< Aabenbaringen 9 >

1 Og den femte Engel basunede, og jeg saa en Stjerne, som var falden ned fra Himmelen paa Jorden, og Nøglen til Afgrundens Brønd blev given den. (Abyssos g12)
ତାର୍‌ପଚେ ପାଁଚ୍‌ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ବାଦଲେଅନି ଦର୍‌ତନି ଉପ୍‌ରେ ଅଦ୍‌ରି ରଇବା ଗଟେକ୍‌ ତାରା ଦେକ୍‌ଲି । ତାକେ ପାତାଲର୍‌ କୁଚିକାଡି ଦିଆଅଇରଇଲା । (Abyssos g12)
2 Og den aabnede Afgrundens Brønd, og en Røg steg op af Brønden, lig Røgen af en stor Ovn; og Solen og Luften blev formørket af Røgen fra Brønden. (Abyssos g12)
ସେ ତାରା ପାତାଲ୍‌ ଉଗାଡ୍‌ଲା ଆରି ତେଇଅନି ଗଟେକ୍‌ ଜଇଲାଗ୍‌ବା ବାଟି ଅନି ଦୁଆଁ ବାରଇଲା ପାରା ବାରଇଲା । ପାତାଲେଅନି ଆଇବା ଦୁଆଁର୍‌ ଲାଗି ବେଲର୍‌ ଉଜଲ୍‌ ଆରି ପବନ୍‌ ଆନ୍ଦାର୍‌ ଅଇଗାଲା । (Abyssos g12)
3 Og fra Røgen udgik der Græshopper over Jorden, og der blev givet dem Magt, som Jordens Skorpioner have Magt.
ଦର୍‌ତନିଟାନେ ରଇବା ଦୁଆଁର୍‌ ଲାଗି, ତେଇଅନି ଚିଟ୍‌କାମନ୍‌ ବାରଇଲାଇ । ସେଟାମନ୍‌କେ ବିସ୍‌କାକ୍‌ଡାର୍‌ ପାରା ବପୁ ଦିଆଅଇରଇଲା ।
4 Og der blev sagt til dem, at de ikke maatte skade Græsset paa Jorden, ej heller noget grønt eller noget Træ, men kun de Mennesker, som ikke have Guds Segl paa deres Pander.
ସେମନ୍‌କେ ଦର୍‌ତନିର୍‌ ଗାଁସ୍‌ କି ଗଚ୍‌ କି ବିନ୍‌ ବାଡର୍‌ ଗଚ୍‌କୁଟ୍‌କେ ମାରାନାଇ ବଲି କୁଆଅଇରଇଲା । ପର୍‌ମେସରର୍‌ ସିଲର୍‌ ଚିନ୍‌, ଜନ୍‌ ଲକ୍‌ମନର୍‌ କାପାଲେ ନ ରଇଲା, ସେମନ୍‌କେ ଆକା ମାର୍‌ବାକେ ଆଦେସ୍‌ ରଇଲା ।
5 Og det blev dem givet ikke at dræbe dem, men at pine dem i fem Maaneder; og Pinen, de voldte, var som Pinen af en Skorpion, naar den stikker et Menneske.
ଏ ଲକ୍‌ମନ୍‌କେ ମରାଇବାକେ ଚିଟ୍‌କାମନ୍‌କେ ଆଦେସ୍‌ ନ ଦେଇରଇଲା । ମାତର୍‌ ପାଁଚ୍‌ମାସ୍‌ ଜାକ ସେମନ୍‌କେ କସ୍‌ଟ ଦେବାକେ ସେମନ୍‌ ଜନ୍‌ କସ୍‌ଟ ପାଇବାଇ, ସେଟା ଗଟେକ୍‌ ବିସ୍‌କାକ୍‌ଡା ଚାବ୍‌ଲାବେଲର୍‌ ଦୁକାପାରା ରଇସି ।
