Preface
Read
+
Publisher
Nainoia, Inc.
PO Box 462, Bellefonte, PA 16823
(814) 470-8028
Nainoia Inc, Publisher
LinkedIn/NAINOIA-INC
Third Party Publisher Resources
Request Custom Formatted Verses
Please contact us below
Submit your proposed corrections
I understand that the Aionian Bible republishes public domain and Creative Commons Bible texts and that volunteers may be needed to present the original text accurately. I also understand that apocryphal text is removed and most variant verse numbering is mapped to the English standard. I have entered my corrections under the verse(s) below. Proposed corrections to the Desiya New Testament, 1-Corinthians Chapter 16 https://www.AionianBible.org/Bibles/Desiya---Desiya-Bible/1-Corinthians/16 1 ୧) ଜିଉଦା ମଣ୍ଡଲିର୍ ବିସ୍ବାସିମନ୍କେ ଡାବୁ ସାଇଜ କର୍ବା ବିସଇ ମୁ ଲେକ୍ଲିନି । ମୁ ଗାଲାତିଅ ମଣ୍ଡଲିମନ୍କେ ଜାଇଟା କର୍ବାକେ ଆଦେସ୍ ଦେଲିଆଚି, ସେ ଆଦେସ୍ ଡାଁଟ୍ ସଙ୍ଗ୍ କର୍ବାର୍ଆଚେ । 2 ୨) ତମର୍ କାମାଇବା ଇସାବେ, ସବୁ ବିସ୍ବାସିମନ୍, ବିସ୍ରାମ୍ ଦିନେ ମଣ୍ଡଲିତେଇ ରୁଣ୍ଡ୍ଲାବେଲେ ଅଲପ୍ ଅଲପ୍ ଡାବୁ ଜମାଇବାର୍ ଆଚେ । ଜେନ୍ତିକି ମୁଇ ଆଇଲାବେଲେ ଆରି ଡାବୁ ତଲ୍ବାକେ ନ ଲାଗେ । 3 ୩) ମୁଇ ଆଇଲାବେଲେ ତମେ ବାଚିରଇବା ଲକ୍ମନ୍କେ ଗଟେକ୍ ଚିଟି ଲେକିଦେବି ଆରି ସେମନ୍ ଜମାଇଲା ଡାବୁ ଆରି ସେମନ୍କେ ଜାନାଇବା ଚିଟି ଦାରି, ଜିରୁସାଲାମ୍ ଜିବାଇ । 4 ୪) ଜଦି ମର୍ ଜିବାକେ ଦର୍କାର୍ ଅଇସି ବଇଲେ ସେମନ୍ ମର୍ସଙ୍ଗ୍ ଜାଇପାରତ୍ । 5 ୫) ମାତର୍ ମୁଇ ଏବେ ମାକିଦନିଆଇ ଗାଲିନି । ତେଇଅନି ଜାଇ ଆଇଲେ ତମର୍ ଲଗେ ଆଇବି । 6 ୬) ମୁଇ ତେଇ ତମର୍ ସଙ୍ଗ୍ କେତେକ୍ ଦିନ୍ ରଇବି । ଅଇପାରେ ସିତ୍ଦିନ୍ ସାର୍ବା ଜାକ । ତାର୍ପଚେ ଜନ୍ତି ଜିବାକେ ମନ୍ କଲିନି, ତେଇ ଜିବାକେ ତମେ ମକେ ସାଇଜ କରିପାରାସ୍ । 7 ୭) କାଇକେବଇଲେ ଜିବାବେଲେ ବାଟେ ତମର୍ ସଙ୍ଗ୍ ବେଟ୍ ଅଇକରି ଚନେକ୍ସେ ରଇବାକେ ମର୍ ମନ୍ ନାଇ । ମୁଇ ଆସା କଲିନି ମାପ୍ରୁ ମନ୍ କଲେ ମୁଇ ତମର୍ ସଙ୍ଗ୍ ଏତର୍ ବେସି ଦିନ୍ ରଇବି । 8 ୮) ମାତର୍ ମୁଇ ପେନ୍ଟିକସ୍ଟ୍ ପରବ୍ ଜାକ ଏପିସିଏ ରଇବି, 9 ୯) ଇତି ମର୍ ବିରଦେ ବେସିଲକ୍ ରଇଲେ ମିସା, ସପଲ୍ ଅଇବା କାମ୍ କର୍ବାକେ ମର୍ ପାଇ ଦୁଆର୍ ଉଗାଡି ଅଇଆଚେ । 