< ୧ମ କରନ୍ତିୟ 16 >

1 ଜିଉଦା ମଣ୍ଡଲିର୍‌ ବିସ୍‌ବାସିମନ୍‌କେ ଡାବୁ ସାଇଜ କର୍‌ବା ବିସଇ ମୁ ଲେକ୍‌ଲିନି । ମୁ ଗାଲାତିଅ ମଣ୍ଡଲିମନ୍‌କେ ଜାଇଟା କର୍‌ବାକେ ଆଦେସ୍‌ ଦେଲିଆଚି, ସେ ଆଦେସ୍‌ ଡାଁଟ୍‌ ସଙ୍ଗ୍‌ କର୍‌ବାର୍‌ଆଚେ ।
Jeśli chodzi o zbiórkę pieniędzy dla wierzących w Jerozolimie, zróbcie tak, jak poleciłem kościołom Galacji.
2 ତମର୍‌ କାମାଇବା ଇସାବେ, ସବୁ ବିସ୍‌ବାସିମନ୍‌, ବିସ୍‌ରାମ୍‌ ଦିନେ ମଣ୍ଡଲିତେଇ ରୁଣ୍ଡ୍‌ଲାବେଲେ ଅଲପ୍‌ ଅଲପ୍‌ ଡାବୁ ଜମାଇବାର୍‌ ଆଚେ । ଜେନ୍ତିକି ମୁଇ ଆଇଲାବେଲେ ଆରି ଡାବୁ ତଲ୍‌ବାକେ ନ ଲାଗେ ।
Niech każdy z was, już teraz, według własnych możliwości, co niedzielę odkłada pewną sumę. Nie chciałbym bowiem, żebyście organizowali zbiórkę pieniędzy dopiero wtedy, gdy przyjdę.
3 ମୁଇ ଆଇଲାବେଲେ ତମେ ବାଚିରଇବା ଲକ୍‌ମନ୍‌କେ ଗଟେକ୍‌ ଚିଟି ଲେକିଦେବି ଆରି ସେମନ୍‌ ଜମାଇଲା ଡାବୁ ଆରି ସେମନ୍‌କେ ଜାନାଇବା ଚିଟି ଦାରି, ଜିରୁସାଲାମ୍‌ ଜିବାଇ ।
Kiedy już przybędę, przekażę wasz dar wraz z listem do Jerozolimy przez godnych zaufania posłańców, których sami wybierzecie.
4 ଜଦି ମର୍‌ ଜିବାକେ ଦର୍‌କାର୍‌ ଅଇସି ବଇଲେ ସେମନ୍‌ ମର୍‌ସଙ୍ଗ୍‌ ଜାଇପାରତ୍‌ ।
A jeśli trzeba będzie, abym udał się tam osobiście, pójdą razem ze mną.
5 ମାତର୍‌ ମୁଇ ଏବେ ମାକିଦନିଆଇ ଗାଲିନି । ତେଇଅନି ଜାଇ ଆଇଲେ ତମର୍‌ ଲଗେ ଆଇବି ।
Gdy skończę moją podróż po Macedonii, przybędę do was.
6 ମୁଇ ତେଇ ତମର୍‌ ସଙ୍ଗ୍‌ କେତେକ୍‌ ଦିନ୍‌ ରଇବି । ଅଇପାରେ ସିତ୍‌ଦିନ୍‌ ସାର୍‌ବା ଜାକ । ତାର୍‌ପଚେ ଜନ୍ତି ଜିବାକେ ମନ୍‍ କଲିନି, ତେଇ ଜିବାକେ ତମେ ମକେ ସାଇଜ କରିପାରାସ୍‌ ।
Planuję zatrzymać się u was na dłużej, może nawet na całą zimę, abyście potem wyprawili mnie w dalszą drogę.
7 କାଇକେବଇଲେ ଜିବାବେଲେ ବାଟେ ତମର୍‌ ସଙ୍ଗ୍‌ ବେଟ୍‌ ଅଇକରି ଚନେକ୍‌ସେ ରଇବାକେ ମର୍‌ ମନ୍‍ ନାଇ । ମୁଇ ଆସା କଲିନି ମାପ୍‌ରୁ ମନ୍‍ କଲେ ମୁଇ ତମର୍‌ ସଙ୍ଗ୍‍ ଏତର୍‌ ବେସି ଦିନ୍‌ ରଇବି ।
Nie chcę więc teraz odwiedzać was tylko na krótko, bo—jeśli Pan pozwoli—chciałbym pobyć z wami trochę dłużej.