6 Og i de Dage skulle Menneskene søge Døden og ikke finde den, og attraa at dø, og Døden flyr fra dem.
ସେ ପାଁଚ୍‌ମାସ୍‌ ଜାକ କେନ୍ତି କରି ମର୍‌ବୁ ବଲି ବାଟ୍‌ କଜ୍‌ବାଇ । ମାତର୍‌ ସେଟା ମିଲାଇନାପାରତ୍‌ । ସେମନ୍‌ ମର୍‌ବାକେ ବେସି ମନ୍‍ କର୍‌ବାଇ, ମାତର୍‌ ସେଟା ନ ଅଏ ।
7 Og Græshoppeskikkelserne lignede Heste, rustede til Krig, og paa deres Hoveder var der som Kroner, der lignede Guld, og deres Ansigter vare som Menneskers Ansigter,
ଜୁଇଦ୍‌ ପାଇ ତିଆର୍‌ ଅଇରଇବା ଗଡାମନର୍‌ପାରା ସେ ଚିଟ୍‌କାମନ୍‌ ଡିସ୍‌ତେରଇଲାଇ । ସେମନର୍‌ ମୁଣ୍ଡ୍‌ ସୁନାର୍‌ ମୁକୁଟ୍‌ ପିନ୍ଦି ରଇଲାଇ । ସେମନର୍‌ ମୁ ଲକ୍‌ମନର୍‌ ମୁ ପାରା ରଇଲା ।
8 og de havde Haar som Kvinders Haar, og deres Tænder vare som Løvers,
ସେମନର୍‌ ଚେଣ୍ଡି ମାଇଜିଟକିମନର୍‌ପାରା ଆରି ଦାତ୍‌ ସିଅଁମନର୍‌ପାରା ରଇଲା । ତାକର୍‌ ବୁକେ ଲୁଆର୍‌ ସାଞ୍ଜୁ ଡାବିଅଇରଇଲା ।
9 og de havde Pansere som Jernpansere; og Lyden af deres Vinger var som Lyd af Stridsvogne, naar mange Heste fare ud til Kamp.
ତାକର୍‌ ଡେନାମନ୍‌ ଜାଡ୍‌ଲେ ଜୁଇଦ୍‌କେ ଜିବା ଗଡାର୍‌ ରତର୍‌ ସବଦ୍‌ ପାରା ସୁନିଅଇତେରଇଲା ।
10 Og de have Haler, som ligne Skorpioners, og Brodde, og i deres Haler ligger deres Magt til at skade Menneskene i fem Maaneder.
୧୦ବିସ୍‌କାକ୍‌ଡା ମନର୍‌ ପାରା ସେମନର୍‌ ଲେଞ୍ଜ୍‌ ଗଜିଆ ରଇଲା । ଆରି ବିସ୍‌କାକ୍‌ଡା ପାରା ଚାବ୍‌ତେରଇଲା । ପାଁଚ୍‌ମାସ୍‌ ଜାକ ଲକ୍‌ମନ୍‌କେ ନସାଇବାକେ ତାକର୍‌ ଲେଞ୍ଜର୍‌ ବପୁ ରଇଲା ।
11 De have Afgrundens Engel til Konge over sig; hans Navn er paa Hebraisk Abaddon, og paa Græsk har han Navnet Apollyon. (Abyssos g12)
୧୧ତାକର୍‌ ଉପ୍‌ରେ ଗଟେକ୍‌ ରାଜା ସାସନ୍‌ କର୍‌ତେରଇଲା । ସେ ପାତାଲେ ଦେକା ରକା କର୍‌ବା ଦୁତ୍‌ । ଏବ୍‌ରି ବାସାଇ ତାର୍‌ ନାଉଁ ଅଇଲାନି ଅବଦନ୍‌ । ଆରି ଗିରିକ୍‌ ବାସାଇ ଅପଲିୟନ୍‌ । ତାର୍‌ ଅରତ୍‌ ଅଇଲାନି କୁରୁପ୍‌ନାସ୍‌ କର୍‌ବା ଲକ୍‌ । (Abyssos g12)
