Preface
Read
+
Publisher
Nainoia, Inc.
PO Box 462, Bellefonte, PA 16823
(814) 470-8028
Nainoia Inc, Publisher
LinkedIn/NAINOIA-INC
Third Party Publisher Resources
Request Custom Formatted Verses
Please contact us below
Submit your proposed corrections
I understand that the Aionian Bible republishes public domain and Creative Commons Bible texts and that volunteers may be needed to present the original text accurately. I also understand that apocryphal text is removed and most variant verse numbering is mapped to the English standard. I have entered my corrections under the verse(s) below. Proposed corrections to the Desiya New Testament, Titus Chapter 2 https://www.AionianBible.org/Bibles/Desiya---Desiya-Bible/Titus/2 1 ୧) ମାତର୍ ତିତସ୍ ତୁଇ ବିସ୍ବାସିମନ୍କେ ଜନ୍ ବିସଇ ସିକାଇଲୁସ୍ନି ସେଟା ଜିସୁକିରିସ୍ଟର୍ ସତ୍ ସିକିଆ ଇସାବେସେ ସିକା । 2 ୨) ପର୍ତୁମ୍ ଡକ୍ରାମନ୍କେ ତାକର୍ ଜିବନେ ନିକ ଚଲାଚଲ୍ତି କର୍ବାକେ ସିକା, ଜେନ୍ତିକି ନିଜେ ବୁଦିର୍ସଙ୍ଗ୍ ରଇ, ଲକ୍ମନର୍ଟାନେଅନି ସନ୍ମାନ୍ ପାଇବାଲକ୍ ପାରା ଅଇ ଜାଗ୍ରତ୍ ରଇବାର୍ । ସେମନ୍ ପର୍ମେସର୍କେ ଡାଟ୍ସଙ୍ଗ୍ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ସତ୍ସଙ୍ଗ୍ ଆଲାଦ୍ କରି ମୁର୍ଚି ରଇବାର୍ ଆଚେ । 3 ୩) ସେନ୍ତାରିସେ ଡକ୍ରିମନ୍କେ ମିସା ସିକାଆ । ଜେନ୍ତିକି, ସେମନ୍ ସୁକଲ୍ ଚଲାଚଲ୍ତି କର୍ବାଇ । ତିପୁଲ୍ କାତା ନ କଇକରି, ମାତୁଆଲ୍ନିମନ୍ ନ ଅଇକରି, ତାର୍ ବାଦୁଲେ ବିନ୍ ଲକ୍ମନ୍କେ ନିକ ବିସଇ ସିକାଅତ୍ । 4 ୪) ଏନ୍ତାରି କଲେ ସେମନର୍ ଟାନେଅନି ଦାଙ୍ଗ୍ଡିମନ୍ ନିକ ଚଲାଚଲ୍ତି କର୍ବାଟା ସିକ୍ବାଇ । ସେମନ୍ ପର୍ତୁମ୍ ନିଜର୍ ମୁନୁସ୍କେ ଆରି ପିଲାଟକିମନ୍କେ ଆଲାଦ୍ କର୍ବାଟା ସିକତ୍ । 5 ୫) ନିଜେ ଜାଗ୍ରତ୍ ଅଇକରି ମୁନୁସ୍ମନ୍କେ ସୁକଲ୍ ଚଲାଚଲ୍ତି କରି, ନିଜର୍ ଗର୍ଦୁଆର୍ ଚାଲାଇକରି, ବିନ୍ ଲକ୍ମନ୍କେ ଦୟା ଦେକାଇକରି ଆରି ନିଜର୍ ମୁନୁସର୍ କାତା ମାନିକରି ରଇବାକେ ସିକା । ସେନ୍ତାର୍ କଲେ ପର୍ମେସର୍ ଆମ୍କେ ସର୍ପି ଦେଲା କବର୍ କେ ମିସା ନିନ୍ଦା ନ କରତ୍ । 