8 ମାତର୍‌ ମୁଇ ପେନ୍‌ଟିକସ୍‌ଟ୍‌ ପରବ୍‌ ଜାକ ଏପିସିଏ ରଇବି,
W Efezie pozostanę do święta Pięćdziesiątnicy,
9 ଇତି ମର୍‌ ବିରଦେ ବେସିଲକ୍‌ ରଇଲେ ମିସା, ସପଲ୍‌ ଅଇବା କାମ୍‌ କର୍‌ବାକେ ମର୍‌ ପାଇ ଦୁଆର୍‌ ଉଗାଡି ଅଇଆଚେ ।
pojawiły się tu bowiem wspaniałe możliwości głoszenia dobrej nowiny, chociaż nie brakuje również jej przeciwników.
10 ୧୦ ଜଦି ତିମତି ତମର୍‌ଟାନେ ଆଇଲେ, ତାକେ ଗତିଆ କରି ଡାକିନିଆ । କାଇକେବଇଲେ ସେ ମିସା ମର୍‌ପାରା ମାପ୍‌ରୁର୍‌ କାମ୍‌ କଲାନି ।
Gdy przybędzie do was Tymoteusz, okażcie mu wszelką pomoc, bo tak jak ja służy Panu.
11 ୧୧ ସେଟାର୍‌ ପାଇ ତାକେ କେ ମିସା ସାନ୍‌ ପାରା ଦେକାନାଇ । ମାତର୍‌ ତାକେ ସାଇଜ କରା, ଜେନ୍ତିକି, ସେ ତମର୍‌ ଜାଗାଇଅନି ଗାଲାବେଲେ, ସାନ୍ତିସଙ୍ଗ୍‍ ଜାଇପାର୍‌ସି । ଆରି ସେ ମର୍‌ଲଗେ ବାଅଡ୍‌ସି । ଇତିର୍‌ ବାଇବଇନିମନର୍‌ ସଙ୍ଗ୍‌ ମୁଇ ତାକେ ଜାଗ୍‌ଲିନି ।
Niech nikt go nie lekceważy. Wyprawcie go w podróż do mnie, bo już na niego czekam—razem z innymi wierzącymi.
12 ୧୨ ବାଇ ଆପଲର୍‌ ବିସଇ ମୁଇ କଇଲିନି । ବିନ୍‌ ବିସ୍‌ବାସିମନର୍‌ ସଙ୍ଗ୍‌ ତମ୍‌କେ ବେଟ୍‌ ଅଇବାକେ ମୁଇ ତାକେ ବେସି ତର୍‌ ସାର୍‌ଦା କରାଇଲି, ମାତର୍‌ ସେ ଏବେ ଜିବାକେ ମୁଲ୍‌କେ ରାଜି ଅଏନାଇ । ପଚେ ସୁଜଗ୍‌ ମିଲ୍‌ଲେ ସେ ତମର୍‌ଟାନେ ଆଇସି ଆକା ।
Co do Apollosa, to zachęcałem go, aby wziął z sobą kilku wierzących i odwiedził was. Teraz jednak jeszcze nie jest to wolą Pana, więc przybędzie później, we właściwym czasie.
13 ୧୩ ତମେ ଜାଗ୍‌ରତ୍‌ ରଇକରି ବିସ୍‌ବାସେ ଡାଁଟ୍‌ ରୁଆ । ବପୁ ଅଇକରି ସାଆସେ ରୁଆ ।
Uważajcie na siebie i trwajcie w wierze! Bądźcie odważni i silni.
14 ୧୪ ତମେ କର୍‌ବା ସବୁ କାମ୍‌ ଆଲାଦେ ସାରାଇବାର୍‌ ଆଚେ ।
We wszystkim, co robicie, okazujcie miłość.
15 ୧୫ ଏ ବାଇମନ୍‌, ତମେ ତିପାନ୍‌ ଆରି ତାର୍‌ କୁଟୁମ୍‌ ବିସଇ ଜାନାସ୍‌ । ସେମନ୍‌ ଆକାୟାର୍‌ ପର୍‌ତୁମ୍‌ ବିସ୍‌ବାସିମନ୍‌ ଆରି ପର୍‌ମେସରର୍‌ ଲକ୍‌ମନର୍‌ ସେବାଇ ନିଜେ ସର୍‌ପି ଅଇଲାଇ ଆଚତ୍‌ । ଏ ବାଇବଇନିମନ୍‌ ମୁଇ ତମ୍‌କେ ବାବୁଜିଆ କଲିନି,
Idźcie za przykładem Stefanasa i jego rodziny. Oni to jako pierwsi w całej Achai uwierzyli Panu i poświęcili się służbie innym wierzącym.