12 Det første Ve er til Ende; se, der kommer endnu to Veer derefter.
୧୨ପର୍‌ତୁମର୍‌ ଡର୍‌ ଲାଗ୍‌ବା ଦୁକ୍‌ କସ୍‌ଟ ସାର୍‌ଲା । ତାର୍‌ପଚେ ଆରି ଦୁଇଟା ଅଦିକ୍‌ ଦୁକ୍‌ କସ୍‌ଟ ଅଇବାଟା ଆଇଲାନି ।
13 Og den sjette Engel basunede, og jeg hørte en Røst fra de fire Horn paa Guldalteret, som staar for Guds Aasyn,
୧୩ତାର୍‌ପଚେ ଚଅ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ପର୍‌ମେସର୍‌ ମୁଆଁଟେ ରଇବା ସୁନା ବେଦିର୍‌ ଚାରିଟା କନେଅନି ମୁଇ ଗଟେକ୍‌ ସବଦ୍‌ ସୁନ୍‌ଲି ।
14 sige til den sjette Engel, der havde Basunen: Løs de fire Engle, som ere bundne ved den store Flod Eufrat.
୧୪ସେ ସବଦ୍‌ ଚଅ ଲମର୍‌ ଦୁତ୍‌କେ କଇଲା, ବଡ୍‌ ଗାଡ୍‌ ଇଉପର୍‌ଟିସ୍‌ ଗାଡେ, ବାନ୍ଦି ସଙ୍ଗଇବା ଚାରିଟା ଦୁତ୍‌ମନ୍‌କେ ମୁକ୍‌ଲାଇଦେସ୍‌ ।
15 Og de fire Engle bleve løste, som til den Time og Dag og Maaned og Aar vare rede til at ihjelslaa Tredjedelen af Menneskene.
୧୫ଚାର୍‌ଟା ଦୁତ୍‌ମନ୍‌କେ ମୁକ୍‌ଲାଇଲା । ଗୁଲାଇ ମୁନୁସ୍‌ଜାତିର୍‌ ତିନ୍‌ ବାଗେଅନି ଗଟେକ୍‌ ବାଗ୍‌କେ ମରାଇବାକେ ସେମନ୍‌କେ ତିଆର୍‌ କରି ସଙ୍ଗଇରଇଲା । ଏ ସମାନ୍‌ ବରସର୍‌, ସମାନ୍‌ ମାସର୍‌, ସମାନ୍‌ ଦିନର୍‌, ସମାନ୍‌ ଗଁଟାର୍‌ପାଇ ସେମନ୍‌କେ ସଙ୍ଗଇରଇଲା ।
16 Og Tallet paa Rytterhærene var to Gange Titusinde Gange Titusinde; jeg hørte deres Tal.
୧୬ତାର୍‌ପଚେ ଗଟେକ୍‌ ବଡ୍‌ଦଲ୍‌ ଅଇକରି ଗଡାଲଗେ ଆଇତେ ରଇବା ସନିଅମନ୍‌ ଜନ୍‌ଲକ୍‌ମନ୍‌ କି ଦୁଇସ ଲକିଅ ଲକ୍‌ମନ୍‌ ଆଚତ୍‌ ବଲି ସେମନ୍‌ କଇଲାଇ, ସେଟା ଦେକ୍‌ଲି ।
17 Og saaledes saa jeg Hestene i Synet og dem, som sade derpaa, hvilke havde ildrøde og sorteblaa og svovlgule Pansere; og Hestenes Hoveder vare som Løvers Hoveder, og af deres Munde udgik Ild og Røg og Svovl.
