଇ ଏ ସବୁ ବିସଇ ଜାଗାଇଦେଇ ସାରାଇଆଚେ । ଜେନ୍ତିକି ଆଇବା ଦିନ୍ମନ୍କେ ଏଟାସବୁ ଅଇସି । ଏଟା ସବୁ ସେ ପୁରାପୁରୁନ୍ କର୍ସି ବଲି ଆମ୍କେ ଚିନ୍ ଇସାବେ ସୁକଲ୍ ଆତ୍ମା ଦେଲାଆଚେ ।
Now he that hath wrought us for this very thing is God, who also hath given to us the earnest of the Spirit.
6 ୬ ସେଟାର୍ ପାଇ ଆମେ ସବୁବେଲେ ସାଆସ୍ ଅଇକରି ଆଚୁ । ଏ ସାର୍ବା ଗାଗ୍ଡେ ଆମେ ରଉ ରଉ, ମାପ୍ରୁ ରଇବା ଗରେ ଅନି ଦୁରିକେ ବାସା ଅଇଆଚୁ ବଲି ଜାନିଆଚୁ ।
Therefore we are always confident, knowing that, while we are at home in the body, we are absent from the Lord:
7 ୭ ଏ ଜଗତେ ରଇବା ଆମର୍ ଜିବନ୍, ପର୍ମେସର୍ଟାନେ ବିସ୍ବାସ୍ କରି ରଇଲୁନି । କାଇକେବଇଲେ ଜନ୍ ଜାଗାଇ ଆମେ ବାସା ଅଇବାକେ ଗାଲୁନି, ସେ ଜାଗା ଏବେଜାକ ଆମେ ଦେକୁ ନାଇତା ।
( For we walk by faith, not by sight: )
8 ୮ ଉଁ ଆମର୍ ବିସ୍ବାସ୍ ସବୁବେଲେ ଡାଁଟ୍ ଆଚେ । ଏ ସାରିଜିବା ଗାଗଡ୍ ଚାଡିକରି ମାପ୍ରୁର୍ ଗରେ ଜିବାକେ ବଲି ଆମେ ଜାନିଆଚୁ ।
We are confident, I say, and willing rather to be absent from the body, and to be present with the Lord.
9 ୯ ମାତର୍ ଏବେ ଆମେ ଜନ୍ତି ରଇଲେ ମିସା, ଏ ଜଗତେ ରଇଲେ କି, ପର୍ମେସର୍ ରଇବାଟାନେ ରଇଲେ ମିସା, ସେ ଜନ୍ଟା ଆମର୍ଟାନେଅନି ଆସା କଲାନି, ସେଟା ପୁରାପୁରୁନ୍ ଅ ବଲି ଆମେ ମନ୍ କଲୁନି ।
Therefore we labour, that, whether present or absent, we may be accepted by him.
10 ୧୦ ଆମେ ସବୁଲକ୍ କିରିସ୍ଟର୍ ମୁଆଟେ ଆଇବାକେ ପଡ୍ସି । କାଇକେବଇଲେ ସେ ଆମର୍ କାମ୍ ବିଚାର୍ କର୍ସି । ଏ ଜଗତେ ରଇକରି ଆମେ ଜନ୍ଟା କଲୁଆଚୁ, ସେଟା ନିକ ଅ କି ନ ଅ, ସେ ଇସାବେ ଆମ୍କେ ଗଟେକ୍ ଗଟେକ୍ ଲକ୍କେ ବୁତି ମିଲ୍ସି ।
For we must all appear before the judgment seat of Christ; that every one may receive the things done in his body, according to what he hath done, whether good or bad.
11 ୧୧ ଆମେ ଜାନିଆଚୁ ମାପ୍ରୁ ଆମ୍କେ ବିଚାର୍ କର୍ବାବେଲେ ଗଟେକ୍ ଡର୍ବା ବେଲା ଅଇସି । ସେଟାର୍ପାଇ ଆମେ ଲକ୍ମନ୍କେ ମାନାଇଲୁନି । ପର୍ମେସର୍ ଆମ୍କେ ପୁରାପୁରୁନ୍ ଜାନ୍ଲାନି । ଆରି ମୁଇ ଆସା କଲିନି ତମେ ମିସା ତମର୍ ମନେ ମନେ ମକେ ଜାନିରୁଆ ।
Knowing therefore the terror of the Lord, we persuade men; but we are made manifest to God; and I trust also are made manifest in your consciences.
12 ୧୨ ଏଟା ସବୁ ଲେକିକରି ତମେ ଆମ୍କେ ଆରିତରେକ୍ ଏ ଲକ୍ ନିକ ବଲିକରି କୁଆଇଅଇବାକେ ଆମେ ମନ୍ କରୁନାଇ । ମାତର୍ ଆମେ ଆସା କର୍ବାଟା ଟିକ୍ ଆଚେ, ସେଟା ତମେ ଜାନା ବଲି ଆମେ ମନ୍ କଲୁନି । ଆରି ଜନ୍ ଲକ୍ମନ୍ ନିକ ଗୁନ୍ ନ ମାନିକରି, ବାଇରେ ଡିସ୍ବା ବିସଇଟାନେ ବଡ୍ପନ୍ ଅଇବାଇ, ସେମନ୍କେ ବୁଜାଇପାରାସ୍ ।
For we commend not ourselves again to you, but give you occasion to glory on our behalf, that ye may have somewhat to answer them who glory in appearance, and not in heart.