16 ୧୬ ଏନ୍ତାରି ଦାଇତ୍‌ ନେବା ଲକ୍‌ମନର୍‌ ତଲିଆ ରୁଆ । ଆରି ସେମନର୍‌ ସଙ୍ଗ୍‍ ସେବା କର୍‌ବା ଲକ୍‌ମନର୍‌ ତଲିଆ ଉଆ ।
Słuchajcie zarówno ich samych, jak i innych współpracowników, którzy wiernie wśród was pracują.
17 ୧୭ ତିପାନା, ପର୍‌ତୁନାତ୍‌ ଆରି ଆକାଇ ଇତି ଆଇଲାକେ ମୁଇ ବେସି ସାର୍‌ଦା ଅଇଲିନି । କାଇକେବଇଲେ ତମେ ନ ରଇଲେ ମିସା ସେମନ୍‌ ତମର୍‌ ଜାଗାଇ ରଇଲା ପାରା ।
Bardzo ucieszyłem się z odwiedzin Stefanasa, Fortunata i Achaika. Wynagrodzili mi waszą nieobecność
18 ୧୮ ତମ୍‌କେ ଜେନ୍ତି ସାର୍‌ଦା କରାଇଲାଇ, ମକେ ମିସା ସେନ୍ତି ସାର୍‌ଦା କରାଇଲାଇ । ଏନ୍ତାରି ଲକ୍‌ମନ୍‌କେ ନାମ୍‌ବାର୍‌ ଆଚେ ।
i dodali sił zarówno mnie samemu, jak i wam. Takich ludzi otaczajcie szacunkiem.
19 ୧୯ ଆସିଆ ଦେସର୍‌ ମଣ୍ଡଲିମନ୍‌ ତମ୍‌କେ ଜୁଆର୍‌ ଜାନାଇଲାଇନି । ଆକିଲା, ପିରିସ୍‌କିଲା ଆରି ସେମନର୍‌ ଗରେ ଉପାସନା କର୍‌ତେରଇବା ମଣ୍ଡଲି ମାପ୍‌ରୁର୍‌ ନାଉଁ ଦାରି ତମ୍‌କେ ତାକର୍‌ ମନ୍‌ ବିତ୍‌ରେ ଅନି ଜୁଆର୍‌ ଜାନାଇଲାଇନି ।
Kościoły prowincji Azja przesyłają wam serdeczne pozdrowienia. Pozdrawiają was również Akwila i Pryscylla oraz kościół, który spotyka się w ich domu.
20 ୨୦ ଇତିର୍‌ ବାଇବଇନିମନ୍‌ ସବୁ ତମ୍‌କେ ଜୁଆର୍‌ ଜାନାଇଲାଇନି । ତମର୍‌ ତମର୍‌ ବିତ୍‌ରେ ଆତେ ଦାରାଦାରି ଅଇ କିରିସ୍‌ଟର୍‌ ଆଲାଦେ ସାଲାମ୍‌ କରି ଜୁଆର୍‌ବେଟ୍‌ ଉଆ ।
Wszyscy przyjaciele, którzy są ze mną, także proszą o przesłanie wam ich pozdrowień. Przekażcie je innym wierzącym!
21 ୨୧ ମୁଇ ପାଉଲ୍‌, ଏତ୍‌କିସେ ଲେକି ଜୁଆର୍‌ ଜାନାଇଲିନି ।
Teraz ja, Paweł, własnoręcznie dopisuję moje pozdrowienia.
22 ୨୨ ଜଦି କେ ମାପ୍‌ରୁକେ ଲାଡ୍‌ ନ କରେ, ସେ ଅବିସାପ୍‌ ପାଅ । ମାରାନାତା, ଆମର୍‌ ମାପ୍‌ରୁ ଆସ ।
Ten, kto nie kocha Pana, niech będzie przeklęty. Przyjdź, Panie Jezu!
23 ୨୩ ମାପ୍‌ରୁ ଜିସୁର୍‌ ଜିବନ୍‌ ଦୁକାନି ତମର୍‌ଟାନେ ରଅ ।
Niech Jezus, nasz Pan, obdarza was swoją łaską!
24 ୨୪ କିରିସ୍‌ଟ ଜିସୁକିରିସ୍‌ଟର୍‌ ସଙ୍ଗ୍‌ ମିସିରଇବା ସବୁକେ ମର୍‌ ଆଲାଦ୍‌ ରଅ ।
Wszystkim, którzy należycie do Chrystusa Jezusa, przesyłam wyrazy miłości.

< ୧ମ କରନ୍ତିୟ 16 >