୧୭ମୁଇ ମର୍‌ ଦର୍‌ସନେ ଗଡାମନ୍‌କେ ଆରି ତାର୍‌ ଚାଲାଉମନ୍‌କେ ଦେକ୍‌ଲି । ତାକର୍‌ ସାଞ୍ଜୁମନ୍‌ ଜଇପାରା ରଙ୍ଗ୍‌ ଆରି ନିଲି ପାରା ନିଲିଆ, ଅଲ୍‌ଦି ପାରା ରଇଲା । ସେ ଗଡା ମନର୍‌ ମୁଣ୍ଡ୍‌ ସିଅଁମନର୍‌ ମୁଣ୍ଡ୍‌ ପାରା ରଇଲା । ଆରି ତାକର୍‌ ଟଣ୍ଡେଅନି ଜଇ ଦୁଆଁ ଆରି ରକତ୍‌ ପାରାଟା ବାରଇତେରଇଲା ।
18 Af disse tre Plager, af Ilden og Røgen og Svovlet, som udgik af deres Munde, blev Tredjedelen af Menneskene ihjelslaaet.
୧୮ଗୁଲାଇ ମୁନୁସ୍‌ ଜାତିର୍‌ ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ସେ ତିନ୍‌ଟା ମର୍‌ଡିର୍‌ଲାଗି ମରିଗାଲାଇ । ଗଡାମନର୍‌ ଟଣ୍ଡେଅନି ଆଇବା ଜଇ ଦୁଆଁ ଆରି ଗନ୍ଦ୍‌ପାରା ତିନ୍‌ଟା ମର୍‌ଡି ଅଇଲା ।
19 Thi Hestenes Magt er i deres Mund og i deres Haler; thi deres Haler ligne Slanger, have Hoveder, og med dem gøre de Skade.
୧୯ଗଡାମନର୍‌ ବପୁ ତାକର୍‌ ଟଣ୍ଡେ ଆରି ତାକର୍‌ ଲେଞ୍ଜେ ମିସିକରି ରଇଲା । ତାକର୍‌ ଲେଞ୍ଜ୍‌ ମୁଣ୍ଡ୍‌ ରଇବା ସାଁପ୍‌ମନର୍‌ ପାରା ରଇଲା । ସେଟାସଙ୍ଗ୍‍ ସେମନ୍‌ ଲକ୍‌ମନ୍‌କେ ମାର୍‌ତେରଇଲାଇ ।
20 Og de øvrige Mennesker, som ikke bleve dræbte i disse Plager, omvendte sig ikke fra deres Hænders Gerninger, saa de lode være at tilbede de onde Aander og Afgudsbillederne af Guld og Sølv og Kobber og Sten og Træ, som hverken kunne se eller høre eller gaa;
୨୦ଏ ମର୍‌ଡି ଅଇଲାର୍‌ ପାଇ ଜେତ୍‌କି ରଇଲା ମନସ୍‌ ଜାତି, ଆତେ ତିଆର୍‌କରି ରଇବାଟାକେ ଚାଡତ୍‌ନାଇ । ଗଚ୍‌ସଙ୍ଗ୍‍, ପାକ୍‌ନାସଙ୍ଗ୍‍, ପିତଲ୍‌ସଙ୍ଗ୍, ରୁପାସଙ୍ଗ୍‍ ଆରି ସୁନାସଙ୍ଗ୍‍ ତିଆର୍‌ କରିରଇବା ମୁର୍‌ତିମନ୍‌କେ ଆରି ଡୁମାମନ୍‌କେ ସେବା କର୍‌ବାଟା ସେମନ୍‌ ଚାଡତ୍‌ନାଇ ।
21 og de omvendte sig ikke fra deres Myrden eller fra deres Trolddom eller fra deres Utugt eller fra deres Tyveri.
୨୧ସେମନ୍‌ ଚରାଇବାଟା, ବେସିଆ କାମ୍‌ କର୍‌ବାଟା, ଜାଦୁ ମଁତର୍‌ କର୍‌ବାଟା ଆରି ନର୍‌ ମରାଇବାଟା ମିସା ଚାଡତ୍‌ନାଇ ।

< Aabenbaringen 9 >