< Aabenbaringen 10 >

1 Og jeg saa en anden vældig Engel komme ned fra Himmelen, svøbt i en Sky, og Regnbuen var paa hans Hoved, og hans Ansigt var som Solen og hans Fødder som Ildsøjler,
ତାର୍‌ପଚେ ଏଦେ ଦେକା! ସର୍‌ଗେଅନି ଆରି ଗଟେକ୍‌ ବଡ୍‌ ଦୁତ୍‌ ଉତ୍‌ରି ଆଇବାଟା ମୁଇ ଦେକ୍‌ଲି । ତାକେ ଗଟେକ୍‌ ବାଦଲ୍‌ ଗୁଡାଇରଇଲା ଆରି ମୁଣ୍ଡେ ଗଟେକ୍‌ ଇନ୍ଦର୍‌ଦୁନୁ ଗୁଡିଆଇ ଅଇରଇଲା । ତାର୍‌ ମୁ ବେଲ୍‌ ପାରା ରଇଲା । ତାର୍‌ ଗଡ୍‌ମନ୍‌ ଜଇର୍‌ କୁନାଦି ପାରା ରଇଲା ।
2 og han havde i sin Haand en lille aabnet Bog. Og han satte sin højre Fod paa Havet og den venstre paa Jorden.
ତାର୍‌ ଆତେ ଉଗାଡି ଅଇରଇବା ଗଟେକ୍‌ ସାନ୍‌ ବଇ ରଇଲା । ସେ ତାର୍‌ ଉଜାଗଡ୍‌ ସମ୍‌ଦୁର୍‌ ବିତ୍‌ରେ ସଙ୍ଗଇଲା ଆରି ଡେବ୍‌ରି ଗଡ୍‌ ସୁକ୍‌ଲା ବୁଏଁ ସଙ୍ଗଇଲା ।
3 Og han raabte med høj Røst, som en Løve brøler; og da han havde raabt, lode de syv Tordener deres Røster høre.
ସେ ଆଉଲି ଅଇଲାକେ ସିଅଁମନ୍‌ ଅଡର୍‌ଲା ପାରା ସୁନିଅଇଲା । ସେ ଡାକ୍‌ଲା ପଚେ, ସାତ୍‌ଟା ଗଡ୍‌ଗଡିମନ୍‌ ଅଡ୍‌ରିକରି କଇଲାଇ ।
4 Og da de syv Tordener havde talt, vilde jeg til at skrive; og jeg hørte en Røst fra Himmelen, som sagde: Forsegl, hvad de syv Tordener talte, og nedskriv det ikke!
ସେମନ୍‌ କାତା ଅଇଲା ଦାପ୍‌ରେ ମୁଇ ଲେକ୍‌ବାକେ ଆରାମ୍‌ ଅଇରଇଲି । ମାତର୍‌ ସର୍‌ଗେଅନି ଗଟେକ୍‌ ସବଦ୍‌ ସୁନ୍‌ଲି, ସାତ୍‌ଟା ଗଡ୍‌ଗଡିମନ୍‌ କଇଲାଟା କେ ନାଜାନ୍‌ଲାପାରା ସଙ୍ଗ । ସେଟା ଲେକ୍‌ନାଇ ।
5 Og Engelen, som jeg saa staa paa Havet og paa Jorden, opløftede sin højre Haand imod Himmelen
ତାର୍‌ପଚେ ମୁଇ ଆଗ୍‌ତୁ ଦେକିରଇବା ଦୁତ୍‌ ଜେ କି ସମ୍‌ଦୁରେ ଆରି ସୁକ୍‌ଲା ପଦାଇ ଟିଆ ଅଇରଇଲା, ସେ ତାର୍‌ ଉଜା ଆତ୍‌ ସରଗ୍‌ବାଟେ ଲାମାଇଲା ।
6 og svor ved ham, som lever i Evighedernes Evigheder, som har skabt Himmelen, og hvad deri er, og Jorden, og hvad derpaa er, og Havet, og hvad deri er, at der ikke mere skal gives Tid; (aiōn g165)
ପର୍‌ମେସରର୍‌ ନାଉଁ ଦାରି ସେ ଗଟେକ୍‌ ସପତ୍‌ କଲା । ପର୍‌ମେସର୍‌ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବଁଚ୍‌ସି । ସେ ସର୍‌ଗେ ରଇବାଟା, ଦର୍‌ତନିତେଇ ରଇବାଟା ଆରି ସମ୍‌ଦୁରେ ରଇବା ସବୁଜାକ ତିଆର୍‌ କଲା । ସେ ଦୁତ୍‌ କଇଲା, “ଆରି ଅଲ୍‌ସମ୍‌ ନ ଅଏ ।” (aiōn g165)
7 men i de Dage, da den syvende Engels Røst lyder, naar han skal til at basune, da er Guds skjulte Raad fuldbyrdet saaledes, som han har forkyndt sine Tjenere Profeterne.
