< ୨ୟ କରନ୍ତିୟ 4 >
1 ୧ ପର୍ମେସର୍ ତାର୍ ଜିବନ୍ ଦୁକାଇକରି ଆମ୍କେ ଏ ସେବାକାମ୍ ଦେଲାଆଚେ । ସେଟାର୍ପାଇ, ଆମେ ବପୁ ନଇଲା ଲକର୍ ପାରା କାମ୍ କରୁନାଇ ।
Therefore seeing we have this ministry, as we have received mercy, we faint not;
2 ୨ ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ ।
But have renounced the hidden things of dishonesty, not walking in craftiness, nor handling the word of God deceitfully; but by manifestation of the truth commending ourselves to every man’s conscience in the sight of God.
3 ୩ ଜଦି ଆମେ ଜାନାଇବା ସୁବ୍କବର୍ ନ ବୁଜ୍ବା ଲକ୍ ଆଚତ୍, ସେନ୍ତାର୍ ଆଲେ ସେମନ୍ସେ ଆଜିଜାଇରଇବା ଲକ୍ ।
But if our gospel is hid, it is hid to them that are lost:
4 ୪ ଏ ଜଗତର୍ କାରାପ୍ ସାସନ୍କାରିଆ ତାକର୍ ମନ୍ ଆନ୍ଦାର୍ କରି ଦେଇଆଚେ ଜେ, ସେମନ୍ ବିସ୍ବାସ୍ କରତ୍ ନାଇ । ଜନ୍ ଉଜଲ୍ ତାକର୍ ଉପ୍ରେ ଉଜଲ୍ ଦେଲାନି, ସେଟା ନ ଦେକ୍ବାକେ ସେ ଆଗ୍ଟିଦେଲାନି । କିରିସ୍ଟର୍ ମଇମାର୍ ଉଜଲ୍ ତାର୍ ସୁବ୍କବରେଅନି ଆଇସି । କିରିସ୍ଟ ସମାନ୍ ପର୍ମେସରର୍ ପାରାସେ ଆଚେ । (aiōn )
In whom the god of this world hath blinded the minds of them who believe not, lest the light of the glorious gospel of Christ, who is the image of God, should shine on them. (aiōn )
5 ୫ କାଇକେବଇଲେ ଆମେ ନିଜର୍ ବିସଇ ଜାନାଇ ଅଉନାଇ । ମାତର୍ ଜିସୁ କିରିସ୍ଟ ଜେ କି ମାପ୍ରୁ, ତାର୍ ବିସଇ ଜାନାଇଲୁନି । ଜିସୁର୍ ଲାଗି ତମର୍ ଗତିଦାଙ୍ଗ୍ଡା ଇସାବେ ଆମେ ନିଜେ ଜାନାଇଅଇଲୁନି ।
For we preach not ourselves, but Christ Jesus the Lord; and ourselves your servants for Jesus’ sake.
6 ୬ ପର୍ମେସର୍ ଜେ କି କଇଲା “ଉଜଲ୍ ଆନ୍ଦାରେ ଅନି ଉଜଲ୍ ଦେଇସି ।” ସେ ସମାନ୍ ପର୍ମେସର୍ କିରିସଟର୍ ମୁଏ ଅନି ତାର୍ ଉଜଲ୍ ଆମର୍ ବିତ୍ରେ ଉଜଲ୍ କରାଇଲା । ଜେନ୍ତାରି କି କିରିସ୍ଟ ତେଇ ରଇବା ପର୍ମେସରର୍ ମଇମା, ଆମେ ବୁଜି ପାର୍ବୁ ।
For God, who commanded the light to shine out of darkness, hath shone into our hearts, to give the light of the knowledge of the glory of God in the face of Jesus Christ.
7 ୭ ଆମେ ଗଟେକ୍ ମାଟି ଆଣ୍ଡି ପାରା । କାଇକେବଇଲେ ଆମ୍କେ ବପୁ ନ ରଇଲେ ମିସା ପର୍ମେସର୍ ତାର୍ ବେସି ମୁଲିଅ ରଇବା ବାକିଅ ଆମ୍କେ ସର୍ପି ଦେଲାଆଚେ । ଜେନ୍ତାରି କି ଆମ୍କେ ବପୁ ନ ରଇକରି ପର୍ମେସର୍କେସେ ବେସି ବପୁ ଆଚେ ବଲି ଲକ୍ମନ୍ ଜାନ୍ବାଇ ।
But we have this treasure in earthen vessels, that the excellency of the power may be of God, and not from us.
8 ୮ ଆମେ ସବୁ ରକାମର୍ ଦୁକ୍କସ୍ଟ ଅଇକରି ଗାଲୁନି, ଏଲେ ମିସା କସ୍ଟ ପାଉ ନାଇ । କେବେ କେବେ କାଇଟା କର୍ବୁ ବଲି ଗିଆନ୍ ନ ରଇଲା ଲକର୍ପାରା ଅଇଲୁନି, ଅଇଲେମିସା ମନ୍ଦୁକ୍ କରୁ ନାଇ ।
We are troubled on every side, yet not distressed; we are perplexed, but not in despair;
9 ୯ ସତ୍ରୁମନର୍ ଟାନେଅନି ଉଡା ସୁନି ସୁନି ରଇଲୁ, ଏଲେମିସା ମାପ୍ରୁ ଆମ୍କେ ଚାଡେ ନାଇ । ଆମର୍ ଗାଗ୍ଡେ କେତେକ୍ କେତେକ୍ ମାଡ୍ ଅଇଲା । ଅଇଲେ ମିସା ମାପ୍ରୁ ଆମ୍କେ ବିନାସ୍ ଅଇବାକେ ଦେଏନାଇ ।
Persecuted, but not forsaken; cast down, but not destroyed;
10 ୧୦ ଆମେ ସବୁବେଲେ ଜିସୁର୍ ମରନ୍ ଆମର୍ ଗାଗ୍ଡେ ଏତାଇଲୁନି । ଜେନ୍ତିକି ଜିସୁର୍ ଜିବନ୍ମିସା ଆମର୍ ଗାଗ୍ଡେ ଡିସ୍ସି ।
Always bearing about in the body the dying of the Lord Jesus, that the life also of Jesus may be made manifest in our body.