13 ୧୩ କେତେଲକ୍ ଆମେ ବାୟା ଅଇଗାଲୁଆଚୁ ବଲି ବାବ୍ବାଇ । ସେନ୍ତାର୍ଆଲେ ସେନ୍ତି ଅଇବାଟା ପର୍ମେସର୍ ମନ୍ କଲା ଇସାବେ । ଜଦି ଆମେ ନିକ ଆଚୁ ବଲି ବାବ୍ଲେ ସେଟା ତମର୍ ବଲ୍ ପାଇ ।
For whether we are beside ourselves, it is to God: or whether we are of sound mind, it is for your cause.
14 ୧୪ କିରିସ୍ଟର୍ ଆଲାଦ୍ ଆମ୍କେ ବାଟ୍ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍ ଲାଗି ଆମେ ସବୁଲକ୍ ତାର୍ ମରନେ ମିସିଆଚୁ ।
For the love of Christ constraineth us; because we thus judge, that if one died for all, then were all dead:
15 ୧୫ ସେ ସବୁ ଲକର୍ପାଇ ମଲାଆଚେ । ଜେନ୍ତି କି ଜନ୍ଲକ୍ମନ୍ ବଁଚି ଆଚତ୍, ସେମନ୍ ନିଜର୍ ପାଇ ନ ବଁଚତ୍ । ଜେ ତାକର୍ ପାଇ ମରିକରି ଜିବନ୍ ଅଇ ଉଟ୍ଲା, ଅବ୍କା ତାର୍ ପାଇସେ ବଁଚ୍ବାର୍ ଆଚେ ।
And that he died for all, that they who live should not henceforth live to themselves, but to him who died for them, and rose again.
16 ୧୬ ଏ ଜଗତର୍ ଲକ୍ମନ୍ ବିଚାର୍ କଲାପାରା ଆମେ ଲକ୍ମନ୍କେ ବିଚାର୍ନା କରୁନାଇ । ପୁର୍ବେ ଆମେ କିରିସ୍ଟକେ ମିସା ଏ ଜଗତର୍ ଲକ୍ ବିଚାର୍ କଲାପାରା କର୍ତେରଇଲୁ । ମାତର୍ ଏବେ ଆମେ ସେନ୍ତି କରୁନାଇ ।
Therefore henceforth we know no man according to the flesh: though indeed, we have known Christ according to the flesh, yet now henceforth we know him no more.
17 ୧୭ ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
Therefore if any man is in Christ, he is a new creation: old things have passed away; behold, all things have become new.
18 ୧୮ ଏଟା ସବୁ ପର୍ମେସର୍ କଲାଆଚେ । ସେ କିରିସ୍ଟକେ ଦେଇ ଆମ୍କେ ସତ୍ରୁ ରଇବା ତେଇଅନି ମଇତର୍ କରିଆଚେ । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ ।
And all things are from God, who hath reconciled us to himself by Jesus Christ, and hath given to us the ministry of reconciliation;
19 ୧୯ ତେବେ ଆମେ ଏ ବିସଇ ଜାନାଇଦେଲୁନି, ଜେ କିରିସ୍ଟର୍ ଲାଗି ପର୍ମେସର୍ ସବୁ ମୁନୁସ୍ ଜାତିକେ ତାର୍ ନିଜର୍ ମଇତର୍ କରିପାର୍ସି । ଆରି ସେ ତାକର୍ ସବୁ ପାପ୍ କେମା କରିଦେଇସି । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ ।
That is, that God was in Christ, reconciling the world to himself, not imputing their trespasses to them; and hath committed to us the word of reconciliation.
20 ୨୦ ପର୍ମେସର୍ ଆମ୍କେ ଦେଇ ତମ୍କେ ବାବୁଜିଆ କଲାନି । ଏଟାର୍ପାଇ କିରିସ୍ଟ ଆମ୍କେ ପାଟାଇଲା ଆଚେ । ଆରି କିରିସ୍ଟର୍ ଲାଗି ଆମେ ମିସା ତମ୍କେ ବାବୁଜିଆ କଲୁନି । ପର୍ମେସର୍ ତମ୍କେ ସତ୍ରୁଟାନେଅନି ମଇତର୍ କର ।
Now then we are ambassadors for Christ, as though God did beseech you by us: we pray you in Christ’s stead, be ye reconciled to God.
21 ୨୧ କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
For he hath made him to be sin for us, who knew no sin; that we might be made the righteousness of God in him.