ମାତର୍‌ ଜେଡେବେଲେ ସାତ୍‌ ଲମର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ସି, ସେଡ୍‌କିବେଲେ, ପର୍‌ମେସର୍‌ କାକେ ନ ଜାନାଇରଇବା ତାର୍‌ ମନ୍‍ କଲାଟା ପୁରାପୁରୁନ୍‌ ସିଦ୍‌ କର୍‌ସି । ଏଟା ସେ ତାର୍‌ ଦାଙ୍ଗ୍‌ଡାମନ୍‌କେ ଆରି ବବିସତ୍‌ବକ୍‌ତାମନ୍‌କେ ସେ ଆଗ୍‌ତୁ ଜାନାଇରଇଲା ।
8 Og den Røst, som jeg havde hørt fra Himmelen, talte atter med mig og sagde: Gaa hen, tag den lille aabnede Bog, som er i den Engels Haand, der staar paa Havet og paa Jorden.
ତାର୍‌ପଚେ ସର୍‌ଗେଅନି ଜନ୍‌ ସବଦ୍‌ ମର୍‌ସଙ୍ଗ୍‍ କାତା ଅଇତେରଇଲା, ସେଟା ଆରିତରେକ୍‌ ମକେ କଇଲା “ଜାଆ, ସମ୍‌ଦୁରେ ଆରି ସୁକ୍‌ଲା ଜାଗାଇ ଟିଆଅଇରଇବା ଦୁତର୍‌ ଆତେଅନି ଉଗାଡି ଅଇରଇବା କାଗଜ୍‌ ବେଟ୍‌ ।”
9 Og jeg gik hen til Engelen og sagde til ham, at han skulde give mig den lille Bog. Og han sagde til mig: Tag og nedsvælg den! og den vil volde Smerte i din Bug, men i din Mund vil den være sød som Honning.
ମୁଇ ଦୁତର୍‌ ଲଗେ ଗାଲି ଆରି ସାନ୍‌ଟା କାଗଜ୍‌ ମକେ ଦେ ବଲି କଇଲି । ସେ ମକେ କଇଲା “ଏଟା ନେଇକରି କାଆ । ତର୍‌ ପେଟେ ଏଟା ପିତା ଅଇସି । ମାତର୍‌ ତର୍‌ ଟଣ୍ଡେ ସେଟା ମୁ ପାରା ମୁନ୍ଦୁର୍‌ ରଇସି ।”
10 Og jeg tog den lille Bog af Engelens Haand og nedsvælgede den; og den var i min Mund sød som Honning, men da jeg havde nedsvælget den, følte jeg Smerte i min Bug.
୧୦ତେଇ ମୁଇ ଦୁତର୍‌ ଟାନେଅନି ସାନ୍‌ଟା କାଗଜ୍‌ ନେଲି ଆରି କାଇଲି । ସେଟା ମର୍‌ ଟଣ୍ଡେ ପାକାଇଲାକେ ମୁ ପାରା ସୁଆଦ୍‌ ରଇଲା । ମାତର୍‌ ଗିଲ୍‌ଲା ପଚେ ପେଟ୍‌ ବିତ୍‌ରେ ପିତା ଅଇଗାଲା ।
11 Og man sagde til mig: Du bør igen profetere om mange Folk og Folkeslag og Tungemaal og Konger.
୧୧ତାର୍‌ପଚେ ମକେ କଇଲା, “ସବୁ ରାଜାମନର୍‌ ବିସଇ, ବାସାମନର୍‌ ବିସଇ, ବଁସର୍‌ ବିସଇ, ଆରି ରାଇଜର୍‌ ବିସଇ, ଏ ସବୁଜାକର୍‌ ଉପ୍‌ରେ ପର୍‌ମେସରର୍‌ କବର୍‌ ତୁଇ ଆରିତରେକ୍‌ ଜାଇ ଜାନାଇବାର୍‌ ଆଚେ ।”

< Aabenbaringen 10 >