Preface
Read
+
Publisher
Nainoia, Inc.
PO Box 462, Bellefonte, PA 16823
(814) 470-8028
Nainoia Inc, Publisher
LinkedIn/NAINOIA-INC
Third Party Publisher Resources
Request Custom Formatted Verses
Please contact us below
Submit your proposed corrections
I understand that the Aionian Bible republishes public domain and Creative Commons Bible texts and that volunteers may be needed to present the original text accurately. I also understand that apocryphal text is removed and most variant verse numbering is mapped to the English standard. I have entered my corrections under the verse(s) below. Proposed corrections to the Desiya New Testament, 1-Peter Chapter 1 https://www.AionianBible.org/Bibles/Desiya---Desiya-Bible/1-Peter/1 1 ୧) ମୁଇ ପିତର୍, ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ସିସ୍ । ପନ୍ତ୍, ଗାଲାତିଅ, କାପାଦକିଆ, ଆସିଆ ଆରି ବିତୁନିଆ ରାଇଜ୍ମନ୍କେ, ବିନ୍ଦେସର୍ ଲକ୍ମନର୍ପାରା ଚିନ୍ବିନ୍ ଅଇଜାଇରଇବା ପର୍ମେସରର୍ ଲକ୍ମନ୍କେ ମୁଇ ଏ ଚିଟି ଲେକ୍ଲିନି । 2 ୨) ତାର୍ ଜଜ୍ନା ଇସାବେ ବାବା ପର୍ମେସର୍ ତମ୍କେ ଡାକ୍ଲା ଆଚେ । ତାର୍ ସୁକଲ୍ ଆତ୍ମାଇ ସେ ତମ୍କେ ତାର୍ ସୁକଲ୍ ଲକ୍ କରାଇସି । ତମେ ଜିସୁ କିରିସ୍ଟକେ ମାନିକରି, ତାର୍ ବନିତେଇ ଦଇଅଇକରି ରଇବାକେ ସେ ଏନ୍ତାରି ଜଜ୍ନା କଲା । ତାର୍ ଜିବନ୍ଦୁକାଇଲାଟା ଆରି ସାନ୍ତି ପୁରାପୁରୁନ୍ ତମ୍କେ ମିଲ । 3 ୩) ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଜବର୍ ଅଇତେ ଦୟା କଲାର୍ପାଇ ଆମ୍କେ ନୁଆ ଜିବନ୍ ଦେଲା ଆଚେ । ଜିସୁକିରିସ୍ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍କେ ଉଟାଇସି ବଲିକରି ପୁରାପୁରୁନ୍ ଆସାଆଚେ । 4 ୪) ସେଟାର୍ପାଇ ପର୍ମେସର୍ ତାର୍ ଲକ୍ମନର୍ପାଇ ଜେତ୍କି ସବୁ ଆସିର୍ବାଦ୍ ସର୍ଗେ ଜତନ୍ କରି ସଙ୍ଗଇଆଚେ, ସେଟା ସବୁ ଆମର୍ ଅଇସି ବଲି ଆସାକଲୁନି । ତେଇ ସେଟା ନ ନସେ କି ଚିଲମ୍ ନ ଦାରେ କି ଉନା ମିସା ନ ଅଏ । 5 ୫) ଏ ସବୁ ଆସିର୍ବାଦ୍ ଆମର୍ପାଇ । ତମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ, ତାର୍ ବପୁ ତମ୍କେ କାଇଟା ନ ଅଇତେ ସଙ୍ଗଇଲା ଆଚେ । ସାରାସାରିଦିନେ ତାର୍ ମୁକ୍ତି ସବୁଲକ୍ ଜାନ୍ବା ଜାକ, ତମର୍ ଉପ୍ରେ ଜାଗ୍ତେରଇସି । 