10 ୧୦) ଜଦି ତିମତି ତମର୍ଟାନେ ଆଇଲେ, ତାକେ ଗତିଆ କରି ଡାକିନିଆ । କାଇକେବଇଲେ ସେ ମିସା ମର୍ପାରା ମାପ୍ରୁର୍ କାମ୍ କଲାନି । 11 ୧୧) ସେଟାର୍ ପାଇ ତାକେ କେ ମିସା ସାନ୍ ପାରା ଦେକାନାଇ । ମାତର୍ ତାକେ ସାଇଜ କରା, ଜେନ୍ତିକି, ସେ ତମର୍ ଜାଗାଇଅନି ଗାଲାବେଲେ, ସାନ୍ତିସଙ୍ଗ୍ ଜାଇପାର୍ସି । ଆରି ସେ ମର୍ଲଗେ ବାଅଡ୍ସି । ଇତିର୍ ବାଇବଇନିମନର୍ ସଙ୍ଗ୍ ମୁଇ ତାକେ ଜାଗ୍ଲିନି । 12 ୧୨) ବାଇ ଆପଲର୍ ବିସଇ ମୁଇ କଇଲିନି । ବିନ୍ ବିସ୍ବାସିମନର୍ ସଙ୍ଗ୍ ତମ୍କେ ବେଟ୍ ଅଇବାକେ ମୁଇ ତାକେ ବେସି ତର୍ ସାର୍ଦା କରାଇଲି, ମାତର୍ ସେ ଏବେ ଜିବାକେ ମୁଲ୍କେ ରାଜି ଅଏନାଇ । ପଚେ ସୁଜଗ୍ ମିଲ୍ଲେ ସେ ତମର୍ଟାନେ ଆଇସି ଆକା । 13 ୧୩) ତମେ ଜାଗ୍ରତ୍ ରଇକରି ବିସ୍ବାସେ ଡାଁଟ୍ ରୁଆ । ବପୁ ଅଇକରି ସାଆସେ ରୁଆ । 14 ୧୪) ତମେ କର୍ବା ସବୁ କାମ୍ ଆଲାଦେ ସାରାଇବାର୍ ଆଚେ । 15 ୧୫) ଏ ବାଇମନ୍, ତମେ ତିପାନ୍ ଆରି ତାର୍ କୁଟୁମ୍ ବିସଇ ଜାନାସ୍ । ସେମନ୍ ଆକାୟାର୍ ପର୍ତୁମ୍ ବିସ୍ବାସିମନ୍ ଆରି ପର୍ମେସରର୍ ଲକ୍ମନର୍ ସେବାଇ ନିଜେ ସର୍ପି ଅଇଲାଇ ଆଚତ୍ । ଏ ବାଇବଇନିମନ୍ ମୁଇ ତମ୍କେ ବାବୁଜିଆ କଲିନି, 16 ୧୬) ଏନ୍ତାରି ଦାଇତ୍ ନେବା ଲକ୍ମନର୍ ତଲିଆ ରୁଆ । ଆରି ସେମନର୍ ସଙ୍ଗ୍ ସେବା କର୍ବା ଲକ୍ମନର୍ ତଲିଆ ଉଆ । 17 ୧୭) ତିପାନା, ପର୍ତୁନାତ୍ ଆରି ଆକାଇ ଇତି ଆଇଲାକେ ମୁଇ ବେସି ସାର୍ଦା ଅଇଲିନି । କାଇକେବଇଲେ ତମେ ନ ରଇଲେ ମିସା ସେମନ୍ ତମର୍ ଜାଗାଇ ରଇଲା ପାରା । 18 ୧୮) ତମ୍କେ ଜେନ୍ତି ସାର୍ଦା କରାଇଲାଇ, ମକେ ମିସା ସେନ୍ତି ସାର୍ଦା କରାଇଲାଇ । ଏନ୍ତାରି ଲକ୍ମନ୍କେ ନାମ୍ବାର୍ ଆଚେ । 19 ୧୯) ଆସିଆ ଦେସର୍ ମଣ୍ଡଲିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଆକିଲା, ପିରିସ୍କିଲା ଆରି ସେମନର୍ ଗରେ ଉପାସନା କର୍ତେରଇବା ମଣ୍ଡଲି ମାପ୍ରୁର୍ ନାଉଁ ଦାରି ତମ୍କେ ତାକର୍ ମନ୍ ବିତ୍ରେ ଅନି ଜୁଆର୍ ଜାନାଇଲାଇନି । 20 ୨୦) ଇତିର୍ ବାଇବଇନିମନ୍ ସବୁ ତମ୍କେ ଜୁଆର୍ ଜାନାଇଲାଇନି । ତମର୍ ତମର୍ ବିତ୍ରେ ଆତେ ଦାରାଦାରି ଅଇ କିରିସ୍ଟର୍ ଆଲାଦେ ସାଲାମ୍ କରି ଜୁଆର୍ବେଟ୍ ଉଆ । 21 ୨୧) ମୁଇ ପାଉଲ୍, ଏତ୍କିସେ ଲେକି ଜୁଆର୍ ଜାନାଇଲିନି । 22 ୨୨) ଜଦି କେ ମାପ୍ରୁକେ ଲାଡ୍ ନ କରେ, ସେ ଅବିସାପ୍ ପାଅ । ମାରାନାତା, ଆମର୍ ମାପ୍ରୁ ଆସ । 23 ୨୩) ମାପ୍ରୁ ଜିସୁର୍ ଜିବନ୍ ଦୁକାନି ତମର୍ଟାନେ ରଅ । 24 ୨୪) କିରିସ୍ଟ ଜିସୁକିରିସ୍ଟର୍ ସଙ୍ଗ୍ ମିସିରଇବା ସବୁକେ ମର୍ ଆଲାଦ୍ ରଅ । Additional comments?
Refresh Captcha
The world's first Holy Bible un-translation!