6 ୬) ସେନ୍ତାର୍ ସେ ଦାଙ୍ଗ୍ଡାମନ୍କେ ମିସା ନିଜେ ଜାଗରତ୍ ରଇବାକେ ସିକା । 7 ୭) ତୁଇ ନିଜେ ସବୁ ବିସଇଟାନେ ନିକ ଚଲାଚଲ୍ତି କର୍ । ଜେନ୍ତାରି କି ତକେ ଦେକିଦେକି ଦାଙ୍ଗ୍ଡାମନ୍ ସେନ୍ତାରି ଅଇବାଇ । ସିକାଇଲାବେଲେ, ମନ୍ ସତ୍ ରଇକରି ଲକ୍ମନର୍ ମୁଆଟେ ସନ୍ମାନ୍ ପାଇଲାପାରା ପର୍ମେସରର୍ ବିସଇ ସିକା । 8 ୮) ଜେତ୍କି ବିସଇ ସିକାଇଲୁସ୍ନି, ସେ ସବୁ ବିସଇ ସତ୍ ରଅ ଜେନ୍ତାରିକି ଲକ୍ମନ୍ ନିନ୍ଦା କରିନାପାରତ୍ । ଜେତ୍କି ଲକ୍ ଜିସୁକିରିସ୍ଟର୍ପାଇ ତୁଇ କର୍ବା କାମ୍ ବିରଦ୍ କଲାଇନି, ସେମନ୍ ସବୁ ଲାଜ୍ ଅଇଜିବାଇ । କାଇକେବଇଲେ ଆମ୍କେ ନିନ୍ଦା କର୍ବାକେ ତାକର୍ଟାନେ କାଇଟା ନ ରଏ । 9 ୯) ତର୍ ମଣ୍ଡଲିମନ୍କେ ରଇବା ଗତିଦାଙ୍ଗ୍ଡାମନ୍କେ ତାକର୍ ସାଉକାର୍ମନ୍କେ ମାନିକରି ରଇବାକେ ସିକା । ତାକର୍ କର୍ବା କାମ୍ ଦେକି ସାଉକାର୍ମନ୍ ସାର୍ଦା ଅଅତ୍ ଆରି ସାଉକାର୍ମନ୍କେ ସେମନ୍ ଟଣ୍ଡ୍ ନ ଲାଗାଅତ୍ । 10 ୧୦) ସାଉକାରର୍ କାଇ ଜିନିସ୍ ନ ଚରାଇକରି ସବୁବେଲେ ଦରମ୍ ଚଲାଚଲ୍ତି କର । ସେମନ୍କେ ସାଉକାର୍ ବିସ୍ବାସ୍ କର୍ବାର୍ ଆଚେ । ତାକର୍ ନିକ ଚଲାଚଲ୍ତି କର୍ବାଟା ଦେକି ଆମ୍କେ ମୁକ୍ତି ଦେବା ପରମେସରର୍ କବର୍ ସୁନ୍ବାକେ ଲକ୍ମନ୍ ମନ୍ କର୍ବାଇ । 11 ୧୧) କାଇକେ ବଇଲେ ପରମେସର୍ ଗୁଲାଇ ମୁନୁସ୍ଜାତିକେ ପାପେଅନି ମୁକ୍ତି କର୍ବାକେ ତାର୍ ଦୟା ଦେକାଇଲା ଆଚେ । 12 ୧୨) ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି । (aiōn g165) 13 ୧୩) ଜନ୍ ବଡ୍ ଦିନ୍ ଆଇବାକେ ଆମେ ଜାଗିଆଚୁ, ସେତ୍କି ଦିନ୍ ଜାକ ଏନ୍ତାରିସେ ଚଲାଚଲ୍ତି କରୁ । ସେ ଦିନେ ଜିସୁକିରିସ୍ଟ ଜେକି ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ, ତାର୍ ସବୁ ଡାକ୍ପୁଟା ସଙ୍ଗ୍ ଏ ଜଗତେ ବାଉଡିଆଇସି । 14 ୧୪) ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା । 15 ୧୫) ତେବର୍ପାଇ ତିତସ୍, ତୁଇ କିରତେ ରଇବା ବିସ୍ବାସିମନ୍କେ, ମୁଇ ତକେ କଇରଇବା ସବୁ ବିସଇ ସିକାଇଦେସ୍ । ଏ ସବୁ ବିସଇ କର୍ବାକେ ସାର୍ଦା କରା ଆରି ନ କଲେ ସେମନ୍କେ ଜାଗ୍ରତ୍ କରା । ସେନ୍ତାରି କର୍ବାକେ ତର୍ ଅଦିକାର୍ ଆଚେ । ତୁଇ ସିକାଇଲା ବିସଇମନ୍ କେ ମିସା ନିଚ୍ ଇସାବେ ନ ନାମତ୍ । Additional comments?
Refresh Captcha
The world's first Holy Bible un-translation!