6 ୬) ଚନେକର୍ପାଇ ତମର୍ ଜିବନେ ବିନ୍ ବିନ୍ ଦୁକ୍କସ୍ଟ ଆଇଲାକେ ମୁର୍ଚିକରି ରଇବାକେ ପଡ୍ଲେ ମିସା, ସେଟାର୍ପାଇ ତମେ ସାର୍ଦା ଅଇକରି ରୁଆ । 7 ୭) ତମର୍ ଜିବନେ ଆଇଲା ଦୁକ୍କସ୍ଟ ସବୁ ତମର୍ ବିସ୍ବାସ୍ ସତ୍ଆଚେ କି ନାଇ ବଲି ପରିକା କର୍ବାକେସେ । ସୁନାର୍ ବିସଇ ବାବିଦେକା, ଏ ଜଗତର୍ ସବୁ ବିସଇର୍ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍ଟା ବଲି ଜାନ୍ବାକେ ଜଇଟାନେ ସିଲାଇବାଇ । ତମର୍ ବିସ୍ବାସ୍ ସୁନାଟାନେଅନି ଅଦିକ୍ ମୁଲିଅ । ସେନ୍ତାର୍ଆଲେ ତମର୍ ବିସ୍ବାସ୍ ନିକଟା କି ନାଇ ବଲି ପରିକା କର୍ବାର୍ ଆଚେ । ତମର୍ ବିସ୍ବାସ୍ ଜଦି ନିକଟା, ଜିସୁ କିର୍ସଟ୍ ଦେକା ଅଇବା ସେ ଦିନେ ତମେ ଡାକ୍ପୁଟା ଆରି ମଇମା ପାଇସା । 8 ୮) ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍ କଲାସ୍ନି ଆରି ବିସ୍ବାସ୍ କଲାସ୍ନି । ସେଟାର୍ପାଇ ତମର୍ ସାର୍ଦା ବେସି ବଡ୍ । 9 ୯) ତମେ ବିସ୍ବାସ୍ କଲାର୍ପାଇ ତମ୍କେ ସର୍ଗେ ନ ସାର୍ବା ଜିବନ୍ ଆଚେ । 10 ୧୦) ପର୍ମେସର୍ ମୁନୁସ୍ମନ୍କେ ତାକର୍ ପାପେଅନି କେନ୍ତି ମୁକ୍ଲାଇସି ବଲି ପୁର୍ବର୍ ବବିସତ୍ବକ୍ତାମନ୍ ମନ୍ଦିଆନ୍ କରି ପଡ୍ଲାଇ । ପର୍ମେସର୍ ତମ୍କେ ଦେବା ଏ ଦାନ୍ ବିସଇ, ସେମନ୍ ଆଗ୍କେ ଗଟ୍ବା କାତା କଇଲାଇ । 11 ୧୧) କିରିସ୍ଟ କେନ୍ତି ଦୁକ୍କସ୍ଟ ମୁରଚ୍ଲା, ଆରି ସବୁ ନିନ୍ଦା ସାର୍ଲା ପଚେ ସେ କେନ୍ତି ଡାକ୍ପୁଟା ପାଇଲା, ସେ ବିସଇ ପର୍ମେସରର୍ ଆତ୍ମା ସେମନ୍କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍ବାକେ ସେମନ୍ ବେସି ମନ୍ କଲାଇ । ସେଟାର୍ପାଇ ସେମନ୍ ସେ ବିସଇ ମନ୍ଦିଆନ୍ କରି ପଡ୍ଲାଇ । 12 ୧୨) ମାତର୍ ଜନ୍ ଆଗ୍କେ ଗଟ୍ବା କାତା ସେମନ୍ କଇରଇଲାଇ, ସେଟା ସେମନର୍ ବଲ୍ପାଇ ନାଇ ମାତର୍ ତମର୍ ବଲ୍ପାଇ ବଲି ପର୍ମେସର୍ ସେମନ୍କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍ ଅଇଲା । କାଇକେବଇଲେ ଜନ୍ ଲକ୍ମନ୍ ତମ୍କେ ସୁବ୍ କବର୍ ଜାନାଇଲାଇ ଆଚତ୍, ତମେ ସେ କାତା ସୁନିଆଚାସ୍ । ସର୍ଗେଅନି ପାଟାଇରଇବା ସୁକଲ୍ଆତ୍ମା ସେମନ୍କେ ବପୁଦେଲା । ଦୁତ୍ମନ୍ ମିସା ଏ ବିସଇ ଜାନ୍ବାକେ ମନ୍ କଲାଇ । 13 ୧୩) ସେଟାର୍ପାଇ ତମେ ନିଜର୍ ନିଜର୍ ମନେ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ଜାଗିରୁଆ । ଆରି ଜିସୁ କିରିସ୍ଟ ବାଉଡି ଆଇବା ବେଲାଇ ସେ ଜନ୍ ଆସିର୍ବାଦ୍ ତମ୍କେ ଦେଇସି, ସେଟା ମିଲ୍ସି ବଲି ପୁରାପୁରୁନ୍ ଆସା ଉଆ । 14 ୧୪) ପର୍ମେସରର୍ ଆଦେସ୍ ମାନିକରି ରୁଆ । ତାର୍ ସତ୍ ସିକିଆ ଜାନ୍ବା ଆଗ୍ତୁ ତମେ କେନ୍ତାରି ନିଜେ ମନ୍ କଲାଟା ପୁରାପୁରୁନ୍ କର୍ତେରଇଲାସ୍, ସେନ୍ତାରି ଆରି କରାନାଇ । 