11 ୧୧ ଆମେ ଜିସୁର୍ ସଙ୍ଗ୍ ରଇଲାର୍ ପାଇ ବଁଚ୍ବାଜାକ ମର୍ବା ବିପଦେ ଆଚୁ । ଜେନ୍ତିକି ଲକ୍ମନ୍ ଏ ମର୍ବା ଗାଗ୍ଡେ ଜିସୁ ବଁଚିରଇବାଟା ଦେକ୍ବାଇ ।
For we who live are always delivered to death for Jesus’ sake, that the life also of Jesus may be made manifest in our mortal flesh.
12 ୧୨ ଏନ୍ତାରିସେ ଆମେ ମରନ୍ ଦାରିଆଚୁ । ମାତର୍ ତମର୍ଟାନେ ଜିବନ୍ ଅଇ ଆଇଲାନି । କାଇକେବଇଲେ ତମେ ନ ସାର୍ବା ଜିବନ୍ ପାଇସା ।
So then death worketh in us, but life in you.
13 ୧୩ ସାସ୍ତରେ ଲେକା ଅଇଲାପାରା “ମୁଇ ବିସ୍ବାସ୍ କଲି, ତେବର୍ପାଇ ମୁଇ କାତା ଅଇଲି”। ସେ ସମାନ୍ ବିସ୍ବାସର୍ ଆତ୍ମାଇ, ଜନ୍ ବାକିଅ ମୁଇ ବିସ୍ବାସ୍ କଲିଆଚି, ସେଟାସେ ମୁଇ ଏବେ ଲକ୍ମନ୍କେ ଜାନାଇଲିନି ।
We having the same spirit of faith, according as it is written, I believed, and therefore have I spoken; we also believe, and therefore speak;
14 ୧୪ କାଇକେ ବଇଲେ ଆମେ ଜାନିଆଚୁ ପର୍ମେସର୍ ଜେ କି ମାପ୍ରୁ ଜିସୁକେ ଜିବନ୍ କରି ଉଟାଇଲା, ସେ ଆମ୍କେ ମିସା ମାପ୍ରୁ ଜିସୁର୍ ସଙ୍ଗ୍ ଉଟାଇସି । ଆରି ତମର୍ ସଙ୍ଗ୍ ଆମ୍କେ ମିସା ପର୍ମେସରର୍ ମୁଆଟେ ନେଇସି ।
Knowing that he who raised the Lord Jesus shall raise us also by Jesus, and shall present us with you.
15 ୧୫ ତେବର୍ପାଇ ଜେତ୍କି ସବୁ ସାଦ୍ନା ବାନ୍ଦ୍ନା ଆଇଲାନି, ସେ ସବୁ ବିସଇ ତମର୍ ମଙ୍ଗଲର୍ପାଇ ସେ ଅଇଲାନି । ପର୍ମେସରର୍ ଜିବନ୍ ଦୁକାଇଲାଟା ଅଦିକ୍ ଅଦିକ୍ ଅଇକରି ଲକ୍ମନର୍ଟାନେ କେଟ୍ସି, ଆରି ସେମନ୍ ସବୁଲକ୍ ତାକେ ଦନିଅବାଦ୍ ଦେବାଇ ।
For all things are for your sakes, that the abundant grace may through the thanksgiving of many abound to the glory of God.
16 ୧୬ ତେବର୍ପାଇ ଆମେ ସାଆସ୍ ନ ଅଇରଇବା ଲକର୍ ପାରା ନ ଅଉଁ । କାଇକେବଇଲେ ଆମର୍ ବାଇରର୍ ଗାଗଡ୍ ମରିମରି ଆଇଲେ, ମିସା ବିତ୍ରେ ରଇବା ଲକ୍ ଦିନ୍କେ ଦିନ୍ ନୁଆ ଅଇ ଆଇଲାନି ।
For which cause we faint not; but though our outward man is perishing, yet the inward man is renewed day by day.
17 ୧୭ କାଇକେ ବଇଲେ ଆମର୍ ଦୁକ୍ କସ୍ଟ ସବୁ ଉନା ଅଇକରି ଚନେକର୍ପାଇ । ମାତର୍ ସେଟା ଆମ୍କେ ନ ସର୍ବା ସବୁଦିନର୍ ମଇମା ଆନ୍ସି । ସେଟା ଆମର୍ ଦୁକ୍ କସ୍ଟ ଟାନେଅନି ବଡ୍ ରଇସି । (aiōnios )
For our light affliction, which is but for a moment, worketh out for us a far more exceeding and eternal weight of glory; (aiōnios )
18 ୧୮ ତେବର୍ ପାଇ ଆମେ ଏ ଜଗତେ ଡିସ୍ବା ବିସଇ ଆସା ନ କରି ନ ଡିସ୍ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍ବା ବିସଇ ସବୁଦିନ୍ ନ ରଏ, ମାତର୍ ନ ଦେକ୍ବା ବିସଇ ସବୁ ଦିନର୍ପାଇ ରଇସି । (aiōnios )
While we look not at the things which are seen, but at the things which are not seen: for the things which are seen are temporal; but the things which are not seen are eternal. (aiōnios )