15 ୧୫) ମାତର୍ ତମ୍କେ ଡାକ୍ଲା ମାପ୍ରୁ ଜେନ୍ତାର୍ ସୁକଲ୍ ଆଚେ, ସେନ୍ତାରିସେ ତମେମନ୍ ମିସା ତମର୍ ସବୁ ବିସଇଟାନେ ସୁକଲ୍ ଉଆ । 16 ୧୬) ତେବେ ସାସ୍ତରେ ଲେକା ଆଚେ, ପର୍ମେସର୍ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍, ତମେ ମିସା ସେନ୍ତାରି ସୁକଲ୍ ଉଆ । 17 ୧୭) ପର୍ମେସର୍ ଜେଡେବେଲେ ମୁନୁସ୍ମନ୍କେ ବିଚାର୍ କର୍ସି, ସେ କାର୍ବିତ୍ରେ ସାନ୍ ବଡ୍ ନ ଦେକେ । ଗଟେକ୍ ଗଟେକ୍ ଲକ୍କେ ତାକର୍ କଲା କାମ୍ ଇସାବେ ସେ ବିଚାର୍ କର୍ସି । ତେବେ ତମେ ପାର୍ତନା କର୍ବାବେଲେ ପର୍ମେସର୍କେ ବାବା ବଲି ଡାକ୍ଲାସ୍ନି । ତମେ ଜେତ୍କି ଦିନ୍ ଏ ଜଗତେ ବଁଚିଆଚାସ୍, ତାକେ ମାନିକରି ରଇବାର୍ଆଚେ । 18 ୧୮) ତମର୍ ଆନିଦାଦିମନର୍ ଟାନେଅନି ଲଡାକେ ନ ଆଇବା ରିତିନିତିଅନି ସେ କାଇ ମୁଲିଅ ଦେଇକରି ତମ୍କେ ମୁକ୍ଲାଇଆଚେ, ସେଟା ତମେ ଜାନିଆଚାସ୍ । ତମ୍କେ ମୁକ୍ଲାଇବାକେ ସେ ନସି ଜିବା ସୁନା କି ରୁପାର୍ ମୁଲିଅ ଦେଏ ନାଇ । 19 ୧୯) ମାତର୍ ବେସି ମୁଲିଅ ରଇବା ଜିସୁକିରିସ୍ଟର୍ ବନି, ଜନ୍ଟା ସେ ତାର୍ ମରନେ ରକଇଦେଲା । କାଇ ଦସ୍ କି କାଇ ଅବାବ୍ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା । 20 ୨୦) ଏ ଜଗତ୍ ତିଆର୍ ନ ଅଇବା ଆଗ୍ତୁ ପର୍ମେସର୍ କିରିସ୍ଟକେ ବାଚିରଇଲା । ମାତର୍ ଏବେ ଏ ସାରାସାରି ଦିନେ ସେ ତାକେ ଦେକାଇଲା ଆଚେ । ଜେନ୍ତାରି କି ସେ ଆମ୍କେ ସାଇଜକରିପାର୍ସି । 21 ୨୧) ଜିସୁକିରିସ୍ଟର୍ ଲାଗି ତମେ ଏବେ ପର୍ମେସର୍କେ ବିସ୍ବାସ୍ କଲାସ୍ନି । ସେ ଆକା କିରିସ୍ଟକେ ମରନେଅନି ଉଟାଇକରି ଡାକ୍ପୁଟା କଲା ଆଚେ । ତେବର୍ପାଇ ତମର୍ ବିସ୍ବାସ୍ ଆରି ଆସା ଏବେ ପର୍ମେସର୍ଟାନେ ଆଚେ । 22 ୨୨) ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି । 23 ୨୩) ତମେ ଆରିତରେକ୍ ଜନମ୍ ଅଇଲାସ୍କେ ଏନ୍ତାରି କଲାସ୍ନି । କେବେ ନ ମର୍ବା ବାବାମାଆର୍ ପିଲାମନର୍ ଇସାବେ । ତାର୍ ବାକିଅ ତମ୍କେ ନୁଆ ଜିବନ୍ ଦେଲାଆଚେ । ତାର୍ ବାକିଅ ସବୁଦିନର୍ପାଇ ରଇସି । (aiōn g165) 24 ୨୪) ସାସ୍ତରେ ଲେକାଅଇଲାପାରା, ଗୁଲାଇ ମୁନୁସ୍ ଜାତି ଗାଁସ୍ ପାରା । ତାକର୍ ବାନିମୁର୍ତି ଗାଁସର୍ ପୁଲ୍ପାରା । ଗାଁସ୍ ସୁକିଜାଇସି ଆରି ପୁଲ୍ ଜଡିଜାଇସି । 25 ୨୫) ମାତର୍ ପର୍ମେସରର୍ ବାକିଅ ସବୁଦିନ୍ ପାଇ ରଇସି । ଏ ବାକିଅ ଅଇଲାନି ତମ୍କେ ଜାନାଇରଇବା ସୁବ୍କବର୍ । (aiōn g165) Additional comments?
Refresh Captcha
The world's first Holy Bible un-translation!